< ମାଥିଉ 8 >
1 ୧ ୟୀଶୁ ବୁରୁଏତେ ଆଡ଼୍ଗୁୟାନ୍ଚି, ଗାଦେଲ୍ ହଡ଼କ ଇନିଃକେକ ଅତଙ୍ଗ୍କିୟା ।
୧ଜିସୁ ଡଙ୍ଗ୍ରେ ଅନି ଉତ୍ରି ଆଇଲା ଦାପ୍ରେ, ବେସି ଲକ୍ମନ୍ ତାର୍ ପଚେ ପଚେ ଇଣ୍ଡ୍ଲାଇ ।
2 ୨ ଏନ୍ତେ ମିଆଁଦ୍ ନାଗେଘାଅନିଃ ଇନିଃତାଃ ହିଜୁଃକେଦ୍ତେ, ଇକ୍ଡ଼ୁମ୍କେଦ୍ତେ ବିନ୍ତିତାନ୍ଲଃ କାଜିକିୟାଏ, “ହେ ପ୍ରାଭୁ, ଆମ୍ ସାନାଙ୍ଗ୍ରେଦ ଆଇଙ୍ଗ୍କେ ବୁଗିନିୟାର୍ ଦାଡ଼ିୟାମ୍ ।”
୨ସେବେଲେ ଗଟେକ୍ ବଡ୍ ରଗି ଜିସୁର୍ ମୁଆଟେ ଆସି ମାଣ୍ଡିକୁଟା ଦେଇ କଇଲା, “ଏ ମାପ୍ରୁ, ତମେ ଜଦି ମନ୍ କଲାସ୍ନି ବଇଲେ ମକେ ସୁକଲ୍ କରି ପାରାସ୍ ।”
3 ୩ ଏନ୍ତେ ୟୀଶୁ ଆୟାଃ ତିଃଇ ଜିଲିଙ୍ଗ୍କେଦ୍ତେ ଜୁଟିଦ୍କିୟାଏ ଆଡଃ କାଜିକିୟାଏ, “ଆଇଙ୍ଗ୍ ସାନାଙ୍ଗ୍ତାନିଙ୍ଗ୍ ଆମ୍ ବୁଗିନିୟାରଃମେ ।” ଆଡଃ କାଜିତାନ୍ ତର୍ସାଗି ଇନିୟାଃ ନାଗେଘାଅ ଫାର୍ଚିୟାନା ।
୩ତେଇ ଜିସୁ ଆତ୍ ଲାମାଇ ତାକେ ଚିଇ କଇଲା, “ମୁଇ ମନ୍ କଲିନି, ସୁକଲ୍ ଅ ।” ଜିସୁ ଏତ୍କି କଇଲା ଦାପ୍ରେ ସେ ଲକ୍ ବଡ୍ ରଗେଅନି ନିକ ଅଇଲା ।
4 ୪ ଏନ୍ତେ ୟୀଶୁ ଇନିଃକେ କାଜିକିୟାଏ, “ନେଲେମେ, ଜେତାଏକେ ନେ କାଜି ଆଲମ୍ ଉଦୁବ୍କଆଃ, ମେନ୍ଦ, ଜୁ, ଯାଜାକ୍ତାଃରେ ଉଦୁବେନ୍ମେ ଆଡଃ ଆମ୍ ବୁଗିୟାକାନାମ୍ ମେନ୍ତେ ଇନ୍କୁଆଃ ଗାୱା ନାଗେନ୍ତେ ମୁଶା ନାବୀ ଆଚୁକାଦ୍ ଦାଣେଁରାଃ ଦାନ୍ ରାକାବେମେ ।”
୪ଜିସୁ ତାକେ କଇଲା, “ସୁନ୍, ତୁଇ କେନ୍ତିଅଇ ନିକ ଅଇଲୁସ୍, ଏ କାତା କାକେ ମିସା କ ନାଇ, ମାତର୍ ସିଦା ପୁଜାରିର୍ ଲଗେ ଜାଇକରି ନିଜ୍କେ ଦେକାଇ ଅ, ଆରି ତୁଇ ନିକ ଅଇ ଆଚୁସ୍ ବଲି ସବୁ ଲକର୍ ଟାନେ ଜାନାଇଅଇବାକେ ମସାର୍ ନିୟମ୍ ଇସାବେ ପର୍ମେସର୍କେ ସର୍ପିଦେସ୍ ।”
