< କରିନ୍ଥୀୟ 1 >
1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଆହୂତ ଜଣେ ପ୍ରେରିତ, ଓ ଭ୍ରାତା ସୋସ୍ଥିନା,
୧ପାର୍ମେଶ୍ୱାର୍ଆଃ ମନେଲେକାତେ ୟୀଶୁ ଖ୍ରୀଷ୍ଟ୍ଆଃ କୁଲାକାନ୍ନିଃ ଲେକା ସାଲାକାନ୍, ଆଇଙ୍ଗ୍ ପାଉଲୁସ୍ ଆଡଃ ଆବୁଆଃ ହାଗା ସସ୍ଥିନା,
2 କରିନ୍ଥ ସହରରେ ଥିବା ଈଶ୍ବରଙ୍କ ମଣ୍ଡଳୀ ନିକଟକୁ ପତ୍ର; ଯେଉଁମାନେ ସର୍ବତ୍ର, ସେମାନଙ୍କ ଓ ଆମ୍ଭମାନଙ୍କ ସ୍ଥାନରେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ରୀକୃତ ଓ ଆହୂତ ସାଧୁ ଯେ ତୁମ୍ଭେମାନେ,
୨ଆଲେ କରିନ୍ଥି ନାଗାର୍ରେ ତାଇନଃତାନ୍ ପାର୍ମେଶ୍ୱାର୍ଆଃ କାଲିସିୟାତେ ନେ ଚିଟାଉଲେ ଅଲେତାନା ଅକନ୍କ ପାର୍ମେଶ୍ୱାର୍ଆଃ ପାବିତାର୍ ହଡ଼ ହବାଅଃ ନାଗେନ୍ତେକ ସାଲାକାନା, ଆଡଃ ୟୀଶୁ ଖ୍ରୀଷ୍ଟ୍ଲଃ ମେସାକାନ୍ ହରାତେ ପାର୍ମେଶ୍ୱାର୍ଆଃ ହବାକାନାକ, ଆଡଃ ସବେନ୍ସାଃରେ ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍କେକ ସେୱାତାନା ।
3 ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।
୩ଆବୁଆଃ ଆପୁ ପାର୍ମେଶ୍ୱାର୍ ଆଡଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍ ଇନ୍କୁ ସବେନ୍କକେ ସାୟାଦ୍ ଆଡଃ ଜୀଉସୁକୁ ଏମାକକାଏ ।
4 ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କୁ ଦିଆଯାଇଥିବା ଈଶ୍ବରଙ୍କ ଯେଉଁ ଅନୁଗ୍ରହ, ସେଥିନିମନ୍ତେ ମୁଁ ସର୍ବଦା ତୁମ୍ଭମାନଙ୍କ ବିଷୟରେ ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି,
୪ଚିୟାଃଚି ଆପେ ୟୀଶୁ ଖ୍ରୀଷ୍ଟ୍ଲଃ ମେସାକାନ୍ ହରାତେ ଆଡଃ ପାର୍ମେଶ୍ୱାର୍ ଆପେକେ ସାୟାଦ୍ ଏମାକାଦ୍ପେ ନାଗେନ୍ତେ, ଆଇଙ୍ଗ୍ ପାର୍ମେଶ୍ୱାର୍କେ ସବେନ୍ ଇମ୍ତା ଧାନ୍ୟାବାଦ୍ ଏମାଇ ତାନାଇଙ୍ଗ୍ ।
5 କାରଣ ତାହାଙ୍କଠାରେ ସମସ୍ତ ବିଷୟରେ, ବିଶେଷତଃ ସମସ୍ତ ପ୍ରକାର ଶିକ୍ଷାଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ ତୁମ୍ଭେମାନେ ଧନବାନ ହୋଇଅଛ;
୫ଚିୟାଃଚି ୟୀଶୁ ଖ୍ରୀଷ୍ଟ୍ଲଃ ମେସାକାନ୍ ହରାତେ ଆପେ ସବେନ୍ ବିଷାଏରେୟାଃ ଇନିତୁରେ ଆଡଃ ସେଣାଁଁରେ କିସାଁଣ୍କାନାପେ ।
6 ଏହି ପ୍ରକାରେ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ତୁମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି।
୬ୟୀଶୁ ଖ୍ରୀଷ୍ଟ୍ ବିଷାଏରେୟାଃ ଗାୱା କାଜି ଆପେତାଃରେ ପୁରାଃତେ ପକ୍ତାକାନା ।
7 ଏଣୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହଦାନର ଊଣା ପଡ଼ୁ ନାହଁ;
୭ଏନାମେନ୍ତେ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍ଆଃ ଉନୁଦୁବଃ ଇମ୍ତାକେ ତାଙ୍ଗିତାନ୍ ଇମ୍ତା ଆପେୟାଃ ଜେତାନ୍ ଆତ୍ମିକ୍ ବାର୍ଦାନ୍ରେ କାପେ ଜାଞ୍ଜିକାନା ।
