< ମାର୍କ 15 >
1 ୧ ଆଙ୍ଗ୍ୟାନ୍ଲଃଗି ମୁଲ୍ ଯାଜାକ୍କ, ପ୍ରାଚିନ୍କଲଃ, ଆଇନ୍ ଇତୁକଲଃ ଆଡଃ ପାଞ୍ଚେଟ୍ରେନ୍ ସବେନ୍କଲଃକ ରଜୋଟକେଦା । ଇନ୍କୁ ୟୀଶୁକେ ତଲ୍କେଦ୍ତେକ ଇଦିକିୟା, ଆଡଃ ପିଲାତୁସ୍ରାଃ ତିଃଇରେ ଏମ୍କିୟାକ ।
୧ସାକାଲ୍ ସାକାଲ୍ ପାର୍ତନା ଗରର୍ ମୁକିଅ ପୁଜାରିମନ୍, ମୁକିଅ ନେତାମନ୍, ଜିଉଦି ନେତାମନ୍, ନିୟମ୍ ସିକାଇବା ଲକ୍ମନ୍ ଆରି ଜିଉଦି ଲକ୍ମନ୍କେ ସାସନ୍ କର୍ବା ସବୁ ରକାମର୍ ନେତାମନ୍ ଜିସୁକେ କାଇଟା କର୍ବାର୍ ଆଚେ? ବଲି ଗଟେକ୍ ବଡ୍ ପଁଚାଦି କଲାଇ । ସେମନ୍ ତାକେ ବାନ୍ଦିକରି ସାସନ୍ କର୍ବା ପିଲାତ୍କେ ସର୍ପିଦେଲାଇ ।
2 ୨ ପିଲାତୁସ୍ ଇନିଃକେ, “ଆମ୍ଗିଚି ଯିହୁଦୀକଆଃ ରାଜା ତାନ୍ମେ?” ମେନ୍ତେ କୁଲିକିୟାଏ । ୟୀଶୁ ମେନ୍ରୁହାଡ଼ାଇୟାଏ, “ହାଁ, ଆମ୍ଗିମ୍ କାଜିତାନା ।”
୨ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା?” ଜିସୁ ତାକେ କଇଲା, “ତୁଇ ଜନ୍ଟା ପାଚାର୍ଲୁସ୍ନି, ସେଟା ସତ୍ସେ ।”
3 ୩ ମୁଲ୍ ଯାଜାକ୍କ ୟୀଶୁକେ ପୁରାଃ କାଜିତେକ ଚିଟାକିୟା ।
୩ମୁକିଅ ପୁଜାରିମନ୍ ଜିସୁକେ ଦସ୍ ଦେଇ କଇବାର୍ ଦାର୍ଲାଇ ।
4 ୪ ଏନାମେନ୍ତେ ପିଲାତୁସ୍ ଆଡଃଗି ଇନିଃକେ କୁଲିକିୟାଏ, “ଚିୟାଃ ଆମ୍ ଜେତ୍ନାଃ କାମ୍ କାଜିରୁହାଡ଼ାକଆ? ନେଲ୍କୁମ୍, ଇନ୍କୁ ଆମ୍କେ ଚିମିନ୍ ପୁରାଃ କାଜିତେକ ଚିଟାମେତାନା ।”
୪ସେବେଲା ପିଲାତ୍ ତାକେ ଆରିତରେକ୍ ପାଚାର୍ଲା, “ତୁଇ କାଇକେ ଚିମ୍ରା ଅଇଦେଲୁସ୍? କାଇଟା ମିସା କଉସ୍ ନାଇ । ଦେକା ସେମନ୍ ତର୍ ବିରଦେ କେତେକ୍ ନିନ୍ଦା କାତା କଇଲାଇନି ।”
5 ୫ ମେନ୍ଦ ୟୀଶୁ ଜେତ୍ନାଃହ କାଏ କାଜିରୁହାଡ଼୍କିୟା, ଏନାମେନ୍ତେ ପିଲାତୁସ୍ ଆକ୍ଦାନ୍ଦାଅୟାନା ।
୫ମାତର୍ ଜିସୁ କାତା ଅଏ ନାଇ । ସେଟା ଦେକିକରି ପିଲାତ୍ ବେସି କାବା ଅଇଗାଲା ।
6 ୬ ପିଲାତୁସ୍ରାଃ ରିତିଲେକାତେ, ସବେନ୍ ପାସ୍କା ପାରାବ୍ ଦିପିଲିରେ ହଡ଼କ ମିଆଁଦ୍ ଜେହେଲାକାନ୍ନିଃକେ ଆସି ତାଇକେନାକ, ଇନିଃକେ ପିଲାତୁସ୍ ଇନ୍କୁନାଙ୍ଗ୍ ଆଡ଼ାଗାକତାନ୍ ତାଇକେନାଏ ।
୬ରକିଆ ପାଇବାର୍ ପରବ୍ କଲାବେଲେ ସବୁ ବରସର୍ ରିତିନିତି ଇସାବେ ପିଲାତ୍, ଜନ୍ ଆଲେ ବନ୍ଦି ଲକ୍କେ, ଲକ୍ମନ୍ ବାର୍କରାଇ ଦେବାକେ ମନ୍ କରତେରଇଲାଇ, ତାକେ ବାର୍କରାଇ ଦେଇତେରଇଲା ।
