< Lukas 20 >
1 Og det skjedde en av dagene mens han lærte folket i templet og forkynte evangeliet, da stod yppersteprestene og de skriftlærde frem sammen med de eldste
୧ଦିନେକ୍ ଜିସୁ ମନ୍ଦିରେ ଲକ୍ମନ୍କେ ମାପ୍ରୁର୍ ନିମାନ୍ କାତାର୍ ସିକିଆ ଦେଇତେରଇଲା । ସେବେଲାଇ ମୁକିଅ ପୁଜାରିମନ୍, ନିୟମ୍ ସିକାଇଦେବା ଲକ୍ମନ୍ ଆରି ପାର୍ଚିନ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ ।
2 og sa til ham: Si oss: Med hvad myndighet gjør du dette, eller hvem er det som har gitt dig denne myndighet?
୨“ତୁଇ କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲୁସ୍ନି? କେ ତକେ ଏ ଅଦିକାର୍ ଦେଲା? ଆମ୍କେ କ ।”
3 Men han svarte og sa til dem: Også jeg vil spørre eder om en ting; si mig:
୩ମାତର୍ ଜିସୁ କଇଲା, “ମୁଇ ମିସା ତମ୍କେ ଗଟେକ୍ କାତା ପାଚାର୍ବି, ତମେ ମକେ କୁଆ ।
4 Johannes' dåp, var den fra himmelen eller fra mennesker?
୪ଜଅନ୍ କାର୍ ଅଦିକାର୍ ମିଲାଇ ଲକ୍ମନ୍କେ ଡୁବନ୍ ଦେଇତେ ରଇଲା? ସରଗର୍ ପର୍ମେସର୍ ଦେଲାଟାନେ ଅନି କି, ଲକ୍ମନର୍ଟାନେ ଅନି?”
5 Men de samrådde sig med hverandre og sa: Sier vi: Fra himmelen, da sier han: Hvorfor trodde I ham da ikke?
୫ସେବେଲାଇ ସେମନ୍ ନିଜର୍ ନିଜର୍ ବିତ୍ରେ ଦଦାପେଲା ଅଇଲାଇ । ଜଦି ଜଅନର୍ ଡୁବନ୍ ସର୍ଗେଅନି ବଲି କଇଲେ, କାଇକେ ତାକେ ବିସ୍ବାସ୍ କରାସ୍ ନାଇ? ବଲି କଇବାଇ ।
6 Men sier vi: Fra mennesker, da stener hele folket oss; for de tror fullt og fast at Johannes var en profet.
୬ମାତର୍ ଆମେ ଲକ୍ମନର୍ତେଇଅନି ବଲି କଇଲେ ସବୁ ଲକ୍ ଆମ୍କେ ପାକ୍ନା ମାର୍ବାଇ । କାଇକେ ବଇଲେ, ଜଅନ୍ ସତଇସେ ପର୍ମେସରର୍ତେଇ ଅନି ଆଇଲା ବବିସତ୍ବକ୍ତା ବଲି ଆମର୍ ଜିଉଦି ଲକ୍ମନ୍ ବିସ୍ବାସ୍ କଲାଇନି ।
7 Og de svarte at de ikke visste hvor den var fra.
୭ଏଟା ବାବିକରି ସେମନ୍ “ଆମେ ନାଜାନୁ ।” ବଲି କଇଲାଇ ।
8 Da sa Jesus til dem: Så sier heller ikke jeg eder med hvad myndighet jeg gjør dette.
୮ଆରି ଜିସୁ ସେମନ୍କେ କଇଲା, “ଏନ୍ତି ବଇଲେ ମୁଇ ମିସା କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲିନି, ସେଟା ତମ୍କେ ନ କଇ ।”
9 Han begynte da å si denne lignelse til folket: En mann plantet en vingård og leide den ut til vingårdsmenn og drog utenlands for lange tider.
୯ତାର୍ ପଚେ ଜିସୁ ଲକ୍ମନ୍କେ ବୁଜାଇବାକେ ଗଟେକ୍ କାତାନି କଇଲା । “ଗଟେକ୍ ଲକ୍ ତାର୍ ପଦାଇ ଅଙ୍ଗୁର୍ ତାସ୍ କରି, କେତେଟା ତାସିକେ ଆଦିବାଗ୍ କର୍ବାକେ ଦେଲା । ଦେଇକରି ସେ ବେସି ଦିନର୍ ପାଇ ଗଟେକ୍ ଦୁର୍ ଦେସେ ରଇବାକେ ଉଟିଗାଲା ।
10 Og da tiden kom, sendte han en tjener til vingårdsmennene, forat de skulde gi ham av vingårdens frukt; men vingårdsmennene slo ham, og lot ham gå bort med tomme hender.
