< କରିନ୍ଥୀୟ 11 >
1 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ, ତୁମ୍ଭେମାନେ ମଧ୍ୟ ସେହିପରି ମୋହର ଅନୁକାରୀ ହୁଅ।
ଆନ୍ ଇନେସ୍କି କ୍ରିସ୍ଟତି ପାଚେପାଚେ ହାନାଙ୍ଗ୍, ଏପେଙ୍ଗ୍ ପା ହେ ଲାକେ ନା ପାଚେପାଚେ ୱାନାକାଦେର୍ ଆଡ ।
2 ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବିଧି ଦେଇଅଛି, ସେହିସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି।
ଏପେଙ୍ଗ୍ ଜେ ୱିଜ଼ୁ ବିସ୍ରେ ନାଙ୍ଗେଙ୍ଗ୍ ଏତୁ ଜିସୁ ମାଞ୍ଜାଟ୍ ଆରି ଆନ୍ ମିଙ୍ଗେଙ୍ଗ୍ ଜେ ୱିଜ଼ାର୍ ବିଦି ହିତାଙ୍ଗ୍ନା, ହେ ୱିଜ଼ୁ ପାଲି କିନାଦେରା, ଇଦାଂ କାଜିଂ ଆନ୍ ମିଦାଙ୍ଗ୍ ଜୁୱାର୍ ।
3 କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ବର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା।
ମତର୍ କ୍ରିସ୍ଟ ଜେ ୱିଜ଼ାର୍ ଆଣ୍ଡ୍ରାଙ୍ଗ୍ନି କାପ୍ଡ଼ା ଲାକେ ଆରି ଆଣ୍ଡ୍ରାଙ୍ଗ୍ ଜେ କଗ୍ଲେ କାପ୍ଡ଼ା ଲାକେ ଆରି ଇସ୍ୱର୍ ଜେ କ୍ରିସ୍ଟତି କାପ୍ଡ଼ା ଲାକେ, ଇଦାଂ ଏପେଙ୍ଗ୍ ପୁନାଟ୍ ଇଞ୍ଜି ନା ଇଚା ।
4 ଯେକୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ।
ଇମ୍ଣାକାନ୍ ପା ଆଣ୍ଡ୍ରେନ୍ ଜାର୍ କାପ୍ଡ଼ା ଗୁଗୁର୍ମୁଗ୍ଜି ପାର୍ତାନା କିନାନ୍ କି ବେଣ୍ବାକ୍ଣାୟ୍ କିନାନ୍, ହେୱାନ୍ ଜାର୍ କାପ୍ଡ଼ାନି ଇନେନ୍ କ୍ରିସ୍ଟ ଅପ୍ମାନ୍ କିନାନ୍ ।
5 କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ।
ଏପେଙ୍ଗ୍ ବାନି କଗ୍ଲେ ଜେ କାପ୍ଡ଼ା ଟାଙ୍ଗ୍ରିଂ ଲାକେ ଅପ୍ମାନ୍ କିନାନ୍, ଗୁଗୁର୍ ମୁଗ୍ୱାଦାଂ ପାର୍ତାନା କିନାତ୍ କି ବେଣ୍ବାକ୍ଣାୟ୍ କିନାତ୍, ହେଦେଲ୍ ଜାର୍ କାପ୍ଡ଼ାନି ଅପ୍ମାନ୍ କିନାତ୍, ଲାଗିଂ ହେଦାଂ ତା କାପ୍ଡ଼ା ହେନ୍ୟାଆତି ହୁକେ ସମାନ୍ ।
6 କାରଣ ଯଦି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରେ, ତେବେ ସେ କେଶ ମଧ୍ୟ କାଟିପକାଉ; କିନ୍ତୁ ଯଦି ସ୍ତ୍ରୀ ପକ୍ଷରେ କେଶ କାଟିବା ବା ମସ୍ତକ ମୁଣ୍ଡନ କରିବା ଲଜ୍ଜାଜନକ, ତାହାହେଲେ ସେ ମସ୍ତକ ଆଚ୍ଛାଦନ କରୁ।
