< କରିନ୍ଥୀୟ 16 >
1 ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହ ସମ୍ବନ୍ଧରେ ଯେପରି ମୁଁ ଗାଲାତୀୟ ମଣ୍ଡଳୀ-ସମୂହକୁ ଆଦେଶ ଦେଇଅଛି, ତୁମ୍ଭେମାନେ ମଧ୍ୟ ସେହିପରି କର।
୧ମାହାପୂରୁ ଲ଼କୁ ତାକି ଡାବୁୟାଁ କୂଡ଼ିକିନି କାତା ନା଼ନୁ ଏ଼ନିକିଁ ଗାଲାତିୟା କ୍ରୀସ୍ତାନା କୁଲମିତା ୱେସାମାଚେଏଁ, ମୀରୁ ଜିକେଏ ଏଲେକିଁ କିଦୁ ।
2 ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥିନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ।
୨ମୀରୁ ବେଟାଆ଼ହିମାନି ଲେହେଁ ବାରେ ୱା଼ରାତି ମୂଲୁ ଦିନା ମୀରୁ ବାରେତେରି ମୀ ଆ଼ଡିନି ଲେହେଁ ମୀ ବିତ୍ରା ଏଚେକା ଡାବୁୟାଁ କୂଡ଼ିକିହାଁ ଇଟାଦୁ, ଆତିହିଁ ନା଼ନୁ ୱା଼ତିସାରେ ମିଙ୍ଗେ ଅ଼ଡ଼େ ଡାବୁୟାଁ ରୀସାଲି ଲ଼ଡ଼ା ଆ଼ଏ ।
3 ଆଉ, ମୁଁ ଉପସ୍ଥିତ ହେଲେ ତୁମ୍ଭେମାନେ ଯେଉଁମାନଙ୍କୁ ଯୋଗ୍ୟ ମନେ କରିବ, ମୁଁ ସେମାନଙ୍କୁ ପତ୍ର ଦେଇ ଯିରୂଶାଲମ ସହରକୁ ତୁମ୍ଭମାନଙ୍କ ଦାନ ଘେନିଯିବା ନିମନ୍ତେ ପ୍ରେରଣ କରିବି;
୩ଅ଼ଡ଼େ ନା଼ନୁ ୱା଼ତିଜେଚ, ମୀରୁ ଆମ୍ବାଆରାଇଁ ଜ଼ଗେ ଇଞ୍ଜିଁ ଆ଼ଚାମାଞ୍ଜେରି ନା଼ନୁ ଏ଼ୱାରାକି ଆ଼କୁ ରା଼ଚାହାଁ ଜିରୁସାଲମତା ମୀ ଦା଼ନା ଅ଼ହାଲି ପାଣ୍ତିଇଁ;
4 ପୁଣି, ଯଦି ମୋହର ମଧ୍ୟ ଯିବାର ଉପଯୁକ୍ତ ହୁଏ, ତେବେ ସେମାନେ ମୋʼ ସାଙ୍ଗରେ ଯିବେ।
୪ସାମା ନାଙ୍ଗେ ଜିକେଏ ହାଜାଲି ଲ଼ଡ଼ାଆ଼ନେ ଇଚିହିଁ ଏ଼ୱାରି ନା଼ ତଲେ ୱା଼ପେରି ।
5 କିନ୍ତୁ ମୁଁ ମାକିଦନିଆ ଅଞ୍ଚଳ ଦେଇ ଯାତ୍ରା କରିବା ପରେ ତୁମ୍ଭମାନଙ୍କ ନିକଟକୁ ଯିବି; ଯେଣୁ ମୁଁ ମାକିଦନିଆ ଦେଇ ଯିବି,
୫ସାମା ନା଼ନୁ ମାକିଦନିୟା ହାଚି ଡା଼ୟୁ ମୀ ତା଼ଣା ୱା଼ଇଁ, ଏ଼ନାଆଁତାକି ଇଚିହିଁ ନାଙ୍ଗେ ମାକିଦନିୟାଟି ହାନାୟି ମାନେ ।
6 ଆଉ, ହୋଇପାରେ ତୁମ୍ଭମାନଙ୍କ ସାଙ୍ଗରେ କିଛି ସମୟ ରହିବି, କିମ୍ବା ଶୀତକାଳ ମଧ୍ୟ ଯାପନ କରିବି, ଯେତେବେଳେ ମୁଁ ଯେଉଁ ସ୍ଥାନକୁ ଯିବି, ସେହି ସ୍ଥାନକୁ ଯିବା ପାଇଁ ତୁମ୍ଭେମାନେ ମୋତେ ବାଟ ବଳାଇଦେବ।
୬ଆ଼ଆତିଁ ନା଼ନୁ ୱା଼ତିସାରେ ଏଚରଦିନା ମୀ ତା଼ଣା ଡ଼ୟିଇଁ, ଇଚିହିଁ ପେନିବେ଼ଲା ହାଲ୍ୱେ ମାଞ୍ଜାଲି ଅଣ୍ପିମାଇଁ, ଏଚେ଼ତା ନା଼ନୁ ଆମିନି ଟା଼ୟୁତା ହାଇଁ, ଏମ୍ବାଆଁ ହାନାଟି ମୀରୁ ନାଙ୍ଗେ ଇଟିୱାୟାଦେରି ।