7 ୭ ଦିଶୁମ୍ରେ ହାଲାଗୁଲା ହବାୟାନ୍ ଦିପିଲିରେ, ହଡ଼ଗଏଃ ହରାତେ ଜେହେଲାକାନ୍କଏତେ, ବାରବ୍ବା ନୁତୁମ୍ ମିଆଁଦ୍ ହଡ଼ହଁ ତାଇକେନାଏ ।
୭ସେବେଲେ ସର୍କାରର୍ ବିରୁଦେ ଦାବିକରି ବାର୍ବା ନାଉଁର୍ ଗଟେକ୍ ଲକ୍ ବନ୍ଦି ଅଇରଇଲା । ଏ ଲକ୍ ଆରି କେତେଟା ଲକ୍ମନର୍ ସଙ୍ଗ୍, ଲକ୍ମନ୍କେ ମରାଇ ବନ୍ଦି ଅଇରଇଲା ।
8 ୮ ଗାଦେଲ୍ ହଡ଼କ ପିଲାତୁସ୍ତାଃ ହିଜୁଃୟାନ୍ତେ, ଆମ୍ ଜାନାଅ ରିକାତାନ୍ ଲେକା ଆଲେୟାଃ ନାଙ୍ଗ୍ ରିକାଗାଲେମ୍, ମେନ୍ତେକ ଆସିଏଟେଦ୍କିୟା ।
୮ଲକ୍ମନ୍ ପିଲାତର୍ଟାନେ ଆସି, କଇଲାଇ, “ସବୁ ବରସର୍ ରିତିନିତି ଇସାବେ ଏ ତରେକ୍ ମିସା ଗଟେକ୍ ବନ୍ଦି ଲକ୍କେ ମୁକ୍ଲାଇ କରି ବାର୍କରାଇଦେସ୍ ।”
9 ୯ ପିଲାତୁସ୍ ଇନ୍କୁକେ ମେତାଦ୍କଆଏ, “ଚିନାଃ ଆଇଙ୍ଗ୍ ଆପେୟାଃ ନାଗେନ୍ତେ ଯିହୁଦୀକଆଃ ରାଜାକେଇଙ୍ଗ୍ ଆଡ଼ାଃତାଇୟା ମେନ୍ତେପେ ସାନାଙ୍ଗ୍ତାନା?”
୯ପିଲାତ୍ ଲକ୍ମନ୍କେ ପାଚାର୍ଲା, “ତମେ କାକେ ମନ୍ କଲାସ୍ନି? ମୁଇ ତମର୍ ଲାଗି ଜିଉଦିମନର୍ ରାଜାକେ ଚାଡିଦେବି କି?”
10 ୧୦ ଚିୟାଃଚି ମାରାଙ୍ଗ୍ ଯାଜାକ୍କ ହିସ୍ଙ୍ଗାତେ ୟୀଶୁକେ ଆଇଃକ୍ତାଃରେ ଜିମାକାଇ ତାଇକେନାକ, ଏନା ଇନିଃ ଆଟ୍କାର୍କେଦାଏ ।
୧୦ପିଲାତ୍ ରାଜା କାଇକେ ଏନ୍ତି କଇଲା ବଇଲେ, ମୁକିଅ ପୁଜାରିମନ୍ କୁଟ୍ ପାଁଚି ଜିସୁକେ ତାର୍ ଆତେ ସର୍ପିଦେଇ ଆଚତ୍ ବଲିକରି ସେ ଜାନିରଇଲା ।
11 ୧୧ ମୁଲ୍ ଯାଜାକ୍କ, ୟୀଶୁକେ ବାନଃ ମେନ୍ଦ ବାରବ୍ବାକେ ରାଡ଼ା ନାଗେନ୍ତେ ପିଲାତୁସ୍କେ ଆସିପେ ମେନ୍ତେ ଗାଦେଲ୍ ହଡ଼କକେ ଉସ୍କୁର୍କେଦ୍କଆକ ।
୧୧ମାତର୍ ମୁକିଅ ପୁଜାରିମନ୍ ଲକ୍ମନ୍କେ ଉସ୍କାଇ କରି, “ଜିସୁର୍ ବାଦୁଲେ ବାର୍ବାକେ ଆମର୍ପାଇ ବନ୍ଦି ଗରେଅନି ମୁକ୍ଲାଇବାକେ କୁଆ ।” ବଲି କଇଲାଇ ।
12 ୧୨ ପିଲାତୁସ୍ ଆଡଃଗି ହୁଣ୍ଡିଆକାନ୍କକେ କୁଲିକେଦ୍କଆଏ, “ଆପେ ଯିହୁଦୀକଆଃ ରାଜା ମେତାଇନିଃକେ ଚିନାଃଇଙ୍ଗ୍ ଚିକାଇୟା ମେନ୍ତେପେ ସାନାଙ୍ଗ୍ତାନା?”
୧୨ମାତର୍ ପିଲାତ୍ ଆରିତରେକ୍ ପାଚାର୍ଲା, “ସେନ୍ତିଆଲେ ତମେ ଜନ୍ ଲକ୍କେ ଜିଉଦିମନର୍ ରାଜା ବଲି କଇଲାସ୍ନି, ତାକେ ମୁଇ କାଇଟା କର୍ବି ବଲି ତମେ ମନ୍ କଲାସ୍ନି?”
