< Petri Ii 3 >

1 Hanc ecce vobis, charissimi, secundam scribo epistolam, in quibus vestram excito in commonitione sinceram mentem:
ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ଏଟା ମୁଇ ତମର୍‌ ଲଗେ ଦୁଇପାଲି ଅଇଲା ଚିଟି ଲେକ୍‌ଲିନି । ଏ ଦୁଇଟାଜାକ ଚିଟିତେଇ ଏ ସବୁ ବିସୟ୍‌ ମନେ ଏତାଇ ତମର୍‌ ମନେ ସୁକଲ୍‌ କର୍‌ବାପାଇ ଚିନ୍ତା କଲିନି ।
2 ut memores sitis eorum, quæ prædixi verborum a sanctis Prophetis, et Apostolorum vestrorum, præceptorum Domini et Salvatoris.
ବେସି ଆଗେ ସୁକଲ୍‌ ବବିସତ୍‌ବକ୍‍ତାମନ୍‍ ଜନ୍‌ସବୁ କାତା ଜାନାଇ ରଇଲାଇ ଆରି ଉଦାର୍‌ କର୍‍ବା ମାପ୍‌ରୁ ଦେଇରଇବା ଆଦେସ୍‌ ତମ୍‌କେ ପେରିତ୍‌ ସିସ୍‌ମନ୍‌ ଦେଇଆଚତ୍‌, ସେଟା ତମର୍‌ ମନେ ଏତାଇ ଦେବାକେ ମନ୍‌କଲିନି ।
3 hoc primum scientes, quod venient in novissimis diebus in deceptione illusores, iuxta proprias concupiscentias ambulantes,
ପର୍‌ତମେ ଏଟା ଜାନା ଜେ, ସାର୍‌ଲା ଦିନ୍‌ମନ୍‌କେ ଲକ୍‍ମନ୍‍ ନିଜର୍‌ ନିଜର୍‌ କାରାପ୍‌ ମନ୍‍କଲା ଇସାବେ ଚଲାଚଲ୍‌ତି କର୍‌ବାଇ । ସାରାସାରି ଦିନେ ସେମନ୍‌ ସତ୍‌କେ ନିସାର୍‌ କରି ପାଚାର୍‌ବାଇ ।
4 dicentes: Ubi est promissio, aut adventus eius? ex quo enim patres dormierunt, omnia sic perseverant ab initio creaturæ.
ଆରି କିଜାଇକରି କଇବାଇ, “ଜିସୁ ଆଇବି ବଲି କାତା ଦେଇରଇଲାଟା, କେନେ ତେବେ?” କାଇକେବଇଲେ ପୁର୍‌ବେଅନି ଆମର୍‍ ଆନିଦାଦିମନ୍‌ ମଲାତେଇଅନି ଏବ୍‌କେ ଜାକ ସବୁ ବିସଇ ଜେନ୍ତି ରଇଲା, ଏବେ ମିସା ସେନ୍ତାର୍‍ସେ ଆଚେ ।
5 Latet enim eos hoc volentes, quod cæli erant prius, et terra, de aqua, et per aquam consistens Dei verbo:
ସେମନ୍‌ ଜାନି ଜାନି ପାସ୍‌ରିଗାଲାଇନି ଜେ ଆଗର୍‌ ବେଲ୍‌ ଆରି ବାଦଲ୍‌ ସବୁ ମାପ୍‌ରୁର୍‌ ବାକିଅର୍‍ ଲାଗି ଗଟ୍‌ଲା ଆଚେ, ଦର୍‌ତନି ପାନି ବିତ୍‌ରେଅନି ବାରଇଲା ଆଚେ ଆରି ଦର୍‌ତନି ଚାରିବେଟ୍‌ତି ପାନି ରଇଲା ବଲି ।
6 per quæ, ille tunc mundus aqua inundatus periit.
ତାର୍‌ଲାଗି ସେ ସେବେଲେ ପୁର୍‌ନା ଜଗତ୍‌ ପାନି ସଙ୍ଗ୍‌ ବୁଡି ନସିଗାଲା ।
7 Cæli autem, qui nunc sunt, et terra eodem verbo repositi sunt, igni reservati in diem iudicii, et perditionis impiorum hominum.
