< Mattheum 19 >
1 Et factum est, cum consummasset Iesus sermones istos, migravit a Galilaea, et venit in fines Iudaeae trans Iordanem,
୧ଜିସୁ ଏ ସବୁ କଇସାର୍ଲା ପଚେ ଗାଲିଲି ଚାଡିକରି ଜର୍ଦନ୍ ଗାଡ୍ ସେପାଟେ ରଇଲା ଜିଉଦା ଜାଗାଇ କେଟ୍ଲା ।
2 et secutae sunt eum turbae multae, et curavit eos ibi.
୨ବେସି ଲକ୍ମନ୍ ତାର୍ ସଙ୍ଗ୍ ଗାଲାଇ ଆରି ସେ କେତେକ୍ କେତେକ୍ ରଗିମନ୍କେ ନିକ କଲା ।
3 Et accesserunt ad eum Pharisaei tentantes eum, et dicentes: Si licet homini dimittere uxorem suam, quacumque ex causa?
୩କେତେଟା ପାରୁସିମନ୍ ଜିସୁକେ ବୁଲ୍ ଦାର୍ବାକେ ଚେସ୍ଟା କଲାଇ । ସେମନ୍ ତାର୍ ଲଗେ ଆସି ପାଚାର୍ଲାଇ, “ମସାର୍ ରିତିନିତି ଇସାବେ ଗଟେକ୍ ଲକ୍ କାଇଆଲେ ବୁଲର୍ ପାଇ ବଲି ତାର୍ ମାଇଜିକେ ଚାଡି ଦେଇ ପାରେ କି?”
4 Qui respondens, ait eis: Non legistis, quia qui fecit hominem ab initio, masculum, et feminam fecit eos? et dixit:
୪ଜିସୁ କଇଲା, “ସାସ୍ତରେ ପଡାସ୍ ନାଇ କି? ଆଦିପୁର୍ବେ ପର୍ମେସର୍ ନର୍ ଲକ୍କେ ମୁନୁସ୍ ଆରି ମାଇଜି କରି ତିଆର୍ କଲା ।
5 Propter hoc dimittet homo patrem, et matrem, et adhaerebit uxori suae, et erunt duo in carne una.
୫ସେଡେବେଲେ ମାପ୍ରୁ କଇରଇଲା, ଏଟାର୍ ପାଇ ବଲି ମୁନୁସ୍, ତାର୍ ଆୟା ବାବାର୍ତେଇ ଅନି ବିନେ ଅଇସି ଆରି ସେମନ୍ ଦୁଇ ଲକ୍ ଗଟେକ୍ ଅଇବାଇ ।
6 itaque iam non sunt duo, sed una caro. Quod ergo Deus coniunxit, homo non separet.
୬ଆରି ସେମନ୍ ଅଲ୍ଗା ନ ଅଅତ୍, ମିସି ରଇବାଇ । ସେମନ୍ ଦୁଇଲକ୍ ଇସାବେ ନ ରଅତ୍ । ଜନ୍ ଲକ୍ମନ୍କେ ପର୍ମେସର୍ ଜଡିଆଚେ, ଲକ୍ମନ୍ ସେମନ୍କେ ବେଗ୍ଲାଇବାଟା ଟିକ୍ନାଇ ।”
7 Dicunt illi: Quid ergo Moyses mandavit dare libellum repudii, et dimittere?
୭ପାରୁସିମନ୍ ଆରି ପାଚାର୍ଲାଇ, “ସେନ୍ତାର୍ ଆଲେ ମାଇଜିକେ ରାଜିନାମା ପତର୍ ଲେକି ଚାଡି ଦେବାକେ ମସା କାଇକେ ନିୟମ୍ କଲାଆଚେ?”
8 Ait illis: Quoniam Moyses ad duritiam cordis vestri permisit vobis dimittere uxores vestras: ab initio autem non fuit sic.
୮ଜିସୁ କଇଲା, “ତମର୍ ମନ୍ବିତ୍ରର୍ ବୁଜ୍ବା ବପୁ ଦୁର୍ବଲ୍ ରଇଲାଟା ଦେକି ମସା ତମର୍ ମାଇଜିମନ୍କେ ଚାଡ୍ବାକେ ରାଜି ଅଇଲା । ମାତର୍ ଆଦିପୁର୍ବେ ତିଆର୍ ଅଇଲା ବେଲେ ଏନ୍ତାରି ନିୟମ୍ ନ ରଇଲା ।
9 Dico autem vobis, quia quicumque dimiserit uxorem suam, nisi ob fornicationem, et aliam duxerit, moechatur: et qui dimissam duxerit, moechatur.