7 କାରଣ ଏଥର ବାଟରେ ଯିବା ସମୟରେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ମୁଁ ଇଚ୍ଛା କରୁ ନାହିଁ, ଯେଣୁ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସାଙ୍ଗରେ କିଛି କାଳ ରହିବାକୁ ଆଶା କରୁଅଛି।
୭ଇଚିହିଁ ନୀଏଁ ନା଼ନୁ ହାନାଟି ମୀ ତା଼ଣା ଗା଼ଡ଼େକା ତାକି ତ଼ଞ୍ଜାଆ଼ହାଲି ଅଣ୍ପି ହିଲଅଁ, ଇଚିହିଁ ପ୍ରବୁ ନାଙ୍ଗେ ହେଲ ହିୟାତିହିଁ, ନା଼ନୁ ମୀ ତଲେ ଏଚରଦିନା ମାଞ୍ଜାଲି ଆ଼ସା କିହିମାଇଁ ।
8 କିନ୍ତୁ ମୁଁ ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ଏଫିସରେ ରହିବି;
୮ସାମା ନା଼ନୁ ପେନ୍ତିକସ୍ତ ଦିନା ପାତେକା ଏପିସିୟ ଗା଼ଡ଼ାତା ଡ଼ୟିଇଁ;
9 କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋʼ ପାଇଁ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ ରହିଅଛି, ବିପକ୍ଷମାନେ ମଧ୍ୟ ଅନେକ ଅଛନ୍ତି।
୯ଇଚିହିଁ ପ୍ରବୁତି କାମା କିହାଲି ଅ଼ସାରା ଦା଼ରା ଦେପିଆ଼ହାମାନେ, ଆ଼ଆତିଁ ଜିକେଏ ନାଙ୍ଗେ ଅ଼ପାଆଗାଟାରି ହା଼ରେକା ମାନେରି ।
10 ଯଦି ତୀମଥି ଯାଆନ୍ତି, ତେବେ ଯେପରି ନିର୍ଭୟରେ ତୁମ୍ଭମାନଙ୍କ ମଧ୍ୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି, ସେ ମଧ୍ୟ ସେହିପରି ପ୍ରଭୁଙ୍କ କାର୍ଯ୍ୟ କରନ୍ତି,
୧୦ତିମତି ମୀ ତା଼ଣା ୱା଼ତିସାରେ ଏ଼ୱାସି ଏ଼ନିକିଁ ଆଜାଆନା ମୀ ତା଼ଣା ଡ଼ୟିନେସି, ଏ଼ଦାଆଁତାକି ମୀରୁ ଅଣ୍ପାଦୁ, ଇଚିହିଁ ନା଼ନୁ ଏ଼ନିକିଁ ଏ଼ୱାସି ଜିକେଏ ଏଲେକିହିଁଏ ପ୍ରବୁତି କାମାକିନାସି ।
11 ଏଣୁ କେହି ତାହାଙ୍କୁ ତୁଚ୍ଛଜ୍ଞାନ ନ କରୁ। କିନ୍ତୁ ସେ ଯେପରି ମୋʼ ନିକଟକୁ ଆସି ପାରନ୍ତି, ଏଥିପାଇଁ ତାହାଙ୍କୁ ଶାନ୍ତିରେ ବାଟ ବଳାଇଦିଅ; କାରଣ ସେ ଭାଇମାନଙ୍କ ସହିତ ଆସିବେ ବୋଲି ମୁଁ ଅପେକ୍ଷାରେ ଅଛି।
୧୧ଏ଼ଦାଆଁତାକି ଆମ୍ବାଆତେରି ଏ଼ୱାଣାଇଁ ହୀଣି କିଆଦୁ, ସାମା ଏ଼ୱାସି ଏ଼ନିକିଁ ନା଼ ତା଼ଣା ୱା଼ହାଲି ଆ଼ଡିମାନେସି, ଏ଼ଦାଆଁତାକି ଏ଼ୱାଣାଇଁ ହିତ୍ଡ଼ି ଜୀୱୁତଲେ ଜିରୁ ତ଼ସା ପାଣ୍ତାଦୁ; ଏ଼ନାଆଁତାକି ଇଚିହିଁ ଏ଼ୱାସି ତାୟିୟାଁ ତଲେ ୱା଼ନେସି ଇଞ୍ଜିଁ ନା଼ନୁ କା଼ଚିମାଇଁ ।
