< କରିନ୍ଥୀୟ 14 >

1 ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥିନିମନ୍ତେ ଏକାନ୍ତ ଚେଷ୍ଟା କର।
ଏନାତେ ଆପେ ଦୁଲାଡ଼୍‌ ନାଗେନ୍ତେ ଚିହୁଟେନ୍‌ପେ । ଏଟାଃ ଏଟାଃ ଆତ୍ମାରେୟାଃ ବାର୍‌ଦାନ୍‌କେ ନାମେ ନାଗେନ୍ତେ, ବିଶେଷ୍‌କେଦ୍‌ତେ ପାର୍‌ମେଶ୍ୱାର୍‌ଆଃ କାନାଜି ଉଦୁବ୍‌ ନାଗେନ୍ତେ, ଆପେୟାଃ ମନ୍‌ସୁରୁଦ୍‌ତେ ରିକା ନାଙ୍ଗ୍‌ ସାନାଙ୍ଗ୍‌ପେ ।
2 କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ବରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ପବିତ୍ର ଆତ୍ମା ଦ୍ୱାରା ନିଗୂଢ଼ ବିଷୟ କହେ।
ଚିୟାଃଚି ଜେତାଏ କା ସାରି ଜାଗାର୍‌ତେ ଜାଗାର୍‌ତାନ୍‌ନିଃ, ହଡ଼ଲଃ କାଏ ଜାଗାରାଃ ମେନ୍‌ଦ ପାର୍‌ମେଶ୍ୱାର୍‌ଲଃ ଜାଗାରାଃଏ, ଏନାତେ ଜେତାଏ କାକ ବୁଝାଅଃଆ । ଏନ୍‌ ଆତ୍ମାରାଃ ପେଡ଼େଃତେ ଉକୁଆକାନ୍‌ ସାର୍‌ତି ବିଷାଏକ ଜାଗାର୍‌ତାନା ।
3 କିନ୍ତୁ ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ୱନାଜନକ କଥା କହେ।
ମେନ୍‌ଦ ଜେତାଏ ପାର୍‌ମେଶ୍ୱାର୍‌ଆଃ କାନାଜି କାଜିତାନ୍‌ନିଃ ହଡ଼କଆଃ ବିଶ୍ୱାସ୍‌କେ କେଟେଜେ ନାଙ୍ଗ୍‌ କାଜିୟାଃଏ ଆଡଃ ଇନ୍‌କୁକେ ଦେଙ୍ଗା, ରାସ୍‌କା, ଆଡଃ ଜୀଉରାଡ଼େଃ ଏମାକଆଏ ।
4 ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
ଜେତାଏ କା ସାରି ଜାଗାର୍‌ତେ ଜାଗାର୍‌ନିଃ, ଆୟାଃ ନାଗେନ୍ତେ ଏସ୍‌କାର୍‌ କାଜିୟାଃଏ, ମେନ୍‌ଦ ଜେତାଏ ପାର୍‌ମେଶ୍ୱାର୍‌ଆଃ କାନାଜି ଉଦୁବ୍‌ନିଃ, ସବେନ୍‌ କାଲିସିୟାକେ ଦେଙ୍ଗାଃଏ ।
5 ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ।
ଆପେ ସବେନ୍‌କ କା ସାରି ଜାଗାର୍‌ତେ ଜାଗାର୍‌ରେ, ଆଇଙ୍ଗ୍‌ ରାସ୍‌କାଅଃଇଙ୍ଗ୍‌, ମେନ୍‌ଦ ଆପେ ସବେନ୍‌କ ପାର୍‌ମେଶ୍ୱାର୍‌ଆଃ କାନାଜି ଉଦୁବେପେ, ମେନ୍ତେ ଆଇଁୟାଃ ପୁରାଃ ସାନାଙ୍ଗ୍‌ ତାନାଃ । ଜେତାଏ କା ସାରି ଜାଗାର୍‌ତେ ଜାଗାରେନିଃ, କାଲିସିୟାରାଃ ବୁଗିନାଃ ନାଗେନ୍ତେ କା ସାରି ଜାଗାର୍‌ରେୟାଃ ମୁଣ୍ଡି ଉଦୁବେରେଦ ବୁଗିନାଃ ହବାଅଃତେୟାଃ, କା'ରେଦ କା ସାରି ଜାଗାର୍‌ କାଜିଏତେ ପାର୍‌ମେଶ୍ୱାର୍‌ଆଃ କାନାଜି ଉଦୁବ୍‌ତେୟାଃ ସବେନାଃଏତେ ବୁଗିନାଃ ତାନାଃ ।
6 ଏପରି ସ୍ଥଳେ ହେ ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ ପ୍ରକାଶିତ ବାକ୍ୟ, ବା ଜ୍ଞାନ, ବା ଭାବବାଣୀ, ବା ଶିକ୍ଷାର କଥା ନ କହି କେବଳ ପରଭାଷାରେ କଥା କହେ, ତେବେ ସେଥିରେ ମୁଁ ତୁମ୍ଭମାନଙ୍କର କଅଣ ଉପକାର କରିବି?
