< Lucam 21 >

1 respiciens autem vidit eos qui mittebant munera sua in gazofilacium divites
ତାର୍‌ ପଚେ ଜିସୁ ଚାରିବେଡ୍‌ତି ଦେକ୍‌ଲା ଆରି ସାଉକାର୍‌ ଲକ୍‌ମନ୍‌ ମନ୍ଦିରର୍‌ ପେଟିଆଟାନେ ଦାନ୍‌ ଦେବାଟା ଦେକ୍‌ଲା ।
2 vidit autem et quandam viduam pauperculam mittentem aera minuta duo
ସେବେଲା ଗଟେକ୍‌ ଅର୍‍କିତ୍‍ ରାଣ୍ଡି ମାଇଜି ମିସା ଜଡେକ୍‌ ତାମାକାସୁ ଦେବାଟା ଜିସୁ ଦେକ୍‌ଲା ।
3 et dixit vere dico vobis quia vidua haec pauper plus quam omnes misit
“ମୁଇ ତମ୍‌କେ ସତ୍‌ କାତା କଇଲିନି, ସବୁ ଲକର୍‌ଟାନେଅନି ଏ ରାଣ୍ଡିମାଇଜି ଅଦିକ୍‌ ଦେଲା ଆଚେ ।
4 nam omnes hii ex abundanti sibi miserunt in munera Dei haec autem ex eo quod deest illi omnem victum suum quem habuit misit
କାଇକେ ବଇଲେ ସାଉକାର୍‌ ଲକ୍‌ମନ୍‌ ନିଜର୍‌ ନିଜର୍‌ ଅଗଲ୍‌ଲା ଦନ୍‌ତେଇଅନି ଅଲପ୍‌ ଅଲପ୍‌ ଦେଲାଇ ଆଚତ୍‌ । ମାତର୍‌ ଏ, ନିଜେ ବଁଚ୍‌ବା ପାଇ ତାର୍‍ ଜେତ୍‌କି ରଇଲା ସବୁ ଦେଲା ଆଚେ ।”
5 et quibusdam dicentibus de templo quod lapidibus bonis et donis ornatum esset dixit
କେତେଟା ସିସ୍‌ମନ୍‌ ମନ୍ଦିରର୍‌ ବିସଇ ନେଇକରି ନିଆଇ କର୍‌ତେ ରଇଲାଇ । “ତେଇ ଲାଦିରଇବା ସୁନ୍ଦର୍‌ ସୁନ୍ଦର୍‌ ପାକ୍‌ନା ଆରି ପର୍‌ମେସର୍‌କେ ସର୍‌ପି ଦେଲା ଦାନ୍‌ ସଙ୍ଗ୍‌ କେତେକ୍‌ ସୁନ୍ଦର୍‌ ଗର୍‌ ବାନ୍ଦ୍‌ଲାଇ ଆଚତ୍‌” ବଲି କାତାଅଇତେ ରଇଲାଇ ।
6 haec quae videtis venient dies in quibus non relinquetur lapis super lapidem qui non destruatur
“ଏନ୍ତି ଦିନ୍‌ ଆଇସି, ଏବେ ତମେ କାଇ କାଇଟା ଦେକ୍‌ଲାସ୍‌ନି ସେଟା ସବୁ କୁରୁପ୍‍ନାସ୍‍ ଜାଇସି । ଗଟେକ୍‌ ପାକ୍‌ନା ମିସା ତାର୍‌ ଜାଗାଇ ନ ରଏ । ସବୁ ମାଟିତେଇ ମିସି ଜାଇସି ।”
7 interrogaverunt autem illum dicentes praeceptor quando haec erunt et quod signum cum fieri incipient
ତାର୍‌ ପଚେ ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ଏଟା ସବୁ କେବେ ଅଇସି? ଆରି ଏ ସବୁ ଗଟ୍‍ନା କେଟ୍‌ବା ଆଗ୍‌ତୁ ସେଟା କେଡେବଲ୍‌ ଅଇସି ବଲି କେନ୍ତି ଚିନି ଅଇସି?”