ଇନାକିଦେଂକି ଜଦି କଗ୍ଲେ କାପ୍ଡ଼ାତ ଗୁଗୁର୍ ମୁଗ୍ୱିତିସ୍, ୱାଟିଙ୍ଗ୍ ହେଦେଲ୍ ତେମୁଲ୍ ପା ଆହିକିଏତ୍; ମତର୍ ଜଦି କଗ୍ଲେ ପାକ୍ୟାତ ତେମୁଲ୍ ଆହିକିନାକା କି କାପ୍ଡ଼ା ହେନ୍ୟାନାକା ଲାଜୁ, ତା ଆତିସ୍ ହେଦେଲ୍ କାପ୍ଡ଼ାତ ପ୍ଡାକ୍ୟା ଆୟେତ୍ ।
7 ପୁରୁଷ ଈଶ୍ବରଙ୍କ ପ୍ରତିମୂର୍ତ୍ତି ଓ ଗୌରବ ସ୍ୱରୂପ ହେବାରୁ ପ୍ରକୃତରେ ତାହାର ମସ୍ତକ ଆଚ୍ଛାଦନ କରିବା ଉଚିତ୍ ନୁହେଁ, କିନ୍ତୁ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ।
ଆଣ୍ଡ୍ରାଙ୍ଗ୍ ଇସ୍ୱର୍ତି ଡ଼ିଗା ଆରି ଜାଜ୍ମାଲ୍ ଲାକେ ଆତିଲେ ହାତ୍ପାନେ ତାଦାଂ କାପ୍ଡ଼ା ପ୍ଡାକ୍ନାକା ଲଡ଼ା ଆକାୟ୍, ମତର୍ କଗ୍ଲେ ଆଣ୍ଡ୍ରେନ୍ତି ଜାଜ୍ମାଲ୍ ଲାକେ ।
8 କାରଣ ପୁରୁଷ ସ୍ତ୍ରୀଠାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ସ୍ତ୍ରୀ ପୁରୁଷଠାରୁ ଉତ୍ପନ୍ନ ହୋଇଅଛି।
ଇନାକିଦେଂକି ଆଣ୍ଡ୍ରେନ୍ କଗ୍ଲେ ତାଙ୍ଗ୍ ଉବ୍ଜାଣ୍ ଆୱାତାନ୍ନା, ମତର୍ କଗ୍ଲେ ଆଣ୍ଡ୍ରେନ୍ତାଂ ଉବ୍ଜାଣ୍ ଆତିକ୍ନା ।
9 ଆଉ ସ୍ତ୍ରୀ ନିମନ୍ତେ ତ ପୁରୁଷର ସୃଷ୍ଟି ହେଲା ନାହିଁ; କିନ୍ତୁ ପୁରୁଷ ନିମନ୍ତେ ସ୍ତ୍ରୀର ସୃଷ୍ଟି ହେଲା।
ଆରେ କଗ୍ଲେ କାଜିଂ ତ ଆଣ୍ଡ୍ରେନ୍ତି ଉବ୍ଜାଣ୍ ଆୱାତାନ୍ନା; ମତର୍ ଆଣ୍ଡ୍ରେନ୍ କାଜିଂ କଗ୍ଲେ ଉବ୍ଜାଣ୍ ଆତାତ୍ନ୍ନା ।
10 ଏଥିପାଇଁ ଦୂତମାନଙ୍କ ସକାଶେ ସ୍ତ୍ରୀର ଆପଣା ମସ୍ତକରେ ଅଧିକାରର ଚିହ୍ନ ଘେନିବା ଉଚିତ।
ଇଦାଂ କାଜିଂ ଦୁତ୍ କାଜିଂ କଗ୍ଲେ ଜାର୍ କାପ୍ଡ଼ାତ ଆଦିକାର୍ନି ଚିନ୍ ପ୍ଡାକି କିୟାନାକା ଲଡ଼ା ।
11 ତଥାପି ପ୍ରଭୁଙ୍କଠାରେ ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ କିମ୍ବା ସ୍ତ୍ରୀଠାରୁ ପୁରୁଷ ସ୍ୱତନ୍ତ୍ର ନୁହେଁ। କାରଣ ସ୍ତ୍ରୀ ଯେପରି ପୁରୁଷଠାରୁ ଉତ୍ପନ୍ନ,
ହେ ଇନାକା ଆଏତ୍ ମାପ୍ରୁତାକେ ଆଣ୍ଡ୍ରେନ୍ତାଂ କଗ୍ଲେ ଆଲ୍ଗା ଆକାୟ୍ କି କଗ୍ଲେ ତାଙ୍ଗ୍ ଆଣ୍ଡ୍ରେନ୍ ଆଲ୍ଗା ଆକାୟ୍ । ଇନାକିଦେଂକି କଗ୍ଲେ ଇନେସ୍ ଆଣ୍ଡ୍ରେନ୍ତାଂ ଉବ୍ଜାଣ୍,