ହେ ହାଗା ମିଶିକ, ଆଇଙ୍ଗ୍‌ ଆପେତାଃତେ ହିଜୁଃକେଦ୍‌ତେ ପାର୍‌ମେଶ୍ୱାର୍‌ତାଃଏତେ ଜେତାନ୍‌ ଉନୁଦୁବ୍‌ କାଜି, ସେଣାଁଁନ୍‌ କାଜି, ଆୟାର୍‌କାଜି, ଆଡଃ ଇନିତୁ କାଜି କା ଉଦୁବ୍‌କେଦ୍‌ତେ କା ସାରି ଜାଗାର୍‌ତେଇଙ୍ଗ୍‌ କାଜିୟା, ଆଡଃ ଆପେ କାପେ ବୁଝାଅଃରେଦ ଆପେୟାଃ ଚିୟାଃ ବୁଗିନାଃ ହବାଅଃଆ?
7 ବଂଶୀ ହେଉ ବା ବୀଣା ହେଉ, ନିର୍ଜୀବ ବାଦ୍ୟଯନ୍ତ୍ର ବାଜିଲେ ସୁଦ୍ଧା ଯଦି ସ୍ୱରରେ ପାର୍ଥକ୍ୟ ନ ଥାଏ, ତେବେ ବଂଶୀରେ କଅଣ ବାଜୁଅଛି ବା ବୀଣାରେ କଅଣ ବାଜୁଅଛି, ତାହା କିପରି ଜଣାଯିବ?
ମୁର୍‌ଲି ଚାଏ ବାନାମ୍‌ ଲେକାନ୍‌ ଜୀଉ ବାନଃ ସାଡ଼ିତେୟାଃରେ ବୁଗିନ୍‌ ଲାବ୍‌ଜା କା ଅଡଙ୍ଗ୍‌ଅଃରେଦ, ଏନାରେ ଚିନାଃ ସାଡ଼ିତାନା ଏନା ଜେତାଏ କାକ ସାରି ଦାଡ଼ିୟା?
8 ପୁଣି, ତୂରୀ ଯଦି ଅସ୍ପଷ୍ଟ ଧ୍ୱନି କରେ, ତେବେ କିଏ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବ?
ବିଙ୍ଗୁଲ୍‌ ସାଡ଼ିରେୟାଃ ଲାବ୍‌ଜା ବୁଗିଲେକା କା ଆୟୁମଃରେଦ, ଲାଡ଼ାଇ ନାଗେନ୍ତେ ଅକଏତାମ୍‌ ଜାଲ୍‌ଦି ସେକାଡ଼୍‌ଦାବେନାଏ?
