< ପିଲିପି 2 >

1 କ୍ରୀସ୍ତ ତଲେ ମାନାକି ମୀରୁ ଜୀୱୁତା ବା଼ର୍ସୁ ବେଟାଆ଼ହାମାଞ୍ଜେରି, ଅ଼ଡ଼େ ତାନି ଜୀୱୁନ଼ନାୟି ମିଙ୍ଗେ ସା଼ସା ହୀହିମାଞ୍ଜାନେ । ମୀରୁ ସୁଦୁଜୀୱୁତା ଆଣ୍ତିମାଞ୍ଜେରି ପୁଞ୍ଜିମାଞ୍ଜେରି ଅ଼ଡ଼େ ରଅତେରି ରଅଣାକି ମୀ ଜୀୱୁନ଼ନାୟି ଅ଼ଡ଼େ କାର୍ମାମେହ୍‌ନାୟି ମାନେ,
ଅତଏବ, ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ୱନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି, କୌଣସି ପ୍ରେମପୂର୍ଣ୍ଣ କରୁଣା ଓ ଦୟା ଥାଏ,
2 ନା଼ନୁ ମିଙ୍ଗେ ବାତିମା଼ଲିମାଞ୍ଜାଇଁ ମୀରୁ ରଣ୍ତିଏ ଅଣ୍‌ପୁ ତଲେ, ରଣ୍ତିଏ ଜୀୱୁ ନ଼ନାଣି ତଲେ, ରଣ୍ତିଏ ହିୟାଁ, ରଣ୍ତିଏ ଅଣ୍‌ପୁ ଆ଼ହାନା ନାଙ୍ଗେ ରା଼ହାଁ କିୟାଦୁ,
ତାହାହେଲେ ତୁମ୍ଭେମାନେ ଏକମନା, ଏକ ପ୍ରେମରେ ପ୍ରେମୀ, ଏକଚିତ୍ତ ଓ ଏକଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର,
3 ମୀରୁ ମିଙ୍ଗେତାକି ନେହାଁଣି ଜୂପ୍‌କା ଇଞ୍ଜାଁ ହା଼ରେକା ବଡପଣ ତ଼ସାଲି ଏ଼ନାଆଁ କିଆଦୁ, ସାମା ସୁଦୁ ହିୟାଁ ଗାଟାତେରି ଆ଼ହାନା ଏଟ୍‌କା ଲ଼କୁଇଁ ନା଼ କିହାଁ କାଜାସି ଇଞ୍ଜିଁ ଅଣ୍‌ପାଦୁ;
ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର;
4 ମୀରୁ ବାରେତେରି ୱାର୍‌ଇ ମିଙ୍ଗେତାକି ନେହିଁ ଆ଼ନାଣି ଅଣ୍‌ପାଆନା ଏଟ୍‌କା ଲ଼କୁତି ନେହାଁଣି ଜିକେଏ ଅଣ୍‌ପାଦୁ ।
ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ।
5 କ୍ରୀସ୍ତ ଜୀସୁତି ଏ଼ନିଲେହେଁତି ଅଣ୍‌ପୁ ମାଚେ ମୀ ଅଣ୍‌ପୁ ଜିକେଏ ଏଲେତାୟିଏ ଆ଼ପେ;
ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ;
6 ଏ଼ୱାସି ମାହାପୂରୁ ଆ଼ତିହିଁ ଜିକେଏ, ମାହାପୂରୁ ତଲେ ସମାନା ଆ଼ହିଁ ମାଞ୍ଜାଲି ଅଣ୍‌ପାଆନା ତାନି ଏ଼ ଅଦିକାରା ପିସ୍ତେସି,
ସେ ଈଶ୍ବରରୂପୀ ହେଲେ ହେଁ ଈଶ୍ବରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ,
7 ସାମା ଏ଼ୱାସି ମାଣ୍‌ସି ୱା଼ଣା ଆ଼ହାନା ହ଼ଲେଏସି ଲେହେଁ ଆ଼ତେସି । ମାଣ୍‌ସିଲେହେଁ ଆ଼ହାନା ମାଣ୍‌ସି ୱା଼ଣା ତଲେ ତ଼ଞ୍ଜାଆ଼ତେସି;
କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ;
8 ଏ଼ୱାସି ମାଣ୍‌ସିଲେହେଁ ତ଼ଞ୍ଜାଆ଼ହାନା ହା଼ନି ପାତେକା, ହାଅ, ପା଼ସି ମୁଣ୍ତାତା ଲେପିଆ଼ହାଁ ହା଼ନି ପାତେକା ହୁକୁମି ମା଼ନୱି ଆ଼ତେସି ଇଞ୍ଜାଁ ତା଼ନୁଏ ତାଙ୍ଗେ ଊଣା କିହା କଡିତେସି ।
ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ।
9 ଏ଼ଦାଆଁତାକି ମାହାପୂରୁ ଏ଼ୱାଣାଇଁ ବାରେକିହାଁ କାଜାସି କିହାମାନେସି, ଇଞ୍ଜାଁ ବାରେ ଦ଼ର୍‌କା କିହାଁ କାଜା ଦ଼ରୁ ଏ଼ୱାଣାକି ହୀହାମାନେସି,
ଏହି କାରଣରୁ ଈଶ୍ବର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି,
10 ୧୦ ଏ଼ନିକିଁ ଲାକପୂରୁ ଅ଼ଡ଼େ ଦାର୍‌ତିତା ଅ଼ଡ଼େ ଦାର୍‌ତିତି ଡ଼଼ଇ ମାନାଇ; ଏ଼ ବାରେ ଜୀସୁ ଦ଼ରୁତା ମେଣ୍ତାକୁତାନା ଜହରା କିନୁ,
ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ,
11 ୧୧ ଅ଼ଡ଼େ ଆ଼ବା ମାହାପୂରୁତି ଗାୱୁରମି ତାକି ବାରେଜା଼ଣା ତାମି ଗୂତି ତଲେ ଜୀସୁ କ୍ରୀସ୍ତ ପ୍ରବୁ ଇଞ୍ଜିଁ ଜ଼ଲିନେରି ।
ପୁଣି, ପିତା ଈଶ୍ବରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।
12 ୧୨ ନା଼ ଜୀୱୁତି ତ଼ଣେସିଙ୍ଗା, ମୀରୁ ବାରେବେ଼ଲା ନାଙ୍ଗେ ମା଼ନୱି ଆ଼ହିମାଞ୍ଜାଦେରି, ଇଚିହିଁ ନା଼ ନ଼କିତା କିନିଲେହେଁ ଆ଼ଏ, ସାମା ନୀଏଁ ନା଼ ହିଲାଆ ବେ଼ଲାତା ହା଼ରେକା ଆଜିତଲେ ତୀର୍‌ଗିହିଁ ମୀରୁ ଗେଲ୍‌ପି ଆ଼ହାଲି ତାଲି କାମା କିଦୁ
ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ଉପସ୍ଥିତିରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅନୁପସ୍ଥିତିରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,
13 ୧୩ ଇଚିହିଁ ମିଙ୍ଗେ ତାନି କାମା କିହାଲିତାକି ଇଚା ଅ଼ଡ଼େ ବା଼ଡ଼୍‌ୟୁ କିହାଲିତାକି ମାହାପୂରୁ ତା଼ନୁଏ ମୀ ତା଼ଣା କା଼ଲେଏ କାମା କିହିମାନେସି ।
କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ବର ଆପଣା ମଙ୍ଗଳମୟ ସଙ୍କଳ୍ପର ସଫଳତା ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି।
14 ୧୪ ମୁରୁ ମୁରୁ ଅ଼ଡ଼େ ବା଼ଦିବା଼ଦା ଆ଼ଆନା ମୀ ବାରେ କାମା କିଦୁ,
ବଚସା ଓ ତର୍କବିତର୍କ ବିନା ସମସ୍ତ କାର୍ଯ୍ୟ କର,
15 ୧୫ ଏଲେକିତିହିଁ ମୀରୁ ଦ଼ହ ହିଲାଆଗାଟାତେରି ଅ଼ଡ଼େ ସୁଦୁ ଗାଟାତେରି ଆ଼ହାନା, ଈ ଲାଗେଏତାଣି ତଲେ ନା଼ଡ଼ିକିନି ଲ଼କୁ ବିତ୍ରା ମାହାପୂରୁତି ଦ଼ହ ହିଲାଆଗାଟି ମୀର୍‌କା ମା଼ସ୍‌କାତେରି ଆ଼ଦେରି; ଏ଼ୱାରିତା଼ଣା ମୀରୁ ଜୀୱୁତି ବ଼ଲୁ ଆସାନା ଦାର୍‌ତିତି ଉଜେଡ଼ି ଲେହେଁ ମୀରୁ ତ଼ଞ୍ଜା ଆ଼ହିମାଞ୍ଜେରି;
ଯେପରି ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ବରଙ୍କ ଅନିନ୍ଦନୀୟ ସନ୍ତାନସନ୍ତତି ହୁଅ; ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତିଃ ସ୍ୱରୂପ ପ୍ରକାଶ ପାଉଅଛ;
