< Lukas 23 >
1 Og hele hopen stod op og førte ham for Pilatus;
୧ତାର୍ ପଚେ ବିଚାର୍ କର୍ବା ବଡ୍ ସବାର୍ ଜାଗାଇ ବସିରଇଲା ସବୁ ଲକ୍ମନ୍ ଉଟିକରି ଜିସୁକେ ପିଲାତର୍ ଲଗେ ଦାରିଗାଲାଇ ।
2 og de begynte å føre klagemål imot ham og sa: Denne mann har vi funnet vill-leder vårt folk og forbyder å gi keiseren skatt, og sier om sig selv at han er Messias, en konge.
୨ସେ ଲକ୍ମନ୍ ଜିସୁକେ ନିନ୍ଦା କରି ଏନ୍ତି କଇବାର୍ ବସ୍ଲାଇ, “ଏ ଲକ୍ ଆମର୍ ଲକ୍ମନ୍କେ ବୁଲ୍ ସିକିଆ ଦେଇତେ ରଇଲା ଆରି କାଇସର୍ ସମ୍ରାଟ୍କେ ସିସ୍ତୁ ଦିଆସ୍ ନାଇ ବଲି ସିକାଇଲା ବେଲେ ତାକେ ଦାର୍ଲୁ । ଆରି ସେ ନିଜ୍କେ ମୁଇ ପର୍ମେସର୍ ବାଚି ପାଟାଇଲା ରାଜା କିରିସ୍ଟ ବଲି କଇଲାନି ।”
3 Da spurte Pilatus ham: Er du jødenes konge? Han svarte ham: Du sier det.
୩ସେଟାର୍ ପାଇ ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ଲକ୍ମନର୍ ରାଜା କି?” ଜିସୁ ତାକେ କଇଲା, “ତମେତା କଇଲାସ୍ନି ।”
4 Da sa Pilatus til yppersteprestene og folket: Jeg finner ingen skyld hos denne mann.
୪ତାର୍ ପଚେ ପିଲାତ୍ ମୁକିଅ ପୁଜାରିମନ୍କେ ଆରି ତେଇ ରଇଲା ସବୁ ଲକ୍ମନ୍କେ କଇଲା, “ମୁଇ ଏ ଲକ୍ ଦସି ବଲି କାଇ ବୁଲ୍ ଦେକି ନାଇ ।”
5 Men de tok sterkere i og sa: Han opvigler folket, han lærer over hele Jødeland, fra Galilea av, hvor han begynte, og like hit.
୫ମାତର୍ ସେମନ୍ ତର୍କେତର୍ ଆଉଲିଅଇ କଇଲାଇ, “ତାର୍ ସିକିଆର୍ ଲାଗି ସେ ଜିଉଦାର୍ ସବୁବାଟର୍ ଲକ୍ମନର୍ ବିତ୍ରେ କଲି ଲାଗାଇଲାନି । ସେଟା, ସେ ଗାଲିଲିତେଇ ଆରାମ୍ କରି, ଏବେ ଇତି ଜାକ ଆଇଲା ଆଚେ ।”
6 Da Pilatus hørte det, spurte han om mannen var fra Galilea,
୬ଏ କାତା ସୁନି ପିଲାତ୍ ଲକ୍ମନ୍କେ ପାଚାର୍ଲା, “ଏଟା ଗଟେକ୍ ଗାଲିଲି ଦେସର୍ ଲକ୍ କି?”
7 og da han fikk vite at han hørte under Herodes, sendte han ham til Herodes, som også var i Jerusalem i de dager.
୭ପିଲାତ୍ ଜିସୁକେ ଗାଲିଲି ଦେସର୍ ଲକ୍ ବଲି ଜାନି, ତାକେ ଗାଲିଲି ଦେସ୍ ସାସନ୍ କର୍ବା ଏରଦର୍ଲଗେ ପାଟାଇ ଦେଲା । କାଇକେ ବଇଲେ, ସେ ବେଲେ ଏରଦ୍ ମିସା ଜିରୁସାଲମେ ରଇଲା ।
8 Og da Herodes så Jesus, blev han meget glad; for han hadde i lang tid ønsket å få se ham, fordi han hadde hørt om ham, og han håpet å få se et tegn av ham.
