< Mattheum 17 >
1 Et post dies sex assumpsit Iesus Petrum, et Iacobum, et Ioannem fratrem eius, et duxit illos in montem excelsum seorsum:
୧ଚଅ ଦିନ୍ପଚେ ଜିସୁ ପିତର୍, ଜାକୁବ୍ ଆରି ଜଅନ୍ ଦୁଇ ବାଇକେ ନେଇ ଗଟେକ୍ ଡେଙ୍ଗ୍ ଡଙ୍ଗ୍ରେ ଗାଲା । ତେଇ କେ ମିସା ନ ରଇଲାଇ ।
2 et transfiguratus est ante eos. Et resplenduit facies eius sicut sol: vestimenta autem eius facta sunt alba sicut nix.
୨ସିସ୍ମନ୍ ଦେକ୍ଲା ଦାପ୍ରେ ଜିସୁ, ଗଟେକ୍ ଦେକ୍ଲେ କାବା ଅଇଜିବା ରୁପ୍ ଅଇ ବାଦ୍ଲି ଗାଲା । ତାର୍ ମୁ ବେଲ୍ ପାରା ଉଜଲ୍ ଅଇଲା ଆରି ପଚିଆର୍ ଉଜଲ୍ ପୁଲ୍ପାରା ଦବ୍ ଡିସ୍ଲା ।
3 Et ecce apparuerunt illis Moyses, et Elias cum eo loquentes.
୩ସିସ୍ମନ୍ ମସା ଆରି ଏଲିୟ ଜିସୁର୍ ସଙ୍ଗ୍ କାତାବାର୍ତା ଅଇବାଟା ଦେକ୍ଲାଇ ।
4 Respondens autem Petrus, dixit ad Iesum: Domine, bonum est nos hic esse: si vis, faciamus tria tabernacula, tibi unum, Moysi unum, et Eliae unum.
୪ପିତର୍ ଜିସୁକେ କଇଲା, “କେଡେ ସୁକର୍ କାତା, ଆଜି ଆମେ ଇତି ଆଚୁ । ତମେ ଜଦି ମନ୍ କର୍ସା, ଇତି ମୁଇ ତିନ୍ଟା କୁଡିଆ ତିଆର୍ କର୍ବି । ତମର୍ ପାଇ ଗଟେକ୍, ମସା ଆରି ଏଲିୟର୍ ପାଇ ଦୁଇଟା ।”
5 Adhuc eo loquente, ecce nubes lucida obumbravit eos. Et ecce vox de nube, dicens: Hic est Filius meus dilectus, in quo mihi bene complacui: ipsum audite.
୫ପିତର୍ ଏଟା କଇବାବେଲେ ଏଦେ ଦେକା! କଣ୍ଡେକ୍ ବାଦଲ୍ ଉଜଲ୍ ଅଇ ସେମନର୍ ଉପ୍ରେ ଉଡି ଆଇଲା ଆରି ତେଇଅନି ଗଟେକ୍ ସର୍ ଆଇଲା “ଏ ମର୍ ଆଲାଦର୍ ପଅ, ଆର୍ ଲଗେ ମୁଇ ବେସି ସାର୍ଦା । ତାର୍ କାତା ମନ୍ ଦେଇ ସୁନା ।”
6 Et audientes discipuli ceciderunt in faciem suam, et timuerunt valde.
୬ସିସ୍ମନ୍ ସେ ସର୍ ସୁନି ଏତେକ୍ ଡରି ଗାଲାଇ ଜେ ସେମନ୍ ଉମ୍ତାଡିଅଇ ଅଦ୍ରିଗାଲାଇ ।
7 Et accessit Iesus, et tetigit eos: dixitque eis: Surgite, et nolite timere.
୭ଜିସୁ ସେମନର୍ ଲଗେ ଆସି ସେମନ୍କେ ଚିଇ କରି କଇଲା, “ଉଟା, ଡରା ନାଇ ।”
8 Levantes autem oculos suos, neminem viderunt, nisi solum Iesum.
୮ସେଟାର୍ ପାଇ ସେମନ୍ ଉପ୍ରେ ଦେକ୍ଲାଇଜେ ଜିସୁକେ ଚାଡି ଆରି କେ ଡିସତ୍ ନାଇ ।
9 Et descendentibus illis de monte, praecepit eis Iesus, dicens: Nemini dixeritis visionem, donec Filius hominis a mortuis resurgat.
୯ସେମନ୍ ଡଙ୍ଗ୍ରେଅନି ଉତ୍ରି ଆଇଲା ବେଲେ ଜିସୁ ସେମନ୍କେ ଆଦେସ୍ ଦେଇ କଇଲା, “ନର୍ପିଲା ମୁଇ ମଲାଟାନେଅନି ଆରିତରେକ୍ ନ ଉଟ୍ବା ଜାକ ଏ ଦେକ୍ଲା କାତା ତମେ କାକେ କୁଆ ନାଇ ।”
10 Et interrogaverunt eum discipuli, dicentes: Quid ergo scribae dicunt quod Eliam oporteat primum venire?
୧୦ସିସ୍ମନ୍ ତାକେ ପାଚାର୍ଲାଇ “ଆମର୍ ଦରମ୍ ଗୁରୁମନ୍ ଏଲିୟ ପର୍ତୁମ୍ ଆଇସି ବଲି କାଇକେ କଇଲାଇ ଆଚତ୍?”