12 ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ୱାରା ଉତ୍ପନ୍ନ କିନ୍ତୁ ସମସ୍ତ ବିଷୟ ଈଶ୍ବରଙ୍କଠାରୁ ଉତ୍ପନ୍ନ।
ଇନାକିଦେଂକି ଆଣ୍ଡ୍ରେନ୍ ପା ହେ ଲାକେ କଗ୍ଲେ ହୁକେ ଉବ୍ଜାଣ୍; ମତର୍ ୱିଜ଼ୁ ବିସ୍ରେ ଇସ୍ୱର୍ତାଂ ଉବ୍ଜାଣ୍ ।
13 ତୁମ୍ଭେମାନେ ନିଜେ ନିଜେ ବିଚାର କର, ମସ୍ତକ ଆଚ୍ଛାଦନ ନ କରି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବା ସ୍ତ୍ରୀ ପକ୍ଷରେ କଅଣ ଉପଯୁକ୍ତ?
ଏପେଙ୍ଗ୍ ନିଜେ ନିଜେ ବିଚାର୍ କିୟାଟ୍, କାପ୍ଡ଼ା ପ୍ଡାକ୍ୱାଦାଙ୍ଗ୍ ଇସ୍ୱର୍ ଲାଗେ ପାର୍ତାନା କିନି କଗ୍ଲେ ପାକ୍ୟାତ ଇନାକା ହାର୍?
14 ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ, ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ,
ସଁସାର୍ ନିଜେ କି ମିଙ୍ଗେଙ୍ଗ୍ ହିକ୍ୟା ହିଦୁତ୍ ଜେ, ଆଣ୍ଡ୍ରେନ୍ ଡେଙ୍ଗା ତେମୁଲ୍ ଇଟ୍ଟିସ୍ ତା ପାକ୍ୟାତ ହେଦାଂ ଲାଜୁ,
15 କିନ୍ତୁ ସ୍ତ୍ରୀ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ? କାରଣ ଆବରଣ ସ୍ୱରୂପେ ତାହାର କେଶ ତାହାକୁ ଦିଆଯାଇଅଛି।
ମତର୍ କଗ୍ଲେ ଡେଙ୍ଗା ତେମୁଲ୍ ଇଟ୍ତିସ୍ ତା ପାକ୍ୟାତ ହେଦାଂ ଜାଜ୍ମାଲ୍ନିକା? ଇନାକିଦେଂକି କାପ୍ଡ଼ା ଗୁଗୁର୍ମୁକ୍ତି ଲାକେ ତା ତେମୁଲ୍ ତାଙ୍ଗେଙ୍ଗ୍ ହିୟାଆତାତ୍ନା ।
16 କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ବା ଈଶ୍ବରଙ୍କ ମଣ୍ଡଳୀ-ସମୂହର ମଧ୍ୟ ନାହିଁ।
ମତର୍ ଇନେର୍ ଗାଣ୍ଜୁ କିଦେଙ୍ଗ୍ ମାନ୍ କିତିସ୍ ହେୱାନ୍ ପୁନେନ୍ ଜେ, ମାଦାଂ ଏଲେଙ୍ଗ୍ ଅଲ୍ଗା ନିତି ହିଲୁତ୍, କି ଇସ୍ୱର୍ତି ମଣ୍ଡ୍ଲିତ ଇନାକା ହିଲୁତ୍ ।
17 କିନ୍ତୁ ତୁମ୍ଭମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି।
ମତର୍ ମିଦାଙ୍ଗ୍ ରୁଣ୍ଡାନାକା ଜେ ବାନ୍ୟା ଆୱାଦାଂ ଇଚିସ୍ ବାନ୍ୟା ଆନାତା, ଇବେ ଆନ୍ ମିଦାଙ୍ଗ୍ ଜୁୱାର୍ ହିଦେଂ ଆଡ୍ୱାଦାଂ ଇ ବଲ୍ ହିଦ୍ନାଙ୍ଗା ।
