< Lucam 12 >
1 multis autem turbis circumstantibus ita ut se invicem conculcarent coepit dicere ad discipulos suos adtendite a fermento Pharisaeorum quae est hypocrisis
୧ଏତ୍କି ବିତ୍ରେ ଅଜାର୍ ଅଜାର୍ ଲକ୍ ଟୁଲ୍ଅଇକରି, ତାକର୍ ତାକର୍ ବିତ୍ରେ ମାଣ୍ଡାଚୁଣ୍ଡା ଅଇଜାଇତେ ରଇଲାଇ, ସେଡ୍କିବେଲେ ଜିସୁ ପର୍ତୁମ୍ ନିଜର୍ ସିସ୍ମନ୍କେ କଇବାର୍ ଦାର୍ଲା, “ପାରୁସିମନର୍ କମିର୍ ପାରା କପଟ୍ ତେଇଅନି ଜାଗ୍ରତ୍ ଅଇରୁଆ ।
2 nihil autem opertum est quod non reveletur neque absconditum quod non sciatur
୨ଡାବିଅଇରଇବା ସବୁ ବିସଇ ଜାନାପଡ୍ସି, ଆରି ଲୁଚିରଇବା ବିସଇ ସବୁ ଦେକାଅଇସି ।
3 quoniam quae in tenebris dixistis in lumine dicentur et quod in aurem locuti estis in cubiculis praedicabitur in tectis
୩ତେବର୍ପାଇ, ତମେମନ୍ ଜନ୍ ଜନ୍ଟା ଆନ୍ଦାରେ କଇଆଚାସ୍, ସେ ସବୁଜାକ ଉଜ୍ଲେ ସୁନ୍ବାଇ, ଆରି ଜନ୍ ଜନ୍ଟା ବିତର୍ଗରେ, କେ ନ ସୁନ୍ତେ କଇଆଚାସ୍, ସେଟା ଗରର୍ ଚାନିଉପ୍ରେ ଅନି ସୁନାଇଅଇସି ।”
4 dico autem vobis amicis meis ne terreamini ab his qui occidunt corpus et post haec non habent amplius quod faciant
୪“ମାତର୍ ତମେ ମର୍ ମଇତର୍, ତମ୍କେ ମୁଇ କଇଲିନି, ଜନ୍ ଲକ୍ମନ୍ ଗାଗଡ୍କେ ମରାଇବାଇ, ମାତର୍ ତାର୍ପଚେ ତମର୍ ଆତ୍ମାକେ କାଇଟା କରିନାପାରତ୍, ସେମନ୍କେ ଡରାନାଇ ।
5 ostendam autem vobis quem timeatis timete eum qui postquam occiderit habet potestatem mittere in gehennam ita dico vobis hunc timete (Geenna )
୫ମାତର୍ କାକେ ଡର୍ସା, ସେଟା ମୁଇ ତମ୍କେ ଜାନାଇବି, ମରାଇଲାପଚେ ନର୍କେ ପିଙ୍ଗ୍ବାକେ ଜାର୍ ଅଦିକାର୍ ଆଚେ, ତାକେ ଡରା, ଉଁ ମୁଇ ତମ୍କେ ସତ୍ କଇଲିନି, ପର୍ମେସର୍କେ ଡରା । (Geenna )
6 nonne quinque passeres veneunt dipundio et unus ex illis non est in oblivione coram Deo
୬“ପାଁଚ୍ଟା ଚେଟିଆ ଚଡଇ କାଇ ଅଲପ୍ ଡାବୁକେ ବିକା ନଅଏ କି? ଏଲେ ମିସା ସେମନର୍ ବିତ୍ରେଅନି ଗଟେକ୍କେ ମିସା ପର୍ମେସର୍ ନ ପାସ୍ରେ ।
7 sed et capilli capitis vestri omnes numerati sunt nolite ergo timere multis passeribus pluris estis