8 qui dixit videte ne seducamini multi enim venient in nomine meo dicentes quia ego sum et tempus adpropinquavit nolite ergo ire post illos
ଜିସୁ ସେମନ୍‌କେ କଇଲା, “ଜାଗ୍‌ରତ୍‌ଅଇକରି ରୁଆ, ନାଡାଇ ଉଆ ନାଇ । ବେସି ଲକ୍‌ ମର୍‌ ନାଉଁଦାରି ଆସି କଇବାଇ, ‘ମୁଇ ସେ ଆକା ।’ ବେଲା କେଟ୍‌ଲା ଆଚେ, ମାତର୍‌ ତମେ ସେମନର୍‌ ପଚେ ଜାଆ ନାଇ ।
9 cum autem audieritis proelia et seditiones nolite terreri oportet primum haec fieri sed non statim finis
ଆରି କେବେ ତମେ ଜୁଇଦ୍‌ ଆରି କିରମାର ଅଇବାଟା ସୁନ୍‌ସା, ସେବେଲା ଡରା ନାଇ । କାଇକେ ବଇଲେ ଏ ସବୁ ଗଟ୍‍ନା ଆଗ୍‌ତୁ ଅଇସିସେ । ମାତର୍‌ ଏ ଦୁନିଆର୍‌ ସେସ୍‌ ଦିନ୍‌ ସେଦାପ୍‌ରେ ନ ଆସେ ।”
10 tunc dicebat illis surget gens contra gentem et regnum adversus regnum
୧୦ଆରି ଜିସୁ କଇଲା, “ଦେସ୍‌ ବିରୁଦେ ଦେସ୍‌ ଆରି ଜାତି ବିରୁଦେ ଜାତି ଉଟ୍‌ସି ।
11 terraemotus magni erunt per loca et pestilentiae et fames terroresque de caelo et signa magna erunt
୧୧ଦର୍‌ତନି ଚୁଲ୍‌ବୁଲ୍‌ସି । ବଡ୍‌ ରଗ୍‌ମନ୍‌ ଅଇସି ଆରି ଆକାସେ କେବେ ନ ଅଇବା କାବା ଅଇଜିବା ଚିନ୍‌ମନ୍‌ ଡିସ୍‌ସି ।
12 sed ante haec omnia inicient vobis manus suas et persequentur tradentes in synagogas et custodias trahentes ad reges et praesides propter nomen meum
୧୨ମାତର୍‌ ଏ ସବୁ ବିସଇ ନ ଅଇବା ଆଗ୍‌ତୁ, ତମ୍‌କେ ବାନ୍ଦିକରି ନେଇ ସାସ୍‌ତି ଦେବାଇ, ପାର୍‌ତନା ଗର୍‌ମନ୍‌କେ ବିଚାର୍‌ କରି ବନ୍ଦିଗରେ ପାକାଇବାକେ ସର୍‌ପିଦେବାଇ । ମର୍‌ପାଇ ତମେ ରାଜା ଆରି ସାସନ୍‌ କାରିଆମନର୍‌ ମୁଆଟେ ଟିଆ ଅଇସା ।
13 continget autem vobis in testimonium
୧୩ମର୍‌ ବିସଇ ତମେ ବିନ୍‌ ଲକ୍‌ମନ୍‌କେ କଇବାକେ ଗଟେକ୍‌ ସମାନ୍‍ ବେଲା ଅଇସି ।
14 ponite ergo in cordibus vestris non praemeditari quemadmodum respondeatis
୧୪ତେବର୍‌ ପାଇ ‘ମୁଇ ନିଜ୍‌କେ କେନ୍ତି ରକିଆ କର୍‌ବି?’ ସେ ବିସଇ ବାବିକରି ଆଗେଅନି ଚିନ୍ତା କରା ନାଇ ।
15 ego enim dabo vobis os et sapientiam cui non poterunt resistere et contradicere omnes adversarii vestri
୧୫କାଇକେ ବଇଲେ ମୁଇ ତମ୍‌କେ ଟିକ୍‌ପଦ୍‌ କଇବାକେ ଗିଆନ୍‌ ଦେବି । ତମ୍‌କେ ବିରଦ୍‌ କର୍‌ବା ଲକ୍‌ମନ୍‌ ସେ ଗିଆନର୍‌ ବାଦୁଲେ କାଇଟା କ‍ଇନାପାରତ୍‌ ।