13 ୧୩ ଇନ୍କୁଦ ଆଡଃଗିକ କାଉରିକେଦାଃ, “ଇନିଃକେ କ୍ରୁଶ୍ରେ କିଲାଇମେ ।”
୧୩ଲକ୍ମନ୍ ବେସି ରାଟୁକରି କଇଲାଇ, “ତାକେ କୁର୍ସେ ମରାଆ ।”
14 ୧୪ ମେନ୍ଦ, “ଇନିଃ ଚିନାଃ ଗୁହ୍ନାଁକାଦାଏ?” ମେନ୍ତେ ପିଲାତୁସ୍ ଇନ୍କୁକେ କୁଲିକେଦ୍କଆଏ । ଇନ୍କୁଦ ଆଡଃଗି କାଉରିକେଦ୍ତେ କାଜିକିୟା, “କ୍ରୁଶ୍ରେ କିଲାଇମେ ।”
୧୪ତେଇଅନି ପିଲାତ୍ ଆରିତରେକ୍ ଲକ୍ମନ୍କେ ପାଚାର୍ଲା, “କାଇକେ, ସେ କାଇ ଦସ୍ କଲାଆଚେ ଜେ?” ମାତର୍ ଲକ୍ମନ୍ ଅଦିକ୍ ଅଦିକ୍ ରାଟୁଅଇକରି କଇଲାଇ, “ତାକେ କୁରୁସ୍ କାଟେ ମରାଆ ।”
15 ୧୫ ପିଲାତୁସ୍ ହଡ଼କକେ ସୁକୁ ସାନାଙ୍ଗ୍ତାନ୍ତେ ବାରବ୍ବାକେ ଇନ୍କୁଆଃ ନାଗେନ୍ତେ ରାଡ଼ାକିୟାଏ । ଏନ୍ତେ ଇନିଃ ୟୀଶୁକେ ହାଁଣ୍ସା ରିକାକିଃତେ କ୍ରୁଶ୍ରେ ରାକାବଃକାଏ ମେନ୍ତେ ଇନିଃକେ ଜିମାକିୟାଏ ।
୧୫ସେଟାର୍ପାଇ ପିଲାତ୍ ଲକ୍ମନ୍କେ ସାର୍ଦା କରାଇବାକେ ମନ୍କରି ବାର୍ବାକେ ବନ୍ଦି ଗରେଅନି ମୁକ୍ଲାଇଦେଇ ଜିସୁକେ କର୍ଡା ସଙ୍ଗ୍ ମାରି, କୁରୁସ୍କାଟେ କୁଟିମାରି ମରାଇଦେବାକେ ସନିଅମନ୍କେ ସର୍ପିଦେଲା ।
16 ୧୬ ସିପାଇକ ପିଲାତୁସ୍ରାଃ ଅଡ଼ାଃରାଚା ଭିତାର୍ତେ ୟୀଶୁକେକ ଇଦିକିୟା, ଆଡଃ ଗଟା ପାଲ୍ଟାନ୍କକେ ହୁଣ୍ଡିକେଦ୍କଆକ
୧୬ସନିଅମନ୍ ଜିସୁକେ ରମିୟ ସର୍କାରର୍ ସାସନ୍କାରିଆ ପିଲାତର୍, ମୁକିଅ ଗରର୍ ଡାଣ୍ଡେ ଦାରିଗାଲାଇ ଆରି ସେମନ୍ ବିନ୍ ସନିଅମନ୍କେ ଗଟେକ୍ ଟାନେ ଡାକି ରୁଣ୍ଡାଇଲାଇ ।
17 ୧୭ ଇନ୍କୁ ଇନିଃକେ ମିଆଁଦ୍ ବାଇଗିନିଆ ଲିଜାଃକ ତୁସିଙ୍ଗ୍କିୟାଃ ଆଡଃ ଜାନୁମ୍ ମୁକୁଟ୍ ଗାଲାଙ୍ଗ୍କେଦ୍ତେ ଇନିୟାଃ ବହଃରେକ ଟୁପୁରିକିୟା ।
୧୭ସେମନ୍ ଜିସୁକେ କିଜାଇବାକେ ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦାଇଲାଇ ଆରି ଗଟେକ୍ କାଟାର୍ ମୁକୁଟ୍ ତିଆର୍କରି ତାର୍ ମୁଣ୍ଡେ ପିନ୍ଦାଇଦେଲାଇ ।
18 ୧୮ ଏନ୍ତେ ଇନ୍କୁ ଇନିଃକେ କାଜି ଏଟେଦ୍କିୟାଃକ, “ହେ, ଯିହୁଦୀକଆଃ ରାଜା, ଜାନାଅ ଜାନାଅ ନାଙ୍ଗ୍ ତାଇନଃମେ ।”
୧୮ସେମନ୍ ଜିସୁକେ କିଜାଇ କରି କଇଲାଇ, “ଏ ଜିଉଦିମନର୍ ରାଜା ତକେ ଜୁଆର୍, ତୁଇ ବେସି ଦିନ୍ ବଁଚ୍ ।”
19 ୧୯ ଇନ୍କୁ ଇନିଃକେ ସଟାତେ ବହଃରେକ ଦାଲ୍କିୟା, ବେଏକ୍କିୟା ଆଡଃ ଇକ୍ଡୁମ୍କେଦ୍ତେକ ଜହାର୍କିୟା ।
