< Marcum 11 >
1 Et cum appropinquarent Ierosolymae, et Bethaniae ad montem olivarum, mittit duos ex discipulis suis,
୧ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇକରି ଜିତ୍ ନାଉଁର୍ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତ୍ନିଆ ନାଉଁର୍ ଗାଏଁ କେଟ୍ଲାଇ । ଜିସୁ ସିସ୍ମନର୍ ବିତ୍ରେଅନି ଦୁଇଲକ୍କେ ଡାକିକରି ସେମନ୍କେ କଇଲା,
2 et ait illis: Ite in castellum, quod contra vos est, et statim introeuntes illuc, invenietis pullum ligatum, super quem nemo adhuc hominum sedit: solvite illum, et adducite.
୨ତମେ ଆମର୍ ମୁଆଟେ ରଇଲା ଗାଏଁ ଜା । ତମେ ଗାଉଁ ବିତ୍ରେ ଜିବାବେଲେ, ଗଟେକ୍ ଗଦ ପିଲା ବାନ୍ଦିରଇଲାଟା ଦେକ୍ସା । ସେ ଗଦ ପିଲାର୍ ଉପ୍ରେ ଏବେଜାକ କେ ମିସା ଚଗତ୍ ନାଇ । ତାକେ ମେଲିକରି ମର୍ଲଗେ ଦାରିଆସା ।
3 Et si quis vobis dixerit: Quid facitis? dicite, quia Domino necessarius est: et continuo illum dimittet huc.
୩ଜଦି କେ ତମ୍କେ କାଇକେ ମେଲିକରି ନେଲାସ୍ନି? ବଲି ପାଚାର୍ଲେ, ମାପ୍ରୁକେ ଦର୍କାର୍ ଆଚେ ଆରି ସେ ତମ୍କେ ଦାପ୍ରେସେ ବାଉଡାଇଦେଇସି । ବଲି ସେମନ୍ ଜିବା ଆଗ୍ତୁ ସେମନ୍କେ ପାଟାଇଦେଲା ।
4 Et abeuntes invenerunt pullum ligatum ante ianuam foris in bivio: et solvunt eum.
୪ସେ ଗାଏଁ ଗାଲାଇ ଜେ ଗଟେକ୍ ଗରର୍ ଡାଣ୍ଡର୍ ଡିଆଗଡିଲଗେ ଗଦ ପିଲା ବାନ୍ଦିଅଇ ରଇଲାଟା ଦେକିକରି ତାକେ ଜାଇ ମେଲ୍ଲାଇ ।
5 Et quidam de illic stantibus dicebant illis: Quid facitis solventes pullum?
୫ତେଇ ଟିଆଅଇରଇଲା କେତେଲକ୍ମନ୍ କଇଲାଇ, “ତମେ କାଇଟା କଲାସ୍ନି? ଆରି କାଇକେ ଏ ଗଦ ପିଲାକେ ମେଲ୍ଲାସ୍ନି?”
6 Qui dixerunt eis sicut praeceperat illis Iesus, et dimiserunt eos.
୬ସେମନ୍କେ ଜିସୁ ଜେନ୍ତି କଇବାକେ କଇରଇଲା, ସେନ୍ତାରିସେ ସିସ୍ମନ୍ ଲକ୍ମନ୍କେ କଇଲାଇ । ତାର୍ପଚେ ସେ ଲକ୍ମନ୍ “ଗଦ ପିଲାକେ ନିଆ ।” ବଲି କଇଲାଇ ।
7 Et duxerunt pullum ad Iesum: et imponunt illi vestimenta sua, et sedit super eum.
୭ସେମନ୍ ଗଦ ପିଲାକେ ଜିସୁର୍ ଲଗେ ଆନ୍ଲାଇ ଆରି ନିଜର୍ ନିଜର୍ ପଚିଆମନ୍ ଗଦ ପିଲାର୍ ପିଟି ଉପ୍ରେ ପାକାଇଲାଇ । ଆରି ଜିସୁ ଗଦ ଉପ୍ରେ ବସ୍ଲା ।