8 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମ୍ଭେମାନେ ଅନିନ୍ଦନୀୟ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ।
୮ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍ଆଃ ହିନିଜୁଃ ହୁଲାଙ୍ଗ୍ରେ, ଆପେ ଆଲକାପେ ଚିଟାଅଃଆ, ମେନ୍ତେ ଇନିଃହଗି ଆପେକେ ଟୁଣ୍ଡୁ ଜାକେଦ୍ ଯାତ୍ନାଅପେୟାଏ ।
9 ଈଶ୍ବର ବିଶ୍ୱସ୍ତ, ଯାହାଙ୍କ ଦ୍ୱାରା ତୁମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କ ପ୍ରଭୁଙ୍କର ସହଭାଗିତା ନିମନ୍ତେ ଆହୂତ ହୋଇଅଛ।
୯ପାର୍ମେଶ୍ୱାର୍ ଆୟାଃ ହନ୍ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍ଲଃ ମେନେସାଅଃ ନାଗେନ୍ତେ ଆବୁକେ କେଡ଼ାକାଦ୍ବୁଆ, ଇନିଃ ପାତିୟାରଃ ଲେକାନ୍ନିଃ ତାନିଃ ।
10 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଯେପରି ତୁମ୍ଭେମାନେ ସମସ୍ତେ ଏକ କଥା କୁହ, ଆଉ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ, କିନ୍ତୁ ତୁମ୍ଭେମାନେ ଏକ ମନରେ ଓ ଏକ ବିଚାରରେ ସମ୍ମିଳିତ ହୁଅ।
୧୦ହେ ହାଗା ମିଶିକ, ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍ଆଃ ନୁତୁମ୍ତେ ଆଇଙ୍ଗ୍ ଆପେକେଇଙ୍ଗ୍ ବିନ୍ତିପେ ତାନା, ଜାଗାର୍ତାନ୍ ଇମ୍ତା ମିଦ୍ମନ୍ତେଗି ଜାଗାରେପେ । ଏନାରେ ଆପେ ଥାଲାରେ ଜେତାନ୍ ବିନ୍ଗାଅ କା ହବାଅଃଆ, ଆଡଃ ମିଦ୍ ମନ୍, ମିଦ୍ ଉଡ଼ୁଃରେ ପକ୍ତାକେଦ୍ତେ ମେସାଅଃପେ ।
11 କାରଣ, ହେ ମୋହର ଭାଇମାନେ, ଖ୍ଳୟୀଙ୍କ ପରିଜନଙ୍କଠାରୁ ତୁମ୍ଭମାନଙ୍କ ସମ୍ବନ୍ଧରେ ମୋʼ ନିକଟରେ ଏହା ପ୍ରକାଶ ପାଇଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ଅଛି।
୧୧ହେ ହାଗା ମିଶିକ, ଆପେ ଥାଲାରେ କାପ୍ଜି ହବାଅଃତାନା ମେନ୍ତେ ଖ୍ଲୟୀଆଃ ଅଡ଼ାଃରେନ୍ ଚିମିନ୍ଝାନ୍ ହଡ଼କ ଆଇଙ୍ଗ୍କେକ ଉଦୁବ୍କାଦିୟାଁ ।
12 ମୋʼ କଥାର ଭାବ ଏହି, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି କହନ୍ତି, ମୁଁ ପାଉଲଙ୍କର, କେହି କେହି କହନ୍ତି, ମୁଁ ଆପଲ୍ଲଙ୍କର, କେହି କେହି କହନ୍ତି, ମୁଁ କୈଫାଙ୍କର, ଆଉ କେହି କେହି କହନ୍ତି, ମୁଁ ଖ୍ରୀଷ୍ଟଙ୍କର।
୧୨ଆଇଁୟାଃ ଉଡ଼ୁଃରେ, ଆପେକଏତେ ଚିମିନ୍ ହଡ଼କ କାଜିୟାଃ, “ଆଲେ ପାଉଲୁସ୍କେଲେ ଅତଙ୍ଗ୍ଇଁତାନା,” ଆଡଃ ଚିମିନ୍କ କାଜିୟାଃ, “ଆଲେ ଆପୋଲୋକେଲେ ଅତଙ୍ଗ୍ଇଁତାନା,” ଆଡଃ ଚିମିନ୍କ କାଜିୟାଃ, “ଆଲେ ପାତ୍ରାସ୍କେଲେ ଅତଙ୍ଗ୍ଇଁତାନା,” ଆଡଃ ଚିମିନ୍କ କାଜିୟାଃ, “ଆଲେ ଖ୍ରୀଷ୍ଟ୍କେଲେ ଅତଙ୍ଗ୍ଇଁତାନା ।”
13 ଖ୍ରୀଷ୍ଟ କି ବିଭକ୍ତ ହୋଇଅଛନ୍ତି? ତୁମ୍ଭମାନଙ୍କ ନିମନ୍ତେ କି ପାଉଲ କ୍ରୁଶରେ ହତ ହୋଇଥିଲା? କିମ୍ବା ତୁମ୍ଭେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ?