୧୯ସେମନ୍ ତର୍କେତର୍ ବେତ୍ ଡାଙ୍ଗ୍ ସଙ୍ଗ୍ ତାର୍ ମୁଣ୍ଡେ ମାର୍ତେରଇଲାଇ ଆରି ତାର୍ ଉପ୍ରେ ତୁକି କିଜାଇକରି ମାଣ୍ଡିକୁଟା ଦେଇ ଜୁଆର୍ କଲାଇ ।
20 ୨୦ ଇନ୍କୁ ଇନିଃକେ ଲାନ୍ଦାକିତେ ଏନ୍ ବାଇଗିନିଆ ଲିଜାଃକେକ ହଲେଃକ୍କେଦା ଆଡଃ ଆୟାଃ ଲିଜାଃକେକ ତୁସିଙ୍ଗ୍କିୟା । ଏନ୍ତେ ଇନ୍କୁ ଇନିଃକେ କ୍ରୁଶ୍ରେ କିଲାଇ ନାଗେନ୍ତେ ବାହାରିତେକ ଇଦିକିୟା ।
୨୦ସେମନ୍ ଜିସୁକେ କିଜାଇ ସାରାଇଲାପଚେ, ଜାମ୍କଲି ରଙ୍ଗର୍ ବସ୍ତର୍ ତାର୍ ଗାଗ୍ଡେଅନି ବେଟିକରି, ନିଜର୍ ବସ୍ତର୍ ପିନ୍ଦାଇଦେଲାଇ । ତାର୍ପଚେ ସେମନ୍ ତାକେ କୁର୍ସକାଟେ ମରାଇବାକେ ଗଡ୍ ବାଇରେ ଦାରିଗାଲାଇ ।
21 ୨୧ କୁରିନିରେନ୍ ଶିମୋନ୍ ନୁତୁମ୍ ମିଆଁଦ୍ ହଡ଼, ଆଲେକ୍ଜାଣ୍ଡାର୍ ଆଡଃ ରୁପୁସ୍ରାଃ ଆପୁତେ, ହାତୁଏତେ ହିଜୁଃତାନ୍ଲଃ ଏନ୍ ହରାରେ ପାରମଃତାନ୍ ତାଇକେନାଏ, ଆଡଃ ପାଲ୍ଟାନ୍କ ଇନିଃକେକ ୟୀଶୁଆଃ କ୍ରୁଶ୍କେ ଜାବାର୍ଜାସ୍ତି ଗଅଃ ରିକାକିୟାଃକ ।
୨୧ସେବେଲା ଆଲେକ୍ଜାଣ୍ଡାର୍ ଆରି କୁର୍ନିୟ ଜାଗାର୍ ରୁପ୍ଅର୍ ବାବା ସିମନ୍ ନାଉଁର୍ ଗଟେକ୍ ଲକ୍, ପଲିଗାରାମ୍ ଅନି ଆସିକରି ସେ ବାଟେ ଜାଇତେରଇଲା । ସେ ସନିଅମନ୍ ତାକେ ଜିସୁର୍ କୁର୍ସ ବଇବାକେ ବାଦିଅ କଲାଇ ।
22 ୨୨ ଇନ୍କୁ ୟୀଶୁକେ ଗାଲ୍ଗାଥା ନୁତୁମ୍ ମିଆଁଦ୍ ଠାୟାଦ୍ତେକ ଇଦିକିୟା, ଗାଲ୍ଗାଥାରାଃ ମୁଣ୍ଡିଦ, “ବହଃଜାଙ୍ଗ୍ବୁରୁ” ।
୨୨ତାର୍ପଚେ ସେମନ୍ ଜିସୁକେ ଗଲ୍ଗତା ନାଉଁର୍ ଗଟେକ୍ ଜାଗାଇ ଦାରିଗାଲାଇ । ଗଲ୍ଗତାର୍ ଅରତ୍ ଅଇଲାନି, କାପାଲ୍ ଜାଗା ।
23 ୨୩ ଏନ୍ତାଃରେ ଇନ୍କୁ ଇନିଃକେ ମେହେର୍ତେଆଃ ମେସାକାନ୍ ଦାଖ୍ରାସି ନୁଁଇ ନାଗେନ୍ତେକ ଏମାଇୟା, ମେନ୍ଦ ୟୀଶୁ ଏନା କାଏ ନୁଁକେଦାଃ ।
୨୩ସେମନ୍ ଜିସୁକେ ଅସ ମିସାଇଲା ଅଙ୍ଗୁର୍ ରସ୍ କାଅ ବଲିକରି ଦେଲାଇ, ମାତର୍ ସେ ନିଚ୍ଲା ।
24 ୨୪ ଏନ୍ତେ ଇନ୍କୁ ଇନିଃକେ କ୍ରୁଶ୍ରେକ ରାକାବ୍କିଆ, ଆଡଃ ଇନିୟାଃ ଲିଜାଃକ, ଅକଏ ଅକ୍ନାଃବୁ ନାମେଆଁ ଏନା ଚିଠା ଉୟୁଃକେଦ୍ତେ ନେଲ୍କେଦାଃକ, ଏନ୍ତେ ଆକ ଆକରେଗି ହାଟିଙ୍ଗ୍ୟାନାକ ।
୨୪ତାର୍ପଚେ ଜିସୁକେ କୁର୍ସେ ଚଗାଇଲାଇ ଆରି ତାର୍ ବସ୍ତର୍ କାର୍ବାଗେ କାଇଟା ମିଲ୍ସି ବଲି ବାଟାକରି ନେବାକେ, କେଡ୍ ପୁଟାଇକରି ନିଜର୍ ନିଜର୍ ବିତ୍ରେ ବାଟାକରି ନେଲାଇ ।
