< ପ୍ରଥମ ବଂଶାବଳୀ 1 >

1 ଆଦମ, ଶେଥ, ଈନୋଶ;
Adam, Sit, Enos,
2 କୟିନାନ, ମହଲଲେଲ, ଯେରଦ;
Kajinan, Maleleilo, Jared,
3 ହନୋକ, ମଥୂଶେଲହ, ଲେମକ;
Enoh, Matusal, Lameh,
4 ନୋହ, ଶେମ, ହାମ ଓ ଯେଫତ୍‍।
Noje, Sim, Ham i Jafet.
5 ଯେଫତ୍‍ର ସନ୍ତାନ ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍ ଥିଲେ।
Sinovi Jafetovi: Gomer i Magog i Madaj i Javan i Tovel i Mosoh i Tiras.
6 ପୁଣି, ଗୋମରର ସନ୍ତାନ ଅସ୍କିନସ୍‍, ଦୀଫତ୍‍ ଓ ତୋଗର୍ମା ଥିଲେ।
A sinovi Gomerovi: Ashenas i Rafat i Togarma.
7 ଆଉ, ଯବନର ସନ୍ତାନ ଇଲୀଶା, ତର୍ଶୀଶ, କିତ୍ତୀମ ଓ ରୋଦାନିମ୍‍ ଥିଲେ।
A sinovi Javanovi: Elisa i Tarsis, Kitim i Dodanim.
8 ହାମର ସନ୍ତାନ କୂଶ, ମିସର, ପୂଟ୍‍ ଓ କିଣାନ ଥିଲେ।
Sinovi Hamovi: Hus i Misraim, Fut i Hanan.
9 ପୁଣି, କୂଶର ସନ୍ତାନ ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଥିଲେ। ରୟମାର ସନ୍ତାନ ଶିବା ଓ ଦଦାନ।
A sinovi Husovi: Sava i Avila i Savata i Regma i Savataka. A sinovi Regmini: Sava i Dedan.
10 ଆଉ, କୂଶ ନିମ୍ରୋଦ୍‍କୁ ଜାତ କଲା; ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା।
I Hus rodi Nevroda. On prvi bi silan na zemlji.
11 ମିସର ଲୁଦୀୟ, ଅନାମୀୟ, ଲହାବୀୟ, ନପ୍ତୂହୀୟ,
A Misraim rodi Ludeje i Anameje i Leaveje i Naftuheje,
12 ପଥ୍ରୋଷୀୟ, ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା।
I Patruseje i Hasluheje, od kojih izidoše Filisteji i Kaftoreji.
13 ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ଏବଂ ହେତ୍‍କୁ ଜାତ କଲା;
A Hanan rodi Sidona prvenca svojega, i Heta,
14 ପୁଣି, ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ,
I Jevuseje i Amoreje i Gergeseje,
15 ହିବ୍ବୀୟ, ଅର୍କୀୟ, ସିନୀୟ,
I Jeveje i Arukeje i Aseneje,
16 ଅର୍ବଦୀୟ, ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା।
I Arvadeje i Samareje i Amateje.
17 ଶେମର ସନ୍ତାନଗଣ; ଏଲମ୍‍, ଅଶୂର, ଅର୍ଫକ୍ଷଦ, ଲୁଦ୍‍, ଅରାମ, ଊଷ୍‍, ହୂଲ, ଗେଥର ଓ ମେଶକ୍‍।
Sinovi Simovi: Elam i Asur i Arfaksad i Lud i Aram i Uz i Ul i Geter i Meseh.
18 ପୁଣି, ଅର୍ଫକ୍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା।
A Arfaksad rodi Salu, a Sala rodi Evera.
19 ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍‍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍‍।
A Everu se rodiše dva sina; jednome beše ime Faleg, jer se u njegovo vrijeme razdijeli zemlja; a ime bratu njegovu Jektan.
20 ପୁଣି, ଯକ୍ତନ୍‍ ଅଲ୍‍ମୋଦଦ, ଶେଲଫ୍‍, ହତ୍‍ସର୍ମାବତ୍‍, ଯେରହ,
A Jektan rodi Almodada i Salefa i Asarmota i Jaraha,
21 ହଦୋରାମ, ଊଷଲ, ଦିକ୍ଲା,
I Adorama i Uzala i Diklu,
22 ଓବଲ, ଅବୀମାୟେଲ୍, ଶିବା,
I Evala i Avimaila i Savu,
23 ଓଫୀର, ହବୀଲା ଓ ଯୋବବ୍‍କୁ ଜାତ କଲା। ଏମାନେ ଯକ୍ତନ୍‍ର ସନ୍ତାନ।
I Ofira i Evilu i Jovava: ti svi bjehu sinovi Jektanovi.