12 କିନ୍ତୁ ଭ୍ରାତା ଆପଲ୍ଲଙ୍କ ସମ୍ବନ୍ଧରେ କହୁଅଛି, ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାହାଙ୍କୁ ବହୁତ ଅନୁରୋଧ କଲି, କିନ୍ତୁ ଏବେ ଯିବାକୁ ତାଙ୍କର ଆଦୌ ଇଚ୍ଛା ନାହିଁ, ମାତ୍ର ସୁଯୋଗ ପାଇଲେ ସେ ଯିବେ।
୧୨ସାମା ତାୟି ଆପଲ ତାକି ୱେସିମାଞ୍ଜାଇଁ, ନା଼ନୁ ଏଟ୍କାତି ତାୟିୟାଁ ତଲେ ମୀ ତା଼ଣା ହାଜାଲି ଏଚେକା ବାତିମା଼ଲିତେଏଁ, ସାମା ନୀଏଁ ୱା଼ହାଲି ମ଼ନ କିଆତେସି, ସାମା ପାରୁ ସିନିକିହାନା ଏ଼ୱାସି ୱା଼ନେସି ।
13 ତୁମ୍ଭେମାନେ ଜାଗ୍ରତ ରହି ବିଶ୍ୱାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ।
୧୩ମୀରୁ ଜାଗ୍ରାତା ଆ଼ହାଁ ନାମୁତା ତୀରିତଲେ ମାଞ୍ଜୁ, ଅ଼ଡ଼େ ସା଼ସା ଗାଟାତେରି ଆ଼ହାନା ବା଼ଡ଼୍ୟୁ ଆହ୍ଦୁ ।
14 ତୁମ୍ଭମାନଙ୍କର ସମସ୍ତ କର୍ମ ପ୍ରେମରେ ସାଧିତ ହେଉ।
୧୪ମୀ ବାରେ କାମା ଜୀୱୁ ନ଼ନାଣି ତଲେ ଆ଼ପେ ।
15 ହେ ଭାଇମାନେ, ସ୍ତିଫାନଙ୍କ ପରିଜନବର୍ଗ ଯେ ଆଖାୟା ଅଞ୍ଚଳର ପ୍ରଥମ ମନ-ପରିବର୍ତ୍ତନ କରିଥିବା ସ୍ୱରୂପ; ପୁଣି, ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି, ଏହା ତୁମ୍ଭେମାନେ ଜାଣ;
୧୫ଏ଼ ତାୟିୟାଁ ଅ଼ଡ଼େ ତାଙ୍ଗିସ୍କାତେରି ସ୍ତିପାନ ଇଲୁ କୁଟମି ଆକାୟାତି ମୂଲୁଏ ନାମିତାରି; ଅ଼ଡ଼େ ମାହାପୂରୁ ଲ଼କୁଣି ସେ଼ବା କିନି କାମାତାକି ହେର୍ପା କଡାମାନେରି ଏ଼ଦାଆଁ ମୀରୁ ପୁଞ୍ଜାମାଞ୍ଜେରି ।
16 ଏହି ପ୍ରକାର ଲୋକମାନଙ୍କର, ପୁଣି, ପ୍ରତ୍ୟେକ ସହକର୍ମୀ ଓ ପରିଶ୍ରମୀ ଲୋକଙ୍କର ବଶୀଭୂତ ହୁଅ, ତୁମ୍ଭମାନଙ୍କୁ ଏହି ଅନୁରୋଧ କରୁଅଛି।
୧୬ମୀରୁ ଏଲେତି ଲ଼କୁତି ଅ଼ଡ଼େ ତାମିତଲେ ଆଣ୍ତାନା ୱା଼ହୁତଲେ କାମା କିହିମାନାରାଇଁ ମାନି କିଦୁ, ଏ଼ଦାଆଁତାକି ନା଼ନୁ ମିଙ୍ଗ ବାତିମା଼ଲିମାଞ୍ଜାଇଁ ।
17 ସ୍ତିଫାନା, ଫର୍ତ୍ତୂନାତ ଓ ଆଖାୟିକଙ୍କ ଆଗମନରେ ମୁଁ ଆନନ୍ଦ କରୁଅଛି, କାରଣ ତୁମ୍ଭମାନଙ୍କ ଅନୁପସ୍ଥିତ ହେତୁ ମୋହର ଯେଉଁ ଅଭାବ ଥିଲା, ତାହା ସେମାନେ ପୂରଣ କରିଅଛନ୍ତି,
୧୭ସ୍ତିପାନ, ପର୍ତୁନାତ, ଅ଼ଡ଼େ ଆକାୟିକ ୱା଼ତାକି ନା଼ନୁ ହା଼ରେକା ରା଼ହାଁ ଆ଼ହିମାଇଁ, ଇଚିହିଁ ମୀରୁ ହିଲାଆତାକି ନାଙ୍ଗେ ଏ଼ନାୟି ଲ଼ଡ଼ା ମାଚେ, ଏ଼ୱାରି ଏ଼ଦାଆଁ ହୀହାମାଞ୍ଜାନେରି ।
