< Apocalypsis 12 >
1 Et signum magnum apparuit in caelo: Mulier amicta sole, et luna sub pedibus eius, et in capite eius corona stellarum duodecim:
୧ତାର୍ପଚେ ବାଦ୍ଲେ ଗଟେକ୍ କାବାଅଇଜିବା ଚିନ୍ ଡିସ୍ଲା । ଆରି ଏଦେ ଦେକା! ଜନ୍ ବିତ୍ରେ ଗଟେକ୍ ମାଇଜି ଟିଆଅଇରଇବାଟା ଡିସ୍ଲା । ତାର୍ ଲୁଗା ବେଲ୍ପାରା ଜକ୍ଜକି ଜାଇତେରଇଲା ।
2 et in utero habens, clamabat parturiens, et cruciabatur ut pariat.
୨ସେ ମାଇଜି ବାର୍ଟା ତାରା ରଇବା ମୁକୁଟ୍ ପିନ୍ଦିରଇଲା । ସେ ନିକ ଅଇବା ବେଲା ଲଗେ କେଟିରଇଲା । ଆରି ଦୁକାସୁକାର୍ଲାଗି କାନ୍ଦ୍ତେରଇଲା ।
3 Et visum est aliud signum in caelo: et ecce draco magnus rufus habens capita septem, et cornua decem: et in capitibus eius diademata septem,
୩ଆରି ବାଦ୍ଲେ କେବେ ଦେକି ନ ରଇବା ବିନ୍ ରକାମ୍ ଚିନ୍ ଡିସ୍ଲା । ଆରି ଏଦେ ଦେକା! ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇବା ଗଟେକ୍ ବଡେଟା ଅଇ ରଙ୍ଗ୍ ରଇଲା ଅସୁର୍ ସାଁପ୍ ଡିସ୍ଲା । ତାର୍ ସାତ୍ଟା ମୁଣ୍ଡେ ସାତ୍ଟା ମୁକୁଟ୍ ରଇଲା ।
4 et cauda eius trahebat tertiam partem stellarum caeli, et misit eas in terram, et draco stetit ante mulierem, quae erat paritura: ut cum peperisset, filium eius devoraret.
୪ବାଦ୍ଲେ ରଇବା ତିନ୍ ବାଗେଅନି ଗଟେକ୍ ବାଗର୍ ତାରାମନ୍କେ ତାର୍ ଲେଞ୍ଜ୍ ଜିକିନେଇକରି ଦର୍ତନିଟାନେ ପିଙ୍ଗିଦେଲା । ସେ ମାଇଜି ନିକ ଅଇଲାଦାପ୍ରେ ତାର୍ ପିଲାକେ କାଇବି ବଲି ମାଇଜିର୍ ମୁଆଟେ ଟିଆଅଇଲା ।
5 Et peperit filium masculum, qui recturus erat omnes Gentes in virga ferrea: et raptus est filius eius ad Deum, et ad thronum eius,
୫ତାର୍ପଚେ ସେ ମାଇଜି ଗଟେକ୍ ପିଲାକେ ଜନମ୍ ଦେଲା । ସେ ପିଲା ଜଗତର୍ ସବୁ ରାଇଜ୍ ଗଟେକ୍ ଲୁଆର୍ ଡାଙ୍ଗ୍ସଙ୍ଗ୍ ସାସନ୍ କର୍ସି । ମାତର୍ ଚାଡାଇକରି ପର୍ମେସର୍ ବସ୍ବା ଜାଗାଇ ନିଆଅଇଲା ।
6 et mulier fugit in solitudinem ubi habebat locum paratum a Deo, ut ibi pascant eam diebus mille ducentis sexaginta.