24 ଶେମ, ଅର୍ଫକ୍ଷଦ, ଶେଲହ;
Sim, Arfaksad, Sala,
25 ଏବର, ପେଲଗ୍‍, ରୀୟୂ;
Ever, Faleg, Ragav,
26 ସରୁଗ, ନାହୋର, ତେରହ
Seruh, Nahor, Tara,
27 ଅବ୍ରାମ‍, ଅର୍ଥାତ୍‍ ଅବ୍ରହାମ।
Avram, to je Avraam.
28 ଅବ୍ରହାମଙ୍କର ପୁତ୍ର ଇସ୍‌ହାକ ଓ ଇଶ୍ମାୟେଲ।
Sinovi Avramovi: Isak i Ismailo.
29 ଏମାନଙ୍କର ବଂଶାବଳୀ ଏହି; ଇଶ୍ମାୟେଲର ପ୍ରଥମଜାତ ନବାୟୋତ୍‍; ତହିଁ ଉତ୍ତାରେ କେଦାର, ଅଦ୍‍ବେଲ, ମିବ୍‍ସମ୍‍, ମିଶ୍ମା ଓ ଦୂମା, ମସା;
Ovo je pleme njihovo: prvenac Ismailov Navajot, pa Kidar i Avdeilo i Mivsam.
30 ହଦଦ୍‍ ଓ ତେମା, ଯିଟୁର, ନାଫୀଶ୍‍ ଓ କେଦମା;
Misma i Duma, Masa, Adad i Tema,
31 ଏମାନେ ଇଶ୍ମାୟେଲର ସନ୍ତାନ ଥିଲେ।
Jetur, Nafis i Kedma; to su sinovi Ismailovi.
32 ଅବ୍ରହାମଙ୍କର ଉପପତ୍ନୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍‍, ଯକ୍‍ଷନ୍‍, ମଦାନ୍‍, ମିଦୀୟନ, ଯିଶ୍‍ବକ ଓ ଶୂହକୁ ଜାତ କଲା। ଆଉ ଯକ୍‍ଷନ୍‍ର ସନ୍ତାନ ଶିବା ଓ ଦଦାନ।
A sinovi Heture inoèe Avramove: ona rodi Zemrana i Joksana i Madana i Madijana i Jesvoka i Suja. A sinovi Joksanovi: Sava i Dedan.
33 ଆଉ ମିଦୀୟନର ସନ୍ତାନ ଐଫା, ଏଫର, ହନୋକ, ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ।
A sinovi Madijanovi: Gefa i Efer i Enoh i Avida i Eldaga. Ti svi bjehu sinovi Heturini.
34 ପୁଣି, ଅବ୍ରହାମ ଇସ୍‌ହାକକୁ ଜାତ କଲେ। ସେହି ଇସ୍‌ହାକର ପୁତ୍ର ଏଷୌ ଓ ଇସ୍ରାଏଲ।
Tako Avram rodi Isaka; a sinovi Isakovi bjehu Isav i Izrailj.
35 ଏଷୌର ସନ୍ତାନ ଇଲୀଫସ୍‍, ରୁୟେଲ ଓ ଯିୟୂଶ୍‍ ଓ ଯାଲମ୍‍ ଓ କୋରହ।
Sinovi Isavovi: Elifas, Raguilo i Jeus i Jeglom i Korej.
36 ଇଲୀଫସ୍‍ର ପୁତ୍ର ତୈମନ୍‍ ଓ ଓମାର୍, ସଫୀ ଓ ଗୟିତମ୍‍, କନସ୍‍ ଓ ତିମ୍ନା ଓ ଅମାଲେକ।
Sinovi Elifasovi: Teman i Omar, Sofar i Gotom, Kenez i Tamna i Amalik.
37 ରୁୟେଲର ସନ୍ତାନ ନହତ୍‍, ସେରହ, ଶମ୍ମ ଓ ମିସା।
Sinovi Raguilovi: Nahat, Zara i Soma i Moza.
38 ଆଉ ସେୟୀରର ସନ୍ତାନ ଲୋଟନ୍‍, ଶୋବଲ୍‍, ସିବୀୟୋନ୍‍, ଅନା, ଦିଶୋନ୍‍, ଏତ୍ସର ଓ ଦୀଶନ୍‍।
A sinovi Sirovi: Lotan i Soval i Sevegon i Ana i Dison i Eser i Disan.
39 ଲୋଟନ୍‍ର ସନ୍ତାନ ହୋରି, ହୋମମ୍‍ ଓ ତିମ୍ନା ଲୋଟନ୍‍ର ଭଗିନୀ ଥିଲା।
A sinovi Lotanovi: Horije i Emam; a sestra Lotanova Tamna.
