< ପ୍ରଥମ ବଂଶାବଳୀ 1 >

1 ଆଦମ, ଶେଥ, ଈନୋଶ;
אדם שת אנוש׃
2 କୟିନାନ, ମହଲଲେଲ, ଯେରଦ;
קינן מהללאל ירד׃
3 ହନୋକ, ମଥୂଶେଲହ, ଲେମକ;
חנוך מתושלח למך׃
4 ନୋହ, ଶେମ, ହାମ ଓ ଯେଫତ୍‍।
נח שם חם ויפת׃
5 ଯେଫତ୍‍ର ସନ୍ତାନ ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍ ଥିଲେ।
בני יפת גמר ומגוג ומדי ויון ותבל ומשך ותירס׃
6 ପୁଣି, ଗୋମରର ସନ୍ତାନ ଅସ୍କିନସ୍‍, ଦୀଫତ୍‍ ଓ ତୋଗର୍ମା ଥିଲେ।
ובני גמר אשכנז ודיפת ותוגרמה׃
7 ଆଉ, ଯବନର ସନ୍ତାନ ଇଲୀଶା, ତର୍ଶୀଶ, କିତ୍ତୀମ ଓ ରୋଦାନିମ୍‍ ଥିଲେ।
ובני יון אלישה ותרשישה כתים ורודנים׃
8 ହାମର ସନ୍ତାନ କୂଶ, ମିସର, ପୂଟ୍‍ ଓ କିଣାନ ଥିଲେ।
בני חם כוש ומצרים פוט וכנען׃
9 ପୁଣି, କୂଶର ସନ୍ତାନ ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଥିଲେ। ରୟମାର ସନ୍ତାନ ଶିବା ଓ ଦଦାନ।
ובני כוש סבא וחוילה וסבתא ורעמא וסבתכא ובני רעמא שבא ודדן׃
10 ଆଉ, କୂଶ ନିମ୍ରୋଦ୍‍କୁ ଜାତ କଲା; ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା।
וכוש ילד את נמרוד הוא החל להיות גבור בארץ׃
11 ମିସର ଲୁଦୀୟ, ଅନାମୀୟ, ଲହାବୀୟ, ନପ୍ତୂହୀୟ,
ומצרים ילד את לודיים ואת ענמים ואת להבים ואת נפתחים׃
12 ପଥ୍ରୋଷୀୟ, ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା।
ואת פתרסים ואת כסלחים אשר יצאו משם פלשתים ואת כפתרים׃
13 ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ଏବଂ ହେତ୍‍କୁ ଜାତ କଲା;
וכנען ילד את צידון בכרו ואת חת׃
14 ପୁଣି, ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ,
ואת היבוסי ואת האמרי ואת הגרגשי׃
15 ହିବ୍ବୀୟ, ଅର୍କୀୟ, ସିନୀୟ,
ואת החוי ואת הערקי ואת הסיני׃
16 ଅର୍ବଦୀୟ, ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା।
ואת הארודי ואת הצמרי ואת החמתי׃
17 ଶେମର ସନ୍ତାନଗଣ; ଏଲମ୍‍, ଅଶୂର, ଅର୍ଫକ୍ଷଦ, ଲୁଦ୍‍, ଅରାମ, ଊଷ୍‍, ହୂଲ, ଗେଥର ଓ ମେଶକ୍‍।
בני שם עילם ואשור וארפכשד ולוד וארם ועוץ וחול וגתר ומשך׃
18 ପୁଣି, ଅର୍ଫକ୍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା।
וארפכשד ילד את שלח ושלח ילד את עבר׃
19 ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍‍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍‍।
ולעבר ילד שני בנים שם האחד פלג כי בימיו נפלגה הארץ ושם אחיו יקטן׃
20 ପୁଣି, ଯକ୍ତନ୍‍ ଅଲ୍‍ମୋଦଦ, ଶେଲଫ୍‍, ହତ୍‍ସର୍ମାବତ୍‍, ଯେରହ,
ויקטן ילד את אלמודד ואת שלף ואת חצרמות ואת ירח׃
