< Lucam 8 >
1 et factum est deinceps et ipse iter faciebat per civitatem et castellum praedicans et evangelizans regnum Dei et duodecim cum illo
୧ତେଇଅନି ଚନେକ୍ ଗାଲାପଚେ, ଜିସୁ ନଅରେ ନଅରେ ଆରି ଗାଏଁ ଗାଏଁ ପର୍ମେସରର୍ ରାଇଜର୍ ସୁବ୍କବର୍ କଇ ବୁଲ୍ବାର୍ ଦାର୍ଲା, ଆରି ବାରଟା ସିସ୍ମନ୍ ତାର୍ ସଙ୍ଗ୍ ରଇଲାଇ ।
2 et mulieres aliquae quae erant curatae ab spiritibus malignis et infirmitatibus Maria quae vocatur Magdalene de qua daemonia septem exierant
୨ଜନ୍ ମାଇଜିମନ୍ ଡୁମାଦାର୍ଲା ଟାନେଅନି ଆରି ଜର୍ଦୁକା ଟାନେଅନି ନିକ ଅଇରଇଲାଇ, ସେମନ୍ ମିସା ତାର୍ ସଙ୍ଗ୍ ରଇଲାଇ । ମାଇଜିମନର୍ ବିତ୍ରେ ଅନି ମରିୟମ୍ ଜାକେ କି ମଗ୍ଦଲିନି ମରିୟମ୍ ବଲି କଇବାଇ । ଜାର୍ଟାନେଅନି ସାତ୍ଟା ଡୁମା ବାରଇ ଜାଇରଇଲାଇ ।
3 et Iohanna uxor Chuza procuratoris Herodis et Susanna et aliae multae quae ministrabant eis de facultatibus suis
୩ଏରଦ୍ ରାଜାର୍ ଗୁମସ୍ତା କୁଜାର୍ ମାଇଜି ଜଆନା, ସସନା, ଆରି କେତେକ୍ କେତେକ୍ ମାଇଜିମନ୍, ଜିସୁର୍ ସଙ୍ଗ୍ ରଇ ନିଜର୍ ନିଜର୍ ଦନ୍ ସାରାଇ ତାକେ ସେବା କର୍ତେରଇଲାଇ ।
4 cum autem turba plurima conveniret et de civitatibus properarent ad eum dixit per similitudinem
୪ଜେଡେବେଲେ ଲକ୍ମନ୍ ଗଟେକ୍ ଜାଗାଇ ଟୁଲ୍ଅଇଲାଇ, ଆରି ନଅରେ ନଅରେ ଅନି ତାର୍ଲଗେ ଆଇଲାଇଜେ ଜିସୁ ଏନ୍ତି ଉଦାଅରନ୍ ଦେଇ କଇଲା,
5 exiit qui seminat seminare semen suum et dum seminat aliud cecidit secus viam et conculcatum est et volucres caeli comederunt illud
୫“ଗଟେକ୍ ଚାସି ତାର୍ ବିଅନ୍ ବୁନ୍ବାକେ ବାରଇଲା । ସେ ବୁନୁ ବୁନୁ କେତେଟା ବିଅନ୍ ବାଟେ ଅଦର୍ଲା । ଲକ୍ମନ୍ ସେଟା ମାଣ୍ଡ୍ଚୁଣ୍ଡ କରିଦେଲାଇ ଆରି ଚଡଇମନ୍ ଆସି କାଇଦେଲାଇ ।
6 et aliud cecidit supra petram et natum aruit quia non habebat humorem
୬କେତେଟା ପାକ୍ନା ବାଡି ରଇଲା ବୁଏଁ ଅଦର୍ଲା, ସେଟା ଆଁକ୍ରି ଗାଜା ଅଇଲା, ମାତର୍ ମାଟି ନ ବିଜିରଇଲାଜେ ସୁକିଗାଲା ।
7 et aliud cecidit inter spinas et simul exortae spinae suffocaverunt illud
୭କେତେଟା କାଟାବୁଟାମନର୍ ମଜାଇ ଅଦର୍ଲା । କାଟାବୁଟାମନ୍ ଦାପ୍ରେ ବଡିକରି ଆଁକର୍ଲାଟାମନ୍କେ ଚାପିଦେଲା ।