25 ୨୫ ସେତାଃରାଃ ନାଅବାଜେ ଇନ୍କୁ ଇନିଃକେ କ୍ରୁଶ୍ରେକ କିଲାକିୟାଃ
୨୫ସେମନ୍ ସାକ୍ଲିଆ ନ ଗଁଟା ବେଲାଇ ଜିସୁକେ କୁର୍ସେ ଚଗାଇଲାଇ ।
26 ୨୬ ଇନିୟାଃ ବିରୁଧ୍ରେ ଅଲାକାନ୍ ଚିଠାରେ, “ଯିହୁଦୀକଆଃ ରାଜା” ମେନ୍ତେ ଅଲାକାନ୍ ତାଇକେନା ।
୨୬ଆରି “ଏଟା ଜିଉଦିମନର୍ ରାଜା ।” ବଲି ନିନ୍ଦା କାତା ଲେକି କୁରୁସ୍ ଉପ୍ରେ ଡସାଇଲାଇ ।
27 ୨୭ ଇନ୍କୁ ବାରିଆ କୁମ୍ବୁଡ଼ୁକିନ୍କେ ଇନିଃଲଃ କ୍ରୁଶ୍ରେକ କିଲାକେଦ୍କିନା, ମିଆଁଦ୍ନିଃକେ ଜମ୍ତିସାଃରେ, ଏଟାଃନିଃକେ ଲେଙ୍ଗାତିସାଃରେ ।
୨୭କୁର୍ସେ ଜିସୁର୍ ସଙ୍ଗ୍ ଆରି ଦୁଇଟା ଚର୍ମନ୍କେ, ତାର୍ ଉଜାବାଟେ ଗଟେକ୍କେ, ଡେବ୍ରି ବାଟେ ଆରିଗଟେକ୍କେ ଚଗାଇରଇଲାଇ ।
28 ୨୮ ଏନ୍ଲେକାତେ, ପାବିତାର୍ ଅନଲ୍କରେ, “ଏତ୍କାନ୍କଲଃ ଲେକାୟାନାଏ, ମେନ୍ତେ ଧାରାମ୍ପୁଥିରେ ଅଲାକାନ୍ କାଜି ପୁରାୟାନା ।”
୨୮ସେ ବୁଲ୍ କଲା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ବଲି, ଇସାବ୍ ଅଇଲା ବଲିକରି ପର୍ମେସରର୍ ସାସ୍ତରେ ଲେକାଅଇରଇବା ବିସଇ ସିଦ୍ ଅଇଲା ।
29 ୨୯ ଏନ୍ ହରାରେ ସେନ୍ପାରମଃତାନ୍ ହଡ଼କ, ଆକଆଃ ବହଃ ହିଲାଅକେଦ୍ତେ ଇନିଃକେ ନିନ୍ଦାତାନ୍ଲଃ କାଜିକିୟାଃକ, “ବାଃରେ ମାନ୍ଦିର୍ ହାଦୁଡ଼୍ନିଃ ଆଡଃ ଆପିମାରେ ବାଇରୁହାଡ଼୍ନିଃ,
୨୯ସେ ବାଟ୍ ଦେଇ ଜିବା ଲକ୍ମନ୍ ନିଜେ ନିଜେ ମୁଣ୍ଡ୍ ଜୁଲାଇ ଜିସୁକେ ନିନ୍ଦାକରି କଇଲାଇ, “ପାର୍ତନା ଗର୍ ବାଙ୍ଗାଇ କରି ତିନ୍ଦିନ୍ ବିତ୍ରେ ତିଆର୍ କର୍ବାଲକ୍ ଏ ସେ କି?” ବଲି କିଜାଇଲାଇ ।
30 ୩୦ ମାର୍ କ୍ରୁଶ୍ଏତେ ଆଡ଼୍ଗୁନ୍ମେ ଆଡଃ ବାଞ୍ଚାଅଏନ୍ମେ ।”
୩୦“ତୁଇ ଏବେ କୁର୍ସେ ଅନି ଉତ୍ରି ନିଜ୍କେ ରକିଆ କର୍ ।”
31 ୩୧ ଏନ୍ଲେକାଗି ମୁଲ୍ ଯାଜାକ୍କ ଆଡଃ ଆଇନ୍ ଇତୁକ, ୟୀଶୁକେ ଆକ ଆକରେକ ହିଲାଙ୍ଗ୍କିଆ ଆଡଃ ମେପେନ୍ୟାନା “ଏଟାଃକକେଦ ଇନିଃ ବାଞ୍ଚାଅକେଦ୍କଆଏ, ମେନ୍ଦ ଇନିଃ ଆଇଃକ୍ଗି ବାଞ୍ଚାୱେନ୍ କାଏ ଦାଡ଼ିତାନ୍ ।
୩୧ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଇବା ଲକ୍ମନ୍ ମିସା ନିଜର୍ ନିଜର୍ ବିତ୍ରେ କାତାଅଇକରି କିଜାଇଲାଇ । ସେମନ୍ କଇତେରଇଲାଇ, “ବିନ୍ ଲକ୍ମନ୍କେ ରକିଆ କର୍ତେରଇଲା, ମାତର୍ ସେ ନିଜେ ରକିଆ ଅଇ ନାପାର୍ଲା ।”
