< କରିନ୍ଥୀୟ 8 >

1 ଦେବପ୍ରସାଦ ସମ୍ବନ୍ଧରେ ମୋହର ଉତ୍ତର ଏହି, ଆମ୍ଭ ସମସ୍ତଙ୍କର ଜ୍ଞାନ ଅଛି ବୋଲି ତୁମ୍ଭେମାନେ ଯାହା କହୁଅଛ, ତାହା ଆମ୍ଭେମାନେ ଜାଣୁ। ଜ୍ଞାନ ଅହଙ୍କାର ଜନ୍ମାଏ, କିନ୍ତୁ ପ୍ରେମରୁ ନିଷ୍ଠା ଜାତ ହୁଏ।
ପେନ୍‌ ପୁଜାକିତି ଆକାତ୍‌ ବିସ୍ରେ ନା ଉତର୍‌ ଇଦାଂ, ମାଦାଂ ୱିଜ଼ାକାର୍ତି ଗିୟାନ୍‌ ମାନାତ୍‌ ଇଞ୍ଜି ଏପେଙ୍ଗ୍‌ ଇନାକା ଇନାଦେରା, ହେଦାଂ ଆପ୍‌ ପୁନାପ୍‌ । ଗିୟାନ୍‌ ଆକାର୍‌ ଉବ୍‌ଜାଣ୍‌ କିନାତ୍‌, ମତର୍‌ ଜିଉନନିତାଂ ହାର୍‌ଦାକା ହନାତ୍‌ ।
2 ଯଦି କେହି କୌଣସି ବିଷୟରେ ଜ୍ଞାନୀ ବୋଲି ମନେ କରେ, ତେବେ ତାହାର ଯେପରି ଜାଣିବା ଉଚିତ୍, ସେ ଏପର୍ଯ୍ୟନ୍ତ ସେପରି ଜାଣି ନାହିଁ;
ଜଦି ଇନେର୍‌ ଇମ୍‌ଣି ବିସ୍ରେ ପୁନାନ୍‌ ଗିଆନି ଇଞ୍ଜି ବାବି କିତାର୍‌, ଲାଗିଂ ହେୱାନ୍ତି, ଇନେସ୍‌ ପୁନାକା ଲଡ଼ା ହେୱାନ୍‌ ଇ ପାତେକ୍‌ ପୁନ୍‌ୱାତାନ୍ନା;
3 କିନ୍ତୁ ଯଦି କେହି ଈଶ୍ବରଙ୍କୁ ପ୍ରେମ କରେ, ସେହି ଜଣ ତାହାଙ୍କ ପରିଚିତ।
ମତର୍‌ ଜଦି ଇନେର୍‌ ଇସ୍ୱର୍‌ତିଂ ଜିଉନନାର୍‌, ଇସ୍ୱର୍‌ ତାଙ୍ଗେଙ୍ଗ୍‌ ପୁଚାନ୍‌ନା ।
4 ଏଣୁ ଦେବପ୍ରସାଦ ଭୋଜନ ବିଷୟରେ ଆମ୍ଭେମାନେ ଜାଣୁ ଯେ, ଜଗତରେ ଦେବତା ବୋଲି କିଛି ନାହିଁ, ଆଉ ଏକ ଈଶ୍ବର ବିନା ଦ୍ୱିତୀୟ ନାହିଁ।
ଲାଗିଂ ପେନ୍‌ ପୁଜାକିତି ଆକାତ୍‌ ତିନି ବିସ୍ରେ ଆସେଙ୍ଗ୍‌ ପୁନାସ୍‌ ଜେ, ପୁର୍ତିତ ପେନ୍‍କୁ ଇଞ୍ଜି ଇନାକା ମୁଲ୍ୟ ହିଲେତ୍, ଆରେ ର ଇସ୍ୱର୍‌ ପିସ୍‌ସି ରିଣ୍ଡାଂ ହିଲେକ୍ ।
5 କାରଣ ସ୍ୱର୍ଗରେ ହେଉ ବା ପୃଥିବୀରେ ହେଉ, ଯେଉଁମାନଙ୍କୁ ଦେବତା ବୋଲି କୁହାଯାଏ, ଯଦ୍ୟପି ସେମାନେ ଥାଇ ପାରନ୍ତି (ଏପରି ତ ଅନେକ ଦେବତା ଓ ଅନେକ ପ୍ରଭୁ ଅଛନ୍ତି),
ଇନାକିଦେଂକି ସାର୍ଗେତ ଆୟେତ୍‌ କି ପୁର୍ତିତ ଆୟେତ୍‌, ଇମ୍‌ଣାକାରିଂ ପେନ୍‌ ଇଞ୍ଜି ଇନାର୍‌, ଆତିସ୍‌ପା ହେୱେକ୍‌ ମାନ୍‌ଗିନିକ୍‌ପା ଇ ଲାକେ ତ ହେନି ପେନ୍‍କୁ ଆରି ବେସି ମାପ୍ରୁ ମାନିକ୍‌,