୭ମାତର୍ ତମର୍ ମୁଣ୍ଡର୍ ସବୁ ଚେଣ୍ଡି ମିସା ଏଜା ଅଇଲାଆଚେ । ଡରାନାଇ, ତମେମନ୍ କେତେକ୍ କେତେକ୍ ଚେଟିଆ ଚଡଇର୍ ଟାନେଅନି ମୁକିଅ ।”
8 dico autem vobis omnis quicumque confessus fuerit in me coram hominibus et Filius hominis confitebitur in illo coram angelis Dei
୮“ଆରି ମୁଇ ତମ୍କେ କଇଲିନି, ଜେ ଜଦି ମକେ ଲକ୍ମନର୍ ମୁଆଟେ ନାମ୍ସି ଆରି ବିସ୍ବାସ୍ କର୍ସି, ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ମିସା ପର୍ମେସରର୍ ଦୁତ୍ମନର୍ ମୁଆଟେ ତାକେ ନାମ୍ବି ।
9 qui autem negaverit me coram hominibus denegabitur coram angelis Dei
୯ମାତର୍ ଜେ ଲକ୍ମନର୍ ମୁଆଟେ ମକେ ନ ନାମି, ବିସ୍ବାସ୍ ନ କରେ, ତାକେ ପର୍ମେସରର୍ ଦୁତ୍ମନର୍ ମୁଆଟେ ମୁଇ ଇନ୍ କର୍ବି ।”
10 et omnis qui dicit verbum in Filium hominis remittetur illi ei autem qui in Spiritum Sanctum blasphemaverit non remittetur
୧୦“ଆରି ଜେ ପର୍ମେସର୍ ପାଟାଇରଇବା ନର୍ପିଲାର୍ ବିରୁଦେ କଇଲେ, ତାକେ କେମା ଦିଆଅଇସି, ମାତର୍ ଜେ ସୁକଲ୍ ଆତ୍ମାର୍ ବିରୁଦେ କଇସି, ତାକେ କେମା ନ ଦିଆଅଏ ।
11 cum autem inducent vos in synagogas et ad magistratus et potestates nolite solliciti esse qualiter aut quid respondeatis aut quid dicatis
୧୧“ଆରି ଜେଡେବେଲେ ସେମନ୍ ତମ୍କେ ଜିଉଦି ଲକ୍ମନର୍ ପାର୍ତନା ଗରେ, ସାସନ୍ କର୍ବା ଲକ୍ମନର୍ଟାନେ କି ବିନ୍ ବିନ୍ ଅଦିକାରି ମନର୍ଟାନେ ବାନ୍ଦିନେଲେ, ସେଡ୍କିବେଲେ କାଇଟାବଲି କଇସା, ସେ ବିସଇ ନେଇକରି ଚିନ୍ତା କରାନାଇ ।
12 Spiritus enim Sanctus docebit vos in ipsa hora quae oporteat dicere
୧୨କାଇକେବଇଲେ କାଇଟା କଇବାକେ ଅଇସି, ସେବେଲାଇ ସୁକଲ୍ଆତ୍ମା ତମ୍କେ ସିକାଇସି ।”
13 ait autem quidam ei de turba magister dic fratri meo ut dividat mecum hereditatem
୧୩ଲକ୍ମନର୍ ଗଅଲି ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କଇଲା, “ଏ ଗୁରୁ, ମର୍ ବାବାର୍ ସଁପତି ବାଗ୍ବାଟା କର୍ବାକେ ମର୍ ବାଇକେ କୁଆ ।”
14 at ille dixit ei homo quis me constituit iudicem aut divisorem super vos
୧୪ଏଟା ସୁନି ଜିସୁ ତାକେ କଇଲା, “ଏ ମଇତର୍, ତମର୍ ବିତ୍ରେ ନିଆଇ କର୍ବାକେ ଆରି ଦନ୍ସଁପତି ବାଗ୍ବାଟା କରିଦେବାକେ ମକେ କେ ଅଦିକାର୍ ଦେଲାଆଚେ?”