18 କାରଣ ପ୍ରଥମରେ ମୁଁ ଶୁଣୁଅଛି ଯେ, ମଣ୍ଡଳୀ ସ୍ୱରୂପେ ତୁମ୍ଭମାନଙ୍କର ସମାଗମ ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟିଥାଏ, ଆଉ ମୁଁ କେତେ ପରିମାଣରେ ଏହା ବିଶ୍ୱାସ କରୁଅଛି।
ଇନାକିଦେଂକି ପର୍ତୁମ୍ ଆନ୍ ୱେଚାଙ୍ଗ୍ନା ଜେ, ମଣ୍ଡ୍ଲି ଲାକେ ମିଦାଙ୍ଗ୍ ଲକୁ ବିଡ଼୍ ୱେଡ଼ାଲିଂ ମି ବିତ୍ରେ କୁଦାକୁଦା କେତ୍ପାନାକା ଗିଟା ଆଜ଼ି ମାନାତ୍, ଆରେ ଆନ୍ ଏଚେକ୍ ଇସାପ୍ତାଂ ଇଦାଂ ପାର୍ତି କିନାଙ୍ଗା ।
19 ଯେପରି ତୁମ୍ଭମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ।
ଇନେସ୍ ମି ବିତ୍ରେ ପରିକ୍ୟାସିଦ୍ ମାନାୟାର୍ ହତ୍ନାର୍, ଇଦାଂ କାଜିଂ ମି ବିତ୍ରେ ତ କୁଦାକୁଦା କେତ୍ପାନାକା ହାତେନେ ଗିଟାନାତ୍ ।
20 ତୁମ୍ଭମାନଙ୍କର ସମାଗମ ହେବା ସମୟରେ ତୁମ୍ଭେମାନେ ପ୍ରଭୁଭୋଜ ପାଳନ କରି ନ ଥାଅ;
ମିଦାଙ୍ଗ୍ ର ଦଲ୍ ଲାକେ ରଚେମାନ୍ଞ୍ଜି ଇମ୍ଣି ତିନିତାକେ ମେହାନାଦେରା ହେଦାଂ ମାପ୍ରୁବଜ୍ ଆକାୟ୍ ।
21 କାରଣ ଭୋଜନ ସମୟରେ ପ୍ରତ୍ୟେକ ଜଣ ଅନ୍ୟର ଅପେକ୍ଷା ନ କରି ଆପଣା ଆହାର ଭୋଜନ କରେ, ସେଥିପାଇଁ ଜଣେ କ୍ଷୁଧାରେ ରହେ ଓ ଅନ୍ୟ ଜଣେ ମାତାଲ ହୁଏ।
ଇନାକିଦେଂକି ତିନି ସମୁତ ଜାଣ୍କେ ଆଲ୍ଗାନିକାରିଂ କାୱାଦାଂ ଜାର୍ କାଦି ତିନାନ୍, ହେଦାଂ କାଜିଂ ରୱାନ୍ ନାସ୍କି ମାନାନ୍ ଆରି ରୱାନ୍ ହଚ୍ନାନ୍ ।
22 କଅଣ? ତୁମ୍ଭମାନଙ୍କର କି ଭୋଜନପାନ କରିବା ନିମନ୍ତେ ଘର ନାହିଁ? କିମ୍ବା ତୁମ୍ଭେମାନେ କଅଣ ଈଶ୍ବରଙ୍କ ମଣ୍ଡଳୀକୁ ଅବଜ୍ଞା କରୁଅଛ, ପୁଣି, ଯେଉଁମାନଙ୍କର ନାହିଁ, ସେମାନଙ୍କୁ ଲଜ୍ଜା ଦେଉଅଛ? ମୁଁ ତୁମ୍ଭମାନଙ୍କୁ କଅଣ କହିବି? କଅଣ ତୁମ୍ଭମାନଙ୍କର ପ୍ରଶଂସା କରିବି? ଏହି ବିଷୟରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ।
ଇନାକା? ମିଦାଙ୍ଗ୍ କି ତିନାକାଉଣାକା କିନି କାଜିଂ ଇଲ୍ ହିଲୁତ୍? କି ଏପେଙ୍ଗ୍ ଇନାକା ଇସ୍ୱର୍ତି ମଣ୍ଡ୍ଲିତିଂ ଏଲା ଆନାଦେରା, ଆରେ ଇମ୍ଣାକାର୍ତି ହିଲୁତ୍, ହେୱାରିଂ ଲାଜୁ କୁଗାନାଦେରା? ଆନ୍ ମିଙ୍ଗେଙ୍ଗ୍ ଇନାକା ଇଞ୍ଜ୍ନାଙ୍ଗ୍? ଇନାକା ମିଦାଙ୍ଗ୍ ଜୁୱାର୍? ବିର୍କୁଲ୍ ଆକାୟ୍ ।