6 ତଥାପି ଆମ୍ଭମାନଙ୍କର ଏକମାତ୍ର ଈଶ୍ବର, ଅର୍ଥାତ୍‍ ଯେଉଁ ପିତାଙ୍କଠାରୁ ସମସ୍ତ ବିଷୟ ହୋଇଅଛି, ଆଉ ଆମ୍ଭେମାନେ ତାହାଙ୍କ ନିମନ୍ତେ ହୋଇଅଛୁ, ପୁଣି, ଏକମାତ୍ର ପ୍ରଭୁ, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି, ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ।
ମତର୍‌ ମା ରୱାନ୍‌ ମତର୍‌ ଇସ୍ୱର୍‌, ଇଚିସ୍‌ ଇମ୍‌ଣି ଆବା ତାକେଣ୍ଡାଂ ସବୁ ବିସ୍ରେ ଉବ୍‌ଜା ଆତାତ୍‌ନ୍ନା, ଆରେ ଆସେଙ୍ଗ୍‌ ହେୱାନ୍ତି କାଜିଂ ଉପ୍‌ଜା ଆତାସ୍‌ନା ଆରେ ରୱାନ୍‌ ମତର୍‌ ମାପ୍ରୁ, ଜିସୁ କ୍ରିସ୍ଟ ହେୱାନ୍ତି ହୁକେ ୱିଜ଼ୁ ବିସ୍ରେ ଆତାତ୍‌ନ୍ନା, ଆରେ ହେୱାନ୍ତି ହୁକେ ଆସେଙ୍ଗ୍‌ ଆତାସ୍‌ନା ।
7 ତଥାପି ସମସ୍ତଙ୍କର ଏହି ଜ୍ଞାନ ନାହିଁ; କିନ୍ତୁ କେତେକ ଲୋକ ଏପର୍ଯ୍ୟନ୍ତ ଦେବତା ଅଛି ବୋଲି ଭାବି ଦେବପ୍ରସାଦ ଭୋଜନ କରନ୍ତି, ଆଉ ସେମାନଙ୍କର ବିବେକ ଦୁର୍ବଳ ଥିବାରୁ କଳୁଷିତ ହୁଏ।
ଆତିସ୍‌ପା ୱିଜ଼ାକାର୍‌ତି ଇ ଗିଆନ୍‌ ହିଲୁତ୍‌; ମାତର୍‌ କେତେକ୍‌ ଲକୁ ଇ ପାତେକ୍‌ ପେନ୍‌ ମାନାତ୍‌ ଇଞ୍ଜି ପୁନ୍‌ଞ୍ଜି ପେନ୍‌ ପୁଜାକିତି ଆକାତ୍‌ ତିନାର୍‌, ଆରେ ହେୱାର୍‌ତି ବାବ୍‌ନା ନାଦାର୍‌ ମାଚିସ୍‌ ଦସି ଆନାର୍‌ ।
8 କିନ୍ତୁ ଖାଦ୍ୟଦ୍ରବ୍ୟ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟରେ ଗ୍ରାହ୍ୟ କି ଅଗ୍ରାହ୍ୟ କରାଏ ନାହିଁ; ଭୋଜନ ନ କଲେ ଆମ୍ଭମାନଙ୍କର କ୍ଷତି ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର ଲାଭ ହୁଏ ନାହିଁ।
ମତର୍‌ ତିନାକାଉଣାକା ମାଙ୍ଗେଙ୍ଗ୍‌ ଇସ୍ୱର୍ତି ଲାଗାଂ ଇଟ୍‌ନାକା କି ଇଟ୍‌ୟାୱାକା କିୟା ଆଉତ୍‌; ତିନ୍‌ୱିତିସ୍‌ ମାଦାଂ ନସ୍ଟ ଆଉତ୍‌ କି ଚିଚିସ୍ ମାଙ୍ଗେଙ୍ଗ୍‌ ଲାବ୍ ଆଦୁତ୍‌ ।
9 କିନ୍ତୁ ସାବଧାନ, କାଳେ ତୁମ୍ଭମାନଙ୍କର ଏହି ଅଧିକାର ଦୁର୍ବଳମାନଙ୍କର ଝୁଣ୍ଟିବାର କାରଣ ହୁଏ।
ମତର୍‌ ଜାଗ୍ରତ୍‌, ଏଚେକାଡ଼୍‌ଦ ମିଦାଙ୍ଗ୍‌ ଇ ଜାର୍‌ ଆଦିକାର୍‌ ନାଦାରିଂ ଉସ୍‌ନାକା ଆନାତ୍‌ ।
10 କାରଣ ଜ୍ଞାନୀ ଯେ ତୁମ୍ଭେ, ତୁମ୍ଭକୁ ଯଦି କେହି ପ୍ରତିମାର ମନ୍ଦିରରେ ଭୋଜନରେ ବସିବାର ଦେଖେ, ତେବେ ସେ ଦୁର୍ବଳ ହୋଇଥିଲେ ତାହାର ବିବେକ କଅଣ ଦେବପ୍ରସାଦ ଭୋଜନ କରିବାକୁ ସାହସିକ ହେବ ନାହିଁ?