୧୦ଆରି ଅଙ୍ଗୁର୍ ତଲ୍ବାବେଲା କେଟ୍ଲାକେ ସାଉକାର୍ ତାର୍ ଗଟେକ୍ ଦାଙ୍ଗ୍ଡାକେ ତାର୍ ବାଗ୍ ମାଙ୍ଗି ଆନ୍ବାକେ ପାଟାଇଲା । ମାତର୍ ସେ ଲକ୍ମନ୍ ତାର୍ ବାଗ୍ ନ ଦେଇ ତାର୍ ଦାଙ୍ଗ୍ଡାକେ କୁଟ୍କୁଟା ମାରି ଚୁଚା ଆତେ ପାଟାଇଦେଲାଇ ।
11 Og han blev ved og sendte en annen tjener; men de slo også ham og hånte ham og lot ham gå bort med tomme hender.
୧୧ତାର୍ ପଚେ ସେ ଆରି ଗଟେକ୍ ଦାଙ୍ଗ୍ଡାକେ ପାଟାଇଲା । ସେମନ୍ ତାକେ ମିସା ମାରିକରି ନିନ୍ଦା କାତା କଇ, ଲାଜ୍ କରାଇକରି ଚୁଚା ଆତେ ପାଟାଇ ଦେଲାଇ ।
12 Og han blev ved og sendte en tredje; men de slo også ham til blods og kastet ham ut.
୧୨ତାର୍ ପଚେ ସାଉକାର୍ ଆରି ଗଟେକ୍ ଦାଙ୍ଗ୍ଡାକେ ସେମନର୍ ଲଗେ ପାଟାଇଲା । ମାତର୍ ସେ ଦାଙ୍ଗ୍ଡାକେ ମିସା ରଗ୍ରଗା ଅଇତେ ମାରି କେଦିଦେଲାଇ ।”
13 Da sa vingårdens herre: Hvad skal jeg gjøre? Jeg vil sende min sønn, den elskede; de vil da vel undse sig for ham.
୧୩ତାର୍ ପଚେ ସାଉକାର୍ ମନେ ମନେ ବାବ୍ଲା, “ଏବେ ମୁଇ କାଇଟା କର୍ବି? ମୁଇ ବେସି ଆଲାଦ୍ କର୍ବା ମର୍ ପିଲାକେ ପାଟାଇବି । ବାଇଦରେ ସେମନ୍ ତାକେ ମାନ୍ବାଇ ।”
14 Men da vingårdsmennene fikk se ham, la de op råd med hverandre og sa: Dette er arvingen; la oss slå ham ihjel, så arven kan bli vår!
୧୪ମାତର୍ ସେମନ୍ ସେ ପିଲା ଆଇବାଟା ଦେକିକରି ତାକର୍ ବିତ୍ରେ କାତାଅଇଲାଇ, “ଏଟାସେ ସେ ସାଉକାରର୍ ପିଲା, ଆମେ ଆକେ ମରାଇଦେଲେ ଏ ସବୁ ଦନ୍ ଆମର୍ ଅଇଜାଇସି ।
15 Og de kastet ham ut av vingården og slo ham ihjel. Hvad skal nu vingårdens herre gjøre med dem?
୧୫ଆରି ସେମନ୍ ସାଉକାରର୍ ପିଲାକେ ବାଇରେ ନେଇ ମାରି ମରାଇଦେଲାଇ । ଏନ୍ତି ବଇଲେ ସାଉକାର୍ ସେ ଲକ୍ମନ୍କେ କାଇଟା କରିରଇସି?
