< Actuum Apostolorum 2 >
1 Et cum complerentur dies Pentecostes, erant omnes pariter in eodem loco:
ଜଃଡ୍ବଃଳ୍ ପେଣ୍ଟିକସ୍ଟ୍ ହଃର୍ବାର୍ ଦିନ୍ ଚଃମେ ଅୟ୍ଲି ସଃବୁ କ୍ରିସ୍ଟ ବିସ୍ୱାସିମଃନ୍ ଗଟ୍ ଟାଣେ ରୁଣ୍ଡି ରିଲାୟ୍,
2 et factus est repente de cælo sonus, tamquam advenientis spiritus vehementis, et replevit totam domum ubi erant sedentes.
ଆର୍ ଗୁରାଗାଲିର୍ ସଃବଦ୍ ହର୍ ଗଟେକ୍ ସଃବଦ୍ ତଃତ୍କାଣ୍ ଅଃଗାସେ ହୁଣି ଆୟ୍ଲି ଆର୍ ଜୁୟ୍ ଗଃରେ ସେମଃନ୍ ବଃସି ରିଲାୟ୍ ସେ ଗଃରାର୍ ଚାରିହାକ୍ ମାଡିଗଃଲି ।
3 Et apparuerunt illis dispertitæ linguæ tamquam ignis, seditque supra singulos eorum:
ଆର୍ ଜୟ୍ ହର୍ ଜିବ୍ମଃନ୍ ସେମଃନ୍କେ ଦଃକାୟ୍ ଅୟ୍ଲି, ଆର୍ ଗଟେକ୍ ଗଟେକ୍ ଲକେ ସେମଃନାର୍ ସଃବ୍କାର୍ ଉହ୍ରେ ଉତୁର୍ଲି ।
4 et repleti sunt omnes Spiritu sancto, et cœperunt loqui variis linguis, prout Spiritus sanctus dabat eloqui illis.
ସେତାକ୍ ସଃବୁ ଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ଲାୟ୍ ଆରେକ୍ ଆତ୍ମା ସେମ୍ନଃକେ ଜଃନ୍କଃରି କଃଉଁକେ ଦିଲି, ସେନ୍କଃରି ସେମଃନ୍ ବିନ୍ ବିନ୍ ବାସାୟ୍ କଃତା କାଉଁକେ ଦଃର୍ଲାୟ୍ ।
5 Erant autem in Ierusalem habitantes Iudæi, viri religiosi ex omni natione, quæ sub cælo est.
ଅଃଡେବଃଳ୍ ଅଃଗାସ୍ ତଃଳେ ରିଲା ହୁର୍ତିବିର୍ ବିନ୍ବିନ୍ ଦେସେହୁଣି ଆସିରିଲା ଜିଉଦିମଃନ୍ ଜିରୁସାଲମେ ସେବାକାରି ସେତି ରିଲାୟ୍ ।
6 Facta autem hac voce, convenit multitudo, et mente confusa est, quoniam audiebat unusquisque lingua sua illos loquentes.
ଆର୍ ସେ ଗଃର୍ଞ୍ଜାଣ୍ ଅୟ୍ଲାକ୍ ଗାଦାଲକ୍ ରୁଣ୍ଡ୍ଲାୟ୍ ଆର୍ କ୍ରିସ୍ଟବିସ୍ୱାସି ମଃନ୍ ନିଜାର୍ ନିଜାର୍ ବାସାୟ୍ କଃଉତାର୍ ସୁଣି ବଃଡେ କାବା ଅୟ୍ଲାୟ୍ ।
7 Stupebant autem omnes, et mirabantur, dicentes: Nonne ecce omnes isti, qui loquuntur, Galilæi sunt,
ଆରେକ୍ ସେମଃନ୍ ବଃଡେ କାବା ଅୟ୍ କୟ୍ଲାୟ୍, “ଇ ଜୁୟ୍ ଲକ୍ମଃନ୍ କଃତା କଃଉଁଲାୟ୍ ସେମଃନ୍ କାୟ୍ ଗାଲିଲିର୍ ନଃଉତି?
8 et quomodo nos audivimus unusquisque linguam nostram, in qua nati sumus?