9 ସେହିପରି ତୁମ୍ଭେମାନେ ମଧ୍ୟ ଯଦି ଜିହ୍ୱା ଦ୍ୱାରା ସହଜ ବୋଧଗମ୍ୟ କଥା ନ କୁହ, ତେବେ କଅଣ କହୁଅଛ, ତାହା କିପରି ଜଣାଯିବ? କାରଣ ତୁମ୍ଭେମାନେ ଶୂନ୍ୟକୁ କହିବା ପରି ହେବ।
ଏନ୍‌ଲେକାଗି, କା ସାରି ଜାଗାର୍‌ତେ କାଜିରେ, ଅକଏ ବୁଝାଅଃଆଏ? ନେଆଁଁ ହୟକେ କାଜିତାନ୍‌ଲେକା ହବାଅଃଆ ।
10 ଜଗତରେ ହୋଇପାରେ ଅନେକ ପ୍ରକାର ଶବ୍ଦ ଅଛି, ପୁଣି କୌଣସି ଶବ୍ଦ ଅର୍ଥଶୂନ୍ୟ ନୁହେଁ।
୧୦ଅତେଦିଶୁମ୍‌ରେ ପୁରାଃଗି ଜାଗାର୍‌ ମେନାଃ, ମେନ୍‌ଦ ଏନ୍‌ ସବେନ୍‌ ଜାଗାର୍‌ରେୟାଃ ମୁଣ୍ଡି ମେନାଃ ।
11 ଏଣୁ ମୁଁ ଯଦି ସେହି ଶବ୍ଦର ଅର୍ଥ ନ ବୁଝେ, ତେବେ ଯେ କହେ, ମୁଁ ତାହା ପ୍ରତି ବର୍ବର ପରି ହେବି, ଆଉ ସେ ମୋʼ ନିକଟରେ ବିଦେଶୀୟ ପରି ହେବ।
୧୧ଆଇଁୟାଃଲଃ ଜାଗାର୍‌ତାନ୍‌ ହଡ଼ରାଃ ଜାଗାର୍‌ ଆଇଙ୍ଗ୍‌ କାଇଙ୍ଗ୍‌ ସାରିରେଦ, ଏନ୍‌ ହଡ଼ ଆଇଁୟାଃତାଃରେ ଏଟାଃ ଦିଶୁମ୍‌ରେନ୍‌ ହଡ଼ ଲେକାନ୍‌ନିଃ ତାନିଃ । ଆଇଙ୍ଗ୍‌ ହଁ ଆୟାଃତାଃରେ ଏଟାଃ ଦିଶୁମ୍‌ରେନ୍‌ ହଡ଼ ଲେକାଇଙ୍ଗ୍‌ ହବାଅଃଆ ।
12 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆତ୍ମିକ ଦାନସବୁ ପାଇବାକୁ ଏକାନ୍ତ ଚେଷ୍ଟା କରୁଥିବାରୁ ମଣ୍ଡଳୀର ନିଷ୍ଠା ନିମନ୍ତେ ସେହିସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର।
୧୨ଆପେୟ ପାବିତାର୍‌ ଆତ୍ମାରେୟାଃ ବାର୍‌ଦାନ୍‌ ନାମେ ନାଗେନ୍ତେ ପୁରାଃଗିପେ ସାନାଙ୍ଗ୍‌ତାନ୍‌ ହରାତେ, ଅକ୍‌ନାଃରେ କାଲିସିୟାରାଃ ବୁଗିନାଃ ହବା ଦାଡ଼ିୟଃଆ, ଏନ୍‌ ସବେନାଃ ପୁରାଃଗି ନାମେ ନାଗେନ୍ତେ ପୁରାଃଗି ଚେଷ୍ଟାଏପେ ।
13 ଅତଏବ, ଯେ ପରଭାଷାରେ କଥା କହେ, ସେ ଯେପରି ଅର୍ଥ କରିପାରେ, ଏଥିନିମନ୍ତେ ପ୍ରାର୍ଥନା କରୁ।
୧୩ଜେତାଏ କା ସାରି ଜାଗାର୍‌ତେ ଜାଗାର୍‌ତାନ୍‌ରେଦ, ଇନିଃ ଏନ୍‌ କା ସାରି ଜାଗାର୍‌ତେ କାଜିକାଦ୍‌ତେୟାଃରାଃ ମୁଣ୍ଡି ଉଦୁବ୍‌ ନାଙ୍ଗ୍‌ ବାର୍‌ଦାନ୍‌ ନାମେ ନାଗେନ୍ତେ ଇନିଃକେ ବିନ୍ତି ଲାଗାତିଙ୍ଗ୍‌ୟାଁଃ ।
14 କାରଣ ମୁଁ ଯଦି ପରଭାଷାରେ ପ୍ରାର୍ଥନା କରେ, ତେବେ ମୋହର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ମୋହର ମନ ଫଳହୀନ ହୁଏ।
୧୪ଚିୟାଃଚି ଆଇଙ୍ଗ୍‌ କା ସାରି ଜାଗାର୍‌ତେଇଙ୍ଗ୍‌ ବିନ୍ତିରେଦ, ଏନା ଆଇଁୟାଃ ଆତ୍ମା ବିନ୍ତିୟାଏ, ମେନ୍‌ଦ ଆଇଁୟାଃ ମନ୍‌ ଜେତ୍‌ନାଃ କାଏ ସାରିୟା ।
15 ତେବେ କର୍ତ୍ତବ୍ୟ କଅଣ? ମୁଁ ଆତ୍ମା ଦ୍ୱାରା ପ୍ରାର୍ଥନା କରିବି; ପୁଣି, ବୁଦ୍ଧି ସହିତ ମଧ୍ୟ ପ୍ରାର୍ଥନା କରିବି; ଆତ୍ମା ଦ୍ୱାରା ସ୍ତୁତିଗାନ କରିବି, ପୁଣି, ବୁଦ୍ଧି ସହିତ ମଧ୍ୟ ସ୍ତୁତିଗାନ କରିବି।
୧୫ଏନାରେ ଆଇଙ୍ଗ୍‌ ଚିନାଃଇଙ୍ଗ୍‌ ଚିକାୟା? ଆଇଙ୍ଗ୍‌ ଆତ୍ମାତେଇଙ୍ଗ୍‌ ବିନ୍ତିୟା, ଏନାଲଃ ଆଇଁୟାଃ ମନ୍‌ତେହଁ ବିନ୍ତିୟା, ଆଇଙ୍ଗ୍‌ ଆତ୍ମାତେଇଙ୍ଗ୍‌ ଦୁରାଙ୍ଗେଆ, ଏନାଲଃ ମନ୍‌ତେହଁ ଦୁରାଙ୍ଗେଆ ।
16 ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍‍ କହିବ?
୧୬ଆପେ ପାର୍‌ମେଶ୍ୱାର୍‌କେ ଆତ୍ମାତେ ଏସ୍‌କାର୍‌ ଧାନ୍ୟାବାଦ୍‌ ଏମାଇ ଇମ୍‌ତା, ଏନ୍ତାଃରେ ତାଇକାନ୍‌ ହଡ଼ ଆପେୟାଃ କାଜି ବେଗାର୍‌ ବୁଝାଅତେ ଚିଲ୍‌କାତେ ଆପେଲଃ ଆମେନ୍‌ ମେନ୍ତେ କାଜିୟା?
17 ଯେଣୁ ତୁମ୍ଭେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ, କିନ୍ତୁ ସେହି ଅନ୍ୟ ଜଣର ଉନ୍ନତି ହୁଏ ନାହିଁ।
୧୭ଆପେ ପୁରାଃ ସାର୍‌ତିତେ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌ପେ ଏମାକାଇୟା, ଏନା ସାର୍‌ତିତାନାଃ, ମେନ୍‌ଦ ଏଟାଃ ହଡ଼ ଜେତାଲେକାତେ ଆଶିଷ୍‌ କାଏ ନାମେୟା ।
18 ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ପରଭାଷାରେ କଥା କହେ ବୋଲି ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି;
୧୮ଆଇଙ୍ଗ୍‌ ଆପେ ସବେନ୍‌କଏତେ ପୁରାଃଗି କା ସାରି ଜାଗାର୍‌ତେଇଙ୍ଗ୍‌ ଜାଗାର୍‌ ଦାଡ଼ିୟା ମେନ୍ତେ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌ ଏମାଇତାନାଇଙ୍ଗ୍‌ ।
19 ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥିନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ।
୧୯ମେନ୍‌ଦ ଆଇଙ୍ଗ୍‌ ଏଟାଃକକେହଁ ଇତୁ ଦାଡ଼ିକାଇଙ୍ଗ୍‌ ମେନ୍ତେ କାଲିସିୟାରେ କା ସାରି ଜାଗାର୍‌ତେ ହାଜାର୍‌ ହାଜାର୍‌ କାଜି କା କାଜିକେଦ୍‌ତେ, ସବେନ୍‌କ ସାରିଲେକା ମଣେୟାଁ କାଜି କାଜିତେୟାଃ ପୁରାଃ ବୁଗିନାଃ ମେନ୍ତେଇଙ୍ଗ୍‌ ଆଟ୍‌କାର୍‌କେଦା ।
20 ହେ ଭାଇମାନେ, ବୁଦ୍ଧିରେ ବାଳକ ପରି ହୁଅ ନାହିଁ, ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ-ବୟସ୍କ ହୁଅ।