୯ମାତର୍ ମୁଇ ତମ୍କେ କଇଲିନି, କେ ମିସା ତାର୍ ମାଇଜିକେ ବେସିଆ କାମ୍ ଅପ୍ରାଦ୍କେ ଚାଡି, ବିନ୍ କାଇଆଲେ କାମର୍ ପାଇ ଚାଡାମେଲା କରି, ବିନ୍ ମାଇଜିକେ ସଙ୍ଗଇଲେ, ସେ ସେ ନିଜେ ଦାରିଆ ଅଇସି ।”
10 Dicunt ei discipuli eius: Si ita est causa hominis cum uxore, non expedit nubere.
୧୦ଜିସୁର୍ ସିସ୍ମନ୍ କଇଲାଇ, “ଜଦି ମାଇଜି ମୁନୁସର୍ ବିତ୍ରେ ଏନ୍ତାରି ଆଚେ ବଇଲେ, ବିବା ନ ଅଇବାଟା ନିକ ।”
11 Qui dixit illis: Non omnes capiunt verbum istud, sed quibus datum est.
୧୧ଜିସୁ କଇଲା, “ଏ ସିକିଆ ସବୁ ଲକ୍ ନ ମାନତ୍ । ପର୍ମେସର୍ ଟାନେଅନି ଜନ୍ଲକ୍ମନ୍କେ ଏଟା ଦିଆଅଇଆଚେ ସେମନ୍ସେ ଏଟା ମାନ୍ବାଇ ।
12 Sunt enim eunuchi, qui de matris utero sic nati sunt: et sunt eunuchi, qui facti sunt ab hominibus: et sunt eunuchi, qui seipsos castraverunt propter regnum caelorum. Qui potest capere capiat.
୧୨ବିନ୍ ବିନ୍ କାମର୍ପାଇ ଲକ୍ମନ୍ ବିବା ନ ଅଇ ରଇଜିବାଇ । କେତେ ଲକ୍ ଜନମେ ଅନି ବେଜୁ ଅଇ ବିବାଅଇ ନାପାରତ୍ । କେତେ ଲକ୍କେ ମୁନୁସ୍ମନ୍ ସେନ୍ତାରି କରି ଆଚତ୍, ଆରି କେତେ ଲକ୍ ସରଗ୍ ରାଇଜର୍ ପାଇ କାମ୍ କର୍ବାକେ ବିବା ନ ଅଇକରି ଆଚତ୍ । ଜନ୍ ଲକ୍ମନ୍ ଏ ସିକିଆର୍ ଅରତ୍ ବୁଜିପାର୍ଲାଇନି, ସେମନ୍ ସେଟା ମାନତ୍ ।”
13 Tunc oblati sunt ei parvuli, ut manus eis imponeret, et oraret. Discipuli autem increpabant eos.
୧୩କେତେ ଲକ୍ ପିଲାମନର୍ ଉପ୍ରେ ଆତ୍ ସଙ୍ଗଇ ପାର୍ତନା କର୍ବାକେ, ସେମନ୍କେ ଜିସୁର୍ ଲଗେ ଆନ୍ଲାଇ । ମାତର୍ ସିସ୍ମନ୍ ସେମନ୍କେ ଦମ୍କାଇଲାଇ ।
14 Iesus vero ait eis: Sinite parvulos, et nolite eos prohibere ad me venire: talium est enim regnum caelorum.
୧୪ମାତର୍ ଜିସୁ କଇଲା, “ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍ । ସେମନ୍କେ ମନା କରା ନାଇ । କାଇକେ ବଇଲେ ଏମନ୍ ଆକା ସରଗ୍ ରାଇଜେ ରଇବା ଲକ୍ ।”
