< କରିନ୍ଥୀୟ 7 >

1 ତୁମ୍ଭେମାନେ ଯେଉଁ ସବୁ ବିଷୟ ଲେଖିଅଛ, ସେହି ସବୁର ଉତ୍ତର ଏହି, ସ୍ତ୍ରୀଲୋକକୁ ସ୍ପର୍ଶ ନ କରିବା ପୁରୁଷ ପକ୍ଷରେ ଭଲ;
ପେନେ ଉଲିଆନ୍ନିଆ ଆଣ୍ତିନେ ସାପା ପ୍ରସ୍‌ନ ସାଲ୍ୟାଃକୁପେବକେ, ଏବେ ନେଙ୍ଗ୍ ଆତେନ୍‌ ସାପାନେ ଉତର୍ ମ୍ୱିଏ । ଙ୍ଗିରେ ଇସାବ୍‌ରେ ବିଏ ଆଡିଙ୍ଗ୍‌ନେ ନିମାଣ୍ତା ।
2 କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ।
ମାତର୍‌‌ ସାପା ଅଡ଼ାରେଗ୍‌‌ ତ୍ନ ଲେଃଗେସା ସାପା ଙ୍ଗିର୍‍ବଏନେ ସେଲାମ୍ବୁଏ ବାରି ସାପା ସେଲାମ୍ବୁଏଃ ଙ୍ଗିର୍‌ବ‍ଏ ଲେଃନେ ଦର୍‌କାର୍ ।
3 ସ୍ୱାମୀ ସ୍ତ୍ରୀକୁ ତାହାର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତାହାର ପ୍ରାପ୍ୟ ଦେଉ।
ନିଜର୍ ଗାଗ୍‌ଡ଼େ ଆଡ଼ାତ୍ରା ସେଲାମ୍ବୁଏଃନେ ଅଦିକାର୍ ଣ୍ଡୁ ମାତର୍‌ ଙ୍ଗିରେନେ ଲେଃକେ । ଟିକ୍ ଦେତ୍‌ରକମ୍ ନିଜର୍ ଗାଗ୍‌ଡ଼େ ଆଡ଼ାତ୍ରା ଙ୍ଗିରେନେ ଅଦିକାର୍ ଣ୍ଡୁ ମାତର୍‌ ସେଲାମ୍ବୁଏଃ ଲେଃକେ ।
4 ଭାର୍ଯ୍ୟାର ଆପଣା ଶରୀର ଉପରେ ଅଧିକାର ନାହିଁ, କିନ୍ତୁ ସ୍ୱାମୀର ଅଛି; ସେହି ପ୍ରକାରେ ମଧ୍ୟ ସ୍ୱାମୀର ଆପଣା ଶରୀର ଉପରେ ଅଧିକାର ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି।
ସେଲାମ୍ବୁଏଃ ନିଜର୍ ଗାଗ୍‌ଡ଼େ ଆଡ଼ାତ୍ରା ଅଦିକାର୍ ଣ୍ତୁ ମାତର୍‌‌ ଆଣ୍ତାନେ ଲେଃକେ; ଦେତ୍‌ରକମ୍ ଡିଗ୍ ଆଣ୍ତାନେ ନିଜର୍ ଗାଗ୍‌ଡ଼େ ଆଡ଼ାତ୍ରା ଅଦିକାର୍ ଣ୍ତୁ ମାତର୍‌‌ ସେଲାମ୍ବୁଏଃ ଲେଃକେ ।
5 ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ।
ନିଜର୍‌ ନିଜର୍‌ ବାନ୍ ମେଇଂ ବିନେ ଆଲେଃ ଆର୍‌ଲେ । ମାତର୍‌‌ ମ୍ୱାୟାନୁଗ୍‍ ମୁଇଂ ମନ୍‌ ଡିଙ୍ଗ୍‌ଚେ ପାର୍‌ତନାନ୍ନିଆ ୱେନ୍‌ସା ଉଡ଼ିପର୍‍ ଜାକ ବିନେ ଲେଃଆର୍‌ଏ । ଆତ୍ମାନ୍ନିଆ ଜିତେନେ ଅବାବ୍‍ ନ୍‌ସା ସ‍ଏତାନ୍ ଡିରକମ୍ ଆମେଇଂକେ ଅଲ୍‍ଗା ମନ୍‍ ଆବି ଣ୍ଡୁ ଆତେନ୍‌‌ସା ମେଇଂ ବାର୍‌ମୁଇଂତର୍‌ ମୁଇଂଅରିଆ ଡିଙ୍ଗ୍‌ଲେଃ ।
6 କିନ୍ତୁ ମୁଁ ଆଜ୍ଞା ଦେଲା ପରି ନ କହି ପରାମର୍ଶ ଦେଲା ପରି ଏହା କହେ।
ଏନ୍‌ ବିସୟ୍‌ରେ ନେଙ୍ଗ୍ ମେଃମେଃନେ ସାପା ବାସଙ୍ଗ୍‌ଣ୍ତିଂ ଆତେନ୍‌ ନେଙ୍ଗ୍‌ନେ ଆଦେସ୍‌ ଣ୍ତୁ; ମାତର୍‌‌ ପେନେ ସୁବିଦା ନ୍‌ସା ଏନ୍‌ ନେଙ୍ଗ୍‌ନେ ଆଦେସ୍‌ ।
7 ତଥାପି, ଯେପରି ସବୁ ଲୋକ ମୋହରି ପରି ହୁଅନ୍ତି, ଏହା ମୋହର ଇଚ୍ଛା। ମାତ୍ର କେହି ଏପ୍ରକାର, କେହି ସେପ୍ରକାର, ପ୍ରତ୍ୟେକ ଜଣ ଈଶ୍ବରଙ୍କଠାରୁ ଦାନ ପାଇଅଛି।
