< തീത്തൊസ് 2 >

1 നീയോ ആരോഗ്യകരമായ ഉപദേശത്തിന് യോഗ്യമായത് പ്രസ്താവിക്കുക.
ମାତର୍‌ ତିତସ୍‌ ତୁଇ ବିସ୍‌ବାସିମନ୍‌କେ ଜନ୍‌ ବିସଇ ସିକାଇଲୁସ୍‌ନି ସେଟା ଜିସୁକିରିସ୍‌ଟର୍‌ ସତ୍‌ ସିକିଆ ଇସାବେସେ ସିକା ।
2 വൃദ്ധന്മാർ സമചിത്തരും ആദരണീയരും സുബോധം ഉള്ളവരും വിശ്വാസത്തിലും സ്നേഹത്തിലും സഹിഷ്ണുതയിലും ദൃഢതയുള്ളവരും ആയിരിക്കണം എന്നും
ପର୍‌ତୁମ୍‌ ଡକ୍‌ରାମନ୍‌କେ ତାକର୍‌ ଜିବନେ ନିକ ଚଲାଚଲ୍‌ତି କର୍‌ବାକେ ସିକା, ଜେନ୍ତିକି ନିଜେ ବୁଦିର୍‌ସଙ୍ଗ୍‍ ରଇ, ଲକ୍‌ମନର୍‌ଟାନେଅନି ସନ୍‌ମାନ୍‌ ପାଇବାଲକ୍‌ ପାରା ଅଇ ଜାଗ୍‌ରତ୍‌ ରଇବାର୍‌ । ସେମନ୍‌ ପର୍‌ମେସର୍‌କେ ଡାଟ୍‌ସଙ୍ଗ୍‍ ବିସ୍‌ବାସ୍‌ କରି ବିନ୍‌ ଲକ୍‌ମନ୍‌କେ ସତ୍‌ସଙ୍ଗ୍‍ ଆଲାଦ୍‌ କରି ମୁର୍‌ଚି ରଇବାର୍‌ ଆଚେ ।
3 വൃദ്ധമാരും അങ്ങനെ തന്നെ സ്വഭാവത്തിൽ മാന്യതയുള്ളവരും ഏഷണി പറയാത്തവരോ വീഞ്ഞിന് അടിമപ്പെടാത്തവരോ ആയിരിക്കണം എന്നും
ସେନ୍ତାରିସେ ଡକ୍‌ରିମନ୍‌କେ ମିସା ସିକାଆ । ଜେନ୍ତିକି, ସେମନ୍‌ ସୁକଲ୍‌ ଚଲାଚଲ୍‌ତି କର୍‌ବାଇ । ତିପୁଲ୍‌ କାତା ନ କଇକରି, ମାତୁଆଲ୍‌ନିମନ୍‌ ନ ଅଇକରି, ତାର୍‌ ବାଦୁଲେ ବିନ୍‌ ଲକ୍‌ମନ୍‌କେ ନିକ ବିସଇ ସିକାଅତ୍‌ ।
4 ദൈവവചനം ദുഷിക്കപ്പെടാതിരിക്കേണ്ടതിന് യൗവനക്കാരത്തികളെ തങ്ങളുടെ ഭർത്താക്കന്മാരേയും കുട്ടികളെയും സ്നേഹിക്കുന്നവരായും
ଏନ୍ତାରି କଲେ ସେମନର୍‌ ଟାନେଅନି ଦାଙ୍ଗ୍‌ଡିମନ୍‌ ନିକ ଚଲାଚଲ୍‌ତି କର୍‌ବାଟା ସିକ୍‌ବାଇ । ସେମନ୍‌ ପର୍‌ତୁମ୍‌ ନିଜର୍‌ ମୁନୁସ୍‌କେ ଆରି ପିଲାଟକିମନ୍‌କେ ଆଲାଦ୍‌ କର୍‌ବାଟା ସିକତ୍‌ ।
5 സുബോധവും പാതിവ്രത്യവുമുള്ളവരും വീട്ടുകാര്യം നോക്കുന്നവരും ദയയുള്ളവരും തങ്ങളുടെ സ്വന്ത ഭർത്താക്കന്മാർക്ക് കീഴ്പെടുന്നവരും ആയിരിക്കുവാൻ പരിശീലിപ്പിക്കേണ്ടതിന് നന്മ ഉപദേശിക്കുന്നവരായിരിക്കണം എന്നും പ്രബോധിപ്പിക്കുക.
