< Iacobi 4 >

1 Unde bella, et lites in vobis? Nonne hinc? Ex concupiscentiis vestris, quæ militant in membris vestris?
ତମର୍‌ ବିତ୍‌ରେ ମାରାମାରି ଆରି ଲାଗାଜଡା କାଇକେ ଆଇଲାନି? ତମର୍‌ ମନ୍‌ବିତ୍‌ରେ ଡସିରଇବା କାରାପ୍‌ ମନ୍‍କଲାଟା ଉଟିକରି ତମର୍‌ ବିତ୍‌ରେ ଜୁଜ୍‌ଲାନି, ଏଟାର୍‌ ଲାଗି ଏନ୍ତାରି ଅଇଲାନି । ସେଟାର୍‌ପାଇ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକର୍‌ ସଙ୍ଗ୍‍ ଲାଗ୍‌ଲାସ୍‌ନି ।
2 Concupiscitis, et non habetis: occiditis, et zelatis: et non potestis adipisci: litigatis, et belligeratis, et non habetis, propter quod non postulatis.
କାଇକେବଇଲେ ତମେ ଜନ୍‌ଟା ମିଲାଇବାକେ ମନ୍‌ କଲାସ୍‌ନି, ସେଟା ମିଲାଇ ନାପାର୍‌ଲେ, ମରାଇବାକେ ମନ୍‌କଲାସ୍‌ନି । ଜନ୍‌ଟା ମିଲାଇବାକେ ବେସି ମନ୍‌ ଅଇଲାନି, ସେଟା ମିଲାଇବାକେ ତମ୍‌କେ ବପୁନାଇ । ସେଟାର୍‌ପାଇ ତମର୍‌ତମର୍‌ ବିତ୍‌ରେ ଲାଗାଜଡା ଅଇ ମାରାମାରି ଅଇଲାସ୍‌ନି । ତମେ ପର୍‌ମେସର୍‌କେ ମାଙ୍ଗାସ୍‌ ନାଇଜେ ମନ୍‌କଲାଟା ମିଲାଇ ନା ପାର୍‍ଲାସ୍‍ନି ।
3 Petitis, et non accipitis: eo quod male petatis: ut in concupiscentiis vestris insumatis.
ତମେ ମାଙ୍ଗ୍‌ତେରଇସା, ମାତର୍‌ ସେ ତମ୍‌କେ ଦେଏ ନାଇ । କାଇକେବଇଲେ ସେଟା କାରାପ୍‌ କର୍‌ବାକେ ମାଙ୍ଗ୍‌ଲାସ୍‌ନି । ସୁକେ ରଇକରି ସାଇସାର୍‌ଦା ସଙ୍ଗ୍‍ ରଇବୁ ବଲି ମାଙ୍ଗ୍‌ଲାସ୍‌ନି ।
4 Adulteri nescitis quia amicitia huius mundi, inimica est Dei? Quicumque ergo voluerit amicus esse sæculi huius, inimicus Dei constituitur.
ଏ ବିସ୍‌ବାସେ ବିସ୍‌ଦେବା ଲକ୍‌ମନ୍‌, ତମେ କାଇ ନାଜାନାସ୍‌ କି ଜଗତ୍‌କେ ଆଲାଦ୍‌ କରୁମନ୍‌ ପର୍‌ମେସରର୍‌ ସତ୍‌ରୁ ବଲିକରି? ଜନ୍‌ଲକ୍‌ ଏ ଜଗତର୍‌ ଚଲାଚଲ୍‌ତି ଆଲାଦ୍‌ କର୍‌ବାଇ ସେମନ୍‌ ପର୍‌ମେସରର୍‌ ବିରଦି ।
