< କରିନ୍ଥୀୟ 2 >

1 ଅତଏବ, ହେ ଭାଇମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟକୁ ଆସିଥିଲି, ସେତେବେଳେ ଈଶ୍ବରଙ୍କ ନିଗୂଢ଼ ତତ୍ତ୍ୱ ବକ୍ତୃତା କିମ୍ବା ଜ୍ଞାନର ଉତ୍କୃଷ୍ଟତା ସହିତ ଯେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲି, ତାହା ନୁହେଁ।
ហេ ភ្រាតរោ យុឞ្មត្សមីបេ មមាគមនកាលេៜហំ វក្ត្ឫតាយា វិទ្យាយា វា នៃបុណ្យេនេឝ្វរស្យ សាក្ឞ្យំ ប្រចារិតវាន៑ តន្នហិ;
2 କାରଣ ଯୀଶୁ ଖ୍ରୀଷ୍ଟ, ଅର୍ଥାତ୍‍ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କୌଣସି ବିଷୟ ନ ଜାଣିବାକୁ ମୁଁ ମନସ୍ଥ କଲି।
យតោ យីឝុខ្រីឞ្ដំ តស្យ ក្រុឝេ ហតត្វញ្ច វិនា នាន្យត៑ កិមបិ យុឞ្មន្មធ្យេ ជ្ញាបយិតុំ វិហិតំ ពុទ្ធវាន៑។
3 ପୁଣି, ମୁଁ ଦୁର୍ବଳତା, ଭୟ ଓ ମହାକମ୍ପ ସହ ତୁମ୍ଭମାନଙ୍କ ମଧ୍ୟରେ ଥିଲି;
អបរញ្ចាតីវ ទៅព៌្ពល្យភីតិកម្បយុក្តោ យុឞ្មាភិះ សាទ៌្ធមាសំ។
4 ତୁମ୍ଭମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ବରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ,
អបរំ យុឞ្មាកំ វិឝ្វាសោ យត៑ មានុឞិកជ្ញានស្យ ផលំ ន ភវេត៑ កិន្ត្វីឝ្វរីយឝក្តេះ ផលំ ភវេត៑,
5 ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣଯୁକ୍ତ ହୋଇଥିଲା।
តទត៌្ហំ មម វក្ត្ឫតា មទីយប្រចារឝ្ច មានុឞិកជ្ញានស្យ មធុរវាក្យសម្ពលិតៅ នាស្តាំ កិន្ត្វាត្មនះ ឝក្តេឝ្ច ប្រមាណយុក្តាវាស្តាំ។
6 ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ, (aiōn g165)
វយំ ជ្ញានំ ភាឞាមហេ តច្ច សិទ្ធលោកៃ រ្ជ្ញានមិវ មន្យតេ, តទិហលោកស្យ ជ្ញានំ នហិ, ឥហលោកស្យ នឝ្វរាណាម៑ អធិបតីនាំ វា ជ្ញានំ នហិ; (aiōn g165)
7 ମାତ୍ର ଆମ୍ଭେମାନେ ନିଗୂଢ଼ତତ୍ତ୍ୱ ସ୍ୱରୂପ ଈଶ୍ବରଙ୍କ ଜ୍ଞାନର କଥା କହୁଅଛୁ ସେହି ଗୁପ୍ତ ଜ୍ଞାନ ଈଶ୍ବର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ। (aiōn g165)
កិន្តុ កាលាវស្ថាយាះ បូវ៌្វស្មាទ៑ យត៑ ជ្ញានម៑ អស្មាកំ វិភវាត៌្ហម៑ ឦឝ្វរេណ និឝ្ចិត្យ ប្រច្ឆន្នំ តន្និគូឍម៑ ឦឝ្វរីយជ្ញានំ ប្រភាឞាមហេ។ (aiōn g165)
8 ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣି ନାହାନ୍ତି, କାରଣ ଯଦି ସେମାନେ ଈଶ୍ବରଙ୍କ ଜ୍ଞାନକୁ ଜାଣିଥାଆନ୍ତେ, ତେବେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ; (aiōn g165)
ឥហលោកស្យាធិបតីនាំ កេនាបិ តត៑ ជ្ញានំ ន លព្ធំ, លព្ធេ សតិ តេ ប្រភាវវិឝិឞ្ដំ ប្រភុំ ក្រុឝេ នាហនិឞ្យន៑។ (aiōn g165)
9 କିନ୍ତୁ ଯେପରି ଲେଖାଅଛି, “ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ଈଶ୍ବର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି।”
តទ្វល្លិខិតមាស្តេ, នេត្រេណ ក្កាបិ នោ ទ្ឫឞ្ដំ កណ៌េនាបិ ច ន ឝ្រុតំ។ មនោមធ្យេ តុ កស្យាបិ ន ប្រវិឞ្ដំ កទាបិ យត៑។ ឦឝ្វរេ ប្រីយមាណានាំ ក្ឫតេ តត៑ តេន សញ្ចិតំ។
