< Actuum Apostolorum 19 >
1 Factum est autem, cum Apollo esset Corinthi, ut Paulus peragratis superioribus partibus veniret Ephesum, et inveniret quosdam de discipulis:
ଆପଲ୍ କରନ୍ତି ତଃୟ୍ ରେତାବଃଳ୍, ପାଉଲ୍ ଦେସାର୍ ହୁର୍ବ୍ ହଲିବାଟ୍ ଆସିକଃରି ଏପିସିଏ ଆସି ହଚ୍ଲା । ସେତି ସେ କଃତି ଗଟ୍ ଚେଲାକେ ବେଟ୍ ଅୟ୍ଲା,
2 dixitque ad eos: Si Spiritum sanctum accepistis credentes? At illi dixerunt ad eum: Sed neque si Spiritus sanctus est, audivimus.
ସେ ସେମଃନ୍କେ ହଃଚାର୍ଲା, “ବିସ୍ୱାସ୍ କଃର୍ତା ବଃଳ୍ କାୟ୍ ତୁମିମଃନ୍ ପବିତ୍ର ଆତ୍ମା ହାୟ୍ରିଲାସ୍?” ସେମଃନ୍ ତାକେ କୟ୍ଲାୟ୍, ନାୟ୍, “ପବିତ୍ର ଆତ୍ମା ଜେ ଆଚେ ବଃଲି ସେରି ଅଃମି କଃବେ ହେଁ ନଃସୁଣୁ ।”
3 Ille vero ait: In quo ergo baptizati estis? Qui dixerunt: In Ioannis baptismate.
ସେତାକ୍, ସେ ହଃଚାର୍ଲା ତଃବେ ତୁମିମଃନ୍ କାୟ୍ତି ବାପ୍ତିସମ୍ ହାୟ୍ଲାସ୍? ସେମଃନ୍ କୟ୍ଲାୟ୍, “ଜହନ୍ ତଃୟ୍ହୁଣି ବାପ୍ତିସମ୍ ହାୟ୍ଆଚୁ ।”
4 Dixit autem Paulus: Ioannes baptizavit baptismo poenitentiae populum, dicens: In eum, qui venturus esset post ipsum, ut crederent, hoc est, in Iesum.
ସେତାକ୍ ପାଉଲ୍ କୟ୍ଲା, “ଜହନ୍ ଇସ୍ରାଏଲ୍ ଲକ୍ମଃନ୍କେ ମଃନ୍ ବାଦ୍ଲାଉତା ବାପ୍ତିସମେ ବାପ୍ତିସମ୍ ଦଃୟ୍, ତାର୍ହଃଚେ ଜେ ଆସେଦ୍ ତାର୍ ତଃୟ୍ ବଃଲେକ୍ ଜିସୁର୍ ତଃୟ୍ ବିସ୍ୱାସ୍ କଃରୁକେ ଅୟ୍ଦ୍ ବଃଲି ଲକ୍ମଃନ୍କେ କଃଉତି ରିଲା ।
5 His auditis, baptizati sunt in nomine Domini Iesu.
ସେମଃନ୍ ଇରି ସୁଣି ମାପ୍ରୁ ଜିସୁର୍ ନାଉଁଏ ବାପ୍ତିସମ୍ ନିଲାୟ୍ ।
6 Et cum imposuisset illis manus Paulus, venit Spiritus sanctus super eos, et loquebantur linguis, et prophetabant.
ଆର୍ ପାଉଲ୍ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ପବିତ୍ର ଆତ୍ମା ଆୟ୍ଲି, ଆରେକ୍ ସେମଃନ୍ ବିନ ବିନ୍ ବାସାୟ୍ କଃତା କଃଉଁକେ ଆର୍ ଇସ୍ୱରାର୍ କବୁର୍ କଃଉଁକେ ଦଃର୍ଲାୟ୍ ।