32 ୩୨ ଆମ୍ ସାର୍ତିଗି ଖ୍ରୀଷ୍ଟ୍, ଇସ୍ରାଏଲ୍ରାଃ ରାଜାତାନ୍ମେ ରେଦ, କ୍ରୁଶ୍ଏତେ ନାହାଁଃ ଆଡ଼୍ଗୁନ୍କାଏ, ଆଡଃ ଏନା ନେଲ୍କେଦ୍ତେବୁ ବିଶ୍ୱାସୀତେଆଃ ।” ଆଡଃ ଇନିଃଲଃ କ୍ରୁଶ୍ରେ କିଲାକାନ୍କିନ୍ ଇନିଃକେକିନ୍ ହିଲାଙ୍ଗ୍କିୟା ।
୩୨“ତମେ ସତଇସେ ଇସ୍ରାଏଲର୍ ରାଜା କିରିସ୍ଟ ଅଇରଇଲେ, କୁର୍ସେ ଅନି ଉତ୍ରି ଆଉ । ସେନ୍ତି ଅଇଲେ ଆମେ ଦେକିକରି ବିସ୍ବାସ୍ କର୍ବୁ ।” ବଲି କଇଲାଇ । ଜନ୍ ଲକ୍ମନ୍କେ ଜିସୁର୍ ସଙ୍ଗ୍ କୁର୍ସେ ଚଗାଇରଇଲାଇ, ସେମନ୍ ମିସା ଜିସୁକେ ନିନ୍ଦା କଲାଇ ।
33 ୩୩ ତିକିନ୍ସିଙ୍ଗିକରେ ତିନ୍ଘାଣ୍ଟା ଜାକେଦ୍ ଗଟା ଦିଶୁମ୍ ନୁବାଃୟାନା ।
୩୩ମୁଇଦାନିଆ ବାର୍ଟା ବେଲାଇଅନି ତିନ୍ଟା ଜାକ ଗୁଲାଇ ଦେସ୍ ଆନ୍ଦାର୍ ଅଇଗାଲା ।
34 ୩୪ ଆଡଃ ତିନ୍ବାଜେ ୟୀଶୁ ପୁରାଃଗି କାଉରିକେଦ୍ତେ କାଜିକେଦାଏ, “ଏଲୋଇ ଏଲୋଇ ଲାମା ସାବାକ୍ଥାନି?” ଏନାରାଃ ମୁଣ୍ଡିଦ, “ଏ ଆଇଁୟାଃ ପାର୍ମେଶ୍ୱାର୍, ଏ ଆଇଁୟାଃ ପାର୍ମେଶ୍ୱାର୍, ଚିନାଃମେନ୍ତେ ଆଇଙ୍ଗ୍କେ ବାଗିକିଦିୟାମ୍?”
୩୪ଦିନ୍ ତିନ୍ଟା ବେଲେ ଜିସୁ ଆଉଲିଅଇ କଇଲା, “ଏଲଇ ଏଲଇ ଲାମା ସବକ୍ତାନି ।” ଆର୍ ଅରତ୍ ଅଇଲାନି, “ଏ ମର୍ ପର୍ମେସର୍ ଏ ମର୍ ପର୍ମେସର୍, ତମେ ମକେ କାଇକେ ଚାଡିଦେଲାସ୍?”
35 ୩୫ ଏନ୍ ଜାପାଃରେ ତିଙ୍ଗୁଆକାନ୍କଏତେ ଚିମିନ୍ ହଡ଼କ ନେଆଁଁ ଆୟୁମ୍କେଦ୍ତେ କାଜିକେଦା, “ଆୟୁମେପେ, ଇନିଃ ଏଲିୟକେ ହାକାଅତାନା ।”
୩୫ଏ କାତା ସୁନି ସେଲଗେ ଟିଆ ଅଇରଇବା କେତେ ଲକ୍ କଇଲାଇ, “ସେ ଏଲିୟକେ ଡାକ୍ଲାନି ।”
36 ୩୬ ଇନ୍କୁଏତେ ମିଆଁଦ୍ନିଃ ନିର୍କେଦ୍ତେ ସ୍ପଞ୍ଜ୍କେ ମେହେର୍ ରାସିରେ ତୁପୁକେଦାଏ ଆଡଃ ଏନାକେ ମିଆଁଦ୍ ସଟାରେ ଗୁତୁକେଦ୍ତେ ୟୀଶୁକେ ନୁଁଇ ନାଗେନ୍ତେ ଏମ୍କିୟାଏ, ଆଡଃ ମେନ୍କେଦାଏ, “ରାହା କ୍ରୁଶ୍ଏତେ ଇନିଃକେ ଆଡ଼୍ଗୁ ନାଗେନ୍ତେ ଏଲିୟ ହିଜୁଃତାନାଏ ଚି କାହା ନେଆଁଁବୁ ନେଲେଆ ।”
୩୬ତେଇଅନି ଗଟେକ୍ ଲକ୍ ପାଲାଇ ଜାଇ ଅଙ୍ଗୁର୍ ରସେ, ତୁଲା ବୁଡାଇ ଡାଙ୍ଗେ ବାନ୍ଦି ଉପ୍ରେ ଲାମାଇଦେଲା । ସେ ଲକ୍ କଇଲା, “ଏବେ ଏଲିୟ ଆସିକରି ଆକେ କୁର୍ସେ ଅନି ଉତ୍ରାଇଦେଇସି କି ନାଇ ଦେକୁ ।”
37 ୩୭ ୟୀଶୁ ପୁରାଃଗି କାଉରିକେଦାଏ ଆଡଃ ଜୀଉତାୟାଃ ଅଡଙ୍ଗ୍ୟାନା ।
