< Hebræos 10 >

1 umbram enim habens lex bonorum futurorum non ipsam imaginem rerum per singulos annos hisdem ipsis hostiis quas offerunt indesinenter numquam potest accedentes perfectos facere
ମସାର୍‌ ନିୟମ୍‌ ଅବ୍‌କା ଗଟେକ୍‌ ବାନା ପାରା ରଇଲା । ଜନ୍‌ ନିକ ଆସିର୍‌ବାଦ୍‌ କିରିସ୍‌ଟ ଆମ୍‌କେ ଦେଇସି, ସେ ଆସିର୍‌ବାଦର୍‌ ଗୁନ୍‌ଚଲନ୍‌ ତେଇ ଡିସ୍‌ତେରଇଲା । ମାତର୍‌ ସେଟା ଆସିର୍‌ବାଦର୍‌ ସମାନ୍‌ ନଏଁ । ତେବର୍‌ପାଇ ନିୟମ୍‌ ମାଙ୍ଗ୍‌ଲା ଇସାବେ, ସେମନ୍‌ ସବୁ ବର୍‌ସେ ବଲି ସର୍‌ପାଇ ଅଇତେରଇଲାଇ । ମାତର୍‌ ସେ ସବୁ ବଲି ସରପ୍‌ବାଟା ପର୍‌ମେସର୍‌ଟାନେ ଆଇବା ଲକ୍‌ମନ୍‌କେ ସିଦ୍‌ କରିନାପାର୍‌ଲା ।
2 alioquin non cessassent offerri ideo quod nullam haberent ultra conscientiam peccati cultores semel mundati
ସେନ୍ତାରି ଜନ୍‌ ଲକ୍‌ମନ୍‌ ପର୍‌ମେସର୍‌କେ ଉପାସନା କର୍‌ତେରଇଲାଇ, ଜଦି ସେମନ୍‌ ତାକର୍‌ ପାପେ ଅନି ସୁକଲ୍‌ ଅଇତାଇ, ତେବେ ସେମନ୍‌କେ ତାକର୍‌ ପାପ୍‌ ଦସି ନ କରାଇତା । ଆରି ସବୁ ବଲିଦେବାଟା ସାରିଜାଇତା ।
3 sed in ipsis commemoratio peccatorum per singulos annos fit
ମାତର୍‌ ସବୁ ବରସେ ସେ ସମାନ୍‌ ବେଲାଇ ବଲି ସର୍‌ପିଦେବାଟା କର୍‌ବାକେ ପଡ୍‌ଲା । ସେମନର୍‌ ପାପ୍‌ ରଇଗାଲା ଆଚେ ବଲି ସେମନ୍‌ ତେଇଅନି ଜାନ୍‌ଲାଇ ।
4 inpossibile enim est sanguine taurorum et hircorum auferri peccata
କାଇକେବଇଲେ ବଲଦ୍‌ମନର୍‌ ଆରି ଚେଲିମନର୍‌ ବନି କେବେ ମିସା ଆମର୍‌ ପାପ୍‌ ଦାରି ନ ନେଏ ।
5 ideo ingrediens mundum dicit hostiam et oblationem noluisti corpus autem aptasti mihi
ଆମେ ଜାନିଆଚୁ ଜେ, କିରିସ୍‌ଟ ଏ ଜଗତେ ରଇଲାବେଲେ ସେ ତାର୍‌ ବାବା ପର୍‌ମେସର୍‌କେ କଇ ରଇଲା, ବଲି ଆରି ସର୍‌ପିଦେବାଟା ତୁଇ ମନ୍‍ କରୁସ୍‌ ନାଇ । ସେଟାର୍‌ପାଇ ତୁଇ ମର୍‌ପାଇ ଗଟେକ୍‌ ଗାଗଡ୍‌ ତିଆର୍‌ କଲୁସ୍‌ ।
6 holocaustomata et pro peccato non tibi placuit
ବେଦିଟାନେ ପଡାଇବା ପସୁମନ୍‌କେ ତୁଇ ମନ୍‌ କରୁସ୍‌ ନାଇ । କି ପାପ୍‌ ଦଇନେବା ବଲି ମିସା ନାଇ ।
7 tunc dixi ecce venio in capitulo libri scriptum est de me ut faciam Deus voluntatem tuam