18 ଯେଣୁ ସେମାନେ ମୋହର ଓ ତୁମ୍ଭମାନଙ୍କ ଆତ୍ମାକୁ ସଞ୍ଜୀବିତ କରିଅଛନ୍ତି; ଅତଏବ, ତୁମ୍ଭେମାନେ ଏହି ପ୍ରକାର ଲୋକମାନଙ୍କୁ ଯୋଗ୍ୟ ଜାଣି ମାନ୍ୟ କର।
୧୮ଇଚିହିଁ ଏ଼ୱାରି ମୀ ଜୀୱୁତି ଅ଼ଡ଼େ ନା଼ ଜୀୱୁତି ରା଼ହାଁ କିହାଁ ମାଞ୍ଜାନେରି; ଏଲେତି ଲ଼କୁଇଁ ଜ଼ଗେ ଇଞ୍ଜିଁ ପୁଞ୍ଜାନା ମା଼ନି କିଦୁ ।
19 ଏସିଆର ମଣ୍ଡଳୀ-ସମୂହ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ଆକ୍ୱିଲା ଓ ପ୍ରୀସ୍କା ସେମାନଙ୍କ ଗୃହସ୍ଥିତ ମଣ୍ଡଳୀ ସହିତ ପ୍ରଭୁଙ୍କଠାରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
୧୯ଆସିୟା ଦେ଼ସାତା ମାନି କୁଲମିକା ମିଙ୍ଗେ ଜହରା କିହିମାଞ୍ଜାନେରି, ଆକ୍ୱିଲା ଅ଼ଡ଼େ ପ୍ରିସ୍କିଲା ତାମି ଇଜ ରୁଣ୍ତା ଆ଼ନି କୁଲମି ତଲେ ପ୍ରବୁ ତା଼ଣା ମିଙ୍ଗେ ହା଼ରେକା ଜହରା କିହିମାଞ୍ଜାନେରି ।
20 ଭାଇମାନେ ସମସ୍ତେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର।
୨୦ଇମ୍ବାଆଁ ମାନି ବାରେ ତାୟିୟାଁ ଅ଼ଡ଼େ ତାଙ୍ଗିସ୍କା ମିଙ୍ଗେ ଜହରା କିହିମାଞ୍ଜାନେରି । ମୀରୁ ରଅତେରି ରଅଣାଇଁ ତାୟି ତାୟିୟାଁ ଲେହେଁ କ୍ରୀସ୍ତିତି ଜୀୱୁନ଼ହିଁ ସୁଦୁ ତଲେ ନଣ୍ତ୍ୱି ଆ଼ହାନା ଜହରା କିୱିଆ଼ଦୁ ।
21 ମୁଁ ପାଉଲ ନିଜ ହାତରେ ଲେଖି ନମସ୍କାର ଜଣାଉଅଛି।
୨୧ନା଼ନୁ ପା଼ୱୁଲତେଏଁ ନା଼ କେୟୁଟି ରା଼ଚାହାଁ ରା଼ହାଁ ତଲେ ଜହରା କିହିମାଞ୍ଜାଇଁ ।
22 ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ, ତେବେ ସେ ଶାପଗ୍ରସ୍ତ ହେଉ।
୨୨ଆମ୍ବାଆସି ମାହାପୂରୁଇଁ ଜୀୱୁ ନ଼ଅସି ଏ଼ୱାସି ବା଼କା ବେଟାଆ଼ପେସି! ମାରାନାତା ମା଼ ପ୍ରବୁ ତବେ ୱା଼ମୁ!
23 ମାରାନାଥା। ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ;
୨୩ପ୍ରବୁ ଜୀସୁତି କାର୍ମାମେହ୍ନାୟି ମିଙ୍ଗେତାକି ଆୟାପେ;
24 ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋହର ପ୍ରେମ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ।
୨୪କ୍ରୀସ୍ତ ଜୀସୁ ତା଼ଣାଟି ନା଼ ଜୀୱୁନ଼ନାୟି ମୀ ବାରେଜା଼ଣା ତାକି ଆୟାପେ । ଆ଼ମେନ୍ ।