< Hebræos 7 >
1 Hic enim Melchisedech, rex Salem, sacerdos Dei summi, qui obviavit Abrahæ regresso a cæde regum, et benedixit ei:
୧ଏ ମଲ୍କିସେଦକ୍ ସାଲେମ୍ ରାଇଜର୍ ରାଜା ରଇଲା । ସେ ସବୁର୍ଟାନେଅନି ଉପ୍ରେ ରଇବା ପର୍ମେସରର୍ ପୁଜାରି ରଇଲା । ଚାର୍ଟା ରାଜାମନ୍କେ ଜୁଇଦେ ଆରାଇକରି ବାଉଡ୍ଲାବେଲେ ମଲ୍କିସେଦକ୍ ଅବ୍ରାଆମ୍କେ ବେଟ୍ ଅଇବାର୍ ଗାଲା ଆରି ତାକେ ଆସିର୍ବାଦ୍ କଲା । ସେଡ୍କିବେଲେ ଜୁଇଦେ ଜିତିକରି ତେଇର୍ ଜେତ୍କି କାଇକାଇଟା ନେଇକରି, ନିଜର୍ଟା କରିରଇଲା, ତେଇଅନି ଦସ୍ବାଗେ ଅନି ଗଟେକ୍ବାଗ୍ ଅବ୍ରାଆମ୍ ତାକେ ଦେଲା ।
2 cui et decimas omnium divisit Abraham: primum quidem qui interpretatur rex justitiæ: deinde autem et rex Salem, quod est, rex pacis,
୨ମଲ୍କିସେଦକ୍ ନାଉଁର୍ ଅରତ୍ ଅଇଲାନି, ଦରମ୍ସଙ୍ଗ୍ ରଇବା ରାଜା । ଆରି ସାନ୍ତିର୍ ରାଜା ମିସା । କାଇକେବଇଲେ ସାଲେମ୍ ନାଉଁର୍ ଅରତ୍ ଅଇଲାନି ସାନ୍ତି ।
3 sine patre, sine matre, sine genealogia, neque initium dierum, neque finem vitæ habens, assimilatus autem Filio Dei, manet sacerdos in perpetuum.
୩ମଲ୍କିସେଦକର୍ ଆୟା ବାବା, ଆନିଦାଦିମନର୍ ବିସଇନେଇ କାଇଟା ଲେକା ଅଏନାଇ । ସେନ୍ତାରିସେ ତାର୍ ଜନମ୍ ମରନ୍ ବିସଇ ମିସା କାଇଟା ନାଇ । ସେଟାର୍ ପାଇ ସେ ପର୍ମେସରର୍ ପଅ ପାରା । ସେ ସବୁଦିନର୍ପାଇ ପୁଜାରି ଅଇରଇସି ।
4 Intuemini autem quantus sit hic, cui et decimas dedit de præcipuis Abraham patriarcha.
୪ମଲ୍କିସେଦକ୍ କେଡେବଡ୍ ଲକ୍ ରଇଲାବଲି ଆମେ ଏତାଇଦେକୁ । ପର୍ତମେ ଆମେ ଜିଉଦିମନର୍ ଡାକ୍ପୁଟା ପାଇରଇବା ଆନିଦାଦି ଅବ୍ରାଆମ୍ ମିସା ଜୁଇଦ୍କରି ତେଇଅନି ମିଲାଇ ଆନିରଇବା କାଇକାଇଟା ଦସ୍ ବାଗେଅନି ଗଟେକ୍ବାଗ୍ ତାକେ ଦେଇରଇଲା ।
5 Et quidem de filiis Levi sacerdotium accipientes, mandatum habent decimas sumere a populo secundum legem, id est, a fratribus suis: quamquam et ipsi exierint de lumbis Abrahæ.