11 At ille respondens, ait eis: Elias quidem venturus est, et restituet omnia.
୧୧ଜିସୁ କଇଲା, “ଉଁ ଏଲିୟ ପର୍ତୁମ୍ ଆସିକରି ସବୁ ବିସଇ ତିଆର୍ କରି ରଇବା କାତା ।
12 dico autem vobis, quia Elias iam venit, et non cognoverunt eum, sed fecerunt in eo quaecumque voluerunt. Sic et Filius hominis passurus est ab eis.
୧୨ମାତର୍ ମୁଇ ତମ୍କେ କଇଲିନି, ଏଲିୟ ତା ଆସି ସାର୍ଲା ଆଚେ ଆରି ଲକ୍ମନ୍ ତାକେ ନ ଚିନି ଜନ୍ଟା ମନ୍ କଲା ସେଟା ତାକେ କଲାଇ ଆଚତ୍ । ସେନ୍ତାରିସେ ନର୍ପିଲା ମକେ ମିସା ସେମନ୍ ସେନ୍ତି କାରାପ୍ ଚଲାଚଲ୍ତି କର୍ବାଇ ।”
13 Tunc intellexerunt discipuli, quia de Ioanne Baptista dixisset eis.
୧୩ସେଡ୍କି ବେଲେ ସେମନ୍ ବୁଜି ପାର୍ଲାଇ ଜେ, ଜିସୁ ଡୁବନ୍ ଦେଉ ଜଅନର୍ ବିସଇ କଇଲାନି ବଲି ।
14 Et cum venisset ad turbam, accessit ad eum homo genibus provolutus ante eum, dicens:
୧୪ଜିସୁ ଆରି ତାର୍ ସିସ୍ମନ୍ ଲକ୍ ଗଉଲି ବିତ୍ରେ ବାଉଡି ଆଇଲା ପଚେ, ଗଟେକ୍ ଲକ୍ ଜିସୁର୍ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା,
15 Domine, miserere filio meo, quia lunaticus est, et male patitur: nam saepe cadit in ignem, et crebro in aquam.
୧୫“ମାପ୍ରୁ, ମର୍ ପିଲାକେ ଦୟା କରା । ମୁର୍ଚା ବେମାର୍ ଲାଗି କସ୍ଟ ପାଇଲାନି । ସେ ବେସି ତର୍ ଜଇତେଇ ଆରି ପାନିତେଇ ଅଦ୍ରି ଦେଲାନି ।
16 et obtuli eum discipulis tuis, et non potuerunt curare eum.
୧୬ତାକେ ମୁଇ ତମର୍ ସିସ୍ମନର୍ ଲଗେ ଆନି ରଇଲି, ମାତର୍ ସେମନ୍ ନିକ କରି ନାପାର୍ଲାଇ ।”
17 Respondens autem Iesus, ait: O generatio incredula, et perversa, quousque ero vobiscum? usquequo patiar vos? Afferte huc illum ad me.
୧୭ଜିସୁ କଇଲା, “ତମର୍ କେଡେ ଡାଟ୍ ନ ରଇବା ବିସ୍ବାସ୍ ଆରି ବୁଲ୍! ତମର୍ ସଙ୍ଗ୍ ଆରି ମୁଇ କେତେ ଦିନ୍ ରଇବି? ଆରି କେତେ ଦିନ୍ ତମର୍ ଚଲାଚଲ୍ତିଟା ସୁନି ସୁନି ତୁମ୍ପୁଡି ରଇବି? ସେ ପିଲାକେ ମର୍ ଲଗେ ଆନା ।”
18 Et increpavit illum Iesus, et exiit ab eo daemonium, et curatus est puer ex illa hora.
୧୮ପିଲା ବିତ୍ରେ ରଇଲା କାରାପ୍ ଆତ୍ମାକେ ଜିସୁ ଦମ୍କାଇଲା । କାରାପ୍ ଆତ୍ମା ଚାଡି ଉଟିଗାଲା ଆରି ସେ ଦାପ୍ରେସେ ପିଲା ନିକ ଅଇଗାଲା ।
19 Tunc accesserunt discipuli ad Iesum secreto, et dixerunt: Quare nos non potuimus eiicere illum?
୧୯ତାର୍ ପଚେ ସିସ୍ମନ୍ ଜିସୁ ଏକ୍ଲା ରଇଲା ବେଲେ ଆସି ତାକେ ପାଚାର୍ଲାଇ, “ଆମେ କାଇକେ ସେ କାରାପ୍ ଆତ୍ମାକେ କେଦି ନାପାର୍ଲୁ?”
20 Dixit illis Iesus: Propter incredulitatem vestram. Amen quippe dico vobis, si habueritis fidem, sicut granum sinapis, dicetis monti huic, Transi hinc, et transibit, et nihil impossibile erit vobis.
