< Apokalypsy 13 >
1 Ary hitako fa, indro, nisy bibi-dia niakatra avy tamin’ ny ranomasina, nanan-tandroka folo sy loha fito, ary tamin’ ny tandrony dia nisy diadema folo; ary tamin’ ny lohany dia nisy anarana fitenenan-dratsy.
୧ଆରି ସେ ଅସୁର୍ସାଁପ୍ ସମ୍ଦୁରର୍ ବାଲିଉପ୍ରେ ଜାଇ ଟିଆ ଅଇଲା । ତାର୍ପଚେ ମୁଇ ସମ୍ଦୁର୍ ବିତ୍ରେ ଅନି ଗଟେକ୍ ପସୁକେ ବାରଇଆଇବାଟା ଦେକ୍ଲି । ତାକେ ଦସ୍ଟା ସିଙ୍ଗ୍ ଆରି ସାତ୍ଟା ମୁଣ୍ଡ୍ ରଇଲା । ତାର୍ ସବୁ ସିଙ୍ଗେ ଗଟେକ୍ ଗଟେକ୍ ମୁକୁଟ୍ ରଇଲା । ଆରି ମୁଣ୍ଡ୍ ଉପ୍ରେ ପର୍ମେସର୍କେ ନିନ୍ଦା କଲା ପାରା ବିନ୍ ବିନ୍ ରକାମର୍ ସାତ୍ଟା ନାଉଁ ରଇଲା ।
2 Ary ny bibi-dia izay efa hitako dia tahaka ny leoparda, ary ny tongony tahaka ny an’ ny bera, ary ny vavany tahaka ny vavan’ ny liona; ary ilay dragona nanome azy ny heriny sy ny seza fiandrianany ary fahefana lehibe.
୨ସେ ପସୁ ଚିତାବାଗ୍ ପାରା ରଇଲା । ତାର୍ପାଦ୍ ବାଲୁର୍ ପାଦ୍ପାରା, ତାର୍ ଟଣ୍ଡ୍ ସିଅଁର୍ ଟଣ୍ଡ୍ ପାରା ରଇଲା । ଆରି ସେ ଅସୁର୍ସାଁପ୍, ସେ ପସୁକେ ନିଜର୍ ବପୁ, ସିଆଁସନ୍ ଆରି ତାର୍ ବଡ୍ ଅଦିକାର୍ ଦେଲା ।
3 Ary hitako ny lohany anankiray, izay toa voa ka efa ho faty; nefa sitrana ihany ilay feriny saiky nahafaty azy; ary gaga ny tany rehetra nanaraka ilay bibi-dia.
୩ସେ ପସୁର୍ ଦସ୍ଟା ମୁଣ୍ଡେଅନି ଗଟେକ୍ ମୁଣ୍ଡ୍ ବେସି ମାଡ୍ ଅଇରଇଲାପାରା ଡିସ୍ତେରଇଲା । ମାତର୍ ସେଟା ନିକ ଅଇଲା । ଗୁଲାଇ ଜଗତର୍ ଲକ୍ମନ୍ କାବାଅଇଜାଇକରି ତାର୍ ପଚେ ପଚେ ଗାଲାଇ ।
4 Ary dia niankohoka teo anoloan’ ilay dragona ireo, satria izy no nanome ny fahefana ho an’ ny bibi-dia; ary niankohoka teo anoloan’ ny bibi-dia koa ireo ka nanao hoe: Iza no tahaka ny bibi-dia? ary iza no mahay miady aminy?
୪ଆରି ନିଜର୍ ଅଦିକାର୍ ସେ ପସୁକେ ଦେଲାକେ ସବୁ ଲକ୍ ଅସୁର୍ ସାଁପ୍କେ ଜୁଆର୍ କଲାଇ । ଏନ୍ତାରି କଇକରି ମିସା ସେ ପସୁକେ ସେମନ୍ ଜୁଆର୍କଲାଇ । ଏ ପସୁର୍ ପାରା ଆରି କେ ନାଇ । ତାର୍ ବିରଦେ ଜୁଇଦ୍ କରି କେ ମିସା ଜିତି ନାପାରତ୍ ।
5 Dia nomena lela miteny zavatra mihoapampana sy fitenenan-dratsy izy, ary nomena fahefana mba hiasa roa amby efa-polo volana.
୫ସେ ପସୁକେ ୪୨ ମାସ୍ଜାକ ଅଦିକାର୍ ସଙ୍ଗଇବାକେ ଆରି ପର୍ମେସରର୍ ବିରୁଦେ ବଡ୍ପନ୍ କାତା କଇବାକେ ପର୍ମେସର୍ ଆଦେସ୍ ଦେଲା ।
6 Ary nanokatra ny vavany hiteny ratsy an’ Andriamanitra izy, dia ny hiteny ratsy ny anarany sy ny tabernakeliny, dia ireo mitoetra any an-danitra.
