< Apocalypsis 13 >
1 et stetit super harenam maris et vidi de mare bestiam ascendentem habentem capita septem et cornua decem et super cornua eius decem diademata et super capita eius nomina blasphemiae
୧ଆରି ସେ ଅସୁର୍ସାଁପ୍ ସମ୍ଦୁରର୍ ବାଲିଉପ୍ରେ ଜାଇ ଟିଆ ଅଇଲା । ତାର୍ପଚେ ମୁଇ ସମ୍ଦୁର୍ ବିତ୍ରେ ଅନି ଗଟେକ୍ ପସୁକେ ବାରଇଆଇବାଟା ଦେକ୍ଲି । ତାକେ ଦସ୍ଟା ସିଙ୍ଗ୍ ଆରି ସାତ୍ଟା ମୁଣ୍ଡ୍ ରଇଲା । ତାର୍ ସବୁ ସିଙ୍ଗେ ଗଟେକ୍ ଗଟେକ୍ ମୁକୁଟ୍ ରଇଲା । ଆରି ମୁଣ୍ଡ୍ ଉପ୍ରେ ପର୍ମେସର୍କେ ନିନ୍ଦା କଲା ପାରା ବିନ୍ ବିନ୍ ରକାମର୍ ସାତ୍ଟା ନାଉଁ ରଇଲା ।
2 et bestiam quam vidi similis erat pardo et pedes eius sicut ursi et os eius sicut os leonis et dedit illi draco virtutem suam et potestatem magnam
୨ସେ ପସୁ ଚିତାବାଗ୍ ପାରା ରଇଲା । ତାର୍ପାଦ୍ ବାଲୁର୍ ପାଦ୍ପାରା, ତାର୍ ଟଣ୍ଡ୍ ସିଅଁର୍ ଟଣ୍ଡ୍ ପାରା ରଇଲା । ଆରି ସେ ଅସୁର୍ସାଁପ୍, ସେ ପସୁକେ ନିଜର୍ ବପୁ, ସିଆଁସନ୍ ଆରି ତାର୍ ବଡ୍ ଅଦିକାର୍ ଦେଲା ।
3 et unum de capitibus suis quasi occisum in mortem et plaga mortis eius curata est et admirata est universa terra post bestiam
୩ସେ ପସୁର୍ ଦସ୍ଟା ମୁଣ୍ଡେଅନି ଗଟେକ୍ ମୁଣ୍ଡ୍ ବେସି ମାଡ୍ ଅଇରଇଲାପାରା ଡିସ୍ତେରଇଲା । ମାତର୍ ସେଟା ନିକ ଅଇଲା । ଗୁଲାଇ ଜଗତର୍ ଲକ୍ମନ୍ କାବାଅଇଜାଇକରି ତାର୍ ପଚେ ପଚେ ଗାଲାଇ ।
4 et adoraverunt draconem quia dedit potestatem bestiae et adoraverunt bestiam dicentes quis similis bestiae et quis poterit pugnare cum ea
୪ଆରି ନିଜର୍ ଅଦିକାର୍ ସେ ପସୁକେ ଦେଲାକେ ସବୁ ଲକ୍ ଅସୁର୍ ସାଁପ୍କେ ଜୁଆର୍ କଲାଇ । ଏନ୍ତାରି କଇକରି ମିସା ସେ ପସୁକେ ସେମନ୍ ଜୁଆର୍କଲାଇ । ଏ ପସୁର୍ ପାରା ଆରି କେ ନାଇ । ତାର୍ ବିରଦେ ଜୁଇଦ୍ କରି କେ ମିସା ଜିତି ନାପାରତ୍ ।
5 et datum est ei os loquens magna et blasphemiae et data est illi potestas facere menses quadraginta duo
୫ସେ ପସୁକେ ୪୨ ମାସ୍ଜାକ ଅଦିକାର୍ ସଙ୍ଗଇବାକେ ଆରି ପର୍ମେସରର୍ ବିରୁଦେ ବଡ୍ପନ୍ କାତା କଇବାକେ ପର୍ମେସର୍ ଆଦେସ୍ ଦେଲା ।
6 et aperuit os suum in blasphemias ad Deum blasphemare nomen eius et tabernaculum eius et eos qui in caelo habitant
