< କରିନ୍ଥୀୟ 11 >

1 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ, ତୁମ୍ଭେମାନେ ମଧ୍ୟ ସେହିପରି ମୋହର ଅନୁକାରୀ ହୁଅ।
ନା଼ନୁ ଏ଼ନିକିଁ କ୍ରୀସ୍ତ କିତିଲେହେଁ କାମା କିହିମାଇଁ, ମୀରୁ ଜିକେଏ ନା଼ନୁ କିହିମାନି ଲେହେଁ କିଦୁ ।
2 ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବିଧି ଦେଇଅଛି, ସେହିସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି।
ନା଼ନୁ ମିଙ୍ଗେ ଗାୱୁରମି କିହିମାଞ୍ଜାଇଁ ଏ଼ନାଆଁତାକି ଇଚିହିଁ ମୀରୁ ନାଙ୍ଗେ ବାରେବେ଼ଲା ଅଣ୍‌ପିମାଞ୍ଜାଦେରି ଅ଼ଡ଼େ ନା଼ନୁ ଆମିନି ମେ଼ରା ହୀହାମାଞ୍ଜାଇଁ, ଏ଼ଦାଆଁ ବାରେ ମା଼ନୱି ଆ଼ହିମାଞ୍ଜେରି ।
3 କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ବର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା।
ସାମା କ୍ରୀସ୍ତ ବାରେ ଆ଼ବାୟାଁ ତା଼ର୍ୟୁଁ ଲେହେଁ ଅ଼ଡ଼େ ଆ଼ବା ଇୟାନି ତା଼ର୍ୟୁଁ ଲେହେଁ ଇଞ୍ଜାଁ ମାହାପୂରୁ କ୍ରୀସ୍ତତି ତା଼ର୍ୟୁଁ ଲେହେଁ, ଈଦାଆଁ ମୀରୁ ପୁଞ୍ଜୁ ଇଞ୍ଜିଁ ନା଼ ଅଣ୍‌ପୁ ।
4 ଯେକୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ।
ଆମିନି ଆ଼ବା ତାନି ତା଼ର୍ୟୁଁ ପ୍ଡିକ୍‌ହାନା ପ୍ରା଼ତାନା କିନେସି, ଡା଼ୟୁ ଆ଼ନି କାତା ୱେହ୍‌ନେସି, ଏ଼ୱାସି ତାନି ତା଼ର୍ୟୁଁତି ହୀଣି ପାଣ୍‌ପି କିନେସି ।
5 କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ।
ସାମା ଆମିନି ଆୟାଟି ତାନି ତା଼ର୍ୟୁଁ ପ୍ଡିଗାଆନା ପ୍ରା଼ତାନା କିନେ ଅ଼ଡ଼େ ମାହାପୂରୁ ଅଣ୍‌ପୁତି ବ଼ଲୁ ୱେ଼କ୍‌ନେ ଏ଼ଦି ତାନି ତା଼ର୍ୟୁଁତି ଲାଜା ପାଣ୍‌ପି କିନେ ଇଚିହିଁ ତାନି ତା଼ର୍ୟୁଁ ହିଣ୍‌ପି ଆ଼ତି ଇୟା ସମାନା ।
6 କାରଣ ଯଦି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରେ, ତେବେ ସେ କେଶ ମଧ୍ୟ କାଟିପକାଉ; କିନ୍ତୁ ଯଦି ସ୍ତ୍ରୀ ପକ୍ଷରେ କେଶ କାଟିବା ବା ମସ୍ତକ ମୁଣ୍ଡନ କରିବା ଲଜ୍ଜାଜନକ, ତାହାହେଲେ ସେ ମସ୍ତକ ଆଚ୍ଛାଦନ କରୁ।
ଇଚିହିଁ ତା଼ର୍ୟୁଁ ପ୍ଡିଗାଆଗାଟି ଆୟାଟି ତାନି ତା଼ର୍ୟୁଁ ବା଼ଣାୟାଁ ରାତ୍‌ହା କଡାପେ; ଇଚିହିଁ ଇୟାନାକି ତା଼ର୍ୟୁଁ ରାତ୍‌ନାୟି କି ହିଣ୍‌ନାୟି ଲାଜାତି କାତା ଆତିହିଁ ଏ଼ଦି ତା଼ର୍ୟୁଁ ପ୍ଡିଗାପେ ।