5 ୫ ୟୀଶୁ କପର୍ନାହୁମ୍ ସାହାର୍ତେ ବଲୟାନ୍ ଇମ୍ତା ମିଦ୍ଶାଅ ସିପାଇକଆଃ ମିଆଁଦ୍ ରୋମି ଗମ୍କେ ଇନିଃତାଃତେ ହିଜୁଃୟାନା ଆଡଃ ଦେଙ୍ଗାନାଙ୍ଗ୍ ବିନ୍ତିକିୟାଏ,
୫ଜିସୁ କପର୍ନାଉମ୍ ସଅରେ କେଟ୍ଲା । ସେଦାପ୍ରେ ଗଟେକ୍ ରମିୟ ସନିଅମନର୍ ମୁକିଅ ତାକେ ବେଟ୍ ଅଇକରି ବାବୁଜିଆ କରି କଇଲା ।
6 ୬ “ହେ ଗମ୍କେ, ଦାସିତାଇଙ୍ଗ୍ ବାତ୍କାନ୍ତେ ଅଡ଼ାଃରେ ବିରିଦ୍ବାଡ଼ା କାଏ ଦାଡ଼ିତାନ୍ ଆଡଃ ବରୱାନ୍ଗି ଦୁକୁତାନାଏ ।”
୬“ଏ ମାପ୍ରୁ, ମର୍ ଗଟେକ୍ ଗତିଦାଙ୍ଗ୍ଡା ଅଚ୍ନାଇ ଡୁଲିକରି ବେସି କସ୍ଟ ପାଇଲାନି ଉଟେ ନାଇ, ବସେ ନାଇ ।”
7 ୭ ୟୀଶୁ ଇନିଃକେ କାଜିକିୟା, “ଆଇଙ୍ଗ୍ ସେନ୍କେଦ୍ତେ ଇନିଃକେ ବୁଗିଆଇଙ୍ଗ୍ ।”
୭ଜିସୁ ତାକେ କଇଲା, “ମୁଇ ଆସି ତାକେ ନିକ କର୍ବି ।”
8 ୮ ମେନ୍ଦ ମିଦ୍ଶାଅ ସିପାଇକଆଃ ଗମ୍କେ କାଜିରୁହାଡ଼୍କିୟା, “ହେ ଗମ୍କେ, ଆମ୍ ଆଇଁୟାଃ ଅଡ଼ାଃରେମ୍ ବଲଆ ଏନ୍ ଲେକାନ୍ନିଃଦ ନାହାଁଲିଙ୍ଗ୍, ମେନ୍ଦ ମିସାଗି କାଜିତାମ୍ ଏନ୍ରେଦ ଦାସି ତାଇୟାଁଃ ବୁଗିକଆଃଏ ।
୮ମାତର୍ ମୁକିଅ କଇଲା, “ନାଇ ମାପ୍ରୁ ତମେ ଜେ ମର୍ଗରେ ପାଦ୍ ପାକାଇସା, ଏଟାର୍ପାଇ ମର୍ ଅଦିକାର୍ ନଇ । ତମେ ପଦେକ୍ କଇଦିଆ, ମର୍ ଗତିଦାଙ୍ଗ୍ଡା ନିକ ଅଇଜାଇସି ।
9 ୯ ଚିୟାଃଚି ଆଇଙ୍ଗ୍ହଁ ଏଟାଃକଆଃ ଆକ୍ତେୟାର୍ରେ ମେନାଇୟାଁଃ, ସିପାଇକ ଆଇଁୟାଃ ଆକ୍ତେୟାର୍ରେ ମେନାକଆଃ । ଆଇଙ୍ଗ୍ ମିହୁଡ଼୍କେ ସେନଃମେ ମେତାଇରେଦ ଇନିଃ ସେନଃଆଏ ଆଡଃ ଏଟାଃନିଃକେ ହିଜୁଃମେ ମେତାଇରେ ଇନିଃ ହିଜୁଃଆଏ । ଆଇଁୟାଃ ଦାସିକେ ନେୟାଁ କାମିମେ ମେତାଇରେ ଇନିଃ କାମିୟାଏ ।”