୮ଏରଦ୍ ଜିସୁକେ ଦେକି କରି ବେସି ସାର୍ଦା ଅଇଲା । କାଇକେ ବଇଲେ ଜିସୁର୍ ବିସଇ ଆଗ୍ତୁ ସୁନି ରଇଲା ଆରି ତାର୍ ମୁଆଟେ କାବା ଅଇଜିବା କାମ୍ ଦେକ୍ବାକେ ମନ୍ କର୍ତେରଇଲା ।
9 Han spurte ham da med mange ord; men Jesus svarte ham intet.
୯ସେଟାର୍ ପାଇ ଏରଦ୍ ତାକେ କାଇ କାଇ ବିସଇ ପାଚାର୍ବାର୍ ଦାର୍ଲା । ମାତର୍ ଜିସୁ ତାକେ କାଇବଲି ମିସା କଏ ନାଇ ।
10 Og yppersteprestene og de skriftlærde stod og klaget hårdt på ham.
୧୦ସେଡିକି ବେଲେ ତେଇ ଟିଆଅଇରଇଲା ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ ସବୁ ମିସି କରି ଜିସୁର୍ ବିରୁଦେ ଆଉଲିଅଇ କଇବାର୍ ଦାର୍ଲାଇ ।
11 Men Herodes med sine krigsfolk hånte og spottet ham; derefter kastet han et skinnende klædebon om ham og sendte ham således tilbake til Pilatus.
୧୧ଏରଦ୍ ଆରି ତାର୍ ସନିଅମନ୍ ଜିସୁକେ କିଜାଇଲାଇ ଆରି ନିନ୍ଦା କଲାଇ । ଜିସୁକେ ରାଜାମନ୍ ପିନ୍ଦ୍ବା ନିମାନ୍ ପଚିଆ ପିନ୍ଦାଇ ପିଲାତ୍ଟାନେ ପାଟାଇ ଦେଲାଇ ।
12 Den dag blev Pilatus og Herodes venner; før hadde de ligget i fiendskap med hverandre.
୧୨ସେ ଦିନେଅନି ପିଲାତ୍ ଆରି ଏରଦ୍ ମଇତର୍ ଅଇଲାଇ । ତାର୍ ଆଗ୍ତୁ ସେମନ୍ ଦୁଇ ଲକ୍ ସତ୍ରୁ ଅଇରଇଲାଇ ।
13 Da kalte Pilatus yppersteprestene og rådsherrene og folket sammen
୧୩ତାର୍ପଚେ ପିଲାତ୍ ମୁକିଅ ପୁଜାରିମନ୍କେ, ନେତାମନ୍କେ ଆରି ସବୁ ଲକ୍ମନ୍କେ ଗଟେକ୍ଟାନେ ରୁଣ୍ଡାଇକରି ସେମନ୍କେ କଇଲା,
14 og sa til dem: I har ført denne mann frem for mig som en som forfører folket til frafall; og se, jeg har tatt ham i forhør for eders øine, men jeg har ikke funnet denne mann skyldig i noget av det I klager på ham for;
୧୪ଏ ଲକ୍ ଲକ୍ମନ୍କେ ସର୍କାରର୍ ବିରୁଦେ ବୁଲ୍ ସିକିଆ ଦେଲାନି ବଲି ମର୍ ଲଗେ ଆନିଆଚାସ୍ । ଆରି ଦେକା ମୁଇ ତମର୍ ମୁଆଟେ ତାକେ ପରିକା କଲି, ତାର୍ ବିରଦେ ତମେ ସବୁଲକ୍ ନିନ୍ଦାକଲାଟା ମିଲେନାଇ ।
15 Herodes heller ikke; for jeg sendte eder til ham; og se, han har ikke gjort noget som fortjener døden.
୧୫ଏରଦ୍ ମିସା ତାର୍ଟାନେ କାଇ ବୁଲ୍କଲାଟା ନ ଦେକି ଆମ୍କେ ବାଉଡାଇଦେଲା ଆଚେ । ଏ ଲକ୍ ମରନ୍ ଡଣ୍ଡ୍ ପାଇବାପାରା ବୁଲ୍ କାମ୍ କରେ ନାଇ ।