15 dixitque ad illos videte et cavete ab omni avaritia quia non in abundantia cuiusquam vita eius est ex his quae possidet
୧୫ଆରି ଜିସୁ ସେମନ୍କେ କଇଲା, “ଜାଗର୍ତା, ସବୁରକାମର୍ ଲବ୍ କର୍ବାଟାନେଅନି ନିଜେ ନିଜେ ଦୁରେ ରୁଆ । କାଇକେବଇଲେ ଗଟେକ୍ ଲକର୍ ଜିବନ୍ଟାନେଅନି ଦନ୍ସଁପତି ବଡ୍ ବିସଇ ନଏ ।”
16 dixit autem similitudinem ad illos dicens hominis cuiusdam divitis uberes fructus ager adtulit
୧୬ଆରି ସେ ଲକ୍ମନ୍କେ ଗଟେକ୍ ଉଦାଅରନ୍ ଦେଇ କଇଲା, ଗଟେକ୍ ସାଉକାର୍କେ ତାର୍ ଜମିଟାନେଅନି ବେସି ତାସ୍ ପାଚ୍ଲା ।
17 et cogitabat intra se dicens quid faciam quod non habeo quo congregem fructus meos
୧୭ସେ ଲକ୍ ମନେ ମନେ ବାବ୍ନାକରି କଇଲା, “କାଇଟା କର୍ବି? ମର୍ କାଦି ଆନି ସଙ୍ଗଇବାକେ ଜାଗାନାଇ ।”
18 et dixit hoc faciam destruam horrea mea et maiora faciam et illuc congregabo omnia quae nata sunt mihi et bona mea
୧୮ଆରି ସେ କଇଲା, “ଏନ୍ତାରି କର୍ବି, ମର୍ କାଦି ସଙ୍ଗଇବା ଗରର୍ କତି ବାଙ୍ଗାଇକରି ବଡ୍ ବଡ୍ କରି ତିଆର୍କର୍ବି ଆରି ତେଇ ମର୍ ସବୁ କାଦିକଣ୍ଡା ଜାଗ୍ରତ୍ କରି ସଙ୍ଗଇବି ।
19 et dicam animae meae anima habes multa bona posita in annos plurimos requiesce comede bibe epulare
୧୯ଆରି ମର୍ ଜିବନ୍କେ କଇବି, ର ଜିବନ୍, ତର୍ପାଇବଲି ବେସି ବରସର୍ କାଦିକଣ୍ଡା ସଙ୍ଗଇ ଅଇଲାଆଚେ, ପୁଣ୍ଡ୍, କାଆ ଆରି ଆରାମ୍ସଙ୍ଗ୍ ର ।”
20 dixit autem illi Deus stulte hac nocte animam tuam repetunt a te quae autem parasti cuius erunt
୨୦ମାତର୍ ପର୍ମେସର୍ ତାକେ କଇଲା, “ଏରେ ବକୁଆ ଜଦି ଆଜି ରାତି ପର୍ମେସର୍ ତର୍ ଜିବନ୍ ମାଙ୍ଗ୍ସି ବଇଲେ, ତୁଇ ତର୍ପାଇ ଜେତ୍କି ସଙ୍ଗଇଆଚୁସ୍, ସେ ସବୁ କାର୍ଟା ଅଇସି?