ତଃବେ ଅଃମିମଃନ୍ କଃନ୍କଃରି ହଃତି ଲକ୍ ନିଜାର୍ ନିଜାର୍ ବାସାୟ୍ କଃତା କଃଉତାର୍ ସୁଣ୍ଲୁ ।
9 Parthi, et Medi, et Ælamitæ, et qui habitant Mespotamiam, Iudæam, et Cappadociam, Pontum, et Asiam,
ପାର୍ତିୟ, ମାଦିୟ ଆର୍ ଏଲାମିୟ, ଆରେକ୍ ମେସପଟାମିଆ, ଜିଉଦା ଆର୍ କାପାଦକିଆ, ପନ୍ତ ଆର୍ ଆସିଆ,
10 Phrygiam, et Pamphyliam, Ægyptum, et partes Libyæ, quæ est circa Cyrenen, et advenæ Romani,
ପ୍ରୁଗିଆ ଆର୍ ପପୁଲିଆ, ମିସର୍ ଆର୍ କୁରିଣି ଚଃମାର୍ ଲିବିଆ ହଲିର୍ ଆର୍ ରମ୍ ହୁଣି ଆୟ୍ଲା ଜିଉଦି ଆର୍ ଜିଉଦି ଦଃର୍ମେ ମିସିକଃରି ଆସିରିଲା ଲକ୍ମଃନ୍,
11 Iudæi quoque, et Proselyti, Cretes, et Arabes: audivimus eos loquentes nostris linguis magnalia Dei.
ଆରେକ୍ କ୍ରିତିଅ ଆର୍ ଆରବ୍ ଦେସାର୍ ଜିଉଦି ଲକ୍ମଃନ୍ ଜେ ଅଃମିମଃନ୍, ଅଃମିମଃନାର୍ ଦଃର୍ମ୍ ଦାରାୟ୍ ଅଃମାର୍ ନିଜାର୍ ନିଜାର୍ ବାସାୟ୍ ଇସ୍ୱରାର୍ ମହାନ୍ କଃତା କଃଉତାର୍ ସୁଣ୍ଲୁ ।”
12 Stupebant autem omnes, et mirabantur ad invicem dicentes: Quidnam vult hoc esse?
ଆର୍ ସଃବୁ କାବା ଆର୍ ବୁଦି ବାଣା ଅୟ୍ ସେମଃନାର୍ ବିତ୍ରେ କଃଉଁକେ ଦଃର୍ଲାୟ୍, “ଇତାର୍ ବାବ୍ କାୟ୍ରି ।”
13 Alii autem irridentes dicebant: Quia musto pleni sunt isti.
ମଃତର୍ ବିନ୍ ଲକ୍ମଃନ୍ ବିସ୍ୱାସି ମଃନ୍କେ ଟାହ୍ରାକଃରି କଃଉଁକେ ଦଃର୍ଲାୟ୍, “ଇମଃନ୍ ମଃଦ୍ କାୟ୍ ମାତି ଆଚ୍ତି ।”
14 Stans autem Petrus cum undecim levavit vocem suam, et locutus est eis: Viri Iudæi, et qui habitatis Ierusalem universi, hoc vobis notum sit, et auribus percipite verba mea.
ମଃତର୍ ପିତର୍ ଏଗାର୍ଗଟ୍ ସଃଙ୍ଗ୍ ଟିଆଅୟ୍ ବଃଡ୍ ଟଣ୍ଡ୍କଃରି ସେମଃନାର୍ ଚଃମେ କଃତା କଃଉଁକ୍ ଦଃର୍ଲା, “ଆର୍ ଏ ଜିଉଦି ଲକ୍ମଃନ୍ ଆର୍ ଜିରୁସାଲମାର୍ ସଃବୁ ଲକ୍ ତୁମିମଃନ୍ ଇରି ସୁଣା ଆର୍ ମର୍ କଃତାର୍ ଅଃର୍ତ୍ ବୁଜାୟ୍ କଃଉଁଲେ ଜାଣା ।
15 Non enim, sicut vos æstimatis, hi ebrii sunt, cum sit hora diei tertia:
କାୟ୍ତାକ୍ବଃଲେକ୍ ତୁମିମଃନ୍ ଜଃନ୍କଃରି ମଃନେ ବାବୁଲାସ୍ ଇମଃନ୍ ସେମଃନାର୍ ହର୍ ମାତୁଆଳି ନାୟ୍, ବଃଲେକ୍ ଅଃବେ ସଃକାଳ୍ ନଅଃ ଗଃଟା ଅୟ୍ଆଚେ ।
16 sed hoc est, quod dictum est per prophetam Ioel:
ମଃତର୍ ଜୟେଲ୍ ବାବ୍ବାଦି ଜାୟ୍ରି କୟ୍ଆଚେ, ଇରି ସେ ଗଃଟ୍ଣା ।”
17 Et erit in novissimis diebus (dicit Dominus) effundam de Spiritu meo super omnem carnem: et prophetabunt filii vestri, et filiæ vestræ, et iuvenes vestri visiones videbunt, et seniores vestri somnia somniabunt.