7 ପୁରୁଷ ଈଶ୍ବରଙ୍କ ପ୍ରତିମୂର୍ତ୍ତି ଓ ଗୌରବ ସ୍ୱରୂପ ହେବାରୁ ପ୍ରକୃତରେ ତାହାର ମସ୍ତକ ଆଚ୍ଛାଦନ କରିବା ଉଚିତ୍ ନୁହେଁ, କିନ୍ତୁ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ।
ଆ଼ବା ମାହାପୂରୁତି ୱା଼ଣା ଇଞ୍ଜାଁ ଗାୱୁରମି ଲେହେଁ ଆ଼ତାକି ତାନି ତା଼ର୍ୟୁଁତି ପ୍ଡିକ୍‌ନାୟି ଲ଼ଡ଼ା ହିଲେଏ, ସାମା ଇୟା ଆ଼ବାତି ଗାୱୁରମି ଲେହେଁ ।
8 କାରଣ ପୁରୁଷ ସ୍ତ୍ରୀଠାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ସ୍ତ୍ରୀ ପୁରୁଷଠାରୁ ଉତ୍ପନ୍ନ ହୋଇଅଛି।
ଇଚିହିଁ ଆ଼ବା ଇୟାନି ତା଼ଣାଟି ଗା଼ଡ଼ି ଆ଼ହାହିଲଅସି ସାମା ଇୟା ଆ଼ବା ତା଼ଣାଟି ଗା଼ଡ଼ି ଆ଼ହାମାନେ ।
9 ଆଉ ସ୍ତ୍ରୀ ନିମନ୍ତେ ତ ପୁରୁଷର ସୃଷ୍ଟି ହେଲା ନାହିଁ; କିନ୍ତୁ ପୁରୁଷ ନିମନ୍ତେ ସ୍ତ୍ରୀର ସୃଷ୍ଟି ହେଲା।
ଅ଼ଡ଼େ ଇୟା କି ଆ଼ବା ଗା଼ଡ଼ି ଆ଼ହାହିଲଅସି ସାମା ଆ଼ବାକି ଇୟା ଗା଼ଡ଼ି ଆ଼ହାମାନେ ।
10 ଏଥିପାଇଁ ଦୂତମାନଙ୍କ ସକାଶେ ସ୍ତ୍ରୀର ଆପଣା ମସ୍ତକରେ ଅଧିକାରର ଚିହ୍ନ ଘେନିବା ଉଚିତ।
୧୦ଏ଼ଦାଆଁତାକି ଦୂତୁୟାଁ ତାକି ଡକ୍ରି ତାନି ଡକ୍ରାତି ଅଦିକାରାତି ସିନାଲେହେଁ ତା଼ର୍ୟୁଁତି ପ୍ଡିକ୍‌ହା କଡାପେ ।
11 ତଥାପି ପ୍ରଭୁଙ୍କଠାରେ ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ କିମ୍ବା ସ୍ତ୍ରୀଠାରୁ ପୁରୁଷ ସ୍ୱତନ୍ତ୍ର ନୁହେଁ। କାରଣ ସ୍ତ୍ରୀ ଯେପରି ପୁରୁଷଠାରୁ ଉତ୍ପନ୍ନ,
୧୧ଆ଼ତିଜିକେଏ ପ୍ରବୁ ତା଼ଣା ଆ଼ବା ତା଼ଣାଟି ଆୟାଟି କାଜାୟି ଆ଼ଏ, ସାମା ଇୟା ତା଼ଣାଟି ଆ଼ବା କାଜାସି ଆ଼ଏ,
12 ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ୱାରା ଉତ୍ପନ୍ନ କିନ୍ତୁ ସମସ୍ତ ବିଷୟ ଈଶ୍ବରଙ୍କଠାରୁ ଉତ୍ପନ୍ନ।
୧୨ଇଚିହିଁ ଆୟାଟି ଏ଼ନିକିଁ ଆ଼ବା ତା଼ଣାଟି ଗା଼ଡ଼ି ଆ଼ହାମାନେ । ଏଲେକିହିଁଏ ଆ଼ବା ଜିକେଏ ଇୟା ତା଼ଣାଟି ଗା଼ଡ଼ି ଆ଼ହାମାନେସି, ସାମା ବାରେ ମାହାପୂରୁ ତା଼ଣାଟି ଗା଼ଡ଼ି ଆ଼ହାମାନେ ।
13 ତୁମ୍ଭେମାନେ ନିଜେ ନିଜେ ବିଚାର କର, ମସ୍ତକ ଆଚ୍ଛାଦନ ନ କରି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବା ସ୍ତ୍ରୀ ପକ୍ଷରେ କଅଣ ଉପଯୁକ୍ତ?