21 sic est qui sibi thesaurizat et non est in Deum dives
୨୧ଜେ ନିଜର୍ପାଇ ଦନ୍ ଜତନ୍ କରି ସଙ୍ଗଇସି, ସେ ପର୍ମେସରର୍ ମୁଆଟେ ସାଉକାର୍ ନଏଁ, ତାର୍ପାଇ ଏନ୍ତାରି ଗଟ୍ସି ।”
22 dixitque ad discipulos suos ideo dico vobis nolite solliciti esse animae quid manducetis neque corpori quid vestiamini
୨୨ଜିସୁ ନିଜର୍ ସିସ୍ମନ୍କେ କଇଲା, “ଏଟାର୍ପାଇ ମୁଇ ତମ୍କେ କଇଲିନି, କାଇଟା କାଇକରି ଜିବନ୍ ବଁଚାଉ ଆରି ଗାଗଡର୍ପାଇ କାଇଟା ପିନ୍ଦ୍ବୁ ବଲି ଚିନ୍ତା କରାନାଇ ।
23 anima plus est quam esca et corpus quam vestimentum
୨୩କାଇକେବଇଲେ କାଦିଟାନେଅନି ଜିବନ୍ ଆରି ବସ୍ତର୍ଟାନେଅନି ଗାଗଡ୍ ଆକା ମୁକିଅ ।
24 considerate corvos quia non seminant neque metunt quibus non est cellarium neque horreum et Deus pascit illos quanto magis vos pluris estis illis
୨୪ଚଡଇମନର୍ ବିସଇନେଇକରି ବାବିଦେକା, ସେମନ୍ ନ ବୁନତ୍ କି ନ କାଟତ୍, ଆରି ସେମନର୍ ବାଣ୍ଡାର୍ଗର୍ କି କାଦି ସଙ୍ଗଇବା ଆମାର୍ ଗର୍ ନାଇ । ଅଇଲେ ମିସା ମାପ୍ରୁ ସେମନ୍କେ କାଦି ଜାଗାଇଦେଇସି । ତମେ ଚଡଇମନର୍ ଟାନେଅନି କେତେକ୍ ଅଦିକାରର୍ ଲକ୍ ।
25 quis autem vestrum cogitando potest adicere ad staturam suam cubitum unum
୨୫ତମର୍ ବିତ୍ରେ ଏନ୍ତାରିଲକ୍ ନ ରଅତ୍, ଜେ କି ଚିନ୍ତାକରି ତାର୍ କଣ୍ଡେକ୍ ମିସା ଆଇସ୍ ବଡାଇ ପାର୍ସି ।
26 si ergo neque quod minimum est potestis quid de ceteris solliciti estis
୨୬ତେବର୍ପାଇ ତମେମନ୍ ଗଟେକ୍ ସାନ୍ ବିସଇ ମିସା କରିନାପାର୍ଲାସ୍ନି ବଇଲେ ବଡ୍ ବଡ୍ ବିସଇ କାଇକେ ଚିନ୍ତା କଲାସ୍ନି?
27 considerate lilia quomodo crescunt non laborant non nent dico autem vobis nec Salomon in omni gloria sua vestiebatur sicut unum ex istis
୨୭ପୁଲ୍ମନର୍ ବିସଇ ବାବିଦେକା, ସେମନ୍ କେନ୍ତି ପୁଟ୍ଲାଇନି, ସୁତା ନ କାଟତ୍ କି ଲୁଗା ନ ବୁନତ୍ । ଏଲେମିସା ମୁଇ ତମ୍କେ କଇଲିନି, ସବୁର୍ଟାନେଅନି ମଆନ୍ ଆରି ଦନି ରାଜା ସଲ୍ମନ୍ ମିସା ସେ ପୁଲ୍ମନର୍ ବିତ୍ରେଅନି ଗଟେକ୍ ପୁଲର୍ ଏତ୍କି ସଜାଇ ନ ଅଇରଇଲା ।
28 si autem faenum quod hodie in agro est et cras in clibanum mittitur Deus sic vestit quanto magis vos pusillae fidei
୨୮ଆଜି ଜନ୍ ଗାଁସ୍ ପଦାଇ ଆଚେ, କାଲିକେ ସେଟା ରୁଣ୍ଡାଇ ଜଇ ଲାଗାଇବାଇ । ସେଟାକେ ପର୍ମେସର୍ ଏନ୍ତାରି ବେସ୍ ଦେଲାନି ବଇଲେ, ଏ ଅଲପ୍ ବିସ୍ବାସ୍ କର୍ବା ଲକ୍ମନ୍, ସେ ତମ୍କେ ପିନ୍ଦ୍ବାକେ କେତେକ୍ ଅଦିକ୍ ଦେଇସି!”
