< Apenbaring 4 >
1 Deretter såg eg, og sjå, det var ei dør opna i himmelen, og den fyrste røysti som eg hadde høyrt liksom ein basun som tala med meg, sagde: «Stig upp her, so skal eg syna deg det som skal hendast heretter!»
୧ସେବେଲେ ମୁଇ ଆରିଗଟେକ୍ ଦର୍ସନ୍ ଦେକ୍ଲି । ସର୍ଗେ ଗଟେକ୍ ଉଗାଡିରଇବା କାପାଟ୍ ରଇଲା । ଆଗେ ସୁନିରଇବା ମଇରି ପାରା ସବଦ୍ ଆରିତରେକ୍ ସୁନ୍ଲି । ଉପ୍ରେ ଚଗି ଆଉ, ଏଟାର୍ପଚେ କାଇଟା ଅଇସି ମୁଇ ତକେ ଜାନାଇବି ।
2 Straks var eg burtrykt i Anden, og sjå, ein kongsstol stod i himmelen, og det sat ein på stolen.
୨ସେ ଦାପ୍ରେ ଆତ୍ମା ମକେ ଗଟେକ୍ ସପନ୍ ଦେକାଇଲା । ସର୍ଗର୍ ବସ୍ବାଟାନେ ଗଟେକ୍ ଲକ୍ ବସିରଇବାଟା ମୁଇ ଦେକ୍ଲି ।
3 Og han som sat der, var sjåande til liksom jaspis og sarderstein, og det var ein regnboge rundt um stolen, å sjå til liksom smaragd.
୩ତାର୍ ମୁ ଇରା ଆରି ମୁକ୍ତା ପାରା ଜଗ୍ଜଗି ଜାଇତେରଇଲା । କାଁଚାପତ୍ରିଆ ଡିସ୍ବାପାରା ଇରା ମୁକ୍ତାର୍ ଇନ୍ଦର୍ଦୁନୁ ବସ୍ବା ଜାଗାର୍ ଚାର୍ବେଟ୍ତି ଗୁଡିଆଇ ଅଇଲାପାରା ଅଇରଇଲା ।
4 Og rundt ikring stolen var det fire og tjuge stolar, og på stolarne såg eg fire og tjuge eldste sitjande, klædde i kvite klæde, og dei hadde gullkrunor på hovudi sine.
୪ସେ ବସ୍ବା ଜାଗାର୍ ଗୁଲ୍ଟି ବିତ୍ରେ କଡେ ଚାର୍ଟା ବସ୍ବା ଜାଗା ରଇଲା । ତେଇ ଦବ୍ଲୁଗା ପିନ୍ଦିକରି ଆରି ସୁନାର୍ ମୁକୁଟ୍ ପିନ୍ଦି କଡେଚାରିଟା ପାର୍ଚିନ୍ମନ୍ ବସିରଇଲାଇ ।
5 Og frå stolen for det ut ljoneldar og røyster og toredunar, og framfor stolen brann sju eldkyndlar, som er dei sju Guds ånder.
୫ବସ୍ବା ଜାଗାଇଅନି ବିଜ୍ଲି ମାର୍ଲା ଆରି ଗୁଡ୍ଗାଡ୍ କରି ଗଡ୍ଗଡି ମାର୍ଲା । ବସ୍ବା ଜାଗାର୍ ମୁଆଟେ ସାତ୍ଟା ଜଇଉମ୍ଲା ଲାଗ୍ତେରଇଲା । ସେଟା ଅଇଲାନି ପର୍ମେସରର୍ ସାତ୍ଟା ଆତ୍ମା ।
6 Og framfor stolen var det eit glashav likt krystall, og midt fyre stolen og rundt um stolen er det fire livende, uppfyllte med augo framantil og attantil.
୬ଆରି ବସ୍ବା ଜାଗାର୍ ମୁଆଟେ ନିର୍ମଲ୍ ଅଇକରି ଡିସ୍ବା କାଁଚର୍ ସମ୍ଦୁର୍ ପାରା ରଇଲା । ବସ୍ବା ଜାଗାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ରଇଲାଇ । ତାର୍ ମୁଆଟ୍ ବାଟେ ଆରି ପଚ୍ବାଟେ ଆଁକିମନ୍ ରଇଲା ।
7 Og den fyrste livendet er likt ei løva, og det andre livendet er likt ein ukse, og det tridje livendet hev åsyn som eit menneskje, og det fjorde livendet er likt ei fljugande ørn.
