< Romanos 7 >
1 an ignoratis fratres scientibus enim legem loquor quia lex in homine dominatur quanto tempore vivit
୧ଏ ବାଇବଇନିମନ୍, ଏବେ ମୁଇ ଜାଇଟା କଇବାକେ ଗାଲିନି, ସେଟା ଅଇଲାନି ନିୟମ୍ । ନିୟମ୍ କାଇଟା ବଲି ତମେ ବୁଜିପାରାସ୍, ତାର୍ ଅରତ୍ ମିସା ଜାନାସ୍ । ମୁନୁସ୍ ଅବ୍କା ତାର୍ ଜିଇବା କାଇବା ଦିନ୍ ଜାକ ନିୟମର୍ ତଲେ ରଇସି ।
2 nam quae sub viro est mulier vivente viro alligata est legi si autem mortuus fuerit vir soluta est a lege viri
୨ବିବା ଅଇବା ବିସଇ ଦେକ୍ଲେ, ମୁନୁସ୍ ବଁଚି ରଇବା ଜାକ, ତାର୍ ମାଇଜି ସଙ୍ଗ୍ ବିବା ବାନ୍ଦନେ ବାନ୍ଦିଅଇରଇସି । ମାତର୍ ମୁନୁସ୍ ମରିଗାଲା ପଚେ ତାର୍ ମାଇଜି ଏ ନିୟମେଅନି ମୁକଲ୍ସି ।
3 igitur vivente viro vocabitur adultera si fuerit cum alio viro si autem mortuus fuerit vir eius liberata est a lege ut non sit adultera si fuerit cum alio viro
୩ସେ ବଁଚି ରଇଲା ବେଲେ, ତାର୍ ମାଇଜି ଜଦି ବିନ୍ ମୁନୁସ୍କେ ବିବା ଅଇସି, ତେବେ ତାକେ ଚାଡ୍ରି ବଲି କଇବାଇ, ମାତର୍ ମୁନୁସର୍ ମରନ୍ ପଚେ ବିନ୍ ମୁନୁସ୍କେ ବିବା ଅଇଲେ, ତାକେ ଆରି ଚାଡ୍ରି ବଲି ନ କଅତ୍ । ନିୟମ୍ ଇସାବେ ସେ ଗଟେକ୍ ମୁକ୍ଲି ରଇବା ମାଇଜି ।
4 itaque fratres mei et vos mortificati estis legi per corpus Christi ut sitis alterius qui ex mortuis resurrexit ut fructificaremus Deo
୪ଏ ମର୍ ବାଇବଇନିମନ୍, ତମେ ମିସା ସମାନ୍ ସେନ୍ତାରିସେ । ନିୟମ୍ ଇସାବେ କିରିସ୍ଟର୍ ଗାଗ୍ଡେ ମିସ୍ଲାର୍ପାଇ ତମେମିସା ମରିଆଚାସ୍ । ଏବେ ତମେ ତାର୍ଟା । ପର୍ମେସର୍ ତାକେ ମରନେଅନି ଉଟାଇଆଚେ । ଜେନ୍ତାରିକି ତାର୍ ସେବାକାମେ ଆମେ ମିସା ମିସ୍ବୁ ।
5 cum enim essemus in carne passiones peccatorum quae per legem erant operabantur in membris nostris ut fructificarent morti
୫ଜେତେଦିନ୍ ଜାକ ଆମେ ଗାଗଡ୍ ମନ୍ କଲା ଇସାବେ ବାନ୍ଦିଅଇରଇଲୁ, ନିୟମ୍ ଆମ୍କେ ନାଇ ବଲି କଇତେରଇଲା । ସେଟା ଆମର୍ ପାପ୍ ଅଦିକ୍ ଅଦିକ୍ କରାଇତେ ରଇଲା । ଆରି ଆମେ ମରନ୍ ବାଟେ ଜାଇତେରଇଲୁ ।
6 nunc autem soluti sumus a lege morientes in quo detinebamur ita ut serviamus in novitate spiritus et non in vetustate litterae
୬ଏବେ ଆମେ ନିୟମର୍ ସାସନେଅନି ମୁକଲ୍ଲୁ ଆଚୁ, କାଇକେବଇଲେ ଜନ୍ଟା ଆମ୍କେ ଦିନେକ୍ ବନ୍ଦି କରି ସଙ୍ଗାଇରଇଲା, ସେଟା ଆମର୍ ବିତ୍ରେ ମରିଗାଲାଆଚେ । ଆମେ ଆରି ଆଗ୍ତୁର୍ ପାରା ଲେକାଅଇଲା ନିୟମ୍ ଇସାବେ ପର୍ମେସର୍କେ ସେବାକରୁ ନାଇ । ଏବେ ସୁକଲ୍ ଆତ୍ମା ଦେକାଇଲା ବାଟେ ଇଣ୍ଡ୍ଲୁନି ।
7 quid ergo dicemus lex peccatum est absit sed peccatum non cognovi nisi per legem nam concupiscentiam nesciebam nisi lex diceret non concupisces