“ଇସ୍ୱର୍ କୟ୍ଆଚେ ସେସ୍ କାଳେ ଅଃନ୍କାର୍ ଇରି ମୁୟ୍ଁ କଃରିନ୍ଦ୍ । ମୁୟ୍ଁ ସଃବୁ ଲକାର୍ ଉହ୍ରେ ନିଜାର୍ ଆତ୍ମା ବଃର୍ସାଇନ୍ଦ୍ ସେତାକ୍ ମର୍ କବୁର୍ କଃଉତି ହୟ୍ଦି ଜିଦିମଃନ୍ ବାବ୍ବାଣି କଃଉତି; ଆର୍ ତୁମିମଃନାର୍ ବେଣ୍ଡ୍ୟାମଃନ୍ ନିକ କଃତାମଃନ୍ ଦଃକ୍ତି, ଆରେକ୍ ତୁମାର୍ ପାରାଚିନ୍ମଃନ୍ ଚଃହୁନ୍ ଦଃକ୍ତି ।
18 Et quidem super servos meos, et super ancillas meas in diebus illis effundam de Spiritu meo, et prophetabunt:
ହେଁ ସେ କାଳେ ମୁୟ୍ଁ ମର୍ ଗତିଦଃଙ୍ଗ୍ଳାମଃନାର୍ ଉହ୍ରେ ମର୍ ଆତ୍ମା ହଃଟାୟ୍ନ୍ଦ୍, ସେତାକ୍ ସେମଃନ୍ ବାବ୍ବାଣି କଃଉତି ।
19 et dabo prodigia in cælo sursum, et signa in terra deorsum, sanguinem, et ignem, et vaporem fumi:
ମୁୟ୍ଁ ଅଃଗାସ୍ ଉହ୍ରେ କାବା ଅଃଉତା କାମ୍ ଆରେକ୍ ଅଃଗାସ୍ ତଃଳାର୍ ହୁର୍ତିବି ତଃୟ୍ ବିନ୍ ବିନ୍ ଚିନ୍, ବଃନି, ଜୟ୍, ଆର୍ କଃଳିଆ ଦୁଆଁ ଦଃକାୟ୍ନ୍ଦ୍ ।
20 Sol convertetur in tenebras, et luna in sanguinem, antequam veniat dies Domini magnus et manifestus.
ମାପ୍ରୁର୍ ବଃଡ୍ ଆର୍ ଜଃଜ୍ମାନାର୍ ଦିନ୍ ଆସ୍ତା ଆଗ୍ତୁ ବେଳ୍ ଅଃନ୍ଦାର୍, ଆର୍ ଜଃନ୍ ବଃନି ହର୍ ଅୟ୍ଦ୍ ।