40 ଶୋବଲ୍‍ର ସନ୍ତାନ ଅଲୀୟନ୍‍, ମାନହତ୍‍, ଏବଲ୍‍, ଶଫୀ ଓ ଓନମ୍‍। ଆଉ ସିବୀୟୋନ୍‍ର ପୁତ୍ର ଅୟା ଓ ଅନା।
Sinovi Sovalovi: Elan i Manahat i Eval, Sefija i Onam. A sinovi Sevegonovi: Aja i Ana.
41 ଅନାର ପୁତ୍ର ଦିଶୋନ୍‍। ଆଉ ଦିଶୋନ୍‍ର ପୁତ୍ର ହମ୍ରଣ, ଇଶବନ୍‍, ଯିତ୍ରନ୍‍ ଓ କରାନ୍‍।
Sinovi Anini: Dison, i sinovi Disonovi Amram i Asvan i Itran i Haran.
42 ଏତ୍ସରର ପୁତ୍ର ବିଲ୍‍ହନ୍‍ ଓ ସାବନ୍‍, ଯାକନ୍‍। ଦୀଶନ୍‍ର ପୁତ୍ର ଊଷ୍‍ ଓ ଅରାନ୍‍।
Sinovi Eserovi: Valan i Zavan i Jakan. Sinovi Disanovi: Uz i Aran.
43 ଇସ୍ରାଏଲ-ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ୱ କରିଥିଲେ; ବିୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍‍ହାବା ଥିଲା।
A ovo su carevi koji carovaše u zemlji Edomskoj prije nego se zacari car nad sinovima Izrailjevijem: Valak sin Veorov, a gradu mu bješe ime Denava.
44 ଯେତେବେଳେ ବେଲାଙ୍କ ମୃତ୍ୟୁୁ ହେଲା, ଆଉ ବେଲାଙ୍କ ମୃତ୍ୟୁୁ ହୁଅନ୍ତେ ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍‍ ତାଙ୍କର ପଦରେ ରାଜ୍ୟ କଲେ।
A kad umrije Valak, zacari se na njegovo mjesto Jovav sin Zarin od Vosore.
45 ଆଉ ଯୋବବ୍‍ ମରନ୍ତେ, ତୈମନ୍‍ ଦେଶୀୟ ହୂଶମ୍‍ ତାଙ୍କର ପଦରେ ରାଜ୍ୟ କଲେ।
A kad umrije Jovav, zacari se na njegovo mjesto Asom od zemlje Temanovske.
46 ପୁଣି, ହୂଶମ୍‍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍‍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍‍ ଥିଲା।
A kad umrije Asom, zacari se na njegovo mjesto Adad sin Varadov, koji isijeèe Madijance u polju Moavskom; a gradu mu bješe ime Getem.
47 ଆଉ ହଦଦ୍‍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ।
A kad umrije Adad, zacari se na njegovo mjesto Samada iz Masekasa.
48 ପୁଣି, ସମ୍ଳ ମରନ୍ତେ, (ଫରାତ୍‍) ନଦୀ ନିକଟସ୍ଥ ରହୋବୋତ୍‍ ନିବାସୀ ଶୌଲ ତାଙ୍କର ପଦରେ ରାଜ୍ୟ କଲେ।
A kad umrije Samada, zacari se na njegovo mjesto Saul iz Rovota na rijeci.
49 ପୁଣି, ଶୌଲ ମଲା ଉତ୍ତାରେ ଅକ୍‍ବୋରର ପୁତ୍ର ବାଲ୍‍ହାନନ୍‍ ତାଙ୍କର ପଦରେ ରାଜ୍ୟ କଲେ।
A kad umrije Saul, zacari se na njegovo mjesto Valenon sin Ahovorov.
50 ଆଉ ବାଲ୍‍ହାନନ୍‍ ମରନ୍ତେ, ହଦଦ୍‍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାଉ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ।
A kad umrije Valenon, zacari se na njegovo mjesto Adad; a grad mu se zvaše Fogor, a ženi mu bješe ime Meteveila kæi Matraide kæeri Mezovove.
51 ଏଥିଉତ୍ତାରେ ହଦଦ୍‍ ମଲେ। ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନା, ରାଜା ଅଲୀୟା, ରାଜା ଯିଥେତ୍‍,
A kad umrije Adad, nastaše knezovi u Edomskoj: knez Tamna, knez Alva, knez Jetet,
52 ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍‍;
Knez Olivema, knez Ila, knez Finon,
53 ରାଜା କନସ୍‍, ରାଜା ତୈମନ୍‍, ରାଜା ମିବ୍‍ସର୍‍;
Knez Kenez, knez Teman, knez Mivsar,
54 ରାଜା ମଗ୍‍ଦୀୟେଲ, ରାଜା ଈରମ୍‍। ଏମାନେ ଇଦୋମର ରାଜା ଥିଲେ।
Knez Magedilo, knez Iram. To bjehu knezovi Edomski.

< ପ୍ରଥମ ବଂଶାବଳୀ 1 >