8 et aliud cecidit in terram bonam et ortum fecit fructum centuplum haec dicens clamabat qui habet aures audiendi audiat
୮ଆରି ବାକି କେତେଟା ନିକ ଜମିଟାନେ ଅଦର୍ଲା ଆରି ସଏ ଗୁନ୍ ପଲ୍ ପଲ୍ଲା ।” ଏଟା କଇସାରାଇ ଜିସୁ ଆଉଲିଅଇକରି କଇଲା, “ଜାକେ ସୁନ୍ଲାପାରା କାନ୍ ଆଚେ, ସେ ସୁନ ।”
9 interrogabant autem eum discipuli eius quae esset haec parabola
୯ତାର୍ ସିସ୍ମନ୍ ଏ ଉଦାଅରନ୍ ଦେଇରଇବାଟା କାଇଟା ଅଇରଇସି ବଲି ତାକେ ପାଚାର୍ବାର୍ ଦାର୍ଲାଇ ।
10 quibus ipse dixit vobis datum est nosse mysterium regni Dei ceteris autem in parabolis ut videntes non videant et audientes non intellegant
୧୦ତେଇ ଜିସୁ ସେମନ୍କେ କଇଲା, “ପର୍ମେସରର୍ ରାଇଜର୍ ଟିକିନିକି ବିସଇ ଜାନତ୍ ବଲି ତମ୍କେ ଗିଆନ୍ ଦିଆଅଇଲାଆଚେ, ମାତର୍ ବିନ୍ଲକ୍ମନ୍କେ ଉଦାଅରନ୍ ଦେଇ କଇଅଇସି, ଜେନ୍ତାରିକି ସେମନ୍ ଦେକି ଦେକି ନ ଦେକତ୍ କି ସୁନି ସୁନି ମିସା ନ ବୁଜତ୍ ।”
11 est autem haec parabola semen est verbum Dei
୧୧“ଉଦାଅରନର୍ କାତା ଏନ୍ତାରି, ବିଅନ୍ ଅଇଲାନି ପର୍ମେସରର୍ ବାକିଅ ।
12 qui autem secus viam sunt qui audiunt deinde venit diabolus et tollit verbum de corde eorum ne credentes salvi fiant
୧୨ବାଟ୍ଲଗେ ଅଦର୍ଲା ବିଅନ୍, ଏନ୍ତାରି ଲକ୍ମନର୍ପାରା, ଜେମନ୍ ବାକିଅ ସୁନ୍ବାଇ । ତାର୍ପଚେ ସଇତାନ୍ ଆସି, ଜେନ୍ତିକି ସେମନ୍ ବିସ୍ବାସ୍ କରି ରକିଆ ନ ପାଅତ୍, ସେ ଲକ୍ମନର୍ ମନ୍ବିତ୍ରେଅନି ବାକିଅ ଜିକିନେଇସି ।
13 nam qui supra petram qui cum audierint cum gaudio suscipiunt verbum et hii radices non habent qui ad tempus credunt et in tempore temptationis recedunt
୧୩ପାକ୍ନାବାଡି ବୁଏଁ ଅଦର୍ଲା ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ସେମନ୍ ବାକିଅ ସୁନି ସାର୍ଦାସଙ୍ଗ୍ ମାନ୍ବାଇ, ମାତର୍ ସେମନ୍କେ ଚେର୍ ନ ରଇଲାର୍ପାଇ ବଲି ଚନେକ୍ ବିସ୍ବାସ୍ କର୍ବାଇ ଆରି କାଇଆଲେ ପରିକା ବେଲାଇ ବିସ୍ବାସ୍ ଚାଡିଦେବାଇ ।
14 quod autem in spinis cecidit hii sunt qui audierunt et a sollicitudinibus et divitiis et voluptatibus vitae euntes suffocantur et non referunt fructum
୧୪ଆରି କାଟାବୁଟାମନର୍ ମଜାଇ ଅଦର୍ଲା ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ଜନ୍ଲକ୍ମନ୍ ବାକିଅ ସୁନ୍ବାଇ, ମାତର୍ ଜଗତର୍ ଚିନ୍ତା, ଦନ୍ ସଁପତିର୍ ଚିନ୍ତା କରି କରି ଚାପିଅଇଜିବାଇ । ତେଇ ନିକ ଦାନ୍ ନ ଅଏ ।