16 trademini autem a parentibus et fratribus et cognatis et amicis et morte adficient ex vobis
୧୬ଆରି ତମର୍‌ ମାଆ ବାବା, ବାଇ, ନିଜର୍‌ ଲାଗାର୍‌ ଲିତାର୍‌ ଲକ୍‌, ମଇତର୍‌ମନ୍‌ ଆରି କୁଟୁମର୍‌ ଲକ୍‌ମନ୍‌, ତମ୍‌କେ ବିରଦିମନ୍‌କେ ସର୍‌ପି ଦେବାଇ ଆରି ତମର୍‌ ବିତ୍‌ରେ ଅନି କେତେ ଲକ୍‌କେ ମରାଇଦେବାଇ ।
17 et eritis odio omnibus propter nomen meum
୧୭ତମେ ମର୍‌ତେଇ ବିସ୍‌ବାସ୍‌ କଲାସ୍‌ନି ବଲି ଗୁଲାଇ ଲକ୍‌ମନ୍‌ ତମ୍‌କେ ଇନ୍‌ କର୍‌ବାଇ ।
18 et capillus de capite vestro non peribit
୧୮ମାତର୍‌ ତମର୍‌ ମୁଣ୍ଡର୍‌ ଚେଣ୍ଡି ମିସା ଗଟେକ୍‌ ନ ନସେ ।
19 in patientia vestra possidebitis animas vestras
୧୯ତମେ ଡାଟ୍‌ଅଇ ରଇଲେ ଏ ସବୁ ବିସଇ ମୁର୍‌ଚିକରି, ତମର୍‌ ଆତ୍‌ମାକେ ରକିଆ କର୍‌ସା ।”
20 cum autem videritis circumdari ab exercitu Hierusalem tunc scitote quia adpropinquavit desolatio eius
୨୦“ମାତର୍‌ ଜେଡେବଲ୍‌ ତମେ ଜିରୁସାଲମ୍‌ ଗଡେ ବିରଦି ସନିଅମନ୍‌ ଚାରିବେଡ୍‌ତି କିନ୍ଦ୍‌ରି ରଇବାଟା ଦେକ୍‌ସା ବଇଲେ, ସେବେଲା ଜିରୁସାଲାମ୍‌ ନସ୍‌ଟ ଅଇବା ବେଲା ଲଗେ କେଟ୍‌ଲା ବଲି ଜାନା ।
21 tunc qui in Iudaea sunt fugiant in montes et qui in medio eius discedant et qui in regionibus non intrent in eam
୨୧ସେବେଲାଇ କେ କେ ଜିଉଦା ଦେସେ ରଇବାଇ, ସେମନ୍‌ ଡଙ୍ଗର୍‌ ବିତ୍‌ରେ ପାଲାଅତ୍‌ । କେ କେ ଗଡ୍‌ ବିତ୍‌ରେ ରଇବାଇ ସେମନ୍‌ କେନେ ମିସା ବଁଚ୍‌ବାକେ ପାଲାଅତ୍‌ । କେ କେ ଗଡ୍‌ ବାଇରେ ରଇବାଇ ସେମନ୍‌ ଗଡ୍‌ ବିତ୍‌ରେ ନ ପୁରତ୍‌ ।
22 quia dies ultionis hii sunt ut impleantur omnia quae scripta sunt
୨୨କାଇକେ ବଇଲେ ସେଟା ସାସ୍‌ତରର୍‌ ସବୁ ବିସଇ ଜେନ୍ତିକି ସିଦ୍‌ ଅଇସି, ସେଟାର୍‌ ପାଇ ସେ ଦିନ୍‌ମନ୍‌ ବେସି ଡଣ୍ଡ୍‌ ପାଇବା ଦିନ୍‌ମନ୍‍ ଅଇସି ।
23 vae autem praegnatibus et nutrientibus in illis diebus erit enim pressura magna supra terram et ira populo huic
୨୩ସେ ଦିନ୍‌ମନ୍‌କେ ଗାଗ୍‌ଡେ ରଇବା ମାଇଜିମନ୍‌ ଆରି ଦୁଦ୍‌ କୁଆଇତେରଇବା ମାଆମନର୍‌ କେତେକ୍‌ ଦୁକର୍‌ ଦିନ୍‌ ଅଇସି । ଏ ଦେସର୍‌ ଲକ୍‌ମନ୍‍କେ ଅପର୍‌ବଲ୍‌ ଦୁକ୍‌ ଆଇସି ଆରି ସେମନ୍‌ ଡଣ୍ଡ୍‌ ପାଇବାଇ ।