16 Derfor vil jeg refse ham og så gi ham fri.
୧୬ସେଟାର୍ପାଇ ମୁଇ ଆକେ କର୍ଡା ମାଡ୍ ମାରିକରି ଚାଡିଦେବି ।
17 Men på høitiden måtte han gi dem én fri.
୧୭ଆରି ଦେକା ସବୁ ବର୍ସେ ରକିଆ ପାଇବା ପରବ୍ ବେଲାଇ ଜିଉଦି ଜାତିକେ ସନ୍ମାନ୍ ଦେବାକେ ଗଟେକ୍ ବନ୍ଦିକେ ମୁକ୍ଲାଇ ଦେବା ନିୟମ୍ ରଇଲା ।
18 De ropte da alle som én: Bort med denne, men gi oss Barabbas fri!
୧୮ମାତର୍ ସବୁଲକ୍ମନ୍ ଆଉଲିଅଇ କଇଲାଇ, “ଆକେ ମରାଆ ଆରି ଆମର୍ ପାଇ ବାର୍ବାକେ ଚାଡିଦିଆସ୍ ।”
19 Dette var en som var kastet i fengsel for et oprør som hadde vært i byen, og for et mord.
୧୯ଏ ବାର୍ବା ବଲ୍ବା ଲକ୍, ସର୍କାରର୍ ବିରଦେ ବୁଲ୍ କରିରଇଲା ଆରି ଗଟେକ୍ ଲକ୍କେ ମାରି ରଇଲା । ସେଟାର୍ପାଇ ତାକେ ବନ୍ଦି କରିରଇଲାଇ ।
20 Pilatus talte da atter til dem, fordi han gjerne vilde gi Jesus fri.
୨୦ମାତର୍ ପିଲାତ୍ ଜିସୁକେ ଚାଡିଦେବାକେ ମନ୍କରି ତାର୍ ଲଗେ କାଇ ବୁଲ୍କଲାଟା ଡିସେନାଇ ବଲି ସେମନ୍କେ ତର୍କେ ତର୍ ବୁଜାଇଲା ।
21 Men de ropte til ham og sa: Korsfest, korsfest ham!
୨୧ମାତର୍ ଲକ୍ମନ୍ ବେସି ଆଉଲି ଅଇ, “ତାକେ କୁର୍ସେ ଚଗାଇ ମରାଆ! ତାକେ କୁର୍ସେ ଚଗାଇ ମରାଆ!”
22 Da sa han for tredje gang til dem: Hvad ondt har da denne mann gjort? Jeg har ikke funnet nogen dødsskyld hos ham; derfor vil jeg refse ham og så gi ham fri.
୨୨ତାର୍ପଚେ ପିଲାତ୍ ସେମନ୍କେ ଆଗେ ଦୁଇତର୍ ପାଚାର୍ଲାଟା ଚାଡି ଆରିତରେକ୍ ସମାନ୍ଟାସେ କଇଲା, “କାଇକେ? ସେ କାଇ ବୁଲ୍ କଲାଆଚେ ଜେ? ତାର୍ଟାନେ କାଇମିସା ମରନ୍ ପାଇବା ଡଣ୍ଡ୍ ଏତ୍କି ଦସ୍ ମିଲେ ନାଇ । ଏନ୍ତି ବଇଲେ ମିସା ତାକେ କର୍ଡା ମାଡ୍ ମାରି ଚାଡି ଦେବି ।”
23 Men de trengte på med stort skrik og krevde at han skulde korsfestes; og deres skrik fikk overhånd.
୨୩ମାତର୍ ଲକ୍ମନ୍ ଆରି ବେସି ଆଉଲିଅଇ ତର୍କେ ତର୍ “ତାକେ କୁର୍ସେ ଚଗାଇ ମରାଆ!” ବଲି ବାଦିଅ କଲାଇ । ସାରାସାରି ପଚେ ସେମନ୍ ଆଉଲିଅଇଲାଟା ଜିତ୍ଲା ।
24 Så felte da Pilatus den dom at det skulde skje som de krevde;
୨୪ତାର୍ ପଚେ ପିଲାତ୍ ଲକ୍ମନର୍ ଜାଇଟା କର୍ବାକେ ମନ୍ କଲାଇ, ସେ ଇସାବେ ଜିସୁକେ ମରନର୍ ଡଣ୍ଡ୍ ଦେବାକେ ରାଜି ଅଇଲା ।
25 og han gav den fri som var kastet i fengsel for oprør og mord, ham som de bad om; men Jesus overgav han til deres vilje.