15 Et cum imposuisset eis manus, abiit inde.
୧୫ଜିସୁ ପିଲାମନର୍ ଉପ୍ରେ ଆତ୍ ସଙ୍ଗଇ ଆସିର୍ବାଦ୍ କଲା । ପଚେ ସେ ତେଇଅନି ଉଟିଗାଲା ।
16 Et ecce unus accedens, ait illi: Magister bone, quid boni faciam ut habeam vitam aeternam? (aiōnios )
୧୬ଦିନେକ୍ ଗଟେକ୍ ସାଉକାର୍ ପିଲା ଜିସୁର୍ ଲଗେ ଆସି ପାଚାର୍ଲା, “କାଇ ନିକ କାମ୍କଲେ, ନ ସାର୍ବା ଜିବନ୍ ମିଲ୍ସି?” (aiōnios )
17 Qui dixit ei: Quid me interrogas de bono? Unus est bonus, Deus. Si autem vis ad vitam ingredi, serva mandata.
୧୭ଜିସୁ ତାକେ କଇଲା, “ନିକ କାମ୍ ବିସଇ ନେଇକରି ମକେ କାଇକେ ପାଚାର୍ଲୁସ୍ନି? ପର୍ମେସର୍ସେ ସତ୍ । ତାର୍ ଆଦେସ୍ ମାନ୍ଲେ, ନ ସାର୍ବା ଜିବନ୍ ମିଲାଇସୁ ।”
18 Dicit illi: Quae? Iesus autem dixit: Non homicidium facies: Non adulterabis: Non facies furtum: Non falsum testimonium dices:
୧୮ସେ ପାଚାର୍ଲା, “କାଇ କାଇ ଆଦେସ୍?” ଜିସୁ କଇଲା, “ନର୍ ଲକ୍ମନ୍କେ ମରାଇବାର୍ ନାଇ, ବେସିଆ କାମ୍ କର୍ବାର୍ ନାଇ, ଚରାଇବାର୍ ନାଇ, କାର୍ ବିରୁଦେ ମିଚ୍ ସାକି ଦେବାର୍ ନାଇ ।
19 Honora patrem tuum, et matrem tuam, et diliges proximum tuum sicut teipsum.
୧୯ଆୟା ବାବାର୍ ସେବା କରା ଆରି ତମର୍ ପଡିସାର୍ ଲକ୍ମନ୍କେ ନିଜର୍ ପାରା ଆଲାଦ୍ କରା ।”
20 Dicit illi adolescens: Omnia haec custodivi, quid adhuc mihi deest?
୨୦ସେ ବେଣ୍ଡିଆ କଇଲା, “ମୁଇ ଏ ସବୁ ଆଦେସ୍ ମାନି ଆଇଲିନି । ଆରି କାଇଟା କର୍ବାର୍ ଆଚେ?”
21 Ait illi Iesus: Si vis perfectus esse, vade, vende omnia quae habes, et da pauperibus, et habebis thesaurum in caelo: et veni, sequere me.
୨୧ଜିସୁ ତାକେ କଇଲା, “ତୁଇ ଜଦି ସିଦ୍ ଅଇବାକେ ମନ୍ କଲୁସ୍ନି ବଇଲେ, ଜାଆ ତର୍ଟାନେ ରଇବା ସବୁଜାକ ବିକି ଦେଇ, ସେ ଡାବୁ ଗରିବ୍ ଲକ୍ମନ୍କେ ଦାନ୍ କରିଦେସ୍ । ଏଟା ସବୁ କରି ସାରାଇ ମର୍ ସଙ୍ଗ୍ ଆଉ । ସେନ୍ତାର୍ କଲେ ତକେ ସର୍ଗେ ଦନ୍ ମିଲ୍ସି ।”
22 Cum audisset autem adolescens verbum, abiit tristis: erat enim habens multas possessiones.
୨୨ଏଟା ସୁନି କରି ସେ ବେଣ୍ଡିଆ ମୁ ଉତ୍ରାଇଦେଇ ତେଇଅନି ଉଟିଗାଲା । କାଇକେ ବଇଲେ ସେ ଲକ୍ ବେସି ସାଉକାର୍ ରଇଲା ।