୧୩ଖ୍ରୀଷ୍ଟ୍ ଚିନାଃ ହିସାକାନାଏ? ଆପେ ନାଗେନ୍ତେଚି ପାଉଲୁସ୍ କ୍ରୁଶ୍ରେ କିଲାକାନ୍ ତାଇକେନା? ଚାଏ ଆପେଚି ପାଉଲୁସ୍ ନୁତୁମ୍ତେପେ ବାପ୍ତିସ୍ମାକାନ୍ ତାଇକେନା?
14 କାଳେ ତୁମ୍ଭେମାନେ ମୋହର ନାମରେ ବାପ୍ତିଜିତ ହୋଇଅଛ ବୋଲି କେହି କହିବ,
୧୪ପାର୍ମେଶ୍ୱାର୍ଆଃ ଧାନ୍ୟାବାଦ୍ ହବାଅଃକା, ଆଇଙ୍ଗ୍ କ୍ରୀଷ୍ପସ୍ ଆଡଃ ଗାୟସ୍କେ ବାଗିକେଦ୍ତେ ଆପେଏତେ ଜେତାଏକେ ବାପ୍ତିସ୍ମା କାଇଙ୍ଗ୍ ଏମ୍ ।
15 ଏଥିପାଇଁ କ୍ରୀଷ୍ପ ଓ ଗାୟ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କାହାରିକୁ ବାପ୍ତିସ୍ମ ଦେଇ ନାହିଁ ବୋଲି ମୁଁ ଈଶ୍ବରଙ୍କୁ ଧନ୍ୟବାଦ ଦିଏ।
୧୫ଏନାତେ ଆପେ ଆଇଁୟାଃ ନୁତୁମ୍ତେ ବାପ୍ତିସ୍ମାକାନାପେ ମେନ୍ତେ ଜେତାଏ କାକ କାଜି ଦାଡ଼ିୟା ।
16 ଆଉ ସ୍ତିଫାନଙ୍କ ପରିଜନଙ୍କୁ ମଧ୍ୟ ବାପ୍ତିସ୍ମ ଦେଇଅଛି, ଏହା ଛଡ଼ା ମୁଁ ଆଉ କାହାରିକୁ ବାପ୍ତିସ୍ମ ଦେଇଅଛି ବୋଲି ମୋହର ମନେ ପଡ଼ୁ ନାହିଁ।
୧୬ହେଗି, ଆଇଙ୍ଗ୍, ସ୍ତିଫାନ୍ ଆଡଃ ଆୟାଃ ଅଡ଼ାଃରେନ୍କକେ ବାପ୍ତିସ୍ମା ଏମାକାଦ୍କଆଇଙ୍ଗ୍, ଆଡଃ ଏଟାଃକକେ ବାପ୍ତିସ୍ମା ଏମାକାଦ୍କଆଇଙ୍ଗ୍ ମେନ୍ତେ ଆଇଙ୍ଗ୍ କାଇଙ୍ଗ୍ ପାହାମେତାନା ।
17 କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମ ଦେବା ନିମନ୍ତେ ପ୍ରେରଣ କରିନାହାଁନ୍ତି, ମାତ୍ର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କରିଅଛନ୍ତି; ତାହା ମଧ୍ୟ ବାକ୍ୟ ଆଡ଼ମ୍ବରରେ ନୁହେଁ, କାଳେ କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ ବ୍ୟର୍ଥ ହୁଏ।
୧୭ଚିୟାଃଚି ବାପ୍ତିସ୍ମା ଏମ୍ ନାଗେନ୍ତେ ଖ୍ରୀଷ୍ଟ୍ ଆଇଙ୍ଗ୍କେ କାଏ କୁଲ୍, ମେନ୍ଦ ସୁକୁକାଜି ଉଦୁବ୍ ନାଗେନ୍ତେ କୁଲାକାଦିୟାଁ; ଏନାହଗି କ୍ରୁଶ୍ ଚେତାନ୍ରେ ୟୀଶୁ ଖ୍ରୀଷ୍ଟ୍ଆଃ ଗନଏଃ ଆଲକା ସାମାଏଣ୍ଡାଗଃକା ମେନ୍ତେ ମାନୱାକଆଃ ସେଣାଁଁରେୟାଃ କାଜି ଲେକାତେ କା ହବାକାନା ।
18 କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ବରଙ୍କ ଶକ୍ତି ଅଟେ।