ପେ ସାପାରେ ନେଙ୍ଗ୍ ରକମ୍‌ ଡିଙ୍ଗ୍‌ପା ଡାଗ୍‌ଚେ ନେଙ୍ଗ୍ ଚାଏଁଣ୍ତିଂକେ । ମାତର୍‌ ସାପାରେ ଇସ୍‌ପର୍‌ନେବାନ୍ ମ୍ନା ମ୍ନା ଦାନ୍ ବାଲେଆର୍‍କେ । ଆଜାକେ ମୁଇଙ୍ଗ୍ ରକମ୍‌ ବାରି ବିନ୍‍ରେ ବିନ୍ ମୁଇଙ୍ଗ୍ ରକମ୍‌ ଦାନ୍ ପାଙ୍ଗ୍‍ଲେଃକେ ।
8 କିନ୍ତୁ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହେ, ସେମାନେ ମୋʼ ପରି ରହିଲେ ସେମାନଙ୍କ ପକ୍ଷରେ ଭଲ।
ବିହେ ଆଡିଙ୍ଗ୍‌ଣ୍ଡ୍ରେ ବାରି ଗୁଏସାଙ୍ଗ୍‌କୁଏଃଇଂନେ ବିସୟ୍‌ରେ ନେଙ୍ଗ୍‌ନେ ଚିନ୍ତା ଦେକ୍‌ରକମ୍ ମେଇଂ ନେଙ୍ଗ୍ ରକମ୍ ମୁଇଜା ଲେଲା ନିମାଣ୍ଡା ପାଡିଙ୍ଗ୍‍ ।
9 ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି, ତେବେ ବିବାହ କରନ୍ତୁ କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ।
ମାତର୍‌ କୁଡ଼େଃମାଡ଼େଃ ଡିଙ୍ଗ୍‍ଆୟାଲା ମେଇଙ୍ଗ୍‌ନେ ଇସାବ୍‌ରେ ବିଏ ଡିଙ୍ଗ୍‌ନେ ଦର୍‌କାର୍ । ମେଃଡାଗ୍‌ଲା କୁଡ଼େଃମାଡ଼େଃନେ ଜାବର୍‌ ଇକ୍‌ଚା ଡିଙ୍ଗ୍‌ଲା ମେଁନେ ବାଦୁଲ୍ ବିଏ ଡିଙ୍ଗ୍‌ନେ ବଲ୍ ।
10 କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ,
ବିହେ ଡିଙ୍ଗ୍‌ଆର୍‍କ୍ନେ ରେମୁଆଁଇଂ ଆଡ଼ାତ୍ରା ଏନ୍‌ ନେଙ୍ଗ୍‌ନେ ଆଦେସ୍‍ ଣ୍ତୁ ଇସ୍‌ପର୍‌ନେ ଆଦେସ୍‍ ସେଲାମ୍ବୁଏଃ ଆଣ୍ତାଣ୍ଡେକେ ଅଃନାଡିଗ୍ ଆଆଁନ୍ତାର୍‍ଲେ ଆନ୍ତାର୍ ଆବିଃଲେ
11 (କିନ୍ତୁ ଯଦି ସେ ସ୍ୱାମୀଠାରୁ ପୃଥକ୍ ହୁଏ, ତେବେ ସେ ଆଉ ବିବାହ ନ କରୁ, ଅଥବା ଆପଣା ସ୍ୱାମୀ ସହିତ ମିଳିତ ହେଉ), ପୁଣି, ସ୍ୱାମୀ ଆପଣା ଭାର୍ଯ୍ୟାକୁ ପରିତ୍ୟାଗ ନ କରୁ।
ଜଦି ଡିଙ୍ଗ୍‌ଏ ତେଲା ମେଁ ମୁଇଂଜା ଲେଃଲେ ଣ୍ଡୁଲା ଆଣ୍ଡାଣ୍ଡେ ଏତେ ବାର୍‌ମୁଇଂତର୍‍ କୁଡ଼େଲେ । ବାରି ଆଣ୍ଡାଣ୍ଡେ ମେଁ କୁନୁଏଃଡ଼େକେ ଅଃନାଡିଗ୍ ଆନ୍ତାର୍‍ ଆବିଲେ ।
12 କିନ୍ତୁ ଅନ୍ୟ ସମସ୍ତଙ୍କୁ ମୁଁ କହେ (ପ୍ରଭୁ କହନ୍ତି ନାହିଁ), ଯଦି କୌଣସି ଭାଇର ଅବିଶ୍ୱାସିନୀ ଭାର୍ଯ୍ୟା ଥାଏ, ଆଉ ସେ ତାହାର ସହିତ ବାସ କରିବାକୁ ସମ୍ମତ ହୁଏ, ତାହାହେଲେ ସେ ତାହାକୁ ପରିତ୍ୟାଗ ନ କରୁ।
ବିନ୍‍ରେ ଆଡ଼ାତ୍ରା ଆକେନ୍ ନେଙ୍ଗ୍‌ନେ ଆଦେସ୍‍ ଇସ୍‌ପର୍‌ନେ ଣ୍ଡୁ! ଜଦି ନେନେ ବିତ୍ରେବାନ୍ ଜାନେ ସେଲାମ୍ବୁଏଃ କିସ୍‍ଟ ବିସ୍‌ବାସ୍ ମାଡିଙ୍ଗ୍‌ଚେ ଡିଗ୍ ଆଣ୍ଡାଣ୍ଡେ ଏତେ ଲେନ୍‍ସା ଇକ୍‌ଚା ଡିଙ୍ଗ୍‌ଏ ତେଲା ଆତେନ୍‌ ବୟାଁ ଆମେକେ ଆନ୍ତାର୍‍ ବିଃନେ ବଲ୍ ଣ୍ଡୁ ।