15 quod autem in bonam terram hii sunt qui in corde bono et optimo audientes verbum retinent et fructum adferunt in patientia
୧୫ଆରି ନିମାନ୍ ବୁଏଁ ଅଦର୍ଲା, ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ଜନ୍ ଲକ୍ମନ୍ କି ନିମାନ୍ ଆରି ଦରମ୍ ମନେ ବାକିଅ ସୁନିକରି ସେଟା ଡାଟ୍ ସଙ୍ଗ୍ ଦାରି ସଙ୍ଗଇବାଇ ଆରି ଜାଗିରଇକରି ପଲ୍ପଲ୍ବାଇ ।”
16 nemo autem lucernam accendens operit eam vaso aut subtus lectum ponit sed supra candelabrum ponit ut intrantes videant lumen
୧୬“ବତି ଡସାଇ କରି କେ ମିସା ଡାଲାଡାବି ନ ସଙ୍ଗଅତ୍ । କି କଟ୍ ତଲେ ନ ସଙ୍ଗଅତ୍ । ମାତର୍ ବତି କୁଦ୍ରା ଉପ୍ରେ ସଙ୍ଗଇବାଇ । ଜେନ୍ତାରିକି ଆଇଲା ଲକ୍ମନ୍ ଉଜଲ୍ ଦେକିପାରତ୍ ।”
17 non enim est occultum quod non manifestetur nec absconditum quod non cognoscatur et in palam veniat
୧୭“କାଇକେବଇଲେ, ଏନ୍ତାରି ଲୁଚିରଇବା ବିସଇ କାଇଟା ନାଇ, ଜନ୍ଟା ଜାନା ନ ପଡେ । ଡାବିଅଇରଇବା ବିସଇ କାଇଟା ନାଇ ଜନ୍ଟା ଉଗାଡି ନଏଁ ।”
18 videte ergo quomodo auditis qui enim habet dabitur illi et quicumque non habet etiam quod putat se habere auferetur ab illo
୧୮“ସେଟାର୍ ପାଇ, ଜେନ୍ତାରି ସୁନ୍ସା, ସେ ବିସଇ ନେଇକରି ଜାଗ୍ରତ୍ ରୁଆ । କାଇକେବଇଲେ ଜାକେ ଆଚେ ତାକେ ଅଦିକ୍ ଦିଆଅଇସି । ଆରି ଜାକେ ନାଇ, ସେ ଜେତ୍କି ନିଜର୍ଟା ଆଚେ ବଲି ବାବ୍ସି, ସେ ଅଲପ୍ଟା ମିସା ତାର୍ଟାନେଅନି ନିଆଅଇସି ।”
19 venerunt autem ad illum mater et fratres eius et non poterant adire ad eum prae turba
୧୯ଜିସୁର୍ ମାଆ ଆରି ବାଇମନ୍ ତାର୍ ଲଗେ ଆଇଲାଇ । ମାତର୍ ଲକ୍ମନ୍ ଜବର୍ ରଇଲାଇକେ ତାର୍ ସଙ୍ଗ୍ ମିସିନାପାର୍ତେ ରଇଲାଇ ।
20 et nuntiatum est illi mater tua et fratres tui stant foris volentes te videre
୨୦ତେଇ ଜିସୁକେ ଏ କବର୍ ଦେଲାଇ, “ତମର୍ ମାଆ ଆରି ବାଇମନ୍ ତକେ ଦେକ୍ବାକେ ମନ୍କରି ବାଇରେ ଟିଆଅଇଲାଇ ଆଚତ୍ ।”
21 qui respondens dixit ad eos mater mea et fratres mei hii sunt qui verbum Dei audiunt et faciunt
୨୧ମାତର୍ ଜିସୁ ଲକ୍ମନ୍କେ କଇଲା, “ଜନ୍ ଲକ୍ମନ୍ ପର୍ମେସରର୍ ବାକିଅ ସୁନ୍ବାଇ ଆରି ମାନ୍ବାଇ ସେମନ୍ ମର୍ ମାଆ ଆରି ବାଇମନ୍ ।”