୨୦ହେ ହାଗାକ, ଆପେୟାଃ ଉଡ଼ୁଃରେ ସିଟିଆ ଲେକା ଆଲ୍‌ପେ ହବାଅଃକା, ମେନ୍‌ଦ ଏତ୍‌କାନ୍‌ ବିଷାଏରେ ସିଟିଆ ଲେକା ହବାଅଃପେ, ଆଡଃ ସେଣାଁଁନ୍‌ରେ ଆପେ ପୁରା ହାରା ସେକାଡ଼ାକାନ୍‌ ହଡ଼ ଲେକା ହବାଅଃ ଲାଗାତିଙ୍ଗ୍‌ୟାଁଃ ।
21 ବ୍ୟବସ୍ଥାରେ ଲେଖାଅଛି, “ପ୍ରଭୁ କହନ୍ତି, ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା, ତାହାହେଲେ ସୁଦ୍ଧା ସେମାନେ ଆମ୍ଭର କଥା ଶୁଣିବେ ନାହିଁ।”
୨୧ଧାରାମ୍‌ପୁଥିରେୟାଃ ଆନ୍‌ଚୁରେ ନେଆଁଁ ଅଲାକାନା, “ପ୍ରାଭୁ କାଜିତାନାଏ, କା ସାରି ଜାଗାର୍‌ତେ କାଜିତାନ୍‌ ଏଟାଃ ଦିଶୁମ୍‌ରେନ୍‌କଆଃ ମଚାତେ, ଆଇଙ୍ଗ୍‌ ଆଇଁୟାଃ ହଡ଼କକେଇଙ୍ଗ୍‌ କାଜିକରେୟ, ଇନ୍‌କୁ ଆଇଁୟାଃ କାଜି କାକ ଆୟୁମେୟା ।”
22 ଏଣୁ ପରଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ।
୨୨ଏନାତେ କା ସାରି ଜାଗାର୍‌ତେ ଜାଗାର୍‌ତେୟାଃ ବିଶ୍ୱାସୀ ହଡ଼କଆଃ ନାଗେନ୍ତେ ଜେତାନ୍‌ ଚିହ୍ନାଁ ନାହାଁଲାଃ, ମେନ୍‌ଦ କା ବିଶ୍ୱାସ୍‌ତାନ୍‌କଆଃ ନାଗେନ୍ତେ ଏସ୍‌କାର୍‌ ଚିହ୍ନାଁ ଲେକାନାଃ ତାନାଃ । ଏଟାଃ ହରା ନେଲେରେ, ପାର୍‌ମେଶ୍ୱାର୍‌ଆଃ କାଜି ଉଦୁବ୍‌ରେୟାଃ ବାର୍‌ଦାନ୍‌ କା ବିଶ୍ୱାସ୍‌ତାନ୍‌କଆଃ ନାଗେନ୍ତେ ନାହାଁଲାଃ, ମେନ୍‌ଦ ବିଶ୍ୱାସୀକଆଃ ନାଗେନ୍ତେ କା ସାରି ଜାଗାର୍‌ ଚିହ୍ନାଁ ଲେକାନାଃ ତାନାଃ ।
23 ଆହୁରି ମଧ୍ୟ ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି, ସାଧାରଣ ବା ଅବିଶ୍ୱାସୀ ଲୋକମାନେ ଆସନ୍ତି, ତାହାହେଲେ ତୁମ୍ଭେମାନେ ପାଗଳ ବୋଲି କଅଣ ସେମାନେ କହିବେ ନାହିଁ?
୨୩କାଲିସିୟାରେ ହୁଣ୍ଡିକେଦ୍‌ତେ ସବେନ୍‌କ କା ସାରି ଜାଗାର୍‌ତେ ଜାଗାର୍‌ ଏଟେଦ୍‌ଲେରେ, ଏନ୍ତାଃତେ ହିଜୁଃକାନ୍‌ ଦେହାତି ହଡ଼କ ଚାଏ କା ବିଶ୍ୱାସ୍‌ତାନ୍‌ ହଡ଼କ, କାଲିସିୟାରେନ୍‌ ସବେନ୍‌ ହଡ଼କକେ ବାଏହା ମେନ୍ତେ କାକଚି କାଜିକଆ?
