< Isambulo 2 >
1 Kuso isithunywa sebandla leEfesu bhala uthi: Lezizinto uyazitsho lowo ophethe inkanyezi eziyisikhombisa esandleni sakhe sokunene, ohamba phakathi kweziqobane zezibane zegolide eziyisikhombisa,
୧ସେ କଇଲା, ଏପିସସ୍ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମର୍ଟାନେଅନି ପାଟାଇଲିନି । ସାତ୍ଟା ତାରାକେ ମୁଇ ମର୍ ଉଜାବାଟେ ଦାରିରଇବି । ସାତ୍ଟା ସୁନାର୍ ବତିଡାଣ୍ଡି ମଜାଇ ଇଣ୍ଡ୍ତେରଇବି ।
2 uthi: Ngiyayazi imisebenzi yakho, lomsebenzi wakho onzima, lokubekezela kwakho, lokuthi ungebamele ababi, lokuthi ubahlolile labo abazithi bangabaphostoli kodwa bengeyisibo, wasubathola bengabaqambimanga,
୨ମୁଇ ତମର୍ ଚଲାଚଲ୍ତି ଜାନି । ତମେ ଆବଡ୍ ଅଇ ପାଇଟି କର୍ବାଟା ଆରି ଦୁକ୍ କସ୍ଟ ଆଇଲେ ମିସା ମୁର୍ଚି କରି ରଇବାଟା ମୁଇ ଜାନି । କରାପ୍ ଲକର୍ କାମ୍ ତମ୍କେ ସାର୍ଦା ନ କରାଏ ବଲି ମୁଇ ଜାନି । ଜନ୍ ଲକ୍ମନ୍ ଆମେ ପେରିତ୍ସିସ୍ ବଲି ନାଡାଇଲାଇନି, ସେମନ୍ ସତ୍ କି ମିଚ୍ ବଲି ତମେ ପରିକା କରିଆଚାସ୍ । ସେମନ୍ ମିଚ୍ କଇଲାଇନି ବଲି ତମେ ଜାନିଆଚାସ୍ ।
3 wasuthwala, ulokubekezela, wakhuthala ngenxa yebizo lami, kawudinwanga.
୩ଦୁକ୍ କସ୍ଟ ଆଇଲେ ମିସା ମର୍ ଲାଗି ମୁର୍ଚିକରି ରଇଲାସ୍ନି । ଆରି ବିସ୍ବାସ୍ ଚାଡାସ୍ନାଇ ।
4 Kodwa ngilokumelene lawe ukuthi udelile uthando lwakho lwakuqala.
୪ମାତର୍ ତମର୍ ଚଲାଚଲ୍ତିତେଇ ମକେ ଗଟେକ୍ ବିସଇ ବଲ୍ ନ ଲାଗେ । ସେଟା ଅଇଲାନି ଆଗେ ତମେ ମକେ ଜେନ୍ତି ଆଲାଦ୍ କର୍ତେରଇଲାସ୍, ଏବେ ସେନ୍ତାରି କରାସ୍ ନାଇ ।
5 Ngakho khumbula lapho owe khona, ubusuphenduka wenze imisebenzi yakuqala; uba kungenjalo, ngizakuza kuwe ngokuphangisa, ngizasusa isiqobane sesibane sakho endaweni yaso, uba ungaphenduki;
୫ମର୍ପାଇ ରଇବା ଡାଟ୍ ଆଲାଦ୍ ମନେ ଏତାଆ । ପାପେଅନି ବାଉଡା । ଆରି ଆଗ୍ତୁ କର୍ତେରଇବା ନିକ କାମ୍ମନ୍ କରା । କାଇକେବଇଲେ ତମେ ପାପେଅନି ନ ବାଅଡ୍ଲେ, ମୁଇ ତମର୍ଟାନେ ଆଇବି ଆରି ତମର୍ ବତିଡାଣ୍ଡି ଗଟେକ୍ ଜାଗାଇଅନି ଆରି ଗଟେକ୍ ଜାଗାଇ ଗୁଚାଇଦେବି ।
6 kanti ulalokhu ukuthi uyayizonda imisebenzi yamaNikolayitha, engiyizondayo lami.