୧୮ଜିୟନଃତାନ୍ ହଡ଼କ ନାଗେନ୍ତେ କ୍ରୁଶ୍ ଚେତାନ୍ରେ ଖ୍ରୀଷ୍ଟ୍ଆଃ ଗନଏଃରାଃ କାଜି ମୁରୁଖ୍ କାଜି ତାନାଃ, ମେନ୍ଦ ଜୀଉ ବାଞ୍ଚାଅ ନାମେତାନ୍ ହଡ଼କ, ଆବୁଆଃ ନାଙ୍ଗ୍ ନେଆଁଁ ପାର୍ମେଶ୍ୱାର୍ଆଃ ପେଡ଼େଃ ତାନାଃ ।
19 ଯେଣୁ ଏହା ଲେଖାଅଛି, “ଆମ୍ଭେ ଜ୍ଞାନୀମାନଙ୍କର ଜ୍ଞାନ ନଷ୍ଟ କରିବା, ଆଉ ବୁଦ୍ଧିମାନମାନଙ୍କର ବୁଦ୍ଧି ଅଗ୍ରାହ୍ୟ କରିବା।”
୧୯ଧାରାମ୍ପୁଥିରେ ଅଲାକାନା, “ଆଇଙ୍ଗ୍ ସେଣାଁଁନ୍ ହଡ଼କଆଃ ସେଣାଁଁ ଜିୟନେୟାଇଙ୍ଗ୍, ବୁଦ୍ଧିମାନ୍ ହଡ଼କଆଃ ବୁଦ୍ଧିକେଇଙ୍ଗ୍ ଗେନାଆତମେୟା ।”
20 ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ? ଏହି ଯୁଗର ତାର୍କିକ କାହିଁ? ଈଶ୍ବର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରି ନାହାନ୍ତି? (aiōn )
୨୦ନେ ପାରିୟାରେନ୍ ସେଣାଁଁନ୍ ହଡ଼କ, ବୁଦ୍ଧିମାନ୍ ହଡ଼କ, ଚାଏ ଆଇନ୍ ଇତୁକ କତେରେକଆ? ପାର୍ମେଶ୍ୱାର୍ ନେ ଅତେଦିଶୁମ୍ରେୟାଃ ସେଣାଁଁକେ ଡଣ୍ଡ ତାନାଃ ମେନ୍ତେ କାଏଚି ଉଦୁବ୍କାଦା? (aiōn )
21 କାରଣ ଈଶ୍ବରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ବରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ବିଶ୍ଵାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ବର ସନ୍ତୁଷ୍ଟ ହେଲେ।
୨୧ଚିୟାଃଚି ପାର୍ମେଶ୍ୱାର୍ ଆୟାଃ ପୁରାଃ ସେଣାଁଁତେ ଉହାଟ୍କାଦ୍ ତାଇକେନା ଚି, ଅତେଦିଶୁମ୍ରେନ୍ ହଡ଼କ ଆକଆଃ ସେଣାଁଁତେ ପାର୍ମେଶ୍ୱାର୍କେ ଆଲକାକ ସାରି ଦାଡ଼ିକା, ଆବୁ ଉଦୁବ୍ତାନ୍ ସୁକୁକାଜିକେ ଡଣ୍ଡ ମେନ୍ତେ କାଜିୟଃତାନା, ଏନ୍ ସୁକୁକାଜିରେ ବିଶ୍ୱାସେତାନ୍ ହଡ଼କକେ ବାଞ୍ଚାଅକ ନାଗେନ୍ତେ ପାର୍ମେଶ୍ୱାର୍ ମନେକେଦାଏ ।
22 କାରଣ ଯିହୁଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ୍ମାନେ ଜ୍ଞାନ ଅନ୍ୱେଷଣ କରନ୍ତି,
୨୨ଯିହୁଦୀ ହଡ଼କ ପେଡ଼େୟାନ୍ ଚିହ୍ନାଁକ ଦାଣାଁଁ, ଆଡଃ ଗ୍ରୀକ୍ ହଡ଼କ ସେଣାଁଁକ ନାମ୍ବାଡ଼ାଃ,