24 କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ପୁଣି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ, ତେବେ ସେ ସମସ୍ତଙ୍କ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୁଏ, ସମସ୍ତଙ୍କ ଦ୍ୱାରା ବିଚାରିତ ହୁଏ,
୨୪ମେନ୍‌ଦ ଇନ୍‌କୁ ପାର୍‌ମେଶ୍ୱାର୍‌ଆଃ କାନାଜିକେ ଉଦୁବ୍‌ତାନ୍‌ରେଦ, ଆଡଃ ଜେତାଏ ହଡ଼ ଚାଏ କା ବିଶ୍ୱାସ୍‌ତାନ୍‌ ହଡ଼ ହିଜୁଃରେଦ, ଇନିଃ ସବେନ୍‌କଆଃତେ ଚିଟାକାନା ମେନ୍ତେ ଆଟ୍‌କାରଃଆ ଆଡଃ ସବେନ୍‌କଆଃତେ ବିଚାରଃଆ ।
25 ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହୁଏ; ସେଥିରେ ସେ ମୁହଁ ମାଡ଼ି ପଡ଼ିବ ଓ ଈଶ୍ବର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ତାହାଙ୍କୁ ପ୍ରଣାମ କରିବ।
୨୫ଇନିୟାଃ ମନ୍‌ସୁରୁଦ୍‌ରେ ଉକୁଆକାନ୍‌ତେୟାଃ ସବେନାଃ ଉଦୁବଃଆ । ଏନ୍ତେ ଇନିଃ ମେଦ୍‌ ମୁହାଡ଼୍‌ ଲାତାର୍‌କେଦ୍‌ତେ ଉୟୁଗଃଆ ଆଡଃ ପାର୍‌ମେଶ୍ୱାର୍‌କେ ଜହାର୍‌ତାନ୍‌ଲଃ କାଜିୟାଏ, “ସାର୍‌ତିଗି ଆପେୟାଃ ଥାଲାରେ ପାର୍‌ମେଶ୍ୱାର୍‌ ମେନାଇୟା ।”
26 ହେ ଭାଇମାନେ, ତେବେ କର୍ତ୍ତବ୍ୟ କଅଣ? ତୁମ୍ଭେମାନେ ସମବେତ ହେବା ସମୟରେ ଗୀତ, ବା ଶିକ୍ଷା, ବା ପ୍ରକାଶିତ ବାକ୍ୟ, ବା ପରଭାଷା ବା ଭାଷାର ଅର୍ଥ, ଏପରି ପ୍ରତ୍ୟେକର କିଛି ନା କିଛି ଅଛି। ସମସ୍ତ ବିଷୟ ନିଷ୍ଠା ନିମନ୍ତେ କରାଯାଉ।
୨୬ହେ ହାଗା ମିଶିକ, ଆଇଙ୍ଗ୍‌ ଆପେକେ କାଜିରେୟାଃ ମୁଣ୍ଡି ନେୟାଁତାନାଃ, ସେୱାକାମି ନାଗେନ୍ତେ ହୁଣ୍ଡିନ୍‌ ଇମ୍‌ତା ଜେତାଏ ମିହୁଡ଼୍‌ ଦୁରାଙ୍ଗେକାଏ, ଆଡଃମିହୁଡ଼୍‌ ଇତୁଇକାଏ, ଆଡଃମିହୁଡ଼୍‌ ପାର୍‌ମେଶ୍ୱାର୍‌ଆଃ ଉନୁଦୁବ୍‌ ଉଦୁବେକାଏ, ଆଡଃମିହୁଡ଼୍‌ କା ସାରି ଜାଗାର୍‌ତେ କାଜିକା, ଆଡଃମିହୁଡ଼୍‌ କା ସାରି ଜାଗାର୍‌ରେୟାଃ ମୁଣ୍ଡି କାଜିକାଏ, ନେ ସବେନାଃ କାଲିସିୟାରାଃ ଦେଙ୍ଗା ନାଗେନ୍ତେ ହବାଅଃ ଲାଗାତିଙ୍ଗ୍‌ୟାଁଃ ।
27 ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ।
୨୭ଜେତାଏ କା ସାରି ଜାଗାର୍‌ତେ କାଜିରେଦ, ବାର୍‌ହଡ଼୍‌ ଚାଏ ଏନାଏତେ ଥିମ୍ବା ହଡ଼ ହବାଅଃରେ, ଆପିହଡ଼୍‌, ମିହୁଡ଼୍‌ ମିହୁଡ଼୍‌ତେ କାଜିକାକ ଏନ୍ତେ ଆଡଃମିହୁଡ଼୍‌ ଏନାରେୟାଃ ମୁଣ୍ଡି କାଜିକାଏ ।