ମାତର୍‌ ଏବେ ରଇବା ବାଦଲ୍‌ ଆରି ଦର୍‌ତନି ସେ ବାକିଅର୍‍ ଲାଗି, ଦରମ୍‌ ନଇଲା ଲକ୍‌ମନ୍‌କେ ବିଚାର୍‌ ଆରି ବିନାସର୍‌ ଦିନ୍‌ ଜାକ, ଜଇ ସଙ୍ଗ୍‌ ନସ୍‌ଟ ଅଇବାକେ ଜମାଇକରି ସଙ୍ଗଇଲା ଆଚେ ।
8 Unum vero hoc non lateat vos, charissimi, quia unus dies apud Dominum sicut mille anni, et mille anni sicut dies unus.
ମାତର୍‌ ଏ ଆଲାଦର୍‌ ବାଇମନ୍‌, ମାପ୍‌ରୁ ଦେକ୍‍ବା ଇସାବେ, ଗଟେକ୍‌ ଦିନ୍‌ଜେ ଅଜାର୍‌ ବରସ୍‌ ପାରା, ଆରି ଅଜାର୍‌ ବରସ୍‌, ଗଟେକ୍‌ ଦିନ୍‌ ପାରା, ଏ ମୁଲିକା ରଇଲା ବିସଇ ତମେ ପାସ୍‌ରା ନାଇ ।
9 Non tardat Dominus promissionem suam, sicut quidam existimant: sed patienter agit propter vos, nolens aliquos perire, sed omnes ad pœnitentiam reverti.
ଅଲସମ୍‍ ଅଇସି ବଲି କେତେଲକ୍‌ ଏତାଇଲାଇନି, ମାତର୍‌ ମାପ୍‌ରୁ ନିଜେ କାତା ଦେଲା ବିସଇ ସେନ୍ତାର୍‌ ଅଲ୍‍ସମ୍‍ କରେନାଇ । ମାତର୍‌ କେମିସା ଜେନ୍ତିକି ବିନାସ୍‍ ନଅତ୍‌, ସେମନ୍‌ ସବୁ ମନ୍‌ ବାଦ୍‌ଲାଇବାଇ, ଏଟା ସେ ମନ୍‍କରି ତମର୍‌ ପାଇ ବଲି ଅଲ୍‍ସମ୍‍ ଅଇଲାନି ।
10 Adveniet autem dies Domini ut fur: in quo cæli magno impetu transient, elementa vero calore solventur, terra autem et quæ in ipsa sunt opera, exurentur.
୧୦ମାପ୍‌ରୁର୍‌ ଦିନ୍‌ ଚର୍‌ ଆଇଲା ରକାମ୍‌ କେଟିଜାଇସି । ସେ ଦିନେ ବାଦଲ୍‌ ସବୁ ବେସି ସବଦ୍‌ ସଙ୍ଗ୍‍ ନସ୍‌ଟ ଅଇଜାଇସି, ବାଦ୍‌ଲେ ଉଜଲ୍‌ ରଇବାଟାମନ୍‌ ସବୁ ସିଲିଜାଇସି, ପୁର୍‌ତିବି ଆରି ସିତି ରଇଲା ଲକ୍‌ମନ୍‌ ତିଆର୍‌ କଲା ଜେତେକ୍‌ ସବୁ ଜିନିସ୍‌ ପଡିଜିବାଇ ।
11 Cum igitur hæc omnia dissolvenda sunt, quales oportet vos esse in sanctis conversationibus, et pietatibus,
୧୧ଏ ସବୁ ବିସଇ ଏ ରକାମ୍‌ ଆଜିଜାଇସି, ତେବର୍‍ ପାଇ ତମେମନ୍‌ ବେସି ସୁକଲ୍‌ ଆରି ଜାଗ୍‍ରତ୍‍ସଙ୍ଗ୍‌ ରଇବାର୍‍ ଆଚେ।
12 expectantes, et properantes in adventum diei Domini, per quem cæli ardentes solventur, et elementa ignis ardore tabescent?
୧୨ମାପ୍‌ରୁ ଆଇବା ଦିନ୍‌କେ ଜାଗି କରି, ସେଟାଜେନ୍ତି ଦାପ୍‌ରେ ଆଇସି, ସବୁ ବେଲେ ଦରମ୍‌ ଚଲାଚଲ୍‍ତି କର୍‍ବାର୍‍ ଆଚେ ।
13 Novos vero cælos, et novam terram secundum promissa ipsius expectamus, in quibus iustitia habitat.
୧୩ଆମେ ସେ କାତା ଦେଲା ଇସାବେ ନୁଆଁ ବାଦଲ୍‌ ଆରି ନୁଆଁ ପୁର୍‌ତିବିକେ ଜାଗ୍‌ଲୁନି । ସେଟା ଦରମ୍‌ଲକର୍‌ ବାସା ଅଇବା ଜାଗା ଅଇସି ।