29 et vos nolite quaerere quid manducetis aut quid bibatis et nolite in sublime tolli
୨୯“ଆରି କାଇଟା କାଇବୁ? ବଲି ଚିନ୍ତାକରି ଲାଗିରୁଆନାଇ,
30 haec enim omnia gentes mundi quaerunt Pater autem vester scit quoniam his indigetis
୩୦କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ମନ୍ ଏ ସବୁ ବିସଇ କଜିବୁଲ୍ବାଇ । ମାତର୍ ଏ ସବୁ ବିସଇ ତମ୍କେ ଦର୍କାର୍, ସେଟା ତମର୍ ବାବା ଜାନିରଇସି ।
31 verumtamen quaerite regnum Dei et haec omnia adicientur vobis
୩୧ମୁଇ କଇଲିନି ତମେ ପର୍ମେସରର୍ ସରଗ୍ ରାଇଜ୍ କଜା, ଆରି ଏ ସବୁ ବିସଇ ସେ ତମ୍କେ ଦେଇସି ।”
32 nolite timere pusillus grex quia conplacuit Patri vestro dare vobis regnum
୩୨ଏ ଉନା ମେଣ୍ଡାରାସି, ଡରାନାଇ, କାଇକେବଇଲେ ତମର୍ ବାବା ତମ୍କେ ତାର୍ ରାଇଜ୍ ଦେବାକେ ମନ୍କଲାଆଚେ ।
33 vendite quae possidetis et date elemosynam facite vobis sacculos qui non veterescunt thesaurum non deficientem in caelis quo fur non adpropiat neque tinea corrumpit
୩୩ତମ୍କେ ଜନ୍ ଜନ୍ଟା ଆଚେ, ସେଟା ବିକିଦେଇ ଗରିବ୍ମନ୍କେ ଦାନ୍ କରା । ଜନ୍ଟା କି କେବେ ନ ସାରେ, ନିଜର୍ ନିଜର୍ପାଇ ଏନ୍ତାରି କାଣା ନ ଅଇବା ବେସ୍ନି ତିଆର୍କରା । ଜନ୍ଟାନେ ଚର୍ ନ ଆସେ କି କିଡାମନ୍ ମିସା ନ ନସାଅତ୍ । ସର୍ଗେ ଏନ୍ତାରି ନ ସାର୍ବା ଦନ୍ ସଙ୍ଗଇରୁଆ ।
34 ubi enim thesaurus vester est ibi et cor vestrum erit
୩୪କାଇକେବଇଲେ ଜନ୍ଟାନେ ତମର୍ ଦନ୍, ତେଇସେ ତମର୍ ମନ୍ ।
35 sint lumbi vestri praecincti et lucernae ardentes
୩୫“ତମର୍ ଆଟର୍ ତୁଆଲ୍ ବାନ୍ଦିଅଇ ସେବା କର୍ବାକେ ଜାଗିରୁଆ, ଆରି ବତି ଲାଗ୍ତେରଅ ।
36 et vos similes hominibus expectantibus dominum suum quando revertatur a nuptiis ut cum venerit et pulsaverit confestim aperiant ei
୩୬ମାପ୍ରୁ ବିବା ବଜିଟାନେଅନି ବାଉଡିଆସି କାପାଟେ ବାଜାଉ ବାଜାଉ ଜନ୍ଲକ୍ମନ୍ ଦାପ୍ରେ କାପାଟ୍ ଉଗାଡ୍ବାକେ ଜାଗିରଇବାଇ, ତମେ ସେମନର୍ପାରା ଅଇରୁଆ ।
37 beati servi illi quos cum venerit dominus invenerit vigilantes amen dico vobis quod praecinget se et faciet illos discumbere et transiens ministrabit illis