5 An putatis quia inaniter Scriptura dicat: Ad invidiam concupiscit spiritus, qui habitat in vobis?
ତମେ ଦରମ୍‌ ସାସ୍‌ତରେ ଲେକାଅଇରଇବା ଏ ବାକିଅ ଚୁଚାଇ ବଲିକରି ବାବ୍‌ଲାସ୍‌ନି କି? ପର୍‌ମେସର୍‌ ଜନ୍‌ ଆତ୍‌ମାକେ ଆମର୍‌ ବିତ୍‌ରେ ବାସାଅଇରଇବାକେ ଦେଲାଆଚେ, ସେ ଆମ୍‌କେ ପୁରାପୁରୁନ୍‌ ଅଦିକାର୍‌ କର୍‌ବାକେ ମନ୍‌ କଲାନି ।
6 Maiorem autem dat gratiam. Propter quod dicit: Deus superbis resistit, humilibus autem dat gratiam.
ମାତର୍‌ ପର୍‌ମେସର୍‌ ଜିବନ୍‌ ଦୁକାଇଲାଟା, ତାର୍‌ତେଇଅନି ଅଦିକ୍‌ ବପୁଆଚେ । ସେଟାର୍‌ପାଇ ସାସ୍‌ତର୍‌ କଇଲାନି, ଆଁକ୍‌ରିଆମନ୍‌କେ ପର୍‌ମେସର୍‌ ବିରଦ୍‌ କର୍‌ସି, ମାତର୍‌ ସୁଆଲେ ରଇବା ଲକ୍‌କେ ତାର୍‌ ଜିବନ୍‌ ଦୁକାଇ, ଦୟା କର୍‌ସି ।
7 Subditi ergo estote Deo, resistite autem diabolo, et fugiet a vobis.
ତେବର୍‌ ପାଇ, ତମେ ପର୍‌ମେସର୍‌କେ ସର୍‌ପାଇଉଆ । ସଇତାନ୍‌କେ ଜାକି ଦିଆସ୍‌ । ସେନ୍ତାରି କଲେ ସଇତାନ୍‌ ତମର୍‌ଲଗେ ଅନି ପାଲାଇସି ।
8 Appropinquate Deo, et appropinquabit vobis. Emundate manus, peccatores: et purificate corda, duplices animo.
ପର୍‌ମେସରର୍‌ ଲଗେ ଆସା, ତେବେ ସେ ମିସା ତମର୍‌ ଲଗେ ଲଗେ ରଇସି । ଏ ପାପିମନ୍‌, କାରାପ୍‌ କାମ୍‌କର୍‌ବାଟା ଚାଡିଦିଆସ୍‌ । ଆରି ଏ ଦୁଇବାଟେ ମନ୍‌କରୁମନ୍‌ ତମର୍‌ ମନ୍‌ ନିର୍‌ମଲ୍‌ କରା ।
9 Miseri estote, et lugete, et plorate: risus vester in luctum convertatur, et gaudium in mœrorem.
ତମର୍‌ ପାପର୍‌ଲାଗି ମାରିଚପି ଅଇକରି କାନ୍ଦ୍‌ତେରୁଆ । ନ ଆଁସିକରି କାନ୍ଦ୍‌ତେରୁଆ, ସାର୍‌ଦା ନ ଅଇକରି ଦୁକେ ରୁଆ ।
10 Humiliamini in conspectu Domini, et exaltabit vos.
୧୦ମାପ୍‌ରୁର୍‌ ମୁଆଟେ ନିଜେ ନିଜେ ସର୍‌ପିଉଆ, ସେ ତମ୍‌କେ ଉଟାଇସି ।
11 Nolite detrahere alterutrum fratres. Qui detrahit fratri, aut qui iudicat fratrem suum, detrahit legi, et iudicat legem. Si autem iudicas legem: non es factor legis, sed iudex.
୧୧ଏ ମର୍‌ ବାଇବଇନିମନ୍‌, ନିଜର୍‌ ନିଜର୍‌ ବିତ୍‌ରେ କୁଟ୍‌ କାତା କୁଆ ନାଇ । ଜଦି ବିସ୍‌ବାସି ବାଇମନର୍‌ ବିରୁଦେ କୁଟ୍‌ କାତା କଇ ତାକେ ଦସ୍‌ ଦେଇସା, ତମେ ପର୍‌ମେସରର୍‌ ନିୟମ୍‌ ବିରୁଦେ କାତା ଅଇଲାସ୍‌ନି । ଆରି ତାର୍‌ ନିୟମ୍‌କେ ବିଚାର୍‌ କଲାସ୍‌ନି । ପର୍‌ମେସରର୍‌ ନିୟମ୍‌ ବିଚାର୍‌ କଲେ, ତମେ ତାର୍‌ ଆଦେସ୍‌ ମାନାସ୍‌ ନାଇ । ମାତର୍‌ ବିଚାର୍‌କାରିଆ ଇସାବେ ରଇଲାସ୍‌ନି ।