୨୫ପଚେ ପିଲାତ୍ ଲକ୍ମନର୍ କଇବା ଇସାବେ, ବାର୍ବା ନାଉଁର୍ ଲକ୍ ଜେ କି, ଆଗ୍ତୁ ଗଟେକ୍ ଲକ୍କେ ମରାଇରଇଲା ଆରି ସର୍କାରର୍ ବିରୁଦେ ବୁଲ୍କାମ୍ କରି ବନ୍ଦି ଅଇରଇଲା, ତାକେ ମୁକ୍ଲାଇଲା । ଜିସୁକେ ତାକର୍ ମନ୍କଲା ଇସାବେ ଡଣ୍ଡ୍ ଦେବାକେ ସର୍ପିଦେଲା ।
26 Og da de førte ham bort, tok de fatt på en mann ved navn Simon, fra Kyrene, som kom fra landet, og de la korset på ham, forat han skulde bære det efter Jesus.
୨୬ସନିଅମନ୍ ଜିସୁକେ ଦାରିଜିବା ବେଲେ କୁରିଣିୟ ସିମନ୍ ନାଉଁର୍ ଲକ୍କେ ବେଟ୍ପାଇଲାଇ । ଜେ କି ଗାଏଁଅନି ଜିରୁସାଲାମେ ଆଇତେରଇଲା । ତାକେ ଅଟ୍କାଇକରି ଜିସୁ ବଇଲା କୁର୍ସ ଲାଦିଦେଲାଇ ଆରି ତାର୍ ପଚେ ଜିବାକେ ବାଦିଅ କଲାଇ ।
27 Og en stor mengde av folket fulgte ham og mange kvinner, som jamret sig og gråt over ham.
୨୭ଆରି ବେସି ଲକ୍ମନ୍ ଜିସୁର୍ ପଚେ ପଚେ ଜାଇତେ ରଇଲାଇ । ତେଇ କେତେଟା ବୁକେ ପିଟିଅଇ କାନ୍ଦ୍ବା ମାଇଜିମନ୍ ମିସା ରଇଲାଇ ।
28 Men Jesus vendte sig om til dem og sa: I Jerusalems døtre! gråt ikke over mig, men gråt over eder selv og over eders barn!
୨୮ମାତର୍ ଜିସୁ ସେମନର୍ ବାଟେ ପାସ୍ଲିକରି କଇଲା, ଏ ଜିରୁସାଲମ୍ ଗଡର୍ ମାଇଜିମନ୍, ମର୍ପାଇ କାନ୍ଦା ନାଇ । ମାତର୍ ନିଜର୍ ପାଇ ଆରି ନିଜର୍ ପିଲାମନର୍ ପାଇ କାନ୍ଦା ।
29 For se, de dager skal komme da de skal si: Salige er de ufruktbare og det liv som ikke fødte, og det bryst som ikke gav die.
୨୯କାଇକେବଇଲେ ଦେକା “ଜନ୍ ମାଇଜି ବାଞ୍ଜି ଆରି କେବେ ମିସା ଗାଗ୍ଡେ ନ ଅଇକରି ଆଚତ୍, ଆରି ଜେ କି କେବେ ମିସା ଦୁଦ୍ କୁଆଏ ନାଇ, ସେମନ୍ କେଡେକ୍ ନିକ କରମର୍ ଲକ୍!” ବଲି କଇବା ଦିନ୍ ଆଇଲାନି ।
30 Da skal de begynne å si til fjellene: Fall over oss! og til haugene: Skjul oss!
୩୦ସେବେଲାଇ ଲକ୍ମନ୍ ଡଙ୍ଗର୍ମନ୍କେ କଇବାର୍ ଦାର୍ବାଇ, ଆମର୍ ଉପ୍ରେ ଅଦ୍ରି ଦିଆସ୍ । କୁପ୍ଲିମନ୍କେ କଇବାର୍ ଦାର୍ବାଇ, ଆମ୍କେ ତପିଦିଆସ୍ ।