ତାର୍‌ପଚେ ମୁଇ କଇଲି, ଏ ପରମେସର୍‌, ମର୍‌ ବିସଇ ନିୟମ୍‌ ବଇଟାନେ ଜେନ୍ତି ଲେକାଅଇଆଚେ, ସେ ଇସାବେ ତୁଇ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ରାଜିଆଚି ।
8 superius dicens quia hostias et oblationes et holocaustomata et pro peccato noluisti nec placita sunt tibi quae secundum legem offeruntur
ସେ ପର୍‌ତୁମ୍‌ କଇଲା, ତମେ ସର୍‌ପି ଦେବାଟା, କି ବେଦିଟାନେ ପଡାଇବାଟା, କି ପାପ୍‌ ଦାରିନେବା ପସୁମନର୍‌ ବନି ମନ୍‌ କରୁସ୍‌ ନାଇ । ଏ ସବୁ ବଲି ନିୟମ୍‌ ଇସାବେ ସର୍‌ପାଇ ଅଇରଇଲେ ମିସା, ସେ ଏନ୍ତାରି କଇଲା ।
9 tunc dixit ecce venio ut faciam Deus voluntatem tuam aufert primum ut sequens statuat
ତାର୍‌ ପଚେ ସେ ଆରିତରେକ୍‌ କଇଲା, ତୁଇ ଜାଇଟା ମନ୍‍ କଲୁସ୍‌ନି ସେଟା ସିଦ୍‌ କର୍‌ବାକେ ଏ ପର୍‌ମେସର୍‌, ମୁଇ ଇତି ଆଚି । ସେନ୍ତାରି ଆଗର୍‌ପାରା ବଲିଦେବାଟା ପର୍‌ମେସର୍‌ ମନାକରି, ତାର୍‌ ବାଦୁଲେ କିରିସ୍‌ଟର୍‌ ବଲି ଟିକ୍‌ କଲା ।
10 in qua voluntate sanctificati sumus per oblationem corporis Christi Iesu in semel
୧୦କିରିସ୍‌ଟ ପର୍‌ମେସରର୍‌ ମନ୍‍ କର୍‍ବାଟା ସାଦନ୍‌ କଲା । ସେ ତାର୍‌ ଗାଗଡ୍‌ ସର୍‌ପିଦେଇକରି ଏକାତର୍‌ ସବୁବେଲର୍‌ପାଇ ଆମର୍‌ ପାପ୍‌ ଦଇଦେଲା ।
11 et omnis quidem sacerdos praesto est cotidie ministrans et easdem saepe offerens hostias quae numquam possunt auferre peccata
୧୧ସବୁ ଜିଉଦି ପୁଜାରିମନ୍‌ ସେ ସମାନ୍‌ ବଲି ସର୍‌ପିଦେଇକରି ଦିନ୍‌କେଦିନ୍‌ ଟିଆ ଅଇତେରଇଲାଇ । ମାତର୍‌ ଏ ବଲି ଲକ୍‌ମନର୍‌ ପାପ୍‌ ନେଇ ନାପାର୍‌ଲା ।
12 hic autem unam pro peccatis offerens hostiam in sempiternum sedit in dextera Dei
୧୨ମାତର୍‌ କିରିସ୍‌ଟ ତରେକ୍‌ ସେ ନିଜ୍‌କେ ବଲିଅଇଲା, ସେଟା ଆମର୍‌ ପାପ୍‌କେ ଦାରିଗାଲା ଆରି ସେ ସର୍‌ପାଇ ଅଇଲାଟା ସବୁଦିନର୍‌ ପାଇ ନିକ । ସେ କରିରଇବା କାମ୍‌ ସାରାଇଲା ଇସାବେ ଗଟେକ୍‌ ଚିନ୍‌ ପାରା, ପର୍‌ମେସରର୍‌ ଉଜାବାଟେ ବସ୍‌ଲା ।
13 de cetero expectans donec ponantur inimici eius scabillum pedum eius