8 Multi autem vestimenta sua straverunt in via: alii autem frondes caedebant de arboribus, et sternebant in via.
୮ବେସି ଲକ୍ମନ୍ ଜିସୁକେ ସନ୍ମାନ୍ ଦେବାକେ ନିଜର୍ ନିଜର୍ ପଚିଆମନ୍ ବାଟେ ଅଚାଇଦେଲାଇ ଆରି ବିନ୍ଲକ୍ମନ୍ ଗଚର୍ ଡାଲ୍ପତର୍ ଆରି କେନ୍ଦାମନ୍ କାଟିଆନିକରି ବାଟେ ଅଚାଇଦେଲାଇ ।
9 Et qui praeibant, et qui sequebantur clamabant, dicentes: Hosanna: Benedictus, qui venit in nomine Domini:
୯ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜିବା ଲକ୍ମନ୍ ବେସି ଆଉଲିଅଇ ଏନ୍ତି କଇତେରଇଲାଇ, “ଅସାନା, ପର୍ମେସର୍କେ ଡାକ୍ପୁଟା କରା । ପର୍ମେସର୍ ତାକେ ଆସିର୍ବାଦ୍ କଲାଆଚେ ।
10 benedictum quod venit regnum patris nostri David: Hosanna in excelsis.
୧୦ଆମର୍ ଆନିଦାଦି ଦାଉଦ୍ ରାଜାର୍ ରାଇଜ୍ ଆଇଲାନି, ତାର୍ ରାଇଜ୍ ପର୍ମେସର୍ ଆସିର୍ବାଦ୍ କର । ସର୍ଗେ ରଇବା ବାବା ପର୍ମେସର୍ ସନ୍ମାନ୍ ପାଇଲାପାରା କାତା କୁଆ” ବଲି କଇଲାଇ ।
11 Et introivit Ierosolymam in templum: et circumspectis omnibus, cum iam vespera esset hora, exiit in Bethaniam cum duodecim.
୧୧ତାର୍ପଚେ ଜିସୁ ଜିରୁସାଲାମ୍ ଆସିକରି ପର୍ମେସରର୍ ଗର୍ ବିତ୍ରେ ପୁର୍ଲା । ଆରି ଚାରିବେଡ୍ତି ରଇଲା ସବୁ ଜିନିସ୍ମନ୍ ନିମାନ୍ କରି ଦେକ୍ଲା । ସେ ବେଲା ବେସି ଅଲ୍ସମ୍ ଅଇଗାଲାଜେ, ସେ ବାର୍ଟା ସିସ୍ମନର୍ ସଙ୍ଗ୍ ବେତ୍ନିଆ ନାଉଁର୍ ଗାଏଁ ଉଟିଜାଇକରି ତେଇ ରଇଲା ।
12 Et alia die cum exirent a Bethania, esuriit.
୧୨ତାର୍ ଆର୍କର୍ ଦିନେ ଜିସୁ ଆରି ତାର୍ ସିସ୍ମନ୍ ବେତ୍ନିଆଇଅନି ଜିରୁସାଲାମ୍ ଆଇବାବେଲେ ଜିସୁକେ ବେସି ବୁକ୍ କଲା ।
13 Cumque vidisset a longe ficum habentem folia, venit si quid forte inveniret in ea. et cum venisset ad eam, nihil invenit praeter folia: non enim erat tempus ficorum.