31 For gjør de så med det grønne tre, hvorledes skal det da gå det tørre?
୩୧କାଇକେ ବଇଲେ ଗଚ୍ କାଁଚାପତ୍ରିଆ ରଇଲା ବେଲେ, ଜଦି ଏ ସବୁ ଗଟ୍ନା ଗଟ୍ଲାନି ବଇଲେ ସେଟା ସୁକିଗାଲେ ଆରି କାଇଟା ଅଇସି ।
32 Også to andre, to ugjerningsmenn, blev ført bort med ham for å avlives.
୩୨ଜିସୁର୍ ସଙ୍ଗ୍ ଆରି ଦୁଇଟା ବଡ୍ ବୁଲ୍ କରିରଇବା ଲକ୍ମନ୍କେ ମିସା ମରାଇବାକେ ନେଲାଇ ।
33 Og da de var kommet til det sted som kalles Hodeskallen, korsfestet de der både ham og ugjerningsmennene, den ene på hans høire og den andre på hans venstre side.
୩୩ଆରି ସେମନ୍ କପ୍ରି ନାଉଁର୍ ଗଟେକ୍ ଜାଗାଇ କେଟିକରି ଜିସୁକେ ଆରି ଚର୍ମନ୍କେ, ତାର୍ ଡେବ୍ରି ବାଟେ ଗଟେକ୍ ଲକ୍କେ ଆରି ଉଜାବାଟେ ଗଟେକ୍ ଲକ୍କେ ଆତେ, ପାଦେ କୁଟିମାରି ଟେକିଦେଲାଇ ।
34 Men Jesus sa: Fader, forlat dem! for de vet ikke hvad de gjør. Og de delte hans klær mellem sig og kastet lodd om dem.
୩୪ସେବେଲା ଜିସୁ କଇଲା, “ଏ ବାବା ଏମନ୍କେ କେମା କରିଦିଆସ୍, କାଇକେ ବଇଲେ ଏମନ୍ କାଇଟା କଲାଇନି ସେଟା ନାଜାନତ୍ ।” ସେମନ୍ ଜିସୁର୍ ପଚିଆ ନେଇ କାକେ ମିଲ୍ସି ବଲି କେଡ୍ ପୁଟାଇଲାଇ ।
35 Og folket stod og så på; men rådsherrene spottet ham og sa: Andre har han frelst, la ham nu frelse sig selv dersom han er Guds Messias, den utvalgte!
୩୫ସବୁ ଲକ୍ମନ୍ ଟିଆଅଇ ଦେକ୍ବାବେଲେ ଜିଉଦି ନେତାମନ୍ ଜିସୁକେ କିଜାଇକରି ଆଁସ୍ଲାଇ ଆରି କଇଲାଇ “ସେ ବିନ୍ଲକ୍ମନ୍କେ ରକିଆ କଲା, ଜଦି ତୁଇ ପର୍ମେସର୍ ବାଚିପାଟାଇଲା କିରିସ୍ଟ ବଇଲେ ନିଜ୍କେ ରକିଆ କର ।”
36 Også stridsmennene hånte ham, de gikk bort til ham og rakte ham eddik og sa:
୩୬ଆରି ସନିଅମନ୍ ଜିସୁର୍ ଲଗେ ଆସିକରି ତାକେ ଗନ୍ଦ୍ବା ରସ୍ ଦେଇ କିଜାଇକରି କଇଲାଇ, ।
37 Er du jødenes konge, da frels dig selv!
୩୭“ତୁଇ ଜଦି ଜିଉଦି ଲକ୍ମନର୍ ରାଜା, ନିଜ୍କେ ରକିଆ କର୍ ।”
38 Men det var også satt en innskrift over ham: Dette er jødenes konge.
୩୮ଆରି ତାର୍ କୁର୍ସର୍ ଟିପେ ଏଟା ଜିଉଦିମନର୍ ରାଜା, ବଲି ଲେକି ଅଲାଇଦେଲାଇ ।
39 En av ugjerningsmennene som hang der, spottet ham og sa: Er ikke du Messias? Frels dig selv og oss!
୩୯ତେଇ ବଡ୍ ବୁଲ୍ କରି କୁର୍ସେ ଚଗାଇଅଇରଇବା ଗଟେକ୍ ଲକ୍ ଜିସୁକେ ନିନ୍ଦା କରି କଇଲା, “ତୁଇ ଜଦି ପର୍ମେସର ବାଚି ପାଟାଇଲା କିରିସ୍ଟ ରାଜା ଜିସୁ ବଇଲେ, ନିଜ୍କେ ରକିଆ କରି ଆମ୍କେ ମିସା ରକିଆ କର୍ ।”