21 Et erit: omnis, quicumque invocaverit nomen Domini, salvus erit.
ଆର୍ ଅଃନ୍କାର୍ ଗଃଟେଦ୍ ଜେ, ଜଃଡେବଃଳ୍ ମାପ୍ରୁର୍ ନାଉଁଏ ପାର୍ତ୍ନା କଃରେଦ୍, ସେ ମୁକ୍ତି ହାୟ୍ଦ୍ ।”
22 Viri Israelitæ, audite verba hæc: Iesum Nazarenum, virum approbatum a Deo in vobis, virtutibus, et prodigiis, et signis, quæ fecit Deus per illum in medio vestri, sicut et vos scitis:
“ଏ ଇସ୍ରାଏଲ୍ ଲକ୍ମଃନ୍ ଇ ସଃବୁ କଃତା ସୁଣା ନାଜରିତାର୍ ଜିସୁ କଃତେକ୍ ସଃକ୍ତିର୍ କାମ୍, କାବା ଅଃଉତା କାମ୍, ଆର୍ ଚିନ୍ ଦଃକାୟ୍ ତୁମିମଃନାର୍ ଚଃମେ ଇସ୍ୱରାର୍ ହଃଟାୟ୍ଲା ଲକ୍ ବଃଲି ଚିନାୟ୍ଅୟ୍ ଆଚେ, ତାର୍ ତଃୟ୍ ଇସ୍ୱର୍ ଜେ ତୁମିମଃନାର୍ ବିତ୍ରେ ଇତି ସଃବୁ କାମ୍ କଃରିଆଚେ, ଇରି ତୁମିମଃନ୍ ନିଜେ ନିଜେ ଜାଣାସ୍ ।
23 hunc definito consilio, et præscientia Dei traditum, per manus iniquorum affligentes interemistis:
ଇସ୍ୱର୍ ତାର୍ ଜଃଜ୍ନା ହଃର୍କାରେ ଜିସୁକେ ତୁମାର୍ ଆତେ ସଃହ୍ରି ଦେଉଁକେ ତିର୍ କଃରିରିଲା । ଆରେକ୍ ତୁମି ତାକେ ବିଦିନୟ୍ଲା ହାହିମଃନାର୍ ସଃଙ୍ଗ୍ କ୍ରୁସେ ଚଗାୟ୍ ମାର୍ଲାସ୍ ।
24 quem Deus suscitavit, solutis doloribus inferni, iuxta quod impossibile erat teneri illum ab eo. ()
ମଃତର୍ ଇସ୍ୱର୍ ମଃର୍ନ୍ ବାନ୍ଦୁଣ୍ ଇଟାୟ୍ ତାକେ ଉଟାୟ୍ ଆଚେ, କାୟ୍ତାକ୍ ବଃଲେକ୍ ସେ ମଃରି କଃରି ସଃବୁଦିନ୍ ରେତା ହାବଳ୍ ।
25 David enim dicit in eum: Providebam Dominum in conspectu meo semper: quoniam a dextris est mihi ne commovear:
ଦାଉଦ୍ ତାର୍ କଃତା କୟ୍ଆଚେ, ‘ମୁୟ୍ଁ ସଃବୁବଃଳ୍ ମର୍ ମୁଏଁ ମାପ୍ରୁକ୍ ଦଃକି ଆଚି, କାୟ୍ତାକ୍ ବଃଲେକ୍ ମୁୟ୍ଁ ନଃଡିରି, ସେତାକ୍ ସେ ମର୍ କାତା ବାଟ୍ୟା ଆଚେ ।
26 Propter hoc lætatum est cor meum, et exultavit lingua mea, insuper et caro mea requiescet in spe:
ସେତାକ୍ ମର୍ ମଃନ୍ ସଃର୍ଦା, ଆର୍ ମର୍ ଜିବନ୍ ବଃଡେ ସଃର୍ଦା ଅୟ୍ଲି, ଆର୍ ମର୍ ମଃର୍ତା ଗଃଗାଳ୍ ହେଁ ଇସ୍ୱରାର୍ ବଃର୍ସାୟ୍ ବାଚେଦ୍ ।
27 Quoniam non derelinques animam meam in inferno, nec dabis Sanctum tuum videre corruptionem. (Hadēs )
କାୟ୍ତାକ୍ବଃଲେକ୍ ତୁୟ୍ ମର୍ ହଃରାଣ୍କେ ହଃତାଳେ ନଃଚାଡ୍ସି, ଆର୍ ଅଃହ୍ଣାର୍ ଦଃର୍ମି ଲକ୍କେ ମଃସୁଣ୍ କାଲେ ନଃସ୍ଟ୍ ଅଃଉଁକେ ନଃଦେସି । (Hadēs )
28 Notas mihi fecisti vias vitæ: et replebis me iucunditate cum facie tua.
ତୁୟ୍ ମର୍ ଜିବନାର୍ ବାଟ୍ ଦଃକାୟ୍ ଆଚ୍ସି, ତୁୟ୍ ମର୍ ସଃଙ୍ଗ୍ ରିଲେକ୍ ମକ୍ ସଃର୍ଦାୟ୍ ହୁର୍ନ୍ କଃର୍ସି ।’
29 Viri fratres, liceat audenter dicere ad vos de patriarcha David quoniam defunctus est, et sepultus: et sepulchrum eius est apud nos usque in hodiernum diem.
