< Apocalypsis 14 >
1 et vidi et ecce agnus stabat supra montem Sion et cum illo centum quadraginta quattuor milia habentes nomen eius et nomen Patris eius scriptum in frontibus suis
୧ତାର୍ପଚେ ମୁଇ ସିୟନ୍ ପର୍ବତେ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ସଙ୍ଗ୍ ୧୪,୪୦୦୦ ଲକ୍ମନ୍ ରଇଲାଇ । ତାକର୍ କାପାଲେ ମେଣ୍ଡାପିଲାର୍ ନାଉଁ ଆରି ତାର୍ ବାବାର୍ ନାଉଁ ଲେକିରଇଲାଇ ।
2 et audivi vocem de caelo tamquam vocem aquarum multarum et tamquam vocem tonitrui magni et vocem quam audivi sicut citharoedorum citharizantium in citharis suis
୨ଆରି ସର୍ଗେ ଅନି ମୁଇ ଗଟେକ୍ ସବଦ୍ ସୁନ୍ଲି । ସେଟା ଗଟେକ୍ ଜବର୍ ଗଡ୍ଗଡି ଅଇ ବଡ୍ ସବଦର୍ ପାରା ଆରି ଜବର୍ ପାନି ଅଦର୍ଲାପାରା ରଇଲା । ବିଣା ବାଜ୍ଲେ ସବଦ୍ ଅଇବା ଗିତ୍ପାରା ସୁନି ଅଇଲା ।
3 et cantabant quasi canticum novum ante sedem et ante quattuor animalia et seniores et nemo poterat discere canticum nisi illa centum quadraginta quattuor milia qui empti sunt de terra
୩ସେ ୧୪୪,୦୦୦ ଲକ୍ମନ୍ ବସ୍ବା ଜାଗାର୍ ଚାର୍ଟା ବଁଚିରଇବା ପସୁମନର୍, ପାର୍ଚିନ୍ମନର୍ ମୁଆଟେ ଟିଆଅଇଲାଇ । ସେମନ୍ ଗଟେକ୍ ନୁଆ ଗିତ୍ କଇତେରଇଲାଇ । ସେମନ୍ ଆକା ସେ ଗିତ୍ ଜାନିରଇଲାଇ । ସେମନ୍ସେ ମୁକ୍ତି ପାଇରଇବା ଲକ୍ମନ୍ ।
4 hii sunt qui cum mulieribus non sunt coinquinati virgines enim sunt hii qui sequuntur agnum quocumque abierit hii empti sunt ex hominibus primitiae Deo et agno
୪ସେମନ୍ ନିଜେ ସୁକଲ୍ ରଇଲାଇ । ମାଇଜି ମନର୍ ସଙ୍ଗ୍ ମିସାବିଡା ଅଇକରି ନିଜ୍କେ ଅସୁକଲ୍ ଅଇ ନ ରଇଲାଇ । ସେମନ୍ ପିଲାବେଣ୍ଡିଆ ପାରା ରଇଲାଇ । ସେମନ୍ ସବୁବେଲେ ମେଣ୍ଡାପିଲାର୍ ସଙ୍ଗ୍ ଜାଇତେରଇଲାଇ । ସେମନ୍ ମୁନୁସ୍ଜାତିର୍ ବିତ୍ରେ ପର୍ତୁମ୍ ତର୍ ମୁକ୍ତି ପାଇକରି ପର୍ମେସରର୍ପାଇ ଆରି ମେଣ୍ଡାପିଲାର୍ପାଇ ନିଜ୍କେ ସର୍ପି ଅଇଆଚତ୍ ।
5 et in ore ipsorum non est inventum mendacium sine macula sunt
୫ସେମନ୍ କେବେ ମିସା ମିଚ୍ ନ କଅତ୍ । କେ ମିସା ସେମନ୍କେ ଦସ୍ ଦେଇନାପାରେ ।