40 Men den andre svarte og irettesatte ham og sa: Frykter du ikke engang for Gud, du som dog er under samme dom?
୪୦ମାତର୍ ଆରି ଗଟେକ୍ ଲକ୍ ତାକେ ଦମ୍କାଇ କରି କଇଲା, “ତୁଇ କାଇ ପର୍ମେସର୍କେ ଡରୁସ୍ ନାଇ କି? ତୁଇ ମିସା ତାର୍ପାରା ସମାନ୍ ଡଣ୍ଡ୍ ପାଇଲୁସ୍ନି କି ନାଇ?
41 Og vi med rette; for vi får igjen hvad våre gjerninger har forskyldt; men denne har ikke gjort noget galt.
୪୧ଆରି ଆମେ ବୁଲ୍କରି ନିୟମ୍ ଇସାବେ ଡଣ୍ଡ୍ ପାଇଲୁନି । ମାତର୍ ସେତା କାଇ ବୁଲ୍ କରେ ନାଇ ।”
42 Og han sa: Jesus! kom mig i hu når du kommer i ditt rike!
୪୨ଆରି ସେ ଜିସୁକେ, “ଏ ଜିସୁ, ତୁଇ ନିଜର୍ ରାଇଜେ ରାଜା ଅଇ ଆଇଲେ ମକେ ଏତାଆ ।”
43 Og han sa til ham: Sannelig sier jeg dig: Idag skal du være med mig i Paradis.
୪୩ଜିସୁ ତାକେ କଇଲା, “ମୁଇ ତକେ ସତ୍ କଇଲିନି, ଆଜିସେ ତୁଇ ମର୍ସଙ୍ଗ୍ ପାରଦେସେ ରଇସୁ ।”
44 Og det var omkring den sjette time, da blev det mørke over hele landet like til den niende time,
୪୪ସେବେଲେ ଆଡ୍ବେଲା ଅଇରଇଲା । ଆରି ବେଲର୍ ଉଜଲ୍ ଜାଉଁଲିଜାଇକରି, ତିନ୍ ଗଁଟା ଜାକ ଗୁଲାଇ ଦେସ୍ ଆନ୍ଦାର୍ ଅଇଗାଲା
45 og solen blev formørket, og forhenget i templet revnet midtefter.
୪୫ଆରି ଏଦେ ଦେକା! ମନ୍ଦିରର୍ ସୁକଲ୍ ଜାଗା, ବିନେ କର୍ବା ପାର୍ଦା ମଜାଇ ଦୁଇପଡା ଅଇ ଚିରିଅଇଲା ।
46 Og Jesus ropte med høi røst og sa: Fader! i dine hender overgir jeg min ånd! Og da han hadde sagt dette, utåndet han.
୪୬ଆରି ଜିସୁ ଆଉଲିଅଇ କଇଲା, “ଏ ବାବା, ମର୍ ଆତ୍ମା ତକେ ସର୍ପିଦେଲିନି ।” ଏତ୍କି କଉ କଉ ତାର୍ ଜିବନ୍ ଚାଡିଗାଲା ।
47 Men da høvedsmannen så det som skjedde, gav han Gud æren og sa: Sannelig, denne mann var rettferdig!
୪୭ରମିୟ ସନିଅମନର୍ ସେନାପତି ଏ ଗଟ୍ନା ଦେକି, ପର୍ମେସରର୍ ମଇମା କରି କଇଲା, “ସତଇସେ ଏ ଗଟେକ୍ ଦରମ୍ ଲକ୍ ରଇଲା ।”
48 Og alt folket som var kommet sammen for å se dette syn, slo sig for sitt bryst og vendte tilbake da de så hvad som skjedde.