ଏ ଇସ୍ରାଏଲାର୍ ବାୟ୍ବେଣିମଃନ୍, ଦାଦିବାବୁର୍ ମୁଳ୍ ବଃଉଁସ୍ ଦାଉଦାର୍ କଃତା ମୁୟ୍ଁ ତୁମିମଃନ୍କେ ଟଣ୍ଡ୍ ମେଲାକଃରି କଃଉତା ଅଃଦିକାର୍ ଜେ, ସେ ମଃଲା ଆର୍ ମଃସ୍ଣେ ତାକେ ତହ୍ଲାୟ୍, ଆର୍ ତାର୍ ମଃସୁଣ୍ ଆଜି ହଃତେକ୍ ଅଃମାର୍ ତଃୟ୍ ଆଚେ ।
30 Propheta igitur cum esset, et sciret quia iureiurando iurasset illi Deus de fructu lumbi eius sedere super sedem eius:
ଅୟ୍ଲେକ୍ ହେଁ ସେ ବାବ୍ବାଦି ଅୟ୍ରିଲାକ୍ ଆର୍ ତାର୍ ବଃଉଁସାର୍ ଗଟେକ୍ ଲକ୍କେ ଇସ୍ୱର୍ ତାର୍ ସିଙ୍ଗାସଣେ ବଃସାଉଁକ୍ ତାର୍ ଚଃମେ ହଃର୍ମାଣ୍ କଃରି ସଃୟ୍ତ୍ କଃରିରିଲା ।
31 providens locutus est de resurrectione Christi, quia neque derelictus est in inferno, neque caro eius vidit corruptionem. (Hadēs )
ଇସ୍ୱର୍ ଆସୁଲା ଦିନେ କାୟ୍ରି କଃରୁକେ ଜଃଉଁଲା, ଦାଉଦ୍ ସେରି ଜାଣୁହାରି କ୍ରିସ୍ଟ ଉଟ୍ତା କଃତା କୟ୍ ଆଚେ, କାୟ୍ତାକ୍ବଃଲେକ୍ ସେ ହଃତାଳେ ଚାଡା ନୟ୍ଲା; ଆର୍ ତାର୍ ଗଃଗାଳ୍ ନଃସ୍ଟ୍ ନୟ୍ଲି ।” (Hadēs )
32 Hunc Iesum resuscitavit Deus, cuius omnes nos testes sumus.
ଇ ଜିସୁକେ ଇସ୍ୱର୍ ଉଟାୟ୍ ଆଚେ, ସେ କଃତା ଅଃମି ସଃବୁ ଜାଣୁ ।
33 Dextera igitur Dei exaltatus, et promissione Spiritus sancti accepta a Patre, effudit hunc, quem vos videtis, et auditis.
ଜିସୁ, ତାର୍ ଉବାସି ଇସ୍ୱର୍ କାତା ବାଟ୍ୟା ସେ ଉଟାୟ୍ ଇସ୍ୱରାର୍ କାତା ଆତ୍ ତଃୟ୍ହୁଣି ଉଚ୍ ଆର୍ ଉବାର୍ ତଃୟ୍ହୁଣି ସଃୟ୍ତାର୍ ପବିତ୍ର ଆତ୍ମା ହାୟ୍କଃରି ଜାୟ୍ରି ତୁମିମଃନ୍ ଦଃକୁଲାସ୍ ଆର୍ ସୁଣୁଲାସ୍, ସେରି ସେ ଅଃମାର୍ ଉହ୍ରେ ଡାଳି ଦଃୟ୍ ଆଚେ ।
34 Non enim David ascendit in cælum: dixit autem ipse: Dixit Dominus Domino meo, sede a dextris meis
କାୟ୍ତାକ୍ବଃଲେକ୍ ଦାଉଦ୍ ସଃର୍ଗେ ଜାୟ୍ ନଃରିଲା, ମଃତର୍ ସେ ନିଜେ କୟ୍ଆଚେ, “ମାପ୍ରୁ ମର୍ ମାପ୍ରୁକ୍ କୟ୍ଲା,
35 donec ponam inimicos tuos scabellum pedum tuorum.