13 ପୁଣି, ଯେଉଁ ସ୍ତ୍ରୀର ଅବିଶ୍ୱାସୀ ସ୍ୱାମୀ ଥାଏ, ଆଉ ସେ ତାହାର ସହିତ ବାସ କରିବାକୁ ସମ୍ମତ ହୁଏ, ସେ ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ।
ଦେତ୍‌ରକମ୍ ଆଣ୍ତିନେ ଆଣ୍ତା ଅବିସ୍‌ବାସି ଡିଙ୍ଗ୍‌ଚେ ଡିଗ୍ କ୍ରିସ୍ଟ ବିସ୍‌ବାସି ସେଲାମ୍ବୁଏଃ ଏତେ ବ୍ରୁଆନ୍‌ସା ଚାଏଁଏ ତେଲା ଆତେନ୍‌ ସେଲାମ୍ବୁଏଃ ଆମେକେ ଆନ୍ତାର୍ ବିଃନେ ଦର୍‌କାର୍ ଣ୍ତୁ ।
14 କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ୱାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ୱାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅଶୁଚି ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର।
ମେଃଡାଗ୍‌ଲା ଆତେନ୍‌ ଅବିସ୍‌ବାସି ଙ୍ଗିରେ ମେଁ କୁନେଡ଼େନେ ନିଜର୍ ଇକ୍‌ଚାରେ ବାରି ଆତେନ୍‌ ଅବିସ୍‌ବାସି ସେଲାମ୍ବୁଏଃ ନିଜେନେ ଆଣ୍ଡାଣ୍ଡେନେ ନିଜର୍ ଇକ୍‌ଚାରେ ମାପ୍ରୁ ଜିସୁ କିସ୍‌ଟକେ ସାଃ ୟାଏ । ଆତେନ୍‌ ଆଡିଙ୍ଗ୍‌ଲା ମେଁଇଙ୍ଗ୍‌ନେ ଗଗିସିଆଃଇଂ ଅପବିତ୍ର ଡିଙ୍ଗ୍‌ଆର୍‌ଏ । ମାତର୍‌ ସତ୍ ପାକା ମେଇଂ ଇସ୍‍ପର୍‍ନେବାନ୍‍ ପବିତ୍ର ।
15 ତଥାପି ଯଦି ଅବିଶ୍ୱାସୀ ପୃଥକ୍ ହେବାକୁ ଇଚ୍ଛା କରେ, ତେବେ ସେ ପୃଥକ୍ ହେଉ; ଏପରି ସ୍ଥଳେ ସେହି ଭାଇ ବା ଭଉଣୀ ଆବଦ୍ଧ ନୁହଁନ୍ତି; ଈଶ୍ବର ତୁମ୍ଭମାନଙ୍କୁ ଶାନ୍ତିରେ ଆଚରଣ କରିବାକୁ ଆହ୍ୱାନ କରିଅଛନ୍ତି।
ଆତେନ୍‌ ମେଁ ଡିଗ୍ ଡିଙ୍ଗ୍‌ଲେଃ ଜଦି ମୁଇଂଜା ଅବିସ୍‌ବାସି ମେଁନେ କିସ୍‌ଟ ବିସ୍‌ବାସି ଆଣ୍ତାଣ୍ଡେ ବା ସେଲାମ୍ବୁଏଃବାନ୍‌ ବିନେ ଲେଃନ୍‌ସା ଚାଏଁଏ, ତେଲା ମେଁ ଆତେନ୍‌ ଡିଙ୍ଗ୍‌ଲେ । ଏନ୍‌ ଆଡ଼ାତ୍ରା କିସ୍‌ଟ ବିସ୍‌ବାସି ଆଣ୍ତାଣ୍ଡେ ଣ୍ତୁଲା ସେଲାମ୍ବୁଏଃ ମେଃଡିଗ୍‌ ନିୟମ୍‌ନ୍ନିଆ ଦଦ୍ୟା ଣ୍ତୁ । ଡାଗ୍ଲା ସାନ୍ତିରେ ବ୍ରୁଆ ଡିକେଃନ୍‍ସା ଇସ୍‌ପର୍ ଆନେକେ ୱା ବକେ ।
16 ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ୱାମୀର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ? କିମ୍ବା ହେ ସ୍ୱାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ?
କ୍ରିସ୍ଟ ବିସ୍‌ବାସି ସେଲାମ୍ବୁଏ ନାନେ ନିଜର୍ ଆଣ୍ତାକେ ବିସ୍‌ବାସ୍‌ ଆଡିଙ୍ଗ୍ ନାୟାଏ ଡାଗ୍‌ଚେ ମେଁନେ ବଲ୍‌ ବାବ୍‌ରେ ମ୍ୟାନାଲେଃକେ? ବିସ୍‌ବାସି ଆଣ୍ତା ନାନେ ନିଜର୍ ସେଲାମ୍ବୁଏଃକେ କ୍ରିସ୍ଟ ବିସ୍‌ବାସି ଆଡିଙ୍ଗ୍ ନାୟାଏ ଡାଗ୍‌ଚେ ମେଁନେ ବଲ୍‌ ବାବ୍‌ରେ ବାସଙ୍ଗ୍‌ ନାୟାଏ?