6 et vidi alterum angelum volantem per medium caelum habentem evangelium aeternum ut evangelizaret sedentibus super terram et super omnem gentem et tribum et linguam et populum (aiōnios )
୬ତାର୍ପଚେ ମୁଇ ଆରିଗଟେକ୍ ଦୁତ୍କେ ଆକାସେ ଉଡି ଜିବାଟା ଦେକ୍ଲି । ଏ ଜଗତର୍ ସବୁ ରାଇଜେଅନି, ବାସାଇଅନି, ବଁସେଅନି, ଜାତିଅନି ଆଇବା ସବୁ ଲକ୍ମନ୍କେ ଜାନାଇବା ପର୍ମେସରର୍ କେବେ ନ ସାର୍ବା ସୁବ୍କବର୍ ଜାନାଇତେରଇଲା । (aiōnios )
7 dicens magna voce timete Deum et date illi honorem quia venit hora iudicii eius et adorate eum qui fecit caelum et terram et mare et fontes aquarum
୭ସେ ଆଉଲିଅଇକରି କଇଲା “ପର୍ମେସର୍କେ ଡାକ୍ପୁଟା କରା । ତାର୍ ବଡ୍ ବଡ୍ କାମର୍ ପାଇ ତାକେ ଆରାଦନା କରା । ଲକ୍ମନ୍କେ ବିଚାର୍ କର୍ବାକେ ତାର୍ ବେଲା କେଟ୍ଲାଆଚେ । ସରଗ୍, ଦର୍ତନି, ସମ୍ଦୁର୍, ଆରି ପାଜ୍ରା ପାନି ସବୁଜାକ ସେ ତିଆର୍କଲାଆଚେ, ତାକେ ଜୁଆର୍ କରା ।”
8 et alius angelus secutus est dicens cecidit cecidit Babylon illa magna quae a vino irae fornicationis suae potionavit omnes gentes
୮ଆରି ଗଟେକ୍ ଦୁତ୍ ପର୍ତୁମର୍ ଦୁତ୍ ପଚେ ଗାଲା । ସେ କଇଲା “କୁରୁପ୍ନାସ୍ ଅଇଲା । ବେସି ଡାକ୍ପୁଟାରଇବା ବାବିଲନ୍ କୁରୁପ୍ନାସ୍ ଅଇଲା ।” ତେଇର୍ ଲକ୍ମନ୍ ବିନ୍ ଦେସର୍ ଲକ୍ମନ୍କେ ତାକର୍ ମଦ୍ କୁଆଇଲାଇ । ତାର୍ ଅରତ୍ ଅଇଲାନି, ତାକର୍ ପାରା କାରାପ୍ ଚଲାଚଲ୍ତି କରାଇଲା ।
9 et alius angelus tertius secutus est illos dicens voce magna si quis adoraverit bestiam et imaginem eius et acceperit caracterem in fronte sua aut in manu sua
୯ସେ ଦୁଇଟା ଦୁତ୍ମନର୍ ପଚେପଚେ ଆରି ଗଟେକ୍ ଦୁତ୍ ଆସିକରି ଆଉଲି ଅଇକରି କଇବାର୍ ଦାର୍ଲା, ଜେ ଜଦି ପସୁକେ କି ତାର୍ ମୁର୍ତିକେ ପୁଜା କର୍ସି ଆରି ନିଜର୍ କାପାଲେ କି ତାର୍ ଆତେ ତାର୍ ଚିନ୍ ଗଦାଇଅଇସି,
10 et hic bibet de vino irae Dei qui mixtus est mero in calice irae ipsius et cruciabitur igne et sulphure in conspectu angelorum sanctorum et ante conspectum agni