୯କାଇକେବଇଲେ ମୁଇ ମର୍ ଉପ୍ରର୍ ଅଦିକାରିର୍ ତଲେ କାମ୍ କଲିନି, ଅଇଲେ ମିସା ମର୍ ତଲେ କେତେ କେତେ ସନିଅମନ୍ ଆଚତ୍ । ସେମନର୍ ବିତ୍ରେଅନି ଜଦି ମୁଇ ଗଟେକ୍ ଲକ୍କେ ଜାଆ ବଲି ଆଦେସ୍ ଦେଲେ, ସେ ଜାଇସି । ବିନ୍ଟାକେ ଆଉ ବଲି କଇଲେ ସେ ଆଇସି । ସେନ୍ତିସେ ମର୍ ଗତି ଦାଙ୍ଗ୍ଡାକେ ଏଟା କର୍ ବଲି କଇଲା ଦାପ୍ରେ ସେ ସେଟା କର୍ସି ।”
10 ୧୦ ୟୀଶୁ ନେଆଁଁ ଆୟୁମ୍କେଦ୍ତେ ଆକ୍ଦାନ୍ଦାଅୟାନା ଆଡଃ ଆଇଃକ୍କେ ଅତଙ୍ଗ୍ଇଁତାନ୍ ହଡ଼କକେ ମେତାଦ୍କଆ, “ଆଇଙ୍ଗ୍ ଆପେକେ ସାର୍ତିଗି କାଜିପେତାନାଇଙ୍ଗ୍, ଇସ୍ରାଏଲ୍ରେହ ନେ ଲେକାନ୍ ମାରାଙ୍ଗ୍ ବିଶ୍ୱାସ୍ କାଇଙ୍ଗ୍ ନାମ୍କାଦା ।
୧୦ଜିସୁ ଏଟା ସୁନି କାବା ଅଇଗାଲା, ଆରି ତାର୍ ସଙ୍ଗ୍ ଆଇବା ଲକ୍ମନ୍କେ କଇଲା, “ମୁଇ ସତ୍ କଇଲିନି, ଇସ୍ରାଏଲ୍ ବିତ୍ରେ କନ୍ ଲକର୍ଟାନେ ମିସା ଏ ଲକର୍ ପାରା ବିସ୍ବାସ୍ ମୁଇ ଦେକିନାଇ ।
11 ୧୧ ଆଇଙ୍ଗ୍ ଆପେକେ କାଜିପେତାନାଇଙ୍ଗ୍, ପୁରାଃ ହଡ଼କ ପୁରାବ୍ ଆଡଃ ପାଶ୍ଚିମ୍ଏତେକ ହିଜୁଃଆ, ଏନ୍ତେ ଆବ୍ରାହାମ୍, ଇସାକ୍, ଆଡଃ ଯାକୁବ୍ତେକଲଃ ସିର୍ମା ରାଇଜ୍ରେ ଜଜମ୍ ନାଙ୍ଗ୍କ ଦୁବାଃ,
୧୧ଏ କାତା ତମର୍ ମନେ ର, ପୁରୁବ୍ ଆରି ପସ୍ଚିମ୍ ବାଟର୍ ଦେସେଅନି କେତେ କେତେ ଲକ୍ ସରଗ୍ ରାଇଜେ ଆସି ଅବ୍ରାଆମ୍ ଇସାକ୍ ଆରି ଜାକୁବର୍ ସଙ୍ଗ୍ ବଜିତେଇ ଗଟେକ୍ଟାନେ କାଇବାକେ ବସ୍ବାଇ ।
12 ୧୨ ମେନ୍ଦ ଏନ୍ ରାଇଜ୍ରେନ୍ ହନ୍କ ନୁବାଃଉତାର୍ରେକ ହୁରାଙ୍ଗ୍ ଏଣ୍ଡାଗଆଃ । ଏନ୍ତାଃରେ ଆକଆଃ ରାନାଆଃ ଆଡଃ ଡାଟା ହାବ୍ ରିଡିଦଃଆ ।”
୧୨ମାତର୍ ଜନ୍ ଲକ୍ମନ୍ ସରଗ୍ ରାଇଜେ ପୁର୍ବାର୍ ରଇଲାଇ, ସେମନ୍କେ ବାଇରର୍ ଆନ୍ଦାରେ ପିଙ୍ଗା ଅଇସି । ତେଇ ସେମନ୍ ଦାଁତ୍ ମୁଣ୍ଡ୍ କାତ୍ରି ମାରିଚପିଅଇ କାନ୍ଦ୍ବାଇ ।”
13 ୧୩ ଏନ୍ତେ ୟୀଶୁ ମିଦ୍ ସାଅ ସିପାଇକଆଃ ଗମ୍କେ କେ କାଜିକିୟା, “ଜୁ ଅଡ଼ାଃତେ ସେନଃମେ, ଆଡଃ ଆମ୍ ବିଶ୍ୱାସ୍କାଦ୍ ଲେକା ଆମାଃ ନାଗେନ୍ତେ ହବାଅଃକା ।” ଆଡଃ ମିଦ୍ ସାଅ ସିପାଇକଆଃ ଗମ୍କେୟାଃ ଦାସି ଏନ୍ ଦିପିଲିରେଗି ବୁଗିୟାନା ।