୧୩ସେ ଏବେ ମିସା ତେଇସେ ଜାଗିଆଚେ । ଜନ୍‌ ବେଲାଇ ପର୍‌ମେସର୍‌ ତାର୍‌ ସବୁ ସତ୍‌ରୁମନ୍‌କେ ତାର୍‌ ପାଦେ ଆନ୍‌ସି ।
14 una enim oblatione consummavit in sempiternum sanctificatos
୧୪ଗଟେକ୍‌ ବଲିର୍‌ଲାଗି ଆମେ ଜେତ୍‌କିଲକ୍‌ ପାପେଅନି ଦଇଅଇ ଆଚୁ, ସେ ଆମ୍‌କେ ସବୁଦିନର୍‌ ପାଇ ସିଦ୍‌ କରି ଆଚେ ।
15 contestatur autem nos et Spiritus Sanctus postquam enim dixit
୧୫ସୁକଲ୍‌ଆତ୍‌ମା ମିସା ଆମ୍‌କେ ତାର୍‌ ସାକି ଦେଇ କଇଲାନି,
16 hoc autem testamentum quod testabor ad illos post dies illos dicit Dominus dando leges meas in cordibus eorum et in mente eorum superscribam eas
୧୬“ମାପ୍‌ରୁ କଇଲାନି, ଆଇବା ଦିନ୍‌ମନ୍‌କେ, ମୁଇ ଏ ନୁଆଁ ରାଜିନାମା, ସେ ଲକ୍‌ମନର୍‌ପାଇ କର୍‌ବି । ମୁଇ ମର୍‌ ନିୟମ୍‌ ସେମନର୍‌ ମନେ ସଙ୍ଗଇବି ଆରି ଚିନ୍ତା କର୍‌ବାଟାନେ ଲେକ୍‌ବି ।”
17 et peccatorum et iniquitatium eorum iam non recordabor amplius
୧୭ସେ ଆରି ତରେକ୍‌ କଇଲା, ତାକର୍‌ ପାପ୍‌ ଆରି କାରାପ୍‌ ଗୁନ୍‌ ଚଲନ୍‌ ମୁଇ ପାସ୍‌ରି ଜିବି ।
18 ubi autem horum remissio iam non oblatio pro peccato
୧୮ସେନ୍ତାରି ଏ ସବୁ ବିସଇ କେମା ଅଇଲାର୍‌ ପାଇ, ତାକର୍‌ ପାପ୍‌ ଦାରି ନେବାକେ ବଲି ଆରି ଦେବାକେ ନ ପଡେ ।
19 habentes itaque fratres fiduciam in introitu sanctorum in sanguine Christi
୧୯ଏ ମର୍‌ ବାଇବଇନିମନ୍‌, ଜିସୁର୍‌ ମରନର୍‌ ଲାଗି ଆମେ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ବାକେ ଆମ୍‌କେ ଅଦିକାର୍‌ ଆଚେ ।
20 quam initiavit nobis viam novam et viventem per velamen id est carnem suam
୨୦କାଇକେବଇଲେ, ତାର୍‌ ଗାଗଡ୍‌ ସର୍‌ପି ଅଇଲାକେ ପାର୍‌ଦାବାଟେ ଆମ୍‌କେ ନୁଆ ଆରି ଜିବନ୍‌ ରଇବା ବାଟ୍‌ ଉଗାଡିଦେଲା ଆଚେ ।
21 et sacerdotem magnum super domum Dei
୨୧ଆରି ସେତ୍‌କିସେ ନଏଁ, ଆମ୍‌କେ ଏବେ ଗଟେକ୍‌ ବଡ୍‌ ପୁଜାରିଆଚେ । ଜେ କି ପରମେସର୍‌ ଗରର୍‌ ଅଦିକାରେ ର‍ଇବା ଲକ୍‌ ।
22 accedamus cum vero corde in plenitudine fidei aspersi corda a conscientia mala et abluti corpus aqua munda