7 Erant autem omnes viri fere duodecim.
ସେମଃନ୍ ସଃବୁ ହାକାହାକି ବାର ଗଟ୍ ଅଃଣ୍ଡ୍ରାଲକ୍ ରିଲାୟ୍ ।”
8 Introgressus autem synagogam, cum fiducia loquebatur per tres menses, disputans, et suadens de regno Dei.
ହଃଚେ ସେ ଜିଉଦିମଃନାର୍ ପାର୍ତ୍ନା ଗଃର୍ ବିତ୍ରେ ଜାୟ୍ ତିନି ମାସ୍ ହଃତେକ୍ ସାସ୍ ଦଃରି ଇସ୍ୱରାର୍ ରାଇଜାର୍ କଃତା ପର୍ଚାର୍ କଃଲା ଆର୍ ବିସ୍ୱାସେ ବାଡୁକେ କୟ୍ଲା ।
9 Cum autem quidam indurarentur, et non crederent, maledicentes viam Domini coram multitudine, discedens ab eis, segregavit discipulos, quotidie disputans in schola tyranni cuiusdam.
ମଃତର୍ ଜଃଡେବଃଳ୍ କଃତେକ୍ ଲକ୍ ଅଃଟୁଆ ଆର୍ ଅମାନ୍ୟାର୍ ଅୟ୍ ଲକ୍ମଃନାର୍ ଚଃମେ ସେ କଃତାକ୍ ଲିନ୍ଦା କଃରୁକେ ଦଃର୍ଲାୟ୍ । ସଃଡେବଃଳ୍ ପାଉଲ୍ ସେମଃନ୍କେ ଚାଡି ଚେଲାମଃନ୍କେ ଅଃଲ୍ଗା କଃଲା ଆର୍ ହଃତି ଦିନ୍ ତୁରାନର୍ ଇସ୍କୁଲେ ଆଲ୍ଚଃନା କଃରୁକେ ଦଃର୍ଲାୟ୍ ।
10 Hoc autem factum est per biennium, ita ut omnes, qui habitabant in Asia, audirent verbum Domini, Iudaei atque Gentiles.
ଦୁୟ୍ ବଃର୍ସ୍ ହଃତେକ୍ ଅଃନ୍କାର୍ ଅୟ୍ଲି, ସେତାକ୍ ଆସିଆର୍ ଜିଉଦି ଆର୍ ଅଜିଉଦି ମାପ୍ରୁର୍ କଃତା ସୁଣ୍ଲାୟ୍ ।
11 Virtutesque non modicas quaslibet faciebat Deus per manum Pauli:
ଆରେକ୍ ଇସ୍ୱର୍ ପାଉଲ୍ ଆତେହୁଣି କାବା ଅଃଉତା ସକ୍ତିର୍ କାମ୍ କଃର୍ତି ରିଲା ।
12 ita ut etiam super languidos deferrentur a corpore eius sudaria, et semicinctia, et recedebant ab eis languores, et spiritus nequam egrediebantur.
ଅଃନ୍କାର୍ କି ପାଉଲ୍ ବାଉର୍ତା ରୁମାଲ୍ ଆର୍ ବଃସ୍ତର୍ ରଗିମଃନାର୍ ତଃୟ୍ ଆଣ୍ଲେକ୍ ସେମଃନାର୍ ତଃୟ୍ ହୁଣି ରଗ୍ ଚାଡି ଜାତି ରିଲି, ଆର୍ ଦୁସ୍ଟ୍ ଆତ୍ମାମଃନ୍ ବାରୟ୍ ଜାତି ରିଲାୟ୍ ।
13 Tentaverunt autem quidam et de circumeuntibus Iudaeis exorcistis, invocare super eos, qui habebant spiritus malos, nomen Domini Iesu, dicentes: Adiuro vos per Iesum, quem Paulus praedicat.