୬ସେ ପସୁ ପର୍ମେସରର୍ ନାଉଁକେ, ସେ ରଇବା ଜାଗାକେ ଆରି ସର୍ଗେ ରଇବା ସବୁକେ ସାଇପ୍ ଦେବାର୍ଦାର୍ଲା ।
7 Ary navela hiady tamin’ ny olona masìna izy ka haharesy azy; ary nomena fahefana tamin’ ny fokom-pirenena sy ny olona sy ny samy hafa fiteny ary ny firenena rehetra iry.
୭ପର୍ମେସର୍ ଲକ୍ମନର୍ ସଙ୍ଗ୍ ଜୁଇଦ୍ କରି ସେମନ୍କେ ଆରାଇବାକେ ତାକେ ଅଦିକାର୍ ଦିଆଅଇଲା । ସବୁ ବଁସର୍ ଉପ୍ରେ, ରାଇଜର୍ ଉପ୍ରେ, ବାସା ଉପ୍ରେ ଆରି ଜାତିର୍ ପାଇ ତାକେ ଅଦିକାର୍ ଦିଆଅଇଲା ।
8 Ary hiankohoka eo anoloany ny olona rehetra monina ambonin’ ny tany, dia izay tsy manana ny anarany voasoratra eo amin’ ny bokin’ ny fiainan’ ny Zanak’ ondry, izay voavono hatramin’ ny nanorenana izao tontolo izao.
୮ଦର୍ତନିଟାନେ ରଇବା ସବୁଲକ୍ ତାକେ ଜୁଆର୍କର୍ବାଇ । ଜିବନ୍ ରଇବା ଲକ୍ମନର୍ ବଇଟାନେ ନାଉଁ ଲେକାଅଇରଇବା ଲକ୍ମନ୍ସେ ତାକେ ଜୁଆର୍ ନ କରତ୍ । କାଇଟା ତିଆର୍ ନ ଅଇରଇବା ଆଗ୍ତୁ ଲେକା ଅଇଜାଇରଇଲା । ସେ ବଇ ମରାଇଜାଇରଇବା ମେଣ୍ଡାପିଲାର୍ଟା ।
9 Raha misy manan-tsofina, aoka izy hihaino.
୯କାନ୍ ରଇଲା ଲକ୍ ମନ୍ଦିଆନ୍ କରି ସୁନା ।
10 Raha misy mamabo, dia mba hobaboina kosa izy; ary raha misy mamono amin’ ny sabatra, dia tsy maintsy hovonoina amin’ ny sabatra kosa izy. Indro ny faharetana sy ny finoan’ ny olona masìna.
୧୦ପର୍ମେସରର୍ ଜଜ୍ନା ଇସାବେ ଜାର୍ କର୍ମେ ବନ୍ଦିଗରେ ରଇବାର୍ ଆଚେ, ସେ ବନ୍ଦିଗରେ ଜାଇସି । ପର୍ମେସରର୍ ଜଜ୍ନା ଇସାବେ ଜାର୍ କର୍ମେ କାଣ୍ଡାସଙ୍ଗ୍ ମର୍ବାର୍ଆଚେ, ସେ କାଣ୍ଡାସଙ୍ଗ୍ ମାରାଇଅଇସି । ମାତର୍ ପର୍ମେସରର୍ ଲକ୍ ବିସ୍ବାସ୍ ଦାରି ମୁର୍ଚିକରି ରଇବାର୍ଆଚେ ।
11 Ary hitako fa, indro, nisy bibi-dia iray koa niakatra avy tamin’ ny tany; ary nanan-tandroka roa tahaka ny an’ ny zanak’ ondry izy sady niteny tahaka ny dragona.
୧୧ଏଦେ ଦେକା! ତାର୍ପଚେ ଦର୍ତନି ଅନି ଆରିଗଟେକ୍ ପସୁ ବାରଇ ଆଇବାଟା ମୁଇ ଦେକ୍ଲି । ତାକେ ମେଣ୍ଡାପିଲାର୍ ସିଙ୍ଗ୍ପାରା ଦୁଇଟା ସିଙ୍ଗ୍ ରଇଲା ଆରି ଅସୁର୍ସାଁପ୍ ପାରା କାତା କଇତେରଇଲା ।
12 Ary ny fahefana rehetra nananan’ ilay bibi-dia voalohany dia asehony eo anatrehany, ary ny tany mbamin’ izay monina eo dia asainy miankohoka eo alohan’ ilay bibi-dia voalohany, izay efa sitrana tamin’ ilay feriny saiky nahafaty azy.