୩୭ମାତର୍ ଜିସୁ ଆଉଲିଅଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
38 ୩୮ ମାନ୍ଦିର୍ ଅଡ଼ାଃରେ ହାକାକାନ୍ ହାନାଟିଙ୍ଗ୍ ଦାନାଙ୍ଗ୍ଲିଜାଃ ଚେତାନ୍ଏତେ ଲାତାର୍ ଜାକେଦ୍ ଥାଲାରେ ବାର୍ ହିସା ଚାଗାଡ଼୍ୟାନା ।
୩୮ସେବେଲା ମନ୍ଦିରର୍ ସୁକଲ୍ ଜାଗା ବିନେ କର୍ବା ପାର୍ଦା ଉପ୍ରେଅନି ତଲେ ଜାକ ଦୁଇ ତାଡ୍ ଅଇ ଚିରିଅଇଗାଲା ।
39 ୩୯ କ୍ରୁଶ୍ରାଃ ସାମ୍ନାଙ୍ଗ୍ରେ ତିଙ୍ଗୁଆକାନ୍ ସିପାଇକଆଃ ଗମ୍କେ ୟୀଶୁ ଚିଲ୍କାଏ ଗଏଃୟାନା, ଏନା ନେଲ୍କେଦ୍ତେ ମେନ୍କେଦାଏ, “ସାର୍ତିଗି ନେ ହଡ଼ ପାର୍ମେଶ୍ୱାର୍ଆଃ ହନ୍ଗି ତାଇକେନାଏ ।”
୩୯ତେଇ ଜିସୁର୍ କୁର୍ସ ମୁଆଟେ ଟିଆଅଇରଇଲା ସଏଟା ସନିଅମନର୍ ମୁକିଅ, ଜିସୁ ସାରାସାରି ଆଉଲି ଅଇଲାଟା ଆରି ସେ କେନ୍ତି ଅଇକରି ମଲା, ଦେକିକରି କଇଲା, “ସତଇସେ ଏ ପର୍ମେସରର୍ ପିଲା ରଇଲା ।”
40 ୪୦ ଆଡଃ ଏନ୍ତାଃରେ ଚିମିନ୍ କୁଡ଼ିକ ସାଙ୍ଗିନ୍ଏତେ ନେଲ୍ତାନ୍କ ତାଇକେନା । ଇନ୍କୁଆଃ ଥାଲାରେ ମାରିୟାମ୍ ମାଗ୍ଦାଲିନି, ହୁଡିଙ୍ଗ୍ ଯାକୁବ୍ ଆଡଃ ଯୋସିରାଃ ଏଙ୍ଗାତେ ମାରିୟାମ୍, ଆଡଃ ସାଲୋମିତେକ ତାଇକେନା ।
୪୦ତେଇ କେତେଟା ମାଇଜିମନ୍ ମିସା କୁର୍ସେ ଅନି ଦୁରିକେ ଟିଆଅଇ ଦେକ୍ତେରଇଲାଇ । ସେମନ୍ ଅଇଲାଇନି, ମଗ୍ଦଲିନି ମରିୟମ୍, ସାନ୍ଟା ଜାକୁବ୍ ଆରି ଜସିର୍ ମା ମରିୟମ୍ ଆରି ସଲମି ।
41 ୪୧ ଇନ୍କୁ, ୟୀଶୁ ଗାଲିଲ୍ରେ ତାଇକେନ୍ ଇମ୍ତା ଅତଙ୍ଗ୍ଇଁତାନ୍ ଆଡଃ ସୁସାରିତାନ୍କ ତାଇକେନା । ଇନିଃଲଃ ଯୀରୁଶାଲେମ୍ତେ ହିଜୁଃକାନ୍ ପୁରାଃ ଏଟାଃ କୁଡ଼ିକହ ଏନ୍ତାଃରେ ତାଇକେନାକ ।
୪୧ଜିସୁ ଗାଲିଲିତେଇ ରଇଲାବେଲେ ଏ ମାଇଜିମନ୍ ଜିସୁର୍ ସଙ୍ଗ୍ ଜାଇତେରଇଲାଇ । ଆରି ତାକେ ଦର୍କାର୍ ରଇଲା ବିସଇ ସାଇଜ କର୍ତେରଇଲାଇ । ଜିସୁର୍ ସଙ୍ଗ୍ ଜିରୁସାଲାମେ ଆସିରଇଲା ବିନ୍ ମାଇଜିମନ୍ ମିସା ତେଇ ରଇଲାଇ ।
42 ୪୨ ଏନ୍ହୁଲାଙ୍ଗ୍ଦ ସାପ୍ଡ଼ାଅନ୍ ହୁଲାଙ୍ଗ୍ ତାଇକେନା, ଏନା ରୁଡ଼ୁନ୍ ହୁଲାଙ୍ଗ୍ରାଃ ସିଦାହୁଲାଙ୍ଗ୍ ତାଇକେନା, ଆଡଃ ଆୟୁବ୍ୟାନ୍ଚି,
୪୨ସେ ଦିନ୍ ବିସ୍ରାମ୍ ଦିନ୍ ପାଇ ତିଆର୍ ଅଇବା ଦିନ୍ ଅଇରଇଲା । ସେଦିନେ ସଞ୍ଜ୍ବେଲା,