12 Unus est legislator, et iudex, qui potest perdere, et liberare.
୧୨ପର୍‌ମେସର୍‌ସେ ନିୟମ୍‌ ଦେଇପାର୍‌ସି । ସେ ସେ ଆମ୍‌କେ ବିଚାର୍‌ କରିପାର୍‌ସି । ସେ ସେ ଲକ୍‌ମନ୍‌କେ ରକିଆ କରିପାର୍‌ସି ଆରି ସେ ସେ କୁରୁପ୍‌ନାସ୍‌ କରିପାର୍‌ସି । ମାତର୍‌ ତମେ କେ ଜେ, ବିନ୍‌ ଲକର୍‌ ବିଚାର୍‌ କରିପାରାସ୍‌?
13 Tu autem quis es, qui iudicas proximum? Ecce nunc qui dicitis: Hodie, aut crastino ibimus in illam civitatem, et faciemus ibi quidem annum, et mercabimur, et lucrum faciemus:
୧୩ତେବେ ମର୍‌ କାତା ସୁନା । ତମର୍‌ ବିତ୍‌ରେ ଜନ୍‌ ଲକ୍‌ମନ୍‌ ଏନ୍ତାରି କାତା ଅଇତେରଇସା, ଆଜି ନଇଲେ କାଲିକେ ଆମେ ଏ ନଅରେ କି ସେ ନଅରେ ଜିବୁ, ତେଇ ବର୍‌ସେକ୍‌ ରଇବୁ ଆରି ବେବାର୍‌ କରି ଡାବୁ ଅରଜ୍‌ବୁ ।
14 qui ignoratis quid erit in crastino.
୧୪ମାତର୍‌ କାଲିକେ କାଇଟା ଗଟ୍‌ସି, ସେଟା ତମେତା ନାଜାନାସ୍‌! ତମର୍‌ ଜିବନ୍‌ ଦୁଉଁରି ସମାନ୍‌, ଜନ୍‌ଟାକି ଚନେକର୍‌ ପାଇ ଡିସ୍‌ସି ଆରି ମାୟା ଅଇଜାଇସି ।
15 Quæ est enim vita vestra? Vapor est ad modicum parens, et deinceps exterminabitur; pro eo ut dicatis: Si Dominus voluerit. Et: Si vixerimus, faciemus hoc, aut illud.
୧୫ତାର୍‌ ବାଦୁଲେ ତମେ ମାପ୍‌ରୁ ମନ୍‍ କଲେ ଆମେ ଜିଇକରି ଏନ୍ତାରି ନଇଲେ ସେନ୍ତାରି କରୁ ବଲି କଇବାର୍‌ ଆଚେ ।
16 Nunc autem exultatis in superbiis vestris. Omnis exultatio talis, maligna est.
୧୬ମାତର୍‌ ତମେ ସେନ୍ତାରି କରାସ୍‌ ନାଇ । ଆଁକ୍‌ରିଆମନ୍‌ ଆରି ବଡ୍‌ପନ୍‌ କାତା କଉଁମନ୍‍ । ଏନ୍ତାରି ବଡ୍‌ପନ୍‌ କାତା କଇବାଟା ବୁଲ୍‌ଆଚେ ।
17 Scienti igitur bonum facere, et non facienti, peccatum est illi.
୧୭ଏତାଇ ରୁଆ । ଜେ ଜଦି ଏଟା ନିକ କାମ୍‌ ବଲି ଜାନେ, ମାତର୍‌ ସେଟା ନ କରେ ବଇଲେ, ପର୍‌ମେସର୍‌ ଦେକ୍‌ବା ଇସାବେ ସେ ଦସ୍‌ କଲାଆଚେ ।

< Iacobi 4 >