23 କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୁଦୀମାନଙ୍କ ନିମନ୍ତେ ବିଘ୍ନସ୍ୱରୂପ ଓ ଅଣଯିହୁଦୀମାନଙ୍କ ନିମନ୍ତେ ମୂର୍ଖତାସ୍ୱରୂପ,
୨୩ମେନ୍ଦ ଆଲେ କ୍ରୁଶ୍ରେ କିଲାକାନ୍ ୟୀଶୁ ଖ୍ରୀଷ୍ଟ୍କେଲେ ଉଦୁବ୍ତାନା । ନେ କାଜି ଯିହୁଦୀ ହଡ଼କ ନାଗେନ୍ତେ ତହଦଃ ଲେକାନାଃ ତାନାଃ ଆଡଃ ସାଅଁସାର୍ ହଡ଼କ ନାଗେନ୍ତେ ମୁରୁଖ୍ ଲେକାନାଃ ତାନାଃ,
24 କିନ୍ତୁ ଯିହୁଦୀ ହେଉ ବା ଗ୍ରୀକ୍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ବରଙ୍କ ଶକ୍ତି ଓ ଈଶ୍ବରଙ୍କ ଜ୍ଞାନସ୍ୱରୂପ ଅଟନ୍ତି।
୨୪ମେନ୍ଦ ଯିହୁଦୀ ହବାଃଅ ଚାଏ ସାଅଁସାର୍, ପାର୍ମେଶ୍ୱାର୍ କେଡ଼ାକାଦ୍ ସବେନ୍କ ନାଗେନ୍ତେ ୟୀଶୁ ଖ୍ରୀଷ୍ଟ୍ ହବାଅଃ ତାନାଏ, ପାର୍ମେଶ୍ୱାର୍ଆଃ ପେଡ଼େଃ ଆଡଃ ସେଣାଁଁ ।
25 ଯେଣୁ ଈଶ୍ବରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ବରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ।
୨୫ଚିୟାଃଚି ଅକ୍ନାଃ ପାର୍ମେଶ୍ୱାର୍ଆଃ ମୁରୁଖ୍ ବିଷାଏ ମେନ୍ତେ ଉଡ଼ୁଗଃ ତାନା, ଏନା ମାନୱା ସେଣାଁଁଏତେ ପୁରାଃ ସେଣାଁଁନ୍ଗିଆ । ଆଡଃ ଅକ୍ନାଃ ପାର୍ମେଶ୍ୱାର୍ଆଃ କା ପେଡ଼େୟାନ୍ ବିଷାଏ ମେନ୍ତେ ଉଡ଼ୁଗଃ ତାନା, ଏନା ମାନୱାରାଃ ପେଡ଼େଃହେତେ ପୁରାଃଗି ପେଡ଼େୟାନ୍ଗିୟା ।
26 କାରଣ, ହେ ଭାଇମାନେ, ତୁମ୍ଭମାନଙ୍କ ଆହ୍ୱାନ ବିଷୟ ଭାବି ଦେଖ, ସାଂସାରିକ ମତାନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୂତ ହୋଇ ନାହାନ୍ତି;
୨୬ହେ ହାଗା ମିଶିକ, ପାର୍ମେଶ୍ୱାର୍ ଆପେକେ କେଡ଼ାକେଦ୍ପେ ଇମ୍ତା ଆପେ ଚିଲ୍କାପେ ତାଇକେନା, ଏନା ପାହାମେପେ । ଅତେଦିଶୁମ୍ ଲେକାତେ ଆପେକଏତେ ଚିମିନ୍ ଝାନ୍ ହଡ଼କ ସେଣାଁଁନ୍ କାପେ ତାଇକେନା, ପୁରାଃ ପେଡ଼େୟାନ୍ କାପେ ତାଇକେନା, ଆଡଃ ମାରାଙ୍ଗ୍ ଅଡ଼ାଃରେନ୍ କାପେ ତାଇକେନା ।
27 କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ବରଙ୍କ ଛାମୁରେ ଗର୍ବ ନ କରେ,