୩୭ମାପ୍ରୁ ଆସି ଜନ୍ ଦାଙ୍ଗ୍ଡାମନ୍କେ ଜାଗ୍ରତ୍ ରଇବାଟା ଦେକ୍ସି, ସେମନ୍ କେଡେ ନିକ କରମର୍ ଲକ୍ । ମୁଇ ତମ୍କେ ସତ୍ କଇଲିନି, ସେ ନିଜର୍ ଆଁଟାଇ ତୁଆଲ୍ ବାନ୍ଦିକରି, ସେମନ୍କେ କାଇବାକେ ବସାଇ, ତାକର୍ଲଗେ ଜାଇ ସେବାକର୍ସି ।
38 et si venerit in secunda vigilia et si in tertia vigilia venerit et ita invenerit beati sunt servi illi
୩୮ଆରି ସେ ଜଦି ମଜାରାତି କି କୁକ୍ଡାଡାକେ ମିସା ଆସି ସେମନ୍କେ, ସେନ୍ତାରି ରଇବାଟା ଦେକ୍ସି, ସେନ୍ତାର୍ଆଲେ ସେ ଦାଙ୍ଗ୍ଡାମନ୍ କେଡେ ନିକ କରମର୍ ଲକ୍ ।
39 hoc autem scitote quia si sciret pater familias qua hora fur veniret vigilaret utique et non sineret perfodiri domum suam
୩୯ମାତର୍ ଏଟା ଜାନିରୁଆ, କେଡେବେଲେ ଚର୍ ଆଇସି, ଏଟା ଗରର୍ ସାଉକାର୍ ଜେବେ ଜାନ୍ସି, ସେନ୍ତାର୍ଆଲେ ସେ ନିଜର୍ ଗରର୍ ପେଡି ବାଙ୍ଗାଇବାକେ ନ ଦେଏ ।
40 et vos estote parati quia qua hora non putatis Filius hominis venit
୪୦ତମେ ମିସା ଜାଗ୍ରତ୍ଅଇ ରୁଆ, କାଇକେବଇଲେ, କେବେ ତମେ ବାବି ନ ରୁଆସ୍, ସେ ବେଲେ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ଆଇବି ।”
41 ait autem ei Petrus Domine ad nos dicis hanc parabolam an et ad omnes
୪୧ସେଟାସୁନି ପିତର୍ କଇଲା, “ଏ ମାପ୍ରୁ ତମେ ଆମ୍କେସେ କି ସବୁଲକ୍କେ ଏନ୍ତାରି କାତା ଦେକାଇ କଇଲାସ୍ନି?”
42 dixit autem Dominus quis putas est fidelis dispensator et prudens quem constituet dominus super familiam suam ut det illis in tempore tritici mensuram
୪୨ଜିସୁ କଇଲା, “ବିସ୍ବାସେ ରଇବା ଲକ୍ ଆରି ବୁଦିମାନ୍ ଲକ୍ କେ ଆଚତ୍? ତାକେ ସେ ସାଉକାର୍ ଗର୍ ଚାଲାଇବା ଦାଇତ୍ ଦେଇସି । ସେ ସମାନ୍ ବେଲାଇ ବିନ୍ ଦାଙ୍ଗ୍ଡାମନ୍କେ କାଦି ଜାଗାଇ ଦେଇସି ।
43 beatus ille servus quem cum venerit dominus invenerit ita facientem
୪୩ସାଉକାର୍ ଆସି, ତାର୍ ନିଜର୍ ଦାଙ୍ଗ୍ଡା ଏନ୍ତାର୍ କର୍ବାଟା ଦେକ୍ସି ବଇଲେ ସେ କେଡେ ନିକ କରମର୍ ଲକ୍ ।
44 vere dico vobis quia supra omnia quae possidet constituet illum
୪୪ମୁଇ ତମ୍କେ ସତ୍ କଇଲିନି, ସେ ତାକେ ନିଜର୍ ସବୁର୍ ଉପ୍ରେ ଅଦିକାର୍ ଦେଇସି ।
45 quod si dixerit servus ille in corde suo moram facit dominus meus venire et coeperit percutere pueros et ancillas et edere et bibere et inebriari