୫ମସାର୍ ନିୟମ୍ ଇସାବେ ଜିଉଦିମନ୍କେ ଏନ୍ତାରି ଗଟେକ୍ ନିୟମ୍ ଆଚେ । ଲେବି ବଁସର୍ ଜେତ୍କି ନାତି ତିତିମନ୍ ପୁଜାରିଅଇବାଇ । ତାକର୍ ସଙ୍ଗେ ରଇବା ଜିଉଦିମନ୍ କାମାଇ ଆନ୍ବା ଚାସେଅନି ଦସ୍ବାଗେଅନି ଗଟେକ୍ ବାଗ୍ ନେବାଇ । ସେମନ୍ ସବୁ ଅବ୍ରାଆମର୍ ନାତିତିତି ଅଇରଇଲେ ମିସା ଏନ୍ତାରି କର୍ତେରଇଲାଇ ।
6 Cujus autem generatio non annumeratur in eis, decimas sumpsit ab Abraham, et hunc, qui habebat repromissiones, benedixit.
୬ମାତର୍ ମଲ୍କିସେଦକ୍ ଲେବିର୍ ନାତିତିତି ନ ଅଇରଇଲେ ମିସା, ସେ ଅବ୍ରାମର୍ଟାନେଅନି ଦସ୍ବାଗେଅନି ବାଗେକ୍ ନେଇତେରଇଲା । ସେବେଲେ ମଲ୍କିସେଦକ୍ ଅବ୍ରାଆମ୍କେ ଆସିର୍ବାଦ୍ କରି ରଇଲା । ଅବ୍ରାଆମ୍କେସେ ପର୍ମେସରର୍ ସବୁକାତା ଦେଇରଇଲା ।
7 Sine ulla autem contradictione, quod minus est, a meliore benedicitur.
୭ଆମେସବୁ ଜାନିଆଚୁ, ଜନ୍ ଲକ୍କେ ଆସିର୍ବାଦ୍ କର୍ବାକେ ଅଦିକାର୍ ଆଚେ, ସେ ଆସିର୍ବାଦ୍ ପାଇବା ଲକର୍ଟାନେଅନି ବଡ୍ ।
8 Et hic quidem, decimas morientes homines accipiunt: ibi autem contestatur, quia vivit.
୮ଲେବିର୍ ଜେତ୍କି ନାତିତିତିମନ୍, ଦସ୍ବାଗେ ଅନି ଗଟେକ୍ ବାଗ୍ ନେଇରଇଲାଇ, ସେମନ୍ ସବୁଲକ୍ ଜାକ ଗଟେକ୍ ଦିନ୍ ମର୍ବାଇ । ମାତର୍ ମଲ୍କିସେଦକର୍ ମରନ୍ ବିସଇ ସାସ୍ତରେ କନ୍ତି ମିସା ଲେକା ଅଏନାଇ । ତାର୍ ବାଦୁଲେ ତେଇ ଲେକାଅଇଲା ଆଚେ, ତାର୍ ପୁଜାରି ପଦ୍ ନ ବାଦ୍ଲିକରି ସବୁ ଦିନର୍ପାଇ ରଇସି ।
9 Et (ut ita dictum sit) per Abraham, et Levi, qui decimas accepit, decimatus est:
୯ଲେବିର୍ ଜେତ୍କି ସବୁ ନାତିତିତିମନ୍ ଦସ୍ବାଗେ ଅନି ଗଟେକ୍ ବାଗ୍ ନେଇତେ ରଇଲାଇ, ସେମନ୍ ଅବ୍ରାଆମର୍ ସଙ୍ଗ୍ ମିସିକରି ମଲ୍କିସେଦକ୍କେ ଦସ୍ବାଗେଅନି ଗଟେକ୍ ବାଗ୍ ଦେଲାବଲି ଆମେ କଇଅଇସି ।
10 adhuc enim in lumbis patris erat, quando obviavit ei Melchisedech.
୧୦କାଇକେବଇଲେ ଜେଡେବଲ୍ ମଲ୍କିସେଦକ୍ ଅବ୍ରାମ୍କେ ବେଟ୍ ଅଇଲା, ସେ ଲେବି ଜନମ୍ ନ ଅଇରଇଲା, ମାତର୍ ସେ ଅବ୍ରାଆମର୍ ଗାଗ୍ଡେ ରଇଲା । କାଇକେବଇଲେ ଅବ୍ରାଆମ୍ ତାର୍ ଆନିଦାଦି ରଇଲା ।
11 Si ergo consummatio per sacerdotium Leviticum erat (populus enim sub ipso legem accepit) quid adhuc necessarium fuit secundum ordinem Melchisedech, alium surgere sacerdotem, et non secundum ordinem Aaron dici?