୨୨ସେଟାର୍‌ପାଇ ତେବେ ଆସା, ଆମେ ସତଇସେ ମନ୍‌କରି ଆରି ଡାଟ୍‌ସଙ୍ଗ୍‍ ବିସ୍‌ବାସ୍‌ କରି ପର୍‌ମେସରର୍‌ ଲଗେ ଜୁ । ଆମର୍‌ ବିବେକ୍‍ ଆମ୍‌କେ ଦସ୍‌ ନ ଦେଲାପାରା କିରିସ୍‌ଟର୍‌ ବନିସଙ୍ଗ୍‌ ଚିଚିଅଇକରି ଦଇଅଇ ରଇବାର୍‌ ଆଚେ । ଆରି ଆମର୍‌ ଗାଗଡ୍‌ ସୁକଲ୍‌ ପାନିସଙ୍ଗ୍‍ ଦଇଅଇଲାପାରା ରଇବାର୍‌ ଆଚେ ।
23 teneamus spei nostrae confessionem indeclinabilem fidelis enim est qui repromisit
୨୩ଆମର୍‌ ଜନ୍‌ ଆସା ଉଁ, ବଲି ମାନିଆଇଲୁନି, ତାକେ ଡାଁଟ୍‌ କରୁ । ଆମେ ଅଇସି କି ନଏଁ ଆଲେ, ବଲି ନ ବାବୁ । କାଇକେବଇଲେ ପର୍‌ମେସର୍‌ ଜନ୍‌ ସପତ୍‌ କଲାଆଚେ, ସେଟା ସେ କର୍‌ସି ଆକା ।
24 et consideremus invicem in provocationem caritatis et bonorum operum
୨୪ଆସା, ଆମେ ବିନ୍‌ ଲକ୍‌ମନ୍‌କେ ମନ୍‌ଦେଇ ସେମନ୍‌କେ ସାଇଜ କରୁ । ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କରି ନିକ କାମ୍‌ କରୁ ।
25 non deserentes collectionem nostram sicut est consuetudinis quibusdam sed consolantes et tanto magis quanto videritis adpropinquantem diem
୨୫ଜେନ୍ତିକି ଆରି କେତେଲକ୍‌ କଲାଇନି, ଆମେ ମିସିବିଡି ରଇବା ବିସ୍‌ବାସି ବାଇବଇନି ମନର୍‌ ସଙ୍ଗ୍‍ ରୁଣ୍ଡ୍‌ବାକେ ଏଲା ନ କରୁ । ତାର୍‌ ବାଦୁଲେ ଆମର୍‌ ସଙ୍ଗାରିମନର୍‌ ବିସ୍‌ବାସ୍‌ ଡାଁଟ୍‌ କରାଉ । ଆମର୍‌ ମାପ୍‌ରୁ ଜିସୁ ଆରିତରେକ୍‌ ଆଇବା ଦିନ୍‌ ଲଗେ କେଟି ଆଇଲାନି ।
26 voluntarie enim peccantibus nobis post acceptam notitiam veritatis iam non relinquitur pro peccatis hostia
୨୬କିରିସ୍‌ଟର୍‌ ବିସଇତେଇ ରଇବା ସତ୍‌, ଆମେ ଜାନିକରି ପାପ୍‌କରି ଲାଗିରଇଲେ, ଆମର୍‌ ପାପ୍‌ ଦାରିନେବାକେ ଆରି କାଇ ବଲି ନାଇ ।
27 terribilis autem quaedam expectatio iudicii et ignis aemulatio quae consumptura est adversarios
୨୭ସେନ୍ତାର୍‌ଆଲେ ପର୍‌ମେସରର୍‌ ଜନ୍‌ ବଡ୍‌ବିଚାର୍‌ ଦିନ୍‌ ଆଇଲାନି, ତେଇ ତାର୍‌ ବେସି ଡର୍‌ ଲାଗ୍‌ବା ବିଚାର୍‌ନାର୍‌ପାଇ ଜାଗ୍‌ବାକେ ପଡ୍‌ସି । ପରମେସରର୍‌ ସବୁ ବିରଦିମନ୍‌କେ କୁରୁପ୍‌ନାସ୍‌ କର୍‌ବା ସେ ବେସି ଲାଗ୍‌ତେରଇବା ଜଇର୍‌ ପାଇ ମିସା ଜାଗ୍‌ବାକେ ପଡ୍‌ସି ।