ମୁୟ୍ଁ ଜୁୟ୍ ହଃତେକ୍ ତୁମାର୍ ସଃତ୍ରୁମ୍ନଃକେ ତୁମାର୍ ହାଦ୍ ତଃଳେ ନଃକେରି, ସେ ହଃତେକ୍ ମର୍ କାତା ବାଟ୍ୟା ବଃସିରେ ।”
36 Certissime sciat ergo omnis domus Israel, quia et Dominum eum, et Christum fecit Deus, hunc Iesum, quem vos crucifixistis.
“ବଃଲେକ୍ ସଃର୍ନେ ଇସ୍ରାଏଲ୍ ବଃଉଁସ୍ ବାୟ୍ଦ୍ରେ ଜାଣତ୍ ଜୁୟ୍ ଜିସୁକେ ତୁମିମଃନ୍ କ୍ରୁସେ ମାର୍ଲାସ୍ ତାକେ ଇସ୍ୱର୍ ମାପ୍ରୁ ଆର୍ କ୍ରିସ୍ଟ ଜଳେକ୍ ହଃଦେ ବଃସାୟ୍ ଆଚେ ।”
37 His autem auditis, compuncti sunt corde, et dixerunt ad Petrum, et ad reliquos Apostolos: Quid faciemus, viri fratres?
ଇ କଃତା ସୁଣି ସେମଃନାର୍ ମଃନ୍ ବାଙ୍ଗିଗଃଲି ଆରେକ୍ ସେମଃନ୍ ପିତର୍ ଆର୍ କବୁର୍କାରିଆ ମଃନ୍କେ କୟ୍ଲାୟ୍, “ବାୟ୍ମଃନ୍ ଆମିମଃନ୍ କାୟ୍ କଃରୁଆଁ?”
38 Petrus vero ad illos: Pœnitentiam (inquit) agite, et baptizetur unusquisque vestrum in nomine Iesu Christi in remissionem peccatorum vestrorum: et accipietis donum Spiritus sancti.
ସେତାକ୍ ପିତର୍ ସେମଃନ୍କେ କୟ୍ଲା, “ତୁମିମଃନ୍ ମଃନ୍ ବାଦ୍ଲାଉଆ ଆର୍ ଅଃହ୍ଣା ଅଃହ୍ଣାର୍ ହାହ୍ କେମା ଗିନେ ହଃତି ଲକ୍ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ହାଉଆ, ସେନ୍ଅୟ୍ଲେକ୍ ତୁମିମଃନ୍ ପବିତ୍ର ଆତ୍ମାର୍ ଦାନ୍ ହାଉଆସ୍ ।
39 Vobis enim est repromissio, et filiis vestris, et omnibus, qui longe sunt, quoscumque advocaverit Dominus Deus noster.
କାୟ୍ତାକ୍ବଃଲେକ୍ ଇ ସଃୟ୍ତ୍ ତୁମାର୍ ଗିନେ ଅୟ୍ଆଚେ, ତୁମିମଃନାର୍ ହିଲାମଃନାର୍ ଗିନେ ଆରେକ୍ ଦୁରେ ରେତା ଜଃତେକ୍ ଲକ୍କେ ମାପ୍ରୁ ଅଃମାର୍ ଇସ୍ୱର୍ ଅଃହ୍ଣାର୍ ଚଃମେ କୁଦେଦ୍, ସେ ସଃବ୍କାର୍ ଗିନେ ।”
40 Aliis etiam verbis plurimis testificatus est, et exhortabatur eos, dicens: Salvamini a generatione ista prava.
ଆରେକ୍ ବିନ୍ ଲକ୍ମଃନ୍କେ କଃତେକ୍ କଃତାୟ୍ ପିତର୍ ସାକି ଦେଉଁକ୍ ଦଃର୍ଲା ଆର୍ ସେମଃନ୍କେ ଗଃଉଆରି କଃରି କୟ୍ଲା, “ଇ ହେଟ୍କୁଟ୍ୟା ବଃଉଁସ୍ ତଃୟ୍ହୁଣି ତୁମିମଃନ୍ ମୁକ୍ଳା ।”
