< ପ୍ରଥମ ବଂଶାବଳୀ 1 >
Enoch, Methuselah, Lamech, Noah.
4 ନୋହ, ଶେମ, ହାମ ଓ ଯେଫତ୍।
The sons of Noah: Shem, Ham, and Japheth.
5 ଯେଫତ୍ର ସନ୍ତାନ ଗୋମର, ମାଗୋଗ୍, ମାଦୟ, ଯବନ, ତୁବଲ୍, ମେଶକ୍ ଓ ତୀରସ୍ ଥିଲେ।
The sons of Japheth: Gomer, Magog, Madai, Javan, Tubal, Meshech, and Tiras.
6 ପୁଣି, ଗୋମରର ସନ୍ତାନ ଅସ୍କିନସ୍, ଦୀଫତ୍ ଓ ତୋଗର୍ମା ଥିଲେ।
The sons of Gomer: Ashkenaz, Riphath, and Togarmah.
7 ଆଉ, ଯବନର ସନ୍ତାନ ଇଲୀଶା, ତର୍ଶୀଶ, କିତ୍ତୀମ ଓ ରୋଦାନିମ୍ ଥିଲେ।
The sons of Javan: Elishah, Tarshish, Kittim, Rodanim.
8 ହାମର ସନ୍ତାନ କୂଶ, ମିସର, ପୂଟ୍ ଓ କିଣାନ ଥିଲେ।
The sons of Ham: Cush, Mizraim, Put, and Canaan.
9 ପୁଣି, କୂଶର ସନ୍ତାନ ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଥିଲେ। ରୟମାର ସନ୍ତାନ ଶିବା ଓ ଦଦାନ।
The sons of Cush: Seba, Havilah, Sabta, Raamah, and Sabteca. The sons of Raamah: Sheba and Dedan.
10 ଆଉ, କୂଶ ନିମ୍ରୋଦ୍କୁ ଜାତ କଲା; ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା।
Cush was the father of Nimrod, who became the world's first tyrant.
11 ମିସର ଲୁଦୀୟ, ଅନାମୀୟ, ଲହାବୀୟ, ନପ୍ତୂହୀୟ,
Mizraim was the father of the Ludites, Anamites, Lehabites, Naphtuhites,
12 ପଥ୍ରୋଷୀୟ, ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା।
Pathrusites, Casluhites, and Caphtorites (ancestors of the Philistines),
13 ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ଏବଂ ହେତ୍କୁ ଜାତ କଲା;
Canaan was the father of his firstborn son, Sidon, and of the Hittites,
14 ପୁଣି, ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ,
Jebusites, Amorites, Girgashites,
15 ହିବ୍ବୀୟ, ଅର୍କୀୟ, ସିନୀୟ,
Hivites, Arkites, Sinites,
16 ଅର୍ବଦୀୟ, ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା।
Arvadites, Zemarites, and Hamathites.
17 ଶେମର ସନ୍ତାନଗଣ; ଏଲମ୍, ଅଶୂର, ଅର୍ଫକ୍ଷଦ, ଲୁଦ୍, ଅରାମ, ଊଷ୍, ହୂଲ, ଗେଥର ଓ ମେଶକ୍।
The sons of Shem: Elam, Asshur, Arphaxad, Lud, and Aram. The sons of Aram: Uz, Hul, Gether, and Meshech.
18 ପୁଣି, ଅର୍ଫକ୍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା।
Arphaxad was the father of Shelah, and Shelah the father of Eber.
19 ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍।
Eber had two sons. One was named Peleg, because in his time the earth was divided; the name of his brother was Joktan.
20 ପୁଣି, ଯକ୍ତନ୍ ଅଲ୍ମୋଦଦ, ଶେଲଫ୍, ହତ୍ସର୍ମାବତ୍, ଯେରହ,
Joktan was the father of Almodad, Sheleph, Hazarmaveth, Jerah,
23 ଓଫୀର, ହବୀଲା ଓ ଯୋବବ୍କୁ ଜାତ କଲା। ଏମାନେ ଯକ୍ତନ୍ର ସନ୍ତାନ।
Ophir, Havilah, and Jobab. These were all Joktan's sons.