17 କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି, ଈଶ୍ବର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି, ସେ ସେହିପରି ଆଚରଣ କରୁ। ମୁଁ ସମସ୍ତ ମଣ୍ଡଳୀରେ ଏହି ପ୍ରକାର ଆଦେଶ ଦିଏ।
ଇସ୍‌ପର୍ ଜାଣ୍ତେକେ ଡିରକମ୍ ଦୟା ଡିଙ୍ଗ୍‌ବକେ ବାରି ଜାଣ୍ତେକେ ଡିରକମ୍ ଅବସ୍ତାରେ ୱା ବକେ ମେଁ ଦେତ୍‌ରକମ୍ ବାବ୍‌ରେ ବ୍ରୁଆ ଡିକେଃନେ ଦର୍‌କାର୍ । ଏନ୍‌ ଆଦେସ୍‌ ନେଙ୍ଗ୍ ସାପା ବିସ୍‍ବାସ୍‍ ଦଲ୍‍କେ ବିଃମ୍ୱକେ ।
18 କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ସୁନ୍ନତି ନ ହେଉ।
ପବିତ୍ର ଡିଙ୍ଗ୍‌କ୍ନେ ଇଡ଼ିଙ୍ଗ୍ ଜାଣ୍ଡେ ଜଦି ଇସ୍‌ପର୍ ବାନ୍ ଆଦେସ୍‌ ବାଏ । ମେଁ ପବିତ୍ରନେ ଚିନା ନସ୍ଟ ଆଡିଙ୍ଗ୍‍ନେସା ଚେସ୍‍ଟା ଆଡିଙ୍ଗ୍‌ଲେ ।
19 ସୁନ୍ନତ କିଛି ନୁହେଁ, ପୁଣି, ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ବରଙ୍କ ଆଜ୍ଞା ପାଳନ ହିଁ ସାର।
ମେଃଡାଗ୍ଲା ପବିତ୍ର ଡିଙ୍ଗ୍‌ନେ ବାରି ପବିତ୍ର ଆଃଡିଙ୍ଗ୍‌ନେ ମେଃଡିଗ୍‌ ମୁଲ୍ୟ ଣ୍ତୁ । ମ୍ନା ବିସୟ୍ ଡିଙ୍ଗ୍‌ଡିଙ୍ଗ୍‌କେ ଇସ୍‌ପର୍‌ନେ ଆଦେସ୍‌ ପାଲନ୍ ଡିଙ୍ଗ୍‌ନେ ।
20 ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ସେଥିରେ ଥାଉ।
ଇସ୍‌ପର୍ ୱାକ୍ନେ ମାନେଃ କେଲା ଜାଣ୍ଡେ ଡିରକମ୍ ଅବସ୍ତାରେ ଲେଃଗେ ମେଁ ଦେତ୍‌ ଅବସ୍ତାରେ ଲେଃଲେ ।
21 ତୁମ୍ଭେ କି ଦାସ ହୋଇ ଆହୂତ ହୋଇଅଛ? ଚିନ୍ତା କର ନାହିଁ; ମାତ୍ର ଯେବେ ମୁକ୍ତ ହୋଇପାର, ତେବେ ବରଂ ସୁଯୋଗ ଅବଲମ୍ବନ କର।
ଇସ୍‌ପର୍ ୱାନେ ବେଲା ପେ ମେଃମେଃନେ ଗତିରେ ପେଲେଃଗେ? ତେନ୍‌ସା ମନ୍ କସ୍ଟ ଆଡିଙ୍ଗ୍‌ପା ଜଦି ମେଃଡିଗ୍‌ ଉପାୟ୍‍ରେ ତାର୍‍ ପେୟାଏ ତେଲା ଆତେନ୍‌ ସୁଜଗ୍‌କେ ସତ୍‌ ବେବଆର୍‌ ଡିଙ୍ଗ୍‌ପା ।
22 କାରଣ ଯେ ଦାସ ହୋଇ ପ୍ରଭୁଙ୍କଠାରେ ଆହୂତ ହୋଇଅଛି, ସେ ପ୍ରଭୁଙ୍କ ମୁକ୍ତ ଲୋକ; ସେହି ପ୍ରକାରେ ଯେ ମୁକ୍ତ ହୋଇ ଅାହୂତ ହୋଇଅଛି, ସେ ଖ୍ରୀଷ୍ଟଙ୍କ ଦାସ।
ମେଃଡାଗ୍ଲା ମାପ୍ରୁବାନ୍‍ ପାଙ୍ଗ୍‍ଲେଃକ୍ନେ ଗତିରେ ମେଁବାନ୍ ତାର୍‍ଲେଃକ୍ନେ ରେମୁଆଁ । ବିନ୍ ପାକା କିସ୍‌ଟ ୱାବକ୍ନେ ରେମୁଆଁ, ମେଁ ମେଁନେ ଗତିରେ ।