41 Qui ergo receperunt sermonem eius, baptizati sunt: et appositæ sunt in die illa animæ circiter tria millia.
ସେତାକ୍ ଜୁୟ୍ମଃନ୍ ପିତରାର୍ କଃତା ମଃନେ ବିସ୍ୱାସ୍ କଃଲାୟ୍, ସେମଃନ୍ ବାପ୍ତିସମ୍ ହାୟ୍ଲାୟ୍, ଆର୍ ସେ ଦିନ୍ ହାକାହାକି ତିନି ଅଃଜାର୍ ଲକ୍ ବିସ୍ୱାସି ଦଃଳେ ମିସ୍ଲାୟ୍ ।
42 Erant autem perseverantes in doctrina Apostolorum, et communicatione fractionis panis, et orationibus.
ସେମଃନ୍ ପେରିତ୍ମଃନାର୍ ସିକ୍ୟାୟ୍, ସଃଙ୍ଗେ ରେତାର୍, ରୁଟି ବାଙ୍ଗ୍ତା ତଃୟ୍, ପାର୍ତ୍ନା କଃର୍ତା ତଃୟ୍ ମଃନ୍ହଃରାଣ୍ ଦଃୟ୍ରିଲାୟ୍ ।
43 Fiebat autem omni animæ timor: multa quoque prodigia, et signa per Apostolos in Ierusalem fiebant, et metus erat magnus in universis.
ଆର୍ ଲକ୍ମଃନ୍ କାବା ଅୟ୍ଲାୟ୍, କାୟ୍ତାକ୍ବଃଲେକ୍ ପେରିତ୍ମଃନ୍ ଗାଦେକ୍ କାବା ଅଃଉତା କାମ୍ ଆର୍ ଚିନ୍ମଃନ୍ ଦଃକାଉଁକ୍ ଦଃର୍ଲାୟ୍ ।
44 Omnes etiam, qui credebant, erant pariter, et habebant omnia communia.
ମଃତର୍ ଜୁୟ୍ ଲକ୍ମଃନ୍ ବିସ୍ୱାସ୍ କଃଲାୟ୍ ସେମଃନ୍ ସଃବୁ ଗଟେକ୍ ଟାଣେ ରୁଣ୍ଡି ସଃବୁ ରଃକମାର୍ ଦଃନ୍ବିତ୍ ସଃବାର୍ ବଃଲି ବାବ୍ତି ରିଲାୟ୍ ।
45 Possessiones et substantias vendebant, et dividebant illa omnibus, prout cuique opus erat.
ଆରେକ୍ ସେମଃନ୍ ଅଃହ୍ଣା ଅଃହ୍ଣାର୍ ସଃବୁ ରଃକମାର୍ ଦଃନ୍ସଃପତି ବିକିକଃରି ଜାର୍ ଜଃତେକ୍ ଲଳା ସଃବ୍କେ ବାଟାକଃରୁକ୍ ଦଃର୍ଲାୟ୍ ।
46 Quotidie quoque perdurantes unanimiter in templo, et frangentes circa domos panem, sumebant cibum cum exultatione, et simplicitate cordis,
ଆର୍ ସେମଃନ୍ ଏକ୍ ମଃନ୍ ଅୟ୍ ସଃବୁ ବିନ୍ ମନ୍ଦିରେ ରୁଣ୍ଡିରେତି ରିଲାୟ୍ ଆର୍ ଗଃରେ ଗଃରେ ରୁଟି ବାଙ୍ଗି କଃରି ସଃର୍ଦାୟ୍ ଆର୍ ସୁସାର୍ ମଃନେ କାଉଆ ହିଉଆ କଃର୍ତି ରିଲାୟ୍ ।
47 collaudantes Deum, et habentes gratiam ad omnem plebem. Dominus autem augebat qui salvi fierent quotidie in idipsum.
ଆର୍ ସେମଃନ୍ ଇସ୍ୱରାର୍ ଦଃୟାର୍ ଜଃଜ୍ମାନ୍ କଃର୍ତି ରିଲାୟ୍ ଆର୍ ସଃବୁ ଲକାର୍ ଗଃର୍ ମଃନ୍କେ ଜାତି ରିଲାୟ୍, ଆରେକ୍ ମାପ୍ରୁ ହାହେ ହୁଣି ମୁକ୍ତି ହାୟ୍ଲା ଲକ୍ମଃନ୍କେ ହଃତିଦିନ୍ ସେମଃନାର୍ ଦଃଳେ ମିସାଉତି ରିଲାୟ୍ ।