22 factum est autem in una dierum et ipse ascendit in naviculam et discipuli eius et ait ad illos transfretemus trans stagnum et ascenderunt
୨୨ଦିନେକ୍ ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଡଙ୍ଗାଇ ଚଗ୍ଲାଇ, ଆରି ସେ ସିସ୍ମନ୍କେ କଇଲା, “ଆସା, ଗାଡ୍ ସେପାଟେ ଜୁ ।” ତେଇ ସେମନ୍ ଡଙ୍ଗା ମେଲ୍ଲାଇ ।
23 navigantibus autem illis obdormiit et descendit procella venti in stagnum et conplebantur et periclitabantur
୨୩ମାତର୍ ଡଙ୍ଗାଗାଟି ଗାଲାବେଲେ ଜିସୁ ସଇଦେଲା । ସେଡ୍କିବେଲେ ଗାଡେ ଅଟାତ୍ ବାଉପବନ୍ ଆଇଲା ଆରି ଡଙ୍ଗାଇ ପାନିପୁରି ବର୍ତି ଅଇବାର୍ ଦାର୍ଲା । ସେମନ୍ ବଡ୍ ବିପଦେ ପଡିଗାଲାଇ ।
24 accedentes autem suscitaverunt eum dicentes praeceptor perimus at ille surgens increpavit ventum et tempestatem aquae et cessavit et facta est tranquillitas
୨୪ତେଇ ସିସ୍ମନ୍ ଜିସୁର୍ଲଗେ ଆସି ତାକେ ଉଟାଇ କଇଲା “ଏ ଗୁରୁ, ଏ ଗୁରୁ, ଆମେ ମରିଜିବୁବେ!” ତେଇ ଜିସୁ ଉଟିକରି ପବନ୍ ଆରି ବଡ୍ ଲଅଡିକେ ଦମ୍କାଇଲା, ଆରି ସେଟା ସବୁ ଚିମ୍ରାଇଅଇ ତବିର୍ ଅଇଲା ।
25 dixit autem illis ubi est fides vestra qui timentes mirati sunt dicentes ad invicem quis putas hic est quia et ventis imperat et mari et oboediunt ei
୨୫ସେ ସିସ୍ମନ୍କେ କଇଲା, “ତମର୍ ବିସ୍ବାସ୍ କେନେ ଅଇଲା?” ମାତର୍ ସେମନ୍ ଡରିକରି କାବାଅଇ ନିଜେ ନିଜେ କଇବାର୍ ଦାର୍ଲାଇ । “ତେବେ ଏ କେ ଜେ ପବନ୍ ଆରି ପାନିକେ ମିସା ଆଦେସ୍ ଦେଲା ଦାପ୍ରେ, ସେଟା ସବୁ ତାର୍ ଆଦେସ୍ ମାନ୍ବାଇ ।”
26 enavigaverunt autem ad regionem Gerasenorum quae est contra Galilaeam
୨୬ପଚେ ଜିସୁ ଆରି ତାର୍ ସିସ୍ମନ୍ ଗାଲିଲି ମୁଆଟର୍ ସେପାଟେ ଗରାସିୟମନର୍ ଜାଗାଇ କେଟ୍ଲାଇ ।
27 et cum egressus esset ad terram occurrit illi vir quidam qui habebat daemonium iam temporibus multis et vestimento non induebatur neque in domo manebat sed in monumentis
୨୭ଜିସୁ ଡଙ୍ଗାଇଅନି ଉତର୍ଲା ଦାପ୍ରେ, ସେ ନଅରର୍ ଗଟେକ୍ ଡୁମାଦାର୍ଲା ଲକ୍ ତାକେ ବେଟ୍ଅଇଲା । ସେ ବେସି ଦିନେଅନି କାଇଟା ନ ପିନ୍ଦିକରି ଗରେ ନ ରଇ, ମସ୍ନେ ରଇତେ ରଇଲା ।