23 ଈଶ୍ବର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟରେ କିଣିଅଛନ୍ତି, ସେଥିପାଇଁ ମନୁଷ୍ୟର ଦାସ ହୁଅ ନାହିଁ।
ଇସ୍‌ପର୍ ଆପେକେ ଜାବର୍ ଡାବୁ ବିଚେ ବିଆର୍ ବକେ । ତେସା ରେମୁଆଁନେ ଗତିରେ ଆଡିଙ୍ଗ୍‌ପା ।
24 ହେ ଭାଇମାନେ, ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ଈଶ୍ବରଙ୍କ ସହଭାଗିତାରେ ସେହି ଅବସ୍ଥାରେ ଥାଉ।
ଅ ବୟାଁ ବାରି ତନାଇଂ ଇସ୍‌ପର୍ ଆପେକେ ଡିଡି ଅବସ୍ତାରେ ୱାକ୍ନେ ବେଲା ଡିଡି ଅବସ୍ତାରେ ପେଲେଃଗେ । ଦେତ୍ ଅବସ୍ତାରେ ପେ ଲାଲାପା ।
25 କୁମାରୀମାନଙ୍କ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇ ନାହିଁ; କିନ୍ତୁ ପ୍ରଭୁଙ୍କ ଦୟାରେ ବିଶ୍ୱାସପାତ୍ର ହୋଇ ନିଜର ମତ ଦେଉଅଛି।
ପେଇଂ ବିହେ ଆଃଡିଙ୍ଗ୍‌ଣ୍ଡ୍ରେନେ ବିସୟ୍‌ରେ ମ୍ୟାନ୍‌ସା ଚାଏଁପେଡିଂକେ । ଏନ୍‌ ବିସୟ୍‌ରେ ନେଙ୍ଗ୍ ମାପ୍ରୁନେବାନ୍‌ ମେଃଡିଗ୍ ଆଦେସ୍‌ ନେବାକେ ଣ୍ତୁ । ମାତର୍‌‌ ମାପ୍ରୁନେ ଦୟାବାନ୍‍ ମୁଇଙ୍ଗ୍ ବିସ୍‌ବାସ୍‌ ଡିଙ୍ଗ୍‌କ୍ନେ ରେମୁଆଁ ବାବ୍‌ରେ ନେଙ୍ଗ୍ ନିଜେନେ ସାମୁଆଁ ବାଲିର୍‍ ଣ୍ଡିଙ୍ଗ୍‍କେ ।
26 ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ।
ଆକେନ୍ ଦୁକ୍ ବେଲା ଡାଗ୍‌ଚେ ନେଙ୍ଗ୍ ମନେ ବାବେଣ୍ଡିଂକେ; ମୁଇଙ୍ଗ୍ ରେମୁଆଁ ଡିରକମ୍ ଲେଃକେ ଦେତ୍‌ରକମ୍ ଲେଃନେ ଦର୍‌କାର୍ ।
27 ତୁମ୍ଭେ କି ଭାର୍ଯ୍ୟା ସହିତ ଆବଦ୍ଧ? ତେବେ ମୁକ୍ତ ହେବା ପାଇଁ ଚେଷ୍ଟା କର ନାହିଁ। ତୁମ୍ଭେ କି ଭାର୍ଯ୍ୟାଠାରୁ ମୁକ୍ତ? ତେବେ ଭାର୍ଯ୍ୟା ପାଇବାକୁ ଚେଷ୍ଟା କର ନାହିଁ।
ପେ ମେଃମେଃନେ ବିହେ ଡିଙ୍ଗ୍‌ପେଲେକେ? ତେଲା ସେଲାମ୍ବୁଏଃବାନ୍‌ ତାର୍‍ୱେନ୍‍ସା ଚେସ୍‌ଟା ଆଡିଙ୍ଗ୍‌ପା । ପେ ମେଃନେ ବିହେ ପେଡିଙ୍ଗ୍‌କେ? ଜଦି ବିହେ ଡିଙ୍ଗ୍‌ନ୍‌ସା ଇକ୍‌ଚା ପେଡିଙ୍ଗ୍ ।
28 କିନ୍ତୁ ଯଦି ତୁମ୍ଭେ ବିବାହ କରିଅଛ, ତାହାହେଲେ ସୁଦ୍ଧା ପାପ କରି ନାହଁ; ଆଉ ଯଦି କୁମାରୀ ବିବାହ କରିଅଛି, ତାହାହେଲେ ସେ ପାପ କରି ନାହିଁ। ତଥାପି ଏପରି ଲୋକେ ଶରୀରରେ କ୍ଳେଶ ଭୋଗିବେ ଆଉ ତୁମ୍ଭେମାନେ ଯେପରି ସେଥିରୁ ରକ୍ଷା ପାଅ, ଏହା ମୋହର ଇଚ୍ଛା।