୬ମାତର୍ ତମର୍ ଗଟେକ୍ ବିସଇ ମକେ ନିକ ଲାଗ୍ସି । ତମେ ନିକଲାତିଅର୍ ଲକ୍ମନ୍ କର୍ବା କାମ୍ ଗିନ୍ କର୍ସା । ଜନ୍ଟାକି ମୁଇମିସା ବେସି ଗିନ୍ କର୍ବି ।
7 Lowo olendlebe kezwe lokho akutshoyo uMoya emabandleni. Onqobayo ngizamnika ukuthi adle okwesihlahla sempilo esiphakathi kweParadise likaNkulunkulu.
୭ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ଦିଆନ୍ ଦେଇକରି ସୁନା । ଜେ ଜିତ୍ସି, ତାକେ ମୁଇ ପର୍ମେସରର୍ ବାଡେ ପଲିରଇବା ଜିବନ୍ ଗଚର୍ ପଲ୍ କାଇବାକେ ଦେବି ।
8 Lakuso isithunywa sebandla leSemerna bhala uthi: Lezizinto utsho owokuqala lowokucina, owayefile njalo uyaphila:
୮ସୁମର୍ନା ମଣ୍ଡଲିକେ ଦେକାରକା କର୍ତେରଇବା ଦୁତ୍କେ ଲେକା । ଏ କବର୍ ମର୍ଟାନେଅନି ପାଟାଇଲିନି । ଆରାମେଅନି ସବୁ ବିସଇ କର୍ବା ଲକ୍ ମୁଇ ଆରି ସାରାଇବା ଲକ୍ ମିସା ମୁଇସେ । ମୁଇ ମରିରଇଲି ଆରି ଜିବନ୍ ଅଇକରି ଉଟ୍ଲି ।
9 Ngiyayazi imisebenzi lokuhlupheka lobuyanga bakho (kanti unothile) lenhlamba yalabo abathi bangamaJuda, kanti bengeyisiwo, kodwa belisinagoge likaSathane.
୯ତମର୍ ଦୁକ୍କସ୍ଟ ମୁଇ ଜାନି । ତମେ ଅର୍କିତ୍ ବଲି ମୁଇ ଜାନି । ମାତର୍ ସତଇସେ ତମେ ସାଉକାର୍ ଲକ୍ । ଜିଉଦିମନ୍ ତମର୍ କାରାପ୍ ବିସଇ କଇଲାଇନି ବଲି ମୁଇ ଜାନି । ମାତର୍ ସେମନ୍ ଆମେ ଜିଉଦି ବଲି କଇଲେମିସା ସତ୍ସେ ସେମନ୍ ପର୍ମେସରର୍ ଲକ୍ ନଅତ୍ । ମାତର୍ ସଇତାନ୍ ଦଲର୍ ଲକ୍ ।
10 Ungesabi lutho lwalezozinto ozahlupheka ngazo; khangela udiyabhola uzaphosela abanye kini entolongweni, ukuze lilingwe; futhi lizakuba lenhlupheko insuku ezilitshumi. Bana ngothembekileyo kuze kube sekufeni, njalo ngizakunika umqhele wempilo.
୧୦ତମେ ଜେତ୍କି ଦୁକ୍ କସ୍ଟ ମୁର୍ଚିକରି ରଇବାକେ ଗାଲାସ୍ନି, ସେ ବିସଇ ଚିନ୍ତା କରି ଡରାନାଇ । ସୁନା ତମ୍କେ ସଇତାନ୍ ବନ୍ଦିଗରେ ପାକାଇକରି ପରିକା କର୍ସି, ଦସ୍ଦିନ୍ ଜାକ ତମେ କସ୍ଟେ ରଇସା । ମାତର୍ ମର୍ବାକେ ପଡ୍ଲେ ମିସା ମକେ ବିସ୍ବାସ୍ କରି ରୁଆ । ଆରି ଇନାମ୍ ଇସାବେ ତମ୍କେ ନ ସାର୍ବା ଜିବନ୍ ଦେବି ।