16 Han skal komme og drepe disse vingårdsmenn og overgi vingården til andre. Da de hørte det, sa de: Det må aldri skje!
୧୬ମୁଇ ତମ୍କେ କଇଲିନି, ସେ ଆସିକରି ସେ ଲକ୍ମନ୍କେ ମରାଇ ଦେଇସି । ଆରି ବଡ୍ ବିନ୍ଲକ୍ମନ୍କେ ଆଦିବାଗ୍ କର୍ବାକେ ଦେଇସି ।” ମାତର୍ କାତାନି ସୁନ୍ତେ ରଇଲା ଲକ୍ମନ୍ କଇଲାଇ, “ଏନ୍ତାର୍ କେବେ ମିସା ନଅ ।”
17 Men han så på dem og sa: Hvad er da dette som er skrevet: Den sten som bygningsmennene forkastet, den er blitt hjørnesten?
୧୭ମାତର୍ ଜିସୁ ଲକ୍ମନ୍କେ ନିକ ଦେକିକରି କଇଲା, “ଏନ୍ତି ବଇଲେ ପର୍ମେସରର୍ ସାସ୍ତରେ ଲେକାଅଇଲା ଅରତ୍ କାଇଟା? ଗର୍ବାନ୍ଦ୍ବା ଲକ୍ମନ୍ ଜନ୍ ପାକ୍ନା ‘ନଏଁ’ ବଲି ଚାଡି ଦେଇରଇଲାଇ ସେ ପାକ୍ନାସେ ଗର୍ କନର୍ ମୁଲ୍ ପାକ୍ନା ଅଇଲା ।
18 Hver den som faller på denne sten, han skal knuses; men den som den faller på, ham skal den smuldre til støv.
୧୮ଜନ୍ ଲକ୍ମନ୍ ସେ ପାକ୍ନା ଉପ୍ରେ ଅଦର୍ବାଇ, ସେମନ୍ କଣ୍ଡ୍ କଣ୍ଡ୍ ଅଇଜିବାଇ, ଆରି ସେ ପାକ୍ନା ଜାର୍ ଉପ୍ରେ ଅଦର୍ସି, ସେ ବିଲି ଆଜିଜାଇସି ।”
19 Og de skriftlærde og yppersteprestene søkte å få lagt hånd på ham i samme stund; men de fryktet for folket; for de skjønte at det var om dem han hadde sagt denne lignelse.
୧୯ସେବେଲା ସାସ୍ତର୍ ସିକାଉମନ୍ ଆରି ମୁକିଅ ପୁଜାରିମନ୍ ଜିସୁର୍ କାତାନି ସୁନି, ତାକେ ଦାପ୍ରେ ବନ୍ଦି କର୍ବାକେ ବାଟ୍ କଜ୍ତେ ରଇଲାଇ । କାଇକେ ବଇଲେ ଜିସୁ କଇବା ଅଙ୍ଗୁର୍ ବାଡର୍ କାତା, ସେମନର୍ ବିସଇନେଇ କଇଲାନି ବଲି ବୁଜ୍ଲାଇ । ମାତର୍ ସେମନ୍ ଲକ୍ମନ୍କେ ଡର୍ତେ ରଇଲାଇ ।
20 Og efterat de nogen tid hadde voktet på ham, sendte de lurere, som lot som de var rettferdige, for å fange ham i ord, så de kunde overgi ham til øvrigheten og til landshøvdingens makt.
୨୦ସେଟାର୍ପାଇ ସେମନ୍ ତାର୍ ବୁଲ୍ ଦାର୍ବାକେ ଗଟେକ୍ ସୁଜଗ୍ କଜ୍ତେ ରଇଲାଇ । ସେମନ୍ କେତେଟା ଚର୍ମନ୍କେ ଲାଁଚ୍ଦେଇ ଦରମ୍ ଲକ୍ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍ ଟଣ୍ଡେଅନି ବୁଲ୍କାତା ବାର୍କରାଇ, ଦସ୍ ଦାରି, ରମିୟ ସାସନ୍କାରିଆକେ ସର୍ପି ଦେବାକେ ମନ୍କର୍ତେ ରଇଲାଇ ।
21 Og de spurte ham og sa: Mester! vi vet at du taler og lærer rett og gjør ikke forskjell på folk, men lærer Guds vei i sannhet;
୨୧ସେଟାର୍ପାଇ ସେ ଚର୍ମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ତମେ ଟିକ୍ କଇଲାସ୍ନି ଆରି ଟିକ୍ ସିକାଇଲାସ୍ନି ବଲି ଆମେ ଜାନିଆଚୁ । କାର୍ବାଟେ ନ ଅଇ ଲକ୍ମନର୍ ଜିବନର୍ପାଇ ପର୍ମେସରର୍ ସତ୍ ବିସଇସେ ସିକାଇଲୁସ୍ନି ।
22 er det oss tillatt å gi keiseren skatt, eller ikke?
