< ତିତସ 2 >
1 ୧ ମା଼ ଦାର୍ମୁତି କାତାୟାଁ ନେହିଁକିଁ ଜା଼ପ୍ମୁ ।
କିନ୍ତୁ ତୁମ୍ଭେ ହିତଜନକ ଶିକ୍ଷାର ଉପଯୁକ୍ତ କଥା କୁହ।
2 ୨ ବୁଡ଼୍ହା ଆ଼ବାୟାଁଇଁ ତ଼ଣେ ଆୟାଲି, ନେହିଁ ଅଣ୍ପୁ, ନେହିଁ ବୁଦି, ଅ଼ଡ଼େ ନାମୁ, ଜୀୱୁନ଼ନାୟି, ଇଞ୍ଜାଁ ଅ଼ର୍ହିନି ତା଼ଣା ବା଼ଡ଼୍ୟୁ ଆୟାଲି;
ବୃଦ୍ଧ ପୁରୁଷମାନଙ୍କୁ ମିତଭୋଗୀ, ଗମ୍ଭୀର, ସୁବୁଦ୍ଧି ପୁଣି, ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ସବଳ ହେବାକୁ,
3 ୩ ଅ଼ଡ଼େ ବୁଡ଼୍ହି ଇୟାସିକାଣି ଜିକେଏ ଏଲେକିହିଁଏ ସାକ୍ରି ଗାଟାଇ ଇଞ୍ଜାଁ କା଼ଡ଼ୁ ଗହ୍ନାଇ ଆ଼ଆନା ସୁଦୁଜୀୱୁ ତଲେ ନୀଡାନା ନେହିଁ କାତା ଜା଼ପ୍ହାଲି ବାତିମା଼ଲିହିଁ ୱେହ୍ମୁ;
ପୁଣି, ବୃଦ୍ଧ ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର;
4 ୪ ଏ଼ଦାଆଁତାକି ଡ଼ାଆ ଆୟାସିକା ତାମି ଡକ୍ରାୟାଁଣି, ମୀର୍କା ମା଼ସ୍କାଣି ଜୀୱୁ ନ଼ହାଁ,
ଈଶ୍ଵରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ, ଏଥିନିମନ୍ତେ ସେମାନେ ଯୁବତୀମାନଙ୍କୁ ପତିବ୍ରତା,
5 ୫ ଜାହାରାଇଁ ସାପି ଆୟାଲି, ଅଟ୍ହା କଡାନା, ଇଲୁତି ନେହିଁକିଁ ଲେ଼ମ୍ବାଲି, ନେହିଁ ଗୂଣୁ, ଇଞ୍ଜାଁ ଜାହାରା ଡକ୍ରାୟାଁ କାତା ମା଼ନୱି ଆୟାଲି, ଜା଼ପ୍ମୁ, ଏ଼ନିକିଁ ମାହାପୂରୁତି ବ଼ଲୁ ନିନ୍ଦାଆ଼ଏ ।
ସନ୍ତାନବତ୍ସଳା, ଆତ୍ମସଂଯମୀ, ସତୀ, ସୁଗୃହିଣୀ, ସୁଶୀଳା ଓ ଆପଣା ଆପଣା ସ୍ୱାମୀର ବଶୀଭୂତା ହେବାକୁ ଶିକ୍ଷା ଦିଅନ୍ତୁ।
6 ୬ ଏଲେକିହିଁଏ ଦାଂଗ୍ଣାୟାଁଣି ବାରେ କାତାତା ନେହିଁ ବୁଦି ଆ଼ହାଲି ରା଼ହାଁ କିୱି କିମୁ;
ସେହିପରି ଯୁବକମାନଙ୍କୁ ସର୍ବ ବିଷୟରେ ସୁବୁଦ୍ଧି ହେବା ପାଇଁ ଉତ୍ସାହ ଦିଅ;
7 ୭ ନୀ ବାରେ ମାଣ୍କିତା ସାତା କାମାତି ନେହିଁ ଗୂଣୁ ତ଼ହ୍ମୁ, ଜା଼ପ୍ନି ତା଼ଣା ଆ଼ଟ୍ୱା ଅ଼ଡ଼େ ମା଼ନିଗାଟି ମାଣ୍ସି ଆ଼ହାନା ନେହିଁ ହା଼ଡା ତଲେ ୱେହ୍ମୁ ।
ତୁମ୍ଭେ ନିଜେ ଆପଣା ଆଚରଣରେ ସତ୍କର୍ମର ଆଦର୍ଶ ଦେଖାଅ, ଶିକ୍ଷାରେ ନିଷ୍କପଟ ଓ ଗଭୀର ଭାବ ଏବଂ ହିତଜନକ ଅଖଣ୍ଡନୀୟ ବାକ୍ୟ ପ୍ରକାଶ କର,
8 ୮ ଏ଼ନିକିଁ ମିଙ୍ଗେ ଲାଗେଏ କିହାଲି ଅଣ୍ପିମାନି ଲ଼କୁ ମିଙ୍ଗେ ୱେଣ୍ତେ ୱେସାଲି ଆ଼ଡାଆନା ଲାଜା ବେଟାଆ଼ନେରି ।
ଯେପରି ବିପକ୍ଷ ଲୋକ, ଆମ୍ଭମାନଙ୍କ ବିଷୟରେ କୌଣସି ମନ୍ଦ କଥା କହି ନ ପାରି ଲଜ୍ଜିତ ହେବ।
9 ୯ ହ଼ଲିୟାଙ୍ଗା ତାମି ସା଼ୱୁକାରି କାତା ମା଼ନୱି ଆ଼ହା ଡ଼ୟାପେରି, ଅ଼ଡ଼େ ବାରେ କାମାତା ସା଼ୱୁକାରିଇଁ ରା଼ହାଁ କିନାରି ଆ଼ପେରି, ଏ଼ୱାରି ୱେଣ୍ତେ ଜ଼ଲାଆପେରି,