୧୧ଲେବିର୍ ନାତିତିତି ପୁଜାରି ଇସାବେ ବାଚ୍ଲାର୍ପାଇ ପର୍ମେସର୍ ତାର୍ ନିୟମ୍ ଜିଉଦିମନ୍କେ ଦେଇରଇଲା । ମାତର୍ ଲେବି ବଁସର୍ ପୁଜାରିମନ୍ ଜଦି ସିଦ୍ଲକ୍ ଅଇରଇତାଇ ଆଲେ, ଆରି ଗଟେକ୍ ପୁଜାରି ଆଇବାକେ ଦର୍କାର୍ ନ ରଇଲା । ସେନ୍ତାର୍ ଏ ପୁଜାରି ଆରଣ୍ ଜେ କି ଲେବିର୍ ନାତିତିତି ରଇଲା, ତାର୍ ପୁଜାରିପଦ୍ ନ ଦାରି ମଲ୍କିସେଦକର ପୁଜାରି ପଦ୍ ଦାରି ଆଇସି ।
12 Translato enim sacerdotio, necesse est ut et legis translatio fiat.
୧୨ଜନ୍ ପୁଜାରି ଲକ୍ମନର୍ ବାଦୁଲେ ପର୍ମେସରର୍ ମୁଆଟେ ଟିଆ ଅଇସି, ତାର୍ ପୁଜାରି ପଦ୍ ବାଦ୍ଲାଇଲେ ଜନ୍ ନିୟମ୍ ମାନିଆଇଲାଇନି, ସେଟାମିସା ବାଦଲ୍ବାର୍ ଆଚେ ।
13 In quo enim hæc dicuntur, de alia tribu est, de qua nullus altari præsto fuit.
୧୩ଏ ସବୁ ବିସଇ ବାଦ୍ଲିଗାଲା ଆଚେବଲି ଆମେ ଜାନୁ । କାଇକେବଇଲେ ଆମର୍ ମାପ୍ରୁ ଜିସୁ ଜାର୍ ବିସଇନେଇ ଏ ସବୁ କାତା କଇଲୁନି, ସେ ଲେବି ବଁସର୍ ନାତିତିତି ନ ରଇଲା । ଜିଉଦା ବଁସେଅନି ଏବେଜାକ କେ ପୁଜାରି ବାବେ ସେବା କରତ୍ ନାଇ ।
14 Manifestum est enim quod ex Juda ortus sit Dominus noster: in qua tribu nihil de sacerdotibus Moyses locutus est.
୧୪ଜିଉଦା ତାର୍ ଆନିଦାଦି ରଇଲା । ମସା ଦେଇରଇବା କାତାଇ ମିସା ଜିଉଦାର୍ ନାତିତିତିମନ୍ ପୁଜାରି ଅଇବା ବିସଇ କାଇଟା କଏ ନାଇ ।
15 Et amplius adhuc manifestum est: si secundum similitudinem Melchisedech exsurgat alius sacerdos,
୧୫ଇତିଅନି ନିମାନ୍ ଜାନାପଡ୍ଲାନି ଜେ, ଆଗର୍ ରକାମ୍ ପୁଜାରି ଆରି ସେମନ୍ ମାନିଆଇତେରଇବା ନିୟମ୍ ଏବେ ବାଦ୍ଲାଇକରି ଗଟେକ୍ ନୁଆ ରକାମ୍ ପୁଜାରି ବାରଇଆଚେ । ସେ ମଲ୍କିସେଦକର୍ ପୁଜାରି ପଦ୍ ଦାରି ଆଇବାଟା ।
16 qui non secundum legem mandati carnalis factus est, sed secundum virtutem vitæ insolubilis.