୧୦ସେମନ୍ ପର୍ମେସରର୍ ମଦ୍ କାଇବାଇ । ଜନ୍ଟାକି ପାନି ଗାବିକରି ଚପ୍ରା ନ କଲାଟା । ତାର୍ ଡର୍ ଲାଗ୍ବା ଡଣ୍ଡ୍ ଆରି ବଡ୍ ରିସା ସେମନ୍ ମୁରଚ୍ବାଇ । ସେମନ୍କେ କାଇ ଦୟା ନ ଦେକାଅତ୍ । ସୁକଲ୍ ଦୁତ୍ମନର୍ ମୁଆଟେ ଆରି ମେଣ୍ଡାପିଲାର୍ ମୁଆଟେ ଗନ୍ଦ୍ଟାନେ ପଡିକରି ବେସି ଦୁକ୍ କସ୍ଟ ପାଇବାଇ ।
11 et fumus tormentorum eorum in saecula saeculorum ascendit nec habent requiem die ac nocte qui adoraverunt bestiam et imaginem eius et si quis acceperit caracterem nominis eius (aiōn )
୧୧ଜଇଟାନେଅନି ଆଇବା ଦୁଆଁ, ଜନ୍ଟାକି ସେମନ୍କେ ଦୁକ୍ କସ୍ଟ ଦେଲାନି, ସେଟା କାଲ୍ କାଲ୍ ଜୁଗ୍ ଜୁଗ୍ ଉପ୍ରେ ଜାଇତେ ରଇସି । ପସୁକେ କି ତାର୍ ମୁର୍ତିକେ ପୁଜାକର୍ବା ଲକ୍ ଦିନ୍ରାତି ପୁଣ୍ଡି ନାପାରତ୍ । ଜେନ୍ତିକି ତାର୍ ନାଉଁର୍ ନେଇରଇବା ଲକ୍ମନର୍ପାଇ ମିସା । (aiōn )
12 hic patientia sanctorum est qui custodiunt mandata Dei et fidem Iesu
୧୨ପର୍ମେସରର୍ ଲକ୍ମନ୍ ଜନ୍ ଲକ୍ମନ୍ କି ତାର୍ ଆଦେସ୍ ନାମ୍ବାଇ, ଆରି ଜିସୁକେ ବିସ୍ବାସ୍ କରି ଆଚତ୍, ସେମନ୍ ମୁର୍ଚିକରି ରଇବାର୍ ଆଚେ ।
13 et audivi vocem de caelo dicentem scribe beati mortui qui in Domino moriuntur amodo iam dicit Spiritus ut requiescant a laboribus suis opera enim illorum sequuntur illos
୧୩ତାର୍ପଚେ ସର୍ଗେଅନି ମୁଇ ଏନ୍ତାରି ସୁନ୍ଲି । “ଏଟା ଲେକି ସଙ୍ଗଇର । ଏବେଅନି ମାପ୍ରୁଟାନେ ମିସ୍ଲାପଚେ ମରିଜିବାଇ ସେ ଲକ୍ମନ୍ କେଡେକ୍ କରମର୍ ଲକ୍ । ଉଁ ବଲି ଆତ୍ମା କଇଲାନି । ଏଟା ସତଇସେ ଗଟ୍ସି, ତାକର୍ ଆବଡ୍ କାମେଅନି ଚନେକ୍ ପୁଣ୍ଡ୍ବାକେ ସେଟା ତାକର୍ ବେଲା ରଇସି । କାଇକେବଇଲେ ସେମନ୍ କରିରଇବା ନିକ କାମର୍ ଲାଗି ସେମନ୍ ପୁରୁସ୍କାର୍ ପାଇବାଇ ।”
14 et vidi et ecce nubem candidam et supra nubem sedentem similem Filio hominis habentem in capite suo coronam auream et in manu sua falcem acutam
୧୪ତାର୍ପଚେ ମୁଇ ଦେକ୍ଲି, ଏଦେ ଦେକା! ଗଟେକ୍ ଦବ୍ ବାଦଲ୍ ଡିସ୍ଲା । ଆରି ଗଟେକ୍ ନର୍ପାରା ଡିସ୍ବା ବାଦଲ୍ ଉପ୍ରେ ବସିରଇଲା । ତାର୍ ମୁଣ୍ଡେ ସୁନାର୍ ମୁକୁଟ୍ ଆରି ଆତେ ଗଟେକ୍ ଗଜିଆ ଇଲା ଦାରିରଇଲା ।