୧୩ଜିସୁ ସନିଅମନର୍ ମୁକିଅକେ କଇଲା, “ତୁଇ ଏବେ ଗରେ ଜା । ତୁଇ ଜେନ୍ତି ବିସ୍ବାସ୍ କଲୁସ୍ନି ସେନ୍ତାରିସେ ଅଇସି ।” ସମାନ୍ ସେ ବେଲାଇସେ ତାର୍ ଗତିଦାଙ୍ଗ୍ଡା ପୁରାପୁରୁନ୍ ନିକ ଅଇଗାଲା ।
14 ୧୪ ୟୀଶୁ ପାତ୍ରାସ୍ଆଃ ଅଡ଼ାଃତେ ହିଜୁଃୟାନ୍ଚି, ଇନିଃ ପାତ୍ରାସ୍ଆଃ ହାନାର୍ତେକେ ଉରିୟୁତେ ପାର୍କମ୍ରେ ବାଟିୟାକାନ୍ ନେଲ୍କିୟାଏ ।
୧୪ଜିସୁ ପିତରର୍ ଗରେ ଜାଇ ତାର୍ ସାତ୍ରି ଜର୍ଅଇକରି ଅଚ୍ନାଇ ଡୁଲି ରଇବାଟା ଦେକ୍ଲା ।
15 ୧୫ ଏନ୍ତେ ୟୀଶୁ ଇନିୟାଃ ତିଃଇ ଜୁଟିଦ୍କେଦାଏ ଆଡଃ ଇନିଃ ଉରିୟୁଏତେ ବୁଗିୟାନା, ଏନ୍ତେ ଇନିଃ ବିରିଦ୍କେଦ୍ତେ ଇନିୟାଃ ସୁସାର୍ ଏଟେଦ୍କେଦାଏ ।
୧୫ସେ ପିତରର୍ ସାତ୍ରିର୍ ଆତେ ଚିଇଲା ଦାପ୍ରେ ତାର୍ ଜର୍ ଚାଡିଗାଲା । ଆରି ସେ ଉଟିକରି ଜିସୁର୍ ସେବା କର୍ବାର୍ ଦାର୍ଲା ।
16 ୧୬ ସିଙ୍ଗିହାସୁରଃ ତାନ୍ରେ ହଡ଼କ ପୁରାଃ ବଙ୍ଗା ଏସେର୍କାନ୍ ହଡ଼କକେ ୟୀଶୁତାଃତେକ ଆଉକେଦ୍କଆ । ଇନିଃ ବଙ୍ଗାକକେ କାଜିତେଗି ହାର୍ ଅଡଙ୍ଗ୍କେଦ୍କଆ ଆଡଃ ସବେନ୍ ଦୁକୁହାସୁତାନ୍କକେ ବୁଗିକେଦ୍କଆ ।
୧୬ସଞ୍ଜ୍ ଅଇଲାକେ ଲକ୍ମନ୍, କେତେକ୍ କେତେକ୍ ଡୁମା ଦାରିରଇଲା ଲକ୍ମନ୍କେ ଜିସୁର୍ ଲଗେ ଆନ୍ଲାଇ । ତାର୍ ପଦେକ୍ କାତା କଇଲା ଦାପ୍ରେସେ ଡୁମା ଆତ୍ମାମନ୍କେ ବାର୍କରାଇଦେଲା ଆରି ରଗି ଲକ୍ମନ୍କେ ନିକ କଲା ।
17 ୧୭ ଯିଶାୟ ନାବୀ କାଜିକାଦ୍ତେୟାଃ ପୁରାଅଃକା ମେନ୍ତେ ଇନିଃ ନେ ଲେକାଏ କାମିକେଦା, “ଇନିଃ ଆଇଃକ୍ଗି ଆବୁଆଃ ଦୁକୁହାସୁକଏ ଗଅଃଇଦିକେଦା ।”