43 ୪୩ ହାରାମାଥିୟା ସାହାର୍ରେନ୍ ଯୋଷେଫ୍, ଇନିଃଦ ଯିହୁଦୀକଆଃ ମାରାଙ୍ଗ୍ ପାଞ୍ଚେଟ୍ରେନ୍ ମିଆଁଦ୍ ମାଇନାନ୍ ହଡ଼ ତାଇକେନାଏ, ଇନିଃହ ପାର୍ମେଶ୍ୱାର୍ଆଃ ରାଇଜ୍ ନେଲ୍ ହରାତାନ୍ ତାଇକେନାଏ, ଏନାମେନ୍ତେ ଇନିଃ ଜେତାଏକେ କାଏ ବରକେଦ୍ତେ ପିଲାତୁସ୍ତାଃତେ ବଲୟାନାଏ ଆଡଃ ୟୀଶୁଆଃ ଗଏଃ ହଡ଼୍ମ ଆସିକିୟାଏ ।
୪୩ଆରାମାତିଆ ଗାଉଁର୍ ବିଚାର୍କର୍ବା ମୁକିଅ ଲକ୍ ବିତ୍ରେ ରଇଲା ଜସେପ୍ ନାଉଁର୍ ଗଟେକ୍ ଲକ୍, ପର୍ମେସର୍ ସାସନ୍ କର୍ବା ରାଇଜର୍ ବେଲା ଆସ ବଲି ଜାଗିରଇବା ଗଟେକ୍ ଲକ୍ । ବେସି ସାଆସ୍ଅଇ ପିଲାତର୍ ଲଗେ ଜାଇକରି ଜିସୁର୍ ମଲାମଡ୍ ମାଙ୍ଗ୍ଲା ।
44 ୪୪ ୟୀଶୁଆଃ ଜୀଉଟୁଣ୍ଡୁୟାନା ମେନ୍ତେ ଆୟୁମ୍କେଦ୍ତେ ପିଲାତୁସ୍ ଆକ୍ଦାନ୍ଦାଅୟାନା । ଇନିଃ ସିପାଇକଆଃ ଗମ୍କେ କେ କେଡ଼ାକେଦ୍ତେ, ଚିୟାଃ ଇନିଃ ଗଏଃୟାନାଏ ମେନ୍ତେ ଇନିଃକେ କୁଲିକିୟାଏ ।
୪୪ଜିସୁ ଏତେକ୍ ଦାପ୍ରେ ମରିଗାଲା ବଲି ସୁନି ପିଲାତ୍ କାବା ଅଇଗାଲା । ତାର୍ ସନିଅମନର୍ ନେତାକେ ଡାକି “ଜିସୁ ମଲାବେ କି?” ବଲି ପାଚାର୍ଲା ।
45 ୪୫ ପିଲାତୁସ୍ ସିପାଇକଆଃ ଗମ୍କେୟାଃ କାଜିତେ ଏନା ଆଟ୍କାର୍କେଦ୍ତେ, ଇନିଃ ୟୀଶୁଆଃ ଗଏଃହଡ଼୍ମ ଯୋଷେଫ୍କେ ଏମ୍କିୟାଏ ।
୪୫ସେ ସନିଅମନର୍ ନେତା, ଜିସୁ ମରିଗାଲା ବିସଇ ପିଲାତ୍କେ କଇଲା । ତାର୍ପଚେ ଜସେପ୍କେ ପିଲାତ୍ କଇଲା, “ତୁଇ ମଡ୍ ନେଇ ପାରୁସ୍ ।”
46 ୪୬ ଯୋଷେଫ୍ ନିରାଲ୍ ଲିଜାଃ କିରିଙ୍ଗ୍କେଦ୍ତେ ୟୀଶୁକେ କ୍ରୁଶ୍ଏତେ ଆଡ଼୍ଗୁକିଆଏ ଆଡଃ ଏନ୍ ଫାର୍ଚି ନିରାଲ୍ ଲିଜାଃରେ ପଟମ୍କିୟାଏ, ଆଡଃ ସେରେଙ୍ଗ୍ରେ ଉରାକାନ୍ ତପାଗାଡ଼ାରେ ଗିତିଃକିୟାଏ । ଏନ୍ତେ ଏନ୍ ଦୁଆର୍କେ ମିଆଁଦ୍ ମାରାଙ୍ଗ୍ ଦିରିତେ ବାଟିକେସେଦ୍ତାଦାଏ ।
୪୬ସେଟାର୍ପାଇ ଜସେପ୍ ଜିସୁର୍ ଗାଗଡ୍ କୁର୍ସ ଉପ୍ରେଅନି ଉତ୍ରାଇ ଆନ୍ଲା ଆରି ଗଟେକ୍ ନୁଆ ଲୁଗା ସଙ୍ଗ୍ ଗୁଡିଆଇକରି ରାଙ୍ଗ୍ନି କାଟି ତିଆର୍ କରି ରଇଲା ଗଟେକ୍ ପାଆରେ ନେଇକରି ସଙ୍ଗଇଲା । ଗଟେକ୍ ବଡ୍ ଚାଚଡା ପାକ୍ନା ନେଇ ପାଆର୍ ମୁଆଟେ ଡାବିଦେଲା ।
47 ୪୭ ମାଗ୍ଦାଲିନି ମାରିୟାମ୍ ଆଡଃ ଯୋସିଆଃ ଏଙ୍ଗାତେ ମାରିୟାମ୍ ଇନିଃକେ ଅକ୍ତାଃରେ ତପାକିୟାକ ଏନାକିନ୍ ନେଲ୍କେଦା ।
୪୭ଜିସୁକେ ଜନ୍ ଜାଗାଇ ନେଇ ସଙ୍ଗଇ ରଇଲାଇ, ସେ ଜାଗା ମଗ୍ଦଲିନି ମରିୟମ୍ ଆରି ଜସିର୍ ମା ମରିୟମ୍ ଦେକିରଇଲା ।