୧୨ଆଗ୍ତୁର୍ ପସୁର୍ପାରା ତାକେ ମିସା ଅଦିକାର୍ ରଇଲା । ସେ ଅଦିକାର୍ ସଙ୍ଗ୍ ସେ ସେବା କର୍ତେରଇଲା । ଜଗତେ ଆରି ଜଗତେରଇବା ସବୁ ଲକ୍ମନ୍କେ, ଆଗ୍ତୁର୍ ପସୁକେ ଜୁଆର୍ କରା ବଲି ଡରାଇତେରଇଲା । ଏତ୍କି ବିତ୍ରେ ପର୍ତୁମ୍ ପସୁର୍ ଗାଉ ସୁକିଜାଇତେରଇଲା ।
13 Ary manao famantarana lehibe izy, ka dia mampidina afo avy any an-danitra ho amin’ ny tany eo imason’ ny olona aza.
୧୩ପଚର୍ ପସୁ ବଡ୍ ବଡ୍ କାବା ଅଇଜିବା କାମ୍ମନ୍ କଲା । ଦର୍ତନିଟାନେ ରଇବା ସବୁଲକ୍ ଦେକ୍ଲାପାରା ସର୍ଗେଅନି ଜଇ ବାର୍କରାଇତେରଇଲା ।
14 Ary mamitaka izay monina ambonin’ ny tany izy amin’ ny famantarana izay nomena ary hatao eo imason’ ny bibi-dia, sady milaza amin’ izay monina ambonin’ ny tany koa mba hanao sary ho an’ ny bibi-dia, izay voan’ ny sabatra, nefa velona ihany.
୧୪ପର୍ତୁମ୍ ପସୁର୍ ମୁଆଟେ କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କର୍ବାକେ ତାକେ ଅଦିକାର୍ ରଇଲା । ସେ କାବା ଅଇଜିବା କାମ୍ମନର୍ ଲାଗି ଦର୍ତନିତେଇ ରଇବା ସବୁ ଲକ୍ମନ୍କେ ନାଡାଇଲା । ପର୍ତୁମର୍ ପସୁ ଜେ କି କାଣ୍ଡାସଙ୍ଗ୍ ମାରି ରଇଲେ ମିସା ଜିଇ ରଇଲା, ତାକେ ଡାକ୍ପୁଟାର୍ପାଇ ଗଟେକ୍ ମୁର୍ତି ତିଆର୍କରୁ ବଲି ସେ ଲକ୍ମନ୍କେ କଇଲା ।
15 Ary navela hanisy aina ny sarin’ ny bibi-dia izy, mba hahateny ny sarin’ ny bibi-dia, ary hampamono izay rehetra tsy mety miankohoka eo anoloan’ ny sarin’ ny bibi-dia.
୧୫ପଚର୍ ପସୁ ଆଗ୍ତୁ ତିଆର୍ କରିରଇବା ପସୁର୍ ମୁର୍ତିତେଇ ପୁଣ୍ଡ୍ବାକେ ଅଦିକାର୍ ପାଇଲା । ଜେନ୍ତାରି କି ସେନ୍ତି କଲେ, ସେ ମୁର୍ତି କାତା ଅଇକରି ତାକେ ଜୁଆର୍ ନ କର୍ବା ସବୁଲକ୍କେ ମରାଇସି ।
16 Ary ny olona rehetra, na ny kely na ny lehibe, na ny manan-karena na ny malahelo, na ny tsy andevo na ny andevo, dia ampandraisiny marika eo amin’ ny tànany ankavanana na eo amin’ ny handriny avokoa,
୧୬ସେ ପସୁ ସାନ୍ ବଡ୍ ଲକ୍ମନ୍କେ, ସାଉକାର୍ ଆରି ଅର୍କିତ୍ ଲକ୍ମନ୍କେ, ବନ୍ଦି ଆରି ମୁକ୍ଲିରଇବା ଲକ୍ମନ୍କେ ଆରି ସବୁକେ ତାକର୍ ଉଜାଆତେ ନଇଲେ ତାକର୍ କାପାଲେ ଗଟେକ୍ ଚିନ୍ ଗଦ୍ବାକେ ଡରାଇଲା ।
17 mba tsy hisy hahazo hividy na hivarotra, afa-tsy izay manana ny marika, dia ny anaran’ ny bibi-dia, na ny isan’ ny anarany.
୧୭ଏ ଚିନ୍ ନ ଅଇତେ କେ ମିସା ଗେନା ବିକା କରି ନାପାର୍ଲାଇ । ଏ ଚିନ୍ ଅଇଲାନି, ସେ ପସୁର୍ ନାଉଁ ନଇଲେ ସେ ନାଉଁ ବାଦ୍ଲିରଇବା ଲମର୍ ।
18 Indro ny fahendrena. Aoka izay manan-tsaina hanisa ny isan’ ny bibi-dia, fa fanisan’ olona izany; ary enina amby enim-polo amby enin-jato no isany.
୧୮ସେ ପସୁର୍ ନମରର୍ ଅରତ୍ ଗଟେକ୍ ଗିଆନ୍ ରଇବା ଲକ୍ସେ ଜାନିଅଇସି । କାଇକେବଇଲେ ସେ ନମର୍ ଗଟେକ୍ ଲକର୍ ନାଉଁର୍ ବାଦୁଲେ ଆଚେ । ସେ ନମର୍ ଅଇଲାନି ୬୬୬ ।