୬ପର୍ମେସର୍ ତାର୍ପାଇ ତିଆର୍ କରି ସଙ୍ଗଇରଇବା ମରୁବୁଇଁ ବାଟେ ସେ ମାଇଜି ପାଲାଇଲା । ତେଇ ୧,୨୬୦ ଦିନ୍ ଜାକ ତାକେ ଜତନ୍ ନିଆଅଇସି ।
7 Et factum est proelium magnum in caelo: Michael et angeli eius proeliabantur cum dracone, et draco pugnabat, et angeli eius:
୭ତାର୍ପଚେ ସରଗ୍ପୁରେ ଗଟେକ୍ ଜୁଇଦ୍ ଆରାମ୍ ଅଇଲା । ମିକାଏଲ୍ ଆରି ତାର୍ଦୁତ୍ମନ୍ ସେ ଅସୁର୍ ଆରି ତାର୍ ଦୁତ୍ମନର୍ ସଙ୍ଗ୍ ଜୁଇଦ୍ କଲାଇ ।
8 et non valuerunt, neque locus inventus est eorum amplius in caelo.
୮ସେମନ୍ ସେ ଅସୁର୍କେ ଆରାଇଲାଇ । ତାକେ ଆରି ତାର୍ ଦୁତ୍ମନ୍କେ ସର୍ଗେ ରଇବାକେ ଆଦେସ୍ ନ ରଇଲା ।
9 Et proiectus est draco ille magnus, serpens antiquus, qui vocatur diabolus, et satanas, qui seducit universum orbem: et proiectus est in terram, et angeli eius cum illo missi sunt.
୯ସେ ଅସୁର୍ ସାଁପ୍କେ ବାଇରେ ବେଟି ପିଙ୍ଗିଦେଲାଇ । ସେ ଅସୁର୍ସାଁପ୍ ଦିଆବଲ୍ ବଲି ଡାକ୍ବା ସାଁପ୍ ରଇଲା । ଜେ କି ଗୁଲାଇ ଜଗତ୍ ନାଡାଇରଇଲା । ତାର୍ ଦୁତ୍ମନ୍କେ ଆରି ତାକେ ମିସ୍ତେ ଦର୍ତନି ଉପ୍ରେ ପିଙ୍ଗିଦେଲାଇ ।
10 Et audivi vocem magnam in caelo dicentem: Nunc facta est salus, et virtus, et regnum Dei nostri, et potestas Christi eius: quia proiectus est accusator fratrum nostrorum, qui accusabat illos ante conspectum Dei nostri die ac nocte.
୧୦ତାର୍ପଚେ ସର୍ଗେ ଗଟେକ୍ ଜବର୍ ସବଦ୍ ଅଇବାଟା ମୁଇ ସୁନ୍ଲି । ସେ ସବଦ୍ କଲା “ଏବେ ଲକ୍ମନର୍ପାଇ ଅଇରଇବା ପର୍ମେସରର୍ ମୁକ୍ତି ସିଦ୍ ଅଇଲାଆଚେ । ରାଜା ଇସାବେ ତାର୍ ବପୁ ସେ ଦେକାଇଆଚେ । ତାର୍ ମସିଅ, ତାର୍ ଅଦିକାର୍ ଦେକାଇଲା ଆଚେ ।” କାଇକେବଇଲେ, ଜେ କି ପର୍ମେସରର୍ ମୁଆଟେ ଟିଆଅଇ ଆମର୍ ବାଇବଇନିମନ୍କେ ଦସ୍ ଦେଇତେରଇଲା, ତାକେ ସର୍ଗେଅନି ବାର୍କରାଇ ଦେଲାଆଚେ ।
11 Et ipsi vicerunt eum propter sanguinem Agni, et propter verbum testimonii sui, et non dilexerunt animas suas usque ad mortem.
୧୧ମେଣ୍ଡାପିଲାର୍ ବନିର୍ଲାଗି ଆରି ସେମନ୍ ଜାନାଇରଇବା ସତର୍ ଲାଗି ଆମର୍ ବାଇବଇନିମନ୍ ତାର୍ସଙ୍ଗ୍ ଜୁଇଦ୍ କରି ଜିତ୍ଲାଇ । ସେମନ୍ ମରିଜିବାଜାକ ଜାନିରଇଲେ ମିସା ବିସ୍ବାସ୍ କର୍ତେରଇଲାଇ ।
12 propterea laetamini caeli, et qui habitatis in eis. Vae terrae, et mari, quia descendit diabolus ad vos, habens iram magnam, sciens quod modicum tempus habet.