24 et cadent in ore gladii et captivi ducentur in omnes gentes et Hierusalem calcabitur a gentibus donec impleantur tempora nationum
୨୪କେତେ ଲକ୍‌କେ କାଣ୍ଡାର୍‌ଦାର୍‌ ସଙ୍ଗ୍‌ ମରାଇବାଇ ଆରି କେତେ ଲକ୍‌ମନ୍‌କେ ବନ୍ଦିକରି ବିନ୍‌ବିନ୍‌ ଦେସେ ଦାରିଜିବାଇ । ଜିଉଦି ନଇଲା ଲକ୍‌ମନର୍‌ ବେଲା ନ ସାର୍‌ବାଜାକ ଜିରୁସାଲାମ୍‌ ବିନାସ୍‌ କର୍‌ବାକେ ଚାଡିଦେବାଇ ।”
25 et erunt signa in sole et luna et stellis et in terris pressura gentium prae confusione sonitus maris et fluctuum
୨୫“ବାଦ୍‌ଲେ, ବେଲ୍‌ଟାନେ, ଜନ୍‌ଟାନେ ତାରାମନର୍‌ଟାନେ କେବେ ନ ଡିସ୍‌ବା ଚିନ୍‌ମନ୍‌ ଡିସ୍‌ସି । ଦୁନିଆର୍‌ ସବୁ ଦେସର୍‌ ଲକ୍‌, ବେସି ଦୁକ୍‌ କସ୍‌ଟ ପାଇବାଇ । ଜେଡେବେଲା ସମ୍‌ଦୁରର୍‌ ବଡ୍‌ ଲଅଡି ଗରଜ୍‌ଲେ ଲକ୍‌ମନ୍‌ କାଇଟା କର୍‌ବାର୍‌ ଆଚେ କାଇଟା ନାଇ ବଲି ବାୟାବିକଲ୍‌ ଅଇଜିବାଇ ।
26 arescentibus hominibus prae timore et expectatione quae supervenient universo orbi nam virtutes caelorum movebuntur
୨୬ଆରି ଲକ୍‌ମନ୍‌ ଦୁନିଆଇ ଆଇବା ସବୁ ଗଟ୍‍ନା ଦେକିକରି ‘କାଇକେ ଏନ୍ତି ଅଇଲାନି?’ ବଲି ଡରିକରି କେତେ ଲକ୍‌ ମୁର୍‌ଚା ଅଇଜିବାଇ । କାଇକେ ବଇଲେ ଆକାସେ ରଇଲା ସବୁ ବିସଇ ପର୍‌ମେସର ଚୁଲ୍‌ବୁଲାଇ ଦେଇସି ।
27 et tunc videbunt Filium hominis venientem in nube cum potestate magna et maiestate
୨୭ସେବେଲାଇ ଲକ୍‌ମନ୍‌ ପର୍‌ମେସର୍‌ ତେଇଅନି ଆସିରଇବା ନର୍‌ପିଲା ମୁଇ, ବେସି ବପୁସଙ୍ଗ୍‌ ଆରି ଡାକ୍‌ପୁଟାଅଇକରି ବାଦ୍‌ଲେ ଆଇବାଟା ଦେକ୍‌ବାଇ ।
28 his autem fieri incipientibus respicite et levate capita vestra quoniam adpropinquat redemptio vestra
୨୮ମାତର୍‌ ଏ ସବୁ ଗଟ୍‍ନା ଆରାମ୍‌ ଅଇଲେ ତମେ ଡାଟ୍‌ସଙ୍ଗ୍‍ ଟିଆଅଇ ଉପ୍‌ରେ ଦେକା । କାଇକେ ବଇଲେ ତମର୍‌ ରକିଆ ପାଇବା ଦିନ୍‌ ଲଗେ ଆଚେ ।”
29 et dixit illis similitudinem videte ficulneam et omnes arbores
୨୯ଆରି ଜିସୁ ସେମନ୍‌କେ ଗଟେକ୍‌ ଉଦାଅରନ୍‌ କଇଲା, “ଡୁମ୍‌ରି ଗଚ୍‌ ଆରି ବିନ୍‌ ସବୁ ଗଚର୍‌ କାତା ଚିନ୍ତା କରା ।
30 cum producunt iam ex se fructum scitis quoniam prope est aestas
୩୦ଜେଡେବେଲେ ତାର୍‌ କେନ୍ଦିଅନି ପତର୍‌ ପାଲୁଆନି କର୍‌ସି, ଆରି କାଁଚାପତ୍‌ରିଆ ଡିସ୍‌ଲେ କାରାଦିନ୍‌ କେଟ୍‌ଲା ବଲି ତମେ ଜାନ୍‌ସା ।