28 is ut vidit Iesum procidit ante illum et exclamans voce magna dixit quid mihi et tibi est Iesu Fili Dei altissimi obsecro te ne me torqueas
୨୮ସେ ଜିସୁକେ ଦେକି କିର୍କିରି ତାର୍ ପାଦେ ଅଦ୍ରି, ଆଉଲିଅଇ କଇଲା, “ଏ ବେସି ବପୁର୍ସଙ୍ଗ୍ ରଇବା ପର୍ମେସରର୍ ପଅ ଜିସୁ, ମର୍ ଲଗେ ତମର୍ କାଇ କାମ୍ ଆଚେ? ମୁଇ ତମ୍କେ ବାବୁଜିଆ କରି କଇଲିନି, ମକେ କସ୍ଟ ନ ଦିଆ ।”
29 praecipiebat enim spiritui inmundo ut exiret ab homine multis enim temporibus arripiebat illum et vinciebatur catenis et conpedibus custoditus et ruptis vinculis agebatur a daemonio in deserta
୨୯କାଇକେ ବଇଲେ ଜିସୁ ଡୁମାକେ ସେ ମୁନୁସର୍ ଟାନେଅନି ବାରଇଜାଅ ବଲି ଆଦେସ୍ ଦେଇରଇଲା । ସେ ଡୁମା ସେଲକ୍କେ ଦାରିଲାଗିରଇଲା, ଆରି ଲକ୍ମନ୍ ତାକେ ସିକିଲି ସଙ୍ଗ୍ ବାନ୍ଦି ଜାଗ୍ତେ ରଇଲାଇ । ମାତର୍ ସେ ବାନ୍ଦ୍ଲାଟା ସବୁ ଚିଡାଇ ପାକାଇତେରଇଲା ଆରି ଡୁମା ତାକେ କିନରା ଜାଗାମନ୍କେ ଦାରିଜାଇତେରଇଲା ।
30 interrogavit autem illum Iesus dicens quod tibi nomen est at ille dixit Legio quia intraverunt daemonia multa in eum
୩୦ଜିସୁ ତାକେ ପାଚାର୍ଲା, “ତର୍ ନାଉଁ କାଇ ନାଉଁ?” ସେ କଇଲା, ବାଇନି, କାଇକେ ବଇଲେ ତାକେ ଗାଦା ଡୁମାମନ୍ ଦାରି ରଇଲାଇ ।
31 et rogabant illum ne imperaret illis ut in abyssum irent (Abyssos )
୩୧ଆରି ଜିସୁ ଜେନ୍ତିକି ସେମନ୍କେ ପାତାଲେ ଜିବାକେ ଆଦେସ୍ ନ ଦେଏ, ଏଟାର୍ ପାଇ ସେମନ୍ ତାକେ ବାବୁଜିଆ କର୍ବାର୍ ଦାର୍ଲାଇ । (Abyssos )
32 erat autem ibi grex porcorum multorum pascentium in monte et rogabant eum ut permitteret eos in illos ingredi et permisit illos
୩୨ତେଇ କୁପ୍ଲି ଲଗେ ଗଟେକ୍ ମାନ୍ଦା ଗୁସ୍ରି ରାସି ଚାର୍ତେ ରଇଲାଇ । ଆରି ସେ ଜେନ୍ତାରି ସେମନ୍କେ ସେ ଗୁସ୍ରି ମାନ୍ଦାର୍ ମଜାଇ ପୁର୍ବାକେ ଆଦେସ୍ ଦେଇସି, ଏଟାର୍ ପାଇ ସେମନ୍ ଜିସୁକେ ବାବୁଜିଆ କଲାଇ ।
33 exierunt ergo daemonia ab homine et intraverunt in porcos et impetu abiit grex per praeceps in stagnum et suffocatus est
୩୩ଜିସୁ ସେମନ୍କେ ଆଦେସ୍ ଦେଲା ଦାପ୍ରେ ଡୁମାମନ୍ ସେ ମୁନୁସର୍ଟାନେଅନି ବାରଇ ଗୁସ୍ରି ରାସିର୍ ମଜାଇ ପୁର୍ଲାଇ । ପୁର୍ଲାକେ ଗୁସ୍ରି ମାନ୍ଦା ଜବର୍ ପାଲାଇକରି ଗଡ୍ଗଡାବାଟେ ଜାଇ ଗାଡେ ଅଦ୍ରି ମରିଗାଲାଇ ।