୧୩ମୀରୁ ମୀରୁଏ ବିଚାରା କିହାଁ କଡାଦୁ, ତା଼ର୍ୟୁଁ ପ୍ଡିଗାଆନା ମାହାପୂରୁ ନ଼କିତା ପ୍ରା଼ତାନା କିନାୟି ଇୟାନାକି ନେହେଁ କି?
14 ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ, ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ,
୧୪ମାଣ୍‌କି ମାଙ୍ଗେ ୱେସିମାଞ୍ଜାନେ ଆ଼ବା ଲାମ୍ବା ତା଼ର୍ୟୁଁବା଼ଣାଁ ପିହ୍‌ନାୟି ତାଙ୍ଗେତାକି ଲାଜାତି କାତା ।
15 କିନ୍ତୁ ସ୍ତ୍ରୀ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ? କାରଣ ଆବରଣ ସ୍ୱରୂପେ ତାହାର କେଶ ତାହାକୁ ଦିଆଯାଇଅଛି।
୧୫ସାମା ଆୟାଟି ଲାମ୍ବା ତା଼ର୍ୟୁଁ ବା଼ଣାୟାଁ ପିସ୍ତି ସାରେ ତାଙ୍ଗେତାକି ଗାୱୁରମି ସମାନା, ଇଚିହିଁ ତା଼ର୍ୟୁଁ ପ୍ଡିପ୍‌କି ଆୟାଲି ଇୟାନାକି ଲାମ୍ବା ତା଼ର୍ୟୁଁ ବା଼ଣାୟାଁ ହୀପ୍‌କି ଆ଼ହାମାନେ ।
16 କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ବା ଈଶ୍ବରଙ୍କ ମଣ୍ଡଳୀ-ସମୂହର ମଧ୍ୟ ନାହିଁ।
୧୬ସାମା ଆମ୍ବାଆସି ଏ଼ କାତାତାକି ବା଼ଦିବା଼ଦା କିହାଲି ଅଣ୍‌ପିତିହିଁ ଏ଼ୱାସି ପୁନାପେସି, ମାଙ୍ଗେ ଇଲେତି ମେ଼ରା ହିଲେଏ, ଇଞ୍ଜାଁ ମାହାପୂରୁ କୁଲମିତା ଜିକେଏ ହିଲେଏ ।
17 କିନ୍ତୁ ତୁମ୍ଭମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି।
୧୭ସାମା ମୀ ଆଣ୍ତ୍‌ୱି ଆ଼ନାୟି ନେହାୟି ଆ଼ଆନା ସାମା ଲାଗେଏ ପ଼ଲେଏତାୟି ଆ଼ହିମାନେ, ଏ଼ଦାଆଁତାକି ମିଙ୍ଗେ ନେହାଁତେରି ଇଞ୍ଜାଲି ଆ଼ଡାଆନା ଈ ହୁକୁମି ହୀହାମାଞ୍ଜାଇଁ ।
18 କାରଣ ପ୍ରଥମରେ ମୁଁ ଶୁଣୁଅଛି ଯେ, ମଣ୍ଡଳୀ ସ୍ୱରୂପେ ତୁମ୍ଭମାନଙ୍କର ସମାଗମ ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟିଥାଏ, ଆଉ ମୁଁ କେତେ ପରିମାଣରେ ଏହା ବିଶ୍ୱାସ କରୁଅଛି।
୧୮ଏ଼ନାଆଁତାକି ଇଚିହିଁ ନା଼ନୁ ତଲିଏ ୱେଞ୍ଜିମାଇଁ, କୁଲମି ଲେହେଁ ରୁଣ୍ତା ଆ଼ନାଟି, ମୀ ବିତ୍ରା ଗଚି ଗଚି ଆ଼ହିମାଞ୍ଜେରି, ଇଞ୍ଜାଁ ଈ କାତା ବିତ୍ରା ଏଚେକା ସାତା ଇଞ୍ଜିଁ ନା଼ନୁ ନାମିମାଇଁ ।