11 Olendlebe kezwe lokho akutshoyo uMoya emabandleni. Onqobayo kasoze alinyazwa yikufa kwesibili.
୧୧ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା । ଜନ୍ ଲକ୍ କାରାପ୍କେ ଆରାଇକରି ଜିତ୍ସି, ପଚର୍ ମରନେ ସେମନ୍ ଡଣ୍ଡ୍ ନ ପାଅତ୍ ।
12 Lakuso isithunywa sebandla elisePergamo bhala uthi: Lezizinto utsho lowo olenkemba ebukhali inhlangothi zombili:
୧୨ପର୍ଗାମ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମର୍ଟାନେଅନି ପାଟାଇଲିନି । ଦୁଇବାଟେ ଦାର୍ ରଇବା ଲାଗନ୍ କାଣ୍ଡା ମର୍ଟାନେ ଆଚେ ।
13 Ngiyayazi imisebenzi yakho, lalapho ohlala khona, lapho okukhona isihlalo sobukhosi sikaSathane; njalo ugcinile ibizo lami, kawuphikanga ukholo lwami, ngitsho ensukwini zikaAntipasi, umfakazi wami othembekileyo, owabulawelwa phakathi kwenu, lapho uSathane ahlala khona;
୧୩ତମେ ଜନ୍ ନଅରେ ରଇଲାସ୍ନି, ସେଟା ସଇତାନର୍ ସାସନର୍ ଜାଗା ବଲି ମୁଇ ଜାନି । ମାତର୍ ସେନ୍ତାର୍ ଅଇଲେମିସା, ତମେ ମକେ ବିସ୍ବାସ୍ କଲାସ୍ନି । ବିସ୍ବାସେ ମର୍କାମ୍ କର୍ବା ଦାଙ୍ଗ୍ଡା ଆନ୍ତିପା ମର୍ ବିସଇ ସାକି ଦେଲାକେ ମରାଇରଇଲାଇ । ତମେ ରଇବା ସଇତାନର୍ ନଅରେ ତାକେ ମରାଇରଇଲେ ମିସା ତମେ ବିସ୍ବାସ୍ ଚାଡାସ୍ନାଇ ।
14 kodwa ngilezinto ezinlutshwana ezimelene lawe, ukuthi ulabo lapho ababambelela emfundisweni kaBalami, owafundisa uBalaki ukuphosa isikhubekiso phambi kwabantwana bakoIsrayeli, sokuthi badle okuhlatshelwe izithombe lokuthi baphinge.
୧୪ମାତର୍ ତମର୍ ଚଲାଚଲ୍ତିଟାନେ କେତଟା ବିସଇ ମର୍ ମନ୍କେ ଜାଏନାଇ । କାଇକେବଇଲେ ତମର୍ ବିତ୍ରେ କେତେକ୍ ଲକ୍ ବାଲାମର୍ ସିକିଆ ମାନ୍ଲାସ୍ନି । ଇସ୍ରାଏଲର୍ ଲକ୍ମନ୍କେ ପାପ୍ବାଟେ ଡାକିନେବାକେ, ସେ ବାଲାକ୍କେ ସିକାଇରଇଲା । ସେମନ୍କେ ମୁର୍ତିମନ୍କେ ସର୍ପି ଦେଇରଇବା କାଦି କାଇବାକେ ଆରି ବେସିଆ କାମ୍ କର୍ବାକେ ସେ ସିକାଇତେରଇଲା ।
15 Ngokunjalo lawe ulabo ababambelela emfundisweni yamaNikolayitha, into engiyizondayo.
୧୫ସେନ୍ତାରିସେ ତମର୍ ବିତ୍ରେ କେତେଲକ୍ ନିକଲାତିୟମନର୍ ସିକିଆ ମିସା ମାନ୍ଲାସ୍ନି ।
16 Phenduka; uba kungenjalo, ngizakuza kuwe ngokuphangisa, ngizakulwa ngimelene labo ngenkemba yomlomo wami.
୧୬ଏବେ ତମର୍ ପାପେଅନି ବାଉଡା । ନଇଲେ ମୁଇ ତମର୍ଟାନେ ଦାପ୍ରେ ଆଇବି । ଆରି ମର୍ ଟଣ୍ଡେଅନି ବାରଇବା କାଣ୍ଡା ସଙ୍ଗ୍ ମୁଇ ସେ ଲକ୍ମନର୍ ବିରୁଦେ ଜୁଇଦ୍ କର୍ବି ।
17 Olendlebe kezwe lokho akutshoyo uMoya emabandleni. Onqobayo ngizamnika ukuthi adle okwemana efihliweyo, njalo ngizamnika ilitshe elimhlophe, laphezu kwelitshe ibizo elitsha elilotshiweyo, okungelamuntu olaziyo ngaphandle kolemukelayo.