28 irritam quis faciens legem Mosi sine ulla miseratione duobus vel tribus testibus moritur
୨୮ମସାର୍‌ ନିୟମ୍‌ ନ ମାନ୍‌ବା ଗଟେକ୍‌ ଲକ୍‌କେ କାଇଟା ଅଇତେରଇଲା ବଲି ବାବିଦେକା । ଦୁଇ କି ତିନ୍‌ ଲକ୍‌ ତାର୍‌ ପାପର୍‌ ଲାଗି ସାକିଦେଲେ, ସେ କାଇମିସା ଦୟା ନ ପାଇକରି ମର୍‌ବାକେ ଆଦେସ୍‌ ଦେଇତେରଇଲାଇ ।
29 quanto magis putatis deteriora mereri supplicia qui Filium Dei conculcaverit et sanguinem testamenti pollutum duxerit in quo sanctificatus est et Spiritui gratiae contumeliam fecerit
୨୯ମସାର୍‌ ନିୟମ୍‌ ନ ମାନ୍‌ବା ଗଟେକ୍‌ ଲକର୍‌ ଦସା ସେନ୍ତାରି ରଇଲେ, ପର୍‌ମେସରର୍‌ ପଅକେ ଇନ୍‌ କର୍‌ବା ଗଟେକ୍‌ ଲକର୍‌ ଦସା କେତେକ୍‌ ଅଦିକ୍‌ ନ ର‍ଏ । ଜଦି ତାର୍‌ ରାଜିନାମାର୍‌ ବନିକେ କାଇ ମୁଲିଅ ନାଇ ବଲି ଏଲାକରିଦେଲେ, ଏ ବନିର୍‌ ଲାଗି ସେ ପାପେଅନି ସେ ସୁକଲ୍‌ ଅଇର‍ଇଲା । ସେନ୍ତାରି କର୍‌ବା ଲକ୍‌ ପର୍‌ମେସରର୍‌ ଆତ୍‌ମା ଜେ କି ଜିବନ୍‌ ଦୁକାଇ ଦୟା ଦେକାଇସି, ତାକେ ମିସା ମନ୍‌ଦୁକ୍‌ କରାଇଲାନି । ତାର୍‌ ଡଣ୍ଡ୍‌ କେତେକ୍‌ ଅଦିକ୍‌ ନ ଅଏ ।
30 scimus enim qui dixit mihi vindictam ego reddam et iterum quia iudicabit Dominus populum suum
୩୦କାଇକେବଇଲେ ଆମେ ଜାନିଆଚୁ, ପର୍‌ମେସର୍‌ କଇଲା, “ବେର୍‌ ସୁଜାଇବାକେ ମର୍‌ ଅଦିକାର୍‌ ଆଚେ । ମୁଇସେ ବାଉଡାଇବି ।” ସେ ଏନ୍ତାରି ମିସା କଇରଇଲା, “ମୁଇସେ ମାପ୍‌ରୁ ଆରି ମର୍‌ ଲକ୍‌ମନ୍‌କେ ମୁଇ ଆକା ବିଚାର୍‌ କର୍‌ବି ।”
31 horrendum est incidere in manus Dei viventis
୩୧ଜିବନ୍‌ ରଇବା ଆରି ସବୁର୍‌ଟାନେଅନି ବପୁ ରଇବା ପର୍‌ମେସର୍‌ ଡଣ୍ଡ୍‌ ପାଇବାକେ କେତେକ୍‌ ଡର୍‌ ଲାଗ୍‌ସି ।
32 rememoramini autem pristinos dies in quibus inluminati magnum certamen sustinuistis passionum
୩୨ଗାଲା ଦିନ୍‌ମନ୍‌କେ ତମେ କେନ୍ତାରି ରଇଲାସ୍‌, ତମେ ଏତାଇଦେକା । ପର୍‌ମେସରର୍‌ ସତ୍‌ ବିସଇର୍‌ ପାଇ ତମର୍‌ ମନ୍‌ ଉଗାଡି ଅଇଲାକେ, ତମ୍‌କେ ବେସି ଦୁକ୍‌ କସ୍‌ଟ ଅଇଲେମିସା, ସେଟା ସବୁ ମୁର୍‌ଚି କରି ରଇଲାସ୍‌ । ଆରିତେଇ ଆରିଜାଆସ୍‌ ନାଇ ।
33 et in altero quidem obprobriis et tribulationibus spectaculum facti in altero autem socii taliter conversantium effecti