19 ଯେପରି ତୁମ୍ଭମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ।
୧୯ଏ଼ନିକିଁ ମୀ ବିତ୍ରାଟି ଆମ୍ବାଆରି ସାତା ତାୟିପାରିତା ଜୀଣା ଆ଼ତାରି ଏ଼ ତ଼ଞ୍ଜାଆ଼ନେରି, ଏ଼ଦାଣିତାକି ମୀ ବିତ୍ରା ଗଚି ଗଚି ଆ଼ନାୟି ପିଟୱି ଆ଼ଏ ।
20 ତୁମ୍ଭମାନଙ୍କର ସମାଗମ ହେବା ସମୟରେ ତୁମ୍ଭେମାନେ ପ୍ରଭୁଭୋଜ ପାଳନ କରି ନ ଥାଅ;
୨୦ଏଚେ଼ତା ମୀରୁ କୁଲମିତା ରୁଣ୍ତା ଆ଼ଦେରି, “ଏ଼ଦି ପ୍ରବୁତି ବ଼ଜି ଆ଼ଏ,”
21 କାରଣ ଭୋଜନ ସମୟରେ ପ୍ରତ୍ୟେକ ଜଣ ଅନ୍ୟର ଅପେକ୍ଷା ନ କରି ଆପଣା ଆହାର ଭୋଜନ କରେ, ସେଥିପାଇଁ ଜଣେ କ୍ଷୁଧାରେ ରହେ ଓ ଅନ୍ୟ ଜଣେ ମାତାଲ ହୁଏ।
୨୧ଏ଼ନାଆଁତାକି ଇଚିହିଁ ବ଼ଜି ତିନାଟି, ରଅସି ଅ଼ଡ଼େ ରଅଣାଇଁ କା଼ଆନା ତାମି ରା଼ନ୍ଦା ତିନେରି, ଏ଼ଦାଆଁତାକି ରଅସି ହାକିଟି ମାନାଟି ଅ଼ଡ଼େ ରଅସି ହ଼ଚାହାଁ ଡ଼ୟିମାନେସି ।
22 କଅଣ? ତୁମ୍ଭମାନଙ୍କର କି ଭୋଜନପାନ କରିବା ନିମନ୍ତେ ଘର ନାହିଁ? କିମ୍ବା ତୁମ୍ଭେମାନେ କଅଣ ଈଶ୍ବରଙ୍କ ମଣ୍ଡଳୀକୁ ଅବଜ୍ଞା କରୁଅଛ, ପୁଣି, ଯେଉଁମାନଙ୍କର ନାହିଁ, ସେମାନଙ୍କୁ ଲଜ୍ଜା ଦେଉଅଛ? ମୁଁ ତୁମ୍ଭମାନଙ୍କୁ କଅଣ କହିବି? କଅଣ ତୁମ୍ଭମାନଙ୍କର ପ୍ରଶଂସା କରିବି? ଏହି ବିଷୟରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ।
୨୨ଏ଼ନାଆଁ ମିଙ୍ଗେ ତିଞ୍ଜା ଉଣ୍ତାଲି ଇଲ୍‌କା ହିଲାଉ? ମୀରୁ ଏ଼ନାଆଁ ମାହାପୂରୁ କୁଲମିତି ମା଼ନୱି ଆ଼ହି ହିଲଅତେରି, ଅ଼ଡ଼େ ଆମ୍ବାଆରାକି ହିଲାଉ ଏ଼ୱାରାଇଁ ଲାଜା କିହିମାଞ୍ଜେରି, ନା଼ନୁ ମିଙ୍ଗେ ଏ଼ନାଆଁ ୱେସ୍ତାଇଁ? ମିଙ୍ଗେ ଏ଼ନିକିଁ ଗାୱୁରମି କିୟାଇଁ? ଈଦାଆଁତାକି ମିଙ୍ଗେ ଗାୱୁରମି କିହିମାଞ୍ଜଅଁ ।
23 କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ,
୨୩ଇଚିହିଁ ନା଼ନୁ ପ୍ରବୁ ତା଼ଣାଟି ବେଟାଆ଼ହାମାନି ଜା଼ପ୍‌ନାଣି ମିଙ୍ଗେ ଜା଼ପ୍‌ହି ମାଞ୍ଜାଇଁ, ଏ଼ଦି ଈଦି ପ୍ରବୁ ଜୀସୁ ସାତ୍ରୁୟାଁ କେୟୁତା ହେର୍‌ପିଆ଼ତି ଲା଼ଆଁୟାଁ ରୂଟି ଅ଼ହାନା, ମାହାପୂରୁଇଁ ଜହରା କିହାନା, ଏ଼ଦାଆଁ ଡିକ୍‌ହାନା ଏଲେଇଚେସି,