୧୩ଜିସୁ ଦୁରିକେ ଅନି ବେସି ପତର୍ ରଇବା ଗଟେକ୍ ଡୁମ୍ରିଗଚ୍ ଦେକ୍ଲା । ଆରି ସେ ଗଚେ କେତେଟା ପଲ୍ ଦାରିରଇସି ବଲି ବାବିକରି ଗଚ୍ବୁନ୍ଦେ ଗାଲା । ମାତର୍ ଗଚ୍ଲଗେ ଜାଇକରି ଦେକ୍ଲାଜେ, ଗଟେକ୍ ମିସା ପଲ୍ ମିଲେ ନାଇ । କାଇକେବଇଲେ, ସେଟା ଡୁମ୍ରିପଲ୍ ଦାର୍ବା ଦିନ୍ ନ ରଇଲା ।
14 Et respondens dixit ei: Iam non amplius in aeternum ex te fructum quisquam manducet. Et audiebant discipuli eius. (aiōn )
୧୪ଜିସୁ ଗଚ୍କେ କଇଲା, “ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ ।” ସେ କାତା ତାର୍ ସିସ୍ମନ୍ ସୁନ୍ଲାଇ । (aiōn )
15 Et veniunt iterum in Ierosolymam. Et cum introisset in templum, coepit eiicere vendentes, et ementes in templo: et mensas numulariorum, et cathedras vendentium columbas evertit.
୧୫ତାର୍ପଚେ ଜିସୁ ଜିରୁସାଲାମର୍ ଗଡେ ଜାଇ, ମନ୍ଦିରେ ପୁରିକରି ତେଇ ଗେନାବିକା କର୍ବା ଲକ୍ମନ୍କେ ଡାଣ୍ଡେ ବାର୍କରାଇଦେଲା । ବିନ୍ ଦେସର୍ ଡାବୁ ବାଦ୍ଲାଇବା ଲକ୍ମନର୍ ଟେବୁଲ୍ ଆରି ବିରୁ କର୍ବା ପରୁଆ ବିକ୍ବା ଲକ୍ମନର୍ ବସ୍ବା ପିଡା ପାସ୍ଲାଇ ପାକାଇଲା ।
16 et non sinebat ut quisquam transferret vas per templum:
୧୬ମନ୍ଦିରର୍ ଡାଣ୍ଡେ ଗେନା ବିକା କର୍ବାକେ ସେ କାକେମିସା ଦେଏ ନାଇ ।
17 et docebat, dicens eis: Nonne scriptum est: Quia domus mea, domus orationis vocabitur omnibus gentibus? Vos autem fecistis eam speluncam latronum.
୧୭ତାର୍ ପଚେ ସେ ଲକ୍ମନ୍କେ ସିକାଇଦେବାବେଲେ ଏନ୍ତି କଇଲା, “ମର୍ ମନ୍ଦିର୍ ସବୁ ଜାତିର୍ ଲକ୍ମନର୍ ପାର୍ତନା ଗର୍ ବଲି ନାମ୍ବାଇ ବଲି ପର୍ମେସରର୍ ବଇଟାନେ ଲେକା ଅଇଆଚେ, ମାତର୍ ତମେ ସେ ଗର୍ ଚର୍ମନର୍ ପାଆର୍ କରିଆଚାସ୍ ।”
18 Quo audito principes sacerdotum, et Scribae quaerebant quomodo eum perderent: timebant enim eum, quoniam universa turba admirabatur super doctrina eius.
୧୮ତେଇ ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ ଏ କାତା ସୁନି, ଜିସୁକେ କେନ୍ତି ମରାଇବାର୍ ଅଇସି ବଲି ଚେସ୍ଟା କର୍ତେରଇଲାଇ । ମାତର୍ ଲକ୍ମନ୍କେ ଡର୍ତେରଇଲାଇ । କାଇକେବଇଲେ ଲକ୍ମନ୍ ସେ ସିକାଇଦେବା ବିସଇ କାବା ଅଇକରି ବେସି ମନ୍ କରି ସୁନ୍ତେରଇଲାଇ ।