28 କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ବରଙ୍କୁ କହୁ।
୨୮ଏନାରେୟାଃ ମୁଣ୍ଡି କାଜି ହଡ଼ କାକ ତାଇନ୍‌ରେଦ, ଇନିଃ କାଲିସିୟାରେ ହାପାକାନ୍‌ଗି ତାଇନ୍‌କାଏ ଆଡଃ ଆଇଃକ୍‌ଗି ପାର୍‌ମେଶ୍ୱାର୍‌କେ କାଜିକା ।
29 ଆଉ, ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି, ଅନ୍ୟମାନେ ବିଚାର କରନ୍ତୁ।
୨୯ଆଡଃ ବାର୍‌ହଡ଼୍‌ ଚାଏ ଆପିହଡ଼୍‌ ପାର୍‌ମେଶ୍ୱାର୍‌ଆଃ କାଜି ଉଦୁବେକାକ, ଇନ୍‌କୁ କାଜିତାନ୍‌ତେୟାଃ ଏଟାଃକ ବିଚାରେକାକ ।
30 କିନ୍ତୁ ଉପବିଷ୍ଟ ଅନ୍ୟ କାହାରି ପ୍ରତି ଯଦି କୌଣସି ବାକ୍ୟ ପ୍ରକାଶିତ ହୁଏ, ତାହାହେଲେ ପ୍ରଥମ ଜଣକ ନୀରବ ହେଉ।
୩୦ମେନ୍‌ଦ ସେୱାକାମିରେ ଦୁବାକାନ୍‌କଏତେ ଜେତାଏ ପାର୍‌ମେଶ୍ୱାର୍‌ତାଃଏତେ ଜେତାନ୍‌ କାଜି ଆୟୁମ୍‌ଲେରେ, ସିଦାରେନ୍‌ ହଡ଼ ଆୟାଃ ଉଦୁବ୍‌ତାନ୍‌ କାଜିକେ ହକାଏକା ।
31 କାରଣ ଯେପରି ସମସ୍ତେ ଶିକ୍ଷା ପାଆନ୍ତି, ପୁଣି, ସମସ୍ତେ ଚେତନା ପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ସମସ୍ତେ ଜଣ ଜଣ କରି ଭାବବାଣୀ କହିପାର।
୩୧ସବେନ୍‌କଆଃ ଇନିତୁ ଆଡଃ ଜୀଉରେ ରାସ୍‌କା ନାମ୍‌ ନାଗେନ୍ତେ ସବେନ୍‌କ ମିହୁଡ଼୍‌ ମିହୁଡ଼୍‌ତେ ପାର୍‌ମେଶ୍ୱାର୍‌ଆଃ କାନାଜି ଉଦୁବେପେ ।
32 ଭାବବାଦୀମାନଙ୍କ ଆତ୍ମା ଭାବବାଦୀମାନଙ୍କର ବଶୀଭୂତ।
୩୨ପାର୍‌ମେଶ୍ୱାର୍‌ଆଃ କାନାଜି ଉଦୁବ୍‌ରେୟାଃ ବାର୍‌ଦାନ୍‌ ନାମାକାଦ୍‌ ନାବୀକଆଃ ଆତ୍ମା ନାବୀକଆଃ ଥାବର୍‌ରେ ତାଇନ୍‌ ଲାଗାତିଙ୍ଗ୍‌ୟାଁଃ ।
33 କାରଣ ଈଶ୍ବର ବିଶୃଙ୍ଖଳତାର ଈଶ୍ବର ନୁହଁନ୍ତି, ମାତ୍ର ଶାନ୍ତିର ଈଶ୍ବର।
୩୩ଚିୟାଃଚି ପାର୍‌ମେଶ୍ୱାର୍‌ ହାଲାଗୁଲା କାଏ ସାନାଙ୍ଗ୍‌ଆଃ, ମେନ୍‌ଦ ଜୀଉସୁକୁତେୟାଃ ସାନାଙ୍ଗ୍‌ଆଃଏ । ପାର୍‌ମେଶ୍ୱାର୍‌ଆଃ ସବେନ୍‌ କାଲିସିୟାରେନ୍‌ ହଡ଼କ ଲେକା,
34 ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାନ୍ତି, ବରଂ ମୋଶାଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତ ହୋଇ ରହନ୍ତୁ।