24 “ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
୨୪ଈଦି ମିଙ୍ଗେତାକି ନା଼ ଆଙ୍ଗା; ନାଙ୍ଗେ ଅଣ୍‌ପାଲିତାକି ଈଦାଆଁ କିଦୁ ।
25 ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ; ତୁମ୍ଭେମାନେ ଯେତେ ଥର ଏଥିରୁ ପାନ କର, ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
୨୫ଏଲେକିହିଁଏ ତିଚି ଡା଼ୟୁ ଗହ୍‌ନି ସ଼ଲା ଅ଼ହାନା ଏଲେଇଚେସି, ଈ ସ଼ଲା ନା଼ ନେତେରିତା ତୀରିକିତି ପୁଃନି ରା଼ଜିମା଼ନା; ମୀରୁ ଈ ସ଼ଲାଟି ଏଚର ଦେବା ଗହ୍‌ଦେରି ଏଚର ଦେବା ନାଙ୍ଗେ ଅଣ୍‌ପାଲିତାକି କିଦୁ ।
26 କାରଣ ଯେତେ ଥର ତୁମ୍ଭେମାନେ ଏହି ରୁଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ।
୨୬ଇଚିହିଁ ଏଚର ଦେବା ମୀରୁ ଈ ରୂଟି ତିଞ୍ଜେରି ଅ଼ଡ଼େ ଈ ସ଼ଲାଟି ଗହ୍‌ଦେରି, ଏଚର ଦେବା ମୀରୁ ପ୍ରବୁତି ୱା଼ନି ଦିନା ପାତେକା ତାନି ହା଼କିତି କାବ୍ରୁ ୱେ଼କ୍‌ଦେରି ।
27 ଅତଏବ, ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୁଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ।
୨୭ଇଚିହିଁ ଆମ୍ବାଆସି ଜ଼ଗେ ଆ଼ଆନା ପ୍ରବୁ ବ଼ଜିତି ରୂଟି ତିନେସି ଅ଼ଡ଼େ ଈ ସ଼ଲାଟି ଗହ୍‌ନେସି, ଏ଼ୱାସି ପ୍ରବୁତି ଆଙ୍ଗା ଅ଼ଡ଼େ ନେତେରିତି ଦା଼ୟି ଆ଼ନେସି ।
28 କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୁଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ।
୨୮ଏ଼ଦାଆଁତାକି ମାଣ୍‌ସି ତଲିଏ ତା଼ନୁଏ ତାଙ୍ଗେ ତାୟିପାରି କିହାଁ କଡାହାଁ ଈ ରୂଟି ତିଣ୍‌ମ୍ବେସି ଅ଼ଡ଼େ ଈ ଗହ୍‌ନି ସ଼ଲାଟି ଗସ୍‌ପେସି ।
29 କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ଜାଣି ଭୋଜନ କରେ ଓ ପାନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ।