ମଃତର୍ ବାର୍ବୁଲା ଜିଉଦି ବୁତ୍ ଚାଡାଉମଃନାର୍ ବିତ୍ରେ କଃତେକ୍ ଲକ୍ ହେଁ ଦୁସ୍ଟ୍ ଆତ୍ମା ଦଃରିରିଲା “ଲକ୍ମଃନାର୍ ଉହ୍ରେ ମାପ୍ରୁ ଜିସୁର୍ ନାଉଁ କୟ୍କଃରି ଜୁୟ୍ ଜିସୁକେ ପାଉଲ୍ ପର୍ଚାର୍ କଃରୁଲା ମୁୟ୍ଁ ତୁମିମଃନ୍କେ ତାର୍ ନାଉଁଏ ଆଦେସ୍ ଦେଉଁଲେ ।”
14 Erant autem cuiusdam Iudaei nomine Scevae principis sacerdotum septem filii, qui hoc faciebant.
ଆରେକ୍ ସ୍କେବା ନାଉଁଆର୍ ଗଟେକ୍ ଜିଉଦି ବଃଡ୍ ଜାଜକାର୍ ସାତ୍ ଗଟ୍ ହୟ୍ସି ଅଃନ୍କଃରି କଃର୍ତି ରିଲାୟ୍ ।
15 Respondens autem spiritus nequam dixit eis: Iesum novi, et Paulum scio: vos autem qui estis?
ମଃତର୍ ଦୁସ୍ଟ୍ ଆତ୍ମା ସେମଃନ୍କେ କୟ୍ଲି, “ମୁୟ୍ଁ ଜିସୁକେ ଜାଣି, ଆର୍ ପାଉଲ୍କେ ଚିନି ଆଚି, ମଃତର୍ ତୁମିମଃନ୍ କେ?”
16 Et insiliens in eos homo, in quo erat daemonium pessimum, et dominatus amborum, invaluit contra eos, ita ut nudi, et vulnerati effugerent de domo illa.
ସଃଡେବଃଳ୍ ଦୁସ୍ଟ୍ ଆତ୍ମା ଡଃସିରିଲା ଲକ୍ ସେମଃନାର୍ ଉହ୍ରେ ଡଃଗାୟ୍ ସେ ଦୁୟ୍ ଲକ୍କେ ଅଃନ୍କା ମାଡ୍ ମାର୍ଲା ଜେ, ସେମଃନ୍ ନଃଗ୍ଳା ଆର୍ କଃଣ୍ଡିଆକାବ୍ରା ଅୟ୍ ସେ ଗଃରେ ହୁଣି ବାରୟ୍ ହଃଳାୟ୍ଲାୟ୍ ।
17 Hoc autem notum factum est omnibus Iudaeis, atque Gentilibus, qui habitabant Ephesi: et cecidit timor super omnes illos, et magnificabatur nomen Domini Iesu.
ଇ କଃତା ଏପିସିଏ ଜିଉଦି ଆର୍ ଅଜିଉଦି ସଃବୁ ଲକ୍ ଜାଣ୍ଲାୟ୍, ଆର୍ ସେତାକ୍ ସଃବୁ ଲକ୍ ଡିର୍ଲାୟ୍ ଆର୍ ମାପ୍ରୁ ଜିସୁର୍ ନାଉଁକ୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ ।
18 Multique credentium veniebant, confitentes, et annunciantes actus suos.
ଆରେକ୍ ବିସ୍ୱାସିମଃନାର୍ ବିତ୍ରେ ଗାଦେକ୍ ଲକ୍ ଆସି ଅଃହ୍ଣାର୍ ଅଃହ୍ଣାର୍ ହାହ୍ କାମ୍ ମାନ୍ଲାୟ୍ ଆର୍ ଜାଣାଉଁକ୍ ଦଃର୍ଲାୟ୍ ।
19 Multi autem ex eis, qui fuerant curiosa sectati, contulerunt libros, et combusserunt eos coram omnibus: et computatis pretiis illorum, invenerunt pecuniam denariorum quinquaginta millium.