ନିଜେ ଜାଗ୍‌ରତ୍‌ ଅଇକରି ମୁନୁସ୍‌ମନ୍‌କେ ସୁକଲ୍‌ ଚଲାଚଲ୍‌ତି କରି, ନିଜର୍‌ ଗର୍‌ଦୁଆର୍‌ ଚାଲାଇକରି, ବିନ୍‌ ଲକ୍‌ମନ୍‌କେ ଦୟା ଦେକାଇକରି ଆରି ନିଜର୍‌ ମୁନୁସର୍‌ କାତା ମାନିକରି ରଇବାକେ ସିକା । ସେନ୍ତାର୍‌ କଲେ ପର୍‌ମେସର୍‌ ଆମ୍‌କେ ସର୍‌ପି ଦେଲା କବର୍‌ କେ ମିସା ନିନ୍ଦା ନ କରତ୍‌ ।
6 അപ്രകാരം യൗവനക്കാരെയും സുബോധമുള്ളവരായിരിക്കുവാൻ പ്രബോധിപ്പിക്കുക.
ସେନ୍ତାର୍‌ ସେ ଦାଙ୍ଗ୍‌ଡାମନ୍‌କେ ମିସା ନିଜେ ଜାଗରତ୍‌ ରଇବାକେ ସିକା ।
7 വിരോധി നമ്മെക്കൊണ്ട് ഒരു തിന്മയും പറയുവാൻ വകയില്ലാതെ ലജ്ജിക്കേണ്ടതിന് സകലത്തിലും നിന്നെത്തന്നെ സൽപ്രവൃത്തികൾക്ക് മാതൃകയാക്കി കാണിക്കുകയും,
ତୁଇ ନିଜେ ସବୁ ବିସଇଟାନେ ନିକ ଚଲାଚଲ୍‌ତି କର୍‌ । ଜେନ୍ତାରି କି ତକେ ଦେକିଦେକି ଦାଙ୍ଗ୍‌ଡାମନ୍‌ ସେନ୍ତାରି ଅଇବାଇ । ସିକାଇଲାବେଲେ, ମନ୍‌ ସତ୍‌ ରଇକରି ଲକ୍‌ମନର୍‌ ମୁଆଟେ ସନ୍‌ମାନ୍‌ ପାଇଲାପାରା ପର୍‌ମେସରର୍‌ ବିସଇ ସିକା ।
8 നിന്റെ ഉപദേശത്തിൽ സത്യസന്ധതയും ഗൗരവവും വാക്കുകളിൽ ആക്ഷേപിക്കാൻ കഴിയാത്ത കൃത്യതയും വേണം.