୭ତେବେ ଆମେ କାଇଟା ବଲି କଉଁ, ନିୟମେସେ ପାପ୍ ଆଚେ କି? ସେଟା ସତଇସେ ନଏଁ । ମାତର୍ ପାପ୍ କାଇଟା? ସେଟା, ମକେ ନିୟମ୍ ଜାନାଇଦେଲା ଆଚେ । “ବିନ୍ ଲକର୍ ଦିନ୍ସୁ ଲବାଇବାର୍ ନାଇ ।” ଏ ଆଦେସ୍ ଜଦି ନିୟମ୍ତେଇ ନ ରଇତା, ଲବାଇବାଟା କାଇଟା ବଲି ମୁଇ ନାଜାନ୍ତି ।
8 occasione autem accepta peccatum per mandatum operatum est in me omnem concupiscentiam sine lege enim peccatum mortuum erat
୮ମାତର୍ ଉପ୍ରର୍ ଆଦେସର୍ ସୁବିଦାନେଇ ପାପ୍ ମର୍ ବିତ୍ରେ ବିନ୍ବିନ୍ ରକାମର୍ କାରାପ୍ ମନ୍ କର୍ବାଟା ଜନ୍ମାଇଲା । ନିୟମ୍କେ ଚାଡିଦେଲେ ପାପ୍ ମଲା ସମାନ୍ ଆଚେ ।
9 ego autem vivebam sine lege aliquando sed cum venisset mandatum peccatum revixit
୯ଗଟେକ୍ ବେଲାଇ, ମୁଇ ନିୟମ୍ ନାଜାନି କରି ଜିଇତେ ରଇଲି, ନିୟମ୍ ଜାନ୍ଲା ପଚେ ପାପ୍ ପୁର୍ଲା,
10 ego autem mortuus sum et inventum est mihi mandatum quod erat ad vitam hoc esse ad mortem
୧୦ଆରି ମୁଇ ମରିଗାଲି । ଜନ୍ ନିୟମ୍ ଜିବନ୍ ଦେବାକେ ଟିକ୍ କରିରଇଲା, ସେଟା ମର୍ ପାଇ ମରନ୍ ଆନ୍ଲା ।
11 nam peccatum occasione accepta per mandatum seduxit me et per illud occidit
୧୧କାଇକେବଇଲେ ନିୟମର୍ ସୁବିଦା ନେଇ ମକେ ପାପ୍ ନାଡାଇଲା ଆରି ମରାଇଲା ।
12 itaque lex quidem sancta et mandatum sanctum et iustum et bonum
୧୨ନିୟମ୍ ପର୍ମେସରର୍ଟାନେଅନି ଆଇଲାକେ ସୁକଲ୍ ଆଚେ । ତାର୍ ଆଦେସ୍ ସବୁ ସୁକଲ୍, ଟିକ୍ ଆରି ବେସି ନିକ ।
13 quod ergo bonum est mihi factum est mors absit sed peccatum ut appareat peccatum per bonum mihi operatum est mortem ut fiat supra modum peccans peccatum per mandatum
୧୩ସେନ୍ତିଆଲେ ଜନ୍ଟା ନିକ, ସେଟା କାଇକେ ମର୍ ମରନ୍ ଆନ୍ବାଟା ଅଇରଇଲା? ସେନ୍ତାରି କେବେ ନ ଅ । ମାତର୍ ପାପର୍ ମରନ୍ ଅଇଲା । ତାର୍ ନିୟମ୍, ଜେନ୍ତିକି ଆମର୍ ପାପ୍ କେତେକ୍ କାରାପ୍ ଆଚେବଲି ଡିସାଇବାକେ ପର୍ମେସରର୍ ଜଜ୍ନା ରଇଲା । ତେବର୍ପାଇ ତାର୍ ନିୟମର୍ଲାଗି ଏଟା ସାଦନ୍ କଲା ।
14 scimus enim quod lex spiritalis est ego autem carnalis sum venundatus sub peccato
୧୪ଆମେ ଜାନୁ ଜେ, ନିୟମ୍ ଆତ୍ମାଇ ଆଇସି, ମାତର୍ ମୁଇ ମର୍ ଗାଗଡ୍ ମନ୍ କଲାଟାକେ ମାନ୍ଲାର୍ପାଇ ପାପର୍ ଗତିଦାଙ୍ଗ୍ଡା ଅଇଲିଆଚି ।
15 quod enim operor non intellego non enim quod volo hoc ago sed quod odi illud facio
୧୫ମୁଇ ଜନ୍ଟା କଲିନି, ସେଟା ବୁଜି ନାଇ, ମାତର୍ ଜନ୍ ନିକ କାମ୍ କର୍ବାକେ ମନ୍ କଲିନି ସେଟାସେ କରିନାପାର୍ଲିନି । ଆରି ଜନ୍ କାରାପ୍ କାମ୍ କର୍ବାକେ ମୁଇ ମୁଲ୍କେ ମନ୍ କରି ନାଇ, ସେଟାସେ କଲିନି ।