୨୨ଏବେ ତୁଇ ଆମ୍କେ କଅ, ରମିୟ ସର୍କାରର୍ ରାଜା କାଇସର୍କେ ସିସ୍ତୁ ଦେବାଟା ଆମର୍ ନିୟମ୍ ଇସାବେ ଟିକ୍ କି ନାଇ?”
23 Men han merket deres list og sa til dem:
୨୩ମାତର୍ ଜିସୁ ସେମନର୍ ମନ୍ବିତ୍ରର୍ କାତା ଜାନିକରି କଇଲା,
24 Vis mig en penning! Hvis billede og påskrift har den? De svarte: Keiserens.
୨୪“ମକେ ଗଟେକ୍ ରମିୟ ସର୍କାରର୍ ଅଦ୍ଲି ଡାବୁ ଦେକାଆ । ତେଇ କାର୍ ମୁର୍ତି ଆରି କାର୍ ନାଉଁ ଆଚେ?” “କାଇସରର୍ ମୁର୍ତି ଆରି ନାଉଁ ଆଚେ ।” ବଲି ସେମନ୍ କଇଲାଇ ।
25 Da sa han til dem: Så gi da keiseren hvad keiserens er, og Gud hvad Guds er!
୨୫“ସେନ୍ତାର୍ ରଇଲେ ଜନ୍ଟା କାଇସରର୍ଟା ସେଟା କାଇସର୍କେ ଦିଆସ୍, ଜନ୍ଟା ପର୍ମେସରର୍ଟା ସେଟା ପର୍ମେସର୍କେ ଦିଆସ୍ ।” ବଲି କଇଲା ।
26 Og de var ikke i stand til å fange ham i ord i folkets påhør, og de undret sig over hans svar, og tidde.
୨୬ଏ କାତା ସୁନି ସବୁଲକର୍ ମୁଆଟେ ସେମନ୍ ଜିସୁର୍ ବୁଲ୍ ଦାର୍ବାର୍ ନାପାର୍ଲାଇ । ଆରି ଜିସୁର୍ କାତା ସୁନି ସେମନ୍ କାବାଅଇଜାଇ, ଚୁପ୍ଅଇ ରଇଲାଇ ।
27 Men det kom nogen av sadduseerne til ham, de som nekter at det er nogen opstandelse, og de spurte ham og sa:
୨୭ତାର୍ ପଚେ କେତେଟା ସାଦୁକି ଲକ୍ମନ୍ ଜିସୁର୍ ଲଗେ ଗାଲାଇ । ସେମନ୍, ମଲା ଲକ୍ମନ୍ ଆରି ତରେକ୍ ଜିବନ୍ଅଇ ଉଟ୍ବା ବିସଇ ବିସ୍ବାସ୍ ନ କର୍ତେ ରଇଲାଇ ।
28 Mester! Moses har foreskrevet oss at når en manns gifte bror dør og ikke har barn, da skal hans bror ta hans hustru til ekte og opreise sin bror avkom.
୨୮ସେମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ମସା ଆମର୍ ପାଇ ଏନ୍ତି ନିୟମ୍ ଲେକିଆଚେ ଜେ, ଗଟେକ୍ ଲକ୍ ବିବାଅଇ ପିଲାଟକି ନ ଅଇତେ ମରିଗାଲେ ତାର୍ ବାଇ ସେ ରାଣ୍ଡିମାଇଜିକେ ସଙ୍ଗଇସି । ଆରି ପିଲାଟକି ଅଇଲେ ତାର୍ ବଡ୍ବାଇର୍ କୁଟୁମ୍ ରକିଆ ଅଇସି ।
29 Nu var det syv brødre; og den første tok sig en hustru og døde barnløs.
୨୯ଏନ୍ତି ସାତ୍ବାଇ ରଇଲାଇ । ପର୍ତୁମ୍ ବାଇ ବିବା ଅଇ ପିଲାଟକି ନଇତେ ମରିଗାଲା ।
୩୦ତାର୍ ପଚେ ବଡ୍ମଜିଆ ରାଣ୍ଡିମାଇଜିକେ ସଙ୍ଗଇଲା । ମାତର୍ ସେ ମିସା ପିଲାଟକି ନଇତେ ମରିଗାଲା ।
31 og den tredje tok henne, og likeså alle syv; de efterlot ikke barn, og døde.