ଜେତ୍‌କି ବିସଇ ସିକାଇଲୁସ୍‌ନି, ସେ ସବୁ ବିସଇ ସତ୍‌ ରଅ ଜେନ୍ତାରିକି ଲକ୍‌ମନ୍‌ ନିନ୍ଦା କରିନାପାରତ୍‌ । ଜେତ୍‌କି ଲକ୍‌ ଜିସୁକିରିସ୍‌ଟର୍‌ପାଇ ତୁଇ କର୍‌ବା କାମ୍‌ ବିରଦ୍‌ କଲାଇନି, ସେମନ୍‌ ସବୁ ଲାଜ୍‌ ଅଇଜିବାଇ । କାଇକେବଇଲେ ଆମ୍‌କେ ନିନ୍ଦା କର୍‌ବାକେ ତାକର୍‌ଟାନେ କାଇଟା ନ ରଏ ।
9 ദാസന്മാർ നമ്മുടെ രക്ഷിതാവായ ദൈവത്തിന്റെ ഉപദേശത്തെ സകലത്തിലും അലങ്കരിക്കേണ്ടതിന് യജമാനന്മാർക്ക് കീഴടങ്ങി സകലവിധത്തിലും പ്രസാദം വരുത്തുന്നവരും
ତର୍‌ ମଣ୍ଡଲିମନ୍‌କେ ରଇବା ଗତିଦାଙ୍ଗ୍‌ଡାମନ୍‌କେ ତାକର୍‌ ସାଉକାର୍‌ମନ୍‌କେ ମାନିକରି ରଇବାକେ ସିକା । ତାକର୍‌ କର୍‌ବା କାମ୍‌ ଦେକି ସାଉକାର୍‌ମନ୍‌ ସାର୍‌ଦା ଅଅତ୍‌ ଆରି ସାଉକାର୍‌ମନ୍‌କେ ସେମନ୍‌ ଟଣ୍ଡ୍‌ ନ ଲାଗାଅତ୍‌ ।
10 ൧൦ എതിർ പറയുകയോ വഞ്ചിച്ചെടുക്കുകയോ ചെയ്യാതെ, എന്നാൽ സകലത്തിലും നല്ല വിശ്വസ്തത കാണിക്കുന്നവരുമായിരിക്കണം.
୧୦ସାଉକାରର୍‌ କାଇ ଜିନିସ୍‌ ନ ଚରାଇକରି ସବୁବେଲେ ଦରମ୍‌ ଚଲାଚଲ୍‌ତି କର । ସେମନ୍‌କେ ସାଉକାର୍‌ ବିସ୍‌ବାସ୍‌ କର୍‌ବାର୍‌ ଆଚେ । ତାକର୍‌ ନିକ ଚଲାଚଲ୍‌ତି କର୍‌ବାଟା ଦେକି ଆମ୍‌କେ ମୁକ୍‌ତି ଦେବା ପରମେସରର୍‌ କବର୍‌ ସୁନ୍‌ବାକେ ଲକ୍‌ମନ୍‌ ମନ୍‌ କର୍‌ବାଇ ।
11 ൧൧ സകലമനുഷ്യർക്കും രക്ഷാകരമായ ദൈവകൃപ ഉദിച്ചുവല്ലോ;
୧୧କାଇକେ ବଇଲେ ପରମେସର୍‌ ଗୁଲାଇ ମୁନୁସ୍‌ଜାତିକେ ପାପେଅନି ମୁକ୍‌ତି କର୍‌ବାକେ ତାର୍‌ ଦୟା ଦେକାଇଲା ଆଚେ ।
12 ൧൨ ഭക്തികേടും ലൗകികമോഹങ്ങളും വർജ്ജിക്കുവാനും, ഈ ലോകത്തിൽ സുബോധത്തോടും നീതിയോടും ദൈവഭക്തിയോടുംകൂടെ ജീവിക്കുവാനും അത് നമ്മെ ശിക്ഷിച്ചുവളർത്തുന്നു. (aiōn g165)