୧୭ଏଟା କଲାର୍ ଲାଗି ଜିସୁ ଜିସାଇୟ ବବିସତ୍ବକ୍ତା ଜାନାଇ ରଇଲାଟା ପୁରାପୁରୁନ୍ ସିଦ୍କଲା । ବବିସତ୍ବକ୍ତା କଇରଇଲା “ଆମର୍ ଦୁକାସୁକା ସବୁ ନିଜେ ନେଲା ଆରି ଆମର୍ ଜର୍ଦୁକା ବଇଲା ।”
18 ୧୮ ୟୀଶୁ ଆୟାଃ ଉପୁନ୍ସାଃରେ ପୁରାଃ ହଡ଼କକେ ନେଲ୍କେଦ୍ତେ ଦରେୟା ହାନ୍ ପାରମ୍ତେବୁ ସେନା ମେନ୍ତେ ଚେଲାକକେ ଆଚୁକେଦ୍କଆ ।
୧୮ଜିସୁ ତାର୍ ଚାରିବେଟ୍ତି ରଇଲା ବେସି ଲକ୍ମନ୍କେ ଦେକିକରି ତାର୍ ସିସ୍ମନ୍କେ ଗାଡ୍ ସେପାଟ୍ ଜିବାକେ କଇଲା ।
19 ୧୯ ଏନ୍ତେ ମିଆଁଦ୍ ଆଇନ୍ ଇତୁନିଃ ହିଜୁଃକେଦ୍ତେ କାଜିକିୟା, “ହେ ଗୁରୁ, ଆମ୍ କତେମ୍ ସେନା ଏନ୍ତେଇଙ୍ଗ୍ ଅତଙ୍ଗ୍ମେୟାଁ ।”
୧୯ତେଇ ଗଟେକ୍ ଜିଉଦିମନର୍ ସାସ୍ତର୍ ସିକାଉ ତାର୍ ଲଗେ ଆସି କଇଲା, “ଏ ଗୁରୁ ତମେ ଜନ୍ ଜାଗାଇ ଗାଲେ ମିସା ମୁଇ ତମର୍ ସଙ୍ଗ୍ ଆଇବି ।”
20 ୨୦ ୟୀଶୁ ଇନିଃକେ କାଜିରୁହାଡ଼୍କିୟା, “ତୁୟୁକଆଃଦ ଲାତା ମେନାଃ ଆଡଃ ସିର୍ମା ଲାତାର୍ରେନ୍ ଚେଣେଁକଆଃ ଥକା ମେନାଃ ମେନ୍ଦ ମାନୱାହନ୍ଆଃ ବହଃ ଦହନାଙ୍ଗ୍ ଠାୟାଦ୍ ବାନଆଃ ।”
୨୦ମାତର୍ ଜିସୁ ତାକେ କଇଲା, “କଲିଆ ରଇବାକେ ପାଆର୍ ଆଚେ, ଆରି ଉଡିବୁଲ୍ବା ଚଡଇମନ୍ ରଇବାକେ ଗୁଡା ଆଚେ, ମାତର୍ ନର୍ପିଲା ମୁଇ, ମକେ ରଇବାକେ ଜାଗା ନାଇ ।”
21 ୨୧ ଆୟାଃ ଚେଲାକଏତେ ଏଟାଃନିଃ କାଜିକିୟାଏ, “ହେ ପ୍ରାଭୁ, ସିଦାତେ ଆପୁଇଙ୍ଗ୍କେ ତପାଇ ନାଗେନ୍ତେ ସେନ୍ଇଚିଙ୍ଗ୍ମେ ।”
୨୧ଆରି ସିସ୍ମନର୍ ବିତ୍ରେଅନି ଗଟେକ୍ ସିସ୍ କଇଲା, “ଏ ମାପ୍ରୁ, ମକେ ପର୍ତୁମ୍ ମର୍ ବାବାକେ ଜାଇ ତପି ଆଇବାକେ ମେଲାନି ଦିଆ ।”
22 ୨୨ ମେନ୍ଦ ୟୀଶୁ କାଜିରୁହାଡ଼୍କିୟାଏ, “ଅତଙ୍ଗ୍ଇଙ୍ଗ୍ମେ, ଆଡଃ ଗଏଃକାନ୍କ ଆକଆଃ ଗଏଃକାନ୍କକେ ତପାକକାକ ।”
୨୨ମାତର୍ ଜିସୁ ତାକେ କଇଲା, “ମରିଗାଲା ଲକ୍ମନ୍ ମଲା ଲକ୍ମନ୍କେ ତପତ୍, ତୁଇ ମର୍ ପଚେ ପଚେ ଆଉ ।”