19 Et cum vespera facta esset, egrediebatur de civitate.
୧୯ଆରି ସେଦିନର୍ ସଞ୍ଜ୍ ଅଇଲାକେ ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ନଅରେଅନି ବାରଇକରି ଉଟିଗାଲାଇ ।
20 Et cum mane transirent, viderunt ficum aridam factam a radicibus.
୨୦ତାର୍ ଆର୍କର୍ ଦିନର୍ ସାକାଲେ ବାଉଡି ଆଇବାବେଲେ, ଏଦେ ଦେକା! ସେ ଡୁମ୍ରିଗଚ୍ ବୁନ୍ଦେଅନି ଟିପେଜାକ ସୁକି ଜାଇରଇଲାଟା ଦେକ୍ଲାଇ ।
21 Et recordatus Petrus, dixit ei: Rabbi, ecce ficus, cui maledixisti, aruit.
୨୧ସେବେଲା ଜିସୁ ଆଗ୍ତୁ କଇରଇଲା କାତା ପିତର୍ ଏତାଇକରି ତାକେ କଇଲା, “ଏ ଗୁରୁ ଜନ୍ ଡୁମ୍ରି ଗଚ୍କେ ତମେ ସାଇପ୍ ଦେଇରଇଲାସ୍, ସେ ଗଚ୍ ସୁକିଗାଲା ଆଚେ ।”
22 Et respondens Iesus ait illis: Habete fidem Dei.
୨୨ଜିସୁ ସେମନ୍କେ କଇଲା, “ତମେ ପର୍ମେସରର୍ ତେଇ ବିସ୍ବାସ୍ କରିରୁଆ ।
23 amen dico vobis, quia quicumque dixerit huic monti: Tollere, et mittere in mare, et non haesitaverit in corde suo, sed crediderit, quia quodcumque dixerit, fiat, fiet ei.
୨୩ମୁଇ ତମ୍କେ ସତ୍ କାତା କଇଲିନି, ଜେ ନିଜର୍ ମନେ ଅଇସି କି ନଏ ବଲିକରି ଏନେ ତେନେ ନ ଅଇ, ସେ କଇବା କାତାଇ ବିସ୍ବାସ୍ କରି, ‘ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ।’ ବଲି କଇଲେ ସେଟା ସେନ୍ତାରି ଅଇସି ।
24 Propterea dico vobis, omnia quaecumque orantes petitis, credite quia accipietis, et evenient vobis.
୨୪ସେଟାର୍ପାଇ ମୁଇ ତମ୍କେ କଇଲିନି, ତମେ ପାର୍ତନାଇ ଜନ୍ଟା ମିଲ୍ସି ବଲି ବିସ୍ବାସ୍ କରି ମାଙ୍ଗ୍ଲେ, ସେଟା ତମ୍କେ ମିଲ୍ସି ।
25 Et cum stabitis ad orandum, dimittite si quis habetis adversus aliquem: ut et Pater vester qui in caelis est, dimittat vobis peccata vestra.
୨୫ମାତର୍ ତମେ ପାର୍ତନା କର୍ବା ବେଲେ ତମର୍ ମନେ କାର୍ ବିରଦେ ମିସା କାଇ କାତା ରଇଲେ, ତାକେ କେମା ଦିଆସ୍ । ଏନ୍ତି କଲେ ତମର୍ ସରଗର୍ ବାବା ମିସା ତମ୍କେ ତମର୍ ପାପେଅନି କେମା ଦେଇସି ।
26 Quod si vos non dimiseritis: nec Pater vester, qui in caelis est, dimittet vobis peccata vestra.
୨୬ମାତର୍ ତମେ କେମା ନ କଲେ, ତମର୍ ସରଗର୍ ବାବା ମିସା ତମ୍କେ କେମା ନ ଦେଏ ।”
27 Et veniunt rursus Ierosolymam. Et cum ambularet in templo, accedunt ad eum summi sacerdotes, et Scribae, et seniores:
୨୭ସେମନ୍ ଆରିତରେକ୍ ଜିରୁସାଲାମେ ଆଇଲାଇ । ଜିସୁ ମନ୍ଦିରର୍ ଦୁଆରେ ବୁଲ୍ବାବେଲେ ମୁକିଅ ପୁଜାରିମନ୍, ନିୟମ୍ ସିକାଉମନ୍ ଆରି ପାର୍ଚିନ୍ମନ୍ ତାର୍ ଲଗେ ଆସି ପାଚାର୍ଲାଇ,
28 et dicunt ei: In qua potestate haec facis? et quis dedit tibi hanc potestatem ut ista facias?