୭ପର୍ତୁମର୍ ପସୁ ସିଅଁବାଗ୍ପାରା ଡିସ୍ତେ ରଇଲା । ଦୁଇ ଲମର୍ଟା ସଣ୍ଡ୍ପାରା ରଇଲା । ତିନ୍ ଲମର୍ଟା ଲକର୍ ପାରା ବାନିମୁର୍ତି ରଇଲା । ଆରି ସାରାସାରିର୍ଟା ଉଡିବୁଲ୍ବା ଗିଦ୍ ପାରା ଡିସ୍ତେ ରଇଲା ।
8 Og dei fire livendi hadde, kvart for seg, seks vengjer; rundt ikring og innantil var dei uppfyllte med augo, og dei held ikkje upp dag eller natt med å segja: «Heilag, heilag, heilag er Herren, Gud den allmegtige, han som var og som er og som kjem!»
୮ସେ ଚାରିଟା ଜାକ ଜିବନ୍ ରଇବା ପସୁମନ୍କେ ଗଟେକ୍କେ ଚଅଟା ଲାକା ଡେନା ରଇଲା । ଆରି ତାକର୍ବାଇରେ ବିତ୍ରେ ମିସା ଆଁକି ରଇଲା । ଦିନ୍ ରାତି ଗିତ୍ କଇବାଟା ସେମନ୍ ତେବତ୍ନାଇ । ସବୁର୍ଟାନେ ଅନି ବପୁରଇବା ମାପ୍ରୁ ପର୍ମେସର୍, ସୁକଲ୍ଟା! ସୁକଲ୍ଟା! ସୁକଲ୍ ସେ! ସେ ଆଗ୍ତୁ ରଇଲା, ଏବେ ଆଚେ ଆରି ସେ କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି!
9 Og når dei fire livendi gjev æra og pris og takk åt honom som sit på stolen, og som liver i all æva, (aiōn )
୯ଚାରିଟା ଜିବନ୍ ରଇବା ପସୁମନ୍ ଜେ ବସ୍ବା ଜାଗାଇ ବସିରଇଲା ତାର୍ ମଇମାର୍, ଡାକ୍ପୁଟା ଆରି ଦନିଅବାଦର୍ ଗିତ୍ ସୁନାଇତେରଇଲାଇ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି । ସେମନ୍ ସେନ୍ତାରି କଲାକେ (aiōn )
10 so fell dei fire og tjuge eldste ned for honom som sit på stolen, og tilbed honom som liver i all æva, og kastar krunorne sine ned for stolen og segjer: (aiōn )
୧୦କଡେ ଚାରିଟା ପାର୍ଚିନ୍ମନ୍ ଜେ ବସ୍ବା ଜାଗାଇ ବସିରଇଲା ତାର୍ ମୁଆଟେ ଡାଣ୍ଡାସନ୍ ପଡି ତାକେ ଜୁଆର୍ କଲାଇ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିରଇସି । ସେମନ୍ ପିନ୍ଦି ରଇବା ମୁକୁଟ୍ ବସ୍ବା ଜାଗାର୍ ମୁଆଟେ ପିଙ୍ଗିଦେଇକରି କଇଲାଇ, (aiōn )
11 «Verdig er du, Herre, til å få æra og pris og magt! for du skapte alle ting, og for din vilje skuld var dei til og vart dei skapte!»
୧୧ଏ ଆମର୍ ମାପ୍ରୁ ଆରି ଆମର୍ ପର୍ମେସର୍! ସବୁ ମଇମା, ଡାକ୍ପୁଟା ଆରି ବପୁ ତୁଇ ଆକା ପାଇସୁ । ତୁଇ ସବୁଜାକ ତିଆର୍ କଲାସ୍ ଆରି ତମର୍ ମନ୍ କଲା ଇସାବେ ସେମନ୍ ତିଆରିଅଇ ବଁଚ୍ଲାଇନି ।