୩୩କେତେ କେତେ ତର୍‌ ତମ୍‌କେ ସବୁର୍‌ ମୁଆଟେ ଇଜତ୍‌ ଜିକ୍‌ଲାଇ ଆରି କାରାପ୍‌ ଇସାବେ ଦେକ୍‌ଲାଇ । କେବେ କେବେ ଜନ୍‌ ଲକ୍‌ମନ୍‌କେ ଦୁକ୍‌ ଆଇସି, ତାକର୍‌ ସମାନ୍‌ ଅଇତେରଇଲାସ୍‌ ।
34 nam et vinctis conpassi estis et rapinam bonorum vestrorum cum gaudio suscepistis cognoscentes vos habere meliorem et manentem substantiam
୩୪ଆରି ବନ୍ଦି ଗରେ ରଇବା ତମର୍‌ ସଙ୍ଗାରିମନ୍‌କେ ଦୟା ଦେକାଇଲାସ୍‌ । ତମର୍‌ଟାନେ ଜେତ୍‌କି ରଇଲାଟା ସେମନ୍‌ ମାର୍‌ଦାର୍‌ କରି ନେଲାବେଲେ, ତମେ ସାର୍‌ଦାସଙ୍ଗ୍‍ ମୁର୍‌ଚି ରଇଲାସ୍‌ । କାଇକେବଇଲେ, ତମ୍‌କେ ତାର୍‌ତେଇଅନି ନିକଟା ଆରି ନ ସାର୍‌ବା ଦିନ୍‌ ଜାକ ରଇବା ଦନ୍‌ସଁପତି ଆଚେ ବଲି ଜାନିରଇଲାସ୍‌ ।
35 nolite itaque amittere confidentiam vestram quae magnam habet remunerationem
୩୫ସେଟାର୍‌ପାଇ ତମର୍‌ ସାଆସ୍‌ ଚାଡାନାଇ । ମାତର୍‌ ସେଟା କର୍‌ତେରୁଆ । କାଇକେ ବଇଲେ ତମର୍‌ ଇନାମ୍‌ ବଡ୍‌ ରଇସି ।
36 patientia enim vobis necessaria est ut voluntatem Dei facientes reportetis promissionem
୩୬ପର୍‌ମେସରର୍‌ ମନ୍‍ କଲାଟା ସାଦନ୍‌ କର୍‌ବାକେ ତମେ ମୁର୍‌ଚିକରି ରଇବାର୍‌ ଆଚେ ଆରି ସେ କାତା ଦେଇରଇବାଟା ତମେ ମିଲାଇସା ।
37 adhuc enim modicum quantulum qui venturus est veniet et non tardabit
୩୭ଜେନ୍ତାରିକି ସାସ୍‌ତରେ ଲେକା ଅଇଲାଆଚେ, ଚନେକ୍‌ ଜାଗିରୁଆ, ଜେ ଆଇବାର୍‌ ଆଚେ, ସେ ଆଇସି ଆକା, ସେ ଅଲ୍‌ସମ୍‌ ନ ଅଏ ।
38 iustus autem meus ex fide vivit quod si subtraxerit se non placebit animae meae
୩୮ମର୍‌ ଜେତ୍‌କି ଦରମ୍‌ ଲକ୍‌ ଆଚତ୍‌, ସେମନ୍‌ ବିସ୍‌ବାସ୍‌ କରି ବଁଚ୍‌ବାଇ ମାତର୍‌ ଜେ ଜଦି ପଚ୍‌କେ ବାଅଡ୍‌ଲେ ମୁଇ ତାର୍‌ଟାନେ ସାର୍‌ଦା ନ ଅଇ ।
39 nos autem non sumus subtractionis in perditionem sed fidei in adquisitionem animae
୩୯ମାତର୍‌ ଆମେ ପର୍‌ମେସର୍‌କେ ନ ମାନିକରି ତାର୍‌ ତେଇଅନି ବେଗ୍‌ଲି ଜିବା ଲକ୍‌ ନଉଁ । ମାତର୍‌ ଆମେ ବିସ୍‌ବାସ୍‌ କରି ରକିଆ ପାଇଲା ଲକ୍‌ମନର୍‌ ସଙ୍ଗ୍‍ ଆଚୁ ।

< Hebræos 10 >