< Mattheum 7 >
1 nolite iudicare ut non iudicemini
୧ବିନ୍ ଲକର୍ ଦସ୍ କଜି ବୁଲାନାଇ । ତାକର୍ ବିଚାରର୍ ଦସ୍ ନ ଦାର୍ଲେ, ପର୍ମେସର୍ ତମର୍ ଦସ୍ ନ ଦାରେ ।
2 in quo enim iudicio iudicaveritis iudicabimini et in qua mensura mensi fueritis metietur vobis
୨କାଇକେବଇଲେ ତମେ ବିନ୍ ଲକର୍ ଦସ୍ ଜେନ୍ତି ବିଚାର୍ କର୍ତେରଇସା, ସେନ୍ତାରିସେ ପର୍ମେସର୍ ତମର୍ ବିଚାର୍ କର୍ସି । ତମେ ବିନ୍ ଲକ୍ମନ୍କେ ଜନ୍ ନିୟମ୍ କର୍ସା, ପର୍ମେସର୍ ତମ୍କେ ସେ ନିୟମ୍ କର୍ସି ।
3 quid autem vides festucam in oculo fratris tui et trabem in oculo tuo non vides
୩ତମର୍ ଆଁକିତେଇ ବଡ୍ କାଚ୍ରା ରଇଲେ ମିସା, କାଇକେ ତମର୍ ବାଇର୍ ଆଁକିଟାନେ ରଇବା କାଚ୍ରା, ନିକସଙ୍ଗ୍ ଦେକ୍ଲାସ୍ନି?
4 aut quomodo dicis fratri tuo sine eiciam festucam de oculo tuo et ecce trabis est in oculo tuo
୪ନିଜର୍ ଆଁକିତେଇ ବଡ୍ କାଚ୍ରା ରଉରଉ ତମେ କାଇ ସାଆସେ ତମର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇ ଦେବି ବଲି କଇଲାସ୍ନି?
5 hypocrita eice primum trabem de oculo tuo et tunc videbis eicere festucam de oculo fratris tui
୫ଏରେ କୁଟିଆଲ୍ମନ୍! ଆଗେ ନିଜର୍ ଆଁକିତେଇ ରଇଲା କାଚ୍ରା ବାର୍କରାଇ ପାକା, ତାର୍ ପଚେ ନିଜର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇବାକେ ନିମାନ୍ କରି ଦେକି ପାରାସ୍ ।
6 nolite dare sanctum canibus neque mittatis margaritas vestras ante porcos ne forte conculcent eas pedibus suis et conversi disrumpant vos
୬ସୁକଲ୍ ଦିନ୍ସୁ କୁକୁର୍ମନ୍କେ ଦିଆସ୍ ନାଇ, ସେମନ୍ ପାସ୍ଲିକରି ତମ୍କେ ଚାବିପାକାଇବାଇ । ଗୁସ୍ରି ମନର୍ ମୁଆଟେ ମୁକ୍ତା ପାକାଆ ନାଇ, ସେମନ୍ ମୁକ୍ତାର୍ ମୁଲିଅ ନ ବୁଜିକରି ମାଣ୍ଡିପାକାଇବାଇ ।
7 petite et dabitur vobis quaerite et invenietis pulsate et aperietur vobis
୭ମାଙ୍ଗା, ତେବେ ତମ୍କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍ ଉଗାଡି ଅଇସି ।
8 omnis enim qui petit accipit et qui quaerit invenit et pulsanti aperietur
୮ଜେ ମାଙ୍ଗ୍ସି, ତାକେ ଦିଆଅଇସି, ଜେ କଜ୍ସି, ସେ ମିଲାଇସି, ଜେ କାପାଟେ ମାର୍ସି ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
9 aut quis est ex vobis homo quem si petierit filius suus panem numquid lapidem porriget ei
୯ତମର୍ ବିତ୍ରେ ଏନ୍ତାରି ବାବା କେ ଆଚେ କି? ତମର୍ ପିଲା ଜଦି ରୁଟି ମାଙ୍ଗ୍ଲେ, ତାକେ ପାକ୍ନା ଦେଇସା?
10 aut si piscem petet numquid serpentem porriget ei
୧୦ନଇଲେ ସେ ମାଚ୍ ମାଙ୍ଗ୍ଲେ ତାକେ ସାଁପ୍ ଦେଇସା?