୩୪ଆପେୟାଃ କାଲିସିୟାରେୟାଃ ଦୁନୁବ୍‌କରେ କୁଡ଼ିକ ହାପାକାନ୍‌ଗି ତାଇନ୍‌ ଲାଗାତିଙ୍ଗ୍‌ୟାଁଃ । ଇନ୍‌କୁକେ ଏନ୍ତାଃରେ କାଜି ନାଗେନ୍ତେ କା ଆଚୁକାନା । ମେନ୍‌ଦ ଯିହୁଦୀକଆଃ ଆନ୍‌ଚୁ ଲେକାତେ ଇନ୍‌କୁ ଆପାନ୍‌କେ ଥାବର୍‌କେଦ୍‌ତେ ତାଇନ୍‌ ଲାଗାତିଙ୍ଗ୍‌ୟାଁଃ ।
35 ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଘରେ ଆପଣା ଆପଣା ସ୍ୱାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀଲୋକ ପକ୍ଷରେ ଲଜ୍ଜାଜନକ।
୩୫ଇନ୍‌କୁ ଜେତ୍‌ନାଃ ସାରି ନାଗେନ୍ତେକ ସାନାଙ୍ଗ୍‌ରେଦ, ଅଡ଼ାଃରେ ଆପ୍‌ନାଃ କଡ଼ାକକେ କୁଲିକକାକ, ଚିୟାଃଚି କାଲିସିୟାରେୟାଃ ଦୁନୁବ୍‌ରେ କୁଡ଼ିକ ଜାଗାର୍‌ତେୟାଃ ଗିହୁଃରାଃ କାଜିତାନା ।
36 କଅଣ? ଈଶ୍ବରଙ୍କ ବାକ୍ୟ କି ତୁମ୍ଭମାନଙ୍କଠାରୁ ବାହାରିଅଛି? ଅବା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି?
୩୬ପାର୍‌ମେଶ୍ୱାର୍‌ଆଃ ବାଚାନ୍‌ ଚିନାଃ ଆପେତାଃଏତେ ହିଜୁଆକାନ୍‌ ତାଇକେନା? ଚାଏ ଆପେତାଃତେ ଏସ୍‌କାର୍‌ ହିଜୁଆକାନ୍‌ ତାଇକେନା?
37 କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହିସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏହା ସେ ଜ୍ଞାତ ହେଉ।
୩୭ଆପେକଏତେ ଜେତାଏ ମିହୁଡ଼୍‌, ଆଇଙ୍ଗ୍‌ ଆୟାର୍‌କାଜିନିଃ ଚାଏ ଆତ୍ମାରେୟାଃ ବାର୍‌ଦାନ୍‌ ନାମ୍‌କାଦ୍‌ନିଃ ତାନିଙ୍ଗ୍‌ ମେନ୍ତେ କାଜିରେଦ, ଇନିଃ ସାରିକାଏ ଯେ, ନେତାଃରେ ଆଇଙ୍ଗ୍‌ ଅଲାକାଦ୍‌ତେୟାଃ, ପ୍ରାଭୁଆଃ ଆନାଚୁତାନାଃ ।
38 କିନ୍ତୁ କେହି ଯଦି ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ।
୩୮ମେନ୍‌ଦ ଇନିଃ ନେ କାଜିକକେ କା ସାରିଲେକା ମେନାଇରେଦ, ଇନିଃ ଆଇଃକ୍‌ଗି କା ସାରିଲେକାଏ ହବାଅଃଆ ।
39 ଏଣୁ ହେ ମୋହର ଭାଇମାନେ, ଭାବବାଣୀ କହିବାକୁ ଏକାନ୍ତ ଚେଷ୍ଟା କର; ପୁଣି, ପରଭାଷାରେ କଥା କହିବାକୁ ମନା ନ କର।
୩୯ଏନାତେ ହେ ହାଗା ମିଶିକ, ପାର୍‌ମେଶ୍ୱାର୍‌ଆଃ କାନାଜି ଉଦୁବ୍‌ ନାଗେନ୍ତେ ପୁରାଃଗି ରାସ୍‌କାଅଃପେ, ଆଡଃ କା ସାରି ଜାଗାର୍‌ତେ କାଜିତାନ୍‌କକେ ଆଲ୍‌ପେ ମାନାକଆ ।
40 କିନ୍ତୁ ସମସ୍ତ ବିଷୟ ସୁନ୍ଦରତାରେ ଓ ଶୃଙ୍ଖଳତାନୁସାରେ କରାଯାଉ।
୪୦ସବେନ୍‌ କାଜି ବୁଗିଲେକାତେ ଆଡଃ ବେଗାର୍‌ ହାଲାଗୁଲାତେ କାମି ରିକା ଲାଗାତିଙ୍ଗ୍‌ୟାଁଃ ।

< କରିନ୍ଥୀୟ 14 >