୨୦ଜିସୁ ସେମନ୍କେ କଇଲା, “ତମର୍ ବିସ୍ବାସ୍ ବେସି ଦୁର୍ବଲ୍ । ମୁଇ ତମ୍କେ ସତ୍ କଇଲିନି, ଜଦି ଗଟେକ୍ ସର୍ସୁ ମୁଞ୍ଜି ଏତ୍କି ତମର୍ ବିସ୍ବାସ୍ ରଇଲେ, ଏ ଡଙ୍ଗର୍, ଇତିଅନି ତେଇ ଗୁଚି ଜିବାକେ କଇଲେ, ସେଟା ଗୁଚି ଜାଇସି । ବିସ୍ବାସର୍ ଲାଗି ତମେ ସବୁ ବିସଇ କରିପାରାସ୍ ।”
21 Hoc autem genus non eiicitur nisi per orationem, et ieiunium.
୨୧ମାତର୍ ଉପାସ୍ ରଇକରି ପାର୍ତନା ନ କଲେ, କାଇ ବିନ୍ ଉପାଇ ନେଇ ମିସା ଏନ୍ତାରି ଡୁମା ବାରଇ ନ ଜାଏ ।
22 Conversantibus autem eis in Galilaea, dixit illis Iesus: Filius hominis tradendus est in manus hominum:
୨୨ସିସ୍ମନ୍ ଗାଲିଲିତେଇ ରୁଣ୍ଡ୍ଲା ପଚେ ଜିସୁ ସେମନ୍କେ କଇଲା, “ନର୍ପିଲା ମୁଇ ଲକ୍ମନ୍କେ ସର୍ପି ଅଇବାର୍ ଗାଲିନି ।
23 et occident eum, et tertia die resurget. Et contristati sunt vehementer.
୨୩ତେଇ ସେମନ୍ ମକେ ମରାଇବାଇ, ମାତର୍ ତିନ୍ ଦିନ୍ ପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।” ଜିସୁର୍ କାତା ସୁନି ସିସ୍ମନ୍ ବେସି ଦୁକ୍ ଅଇଗାଲାଇ ।
24 Et cum venissent Capharnaum, accesserunt qui didrachma accipiebant, ad Petrum, et dixerunt ei: Magister vester non solvit didrachma?
୨୪ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ କେଟ୍ଲା ପଚେ ମନ୍ଦିର୍ ପାଇ ସିସ୍ତୁମାଙ୍ଗୁମନ୍ ପିତର୍କେ ପାଚାର୍ଲାଇ, “ତମର୍ ଗୁରୁ ମନ୍ଦିରର୍ ପାଇ ସିସ୍ତୁ ଦେଇସି କି ନାଇ?”
25 Ait: Etiam. Et cum intrasset in domum, praevenit eum Iesus, dicens: Quid tibi videtur Simon? Reges terrae a quibus accipiunt tributum vel censum? a filiis suis, an ab alienis?
୨୫ପିତର୍ କଇଲା, “ଦେଇସି ।” ପିତର୍ ଗର୍ ବିତ୍ରେ ପୁରୁପୁରୁ ଜିସୁ ତାକେ ପାଚାର୍ଲା, “ସିମନ୍, ତମେ କାଇଟା ବାବ୍ଲାସ୍ନି? ଏ ଜଗତର୍ ରାଜାମନ୍ କାର୍ଟାନେଅନି ସିସ୍ତୁ ନେବାଇ? ତାକର୍ ନିଜର୍ ଦେସର୍ ଲକ୍ମନର୍ଟାନେଅନି କି ବିନ୍ ଦେସର୍ ଲକ୍ମନର୍ଟାନେଅନି?”
26 Et ille dixit: Ab alienis. Dixit illi Iesus: Ergo liberi sunt filii.
୨୬ପିତର୍ କଇଲା, “ବିନ୍ ଦେସର୍ ଲକ୍ମନର୍ତେଇଅନି ।” ଜିସୁ କଇଲା, “ସେନ୍ତି ବଇଲେ ରାଇଜର୍ ଲକ୍ମନ୍ ସିସ୍ତୁ ନ ଦେଅତ୍?
27 Ut autem non scandalizemus eos, vade ad mare, et mitte hamum: et eum piscem, qui primus ascenderit, tolle: et aperto ore eius, invenies staterem: illum sumens, da eis pro me, et te.
୨୭ମାତର୍ ଆମେ ଏବେ ସେମନ୍କେ ଇନ୍ କର୍ବାକେ ମନ୍ କରୁ ନାଇ । ତୁଇ ଗାଡେ ଜାଇ ବଡ୍ସି ପାକାଆ ଆରି ଜନ୍ ମାଚ୍ ପର୍ତୁମ୍ ଲାଗ୍ସି, ତାର୍ ଟଣ୍ଡେଅନି ଗଟେକ୍ ଅଦ୍ଲି ମିଲାଇସୁ । ସେଟା ନେଇ ମର୍ ପାଇ ଆରି ତମର୍ ପାଇ ମନ୍ଦିରର୍ ସିସ୍ତୁମାଙ୍ଗୁମନ୍କେ ଦେଇଦେସ୍ ।”