< Romanos 10 >
1 Fratres, voluntas quidem cordis mei, et obsecratio ad Deum, fit pro illis in salutem.
୧ଏ ବାଇବଇନିମନ୍, ମର୍ ନିଜର୍ ଲକ୍ ମୁକ୍ତି ପାଅତ୍ ବଲି ମୁଇ ବେସି ମନ୍ କଲିନି । ଆରି ଏଟାର୍ପାଇ ମୁଇ ସବୁବେଲେ ପର୍ମେସର୍କେ ପାର୍ତନା କଲିନି ।
2 Testimonium enim perhibeo illis quod aemulationem Dei habent, sed non secundum scientiam.
୨ସେମନ୍ ପରମେସର୍କେ ପୁରାପୁରୁନ୍ ବିସ୍ବାସ୍ କଲାଇନି । ମାତର୍ ତାକେ କେନ୍ତାରି ସାର୍ଦା କରାଇବାର୍ ଆଚେ, ସେଟା ନାଜାନତ୍ ।
3 Ignorantes enim iustitiam Dei, et suam quaerentes statuere, iustitiae Dei non sunt subiecti.
୩ଲକ୍ମନ୍କେ ନିଜର୍ ମୁଆଟେ ଦରମ୍ ବଲାଇ ଅଇବାକେ, ପରମେସର୍ ଜନ୍ ଜଜ୍ନା କଲା, ସେଟା ସେମନ୍ ନିଚ୍ଲାଇ । ମାତର୍ ନିଜେ ଜଜ୍ନା ତିଆର୍ କରି, ନିୟମର୍ ବାଟେ ଇଣ୍ଡ୍ଲାଇ ।
4 Finis enim legis, Christus, ad iustitiam omni credenti.
୪କିରିସ୍ଟ ଆଇଲାତେଇଅନି ନିୟମ୍ ମାନ୍ବାଟା କାଇ ମୁଲିଅ ନାଇ । ଜେନ୍ତାରି କି ତାକେସେ ବିସ୍ବାସ୍ କଲେ, ମୁନୁସ୍ ପରମେସରର୍ ମୁଆଟେ ଦରମ୍ ଲକ୍ ବଲି ଏଜାଇ ଅଇସି ।
5 Moyses enim scripsit, quoniam iustitiam, quae ex lege est, qui fecerit homo, vivet in ea.
୫ନିୟମ୍ ମାନ୍ବାତେଇଅନି ଦରମ୍ଲକ୍ ଅଇବା ବିସଇ ମସା ଲେକ୍ଲା ଆଚେ । ଜଦି ଜନ୍ ଲକ୍ମନ୍ ନିୟମର୍ ସବୁଜାକ ଆଦେସ୍ ମାନ୍ବାଇ, ସେମନ୍ ବଁଚ୍ବାଇ ।
6 Quae autem ex fide est iustitia, sic dicit: Ne dixeris in corde tuo: quis ascendet in caelum? id est, Christum deducere:
୬ମାତର୍ ଲକ୍ମନ୍ ବିସ୍ବାସ୍କରି ପର୍ମେସରର୍ ମୁଆଟେ ଦରମ୍ ବଲାଇଅଇବାଇ, ସେ ବିସଇ ସାସ୍ତରେ ଏନ୍ତି ଲେକାଆଚେ, କେ ସର୍ଗେ ଜାଇକରି କିରିସ୍ଟକେ ଉତ୍ରାଇ ଆନ୍ସି? ବଲି ମନେ ମନେ କଇ ଉଆନାଇ ।
7 aut quis descendet in abyssum? hoc est, Christum a mortuis revocare. (Abyssos )
୭ଆରି କୁଆନାଇ, କେ ପାତାଲେ ଜାଇକରି କିରିସ୍ଟକେ ମଲାଟାନେଅନି ଆରିତରେକ୍ ଉଟାଇ ଆନ୍ସି? (Abyssos )
8 Sed quid dicit Scriptura? Prope est verbum in ore tuo, et in corde tuo: hoc est verbum fidei, quod praedicamus.
୮କାଇକେବଇଲେ ସାସ୍ତରେ ଏନ୍ତାରି ମିସା ଲେକାଅଇଆଚେ, “ପରମେସରର୍ କବର୍ ତମର୍ ଲଗେ, ତମର୍ ଟଣ୍ଡେ ଆରି ମନେ ଆଚେ ।” ବିସ୍ବାସ୍ ବିସଇର୍ ଏ କବର୍ସେ ଆମେ ଜାନାଇଲୁନି ।
9 Quia si confitearis in ore tuo Dominum Iesum, et in corde tuo credideris quod Deus illum suscitavit a mortuis, salvus eris.