୨୯ଇଚିହିଁ ଆମ୍ବାଆସି ପ୍ରବୁତି ଆଙ୍ଗାତି ଏ଼ନାୟି ଇଞ୍ଜିଁ ଅଣ୍‌ପାଆନା ତିନେସି ଅ଼ଡ଼େ ଗହ୍‌ନେସି ଏ଼ୱାସି ତାନି ମୁହେଁ ଡଣ୍ତ ବେଟାଆ଼ହାଲି ତିନେସି ଅ଼ଡ଼େ ଗହ୍‌ନେସି ।
30 ଏହି ହେତୁ ତୁମ୍ଭମାନଙ୍କ ମଧ୍ୟରେ ଅନେକେ ଦୁର୍ବଳ ଓ ପୀଡ଼ିତ, ପୁଣି, ଅନେକେ ମହାନିଦ୍ରାପ୍ରାପ୍ତ ଅଟନ୍ତି।
୩୦ଏ଼ଦାଆଁତାକି ମୀ ବିତ୍ରାଟି ହା଼ରେକା ଲ଼କୁ ବା଼ଡ଼୍‌ୟୁ ହିଲାଆଗାଟାତେରି ଇଞ୍ଜାଁ ହା଼ରେକା ଲ଼କୁ ନ଼ମେରି ଗାଟାରି ଅ଼ଡ଼େ ହା଼ରେକା ଜା଼ଣା ହା଼ହା ହାଜାମାନେରି ।
31 କିନ୍ତୁ ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉ ନ ଥାଆନ୍ତୁ।
୩୧ସାମା ମା଼ର ତଲିଏ ଜାହା ଜାହାରାଇଁ ତାୟିପାରି କିତିହିଁମା ମାହାପୂରୁ ମାଙ୍ଗେ ବିଚାରା କିୟାଆତେସିମା ।
32 ଆଉ, ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥିନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ।
୩୨ଅ଼ଡ଼େ ଦାର୍‌ତି ତଲେ ଏ଼ନିକିଁ ମା଼ର ଡଣ୍ତ ପ୍ଣାଃଆୟି, ଏ଼ଦାଆଁତାକି ପ୍ରବୁତି ତା଼ଣା ବିଚାରା କିୱି ଆ଼ହାଁ ସା଼ସ୍ତି ବେଟାଆ଼ହି ମାନାୟି ।
33 ଅତଏବ, ମୋହର ଭାଇମାନେ, ତୁମ୍ଭେମାନେ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର।
୩୩ଏ଼ଦାଆଁତାକି ନା଼ ତାୟିୟାଁ, ମୀରୁ ପ୍ରବୁତି ବ଼ଜି ତିଞ୍ଜାଲି ତାକି ରୁଣ୍ତା ଆ଼ନାଟି ମୀରୁ ରଅତେରି ରଅଣାଇଁ କା଼ଦୁ ।
34 ତୁମ୍ଭମାନଙ୍କ ସମାଗମ ଯେପରି ଦଣ୍ଡ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ, ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି।
୩୪ମୀରୁ ରୁଣ୍ତା ଆ଼ନାୟି ଏ଼ନିକିଁ ମାହାପୂରୁତି ଡଣ୍ତ ବେଟାଆ଼ହାଲି ଆ଼ଏ, ଏ଼ଦାଆଁତାକି ଆମ୍ବାଆସି ହାକି ଆ଼ହାମାନେସି ଏ଼ୱାସି ତାମି ଇଜ ତିନାପେସି, ଅ଼ଡ଼େ ଆଗାଡ଼ା ୱେସ୍ତାନି କାତା ନା଼ନୁ ୱା଼ତିସାରେ ତେଲ୍‌ହି କିୟାଇଁ ।

< କରିନ୍ଥୀୟ 11 >