ଜଦି ବିହେ ପେଡିଙ୍ଗ୍‌ଏ ପେ ପାପ୍ ପେଡିଙ୍ଗ୍ ଣ୍ତୁ । ବିହେ ଆଡିଙ୍ଗ୍‌କ୍ନେ ସେଲାମ୍ବୁଏ ବିହେ ଡିଙ୍ଗ୍‌ଲା ମେଃଡିଗ୍‌ ପାପ୍ ଆଡିଙ୍ଗ୍ ଣ୍ତୁ । ମାତର୍‌‌ ବିହେ ଡିଙ୍ଗ୍‌କ୍ନେ ରେମୁଆଁକେ ସଂସାର୍‌ନ୍ନିଆ ଜାବର୍ ଦୁକ୍ କସ୍ଟ ସାମ୍ୱାଲେ ପଡ଼େଏ । ଏନ୍‌ ଦୁକ୍‍ବେଲା ଆତ୍‌ବାନ୍ ପେଇଂ ଉଦାର୍ ପେବାଏ ଏନ୍‌ ନେଙ୍ଗ୍‌ନେ ଇକ୍‌ଚା ।
29 କିନ୍ତୁ ହେ ଭାଇମାନେ, ମୋʼ କଥାର ଭାବ ଏହି, ସମୟ ଅତି ଅଳ୍ପ, ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିଲା ପରି ହୁଅନ୍ତୁ।
ବୟାଁଇଂ ନେଙ୍ଗ୍ ଏନ୍‌ ସାମୁଆଁ ବାସଙ୍ଗ୍‌ ନ୍‌ସା ଇକ୍‌ଚା ଡିଙ୍ଗ୍‌ଣ୍ଡିଂକେ ଜେ ଜୁଗ୍‌ ଡାଗ୍ରା ପିଙ୍ଗ୍‌ଚାକେ । ଏଃବାନ୍ ବିହେ ଡିଙ୍ଗ୍‌କ୍ନେ ରେମୁଆଁଇଂ ବିହେ ଆଡିଙ୍ଗ୍‌କେ ରକମ୍‌ ବ୍ରୁଆ ଡିଂକେ ଆର୍‍ଲେ ।
30 ଆଉ, ଯେଉଁମାନେ ରୋଦନ କରନ୍ତି, ସେମାନେ ରୋଦନ ନ କରିବା ଲୋକ ପରି ହୁଅନ୍ତୁ; ପୁଣି, ଯେଉଁମାନେ ଆନନ୍ଦ କରନ୍ତି, ସେମାନେ ଆନନ୍ଦ ନ କରିବା ଲୋକ ପରି ହୁଅନ୍ତୁ; ଯେଉଁମାନେ କ୍ରୟ କରନ୍ତି, ସେମାନେ ଅନଧିକାରୀ ଲୋକ ପରି ହୁଅନ୍ତୁ;
ବାରି ଜାଣ୍ଡେଇଂ ଅଃଆର୍‌ଡିଙ୍ଗ୍‌କେ ମେଇଂ ଅଃନେ ମେଃଡିଗ୍ କାରନ୍‌ ଣ୍ଡୁ ଡାଗ୍‌ଚେ ମନେ ଡିଙ୍ଗ୍‌ପା । ବାରି ଜାଣ୍ଡେଇଂ ମ୍ଲେଃଡ଼ିଆଃ ଡିଙ୍ଗ୍‌ଆର୍‌ଡିଂକେ ମେଇଂ ସାର୍ଦା ଡିଙ୍ଗ୍‌ନେ ମେଁ ଡିଗ୍ କାରନ୍‌ ଣ୍ଡୁ ଡାଗ୍‌ଚେ ମନେ ଡିଙ୍ଗ୍‌ପା । ଜାଣ୍ଡେଇଂ ମେଁନେ ବିଆର୍‍ ଡିଂଆର୍‌କେ ଆତେନ୍‌ ନିଜେନେ ଣ୍ଡୁ ଡାଗ୍‌ଚେ ମନେ ଡିଙ୍ଗ୍‌ପା ।
31 ଆଉ, ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି, ସେମାନେ ଭୋଗ ନ କରିବା ଲୋକ ପରି ହୁଅନ୍ତୁ; କାରଣ ଏହି ଜଗତର ରୂପ ପରିବର୍ତ୍ତିତ ହେଉଅଛି।
ବାରି ଜାଣ୍ଡେଇଂ ମଞ୍ଚ୍‌ପୁର୍‌ନେ ବିସୟ୍‌ରେ କାମ୍ ଡିଙ୍ଗ୍ଆର୍‌ଡିଙ୍କେ ମେଇଂ ଆକ୍‌ଅରିଆ କାମ୍ ଆଡିଙ୍ଗେ ରକମ୍ ଲେଃଆର୍‍ଲେ ମେଁ ଡାଗ୍‍ଲା ଆକେନ୍ ଏନ୍‌ ମଞ୍ଚ୍‌ପୁର୍‌ନେ ନିଜେନେ ଅବସ୍ତା ବାରି ଜାବର୍‌ ଦିନା ଆଲେଃ ଣ୍ଡୁ ।
32 କିନ୍ତୁ ତୁମ୍ଭେମାନେ ଯେପରି ଚିନ୍ତିତ ନ ହୁଅ, ଏହା ମୋହର ଇଚ୍ଛା। ଯେ ଅବିବାହିତ, ସେ କିପରି ପ୍ରଭୁଙ୍କର ସନ୍ତୋଷପାତ୍ର ହେବ, ଏଥିପାଇଁ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଏ;
ପେଇଂ ନିୟମ୍‌ବାନ୍‍ ଉଦାର୍ ବାପା ଡାଗ୍‌ଚେ ନେଙ୍ଗ୍ ଚାଏଁଣ୍ଡିଂକେ । ବିହେ ଆଡିଙ୍ଗ୍‌କ୍ନେ ରେମୁଆଁ ମାପ୍ରୁନେ ସ୍ଲେନ୍ନିଆ ମନ୍ ବିଃପା; ଡାଗ୍ଲା ମାପ୍ରୁକେ ସାର୍ଦା ଆଡିଙ୍ଗ୍‌ନେ ମେଁନେ ମୁଇଂ ଆଃ ଇକ୍‌ଚା ।