11 si ergo vos cum sitis mali nostis bona dare filiis vestris quanto magis Pater vester qui in caelis est dabit bona petentibus se
୧୧ତମେ କାରାପ୍ ଲକ୍ ଅଇରଇଲେ ମିସା ନିଜର୍ ପିଲାମନ୍କେ ନିକନିକ ଜିନିସ୍ ଦେଇସା । ସେନ୍ତାରିସେ ଜନ୍ ଲକ୍ମନ୍ ସରଗର୍ ବାବାକେ ମାଙ୍ଗ୍ବାଇ ସେ ସେମନ୍କେ ଆରି କେତେ ନିକନିକ ଜିନିସ୍ ଦେଇସି ।
12 omnia ergo quaecumque vultis ut faciant vobis homines et vos facite eis haec est enim lex et prophetae
୧୨“ତମର୍ ପାଇ ବିନ୍ ଲକ୍ମନ୍ ଜାଇଟା କରତ୍ ବଲି ମନ୍ କଲାସ୍ନି, ସେନ୍ତାରି ତମେ ବିନ୍ ଲକର୍ ପାଇ କରା । ଏଟା ଅଇଲାନି ମସା ଦେଇରଇବା ନିୟମ୍ ଆରି ବବିସତ୍ବକ୍ତାମନର୍ ସିକିଆର୍ ଅରତ୍ ।”
13 intrate per angustam portam quia lata porta et spatiosa via quae ducit ad perditionem et multi sunt qui intrant per eam
୧୩“ଚିପଙ୍ଗା ଦୁଆର୍ ବାଟେ ଜାଆ । କାଇକେବଇଲେ ବିନାସ୍ କର୍ବାକେ ନେବା ନର୍କେ ଜିବା ବାଟ୍ ଅସାର୍ ଆରି ସୁବିଦାର୍ଟା । କେତେ କେତେ ଲକ୍ ସେ ବାଟେ ଜିବାଇ ।
14 quam angusta porta et arta via quae ducit ad vitam et pauci sunt qui inveniunt eam
୧୪ମାତର୍ ନ ସାର୍ବା ଜିବନେ ମିସି ରଇଲା ବାଟ୍, ଚିପଙ୍ଗା ଆରି ଜିବାଟା ବେସି କସ୍ଟ । ଉନା ଲକ୍ ସେ ବାଟ୍ କଜି କଜି ମିଲାଇବାଇ ।”
15 adtendite a falsis prophetis qui veniunt ad vos in vestimentis ovium intrinsecus autem sunt lupi rapaces
୧୫“ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ ତେଇଅନି ଜାଗର୍ତା ଅଇରୁଆ, ସେମନ୍ ବାଇରେ ମେଣ୍ଡା ପାରା ଡିସ୍ବାଇ ମାତର୍ ତାକର୍ ମନ୍ ବିତ୍ରେ ବାଲିଆଡୁର୍କାମନର୍ ପାରା ।
16 a fructibus eorum cognoscetis eos numquid colligunt de spinis uvas aut de tribulis ficus
୧୬ସେମନର୍ କର୍ବା କାମ୍ ଦେକି ତମେ ସେମନ୍କେ ଚିନିପାରାସ୍ । କାଟା ବୁଟାଇ ଅଙ୍ଗୁର୍ ନ ପଲେ କି କାଟାକଲି ବୁଟାଇ ଡୁମ୍ରି ପଲ୍ ନ ଦାରେ ।
17 sic omnis arbor bona fructus bonos facit mala autem arbor fructus malos facit
୧୭ନିକ ଗଚେ ନିକ ପଲ୍ ଦାର୍ସି, ବାନିଆ ଗଚର୍ ପଲ୍ ବାନିଆ ସେ ।
18 non potest arbor bona fructus malos facere neque arbor mala fructus bonos facere
୧୮ନିକ ଗଚେ ବାନିଆ ପଲ୍ ନ ପଲେ କି ବାନିଆ ଗଚେ ନିକ ପଲ୍ ଅଇନାପାରେ ।
19 omnis arbor quae non facit fructum bonum exciditur et in ignem mittitur
୧୯ନିକ ପଲ୍ ନ ଦାର୍ଲେ ସେ ଗଚ୍ କାଟି କରି ଜଇଟାନେ ପାକାଇଅଇସି ।
20 igitur ex fructibus eorum cognoscetis eos
୨୦ସେନ୍ତାରି ସେ ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ କାମ୍ କର୍ବାଟାନେ ଅନି ତମେ ସେମନ୍କେ ଚିନିପାରାସ୍ ।”
21 non omnis qui dicit mihi Domine Domine intrabit in regnum caelorum sed qui facit voluntatem Patris mei qui in caelis est ipse intrabit in regnum caelorum