14 Propter quod charissimi hæc expectantes, satagite immaculati, et inviolati ei inveniri in pace.
୧୪ସେଟାର୍‌ ପାଇ ଏ ଆଲାଦର୍‌ ବାଇମନ୍‌, ତମେ ସେ ଦିନ୍‍କେ ଜାଗ୍‍ତେରୁଆ । ପର୍‍ମେସର୍‍ ଦେକ୍‍ବା ଇସାବେ, କାଇ ଦସ୍‍ ନ ଅଇତେ, ସୁକଲ୍‍ ଲକ୍‍ମନର୍‍ ପାରା, ତାର୍‍ ସଙ୍ଗ୍‍ ସାନ୍ତିଅଇ ରଇବାକେ ଜାଗ୍‌ରତ୍‌ ଉଆ ।
15 et Domini nostri longanimitatem, salutem arbitremini: sicut et charissimus frater noster Paulus secundum datam sibi sapientiam scripsit vobis,
୧୫ଆରି, ଆମର୍‌ ମାପ୍‌ରୁ ବେସି ଦିନ୍‌ ଜାଗ୍‌ବାଟା ଆରି ରକିଆ କର୍‌ବାଟା ବଲି ଏତାଆ । ଆମର୍‌ ଆଲାଦର୍‌ ବାଇ ପାଉଲ୍‌କେ ମିସା ମାପ୍‌ରୁ ତାକେ ଦେଲା ବୁଦି ଇସାବେ ତମର୍‌ ଲଗେ ଏନ୍ତାର୍‌ ଲେକ୍‌ଲା ଆଚେ ।
16 sicut et omnibus epistolis, loquens in eis de his, in quibus sunt quædam difficilia intellectu, quæ indocti, et instabiles depravant, sicut et ceteras Scripturas, ad suam ipsorum perditionem.
୧୬ସେ ତାର୍‌ ସବୁ ଚିଟି ଲଗେ ମିସା ଏ ସମାନ୍‌ ବିସଇ ଲେକ୍‌ଲାଆଚେ । ମାତର୍‌ ତେଇଅନି କେତେଟା ବିସ‍ଇ ଲକ୍‌ମନ୍‌କେ ବୁଜ୍‌ବାକେ କସ୍‌ଟ ଆଚେ । ଜନ୍‌ ଲକ୍‌ମନ୍‌ ନିକ ସିକତ୍‌ନାଇ ଆରି ତାକର୍‌ ବିସ୍‌ବାସ୍‌ଟାନେ ଡାଟ୍‌ନାଇ, ଏ ସବୁ ବିସ‍ଇର୍‌ ଅରତ୍‌ ବୁଲ୍‌ଇସାବେ ବାତାଇଲାଇନି । ପର୍‌ମେସରର୍‌ ବାକିଅତେଇର‍ଇବା କେତେଟା ବିନ୍‌ ବିସ‍ଇମନ୍‌ ମିସା ଏନ୍ତାରି ବୁଲ୍‌କରି ବାତାଇଲାଇନି । ଏନ୍ତାରି କଲାର୍‌ପାଇ ପର୍‌ମେସର୍‌ ସେମନ୍‌କେ କୁରୁପ୍‌ନାସ୍‌ କର୍‌ସି ।
17 Vos igitur fratres præscientes custodite, ne insipientium errore traducti excidatis a propria firmitate.
୧୭ଏ ଆଲାଦର୍‌ ବାଇମନ୍‌, ତମେ ଆଗେ ଅନି ଏ ସବୁ ବିସଇ ଜାନି ଜାଗର୍‌ତା ଅଇରୁଆ । କେଡେବଲ୍‌ ନିୟମ୍‌ ନ ମାନ୍‌ଲା ଲକର୍‌ ଆସାର୍‌ କାମର୍‌ ପାନ୍ଦ୍‌ଲଗେ ଅଦ୍‌ରି, ଡାଟ୍‌ସଙ୍ଗ୍‌ ରଇବା ବିସ୍‌ବାସେ ଅନି ଉନା ଉଆନାଇ ।
18 crescite vero in gratia, et in cognitione Domini nostri, et Salvatoris Iesu Christi. Ipsi gloria et nunc, et in diem æternitatis. Amen. (aiōn g165)
୧୮ମାତର୍‌ ଆମର୍‌ ମାପ୍‌ରୁ ଆରି ଉଦାର୍‌ କର୍‌ବା ଜିସୁକିରିସ୍‌ଟର୍‌ ଜିବନ୍‌ ଦୁକାଇଲାଟା ଆରି ଗିଆନ୍‌ ସଙ୍ଗ୍‌ ଅଦିକ୍‌ ଅଦିକ୍‌ ବଡା । ଏବେ ଆରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଜାକ ସେ ଡାକ୍‌ପୁଟା ପାଅ । ଆମେନ୍‌ । (aiōn g165)

< Petri Ii 3 >

The Great Flood
The Great Flood