34 quod ut viderunt factum qui pascebant fugerunt et nuntiaverunt in civitatem et in villas
୩୪ଗୁସ୍ରି ଚାରାଇତେ ରଇଲା ଲକ୍ମନ୍ ସେ ଗଟ୍ନା ଦେକି ପାଲାଇକରି ନଅରେ ଆରି ଗାଉଁମନ୍କେ ଜାଇ ସେ କାତା ଜାନାଇଲାଇ ।
35 exierunt autem videre quod factum est et venerunt ad Iesum et invenerunt hominem sedentem a quo daemonia exierant vestitum ac sana mente ad pedes eius et timuerunt
୩୫ତେଇ ଲକ୍ମନ୍ ସେ ଗଟ୍ନା ଦେକ୍ବାକେ ବାରଇ ଆଇଲାଇ ଆରି, ସେମନ୍ ଜିସୁର୍ ଲଗେ ଆସି ଜନ୍ ମୁନୁସର୍ ଟାନେଅନି ଡୁମାମନ୍ ବାରଇଲାଇ, ସେ ଲକ୍ ଲୁଗା ପିନ୍ଦି ନିକ ମନର୍ ସଙ୍ଗ୍ ଜିସୁର୍ ପାଦ୍ ତଲେ ବସି ରଇବାଟା ଦେକି ଡରିଗାଲାଇ ।
36 nuntiaverunt autem illis et qui viderant quomodo sanus factus esset a Legione
୩୬ଆରି ଜନ୍ଲକ୍ମନ୍ ଏଟା ସବୁ ଦେକି ରଇଲାଇ, ସେମନ୍ ସେ ଡୁମା ଦାର୍ଲା ଲକ୍ କେନ୍ତାରି ନିକ ଅଇଲା, ସେଟା ବିନ୍ ଲକ୍ମନ୍କେ ଜାନାଇଲାଇ ।
37 et rogaverunt illum omnis multitudo regionis Gerasenorum ut discederet ab ipsis quia timore magno tenebantur ipse autem ascendens navem reversus est
୩୭ତେଇ ଗରାସିୟମନର୍ ଚାରିବେଡ୍ତିର୍ ଜାଗାର୍ ଲକ୍ମନ୍ ଜିସୁକେ ତାକର୍ଟାନେଅନି ଜିବାକେ ଗୁଆରି କଲାଇ । କାଇକେବଇଲେ ସେମନ୍ ବେସି ଡରିଜାଇ ରଇଲାଇ ଆରି, ଜିସୁ ଗଟେକ୍ ଡଙ୍ଗାଇ ବସି ବାଉଡି ଆଇଲା ।
38 et rogabat illum vir a quo daemonia exierant ut cum eo esset dimisit autem eum Iesus dicens
୩୮ମାତର୍ ଜନ୍ ଲକର୍ଟାନେଅନି ଡୁମାମନ୍ ବାରଇଜାଇ ରଇଲାଇ, ସେ ଜିସୁର୍ ସଙ୍ଗ୍ ରଇବି ବଲି ଗୁଆରି କର୍ବାର୍ଦାର୍ଲା ।
39 redi domum tuam et narra quanta tibi fecit Deus et abiit per universam civitatem praedicans quanta illi fecisset Iesus
୩୯ମାତର୍ ସେ ତାକେ କଇକରି ପାଟାଇଲା । “ତର୍ ଗରେ ବାଉଡି ଜା ଆରି ପର୍ମେସର୍ ତର୍ଲାଗି ଜନ୍ ଜନ୍ କାମ୍ କଲାଆଚେ ସେ ସବୁ କଇଦେସ୍ ।” ତେଇ ସେ ଲକ୍ ଇଣ୍ଡିଜାଇ ଜିସୁ ତାର୍ ପାଇ ଜନ୍ ଜନ୍ କାମ୍ କରିରଇଲା, ଗୁଲାଇ ନଅରେ ଜାନାଇବାର୍ ଦାର୍ଲା ।
40 factum est autem cum redisset Iesus excepit illum turba erant enim omnes expectantes eum
୪୦ଜିସୁ ଗାଡ୍ ସେପାଟେ ଅନି ଏ ପାଟେ ଆରିତରେକ୍ ବାଉଡି ଆଇଲା ପଚେ, ଲକ୍ମନ୍ ତାକେ ସାର୍ଦା ସଙ୍ଗ୍ ମାନ୍ଲାଇ । କାଇକେ ବଇଲେ ସେମନ୍ ତାକେ ଜାଗି ରଇଲାଇ ।