୬ସେ ପସୁ ପର୍ମେସରର୍ ନାଉଁକେ, ସେ ରଇବା ଜାଗାକେ ଆରି ସର୍ଗେ ରଇବା ସବୁକେ ସାଇପ୍ ଦେବାର୍ଦାର୍ଲା ।
7 et datum est illi bellum facere cum sanctis et vincere illos et data est ei potestas in omnem tribum et populum et linguam et gentem
୭ପର୍ମେସର୍ ଲକ୍ମନର୍ ସଙ୍ଗ୍ ଜୁଇଦ୍ କରି ସେମନ୍କେ ଆରାଇବାକେ ତାକେ ଅଦିକାର୍ ଦିଆଅଇଲା । ସବୁ ବଁସର୍ ଉପ୍ରେ, ରାଇଜର୍ ଉପ୍ରେ, ବାସା ଉପ୍ରେ ଆରି ଜାତିର୍ ପାଇ ତାକେ ଅଦିକାର୍ ଦିଆଅଇଲା ।
8 et adorabunt eum omnes qui inhabitant terram quorum non sunt scripta nomina in libro vitae agni qui occisus est ab origine mundi
୮ଦର୍ତନିଟାନେ ରଇବା ସବୁଲକ୍ ତାକେ ଜୁଆର୍କର୍ବାଇ । ଜିବନ୍ ରଇବା ଲକ୍ମନର୍ ବଇଟାନେ ନାଉଁ ଲେକାଅଇରଇବା ଲକ୍ମନ୍ସେ ତାକେ ଜୁଆର୍ ନ କରତ୍ । କାଇଟା ତିଆର୍ ନ ଅଇରଇବା ଆଗ୍ତୁ ଲେକା ଅଇଜାଇରଇଲା । ସେ ବଇ ମରାଇଜାଇରଇବା ମେଣ୍ଡାପିଲାର୍ଟା ।
9 si quis habet aurem audiat
୯କାନ୍ ରଇଲା ଲକ୍ ମନ୍ଦିଆନ୍ କରି ସୁନା ।
10 qui in captivitatem in captivitatem vadit qui in gladio occiderit oportet eum gladio occidi hic est patientia et fides sanctorum
୧୦ପର୍ମେସରର୍ ଜଜ୍ନା ଇସାବେ ଜାର୍ କର୍ମେ ବନ୍ଦିଗରେ ରଇବାର୍ ଆଚେ, ସେ ବନ୍ଦିଗରେ ଜାଇସି । ପର୍ମେସରର୍ ଜଜ୍ନା ଇସାବେ ଜାର୍ କର୍ମେ କାଣ୍ଡାସଙ୍ଗ୍ ମର୍ବାର୍ଆଚେ, ସେ କାଣ୍ଡାସଙ୍ଗ୍ ମାରାଇଅଇସି । ମାତର୍ ପର୍ମେସରର୍ ଲକ୍ ବିସ୍ବାସ୍ ଦାରି ମୁର୍ଚିକରି ରଇବାର୍ଆଚେ ।
11 et vidi aliam bestiam ascendentem de terra et habebat cornua duo similia agni et loquebatur sicut draco
୧୧ଏଦେ ଦେକା! ତାର୍ପଚେ ଦର୍ତନି ଅନି ଆରିଗଟେକ୍ ପସୁ ବାରଇ ଆଇବାଟା ମୁଇ ଦେକ୍ଲି । ତାକେ ମେଣ୍ଡାପିଲାର୍ ସିଙ୍ଗ୍ପାରା ଦୁଇଟା ସିଙ୍ଗ୍ ରଇଲା ଆରି ଅସୁର୍ସାଁପ୍ ପାରା କାତା କଇତେରଇଲା ।
12 et potestatem prioris bestiae omnem faciebat in conspectu eius et facit terram et inhabitantes in eam adorare bestiam primam cuius curata est plaga mortis
୧୨ଆଗ୍ତୁର୍ ପସୁର୍ପାରା ତାକେ ମିସା ଅଦିକାର୍ ରଇଲା । ସେ ଅଦିକାର୍ ସଙ୍ଗ୍ ସେ ସେବା କର୍ତେରଇଲା । ଜଗତେ ଆରି ଜଗତେରଇବା ସବୁ ଲକ୍ମନ୍କେ, ଆଗ୍ତୁର୍ ପସୁକେ ଜୁଆର୍ କରା ବଲି ଡରାଇତେରଇଲା । ଏତ୍କି ବିତ୍ରେ ପର୍ତୁମ୍ ପସୁର୍ ଗାଉ ସୁକିଜାଇତେରଇଲା ।