୯ଜଦି ଉଁ, କିରିସ୍ଟସେ ମାପ୍ରୁ ବଲି କଇଲାସ୍ନି ଆରି ଉଁ, ପରମେସର୍ ତାକେ ମଲାତେଇଅନି ଉଟାଇଲା ଆଚେ ବଲି ମନେ ମନେ ବିସ୍ବାସ୍ କଲାସ୍ନି, ସେନ୍ତାର୍ ଆଲେ ତମେ ମୁକ୍ତି ପାଇସା ।
10 Corde enim creditur ad iustitiam: ore autem confessio fit ad salutem.
୧୦ଆମର୍ ବିସ୍ବାସର୍ ଲାଗି ପରମେସର୍ ଆମ୍କେ ଦରମ୍ ଲକ୍ ବଲି ଏଜ୍ଲାନି । ଆରି ଟଣ୍ଡେ ଉଁ ବଲି ମାନିଆଇଲୁନିଜେ ଆମେ ମୁକ୍ତି ପାଇଆଚୁ ।
11 Dicit enim Scriptura: Omnis, qui credit in illum, non confundetur.
୧୧ସାସ୍ତର୍ ଇସାବେ, “କେ ମିସା ତାକେ ବିସ୍ବାସ୍ କର୍ସି, ସେ ବିସ୍ବାସ୍ କରି କେବେ ଲାଜ୍ ନ ଅଏ ।”
12 Non enim est distinctio Iudaei, et Graeci: nam idem Dominus omnium, dives in omnes, qui invocant illum.
୧୨କାଇଟାବଇଲେ, ଜିଉଦି ଆରି ଜିଉଦି ନଇଲା ଲକର୍ ବିତ୍ରେ କାଇ ସାନ୍ ବଡ୍ ନାଇ । ସେଟାର୍ ପାଇ ସବୁ ଲକର୍ ତା ଗଟେକ୍ ମାପ୍ରୁ, ଆରି ଜେତ୍କି ଲକ୍ ତାକେ ପାର୍ତନା କର୍ବାଇ ସେ ସବୁ ଲକ୍କେ ମଙ୍ଗଲ୍ କର୍ସି ।
13 Omnis enim, quicumque invocaverit nomen Domini, salvus erit.
୧୩କାଇକେବଇଲେ “ଜେ ମିସା ମାପ୍ରୁର୍ ନାଉଁ ଦାରି ପାର୍ତନା କର୍ସି, ସେ ମୁକ୍ତି ପାଇସି ।”
14 Quomodo ergo invocabunt, in quem non crediderunt? Aut quomodo credent ei, quem non audierunt? Quomodo autem audient sine praedicante?
୧୪ମାତର୍ ସେମନ୍ ତାକେ ବିସ୍ବାସ୍ ନ କଲେ, କେନ୍ତି ତାର୍ ନାଉଁ ଦାରି ପାର୍ତନା କର୍ବାଇ? ଆରି ତାର୍ ବିସଇର୍ ସୁବ୍କବର୍ ନ ସୁନିରଇଲେ କେନ୍ତି ବିସ୍ବାସ୍ କର୍ବାଇ? ଆରି ସେମନ୍କେ କବର୍ ନ ସୁନାଇଲେ, କେନ୍ତି ସୁନ୍ବାଇ?
15 Quomodo vero praedicabunt nisi mittantur? sicut scriptum est: Quam speciosi pedes evangelizantium pacem, evangelizantium bona!
୧୫ଆରି କବର୍ ନେଉକେ ନ ପାଟାଇଲେ କେନ୍ତି ଜାନାଇସି? ଏ ବିସଇ ସାସ୍ତରେ ଲେକା ଆଚେ “ସୁବ୍କବର୍ ଜାନାଉମନ୍ ଆଇବାଟା, କେଡେ ସାର୍ଦାର୍ କାତା!”