15 et alter angelus exivit de templo clamans voce magna ad sedentem super nubem mitte falcem tuam et mete quia venit hora ut metatur quoniam aruit messis terrae
୧୫ତାର୍ ପଚେ ମନ୍ଦିରେଅନି ଆରି ଗଟେକ୍ ଦୁତ୍ ବାରଇ ଆଇଲା । ଆରି ବାଦଲ୍ ଉପ୍ରେ ବସିରଇଲା ଲକ୍କେ ଆଉଲିଅଇକରି କଇଲା “ବେଲା କେଟ୍ଲାବେ ।” ତମର୍ ପସଲ୍ ପାଚ୍ଲାଆଚେ । ତର୍ ଇଲାସଙ୍ଗ୍ ସେଟା କାଟ୍ ।
16 et misit qui sedebat supra nubem falcem suam in terram et messa est terra
୧୬ତାର୍ପଚେ ବାଦ୍ଲେ ବସ୍ଲା ଲକ୍ ତାର୍ ଇଲା ଦର୍ତନି ଉପ୍ରେ ବୁଲାଇଲା । ଦର୍ତନିର୍ ଚାସ୍ ସବୁ କାଟାଅଇଲା ।
17 et alius angelus exivit de templo quod est in caelo habens et ipse falcem acutam
୧୭ସରଗର୍ ମନ୍ଦିରେଅନି ଆରିଗଟେକ୍ ଦୁତ୍ ବାରଇ ଆଇବାଟା ମୁଇ ଦେକ୍ଲି । ତାର୍ ଆତେ ମିସା ଗଟେକ୍ ଲାଗନ୍ ଇଲା ରଇଲା ।
18 et alius angelus de altari qui habet potestatem supra ignem et clamavit voce magna qui habebat falcem acutam dicens mitte falcem tuam acutam et vindemia botros vineae terrae quoniam maturae sunt uvae eius
୧୮ତାର୍ପଚେ ବେଦିଟାନେଅନି ଜଇ ଦେକାରକା କର୍ବା ଆରିଗଟେକ୍ ଦୁତ୍ ଆଇଲା । ସେ ଆଉଲିଅଇକରି ଲାଗନ୍ ଇଲା ଦାରିରଇବା ଦୁତ୍କେ କଇଲା “ଦର୍ତନିଟାନେ ରଇବା ଅଙ୍ଗୁର୍ବାଡର୍ ଅଙ୍ଗୁର୍ ପାଚ୍ଲାଆଚେ । ତର୍ ଇଲାଦାରି କାଟିନେ ।”
19 et misit angelus falcem suam in terram et vindemiavit vineam terrae et misit in lacum irae Dei magnum
୧୯ତେବର୍ପାଇ ସେ ଦୁତ୍ ଦର୍ତନି ଉପ୍ରେ ତାର୍ ଇଲା ବୁଲାଇଲା । ମାଲେଅନି ଅଙ୍ଗୁର୍ କାଟ୍ଲା । ଆରି ଅଙ୍ଗୁର୍ ଆଜାଡ୍ବା କୁଣ୍ଡେ ଡାଲିଦେଲା । ସେ ଜାଗା ଅଇଲାନି ପର୍ମେସରର୍ ବଡ୍ ରିସାର୍ ଜାଗା ।
20 et calcatus est lacus extra civitatem et exivit sanguis de lacu usque ad frenos equorum per stadia mille sescenta
୨୦ନଗରର୍ ବାଇରେ ରଇବା କୁଣ୍ଡେ ଚକ୍ଟାଗାଲା ଜାଗାଇ, ଅଙ୍ଗୁର୍ମନ୍ ପିଚକ୍ଲାଇ ଆରି ତେଇଅନି ବନି ବାରଇଲା । ସେ ବନି ତିନ୍ସ କିଲମିଟର୍ ଲମ୍, ଆରି ଦୁଇମିଟର୍ କାଲ୍ସେତ୍କି ବଇଗାଲା ।