ଆର୍ ଗୁଣିଆ କାମ୍ କଃର୍ତା ଗାଦେକ୍ ଲକ୍ ନିଜାର୍ ନିଜାର୍ ପୁସ୍ତକ୍ ଆଣି ରୁଣ୍ଡାୟ୍ ସଃବ୍କାର୍ ମୁଏଁ ହଡାୟ୍ ହଃକାୟ୍ଲାୟ୍, ସେମଃନ୍ ସେ ସଃବୁର୍ ମଲ୍ ଇସାବ୍ କଃରି ଦୁୟ୍କଳି ଦଃସ୍ ଅଃଜାର୍ ରୁହା ଟଃକା ବଃଲି କୟ୍ଲାୟ୍ ।
20 Ita fortiter crescebat verbum Dei, et confirmabatur.
ଅଃନ୍କଃରି ମାପ୍ରୁର୍ କଃତା ସଃକ୍ତିଏ ବାଡୁକେ ଦଃର୍ଲି, ଆର୍ ଅଃଦିକ୍ ସଃକାତ୍ ଅଃଉଁକେ ଦଃର୍ଲି ।
21 His autem expletis, proposuit Paulus in Spiritu, transita Macedonia et Achaia ire Ierosolymam, dicens: quoniam postquam fuero ibi, oportet me et Romam videre.
ଇ ସଃବୁ କଃତା ସଃର୍ଲା ହଃଚେ ପାଉଲ୍ ମାକିଦନିଆ ଆର୍ ଆକାୟା ବାଟ୍ ଅୟ୍ ଜିରୁସାଲମ୍କେ ଜଃଉଁକେ ଆତ୍ମାୟ୍ ମଃନ୍ କଃରି କୟ୍ଲା, “ସେତି ଗଃଲା ହଃଚେ ମକେ ବାୟ୍ଦ୍ରେ ରମ୍କେ ହେଁ ଜଃଉଁକେ ଅୟ୍ଦ୍”
22 Mittens autem in Macedoniam duos ex ministrantibus sibi, Timotheum, et Erastum, ipse remansit ad tempus in Asia.
ଆରେକ୍ ଜୁୟ୍ମଃନ୍ ତାର୍ ଜଃତୁନ୍ କଃର୍ତି ରିଲାୟ୍ ସେମଃନାର୍ ବିତ୍ରେ ତିମତି ଆର୍ ଏରାସ୍ଟ, ଇ ଦୁୟ୍ ଲକ୍କେ ମାକିଦନିଆକେ ହଃଟାୟ୍ କଃରି ସେ ଅଃଳକ୍ ଦିନ୍ ହଃତେକ୍ ଆସିଆ ତଃୟ୍ ରିଲା ।
23 Facta est autem illo tempore turbatio non minima de via Domini.
ସଃଡେବଃଳ୍ ମାପ୍ରୁ ଦଃକାୟ୍ ରିଲା ବାଟାର୍ ଗିନେ ଏପିସି ଗଃଳେ ବଃଡେ ଗଃଣ୍ଡ୍ଗଳ୍ ଅୟ୍ଲି ।
24 Demetrius enim quidam nomine, argentarius, faciens aedes argenteas Dianae, praestabat artificibus non modicum quaestum:
କାୟ୍ତାକ୍ବଃଲେକ୍ ଦିମାତ୍ରିୟ ନାଉଁଆର୍ ଗଟେକ୍ ରୁହା ମୁର୍ତି ହାଜୁ ଆର୍ତେମିର୍ ରୁହା ମନ୍ଦିର୍ ବାନ୍ଦ୍ତି ରିଲା ଆର୍ ମେସ୍ତୁରି ମଃନ୍କାର୍ ବୁତେକ୍ ଲାବ୍ କଃରାଉତି ରିଲା ।
25 quos convocans, et eos, qui huiusmodi erant opifices, dixit: Viri, scitis quia de hoc artificio est nobis acquisitio:
ସେ ସେମଃନ୍କେ ଆର୍ ସେ ବେବାର୍କଃରୁ ମେସ୍ତୁରିମଃନ୍କେ କୁଦି କୟ୍ଲା, “ଆଗ୍ୟାମଃନ୍ ଇ ବେବାରାର୍ ଗିନେ ଅଃମି ଲାବ୍ ହାଉଁଲୁ, ଇରି ତୁମିମଃନ୍ ସଃବୁ ଜାଣିଆଚାସ୍ ।
26 et videtis, et auditis quia non solum Ephesi, sed pene totius Asiae, Paulus hic suadens avertit multam turbam, dicens: Quoniam non sunt dii, qui manibus fiunt.