୧୨ସେ ଦୟା କଲାକେ, କାରାପ୍‌ ଚଲାଚଲ୍‌ତି କର୍‌ବାଟା ଚାଡିକରି, ବିସ୍‌ବାସ୍‌ ନ କର୍‌ବା ଲକ୍‌ମନ୍‌ କର୍‌ବା ଚଲାଚଲ୍‌ତି ନ କରି, ସେମନ୍‌ ଲାଲ୍‌ସା ଅଇବା ବିସଇ ମନ୍‌ ନ କର୍‌ବାକେ ପର୍‌ମେସର୍‌ ଆମ୍‌କେ ସିକାଇଲାନି । ତାର୍‌ ବାଦୁଲେ ଜେତ୍‌କି ଦିନ୍‌ ଆମେ ଏ ଜଗତେ ବଁଚିଆଚୁ, ସେତ୍‌କି ଦିନ୍‌ ନିଜେ ଜାଗ୍‌ରତ୍‌ ରଇ, ଦରମ୍‌ ଚଲାଚଲ୍‌ତି କରି ତାକେ ସାର୍‌ଦା କରାଇବାକେ ସେ ଆମ୍‌କେ ବପୁ ଦେଲାନି । (aiōn g165)
13 ൧൩ ഭാഗ്യകരമായ പ്രത്യാശക്കായിട്ടും നമ്മുടെ മഹാദൈവവും രക്ഷിതാവുമായ യേശുക്രിസ്തുവിന്റെ തേജസ്സിന്റെ പ്രത്യക്ഷതയ്ക്കായിട്ടും നാം കാത്തുകൊണ്ട്,
୧୩ଜନ୍‌ ବଡ୍‌ ଦିନ୍‌ ଆଇବାକେ ଆମେ ଜାଗିଆଚୁ, ସେତ୍‌କି ଦିନ୍‌ ଜାକ ଏନ୍ତାରିସେ ଚଲାଚଲ୍‌ତି କରୁ । ସେ ଦିନେ ଜିସୁକିରିସ୍‌ଟ ଜେକି ଆମର୍‌ ପର୍‌ମେସର୍‌ ଆରି ମୁକ୍‌ତିକାରିଆ, ତାର୍‌ ସବୁ ଡାକ୍‌ପୁଟା ସଙ୍ଗ୍‍ ଏ ଜଗତେ ବାଉଡିଆଇସି ।
14 ൧൪ അവൻ നമ്മെ സകല അധർമ്മത്തിൽനിന്നും വീണ്ടെടുക്കുവാനും സൽപ്രവൃത്തികളിൽ ശുഷ്കാന്തിയുള്ളൊരു സ്വന്തജനമായി തനിക്ക് ശുദ്ധീകരിക്കേണ്ടതിനും തന്നെത്താൻ നമുക്കുവേണ്ടി കൊടുത്തു.
୧୪ଏ ଜିସୁ କିରିସ୍‌ଟ ଆମର୍‌ ଲାଗି ମର୍‌ବାକେ ନିଜେ ସର୍‌ପିଅଇଲା । ପାପର୍‌ ବାନ୍ଦନେଅନି ମୁକ୍‌ଲାଇବାକେ ଆରି ତାର୍‌ପାଇ ସୁକଲ୍‌ ଲକ୍‌ କରାଇବାକେ ସେ ଏନ୍ତି କଲା । ସେ ଦେକ୍‌ବା ଇସାବେ, ଦରମ୍‌ କାମ୍‌ କର୍‌ବାକେ ବେସି ମନ୍‌ କର୍‌ବା ଲକ୍‌ ଅଇବାକେ ମିସା ।
15 ൧൫ ഇത് പൂർണ്ണ അധികാരത്തോടെ പ്രസംഗിക്കുകയും പ്രബോധിപ്പിക്കുകയും ശാസിക്കുകയും ചെയ്ക. ആരും നിന്നെ തുച്ഛീകരിക്കരുത്.
୧୫ତେବର୍‌ପାଇ ତିତସ୍‌, ତୁଇ କିରତେ ରଇବା ବିସ୍‌ବାସିମନ୍‌କେ, ମୁଇ ତକେ କଇରଇବା ସବୁ ବିସଇ ସିକାଇଦେସ୍‌ । ଏ ସବୁ ବିସଇ କର୍‌ବାକେ ସାର୍‌ଦା କରା ଆରି ନ କଲେ ସେମନ୍‌କେ ଜାଗ୍‌ରତ୍‌ କରା । ସେନ୍ତାରି କର୍‌ବାକେ ତର୍‌ ଅଦିକାର୍‌ ଆଚେ । ତୁଇ ସିକାଇଲା ବିସଇମନ୍‌ କେ ମିସା ନିଚ୍‌ ଇସାବେ ନ ନାମତ୍‌ ।

< തീത്തൊസ് 2 >