୨୮“ତୁଇ କାଇ ଅଦିକାରେ ଏ ସବୁ କାମ୍ମନ୍ କଲୁସ୍ନି? ଆରି ଏ ସବୁ କାମ୍ମନ୍ କର୍ବାକେ ତକେ କେ ଅଦିକାର୍ ଦେଲାଆଚେ?”
29 Iesus autem respondens, ait illis: Interrogabo vos et ego unum verbum, et respondete mihi: et dicam vobis in qua potestate haec faciam.
୨୯ମାତର୍ ଜିସୁ ସେମନ୍କେ କଇଲା, “ମୁଇ ମିସା ତମ୍କେ ଏକାଇ ଗଟେକ୍ ସେ ପର୍ସନ୍ ପାଚାର୍ବି, ସେ ପର୍ସନର୍ ଉତର୍ ତମେ କଇଲେ, ମୁଇ ଏ ସବୁ କାମ୍ କନ୍ ଅଦିକାରେ କଲିନି, ସେଟା ତମ୍କେ କଇବି ।
30 Baptismus Ioannis, de caelo erat, an ex hominibus? Respondete mihi.
୩୦ଜଅନ୍ ଡୁବନ୍ ଦେବା ଅଦିକାର୍ ସରଗର୍ ପର୍ମେସରର୍ଟାନେଅନି ଆସିରଇଲା କି ଲକ୍ମନର୍ ଟାନେଅନି ଆସିରଇଲା? ଏଟା ମକେ କୁଆ ।” ବଲି କଇଲା ।
31 At illi cogitabant secum, dicentes: Si dixerimus, De caelo, dicet nobis, Quare ergo non credidistis ei?
୩୧ତେଇ ସେମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ଆମେ ଜଦି ସରଗର୍ ପର୍ମେସରର୍ ଟାନେଅନି ବଲି କଇବୁ ବଇଲେ, ସେନ୍ତାର୍ ଆଲେ ତମେ ଜଅନ୍ ଜନ୍ଟା କଇଲା ସେଟା କାଇକେ ବିସ୍ବାସ୍ କରାସ୍ ନାଇ? ବଲିକରି ଜିସୁ ଆମ୍କେ କଇସି ।
32 Si dixerimus, Ex hominibus, timemus populum. omnes enim habebant Ioannem quia vere propheta esset.
୩୨ମାତର୍ ଲକ୍ମନର୍ଟାନେଅନି ବଲି କଇବାକେ ଆମ୍କେ ଡର୍ ଲାଗ୍ଲାନି । କାଇକେ ବଇଲେ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ସେମନ୍ ସବୁଲକ୍ ବିସ୍ବାସ୍ କଲାଇନି ।”
33 Et respondentes dicunt Iesu: Nescimus. Et respondens Iesus ait illis: Neque ego dico vobis in qua potestate haec faciam.
୩୩ସେଟାର୍ପାଇ ସେମନ୍ ଆମେ ନାଜାନୁ । ବଲି ଜିସୁକେ କଇଲାଇ । ତାର୍ପଚେ ଜିସୁ ସେମନ୍କେ କଇଲା, “ଏନ୍ତି ବଇଲେ ମୁଇ ମିସା କନ୍ ଅଦିକାରେ ଏସବୁ କାମ୍ କଲିନି, ସେଟା ତମ୍କେ ନ କଇ ।”