23 କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ,
ଇନାକିଦେଂକି ଆନ୍ ମାପ୍ରୁତାକେ ପାୟାତି ଇମ୍ଣି ହିକ୍ୟା ମିଙ୍ଗେଙ୍ଗ୍ ହିତ୍ତାଂନା, ହେଦାଂ ଇ, ସାତ୍ରୁ କେଇଦ ହେଲାୟ୍ କିଆନି ନାଣାଲିଙ୍ଗ୍ ମାପ୍ରୁ ଜିସୁ ରୁଟି ଅଜ଼ି,
24 “ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
ଇସ୍ୱର୍ତିଂ ଜୁୱାର୍ ହିଜ଼ି, ହେଦାଂ ଡ୍ରିକ୍ଚି ଇଚାନ୍, “ଇଦାଂ ମି କାଜିଂ ନା ଗାଗାଡ଼୍; ନାଙ୍ଗେଙ୍ଗ୍ ଏତୁକିଦ୍ନି କାଜିଂ ଇଦାଂ କିୟାଟ୍ ।
25 ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ; ତୁମ୍ଭେମାନେ ଯେତେ ଥର ଏଥିରୁ ପାନ କର, ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
ହେ ଲାକେ ଚିଚି ପାଚେ ହେୱାନ୍ ଉଣି ବାହା ପା ଆସ୍ତି ଇଚାନ୍, ଇ ଉଣି ବାହା ନା ନେତେର୍ତାଂ ରଚ୍ଚି ଇସ୍ୱର୍ତି ପୁନି ନିୟମ୍; ଏପେଙ୍ଗ୍ ଏଚେ ହଟ୍ ଇବେତାଂ ଉଣାଦେର୍, ହେ ଏଚେ ହଟ୍ ନାଙ୍ଗେଙ୍ଗ୍ ଏତ୍ କିଦେଂ କାଜିଂ ଇଦାଂ କିୟାଟ୍ ।”
26 କାରଣ ଯେତେ ଥର ତୁମ୍ଭେମାନେ ଏହି ରୁଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ।
ଇନାକିଦେଂକି ଏଚେ ହଟ୍ ଏପେଙ୍ଗ୍ ଇ ରୁଟି ତିନାଦେର୍ ଆରି ଇ ଉଣି ବାହାତାଂ ଉଣାଦେର୍, ହେଏଚେ ହଟ୍ ଏପେଙ୍ଗ୍ ମାପ୍ରୁତି ୱାନି ପାତେକ୍ ହେୱାନ୍ତି ହାକି କାବୁର୍ ସୁଣାୟ୍ କିନାଦେର୍ ।
27 ଅତଏବ, ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୁଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ।
ଲାଗିଂ, ଇନେର୍ ଜଗ୍ହିଲ୍ୱି ବାବ୍ରେ ମାପ୍ରୁତି ଇ ରୁଟି ତିନାନ୍ କି ଇ ବାହାତାଂ ଉଣାନ୍, ହେୱାନ୍ ମାପ୍ରୁତି ଗାଗାଡ଼୍ନି ଆରି ନେତେର୍ନି ବେରୁତ ପାପ୍ କିନାନ୍ ।
28 କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୁଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ।