21 ହଦୋରାମ, ଊଷଲ, ଦିକ୍ଲା,
ואת הדורם ואת אוזל ואת דקלה׃
22 ଓବଲ, ଅବୀମାୟେଲ୍, ଶିବା,
ואת עיבל ואת אבימאל ואת שבא׃
23 ଓଫୀର, ହବୀଲା ଓ ଯୋବବ୍‍କୁ ଜାତ କଲା। ଏମାନେ ଯକ୍ତନ୍‍ର ସନ୍ତାନ।
ואת אופיר ואת חוילה ואת יובב כל אלה בני יקטן׃
24 ଶେମ, ଅର୍ଫକ୍ଷଦ, ଶେଲହ;
שם ארפכשד שלח׃
25 ଏବର, ପେଲଗ୍‍, ରୀୟୂ;
עבר פלג רעו׃
26 ସରୁଗ, ନାହୋର, ତେରହ
שרוג נחור תרח׃
27 ଅବ୍ରାମ‍, ଅର୍ଥାତ୍‍ ଅବ୍ରହାମ।
אברם הוא אברהם׃
28 ଅବ୍ରହାମଙ୍କର ପୁତ୍ର ଇସ୍‌ହାକ ଓ ଇଶ୍ମାୟେଲ।
בני אברהם יצחק וישמעאל׃
29 ଏମାନଙ୍କର ବଂଶାବଳୀ ଏହି; ଇଶ୍ମାୟେଲର ପ୍ରଥମଜାତ ନବାୟୋତ୍‍; ତହିଁ ଉତ୍ତାରେ କେଦାର, ଅଦ୍‍ବେଲ, ମିବ୍‍ସମ୍‍, ମିଶ୍ମା ଓ ଦୂମା, ମସା;
אלה תלדותם בכור ישמעאל נביות וקדר ואדבאל ומבשם׃
30 ହଦଦ୍‍ ଓ ତେମା, ଯିଟୁର, ନାଫୀଶ୍‍ ଓ କେଦମା;
משמע ודומה משא חדד ותימא׃
31 ଏମାନେ ଇଶ୍ମାୟେଲର ସନ୍ତାନ ଥିଲେ।
יטור נפיש וקדמה אלה הם בני ישמעאל׃
32 ଅବ୍ରହାମଙ୍କର ଉପପତ୍ନୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍‍, ଯକ୍‍ଷନ୍‍, ମଦାନ୍‍, ମିଦୀୟନ, ଯିଶ୍‍ବକ ଓ ଶୂହକୁ ଜାତ କଲା। ଆଉ ଯକ୍‍ଷନ୍‍ର ସନ୍ତାନ ଶିବା ଓ ଦଦାନ।
ובני קטורה פילגש אברהם ילדה את זמרן ויקשן ומדן ומדין וישבק ושוח ובני יקשן שבא ודדן׃
33 ଆଉ ମିଦୀୟନର ସନ୍ତାନ ଐଫା, ଏଫର, ହନୋକ, ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ।
ובני מדין עיפה ועפר וחנוך ואבידע ואלדעה כל אלה בני קטורה׃
34 ପୁଣି, ଅବ୍ରହାମ ଇସ୍‌ହାକକୁ ଜାତ କଲେ। ସେହି ଇସ୍‌ହାକର ପୁତ୍ର ଏଷୌ ଓ ଇସ୍ରାଏଲ।
ויולד אברהם את יצחק בני יצחק עשו וישראל׃
35 ଏଷୌର ସନ୍ତାନ ଇଲୀଫସ୍‍, ରୁୟେଲ ଓ ଯିୟୂଶ୍‍ ଓ ଯାଲମ୍‍ ଓ କୋରହ।
בני עשו אליפז רעואל ויעוש ויעלם וקרח׃
36 ଇଲୀଫସ୍‍ର ପୁତ୍ର ତୈମନ୍‍ ଓ ଓମାର୍, ସଫୀ ଓ ଗୟିତମ୍‍, କନସ୍‍ ଓ ତିମ୍ନା ଓ ଅମାଲେକ।
בני אליפז תימן ואומר צפי וגעתם קנז ותמנע ועמלק׃
37 ରୁୟେଲର ସନ୍ତାନ ନହତ୍‍, ସେରହ, ଶମ୍ମ ଓ ମିସା।
בני רעואל נחת זרח שמה ומזה׃
38 ଆଉ ସେୟୀରର ସନ୍ତାନ ଲୋଟନ୍‍, ଶୋବଲ୍‍, ସିବୀୟୋନ୍‍, ଅନା, ଦିଶୋନ୍‍, ଏତ୍ସର ଓ ଦୀଶନ୍‍।
ובני שעיר לוטן ושובל וצבעון וענה ודישן ואצר ודישן׃
39 ଲୋଟନ୍‍ର ସନ୍ତାନ ହୋରି, ହୋମମ୍‍ ଓ ତିମ୍ନା ଲୋଟନ୍‍ର ଭଗିନୀ ଥିଲା।
ובני לוטן חרי והומם ואחות לוטן תמנע׃
40 ଶୋବଲ୍‍ର ସନ୍ତାନ ଅଲୀୟନ୍‍, ମାନହତ୍‍, ଏବଲ୍‍, ଶଫୀ ଓ ଓନମ୍‍। ଆଉ ସିବୀୟୋନ୍‍ର ପୁତ୍ର ଅୟା ଓ ଅନା।
בני שובל עלין ומנחת ועיבל שפי ואונם ובני צבעון איה וענה׃