୧୬ଆରି ସେ ମୁନୁସ୍ମନର୍ ନିୟମ୍ ଆରି ରିତିନିତି ଇସାବେ ପୁଜାରି କରେନାଇ, ମାତର୍ କେବେ ନ ସାର୍ବା ଗଟେକ୍ ବପୁର୍ ଜିବନ୍ ଲାଗି କଲାଆଚେ । ମଲ୍କିସେଦକର୍ ପାରା ଗଟେକ୍ ବିନ୍ ପୁଜାରି ବାରଇଲା ।
17 Contestatur enim: Quoniam tu es sacerdos in æternum, secundum ordinem Melchisedech. (aiōn )
୧୭କାଇକେବଇଲେ ତାର୍ ବିସଇରେ ସାସ୍ତର୍ କଇଲାନି, “ମଲ୍କିସେଦକର୍ ପୁଜାରି ପଦ୍ପାରା ତୁଇ ପୁଜାରି ଅଇ ଆଚୁସ୍ ।” (aiōn )
18 Reprobatio quidem fit præcedentis mandati, propter infirmitatem ejus, et inutilitatem:
୧୮ପୁର୍ନା ନିୟମ୍ ବାଦ୍ଲାଇଲା । କାଇକେବଇଲେ, ସେଟା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ବପୁ ନ ରଇଲା ଆରି ବେକାର୍ ରଇଲା ।
19 nihil enim ad perfectum adduxit lex: introductio vero melioris spei, per quam proximamus ad Deum.
୧୯କାଇକେବଇଲେ ମସାର୍ ନିୟମ୍ କାଇଟା ମିସା ପୁରାପୁରୁନ୍ ସିଦ୍କରି ନାପାର୍ଲା । ମାତର୍ ଏବେ ଆମ୍କେ ଗଟେକ୍ ବପୁର୍ ଆସା ମିଲ୍ଲା ଆଚେ । ଜାର୍ଲାଗି ଆମେ ପରମେସରର୍ ଲଗେ ଅଇବାକେ ଆସିପାର୍ଲୁନି ।
20 Et quantum est non sine jurejurando (alii quidem sine jurejurando sacerdotes facti sunt,
୨୦ଆରି ଆମର୍ ପାଇ ପରମେସରର୍ କାତାଦେଇ ରଇବାଟା ମିସା ଆଚେ । ବିନ୍ ଲକର୍ ନାତିତିତିମନ୍ ପୁଜାରି ପଦେ ରଇଲାବେଲେ ସେ ଏନ୍ତି କାଇମିସା ସପତ୍ କରି ନ ରଇଲା ।
21 hic autem cum jurejurando per eum, qui dixit ad illum: Juravit Dominus, et non pœnitebit eum: tu es sacerdos in æternum): (aiōn )
୨୧ମାତର୍ କିରିସ୍ଟ ପୁଜାରି ଅଇବାବେଲେ ପରମେସର୍ ତାକେ ସପତ୍ କରି କଇରଇଲା, “ମାପ୍ରୁ ଗଟେକ୍ ସପତ୍ କଲା ଆଚେ ତୁଇ ସବୁଦିନର୍ପାଇ ପୁଜାରି ଅଇରଇସୁ । କଇଲା ଏ କାତା କେବେ ନ ବାଦ୍ଲାଏ । ତମେ କାଲ୍କାଲ୍ ଜୁଗ୍ ଜୁଗର୍ ପାଇ ପୁଜାରି ଅଇସା ।” (aiōn )
22 in tantum melioris testamenti sponsor factus est Jesus.
୨୨କାଇକେବଇଲେ ପର୍ମେସର୍ ଜନ୍ ସପତ୍ ତାକେ ଦେଇରଇଲା, ତାର୍ ନୁଆ ରାଜିନାମା ପୁରାପୁରୁନ୍ ଅଇସିଆକା ବଲି ଜିସୁ ଡାଁଟ୍ ସଙ୍ଗ୍ କଇଲାନି ।
23 Et alii quidem plures facti sunt sacerdotes, idcirco quod morte prohiberentur permanere:
୨୩ଜିସୁର୍ ପୁଜାରି ପଦ୍ ଆରି ଲେବି ବଁସର୍ କେତେକ୍ କେତେକ୍ ପୁଜାରି ପଦ୍ ଦାରିରଇବା ବେସି ପୁଜାରିମନର୍ ବିତ୍ରେ ଏନ୍ତାରି ବିନ୍ ରଇଲା । ସେମନ୍ ସବୁ ତାକର୍ ପୁଜାରିପଦ୍ କରିଲାଗି ରଅତ୍ ନାଇ । କାଇକେବଇଲେ ସେମନ୍ ସବୁଲକ୍ ମରିଗାଲାଇ ।
24 hic autem eo quod maneat in æternum, sempiternum habet sacerdotium. (aiōn )
୨୪ମାତର୍ ଜିସୁ କେବେ ନ ମରେ । ଆରି ପୁଜାରି ଇସାବେ ରଇବା ତାର୍ କାମ୍ ଆରି କାକେ ମିସା ଦିଆ ନ ଅଏ । (aiōn )