27 ଅବ୍ରାମ, ଅର୍ଥାତ୍ ଅବ୍ରହାମ।
and Abram (also called Abraham).
28 ଅବ୍ରହାମଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାୟେଲ।
The sons of Abraham: Isaac and Ishmael.
29 ଏମାନଙ୍କର ବଂଶାବଳୀ ଏହି; ଇଶ୍ମାୟେଲର ପ୍ରଥମଜାତ ନବାୟୋତ୍; ତହିଁ ଉତ୍ତାରେ କେଦାର, ଅଦ୍ବେଲ, ମିବ୍ସମ୍, ମିଶ୍ମା ଓ ଦୂମା, ମସା;
These were their descendants: Nebaioth was the firstborn son of Ishmael, Kedar, Adbeel, Mibsam,
30 ହଦଦ୍ ଓ ତେମା, ଯିଟୁର, ନାଫୀଶ୍ ଓ କେଦମା;
Mishma, Dumah, Massa, Hadad, Tema,
31 ଏମାନେ ଇଶ୍ମାୟେଲର ସନ୍ତାନ ଥିଲେ।
Jetur, Naphish, and Kedemah. These were Ishmael's sons.
32 ଅବ୍ରହାମଙ୍କର ଉପପତ୍ନୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍, ଯକ୍ଷନ୍, ମଦାନ୍, ମିଦୀୟନ, ଯିଶ୍ବକ ଓ ଶୂହକୁ ଜାତ କଲା। ଆଉ ଯକ୍ଷନ୍ର ସନ୍ତାନ ଶିବା ଓ ଦଦାନ।
The sons born to Keturah, Abraham's concubine. She gave birth to: Zimran, Jokshan, Medan, Midian, Ishbak, and Shuah. The sons of Jokshan: Sheba and Dedan.
33 ଆଉ ମିଦୀୟନର ସନ୍ତାନ ଐଫା, ଏଫର, ହନୋକ, ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ।
The sons of Midian: Ephah, Epher, Hanoch, Abida, and Eldaah. These were all descendants of Keturah.
34 ପୁଣି, ଅବ୍ରହାମ ଇସ୍ହାକକୁ ଜାତ କଲେ। ସେହି ଇସ୍ହାକର ପୁତ୍ର ଏଷୌ ଓ ଇସ୍ରାଏଲ।
Abraham was the father of Isaac. The sons of Isaac: Esau and Israel.
35 ଏଷୌର ସନ୍ତାନ ଇଲୀଫସ୍, ରୁୟେଲ ଓ ଯିୟୂଶ୍ ଓ ଯାଲମ୍ ଓ କୋରହ।
The sons of Esau: Eliphaz, Reuel, Jeush, Jalam and Korah.
36 ଇଲୀଫସ୍ର ପୁତ୍ର ତୈମନ୍ ଓ ଓମାର୍, ସଫୀ ଓ ଗୟିତମ୍, କନସ୍ ଓ ତିମ୍ନା ଓ ଅମାଲେକ।
The sons of Eliphaz: Teman, Omar, Zepho, Gatam and Kenaz; and Amalek through Timna.
37 ରୁୟେଲର ସନ୍ତାନ ନହତ୍, ସେରହ, ଶମ୍ମ ଓ ମିସା।
The sons of Reuel: Nahath, Zerah, Shammah and Mizzah.
38 ଆଉ ସେୟୀରର ସନ୍ତାନ ଲୋଟନ୍, ଶୋବଲ୍, ସିବୀୟୋନ୍, ଅନା, ଦିଶୋନ୍, ଏତ୍ସର ଓ ଦୀଶନ୍।
The sons of Seir: Lotan, Shobal, Zibeon, Anah, Dishon, Ezer and Dishan.
39 ଲୋଟନ୍ର ସନ୍ତାନ ହୋରି, ହୋମମ୍ ଓ ତିମ୍ନା ଲୋଟନ୍ର ଭଗିନୀ ଥିଲା।
The sons of Lotan: Hori and Homam. Lotan's sister was Timna.