31 ita et vos cum videritis haec fieri scitote quoniam prope est regnum Dei
୩୧ସେନ୍ତାରିସେ ଏ ସବୁ ବିସଇ ଅଇବାଟା ଦେକ୍‌ଲେ ପର୍‌ମେସରର୍‌ ରାଇଜ୍‌ କେଟି ଆଇଲା ବଲି ଜାନ୍‌ସା ।”
32 amen dico vobis quia non praeteribit generatio haec donec omnia fiant
୩୨“ମୁଇ ତମ୍‌କେ ସତ୍‌କାତା କଇଲିନି । ମନେ ରକା, ଏବେ ଜିବନ୍‌ ରଇବା ସବୁ ଲକ୍‌ମନର୍‌ ମରନ୍‌ ଅଇବା ଆଗ୍‌ତୁ ଏ ସବୁ ଗଟ୍‌ସି ।
33 caelum et terra transibunt verba autem mea non transient
୩୩ସରଗ୍‌ ଆରି ମଚ୍‌ପୁର୍‌ ନସି ଜାଇସି, ମାତର୍‌ ମର୍‌ ବାକିଅ କେବେ ନ ନସେ ।”
34 adtendite autem vobis ne forte graventur corda vestra in crapula et ebrietate et curis huius vitae et superveniat in vos repentina dies illa
୩୪“ମାତର୍‌ ତମେ ନିଜର୍‌ ନିଜର୍‌ ବିସଇ ନେଇକରି ଜାଗ୍‌ରତ୍‌ ରୁଆ । ତମର୍‌ ମନ୍‌ ସବୁବେଲାଇ ବଜିବାତ୍‌ କରି ମଦ୍‌ ପେଣ୍ଡମ୍‌ କାଇବା ବିସଇ ଆରି କେନ୍ତାର୍‌ ଜିଇବାର୍‌ ଅଇସି କେନ୍ତାର୍‌ ନାଇ ବଲି ଚିନ୍ତାକରି ରଇଲାବେଲେ, ସେ ଦିନ୍‌ ଅଟାତ୍‌ ପାନ୍ଦ୍‌ ପାରା ଆସି ଲାଗିଜାଇସି ।
35 tamquam laqueus enim superveniet in omnes qui sedent super faciem omnis terrae
୩୫ସେନ୍ତାରିସେ ଏ ଦୁନିଆର୍‌ ସବୁ ଲକ୍‌କେ ସେଟା ଗଟ୍‌ସି ।
36 vigilate itaque omni tempore orantes ut digni habeamini fugere ista omnia quae futura sunt et stare ante Filium hominis
୩୬ସେ ଦିନ୍‌ମନ୍‌କେ ଗଟ୍‌ବା ସବୁ ବିସଇ ଦେଇ, କାଇ ବିପଦ୍‌ ନ ଅଇ ଜିବାକେ ଆରି ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମର୍‌ ମୁଆଟେ ଟିଆ ଅଇବାକେ, ପାର୍‌ତନା କରି ଜାଗରତ୍‌ ଅଇରୁଆ ।”
37 erat autem diebus docens in templo noctibus vero exiens morabatur in monte qui vocatur Oliveti
୩୭ଜିସୁ ସେ ଦିନ୍‌ମନ୍‌କେ ମନ୍ଦିରେ ଜାଇ ନିମାନ୍‌ କାତା ସିକାଇ ଦେଇତେ ରଇଲା । ଆରି ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ସବୁ ରାତି ବାରିଜାଇ ଜିତ୍‌ ନାଉଁର୍‌ ଡଙ୍ଗ୍‌ରେ ବିତାଇତେ ରଇଲା ।
38 et omnis populus manicabat ad eum in templo audire eum
୩୮ବେସି ଲକ୍‌ ଜିସୁର୍‌ କାତା ସୁନ୍‌ବାକେ ସବୁ ଦିନ୍‌ ସାକାଲେ ମନ୍ଦିରେ ଜାଇତେରଇଲାଇ ।

< Lucam 21 >