16 Sed non omnes obediunt Evangelio. Isaias enim dicit: Domine quis credidit auditui nostro?
୧୬ମାତର୍ ସୁବ୍କବର୍ ଜାନାଇବାଟାନେ ସବୁ ଲକ୍ ମାନତ୍ ନାଇ । ସେଟାର୍ ପାଇ ଜିସାଇୟ ଲେକ୍ଲା ଆଚେ, “ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କରତ୍ନାଇ ।”
17 Ergo fides ex auditu, auditus autem per verbum Christi.
୧୭ତେବର୍ପାଇ ସୁବ୍କବର୍ ସୁନ୍ବାଟାନେଅନି ବିସ୍ବାସ୍ ଅଇସି । ଆରି କିରିସ୍ଟକେ ଜାନାଇବାଟା ସେ ସୁବ୍କବର୍ ।
18 Sed dico: Numquid non audierunt? Et quidem in omnem terram exivit sonus eorum, et in fines orbis terrae verba eorum.
୧୮ମାତର୍ ମୁଇ ପାଚାର୍ଲିନି ଇସ୍ରାଏଲର୍ ଲକ୍ମନ୍ କାଇ, ସେ କବର୍ ସୁନତ୍ ନାଇ କି? ବାଇଦରେ ସୁନିଆଚତ୍, କାଇକେବଇଲେ ଲେକାଆଚେ, “ଜାନାଉମନର୍ ସବଦ୍ ଗୁଲାଇ ଜଗତ୍ ଡାବିଅଇଗାଲା ଆଚେ, ସେମନର୍ କାତା ରାଇଜ୍ ଚିଡ୍ଲା ଜାକ କେଟ୍ଲା ଆଚେ ।”
19 Sed dico: Numquid Israel non cognovit? Primus Moyses dicit: Ego ad aemulationem vos adducam in non gentem: in gentem insipientem, in iram vos mittam.
୧୯ଆରି ତରେକ୍ ମୁଇ ପାଚାର୍ଲିନି, ଇସ୍ରାଏଲର୍ ଲକ୍ମନ୍ ସେଟା ନିକସଙ୍ଗ୍ ବୁଜତ୍ ନାଇ କି? ଉଁ ବୁଜିଆଚତ୍ । କାଇକେବଇଲେ ବେସି ବରସ୍ ଆଗ୍ତୁ ମସା ଉତର୍ଦେଇ ଲେକ୍ଲା ଆଚେ, ଗଟେକ୍ ନାଜାନ୍ଲା ଜାତିକେ ସାଇଜ କରି ମର୍ ଲକ୍ମନ୍କେ ଇଁସା କରାଇବି । ସେନ୍ତି ଗଟେକ୍ ବକୁଆ ଜାତିର୍ ଲକ୍କେ ଦୟାକରି ମୁଇ ସେମନ୍କେ ରିସା କରାଇବି ।
20 Isaias autem audet, et dicit: Inventus sum a non quaerentibus me: palam apparui iis, qui me non interrogabant.
୨୦ଜିସାଇଅ ଆରି ମିସା ଡାଟ୍ସଙ୍ଗ୍ କଇଲା ଆଚେ, “ଜନ୍ ଲକ୍ମନ୍ ମକେ ନ କଜ୍ତେରଇଲାଇ, ସେମନ୍ ମକେ ବେଟ୍ ପାଇଲାଇ, ଜନ୍ ଲକ୍ମନ୍ ମର୍ ବିସଇ ନ ପାଚାର୍ତେ ରଇଲାଇ, ମୁଇ ନିଜେ ସେମନ୍କେ ଦେକାଇଅଇଲି ।”
21 Ad Israel autem dicit: Tota die expandi manus meas ad populum non credentem, et contradicentem mihi.
୨୧ମାତର୍ ପର୍ମେସର୍ ଇସ୍ରାଏଲର୍ ବିସଇ କଇଲାନି, “ଗୁଲାଇଦିନ୍ ସେମନ୍କେ ଡାକି ନେବାକେ ଆତ୍ ଲାମାଇଲି, ମାତର୍ ସେମନ୍ ମକେ ନ ମାନିକରି ବିରଦ୍ କଲାଇ ।”