41 ଅନାର ପୁତ୍ର ଦିଶୋନ୍‍। ଆଉ ଦିଶୋନ୍‍ର ପୁତ୍ର ହମ୍ରଣ, ଇଶବନ୍‍, ଯିତ୍ରନ୍‍ ଓ କରାନ୍‍।
בני ענה דישון ובני דישון חמרן ואשבן ויתרן וכרן׃
42 ଏତ୍ସରର ପୁତ୍ର ବିଲ୍‍ହନ୍‍ ଓ ସାବନ୍‍, ଯାକନ୍‍। ଦୀଶନ୍‍ର ପୁତ୍ର ଊଷ୍‍ ଓ ଅରାନ୍‍।
בני אצר בלהן וזעון יעקן בני דישון עוץ וארן׃
43 ଇସ୍ରାଏଲ-ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ୱ କରିଥିଲେ; ବିୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍‍ହାବା ଥିଲା।
ואלה המלכים אשר מלכו בארץ אדום לפני מלך מלך לבני ישראל בלע בן בעור ושם עירו דנהבה׃
44 ଯେତେବେଳେ ବେଲାଙ୍କ ମୃତ୍ୟୁୁ ହେଲା, ଆଉ ବେଲାଙ୍କ ମୃତ୍ୟୁୁ ହୁଅନ୍ତେ ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍‍ ତାଙ୍କର ପଦରେ ରାଜ୍ୟ କଲେ।
וימת בלע וימלך תחתיו יובב בן זרח מבצרה׃
45 ଆଉ ଯୋବବ୍‍ ମରନ୍ତେ, ତୈମନ୍‍ ଦେଶୀୟ ହୂଶମ୍‍ ତାଙ୍କର ପଦରେ ରାଜ୍ୟ କଲେ।
וימת יובב וימלך תחתיו חושם מארץ התימני׃
46 ପୁଣି, ହୂଶମ୍‍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍‍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍‍ ଥିଲା।
וימת חושם וימלך תחתיו הדד בן בדד המכה את מדין בשדה מואב ושם עירו עיות׃
47 ଆଉ ହଦଦ୍‍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ।
וימת הדד וימלך תחתיו שמלה ממשרקה׃
48 ପୁଣି, ସମ୍ଳ ମରନ୍ତେ, (ଫରାତ୍‍) ନଦୀ ନିକଟସ୍ଥ ରହୋବୋତ୍‍ ନିବାସୀ ଶୌଲ ତାଙ୍କର ପଦରେ ରାଜ୍ୟ କଲେ।
וימת שמלה וימלך תחתיו שאול מרחבות הנהר׃
49 ପୁଣି, ଶୌଲ ମଲା ଉତ୍ତାରେ ଅକ୍‍ବୋରର ପୁତ୍ର ବାଲ୍‍ହାନନ୍‍ ତାଙ୍କର ପଦରେ ରାଜ୍ୟ କଲେ।
וימת שאול וימלך תחתיו בעל חנן בן עכבור׃
50 ଆଉ ବାଲ୍‍ହାନନ୍‍ ମରନ୍ତେ, ହଦଦ୍‍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାଉ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ।
וימת בעל חנן וימלך תחתיו הדד ושם עירו פעי ושם אשתו מהיטבאל בת מטרד בת מי זהב׃
51 ଏଥିଉତ୍ତାରେ ହଦଦ୍‍ ମଲେ। ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନା, ରାଜା ଅଲୀୟା, ରାଜା ଯିଥେତ୍‍,
וימת הדד ויהיו אלופי אדום אלוף תמנע אלוף עליה אלוף יתת׃
52 ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍‍;
אלוף אהליבמה אלוף אלה אלוף פינן׃
53 ରାଜା କନସ୍‍, ରାଜା ତୈମନ୍‍, ରାଜା ମିବ୍‍ସର୍‍;
אלוף קנז אלוף תימן אלוף מבצר׃
54 ରାଜା ମଗ୍‍ଦୀୟେଲ, ରାଜା ଈରମ୍‍। ଏମାନେ ଇଦୋମର ରାଜା ଥିଲେ।
אלוף מגדיאל אלוף עירם אלה אלופי אדום׃

< ପ୍ରଥମ ବଂଶାବଳୀ 1 >