23 ୨୩ ୟୀଶୁ ଲାଉକାରେ ଦେଏଃୟାନା ଆଡଃ ଇନିୟାଃ ଚେଲାକ ଇନିଃକେକ ଅତଙ୍ଗ୍କିୟା ।
୨୩ତାର୍ ପଚେ ଜିସୁ ଗଟେକ୍ ଡଙ୍ଗାଇ ଚଗ୍ଲାକେ ତାର୍ ସିସ୍ମନ୍ ମିସା ତାର୍ ସଙ୍ଗ୍ ଗାଲାଇ ।
24 ୨୪ ଏନ୍ତେ ନେଲେପେ, ଦରେୟାରେ ଇମ୍ତାଙ୍ଗ୍ଗି ଦୁଦୁଗାର୍ହୟ ବିରିଦ୍ୟାନା ଆଡଃ ଲାଉକାରେ ଆଲ୍ପୁଙ୍ଗ୍କ ରାକାବ୍ୟାନା, ଆଡଃ ଲାଉକା ଡୁବିଃଗ୍ୟାନ୍ ଲେକା ହବାୟାନା । ମେନ୍ଦ ୟୀଶୁ ଦୁଡ଼ୁମ୍ ତାଇକେନାଏ ।
୨୪ସେ ବେଲା ଅଟାତ୍ ସମ୍ଦୁରେ ଏନ୍ତି ବାଉପବନ୍ ଆଇଲା ଆରି ଉଲ୍କାର୍ ଲାଗି ଡଙ୍ଗା ପାନିତେଇ ବୁଡିଜିବା ପାରା ଅଇଲା । ମାତର୍ ଜିସୁ ଡଙ୍ଗାଇ ସଇଦେଇ ରଇଲା ।
25 ୨୫ ଚେଲାକ ଇନିଃତାଃତେ ସେନ୍କେଦ୍ତେ ବିରିଦିତାନ୍ଲଃ କାଜିକିୟାକ, “ହେ ପ୍ରାଭୁ, ବାଞ୍ଚାଅଲେମେ, ଆଲେ ଡୁବିଃଗ୍ ଗଜଃତାନାଲେ!”
୨୫ଆରି ସିସ୍ମନ୍ ଜିସୁର୍ ଲଗେ ଜାଇକରି ତାକେ ଉଟାଇ କଇଲାଇ, “ଏ ମାପ୍ରୁ ଆମ୍କେ ରକିଆ କର୍ । ନଇଲେ ଆମେ ବୁଡି ମରିଜିବୁବେ ।”
26 ୨୬ ୟୀଶୁ ଇନ୍କୁକେ କାଜିରୁହାଡ଼୍କେଦ୍କଆ, “ଏ ହୁଡିଙ୍ଗ୍ ବିଶ୍ୱାସ୍ତାନ୍କ, ଚିନାଃ ମେନ୍ତେପେ ବରତାନା ।” ଏନ୍ତେ ଇନିଃ ବିରିଦ୍କେଦ୍ତେ ହୟ ଆଡଃ ଦରେୟାରାଃ ଆଲ୍ପୁଙ୍ଗ୍କେ ମାରାଙ୍ଗ୍ମଚାକେଦା, ଏନ୍ତେ ସବେନାଃ ପୁରା ସିଃସଏଃୟାନା ।
୨୬ଜିସୁ ସେମନ୍କେ କଇଲା, “ଏ ବିସ୍ବାସେ ଡାଟ୍ ନ ରଇଲା ଲକ୍ମନ୍, ତମେ କାଇକେ ଏତେକ୍ ଡରିଗାଲାସ୍ନି?” ଜିସୁ ବାଉପବନ୍କେ ଆରି ଲଅଡିକେ ଦମ୍କାଇଲା । ତେବର୍ପାଇ ବାଉପବନ୍ ଆରି ଲଅଡି ତବିର୍ ଅଇଗାଲା ।
27 ୨୭ ହଡ଼କ ଆକ୍ଦାନ୍ଦାଅୟାନାକ, ଆଡଃ ମେନ୍କେଦାକ, “ନିଃ ଚିଲ୍କାନ୍ ହଡ଼ ତାନିଃ? ହୟ ଆଡଃ ଦରେୟାରାଃ ଆଲ୍ପୁଙ୍ଗ୍କ ନିଃକେ ମାନାତିଙ୍ଗ୍ତାନାକ!”