ମତର୍ ମାନାୟ୍ ଜାର୍ତିଂ ପରିକ୍ୟା କିଏନ୍, ଆରେ ହେ ଏଲେଙ୍ଗ୍ ବାବ୍ରେ ଇ ରୁଟି ତିନେନ୍ ଆରେ ଇ ବାହାତାଂ ଉଣେନ୍ ।
29 କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ଜାଣି ଭୋଜନ କରେ ଓ ପାନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ।
ଇନାକିଦେଂକି ଇନେନ୍ ମାପ୍ରୁ ଗାଗାଡ଼୍ତିଂ ହାତ୍ପା ଅରତ୍ ପୁନ୍ୱାଦାଂ ତିନାନ୍ ଆରି ଉଣାନ୍, ହେୱାନ୍ ଜାର୍ ଡାଣ୍ଡ୍ କାଜିଂ ତିନାନ୍ ଆରି ଉଣାନ୍ ।
30 ଏହି ହେତୁ ତୁମ୍ଭମାନଙ୍କ ମଧ୍ୟରେ ଅନେକେ ଦୁର୍ବଳ ଓ ପୀଡ଼ିତ, ପୁଣି, ଅନେକେ ମହାନିଦ୍ରାପ୍ରାପ୍ତ ଅଟନ୍ତି।
ଇଦାଂ କାଜିଂ ମି ବିତ୍ରେ ବେସି ନାଦାରିଂ ଆରି ନଚ୍ନାକା, ଆରେ ହେନି ହାତାର୍ଣ୍ଣା ।
31 କିନ୍ତୁ ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉ ନ ଥାଆନ୍ତୁ।
ମତର୍ ପର୍ତୁମ୍ ଜଦି ଆସେଙ୍ଗ୍ ଜାର୍ ଜାର୍ତି ବିଚାର୍ କିନାର୍, ତେବେ ଇସ୍ୱର୍ତି ବିଚାର୍ଣ୍ଣା ଆମେର୍ ।
32 ଆଉ, ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥିନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ।
ମତର୍, ପୁର୍ତିନି ୱିସ୍ତି ଲକ୍ ଲାହାଙ୍ଗ୍ ଇନେସ୍କି ଦାଣ୍ଡ୍ ପାୟା ଆଉସ୍, ଇଦାଂ କାଜିଂ ମାପ୍ରୁତି ହୁକେ ବିଚାର୍ଣ୍ଣା ଆଜ଼ି ଆସେଙ୍ଗ୍ କସ୍ଟ ବଗ୍ କିନାସା ।
33 ଅତଏବ, ମୋହର ଭାଇମାନେ, ତୁମ୍ଭେମାନେ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର।
ଲାଗିଂ, ନା ଟଣ୍ଡାର୍, ଏପେଙ୍ଗ୍ ମାପ୍ରୁତି ତିନି କାଜିଂ ରୁଣ୍ଡାଆନି ୱେଡ଼ାଲିଂ ହାରି କାଜିଂ ମାନାଟ୍ ।
34 ତୁମ୍ଭମାନଙ୍କ ସମାଗମ ଯେପରି ଦଣ୍ଡ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ, ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି।
ମି ରୁଣ୍ଡାନାକା ଇନେସ୍ ଇସ୍ୱର୍ତି ଡାଣ୍ଡ୍ କାରଣ୍ ଆଉତ୍, ଇଦାଂ କାଜିଂ ଜଦି ଇନେର୍ ନାସ୍କି, ୱାଟିଙ୍ଗ୍ ହେୱାନ୍ ଇଞ୍ଜ ତିନେନ୍, ବାକି ୱିଜ଼ୁ ବିସ୍ରେ ଆନ୍ ହାଚିସ୍ ବୁଜାନାଙ୍ଗ୍ ।