ଆର୍ ଆତେ ହାଜ୍ଲା ଦେବ୍ତାମଃନ୍ ଇସ୍ୱର୍ ନାୟ୍ ବଃଲି କୟ୍ ପାଉଲ୍ ଅଃବ୍କା ଏପିସିଏ ନାୟ୍ ମଃତର୍ ସଃବୁ ଆସିଆର୍ ଗାଦେକ୍ ଲକ୍ମଃନ୍କେ ବୁଲ୍କାଉଁଲା, ଇରି ତୁମିମଃନ୍ ଦଃକୁଲାସ୍ ଆର୍ ସୁଣୁଲାସ୍ ।
27 Non solum autem haec periclitabitur nobis pars in redargutionem venire, sed et magnae Dianae templum in nihilum reputabitur, sed et destrui incipiet maiestas eius, quam tota Asia, et orbis colit.
ଇତାକ୍ ଜେ, ଅଃମାର୍ ବେବାରେ ବାଦା ଅଃଉତାର୍ ଦଃକା ଜଃଉଁଲି, ସେରି ନାୟ୍ ମଃତର୍ ଜୁୟ୍ ମହାଦେବି ଆର୍ତେମିକ୍ ସଃବୁ ଆସିଆ ଆର୍ ଜଃଗତ୍ ସଃରା ହୁଜା କଃରୁଲାୟ୍ ସେ ମନ୍ଦିରାର୍ ହେଁ ଜଃଜ୍ମାନାର୍ ଲିନ୍ଦା ଅଃଉଁଲି ।”
28 His auditis, repleti sunt ira, et exclamaverunt dicentes: Magna Diana Ephesiorum.
ଇ କଃତା ସୁଣି ସେମଃନ୍ ବେସି ରିସା ଅୟ୍ ଉଲ୍ଗାଟ୍ ଅୟ୍ କଃଉଁକେ ଦଃର୍ଲାୟ୍, “ଏପିସି ମଃନାର୍ ଆର୍ତେମି ବଃଡ୍ଦେବିର୍ ଜୟ୍ ଅଃଉଅ ।”
29 Et impleta est civitas confusione, et impetum fecerunt uno animo in theatrum, rapto Gaio, et Aristarcho Macedonibus, comitibus Pauli.
ଇତାକ୍ ସଃବୁ ଗଃଳ୍ ଜାକ ଗଃଣ୍ଡ୍ଗଳ୍ ଅୟ୍ଲି, ଆର୍ ସେମଃନ୍ ପାଉଲାର୍ ସଃଙ୍ଗାର୍ ମାକିଦନିଆର୍ ଗାୟ ଆର୍ ଆରିସ୍ତାର୍କକେ ଦଃରି ଜୁଜ୍ବଃଟାକ୍ ଦଃବୁଳ୍ଲାୟ୍ ।