୨୭ଏଟା ଦେକି ସିସ୍ମନ୍ ବେସି କାବାଅଇଜାଇ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏ କେନ୍ତାର୍ ଲକ୍ ଜେ ବାଉପବନ୍ ଆରି ଲଅଡି ମିସା ଆର୍ କାତା ମାନ୍ଲାଇନି ।”
28 ୨୮ ୟୀଶୁ ଦରେୟା ହାନ୍ ପାରମ୍ ଗେରାସିମିକଆଃ ପାର୍ଗାନ୍ତେ ସେଟେର୍ୟାନ୍ଚି, ବାର୍ହଡ଼୍ ବଙ୍ଗା ଏସେର୍କାନ୍କିନ୍ ତପାଠାୟାଦ୍ଏତେ ଅଡଙ୍ଗ୍କେଦ୍ତେ ୟୀଶୁକେ ସେନ୍ଦାରମ୍କିୟାକିନ୍ । ଇନ୍କିନାଃ ପୁରାଃ ପେଡ଼େଃ ଆଡଃ ବରୱାନ୍ଗି ତାଇକେନାକିନ୍, ଏନାତେ ଏନ୍ ହରାରେ ଜେତାଏ କାକ ସେନ୍ପାରମ୍ ଦାଡ଼ିତାଇକେନା ।
୨୮ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ ସେପାଟର୍ ଗଦ୍ରିୟ ନାଉଁର୍ ଜାଗାଇ କେଟ୍ଲା ଦାପ୍ରେ, ଦୁଇଟା ଡୁମା ଡସ୍ଲା ଲକ୍ ତାକେ ବେଟ୍ ଅଇଲାଇ । ସେମନ୍ ମସନ୍ ବିତ୍ରେ ରଇତେରଇଲାଇ । ଆରି ସେମନ୍ ଏନ୍ତି ରଇଲାଇ ଜେ, ସେ ବାଟେ କେ ମିସା ଆସ୍ ଜା ନ ଅଇତେ ରଇଲାଇ ।
29 ୨୯ ଆଡଃ ଇମ୍ତାଗି ଇନ୍କିନ୍ କାଉରିତାନ୍ଲଃ କାଜିକେଦାକିନ୍, “ହେ ପାର୍ମେଶ୍ୱାର୍ଆଃ ହନ୍, ଆଲିଙ୍ଗ୍ଲଃ ଆମାଃ ଚିକାନ୍ କାମି? ଚିୟାଃ ଆମ୍ ନେଡା ଆଉରି ସେଟେର୍ ସିଦାରେ ଆଲିଙ୍ଗ୍କେ ସାଜାଇ ଏମ୍ ନାଗେନ୍ତେ ନେତାଃତେମ୍ ହିଜୁଆକାନା?”
୨୯ସେ ଲକ୍ମନ୍ ବେସି କିର୍କିରି କରି କଇଲାଇ, “ଏ ପର୍ମେସରର୍ ପିଲା ଆମର୍ ଟାନେ ତର୍ କାଇ କାମ୍ ଆଚେ? ବେଲ୍ କାଲ୍ ନ କେଟ୍ତେ ତୁଇ କାଇ ଡଣ୍ଡ୍ ଦେବାକେ ଇତି ଆଇଲୁସ୍ କି?”