୧୨ତେବର୍ପାଇ, ତମେ ସର୍ଗେ ରଇବା ଜେତ୍କି ଲକ୍ ସାର୍ଦା ଉଆ । ମାତର୍ ଦର୍ତନିତେଇ ଆରି ସମ୍ଦୁରେ ରଇବା ଲକ୍ମନ୍ ତମର୍ପାଇ କେଡେ ଇନସ୍ତାର୍ ଦିନ୍ ଆଇସି । କାଇକେବଇଲେ ତମର୍ ବିତ୍ରେ ସଇତାନ୍ ଉତ୍ରି ଆଇଲାଆଚେ । ସେ ବେସି ରିସାଅଇଆଚେ । କାଇକେବଇଲେ ସେ ଏବେ ବେଲା ଚନେକ୍ସେ ଆଚେବଲି ଜାନିଆଚେ ।
13 Et postquam vidit draco quod proiectus esset in terram, persecutus est mulierem, quae peperit masculum:
୧୩ଅସୁର୍ସାଁପ୍ ମକେ ଦର୍ତନିଲଗେ ପିଙ୍ଗିଦେଲାଇ ବଲି ଜାନିକରି ପିଲାକେ ଜନମ୍କରିରଇବା ମାଇଜିର୍ ପଚ୍ ପଚ୍ ଜିବାର୍ଦାର୍ଲା ।
14 et datae sunt mulieri alae duae aquilae magnae ut volaret in desertum in locum suum, ubi alitur per tempus et tempora, et dimidium temporis a facie serpentis.
୧୪ମରୁବାଲି ବୁଏଁ ତାର୍ ଜାଗାଇ କେଟ୍ବାକେ ଗଟେକ୍ ବଡ୍ ଗିଦର୍ ଦୁଇଟା ଡେନା ତାକେ ଦିଆଅଇଲା । ତେଇ ଅସୁର୍ ସାଁପ୍ ତାକେ ନ ମିଲାଇକରି କାଇଟା ନ କଲାପାରା ତିନ୍ ବରସ୍ ଅଦା ଦିନ୍ ତାର୍ ଜତନ୍ ନିଆଅଇସି ।
15 Et misit serpens ex ore suo post mulierem, aquam tamquam flumen, ut eam faceret trahi a flumine.
୧୫ତାର୍ପଚେ ସେ ଅସୁର୍ସାଁପ୍ ତାର୍ ଟଣ୍ଡେଅନି ବନିଆ ଅଇଜିବା ଏତ୍କି ପାନି ବାର୍କରାଇଲା । ଜେନ୍ତାରି କି ସେ ପାନି ସେ ମାଇଜିକେ ବଁଙ୍ଗ୍ଲାଇ ନେଇସି ।
16 Et adiuvit terra mulierem, et aperuit terra os suum, et absorbuit flumen, quod misit draco de ore suo.
୧୬ମାତର୍ ଦର୍ତନି ସେ ମାଇଜିକେ ସାଇଜ କଲା । ଅସୁର୍ସାଁପର୍ ଟଣ୍ଡେଅନି ଆଇଲାପାନି ତାର୍ ନିଜର୍ ଟଣ୍ଡ୍ପାଡିକରି ଗିଲିଦେଲା ।
17 Et iratus est draco in mulierem: et abiit facere proelium cum reliquis de semine eius, qui custodiunt mandata Dei, et habent testimonium Iesu Christi.
୧୭ସେଟାର୍ପାଇ ସେ ଅସୁର୍ସାଁପ୍ ବେସି ରିସାଅଇଗାଲା । ଆରି ସେ ମାଇଜିର୍ ବାକିରଇବା ନାତିତିତି ମନର୍ ସଙ୍ଗ୍ ଜୁଇଦ୍ କର୍ବାର୍ ଆଇଲା । ସେମନ୍ ପର୍ମେସରର୍ ଆଦେସ୍ ମାନିକରି ଜିସୁ ଜାନାଇରଇବା ସତ୍ ଦାରିରଇବାଇ ।