୩୧ତାର୍ ପଚେ ମଜିଆବାଇ ରାଣ୍ଡିମାଇଜିକେ ସଙ୍ଗଇଲାକେ ପିଲାଟକି ନଇତେ ମରିଗାଲା । ସେନ୍ତି ସେ ରାଣ୍ଡିମାଇଜିକେ ସାତ୍ ବାଇ ଜାକ ସଙ୍ଗଇ ପିଲାଟକି ନଇତେ ମରିଗାଲାଇ ।
32 Til sist døde også kvinnen.
୩୨ସାରାସାରି ପଚେ ସେ ମିସା ମରିଗାଲା ।
33 Hvem iblandt dem skal nu få kvinnen til hustru i opstandelsen? for alle syv har jo hatt henne til hustru.
୩୩ଏନ୍ତି ବଇଲେ ମଲାତେଇଅନି ଉଟ୍ଲା ପଚେ ସେ କାର୍ ମାଇଜି ଅଇସି? କାଇକେ ବଇଲେ ସେମନ୍ ସାତ୍ ଲକ୍ଜାକ ତାକେ ସଙ୍ଗଇ ରଇଲାଇ ।”
34 Og Jesus sa til dem: Denne verdens barn tar til ekte og gis til ekte; (aiōn )
୩୪ଜିସୁ ସେମନ୍କେ କଇଲା, “ଏ ଜୁଗର୍ ମାଇଜି ମନସ୍ ବିବା ଅଇବାଇ, (aiōn )
35 men de som aktes verdige til å få del i hin verden og i opstandelsen fra de døde, de hverken tar til ekte eller gis til ekte; (aiōn )
୩୫ମାତର୍ ଜନ୍ ମାଇଜିମନସ୍ ମଲାଟାନେଅନି ଉଟି, ଆଇବା ଜଗତେ ଜିଇବା କାଇବାକେ ବାଚିଅଇଆଚତ୍, ସେମନ୍ ବିବା ନ ଅଅତ୍ । (aiōn )
36 for de kan ikke mere dø, for de er englene like og er Guds barn, idet de er opstandelsens barn.
୩୬ସେମନ୍ ପର୍ମେସରର୍ ଦୁତ୍ମନର୍ପାରା ଅଇ ଆରି କେବେମିସା ନ ମରତ୍ । ପଚେ ମଲାଟାନେଅନି ଉଟି ପର୍ମେସରର୍ ପିଲାଟକି ଅଇ ରଇବାଇ ।
37 Men at de døde står op, det har også Moses gitt til kjenne, der hvor det tales om tornebusken, når han kaller Herren Abrahams Gud og Isaks Gud og Jakobs Gud;
୩୭ମସା ବଲ୍ କରି ବୁଜାଇ ଦେକାଇଦେଇ ଆଚେ । ମଲା ଲକ୍ମନ୍ ଜିବନ୍ ଅଇ ଉଟ୍ବାଇ । ଲାଗ୍ତେ ରଇବା ବୁଟାର୍ କାତାଇ, ମସା ଅବ୍ରାଆମର୍ ପର୍ମେସର୍, ଇସାକର୍ ପର୍ମେସର୍ ଆରି ଜାକୁବର୍ ପର୍ମେସର୍ ବଲି ପର୍ମେସର୍କେ ଜାନାଇ ଆଚେ ।
38 men han er ikke de dødes Gud, men de levendes; for de lever alle for ham.
୩୮ପର୍ମେସର୍ ମଲା ଲକ୍ମନର୍ ମାପ୍ରୁ ନଏଁ, ଜିବନ୍ ରଇଲା ଲକ୍ମନର୍ ମାପ୍ରୁ । ପର୍ମେସରର୍ ଦେକ୍ବା ଇସାବେ ତେଇ ସେମନ୍ ସବୁ ଲକ୍ ଜିବନ୍ ଅଇଆଚତ୍ ।”
39 Da svarte nogen av de skriftlærde og sa: Mester! du taler vel.
୩୯ତାର୍ ପଚେ କେତେଟା ସାସ୍ତର୍ ସିକାଉମନ୍ “ଏ ଗୁରୁ ତୁଇ ବଡେ ନିକସଙ୍ଗ୍ ଉତର୍ ଦେଇଆଚୁସ୍!” ବଲି ଜିସୁକେ କଇଲାଇ ।