16 si autem quod nolo illud facio consentio legi quoniam bona
୧୬ମାତର୍ ମୁଇ ମନ୍ ନ କରି ରଇବା କାମ୍ କର୍ବାର୍ ଲାଗି, ନିୟମ୍ ଟିକ୍ ଆଚେ ବଲି ମାନ୍ଲିନି ।
17 nunc autem iam non ego operor illud sed quod habitat in me peccatum
୧୭ସେଟାର୍ ପାଇ ଏ ସବୁ ଜାକ କାମ୍ ମୁଇ କରି ନାଇ । ମର୍ ବିତ୍ରେ ରଇବା ପାପ୍ସେ ସେଟା କଲାନି ।
18 scio enim quia non habitat in me hoc est in carne mea bonum nam velle adiacet mihi perficere autem bonum non invenio
୧୮ମର୍ ଗାଗଡର୍ କାରାପ୍ ମନ୍ କର୍ବାଟାନେଅନି କାଇମିସା ନିମାନ୍ ବିସଇ ନ ଆସେ ବଲି ମୁଇ ଜାନ୍ଲିନି । କାଇକେବଇଲେ ନିକ କାମ୍ କର୍ବାକେ ମନ୍ ରଇଲେ ମିସା ସେଟା କରି ନାପାର୍ଲିନି ।
19 non enim quod volo bonum hoc facio sed quod nolo malum hoc ago
୧୯ସେଟାର୍ ପାଇ ଜନ୍ ନିକ କାମ୍ କର୍ବାକେ ମୁଇ ମନ୍ କଲିନି, ସେ କାମ୍ ନ କରି, ଜନ୍ କାରାପ୍ କାମ୍ କର୍ବାକେ ମୁଲ୍କେ ମନ୍ ନାଇ, ସେଟାସେ କଲିନି ।
20 si autem quod nolo illud facio non ego operor illud sed quod habitat in me peccatum
୨୦ଜଦି ମୁଇ ମନ୍ ନ କର୍ବାଟା କରିଲାଗି ଆଚି, ସେନ୍ତାର୍ଆଲେ ଜାଇଟା କଲିନି, ସେଟା ମୁଇ ସତଇସେ କରିନାଇ, ମର୍ ବିତ୍ରେ ରଇଲା ପାପ୍ସେ ସେଟା କଲାନି ।
21 invenio igitur legem volenti mihi facere bonum quoniam mihi malum adiacet
୨୧ଏଟା ମର୍ ବିତ୍ରେ ଗଟେକ୍ କାମ୍କର୍ବା ନିୟମ୍ ବଲି ମନେ ଅଇଲାନି । ଜନ୍ଟା ନିକ, ସେଟା ମୁଇ କର୍ବାକେ ଗାଲାବେଲେ, ଅବ୍କା କାରାପ୍ ବିସଇସେ କଲିନି ।
22 condelector enim legi Dei secundum interiorem hominem
୨୨ପରମେସରର୍ ନିୟମ୍ ନାମ୍ବାକେ ମୁଇ ବେସି ମନ୍ କଲିନି,
23 video autem aliam legem in membris meis repugnantem legi mentis meae et captivantem me in lege peccati quae est in membris meis
୨୩ମାତର୍ ମର୍ ମନ୍ କଲା ବିରଦେ ମର୍ ଗାଗଡ୍ ତେବାଇବା ବିଦି ସବୁବେଲେ ଜୁଇଦ୍ କଲାନି । ମର୍ ଗାଗ୍ଡେ କାମ୍କର୍ତେ ରଇବା ସବୁ ପାପ୍ ମକେ ବନ୍ଦି କରି ସଙ୍ଗଇଲା ଆଚେ ।
24 infelix ego homo quis me liberabit de corpore mortis huius
୨୪କେଡେ କରମ୍ ନଇଲା ଲକ୍ ମୁଇ! ମରନର୍ ମୁଏଁ ଜିକିନେବା ଏ ଗାଗଡର୍ ଚଲାଚଲ୍ତି ଅନି କେ ମକେ ମୁକ୍ଲାଇସି?
25 gratia Dei per Iesum Christum Dominum nostrum igitur ego ipse mente servio legi Dei carne autem legi peccati
୨୫ପରମେସର୍ ଦନିଅବାଦ୍ ପାଅ! ମାପ୍ରୁ ଜିସୁ କିରିସ୍ଟର୍ ଲାଗି ମୁଇ ଉଦାର୍ ପାଇଆଚି । ତେବେ, ଏଟା ଅଇଲାନି ମର୍ କରମ୍ । ପରମେସରର୍ ନିୟମ୍ କାଲି ମୁଇ ମର୍ ମନେ ନାମି ପାର୍ବି । ମାତର୍ ମର୍ ମୁନୁସ୍ ଇସାବର୍ ଚଲାଚଲ୍ତି ମକେ ପାପର୍ ଗତି ଦାଙ୍ଗ୍ଡା ଅଇବାକେ ବାଦିଅ କଲାନି ।