41 et ecce venit vir cui nomen Iairus et ipse princeps synagogae erat et cecidit ad pedes Iesu rogans eum ut intraret in domum eius
୪୧ଆରି ଏଦେ ଦେକା! ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆଇଲା । ସେ ଜିଉଦି ଲକ୍ମନର୍ ପାର୍ତନା ଗରର୍ ମୁକିଆ ରଇଲା । ସେ ଜିସୁର୍ ପାଦ୍ ତଲେ ଅଦ୍ରି ତାର୍ ଗରେ ଆଇବାକେ ଗୁଆରି କଲା ।
42 quia filia unica erat illi fere annorum duodecim et haec moriebatur et contigit dum iret a turbis conprimebatur
୪୨କାଇକେ ବଇଲେ ତାଉଁକେ ଗଟେକ୍ସେ ବାର ବରସର୍ ଟକି ରଇଲା ଆରି ସେ ମଲାପାରା ଅଇଜାଇରଇଲା । ମାତର୍ ଜିସୁ ଜାଇତେ ରଇବାବେଲେ ଲକ୍ମନ୍ ତାର୍ ଉପ୍ରେ ମାଣ୍ଡାଚୁଣ୍ଡାଅଇଜାଇତେ ରଇଲାଇ ।
43 et mulier quaedam erat in fluxu sanguinis ab annis duodecim quae in medicos erogaverat omnem substantiam suam nec ab ullo potuit curari
୪୩ସେଡ୍କିବେଲେ ବାର ବରସ୍ ଦାରି ବନି ଜାଇତେ ରଇବା ଗଟେକ୍ ରଗିନି ମାଇଜି ରଇଲା । ନିଜର୍ ସବୁଡାବୁ ସାରାଇକରି ମିସା କାର୍ ଲଗେ ଜାଇ ନିକ ଅଇ ନାପାର୍ଲା ।
44 accessit retro et tetigit fimbriam vestimenti eius et confestim stetit fluxus sanguinis eius
୪୪ସେ ପଚ୍ବାଟେଅନି ଆସି ଜିସୁର୍ ଲୁଗା ଜାଲି ଚିଇଲା । ଚିଇଲା ଦାପ୍ରେ ତାର୍ ବନି ଜିବାଟା ତେବ୍ଲା ।
45 et ait Iesus quis est qui me tetigit negantibus autem omnibus dixit Petrus et qui cum illo erant praeceptor turbae te conprimunt et adfligunt et dicis quis me tetigit
୪୫ତେଇ ଜିସୁ କଇଲା, “କେ ମକେ ଚିଇଲା?” ମାତର୍ ସବୁ ଲକ୍ ନାଇ ବଲି କଇଲାଇଜେ, ପିତର୍ କଇଲା, “ଏ ଗୁରୁ ଲକ୍ମନ୍ ମାଣ୍ଡାଚୁଣ୍ଡାଅଇ ତମର୍ ଉପ୍ରେ ଡାବିଅଇଆଇଲାଇନି ।”
46 et dixit Iesus tetigit me aliquis nam ego novi virtutem de me exisse
୪୬ମାତର୍ ଜିସୁ କଇଲା, “କେ କି ଗଟେକ୍ ଲକ୍ ମକେ ଚିଇଲା, କାଇକେ ବଇଲେ ମର୍ ବିତ୍ରେଅନି ବପୁ ବାରଇଲା ବଲି ମୁଇ ଜାନ୍ଲି ।”
47 videns autem mulier quia non latuit tremens venit et procidit ante pedes illius et ob quam causam tetigerit eum indicavit coram omni populo et quemadmodum confestim sanata sit