10 କିନ୍ତୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି ଯେଣୁ ସେହି ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ବରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ କରନ୍ତି।
អបរមីឝ្វរះ ស្វាត្មនា តទស្មាកំ សាក្ឞាត៑ ប្រាកាឝយត៑; យត អាត្មា សវ៌្វមេវានុសន្ធត្តេ តេន ចេឝ្វរស្យ មម៌្មតត្ត្វមបិ ពុធ្យតេ។
11 କାରଣ ମନୁଷ୍ୟର ବିଷୟସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ସେହିପରି ମଧ୍ୟ ଈଶ୍ବରଙ୍କ ବିଷୟସବୁ ଈଶ୍ବରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ।
មនុជស្យាន្តះស្ថមាត្មានំ វិនា កេន មនុជេន តស្យ មនុជស្យ តត្ត្វំ ពុធ្យតេ? តទ្វទីឝ្វរស្យាត្មានំ វិនា កេនាបីឝ្វរស្យ តត្ត្វំ ន ពុធ្យតេ។
12 ଯେପରି ଈଶ୍ବରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦିଆଯାଇଥିବା ବିଷୟଗୁଡ଼ିକ ଆମ୍ଭେମାନେ ଜାଣି ପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ବରଙ୍କ ଆତ୍ମା ପାଇଅଛୁ।
វយញ្ចេហលោកស្យាត្មានំ លព្ធវន្តស្តន្នហិ កិន្ត្វីឝ្វរស្យៃវាត្មានំ លព្ធវន្តះ, តតោ ហេតោរីឝ្វរេណ ស្វប្រសាទាទ៑ អស្មភ្យំ យទ៑ យទ៑ ទត្តំ តត្សវ៌្វម៑ អស្មាភិ រ្ជ្ញាតុំ ឝក្យតេ។
13 ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନର ଶିକ୍ଷା ଦ୍ୱାରା ବାକ୍ୟରେ କହି ନ ଥାଉ, ମାତ୍ର ଆତ୍ମିକ ବିଷୟସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ।
តច្ចាស្មាភិ រ្មានុឞិកជ្ញានស្យ វាក្យានិ ឝិក្ឞិត្វា កថ្យត ឥតិ នហិ កិន្ត្វាត្មតោ វាក្យានិ ឝិក្ឞិត្វាត្មិកៃ រ្វាក្យៃរាត្មិកំ ភាវំ ប្រកាឝយទ្ភិះ កថ្យតេ។
14 କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ବରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହିସବୁ ତାହା ନିକଟରେ ମୂର୍ଖତା, ପୁଣି, ସେ ସେହିସବୁ ବୁଝି ପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ।
ប្រាណី មនុឞ្យ ឦឝ្វរីយាត្មនះ ឝិក្ឞាំ ន គ្ឫហ្លាតិ យត អាត្មិកវិចារេណ សា វិចាយ៌្យេតិ ហេតោះ ស តាំ ប្រលាបមិវ មន្យតេ ពោទ្ធុញ្ច ន ឝក្នោតិ។
15 ମାତ୍ର ଯେ ଆତ୍ମିକମନା, ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତାହାର ବିଚାର କରେ ନାହିଁ।
អាត្មិកោ មានវះ សវ៌្វាណិ វិចារយតិ កិន្តុ ស្វយំ កេនាបិ ន វិចាយ៌្យតេ។
16 ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, “କାରଣ, କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ?” କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ।
យត ឦឝ្វរស្យ មនោ ជ្ញាត្វា តមុបទេឞ្ដុំ កះ ឝក្នោតិ? កិន្តុ ខ្រីឞ្ដស្យ មនោៜស្មាភិ រ្លព្ធំ។

< କରିନ୍ଥୀୟ 2 >