40 For de vågde ikke mere å spørre ham om noget.
୪୦କାଇକେବଇଲେ ଜିସୁକେ ଆରି କେ ମିସା ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।
41 Men han sa til dem: Hvorledes kan det sies at Messias er Davids sønn?
୪୧ତାର୍ ପଚେ ଜିସୁ ତାର୍ କାତା ସୁନ୍ବା ଲକ୍ମନ୍କେ ପାଚାର୍ଲା, “ପର୍ମେସର ବାଚିପାଟାଇଲା କିରିସ୍ଟ ଦାଉଦ୍ ରାଜାର୍ ନାତିତିତି ବଲି ଲକ୍ମନ୍ କାଇକେ କଇଲାଇନି?”
42 David selv sier jo i Salmenes bok: Herren sa til min herre: Sett dig ved min høire hånd,
୪୨କାଇକେ ବଇଲେ ଦାଉଦ୍ ରାଜା ଗିତ୍ସଙ୍ଗିତା ବଇତେଇ ନିଜେ ଏନ୍ତି ଲେକି ଆଚେ, ପର୍ମେସର୍ ମର୍ ମାପ୍ରୁକେ କଇଲା,
43 til jeg får lagt dine fiender til skammel for dine føtter!
୪୩ମୁଇ ତର୍ ବିରଦିମନ୍କେ ଆରାଇକରି ତର୍ ପାଦ୍ତଲେ ସଙ୍ଗଇବା ପିଡାପାରା ନ କର୍ବା ଜାକ, ତୁଇ ମର୍ ଉଜାବାଟେସେ ବସି ର ।
44 David kaller ham altså herre; hvorledes kan han da være hans sønn?
୪୪ଜଦି ଦାଉଦ୍ ରାଜା କିରିସ୍ଟକେ ମାପ୍ରୁ ବଲି ଡାକି ରଇଲେ ଆରି କିରିସ୍ଟ କେନ୍ତି ଦାଉଦ୍ ରାଜାର୍ ନାତିତିତି ଅଇସି? ବଲି ପାଚାର୍ଲା ।
45 Men i hele folkets påhør sa han til sine disipler:
୪୫ସେବେଲା ସବୁ ଲକ୍ମନ୍ ଜିସୁ ସିକାଇବା ବିସଇ ସୁନ୍ତେ ରଇଲାବେଲେ, ସେ ତାର୍ ସିସ୍ମନ୍କେ କଇଲା,
46 Vokt eder for de skriftlærde, som gjerne vil gå i side klær og gjerne vil la sig hilse på torvene og ha de øverste seter i synagogene og sitte øverst ved gjestebudene;
୪୬“ନିୟମ୍ ସିକାଇବା ଲକ୍ମନର୍ତେଇଅନି ଜାଗ୍ରତ୍ ରୁଆ । ସେମନ୍ ନିମାନ୍ ପଚିଆ ପିନ୍ଦି ବୁଲ୍ବାକେ ମନ୍ କର୍ବାଇ । ଆଟେବାଟେ ଜୁଆର୍ ପାଇବାକେ, ପାର୍ତନା ଗରର୍ ମୁକିଆ ଜାଗାଇ ବସ୍ବାକେ, ଆରି ବଜିତେଇ ସବୁ ଲକର୍ଟାନେଅନି ଆଗ୍ତୁ ବସ୍ବାକେ ମନ୍ କର୍ବାଇ ।
47 de som opeter enkers hus og for et syns skyld holder lange bønner! Disse skal få dess hårdere dom.
୪୭ସେମନ୍ ଲାଜ୍ ନଅଇ ରାଣ୍ଡି ମାଇଜିମନ୍କେ ନାଡାଇକରି ସେମନର୍ ଦନ୍ସଁପତି ଜୁରି ନେବାଇ । ମାତର୍ ସେମନ୍ ନିମାନ୍ ଲକର୍ପାରା ଦେକାଇଅଇବାଇ । ଆରି ଲକ୍ମନର୍ ମୁଆଟେ ବେସି ଲମାଇକରି ପାର୍ତନା କର୍ବାଇ । ଏନ୍ତାରି ଲକ୍ମନ୍କେ ପର୍ମେସର ବେସି ବଡ୍ ଡଣ୍ଡ୍ ଦେଇସି ।”