40 ଶୋବଲ୍ର ସନ୍ତାନ ଅଲୀୟନ୍, ମାନହତ୍, ଏବଲ୍, ଶଫୀ ଓ ଓନମ୍। ଆଉ ସିବୀୟୋନ୍ର ପୁତ୍ର ଅୟା ଓ ଅନା।
The sons of Shobal: Alvan, Manahath, Ebal, Shepho and Onam. The sons of Zibeon: Aiah and Anah.
41 ଅନାର ପୁତ୍ର ଦିଶୋନ୍। ଆଉ ଦିଶୋନ୍ର ପୁତ୍ର ହମ୍ରଣ, ଇଶବନ୍, ଯିତ୍ରନ୍ ଓ କରାନ୍।
The son of Anah: Dishon. The sons of Dishon: Hemdan, Eshban, Ithran and Keran.
42 ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍, ଯାକନ୍। ଦୀଶନ୍ର ପୁତ୍ର ଊଷ୍ ଓ ଅରାନ୍।
The sons of Ezer: Bilhan, Zaavan and Akan. The sons of Dishan: Uz and Aran.
43 ଇସ୍ରାଏଲ-ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ୱ କରିଥିଲେ; ବିୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍ହାବା ଥିଲା।
These were the kings who reigned over Edom before any Israelite king reigned over them: Bela son of Beor, the name of whose city was Dinhabah.
44 ଯେତେବେଳେ ବେଲାଙ୍କ ମୃତ୍ୟୁୁ ହେଲା, ଆଉ ବେଲାଙ୍କ ମୃତ୍ୟୁୁ ହୁଅନ୍ତେ ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍ ତାଙ୍କର ପଦରେ ରାଜ୍ୟ କଲେ।
When Bela died, Jobab son of Zerah from Bozrah took over as king.
45 ଆଉ ଯୋବବ୍ ମରନ୍ତେ, ତୈମନ୍ ଦେଶୀୟ ହୂଶମ୍ ତାଙ୍କର ପଦରେ ରାଜ୍ୟ କଲେ।
When Jobab died, Husham from the land of the Temanites took over as king.
46 ପୁଣି, ହୂଶମ୍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍ ଥିଲା।
When Husham died, Hadad son of Bedad, took over as king. He was the one who defeated Midian in the country of Moab. The name of his city was Avith.
47 ଆଉ ହଦଦ୍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ।
When Hadad died, Samlah from Masrekah took over as king.
48 ପୁଣି, ସମ୍ଳ ମରନ୍ତେ, (ଫରାତ୍) ନଦୀ ନିକଟସ୍ଥ ରହୋବୋତ୍ ନିବାସୀ ଶୌଲ ତାଙ୍କର ପଦରେ ରାଜ୍ୟ କଲେ।
When Samlah died, Shaul from Rehoboth on the River took over as king.
49 ପୁଣି, ଶୌଲ ମଲା ଉତ୍ତାରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାଙ୍କର ପଦରେ ରାଜ୍ୟ କଲେ।
When Shaul died, Baal-Hanan, son of Acbor, took over as king.
50 ଆଉ ବାଲ୍ହାନନ୍ ମରନ୍ତେ, ହଦଦ୍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାଉ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ।
When Baal-Hanan died, Hadad took over as king. The name of his city was Pau. The name of his wife was Mehetabel, daughter of Matred, the daughter of Me-Zahab.
51 ଏଥିଉତ୍ତାରେ ହଦଦ୍ ମଲେ। ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନା, ରାଜା ଅଲୀୟା, ରାଜା ଯିଥେତ୍,
Then Hadad died. The chiefs of Edom were: Timna, Alvah, Jetheth,
52 ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍;
Oholibamah, Elah, Pinon,
53 ରାଜା କନସ୍, ରାଜା ତୈମନ୍, ରାଜା ମିବ୍ସର୍;
Kenaz, Teman, Mibzar,
54 ରାଜା ମଗ୍ଦୀୟେଲ, ରାଜା ଈରମ୍। ଏମାନେ ଇଦୋମର ରାଜା ଥିଲେ।
Magdiel, and Iram. These were Edom's chiefs.