୪୮ଆରି ଜନ୍ ଲକ୍ମନ୍ ଏ ଗଟ୍ନା ଦେକ୍ବାକେ ରୁଣ୍ଡିରଇଲାଇ ସେମନ୍ ସେଟା ସବୁ ଦେକି ଦୁକ୍କରି ବୁକେ ମାରିଅଇ ଗରେ ବାଅଡ୍ଲାଇ ।
49 Men alle hans kjenninger og de kvinner som hadde fulgt ham fra Galilea, stod langt borte og så dette.
୪୯ମାତର୍ ଜିସୁର୍ ଚିନାର୍ଜାନାର୍ ଲକ୍ମନ୍ ଆରି ଗାଲିଲିଅନି ଆସି ତାର୍ ପଚ୍ପଚ୍ ଆଇତେରଇବା ମାଇଜିମନ୍ ଦୁରିକେ ଟିଆଅଇ ଏ ସବୁ ଦେକ୍ତେ ରଇଲାଇ ।
50 Og se, det var en mann ved navn Josef, som var rådsherre, og en god og rettferdig mann -
୫୦ଆରି ଦେକା, ଆରାମାତିଆ ଗଡର୍ ଜିଉଦିମନର୍ ନେତା ଜସେପ୍ ନାଉଁର୍ ଗଟେକ୍ ଦରମ୍ ଆରି ମର୍ଜିତାର୍ ଲକ୍ ରଇଲା । ସେ ପର୍ମେସରର୍ ରାଇଜ୍ ଆସ ବଲି ଜାଗିରଇଲା ।
51 han hadde ikke samtykket i deres råd og gjerning - fra den jødiske by Arimatea, og han ventet på Guds rike;
୫୧ମାତର୍ ଆରାମାତିଆ ଗାଉଁର୍ ସେ ଲକ୍ ବଡ୍ସବାର୍ ଗଟେକ୍ ମେମର୍ ରଇଲେ ମିସା, ସେମନର୍ ନିଆଇ ଆରି କାମ୍ ସଙ୍ଗ୍ ରାଜିଅଇ ନ ରଇଲା । ଆରି ପର୍ମେସରର୍ ରାଇଜ୍ ଜାଗ୍ତେରଇଲା ।
52 han gikk til Pilatus og bad om Jesu legeme,
୫୨ସେ ପିଲାତର୍ ଲଗେ ଜାଇ ଜିସୁର୍ ମଲା ମଡ୍ ମାଙ୍ଗ୍ଲା ।
53 og han tok det ned og svøpte det i fint linklæde, og la det i en grav som var hugget i klippen, og som aldri nogen hadde ligget i.
୫୩ଜିସୁର୍ ମଡ୍ କୁର୍ସେଅନି ଉତ୍ରାଇ ଉଲ୍ଉଲା ପଚିଆଇ ଗୁଡିଆଇକରି ଜେନ୍ତିକି କେବେ କାକେ ନ ସଙ୍ଗଇରଇଲା, ଗଟେକ୍ ରାଙ୍ଗ୍ନି କାଟି ତିଆର୍କରି ରଇଲା ପାଆରେ ନେଇ ସଙ୍ଗଇଲାଇ ।
54 Det var beredelses-dagen, og sabbaten stundet til.
୫୪ସେ ଦିନ୍ ବିସ୍ରାମ୍ବାର୍ ଦିନ୍ ନ ଅଇରଇଲା, ସେ ଦିନ୍ କେଟି ଆଇତେରଇଲା ।
55 Men nogen kvinner som var kommet med ham fra Galilea, fulgte med, og de så graven, og hvorledes hans legeme blev lagt.
୫୫ଆରି ଗାଲିଲିଅନି ଜିସୁର୍ ସଙ୍ଗ୍ ରଇଲା ମାଇଜିମନ୍ ଜସେପର୍ ସଙ୍ଗ୍ ଜାଇକରି ପାଆର୍ ବିତ୍ରେ ଜିସୁର୍ ଗାଗଡ୍ କେନ୍ତି ସଙ୍ଗଇଲା ଆଚେ ବଲି ଦେକ୍ଲାଇ ।
56 Så vendte de tilbake og tilberedte velluktende urter og salver, og sabbaten over holdt de sig stille efter lovens bud.
୫୬ସେମନ୍ ବାଉଡିଜାଇ ବାସ୍ନା ଚିକନ୍ ଆରି ବାସ୍ନା ଦିନ୍ସୁ ତିଆର୍ କର୍ତେ ରଇଲାଇ । ସେ କାମ୍ ସାର୍ବାକେ ବିସ୍ରାମ୍ଦିନ୍ କେଟ୍ଲା । ଆରି ସେ ଦିନେ ମସାର୍ ନିୟମ୍ ଇସାବେ, ସେମନ୍ ବିସ୍ରାମ୍ କଲାଇ ।