33 କିନ୍ତୁ ଯେ ବିବାହିତ, ସେ କିପରି ଆପଣା ଭାର୍ଯ୍ୟାର ସନ୍ତୋଷପାତ୍ର ହେବ, ସେଥିପାଇଁ ସେ ସଂସାର ବିଷୟ ଘେନି ଚିନ୍ତିତ ହୁଏ, ଆଉ ତାହାର ମନ ବିଭକ୍ତ ହୁଏ।
ମାତର୍‌‌ ଆଣ୍ଡିନେ ରେମୁଆଁ ବିହେ ଡିଙ୍ଗ୍‌ଲେକେ ମେଁ ସଂସାର୍‌ନେ ବିସୟ୍‌ରେ ଚିନ୍ତାରେ ଲେଃଚେ ମେଁନେ ସେଲାମ୍ବୁଏକେ ସାନ୍ତି ଆଡିଙ୍ଗ୍ ନ୍‌ସା ଚାଏଁଏ ।
34 ଅବିବାହିତ ସ୍ତ୍ରୀ ଓ କୁମାରୀ ଶରୀର ଓ ଆତ୍ମାରେ ପବିତ୍ର ହେବା ନିମନ୍ତେ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଅନ୍ତି; କିନ୍ତୁ ଯେ ବିବାହିତା, ସେ କିପରି ଆପଣା ସ୍ୱାମୀର ସନ୍ତୋଷପାତ୍ର ହେବ, ସେଥିପାଇଁ ସଂସାର ବିଷୟ ଘେନି ଚିନ୍ତିତ ହୁଏ।
ତେସା ମେଁ ମ୍ବାକ୍ଲିଗ୍ ସାମୁଆଁନ୍ନିଆ ମନ୍ ବିଃ ଡିଂକେ । ବିହେ ଆଡିଙ୍ଗ୍‌କ୍ନେ ସେଲାମ୍ବୁଏ ବାରି ସେଲା ପବିତ୍ର ଡିଂନେସା ମାପ୍ରୁନେ କାମ୍‍ରେ ମନ୍ ବିଃପା ମେଃଡାଗ୍‌ଲା ଗାଗ୍‌ଡ଼େ ବାରି ଆତ୍ମିକ୍‍ ବାବ୍‍ରେ ମେଁ ନିଜେକେ ଇସ୍‌ପର୍ ଡାଗ୍‍ରା ବିଃନ୍‍ସା ଚାଏଁ ଡିଙ୍ଗ୍‌କେ । ମାତର୍‌ ବିହେ ଡିଙ୍ଗ୍‍ଲେଃକ୍ନେ ସେଲାମ୍ବୁଏଃ ସାଂସାରିକ୍‍ ବିସୟ୍‌ରେ ଡୁଙ୍ଗ୍‍ୱେଚେ ତାନ୍ଦ୍ରାରେ ଲେଃକେ । ମେଃଡାଗ୍‌ଲା ଆଣ୍ଡାଣ୍ଡେକେ ଆମ୍ଲେଡ଼ିଆଃ ନ୍‌ସା ମେଁନେ ଇକ୍‌ଚା ।
35 ଏହି କଥା ମୁଁ ତୁମ୍ଭମାନଙ୍କ ନିଜ ହିତ ନିମନ୍ତେ କହୁଅଛି, ତୁମ୍ଭମାନଙ୍କୁ ବନ୍ଧନରେ ଆବଦ୍ଧ କରିବାକୁ କହୁ ନାହିଁ, ମାତ୍ର ତୁମ୍ଭେମାନେ ଯେପରି ଶିଷ୍ଟାଚରଣ କରି ଏକାଗ୍ର ମନରେ ପ୍ରଭୁଙ୍କଠାରେ ନିବିଷ୍ଟ ଥାଅ, ଏଥିପାଇଁ କହୁଅଛି।
ଏନ୍‌ ସାମୁଆଁ ନେଙ୍ଗ୍ ପେଇଂନେ ବଲ୍ ନ୍‌ସା ବାସଙ୍ଗ୍‌ଣ୍ଡିଂ ଆପେକେ ବନ୍ଦନ୍‌ନ୍ନିଆ ଗାଗ୍‌ଚେ ବନ୍‌ସା ବାସଙ୍ଗ୍‌ ନାଡିଙ୍ଗ୍‌କେ ଣ୍ତୁ ନେଙ୍ଗ୍ ଇକ୍‌ଚା ଣ୍ତିଙ୍ଗ୍‌ଏ ଜେ ପେଇଂ ନିଜେକେ ମେଃଡିଗ୍ ବିନ୍ ସ୍ଲେନିଆ ଆଡିଙ୍ଗ୍‌ଚେ ସମାନ୍ ବାବ୍‌ରେ ମାପ୍ରୁନେ କାମ୍‌ନ୍ନିଆ ଲାଲାପା ଏନ୍‌ ନେଙ୍ଗ୍‌ନେ ଇକ୍‌ଚା ।
36 କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍‌ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ।