୨୭ପାର୍ମେଶ୍ୱାର୍ ସେଣାଁଁନ୍ ହଡ଼କକେ ଗିହୁଃଇଚିକ ନାଗେନ୍ତେ ଅତେଦିଶୁମ୍ ଲେକାତେ କା ସେଣାଁଁନ୍ ହଡ଼କକେ ସାଲାକେଦ୍କଆ ଆଡଃ ପେଡ଼େୟାନ୍ ହଡ଼କକେ ଗିହୁଃଇଚିକ ନାଗେନ୍ତେ ଅତେଦିଶୁମ୍ରେ କା ପେଡ଼େୟାନ୍ ହଡ଼କକେ ସାଲାକେଦ୍କଆ ।
28 ଏଥିପାଇଁ ଈଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖମାନଙ୍କୁ ମନୋନୀତ କଲେ, ପୁଣି, ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଈଶ୍ବର ଜଗତର ଦୁର୍ବଳମାନଙ୍କୁ ମନୋନୀତ କଲେ,
୨୮ଅତେଦିଶୁମ୍ ଲେକାତେ ଅକ୍ନାଃ ଲାଗାତିଙ୍ଗ୍ତେୟାଃ ତାନାଃ, ଏନାକେ ଜିୟନେ ନାଗେନ୍ତେ ଅତେଦିଶୁମ୍ରେ ହିନିସ୍ତା, ହିଲାଙ୍ଗ୍ୟେଁ ଆଡଃ ମୁରୁଖ୍ ବିଷାଏକକେ ପାର୍ମେଶ୍ୱାର୍ ସାଲାକେଦାଏ ।
29 ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେ ସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ବର ଜଗତର ନୀଚ ଓ ତୁଚ୍ଛ ଲୋକମାନଙ୍କୁ, ହଁ, ନଗଣ୍ୟ ଲୋକମାନଙ୍କୁ ମନୋନୀତ କଲେ।
୨୯ନେଆଁଁତେ ସାରିୟଃତାନା, ପାର୍ମେଶ୍ୱାର୍ଆଃ ଆୟାର୍ରେ ଜେତା ହଡ଼ ଆପାନ୍କେ ମାରାଙ୍ଗ୍ୟେଁନ୍ କାଏ ଦାଡ଼ିୟା ।
30 କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ଈଶ୍ବରଙ୍କଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ, ଅର୍ଥାତ୍, ଧାର୍ମିକତା, ପବିତ୍ରତା ଓ ମୁକ୍ତି-ସ୍ୱରୂପ ହୋଇଅଛନ୍ତି।
୩୦ମେନ୍ଦ ପାର୍ମେଶ୍ୱାର୍ ଆପେକେ ୟୀଶୁ ଖ୍ରୀଷ୍ଟ୍ଲଃ ମେସାକାଦ୍ପେଆଏ ଆଡଃ ଏନ୍ ୟୀଶୁ ଖ୍ରୀଷ୍ଟ୍କେୟ ଆବୁଆଃ ସେଣାଁଁ ଲେକାଏ ବାଇକିୟା । ଆୟାଃ ହରାତେ ପାର୍ମେଶ୍ୱାର୍ଲଃ ଆବୁଆଃ ସାର୍ତି ନାତା ହବାକାନା, ଆବୁ ପାର୍ମେଶ୍ୱାର୍ଆଃ ଧାର୍ମାନ୍ ଆଡଃ ପାବିତାର୍ ହଡ଼ ହବାକେଦ୍ତେ ମୁକ୍ତିବୁ ନାମାକାଦା ।
31 ଅତଏବ, ଯେପରି ଲେଖାଅଛି, “ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ।”
୩୧ଏନାତେ ଧାରାମ୍ପୁଥିରେ ଅଲାକାନା, “ଜେତାଏ ଆପାନ୍କେ ମାରାଙ୍ଗ୍ୟେଁନ୍ ରିକା ନାଗେନ୍ତେ ସାନାଙ୍ଗ୍ତାନ୍ନିଃ, ପ୍ରାଭୁ କାମିକାଦ୍ କାମି ନାଗେନ୍ତେ ଏସ୍କାର୍ ଇନିଃ ଆପାନ୍କେ ମାରାଙ୍ଗ୍ୟେଁନ୍କାଏ ।”