୪୫ଜଦି ସେ ଦାଙ୍ଗ୍ଡା, ମର୍ ସାଉକାର୍ ଆଇବାଟା ଅଲ୍ସମ୍ ଅଇସି ବଲି ମନେକରି, ମାତୁଆଲ୍ ଅଇ ବିନ୍ ଦାଙ୍ଗ୍ଡାମନ୍କେ ଲାଗ୍ମାର୍ କର୍ବାର୍ ଆରାମ୍ କର୍ସି,
46 veniet dominus servi illius in die qua non sperat et hora qua nescit et dividet eum partemque eius cum infidelibus ponet
୪୬ସେନ୍ତାର୍ଆଲେ ଜନ୍ ଦିନେ ସେ ଜାଗି ନ ରଏ, ଆରି ସେ କେଡେବେଲେ ଆଇବାଟା ଜାନି ନ ରଏ, ସେ ସାଉକାର୍ ଆସି ତାକେ ବେସି ବଡ୍ ଡଣ୍ଡ୍ ଦେଇସି । ଆରି ବିସ୍ବାସ୍ ନ କର୍ବା ଲକର୍ ସଙ୍ଗ୍ ମିସାଇ ଦେଇସି ।”
47 ille autem servus qui cognovit voluntatem domini sui et non praeparavit et non fecit secundum voluntatem eius vapulabit multas
୪୭“ଆରି ଜନ୍ ଦାଙ୍ଗ୍ଡା ନିଜର୍ ସାଉକାରର୍ ମନ୍ ଜାନିକରି ଜାଗରତ୍ ନ ଅଇରଏ, କି ସାଉକାରର୍ ମନ୍କଲା ଇସାବେ ପାଇଟି ନ କରେ, ତାକେ କର୍ଡା ସଙ୍ଗ୍ ଅପର୍ବଲ୍ ମାଡ୍ ଅଇସି ।
48 qui autem non cognovit et fecit digna plagis vapulabit paucis omni autem cui multum datum est multum quaeretur ab eo et cui commendaverunt multum plus petent ab eo
୪୮ମାତର୍ ଜେ ତାର୍ ମନ୍କଲାଟା ନାଜାନିକରି, ଡଣ୍ଡ୍ମିଲ୍ବା କାମ୍ କର୍ବାର୍ ଦାର୍ସି, ତାକେ ଅଲପ୍ ମାଡ୍ ଅଇସି । ଜନ୍ ଲକ୍କେ ଅଦିକ୍ ଦିଆଅଇରଇସି, ତାକେ ଅଦିକ୍ ଦାବି କରାଅଇସି । ଆରି ଲକ୍ମନ୍ ତାକେ ଜାର୍ଲଗେ ଅଦିକ୍ ସର୍ପି ଦେଲାଇଆଚତ୍, ଅଦିକ୍ ଅଦିକ୍ ଦାବି କର୍ବାଇ ।”
49 ignem veni mittere in terram et quid volo si accendatur
୪୯ଜିସୁ କଇଲା, “ମୁଇ ଏ ଦୁନିଆଇ ଜଇ ଲାଗାଇବାର୍ ଆଇଲିଆଚି । ସେଟା ଜଦି ଲାଗ୍ବାକେ ଆରାମ୍ ଅଇଲାନି, ସେନ୍ତାର୍ଆଲେ ମୁଇ ମନ୍କଲାଟା ପୁରାପୁରୁନ୍ ଅଇଗାଲାବେ ।
50 baptisma autem habeo baptizari et quomodo coartor usque dum perficiatur
୫୦ମାତର୍ ମକେ ଆରି ଗଟେକ୍ ଡୁବନେ ଡୁବନ୍ ନେବାକେ ପଡ୍ସି, ଆରି ସେଟା ନ ସାର୍ବାଜାକ, ମର୍ ମନ୍ବିତ୍ରେ କେନ୍ତି କସ୍ଟ ଲାଗ୍ଲାନି ।
51 putatis quia pacem veni dare in terram non dico vobis sed separationem
୫୧ଜଗତେ ସାନ୍ତି ଦେବାକେ ଆସିଆଚେ ବଲି ତମେ କାଇ ମକେ ବାବ୍ଲାସ୍ନି କି? ନାଇ ମୁଇ ସାନ୍ତି ଆନ୍ବାକେ ନାଇ, ମାତର୍ ବିଚାର୍ନା କର୍ବାକେ ଆସିଆଚି ।