୨୧ମକେ ମାପ୍ରୁ, ମାପ୍ରୁ ବଲି ଡାକ୍ବା ଲକ୍ମନର୍ତେଇ ଅନି ସବୁ ଲକ୍ ସରଗ୍ ରାଇଜେ କେଟିନାପାରତ୍ । ମାତର୍ ଜନ୍ ଲକ୍ମନ୍ ସରଗର୍ ବାବା ମନ୍ କଲା ଇସାବେ ଚଲାଚଲ୍ତି କର୍ବାଇ, ସେମନ୍ସେ ସରଗ୍ ରାଇଜେ କେଟ୍ବାଇ ।
22 multi dicent mihi in illa die Domine Domine nonne in nomine tuo prophetavimus et in tuo nomine daemonia eiecimus et in tuo nomine virtutes multas fecimus
୨୨ମାପ୍ରୁର୍ ବିଚାର୍ କର୍ବା ଦିନ୍ କେଟ୍ଲେ କେତେ କେତେ ଲକ୍ ମକେ କଇବାଇ, ଏ ମାପ୍ରୁ, ତମର୍ ନାଉଁ ଦାରି ଆମେ ପର୍ମେସରର୍ ସୁବ୍କବର୍ ଜାନାଇ ଆଚୁ । ତମର୍ ନାଉଁ ଦାରି ଡୁମାମନ୍କେ କେଦି ଆଚୁ ଆରି କେତେକ୍ କାବାଅଇଜିବା କାମ୍ମନ୍ କରିଆଚୁ ।
23 et tunc confitebor illis quia numquam novi vos discedite a me qui operamini iniquitatem
୨୩ସେଡ୍କି ବେଲେ ମୁଇ ସେମନ୍କେ କଇବି, ନାଇ, ମୁଇ ତମ୍କେ ନାଜାନି । କରାପ୍କାମ୍ କର୍ବା ଲକ୍ମନ୍, ମର୍ଲଗେ ରୁଆନାଇ ।
24 omnis ergo qui audit verba mea haec et facit ea adsimilabitur viro sapienti qui aedificavit domum suam supra petram
୨୪“ଜେ ମର୍ କାତା ସୁନି, ସେ ଇସାବେ ଚାଲ୍ସି, ସେ ବଡ୍ ରାଙ୍ଗ୍ନି ପାକ୍ନା ଉପ୍ରେ ଗର୍ କର୍ବା ଗିଆନ୍ଲକର୍ ପାରା ।
25 et descendit pluvia et venerunt flumina et flaverunt venti et inruerunt in domum illam et non cecidit fundata enim erat super petram
୨୫ଅପର୍ବଲ୍ ବର୍ସା ମାର୍ଲାକେ ଗାଡ୍ ଉଚ୍ଲି ଗାଲା ଆରି ସେ ଗର୍ ଉପ୍ରେ ବେସି ପବନ୍ ଦାର୍ଲା । ମାତର୍ ସେ ଗର୍ ବସ୍ଲେ ନାଇ । କାଇକେ ବଇଲେ ସେଟା ପାକ୍ନା ଉପ୍ରେ ତିଆର୍ ଅଇରଇଲା ।”
26 et omnis qui audit verba mea haec et non facit ea similis erit viro stulto qui aedificavit domum suam supra harenam
୨୬“ମାତର୍ ଜନ୍ ଲକ୍ମନ୍ ମର୍ କାତା ସୁନିକରି ମିସା ସେ ଇସାବେ ଚଲାଚଲ୍ତି ନ କରତ୍, ସେମନ୍ ବାଲି ଗାଦି ଉପ୍ରେ ଗର୍ ତିଆର୍ କରି ରଇବା ବକୁଆ ଲକ୍ ପାରା ।
27 et descendit pluvia et venerunt flumina et flaverunt venti et inruerunt in domum illam et cecidit et fuit ruina eius magna
୨୭ଅପର୍ବଲ୍ ବର୍ସା ଅଇଲାକେ ଗାଡ୍ ପୁରି ଉଚଲ୍ଲା, ଜବର୍ ବାଉଦୁକା ଆଇଲା ଆରି ଗର୍ କୁରୁପ୍ନାସ୍ ଅଇଗାଲା । ସେ କୁରୁପ୍ନାସ୍ ଅଇଲାଟା କେଡେ ଇନସ୍ତା ରଇଲା!”
28 et factum est cum consummasset Iesus verba haec admirabantur turbae super doctrinam eius
୨୮ସାରାସାରି ଜାକ ଜିସୁ ସିକିଆ ଦେବାଟାନେ ଏ ସବୁ କାତା ସୁନିକରି ଲକ୍ମନ୍ କାବା ଅଇଗାଲାଇ ।
29 erat enim docens eos sicut potestatem habens non sicut scribae eorum et Pharisaei
୨୯ସେ ବିନ୍ବିନ୍ ସାସ୍ତର୍ ସିକାଉମନର୍ ପାରା ନ ସିକାଇକରି ନିଜର୍ ଅଦିକାର୍ ସଙ୍ଗ୍ ସିକାଇତେ ରଇଲା ।