ବିହେ ମାଗ୍‌ନି ଡିଙ୍ଗ୍ ୱେକ୍ନେ ଇଡ଼ିଙ୍ଗ୍ ଙ୍ଗିର୍‌ବଏ ଜଦି ମନେ ଡିଙ୍ଗ୍‌ଏ ଜେ ମେଁନେ ସାଲ୍ୟାଃବକ୍ନେ ସେଲାମ୍ବୁଏଃ ଆଡ଼ାତ୍ରା ମେଁ ଅଡ଼ାରେଗ୍‌‌ ଡିଙ୍ଗ୍ ଆୟାକେ ଣ୍ତୁ ଜଦି ମେଁନେ ଅଡ଼ାରେଗ୍‌‌ ଇକ୍‌ଚା ଡିଙ୍ଗ୍‌ଏ ବାରି ଆତେନ୍‌ ଆଡ଼ାତ୍ରା ବିହେ ଡିଙ୍ଗ୍‌ନେ ଡିଲାଡିଗ୍‌ ଦର୍‌କାର୍ ପଡ଼େଏ ତେଲା ମେଁନେ ଇକ୍‌ଚା ସୁଗୁଆ ମେଇଂ ବିହେ ଡିଙ୍ଗ୍‌ଲେଃ । ଏନ୍‌ଅରିଆ ମେଃଡିଗ୍‌ ପାପ୍ ଣ୍ତୁ ।
37 କିନ୍ତୁ ଯେ ହୃଦୟରେ ସ୍ଥିର ଥାଏ, ଆଉ ଆବଶ୍ୟକତା ବୋଧ ନ କରେ, ପୁଣି, ଯାହାର ଆପଣା ଇଚ୍ଛାନୁସାରେ କରିବାକୁ ଅଧିକାର ଥାଏ, ଆଉ ଯେ ଆପଣା କନ୍ୟାକୁ କୁମାରୀ ରଖିବା ନିମନ୍ତେ ହୃଦୟରେ ସ୍ଥିର କରିଥାଏ, ସେ ଭଲ କରେ।
ମାତର୍‌‌ ଜାଣ୍ଡେ ଗାଗ୍‌ଡ଼େନ୍ନିଆ ସାନ୍ତି ଲେଃଏ ବାରି ଦର୍‌କାର୍‌ ଲେଃକ୍ନେ ଆତୁର୍‌ ଣ୍ତୁ ବାରି ନିଜର୍ ଇକ୍‌ଚା ଅନୁସାରେ ଡିଙ୍ଗ୍ ନ୍‌ସା ଅଦିକାର୍ ଲେଃଏ ବାରି ଜାଣ୍ଡେ ନିଜର୍ ସେଲାମ୍ବୁଏକେ ସେଲା ବନ୍‌ସା ଗାଗ୍‌ଡ଼େନ୍ନିଆ ବାବେ ଲେଃଏ, ତେଲା ମେଁ ନିମାଣ୍ତା ଡିଙ୍ଗ୍‌ଏ ।
38 ଏଣୁ ଯେ ଆପଣା କୁମାରୀ କନ୍ୟାକୁ ବିବାହ ଦିଏ, ସେ ଭଲ କରେ, ପୁଣି, ଯେ ବିବାହ ନ ଦିଏ, ସେ ଆହୁରି ଭଲ କରେ।
ଏନ୍‌ସା ଜାଣ୍ଡେ ନିଜର୍ ସେଲା ସେଲାମ୍ବୁଏଃକେ ବିହେ ଡିଙ୍ଗ୍‌ଏ ମେଁ ନିମାଣ୍ତା ଡିଙ୍ଗ୍‌ଏ ବାରି ଜାଣ୍ଡେ ବିହେ ଆବି ଣ୍ତୁ, ମେଁ ଆରି ନିମାଣ୍ତା ଡିଙ୍ଗ୍‌ଏ ।
39 ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ।
ମୁଇଙ୍ଗ୍ ଆଣ୍ତା ଜିବନ୍ ଲେଃଜାକ ସେଲାମ୍ବୁଏଃ ମେଁନେ ଏତେ ଲେଃନ୍‌ସା ବାଦ୍ୟ । ଆଣ୍ତା ଗୁଏକ୍ନେ ଇଡ଼ିଙ୍ଗ୍ ମେଁ ଜେ ଜାଣ୍ତେଡିଗ୍‌ ବିନ୍ ରେମୁଆଁ ଏତେ ବିହେ ଡିଙ୍ଗ୍ ନ୍‌ସା ଇକ୍‌ଚା ଲେଃକେ । ମାତର୍‌‌ ଜାଣ୍ତେକେ ବିହେ ଡିଙ୍ଗ୍‌ଏ, ମେଁ ମାପ୍‌ରୁ କ୍ରିସ୍ଟ ଡାଗ୍ରା ବିସ୍‌ବାସି ଡିଙ୍ଗ୍‌ଲେଃନେ ଦର୍‌କାର୍ ।
40 କିନ୍ତୁ ସେ ଅବିବାହିତ ହୋଇ ରହିଲେ ଅଧିକ ସୁଖୀ ହେବ, ଏହା ମୋହର ମତ, ଆଉ ମୁଁ ମଧ୍ୟ ଈଶ୍ବରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ।
ନେଙ୍ଗ୍‌ନେ ମନ୍‌ରେ ମେଁ ଡିରକମ୍ ଅବସ୍ତାରେ ଲେଃକେ, ଦେତ୍‌ ଅବସ୍ତାରେ ଲେଃଲା ଜାବର୍ ସୁକ୍‌ ଡିଙ୍ଗ୍‌ଏ ବାରି ନେଙ୍ଗ୍ ଡିଗ୍ ଇସ୍‌ପର୍‌ନେ ଆତ୍ମା ବାନ୍ଲେଃକେ ଡାଗ୍‌ଚେ ନିଂ ଏତେଣ୍ଡିଂକେ ।

< କରିନ୍ଥୀୟ 7 >