52 erunt enim ex hoc quinque in domo una divisi tres in duo et duo in tres
୫୨ଏବେଅନି ଗଟେକ୍ ଗରେ ପାଁଚ୍ ଲକ୍ ରଇଲେ, ଦୁଇଲକର୍ ବିରୁଦେ ତିନ୍ଲକ୍ ଆରି ତିନ୍ଲକର୍ ବିତ୍ରେ ଦୁଇ ଲକ୍ ବାଗ୍ ଅଇବାଇ ।
53 dividentur pater in filium et filius in patrem suum mater in filiam et filia in matrem socrus in nurum suam et nurus in socrum suam
୫୩ପଅର୍ ବିରୁଦେ ବାବା, ବାବାର୍ ବିରୁଦେ ପଅ, ଜିଇର୍ ବିରୁଦେ ମା, ମାଆର୍ ବିରୁଦେ ଜିଇ, ବୁଆରିର୍ ବିରୁଦେ ସାତ୍ରି, ସାତ୍ରିର୍ ବିରୁଦେ ବୁଆରି ବିନେ ଅଇବାଇ ।”
54 dicebat autem et ad turbas cum videritis nubem orientem ab occasu statim dicitis nimbus venit et ita fit
୫୪ଆରି ଜିସୁ ଲକ୍ମନ୍କେ କଇଲା, “ବୁଡ୍ତି ଦିଗେ ବାଦଲ୍ ଚଗ୍ବାଟା ଦେକ୍ଲେ, ପାନି ଆଇସିବେ ବଲି କଇସା । ଆରି ସେନ୍ତାରି ସେ ଅଇସି ।
55 et cum austrum flantem dicitis quia aestus erit et fit
୫୫ଆରି ଦକିଣ୍ଦିଗ୍ ବାଟେଅନି ପବନ୍ ମାର୍ବାଟା ଜାନ୍ଲେ କାରା ଅଇସି ବଲି କଇସା । ଆରି ସେଟା ସେନ୍ତାରି ଅଇସି ।
56 hypocritae faciem terrae et caeli nostis probare hoc autem tempus quomodo non probatis
୫୬ଏ କୁଟିଆଲ୍ମନ୍, ତମେ ଜଗତର୍ ଆରି ସରଗର୍ କାତା ଜାନି ପାଗ୍ କେନ୍ତି ଅଇସି ବଲି ଆଗ୍ତୁ କଇଲାସ୍ନି, ମାତର୍ ଏବେ କାଇଟା ଗଟ୍ସି, ସେଟା କାଇକେ ନାଜାନ୍ଲାସ୍ନି?”
57 quid autem et a vobis ipsis non iudicatis quod iustum est
୫୭“ଆରି ନିଜେ ନିଜେ କାଇକେ ଟିକ୍ ବିଚାର୍ କରାସ୍ ନାଇ?
58 cum autem vadis cum adversario tuo ad principem in via da operam liberari ab illo ne forte trahat te apud iudicem et iudex tradat te exactori et exactor mittat te in carcerem
୫୮ଜଦି ତମର୍ ବିରଦିସଙ୍ଗ୍ ବିଚାର୍କାରିଆର୍ଲଗେ ଗାଲାସ୍ନି, ମଜାବାଟେ ତାର୍ସଙ୍ଗ୍ ବୁଜାମାନା ଅଇବାକେ ଚେସ୍ଟା କରା । ନଇଲେ କେଡେବେଲେ ସେ ତମ୍କେ ବିଚାର୍କାରିଆର୍ ଟାନେ ଜିକିନେଇସି, ବିଚାର୍କାରିଆ ସନିଅମନର୍ ଆତେ ସର୍ପିଦେଇସି, ସନିଅମନ୍ ତମ୍କେ ବନ୍ଦି ଗରେ ନେଇ ପୁରାଇଦେବାଇ ।”
59 dico tibi non exies inde donec etiam novissimum minutum reddas
୫୯ମୁଇ ତମ୍କେ କଇଲିନି, “କେନ୍ତିକଲେ ମିସା ସବୁ ଡାବୁ ନ ସୁଜ୍ବାଜାକ ସେ ଜାଗାଇଅନି ବାରଇ ଆସିନାପାରାସ୍ ।”