25 Unde et salvare in perpetuum potest accedentes per semetipsum ad Deum: semper vivens ad interpellandum pro nobis.
୨୫ସେଟାର୍ ପାଇ ଜନ୍ ଲକ୍ମନ୍ ତାକେ ବିସ୍ବାସ୍ କରି ଲଗେ ଆଇବାଇ, ସେମନ୍କେ ସବୁବେଲର୍ପାଇ ରକିଆ କରିପାର୍ସି । କାଇକେ ବଇଲେ ସେମନର୍ ପାଇ ପରମେସରର୍ ମୁଆଟେ ଗୁଆରି କର୍ବାକେ ସେ ଜୁଗ୍ ଜୁଗର୍ ପାଇ ଜିବନ୍ ଅଇକରି ଆଚେ ।
26 Talis enim decebat ut nobis esset pontifex, sanctus, innocens, impollutus, segregatus a peccatoribus, et excelsior cælis factus:
୨୬ତେବର୍ପାଇ ଜିସୁ ଅଇଲାନି ଆମର୍ ବଡ୍ ପୁଜାରି । ସେ ଆମର୍ପାଇ ସମାନ୍ ଆଚେ । କାଇକେବଇଲେ ସେ ସୁକଲ୍, ତାର୍ଟାନେ କାଇ ବୁଲ୍, କି ପାପ୍ ନାଇ । ଆମର୍ ପାପିମନର୍ଟାନେଅନି ସେ ପୁରାପୁରୁନ୍ ବିନ୍ଆଚେ । ଆରି ପର୍ମେସର୍ ତାକେ ସରଗ୍ ଜେତ୍କି ଜାଇ ଉଟାଇଆଚେ ।
27 qui non habet necessitatem quotidie, quemadmodum sacerdotes, prius pro suis delictis hostias offerre, deinde pro populi: hoc enim fecit semel, seipsum offerendo.
୨୭ବିନ୍ ବଡ୍ ପୁଜାରି ମନ୍ ସବୁଦିନ୍ ପର୍ମେସରର୍ଟାନେ ଦିନ୍କେ ବଲି ଦେବାର୍ ଆଚେ । ତାର୍ପଚେ ସେମନ୍ ଲକ୍ମନର୍ ପାପର୍ପାଇ ମିସା ବଲି ଦେବାର୍ ଆଚେ । ମାତର୍ ଜିସୁ ଏନ୍ତାରି ନାଇ । ସେ ସବୁଲକର୍ ପାଇ ମିସ୍ତେ ଗଟେକ୍ତର୍ସେ ବଲି ଅଇଲା ଆଚେ । ତାର୍ ସେ ମରନ୍ ସବୁଦିନର୍ପାଇ ଅଇସି ।
28 Lex enim homines constituit sacerdotes infirmitatem habentes: sermo autem jurisjurandi, qui post legem est, Filium in æternum perfectum. (aiōn )
୨୮କାଇକେବଇଲେ ମସାର୍ ନିୟମ୍ ଇସାବେ, ଜନ୍ଲକ୍ ବଡ୍ ପୁଜାରି ପଦ୍ପାଇରଇସି, ସେମନ୍କେ ମିସା ପାପ୍ ରଇସି । ମାତର୍ ଜନ୍ଟା ପର୍ମେସର୍ ଗଟେକ୍ ସପତ୍ କରି କାତା ଦେଇରଇଲା, ସେଟା ନିୟମ୍ ପଚେ ଆଇଲା । ଜନ୍ ଲକ୍ ବାଚାଇଅଇରଇଲା, ତାର୍ ପଅ ରଇଲା । ସେ ସବୁଦିନର୍ପାଇ କାଇ ପାପ୍ ନ ରଇବା ପୁଜାରି ଅଇଆଚେ । (aiōn )