30 ୩୦ ଆଡଃ ଇନ୍କୁଏତେ କାଟିଃ ସାଙ୍ଗିନ୍ରେ ସୁକୁରିକଆଃ ମାରାଙ୍ଗ୍ ଗୋଟ୍ ଆତିଙ୍ଗ୍ତାନ୍କ ତାଇକେନା ।
୩୦ସେବେଲାଇ ସେ ଜାଗାଇଅନି କଣ୍ଡେକ୍ ଦୁରିକେ ଗଟେକ୍ ବଡ୍ ଗୁସ୍ରି ମାନ୍ଦା ଚାରାଇତେରଇଲାଇ ।
31 ୩୧ ଏନ୍ତେ ଏନ୍ ହଡ଼ଆଃ ଭିତାର୍ଏତେ ବଙ୍ଗାକ ୟୀଶୁକେ ବିନ୍ତିକେଦ୍ତେ କାଜିକିୟାକ, “ଆମ୍ ଆଲେକେ ଅଡଙ୍ଗ୍ଲେରେଦମ୍ ଏନ୍ ସୁକୁରିକଆଃ ଗୋଟ୍ରେ କୁଲ୍ତାଲେମେ ।”
୩୧କାରାପ୍ ଆତ୍ମାମନ୍ ଜିସୁକେ ଗୁଆରି କରି କଇଲାଇ, “ତୁଇ ଜଦି ଆମ୍କେ ଏ ଲକ୍ମନର୍ତେଇ ଅନି ବାର୍କରାଇ ଦେଇସୁ ବଇଲେ ସେ ଗୁସ୍ରି ମାନ୍ଦା ବିତ୍ରେ ଜିବାକେ, ଆଦେସ୍ ଦେ ।”
32 ୩୨ ୟୀଶୁ ଇନ୍କୁକେ ମେତାଦ୍କଆ, “ସେନଃପେ ।” ଏନ୍ତେ ଇନ୍କୁ ଅଡଙ୍ଗ୍କେଦ୍ତେ ସୁକୁରିକରେକ ବଲୟାନା, ଆଡଃ ସୁକୁରିକଆଃ ଗୋଟ୍, ଦରେୟାରେ ନିର୍ ଢୁଷ୍ମାଅୟାନାକ ଆଡଃ ଦାଆଃରେ ଡୁବିଃଗ୍ ଗଏଃୟାନାକ ।
୩୨ଜିସୁ ସେମନ୍କେ ଜା! ବଲି କଇଲାକେ କାରାପ୍ ଆତ୍ମାମନ୍ ସେ ଲକ୍ମନର୍ତେଇଅନି ବାରଇକରି ଗୁସ୍ରିମନର୍ ବିତ୍ରେ ପୁର୍ଲାଇ । ତେବର୍ ପାଇ, ଗୁସ୍ରିମନ୍ ଟିପେଅନି ଗସ୍ରି ସମ୍ଦୁରେ ବୁଡି ମଲାଇ ।
33 ୩୩ ସୁକୁରି ଗୁପିତାନ୍କ ନିର୍ୟାନା ଆଡଃ ସାହାର୍ତେ ତେବାଃୟାନ୍ଚି, ହବାକାନ୍ ସବେନାଃ ଆଡଃ ଏନ୍ ବଙ୍ଗା ଏସେର୍କାନ୍କିନ୍କେ ହବାକାନ୍ତେୟାଃ ସବେନାଃ ଉଦୁବାଦ୍କଆକ ।
୩୩ଆରି ତେଇ ଗୁସ୍ରି ଚାରାଇତେ ରଇବା ଲକ୍ମନ୍ ପାଲାଇ କରି ଡୁମା ଡସି ରଇଲା ଲକ୍ମନ୍କେ କାଇକାଇଟା ଅଇଲା ସେଟା ସବୁ କଇଦେଲାଇ ।
34 ୩୪ ଏନ୍ତେ ସାହାର୍ରେନ୍ ସବେନ୍ ହଡ଼କ ୟୀଶୁକେ ନେଲ୍ ନାଗେନ୍ତେକ ଅଡଙ୍ଗ୍ୟାନା ଆଡଃ ଇନିଃକେ ନେଲ୍କିଃତେ, ଆଲେୟାଃ ସାହାର୍ରାଃ ସିମ୍ନାଏତେ ଅଡଙ୍ଗ୍ଅଃମେ ମେନ୍ତେକ ବିନ୍ତିକିୟା ।
୩୪ଆରି ସେ ଗଡର୍ ସବୁ ଲକ୍ମନ୍ ଜିସୁକେ ଦେକ୍ବାକେ ଆଇଲାଇ । ସେମନ୍ ତାକେ ଦେକିକରି ସେ ଜାଗା ଚାଡି ଜା ବଲି ଗୁଆରି କଇଲାଇ ।