13 et fecit signa magna ut etiam ignem faceret de caelo descendere in terram in conspectu hominum
୧୩ପଚର୍ ପସୁ ବଡ୍ ବଡ୍ କାବା ଅଇଜିବା କାମ୍ମନ୍ କଲା । ଦର୍ତନିଟାନେ ରଇବା ସବୁଲକ୍ ଦେକ୍ଲାପାରା ସର୍ଗେଅନି ଜଇ ବାର୍କରାଇତେରଇଲା ।
14 et seducit habitantes terram propter signa quae data sunt illi facere in conspectu bestiae dicens habitantibus in terra ut faciant imaginem bestiae quae habet plagam gladii et vixit
୧୪ପର୍ତୁମ୍ ପସୁର୍ ମୁଆଟେ କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କର୍ବାକେ ତାକେ ଅଦିକାର୍ ରଇଲା । ସେ କାବା ଅଇଜିବା କାମ୍ମନର୍ ଲାଗି ଦର୍ତନିତେଇ ରଇବା ସବୁ ଲକ୍ମନ୍କେ ନାଡାଇଲା । ପର୍ତୁମର୍ ପସୁ ଜେ କି କାଣ୍ଡାସଙ୍ଗ୍ ମାରି ରଇଲେ ମିସା ଜିଇ ରଇଲା, ତାକେ ଡାକ୍ପୁଟାର୍ପାଇ ଗଟେକ୍ ମୁର୍ତି ତିଆର୍କରୁ ବଲି ସେ ଲକ୍ମନ୍କେ କଇଲା ।
15 et datum est illi ut daret spiritum imagini bestiae ut et loquatur imago bestiae et faciat quicumque non adoraverint imaginem bestiae occidantur
୧୫ପଚର୍ ପସୁ ଆଗ୍ତୁ ତିଆର୍ କରିରଇବା ପସୁର୍ ମୁର୍ତିତେଇ ପୁଣ୍ଡ୍ବାକେ ଅଦିକାର୍ ପାଇଲା । ଜେନ୍ତାରି କି ସେନ୍ତି କଲେ, ସେ ମୁର୍ତି କାତା ଅଇକରି ତାକେ ଜୁଆର୍ ନ କର୍ବା ସବୁଲକ୍କେ ମରାଇସି ।
16 et faciet omnes pusillos et magnos et divites et pauperes et liberos et servos habere caracter in dextera manu aut in frontibus suis
୧୬ସେ ପସୁ ସାନ୍ ବଡ୍ ଲକ୍ମନ୍କେ, ସାଉକାର୍ ଆରି ଅର୍କିତ୍ ଲକ୍ମନ୍କେ, ବନ୍ଦି ଆରି ମୁକ୍ଲିରଇବା ଲକ୍ମନ୍କେ ଆରି ସବୁକେ ତାକର୍ ଉଜାଆତେ ନଇଲେ ତାକର୍ କାପାଲେ ଗଟେକ୍ ଚିନ୍ ଗଦ୍ବାକେ ଡରାଇଲା ।
17 et ne quis possit emere aut vendere nisi qui habet caracter nomen bestiae aut numerum nominis eius
୧୭ଏ ଚିନ୍ ନ ଅଇତେ କେ ମିସା ଗେନା ବିକା କରି ନାପାର୍ଲାଇ । ଏ ଚିନ୍ ଅଇଲାନି, ସେ ପସୁର୍ ନାଉଁ ନଇଲେ ସେ ନାଉଁ ବାଦ୍ଲିରଇବା ଲମର୍ ।
18 hic sapientia est qui habet intellectum conputet numerum bestiae numerus enim hominis est et numerus eius est sescenti sexaginta sex
୧୮ସେ ପସୁର୍ ନମରର୍ ଅରତ୍ ଗଟେକ୍ ଗିଆନ୍ ରଇବା ଲକ୍ସେ ଜାନିଅଇସି । କାଇକେବଇଲେ ସେ ନମର୍ ଗଟେକ୍ ଲକର୍ ନାଉଁର୍ ବାଦୁଲେ ଆଚେ । ସେ ନମର୍ ଅଇଲାନି ୬୬୬ ।