23 Iesus autem dixit discipulis suis: Amen dico vobis, quia dives difficile intrabit in regnum caelorum.
୨୩ଜିସୁ ସିସ୍ମନ୍କେ କଇଲା, “ମୁଇ ତମ୍କେ ସତ୍ କଇଲିନି, ସାଉକାର୍ ଲକ୍ମନ୍ ସରଗ୍ ରାଇଜେ ସଲ୍କେ କେଟ୍ବାଟା ବଡେ ଆବଡ୍ ।
24 Et iterum dico vobis: Facilius est camelum per foramen acus transire, quam divitem intrare in regnum caelorum.
୨୪ଆରି ତରେକ୍ କଇଲିନି, ଗଟେକ୍ ବଡ୍ଟା ପସୁ ଜେନ୍ତି ସୁଜି କାଣାବାଟେ ଚିଙ୍ଗ୍ଲି ଜିବାକେ ଆବଡ୍, ସାଉକାର୍ ଲକ୍ ସରଗ୍ ରାଇଜେ କେଟ୍ବାଟା ଅଦିକ୍ ଆବଡ୍ ।”
25 Auditis autem his, discipuli mirabantur valde, dicentes: Quis ergo poterit salvus esse?
୨୫ସିସ୍ମନ୍ ଏ କାତା ସୁନି କାବାଅଇଜାଇ ପାଚାର୍ଲାଇ, “ଏନ୍ତି ବଇଲେ କେ ତେବେ ମୁକ୍ତି ପାଇପାର୍ସି?”
26 Aspiciens autem Iesus, dixit illis: Apud homines hoc impossibile est: apud Deum autem omnia possibilia sunt.
୨୬ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, “ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।”
27 Tunc respondens Petrus, dixit ei: Ecce nos reliquimus omnia, et secuti sumus te: quid ergo erit nobis?
୨୭ଏ କାତା ସୁନି ପିତର୍ କଇଲା, “ଦେକା, ଆମେ ସବୁଜାକ ଚାଡିକରି ତମର୍ ସଙ୍ଗ୍ ଆସିଆଚୁ । ତେବେ ଆମ୍କେ କାଇଟା ମିଲ୍ସି?”
28 Iesus autem dixit illis: Amen dico vobis, quod vos, qui secuti estis me, in regeneratione cum sederit filius hominis in sede maiestatis suae, sedebitis et vos super sedes duodecim, iudicantes duodecim tribus Israel.
୨୮ଜିସୁ ସେମନ୍କେ କଇଲା, “ଏ କାତା ସତ୍ ବଲି ଜାନ୍ସା, ଜେଡେବେଲେ ନୁଆ ଜୁଗେ ନର୍ପିଲା ମୁଇ ମର୍ ଡାକ୍ପୁଟା ଅଇବା ବସ୍ବାଟାନେ ବସ୍ବି । ମର୍ ବାର୍ଟା ସିସ୍, ତମେ ମିସା, ବାର୍ଟା ବସ୍ବାଟାନେ ବସି ଇସ୍ରାଏଲର୍ ବାର୍ଟା କୁଟୁମ୍କେ ସାସନ୍ କର୍ସା ।
29 Et omnis, qui reliquerit domum, vel fratres, aut sorores, aut patrem, aut matrem, aut uxorem, aut filios, aut agros propter nomen meum, centuplum accipiet, et vitam aeternam possidebit. (aiōnios )
୨୯ଜନ୍ ଲକ୍ମନ୍ ମର୍ଲାଗି ନିଜର୍ ଗର୍, ବାଇ ବଇନି, ଆୟା ବାବା, ପିଲାଟକି ଆରି ଜମିବାଡି ଚାଡି ଆଚତ୍, ସେମନ୍ ତାର୍ ସଏ ଗୁନ୍ ଆସିର୍ବାଦ୍ ପାଇବାଇ, ଆରି ନ ସାର୍ବା ଜିବନ୍ ମିସା ପାଇବାଇ । (aiōnios )
30 Multi autem erunt primi novissimi, et novissimi primi.
୩୦ଏବେ ଜନ୍ ଲକ୍ମନ୍ ଆଗ୍ତୁ ଆଚତ୍, ସେମନର୍ ବିତ୍ରେଅନି ବେସି ଲକ୍ ପଚେ ଅଇଜିବାଇ । ଆରି ଜନ୍ ଲକ୍ମନ୍ ପଚେ ଆଚତ୍, ସେମନର୍ ବିତ୍ରେ ଅନି ବେସି ଲକ୍ ଆଗ୍ତୁ ଅଇଜିବାଇ ।”