୧୭ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ଦିଆନ୍ ଦେଇ ସୁନା । ଜେ ଜିତ୍ସି, ସେମନ୍କେ ଲୁଚାଇକରି ସଙ୍ଗଇରଇବା ମାନା ଦେବି । ନୁଆ ନାଉଁ ଲେକିରଇବା ଗଟେକ୍ ଦବ୍ ପାକ୍ନା ମିସା ସେମନ୍କେ ଦେବି ।
18 Lakuso isithunywa sebandla eliseTiyathira bhala uthi: Lezizinto itsho iNdodana kaNkulunkulu, elamehlo ayo anjengelangabi lomlilo, lenyawo zayo zifanana lethusi elikhazimulayo:
୧୮ତିଆଟିରା ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ପର୍ମେସରର୍ ପଅ ମୁଇ ଏ କବର୍ ମର୍ଟାନେଅନି ପାଟାଇଲିନି । ମର୍ ଆଁକି ଜଇପାରା ଜଗ୍ଜଗି ଗାଲାନି ଆରି ପାଦ୍ ରେତିରଇବା ପିତଲ୍ପାରା ଆଚେ ।
19 Ngiyayazi imisebenzi yakho, lothando, lokukhonza, lokholo, lokubekezela kwakho, lemisebenzi yakho, ukuthi eyokucina minengi kuleyokuqala.
୧୯ତମର୍ ଚଲାଚଲ୍ତି ମୁଇ ଜାନି । ତମର୍ ଆଲାଦ୍, ସତ୍ ସଙ୍ଗ୍ କାମ୍ କର୍ବାଟା, ସେବା କର୍ବାଟା ଆରି ମୁର୍ଚିକରି ରଇବାଟା ମୁଇ ଜାନି । ଆଗ୍ତୁର୍ ଟାନେଅନି ଏବେ ଅଦିକ୍ ନିକ କଲାସ୍ନି ବଲି ମୁଇ ଜାନି ।
20 Kodwa ngilezinto ezinlutshwana ezimelene lawe, ukuthi uvumele owesifazana uJezebeli, ozibiza ngokuthi ungumprofethikazi, ukufundisa aduhise inceku zami, ukuthi ziphinge lokuthi zidle okuhlatshelwe izithombe.
୨୦ମାତର୍ ତମର୍ ଚଲାଚଲ୍ତିତେଇ ଗଟେକ୍ ବିସଇ ମର୍ ମନ୍କେ ଜାଏନାଇ । ସେ ଜେଜେବଲ୍ ନାଉଁର୍ ମାଇଜିକେ ତମର୍ ଦଲେ ମିସାଇଲାସ୍ । ମୁଇ ନିଜେ ପର୍ମେସରର୍ ଦୁତ୍ ବଲାଇଅଇଲାନି । ମର୍ ଗତିଦାଙ୍ଗ୍ଡାମନ୍କେ ସେ ବେସିଆ କାମ୍ କର୍ବାକେ ସିକାଇଲାନି । ମୁର୍ତିମନ୍କେ ସର୍ପିଦେଇରଇବା କାଦି ମିସା କାଇବାକେ କଇଲାନି ।
21 Futhi ngamnika ithuba lokuthi aphenduke ekufebeni kwakhe, njalo kaphendukanga.
୨୧ପର୍ମେସର୍ ଟାନେ ବାଉଡ ବଲି ମୁଇ ତାକେ ଜାଗ୍ଲି, ମାତର୍ ତାର୍ ବେସିଆ କାମ୍ କର୍ବାକେ ସେ ମନ୍ କଲା ।