30 Paulo autem volente intrare in populum, non permiserunt discipuli.
ଇତାକ୍ ପାଉଲ୍ ଲକ୍ମଃନାର୍ ବିତ୍ରେ ଜଃଉଁକେ ମଃନ୍କଃଲା, ମଃତର୍ ଚେଲାମଃନ୍ ତାକେ ଜଃଉଁକେ ନଃଦିଲାୟ୍ ।
31 Quidam autem et de Asiae principibus, qui erant amici eius, miserunt ad eum rogantes ne se darent in theatrum:
ଆର୍ ଆସିଆର୍ ବଃଡ୍ ସଃର୍କାରି ଲକ୍ମଃନାର୍ ବିତ୍ରେ ହେଁ କଃତି ଲକ୍ ତାକାର୍ ନିଜାର୍ ଲକ୍ ରିଲାକ୍ ଲକ୍ ହଃଟାୟ୍ ଜୁଜ୍ବଃଟାୟ୍ ନଃଜ୍ଉଁକେ ପାଉଲ୍କେ ଗଃଉଆରି କଃଲାୟ୍ ।
32 alii autem aliud clamabant. Erat enim Ecclesia confusa: et plures nesciebant qua ex causa convenissent.
ସଃଡେବଃଳ୍ କେ କେ ଇ କଃତା, କେ କେ ସେ କଃତା କୟ୍ ଉଲ୍ଗାଟ୍ ଅଃଉତି ରିଲାୟ୍, କାୟ୍ତାକ୍ ବଃଲେକ୍ ବେରାଣ୍ ମେଣ୍ଡା ଜଃବର୍ ଉରାଟୁ ଅୟ୍ଲି । ଆର୍ ସେମଃନ୍ ଜେ କାୟ୍ତାକ୍ ରୁଣ୍ଡି ଆଚ୍ତି ସେରି ଅଃନେକ୍ ଲକ୍ ଜାଣି ନଃରିଲାୟ୍ ।
33 De turba autem detraxerunt Alexandrum, propellentibus eum Iudaeis. Alexander autem manu silentio postulato, volebat reddere rationem populo.
ଆର୍ ଜିଉଦିମଃନ୍ ଆଲେକ୍ଜେଣ୍ଡାର୍କେ ଆଗ୍ତୁ ବାର୍କଃରି ଆଣୁକେ ଲକ୍ମଃନ୍କେ ତାକେ ଜୁଜାୟ୍ଲାୟ୍, କାୟ୍ତାକ୍ବଃଲେକ୍ ସେତି ଆଲେକ୍ଜେଣ୍ଡାର୍ ଆତେ ସଃଗ୍ୟା କଃରି ଲକ୍ମଃନାର୍ ଚଃମେ ବିସ୍ୱାସିମଃନାର୍ ବାଟ୍ୟା ଅୟ୍ ବୁଜାଉଁକେ ମଃନ୍ କଃର୍ତି ରିଲାୟ୍ ।
34 Quem ut cognoverunt Iudaeum esse, vox facta una est omnium, quasi per horas duas clamantium: Magna Diana Ephesiorum.
ମଃତର୍ ସେ ଗଟେକ୍ ଜିଉଦି ବଃଲି ସେମଃନ୍ ଜାଣ୍ଲାୟ୍, ସଃଡେବଃଳ୍ ସଃବୁ ଲକ୍ ଦୁୟ୍ ଗଃଟା ହଃତେକ୍ ଉରାଟୁ କଃରୁକେ ଦଃର୍ଲାୟ୍, “ଏପିସିମଃନାର୍ ଆର୍ତେମି ବଃଡ୍ଦେବିର୍ ଜଃୟ୍ ଅଃଉଅ ।”
35 Et cum sedasset scriba turbas, dixit: Viri Ephesii, quis enim est hominum, qui nesciat Ephesiorum civitatem cultricem esse magnae Dianae, Iovisque prolis?