୪୭ଜେଡେବଲ୍ ମାଇଜି ଦେକ୍ଲାଜେ ମୁଇ ଲୁଚିନାପାରି, ସେ ତର୍ତରି ତର୍ତରି ଆସି ଜିସୁର୍ ପାଦେ ଅଦ୍ରି, କାଇଟାର୍ ପାଇ ତାକେ ଚିଇଲା, ଆରି କେନ୍ତାରି ଦାପ୍ରେ ନିକ ଅଇଲା, ସେଟା ସବୁ ଲକର୍ ମୁଆଟେ ଜାନାଇଲା ।
48 at ipse dixit illi filia fides tua te salvam fecit vade in pace
୪୮ତେଇ ଜିସୁ ତାକେ କଇଲା, “ନୁନି ତର୍ ବିସ୍ବାସ୍ ତକେ ନିମାନ୍ କଲାଆଚେ ସାନ୍ତିଅଇ ଉଟିଜା ।”
49 adhuc illo loquente venit a principe synagogae dicens ei quia mortua est filia tua noli vexare illum
୪୯ସେ ଏ କାତା କଇବା ବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଆ ଜାଇରସର୍ ଗରେଅନି ଗଟେକ୍ ଲକ୍ ଆସି କଇଲା, “ତମର୍ ଟକି ମରିଗାଲାବେ, ଗୁରୁକେ ଆରି କସ୍ଟ ଦିଆସ୍ ନାଇ ।”
50 Iesus autem audito hoc verbo respondit patri puellae noli timere crede tantum et salva erit
୫୦ମାତର୍ ଜିସୁ ଏଟା ସୁନି ଜାଇରସ୍କେ କଇଲା, “ଡରାନାଇ ଅବ୍କା ବିସ୍ବାସ୍ କରା, ସେ ବଁଚ୍ସି ।”
51 et cum venisset domum non permisit intrare secum quemquam nisi Petrum et Iohannem et Iacobum et patrem et matrem puellae
୫୧ଜିସୁ ଜାଇରସର୍ ଗରେ ଆସି ପିତର୍, ଜଅନ୍ ଆରି ଜାକୁବ୍ ଆରି ଟକିର୍ ବାବା ମାଆ କେ ଚାଡିକରି କାକେ ମିସା ବିତ୍ରେ ଡାକିନେଏ ନାଇ ।
52 flebant autem omnes et plangebant illam at ille dixit nolite flere non est mortua sed dormit
୫୨ମାତର୍ ସବୁ ଲକ୍ ଟକିର୍ ଲାଗି କାନ୍ଦି କାନ୍ଦି କରି ବୁକେ ମାରିଅଇତେ ରଇଲାଇ । ତେଇ ଜିସୁ କଇଲା “କାନ୍ଦା ନାଇ, ସେ ମରେ ନାଇ, ମାତର୍ ସଇ ଦେଲାଆଚେ ।”
53 et deridebant eum scientes quia mortua esset
୫୩ମାତର୍ ଟକି ମରିଗାଲାଆଚେ ବଲି ଜାନି ରଇଲାଇଜେ ଲକ୍ମନ୍ ଜିସୁକେ କିଜାଇବାର୍ ଦାର୍ଲାଇ ।
54 ipse autem tenens manum eius clamavit dicens puella surge
୫୪ମାତର୍ ଜିସୁ ଟକିର୍ ଆତେ ଦାରି କଇଲା, “ଏ ନୁନି ଉଟ୍ ।”
55 et reversus est spiritus eius et surrexit continuo et iussit illi dari manducare
୫୫ତେଇ ଟକିର୍ ଜିବନ୍ ବାଉଡି ଆଇଲା, ଆରି ସେ ସେଡ୍କି ବେଲେସେ ଉଟ୍ଲା । ଜିସୁ ତାକେ କାଇଟା ଆଲେ କାଇବାକେ ଦିଆସ୍ ବଲି ଆଦେସ୍ ଦେଲା ।
56 et stupuerunt parentes eius quibus praecepit ne alicui dicerent quod factum erat
୫୬ତେଇ ଟକିର୍ ବାବା ମା କାବା ଅଇଗାଲାଇ, ମାତର୍ ଜିସୁ ସେ ଗଟ୍ନାର୍ କାତା କାକେ ଜାନାଆ ନାଇ ବଲି ଆଦେସ୍ ଦେଲା ।