ଦାସମାନଙ୍କୁ ଶିକ୍ଷା ଦିଅ ଯେ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କର ବଶୀଭୂତ ହୋଇ ରୁହନ୍ତୁ, ସମସ୍ତ ବିଷୟରେ ସେମାନଙ୍କର ସନ୍ତୋଷଭାଜନ ହୁଅନ୍ତୁ,
10 ୧୦ ଏ଼ନାଆଁ ସ଼ରୁ କିଆନା ନେହିଁ ନାମୁତଲେ ଟିକାଣା କାମା ତ଼ସ୍ପାରି, ଆତିହିଁ ମାଙ୍ଗେ ଗେଲ୍ପାନି ମାହାପୂରୁତି ଦାର୍ମୁ ଜା଼ପ୍ନାଣି ନେହାୟି ଇଞ୍ଜିଁ ୱେ଼ଙ୍ଗି କିନେରି ।
ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି ବରଂ ସମ୍ପୂର୍ଣ୍ଣ ବିଶ୍ୱସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଅାମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ ହୁଅନ୍ତି।
11 ୧୧ ଇଚିହିଁ ବାରେ ମାଣ୍ସି କୂଡ଼ାଇଁ ଗେଲ୍ପାଲି ମାହାପୂରୁତି କାର୍ମାମେହ୍ନାଣି ତ଼ସାମାନେସି,
କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି,
12 ୧୨ ଅ଼ଡ଼େ ମା଼ର ଏ଼ନିକିଁ ଲାଗେଏତି ଦାର୍ମୁ, ଦାର୍ତିତି ଜୂପ୍କା ପିସାନା ଈ ନୀଏଁତି ଜୁଗୁତା ନେହିଁ ବୁଦି, ଦାର୍ମୁ ଅ଼ଡ଼େ ମାହାପୂରୁତି ଆଜିତଲେ ନୀଡିନ, (aiōn )
ପୁଣି, ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କରୁ, (aiōn )
13 ୧୩ ଅ଼ଡ଼େ ଏ଼ ରା଼ହାଁତି ବା଼ର୍ସୁ ମା଼ କାଜା ମାହାପୂରୁ ଗେଲ୍ପାନି କ୍ରୀସ୍ତ ଜୀସୁତି ଗାୱୁରମି ତ଼ଞ୍ଜାଆ଼ନାଣି କା଼ଚିହିଁ ଡ଼ୟିନ, ଈଦାଆଁତାକି ମାଙ୍ଗେ ଜା଼ପ୍ହି ମାଞ୍ଜାନେ ।
ଆଉ ସେହି ଆନନ୍ଦଦାୟକ ଭରସା ପୁଣି, ଆମ୍ଭମାନଙ୍କ ମହାନ ଈଶ୍ବର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ, ଏଥିନିମନ୍ତେ ଶିକ୍ଷା ଦେଉଅଛି।
14 ୧୪ ଏ଼ କ୍ରୀସ୍ତ ଜୀସୁ ମା଼ ବାରେ ଲାଗେଏ ପ଼ଲେଏ ତା଼ଣାଟି ଗେଲ୍ପି କିୟାଲି ଅ଼ଡ଼େ ତାଙ୍ଗେତାକି ସାତା କାମାତାକି ରା଼ହାଁଟି ତାନି ଲ଼କୁ ଲେହେଁ ଅଟ୍ହାଲି ତା଼ନୁଏ ମା଼ ତାକି ହେର୍ପି ଆ଼ତେସି ।
ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ସତ୍କର୍ମରେ ଉଦ୍ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ।
15 ୧୫ ଈ ବାରେ କାତା ଜ଼ଲିହିଁ ବାରେ ଅଦିକାରା ତଲେ ସା଼ସା ହୀମୁ, ଅ଼ଡ଼େ ଦାକା ହୀମୁ । ଏ଼ନିକିଁ ଆମ୍ବାଆରି ନିଙ୍ଗେ ହୀଣି କିୟାଆପେରି ।
ଏହି ସମସ୍ତ କଥା କହି ପୂର୍ଣ୍ଣ କ୍ଷମତା ସହ ଉତ୍ସାହ ଦିଅ ଓ ଅନୁଯୋଗ କର। କେହି ତୁମ୍ଭକୁ ତୁଚ୍ଛ ନ କରୁ।