ତାର୍ ହଃଚେ ଗଃଳାର୍ ବେବର୍ତା ଲକ୍ମଃନ୍କେ ଚିମ୍ରା କଃରାୟ୍ କୟ୍ଲା ଏ ଏପିସିର୍ ଲକ୍ମଃନ୍ ଏପିସି ଗଃଳ୍ ବଃଡ୍ଦେବି ଆର୍ତେମି ଆର୍ ଅଃଗାସେ ହୁଣି ଅଦୁର୍ଲା ମୁର୍ତିର୍ ମନ୍ଦିର୍ ଦଃକାସୁଣା କଃରୁ ଇରି ସଃବୁଲକେ ଜାଣା ଆଚେ ।
36 Cum ergo his contradici non possit, oportet vos sedatos esse, et nihil temere agere.
ତଃବେ ଇ ସଃବୁ କଃତା କେ ନାୟ୍ ବଃଲେଦ୍, ଇତାକ୍ ତୁମିମଃନ୍ ସୁସ୍ତା ଅଃଉତାର୍ ଆର୍ କାୟ୍ରି ନଃବାବି କାୟ୍ କାମ୍ କଃର୍ତାର୍ ନିକ ନାୟ୍ ।
37 Adduxistis enim homines istos, neque sacrilegos, neque blasphemantes deam vestram.
କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍କେ ତୁମି ଦଃରି ଆଣି ଆଚାସ୍ ଇ ମଃନ୍ ତ ମନ୍ଦିରାର୍ କାୟ୍ରି ଚରି ନଃକେର୍ତି କି ଅଃମାର୍ ଦେବିର୍ ଲିନ୍ଦା ନଃକେର୍ତି ।
38 Quod si Demetrius, et qui cum eo sunt artifices, habent adversus aliquem causam, conventus forenses aguntur, et proconsules sunt, accusent invicem.
ଇତାକ୍ ଜଦି କାର୍ ବିରଦେ ଦିମାତ୍ରିୟ୍ର ଆର୍ ତାର୍ ସଃଙ୍ଗୁଆଳି ମେସ୍ତୁରିମଃନାର୍ କାୟ୍ କଃତା ଆଚେ ତଃବେ ବିଚାର୍ କଃର୍ତା ବେରାଣ୍ ମଃଣ୍ଡା ମେଲା ଆଚେ, ଆର୍ ସାସନ୍ କଃରୁମଃନ୍ ଆଚ୍ତି; ସେମଃନ୍ ଅଃହ୍ଣା ଅଃହ୍ଣାର୍ ବିରଦେ ଦଃସ୍ ଆଣତ୍ ।
39 Si quid autem alterius rei quaeritis: in legitima Ecclesia poterit absolvi.
ମଃତର୍ ଜଦି ତୁମିମଃନାର୍ ଆର୍ କାୟ୍ରି କଃଉତାର୍ ଆଚେ ତଃବେ କୁଟୁମ୍ ବେରାଣେ ତାର୍ ବିଦି ହଃର୍କାରେ ବୁଜାମଃଣା ଅୟ୍ଦ୍ ।
40 Nam et periclitamur argui seditionis hodiernae: cum nullus obnoxius sit (de quo possimus reddere rationem) concursus istius.
କାୟ୍ତାକ୍ବଃଲେକ୍ ସଃତ୍କଃରି ଆଜିର୍ ଗଃଣ୍ଡ୍ଗଳ୍ ଗିନେ ଅଃମାର୍ ବିତ୍ରେ କାୟ୍ କଃତା ଅଃଉଁକେ ଆଚେ ଅଃମିମଃନ୍ ଇ ଗଣ୍ଡ୍ଗଳାର୍ କାୟ୍ କଃତା କଃଉ ନଃହାରୁ ।
41 Et cum haec dixisset, dimisit Ecclesiam.
ଇରି କୟ୍ ସେ କୁଟୁମାର୍ ସଃବ୍କେ ମେଲାଣି ଦିଲା ।