22 Khangela mina ngizamphosela embhedeni, labaphingayo laye ekuhluphekeni okukhulu, uba bengaphenduki emisebenzini yabo.
୨୨ତେବର୍ପାଇ ମୁଇ ତାକେ ବଡ୍ ବେମାର୍ ଦାରାଇବି । ଜେନ୍ତାରି କି ସେ ସଇଲାତେଇଅନି ଉଟିନାପାରେ । ତାର୍ ସଙ୍ଗ୍ ଜେତ୍କି ଲକ୍ମନ୍ ପାପ୍ କରିରଇଲାଇ, ମୁଇ ସେମନ୍କେ ବେସି ଦୁକ୍ କସ୍ଟ ଦେବି । ତାର୍ କରାପ୍ ଚଲାଚଲ୍ତିଟାନେ ମିସିରଇବା ଜେତ୍କି ଲକ୍ମନ୍ ନ ବାଉଡ୍ଲେ, ଏ ସବୁଜାକ ମୁଇ ଏବେସେ କର୍ବି ।
23 Njalo ngizabulala abantwana bakhe ngokufa; lamabandla wonke azakwazi ukuthi nginguye ohlola izinso lezinhliziyo; futhi ngizalinika, ngulowo lalowo, ngokwemisebenzi yenu.
୨୩ତାର୍ବାଟେ ଜାଇତେରଇବା ସବୁ ଲକ୍ମନ୍କେ ମୁଇ ମରାଇବି । ସେନ୍ତାରି ସବୁ ଲକର୍ ଚିନ୍ତା ଆରି ମନ୍ ଜାନ୍ବା ଲକ୍ ମୁଇସେ ବଲି ସବୁ ମଣ୍ଡଲି ଜାନ୍ବାଇ । ତମେ କରିରଇବା କାମ୍ ଇସାବେ ମୁଇ ତମ୍କେ ବାଉଡାଇବି ।
24 Kodwa ngikhuluma lani labanye abaseTiyathira, bonke abangelayo le imfundiso, labangakwaziyo okujulileyo kukaSathane, njengokutsho kwabo: Kangiyikulethesa omunye umthwalo.
୨୪ମାତର୍ ତିଆଟିଆଇ ରଇବା, ତମେ ବାକି ଲକ୍ମନ୍ ଏ କରାପ୍ ସିକିଆ ମାନାସ୍ନାଇ । ସଇତାନର୍ ଟିକିନିକି ସିକିଆ ବଲି ଲକ୍ମନ୍ ମାନ୍ବା ସିକିଆ ତମେ ମାନାସ୍ନାଇ । ତେବର୍ପାଇ ତମେ ମାନ୍ବାକେ ବେସି ଆଦେସ୍ ମୁଇ ନ ଦେଇ ।
25 Kodwa lokho elilakho kubambisiseni, ngize ngifike.
୨୫ମାତର୍ ମୁଇ ଆଇବା ଜାକ ତମେ ବିସ୍ବାସ୍ କଲାଟା ଡାଟ୍ ସଙ୍ଗ୍ ଦାରିରୁଆ ।
26 Lonqobayo logcina imisebenzi yami kuze kube sekupheleni, ngizamnika amandla phezu kwezizwe;
୨୬ଜେତ୍କି ଲକ୍ ଜିତିକରି ସାରାସାରି ଜାକ ରଇବାଇ, ମୁଇ ମର୍ ବାବାର୍ଟାନେଅନି ପାଇରଇବା ସମାନ୍ ଅଦିକାର୍ ସେମନ୍କେ ଦେବି ।
27 njalo uzazibusa ngentonga yensimbi; zizaphahlazwa njengezimbiza zebumba; njengalokhu lami ngikwemukele kuBaba.
୨୭ରାଇଜ୍ମନ୍କେ ଲୁଆର୍ ଡାଙ୍ଗ୍ସଙ୍ଗ୍ ସାସନ୍ କରି ମାଟିର୍ ଆଣ୍ଡିପାରା ବାଙ୍ଗାଇବାକେ ମୁଇ ଅଦିକାର୍ ଦେବି ।
28 Futhi ngizamnika indonsakusa.
୨୮ଆରି ମୁଇ ସେମନ୍କେ ସାକ୍ଲିଆ ବେଲର୍ ତାରା ଦେବି ।
29 Olendlebe kezwe lokho akutshoyo uMoya emabandleni.
୨୯ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।