ଇନାକିଦେଂକି ଗିଆନି ଜେ ଏପେଙ୍ଗ୍‌, ମିଙ୍ଗେଙ୍ଗ୍‌ ଜଦି ଇନେର୍‌ ମନ୍ଦିର୍‌ ଇଞ୍ଜ ତିନିତାକେ କୁଚ୍‌ନାକା ହୁଡ଼୍‌ଦାନାର୍‌, ଲାଗିଂ ହେୱାନ୍‌ ନାଦାର୍‌ ଆଜ଼ି ମାଚିସ୍‌ ହେୱାନ୍ତି ବାବ୍‌ନା ଇନାକା ପେନ୍‍କୁ ଆକାତ୍‌ ଚିଜେଙ୍ଗ୍ ସାସ୍‌ ଆଉନ୍‌?
11 ଏଣୁ ଯେଉଁ ଦୁର୍ବଳ ଭ୍ରାତା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ସେ ତୁମ୍ଭ ଜ୍ଞାନ ଦ୍ୱାରା ନଷ୍ଟ ହେଉଅଛି।
ଲାଗିଂ ଇମ୍‌ଣି ନାଦାର୍‌ ଟଣ୍ଡେନ୍‌ କାଜିଂ କ୍ରିସ୍ଟ ହାତାନ୍‌, ହେୱାନ୍‌ “ମି ଗିୟାନ୍‌” ହୁକେ ନସ୍ଟ ଆନାତା ।
12 ଏହି ପ୍ରକାରେ ଭାଇମାନଙ୍କ ବିରୁଦ୍ଧରେ ପାପ କରି ଓ ସେମାନଙ୍କ ଦୁର୍ବଳ ବିବେକକୁ ଆଘାତ କରି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁଅଛ।
ଇ ଲାକେ ଟଣ୍ଡାର୍‌ ବିରୁତାଂ ପାପ୍‌ ଜିସୁ ଆରି ହେୱାର୍‌ତି ନାଦାର୍‌ ବାବ୍‌ନାତିଂ ଗାଅ ଜିସୁ ଏପେଙ୍ଗ୍‌ କ୍ରିସ୍ଟତି ବିରୁଦ୍‌ତ ପାପ୍‌ କିନାଦେରା ।
13 ଅତଏବ ଯଦି ଖାଦ୍ୟଦ୍ରବ୍ୟ ମୋହର ଭାଇର ବିଘ୍ନର କାରଣ ହୁଏ, ତେବେ ମୋହର ଭାଇ ଯେପରି ମୋʼ ଦ୍ୱାରା ବିଘ୍ନ ନ ପାଏ, ଏଥିପାଇଁ ମୁଁ କଦାପି ମାଂସ ଖାଇବି ନାହିଁ। (aiōn g165)
ଲାଗିଂ ଜଦି ତିନାକା ଉଣାକା ନା ଟଣ୍ଡେନ୍‌ ବାଦାନି କାରଣ୍‌ ଆତିସ୍‌, ୱାଟିଙ୍ଗ୍‌ ନା ଟଣ୍ଡେନ୍‌ ଇନେସ୍‌ ନା ହୁଦାଂ ବାଦା ପାୟା ଆଉନ୍‌, ଇଦାଂ କାଜିଂ ଆନ୍‌ ମୁଡ଼୍‌ ପା ଜାଇ ତିନୁଙ୍ଗ୍ । (aiōn g165)

< କରିନ୍ଥୀୟ 8 >