16 ୧୬ ଏମ୍ବାଟି ନା଼ନୁ ଉଜେଏ ହଟି ହିଲଅଁ କି ଉଜେଏ କାମା କିହିହିଲଅଁ, ଏ଼ ବାରେତାକି କ୍ରୀସ୍ତତି ଦିନାତା ବଡପଣ କିହାଲି ଆ଼ଡିଇଁ ।
ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ପୁନରାଗମନ ଦିନରେ ଦର୍ପ କରିପାରିବି।
17 ୧୭ ନା଼ ନେତେରି ମୀ ନାମୁ ତାକି ସେ଼ବାତା ଗସାଲି ପୂଜା ହୀନି ନେତେରିଲେହେଁ ଡ଼ାଞ୍ଜାଲି ଆ଼ହିମାନେ, ଆତିହିଁ ନା଼ନୁ ରା଼ହାଁ ଆ଼ହିମାଇଁ, ଅ଼ଡ଼େ ମୀ ତଲେ ଆଣ୍ତାନା ରା଼ହାଁ କିହିମାଇଁ,
ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଏ, ତେବେ ମଧ୍ୟ ମୁଁ ଆନନ୍ଦିତ ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲସିତ।
18 ୧୮ ଅ଼ଡ଼େ ଏଲେକିହିଁ ମୀରୁ ରା଼ହାଁ କିଦୁ ଇଞ୍ଜାଁ ନା଼ ତଲେ ରା଼ହାଁ କିଦୁ ।
ଆଉ, ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆନନ୍ଦ କର ଓ ମୋʼ ସହିତ ଉଲ୍ଲାସ କର।
19 ୧୯ ସାମା ନା଼ନୁ ତିମତିଇଁ ତବେ ପାଣ୍ତାଇଁ ଇଞ୍ଜିଁ ପ୍ରବୁ ଜୀସୁ ତା଼ଣା ଆ଼ସା କିହାମାଇଁ, ଏ଼ନିକିଁ ମୀ କାତା ୱେଞ୍ଜାନା ନା଼ନୁ ଜିକେଏ ରା଼ହାଁ ଆ଼ଇଁ ।
କିନ୍ତୁ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇବି ବୋଲି ପ୍ରଭୁ ଯୀଶୁଙ୍କଠାରେ ଭରସା କରୁଅଛି, ଯେପରି ତୁମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ମୁଁ ମଧ୍ୟ ଉତ୍ସାହିତ ହେବି।
20 ୨୦ ଏ଼ୱାସି ରଅସିଏ ନା଼ ଲେହେଁତି ଅଣ୍‌ପୁ ଗାଟାସି ଇଞ୍ଜାଁ ଏ଼ୱାସି ସାତେଏ ମିଙ୍ଗେତାକି ଅଣ୍‌ପି ମାଞ୍ଜାନେସି ।
କାରଣ ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାହାଙ୍କ ବିନା ମୋʼ ନିକଟରେ ଆଉ କେହି ନାହିଁ।
21 ୨୧ ଇଚିହିଁ ବାରେଜା଼ଣା ଜୀସୁ କ୍ରୀସ୍ତତି ସେ଼ବା କିହାଲି ଅଣ୍‌ପାଆନା, ୱାର୍‌ଇ ତାମି ନେହାଁଣି ପାରାଲି ଅଣ୍‌ପିନେରି ।
ଯେଣୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟା କରନ୍ତି।
22 ୨୨ ତିମତି ତାୟିପାରି କିନିତା଼ଣା ଜୀଣା ଆ଼ହାମାନାସି ଏ଼ଦାଆଁ ମୀରୁ ପୁଞ୍ଜାମାଞ୍ଜେରି; ମୀର୍‌ଏସି ଆ଼ବାତି ସେ଼ବା କିନିଲେହେଁ, ଏ଼ୱାସି ନେହିଁ କାବ୍ରୁ ୱେ଼କ୍‌ନି କାମାତା ନା଼ ତଲେ ସେ଼ବା କିହାମାଚେସି ।
ସେ ଯେ ପରୀକ୍ଷାସିଦ୍ଧ ଲୋକ, ଏହା ତୁମ୍ଭେମାନେ ଜାଣ; ପୁତ୍ର ପିତାର ସେବା କଲା ପରି ସେ ତ ସୁସମାଚାର କାର୍ଯ୍ୟରେ ମୋʼ ସହିତ ସେବା କରିଥିଲେ।
23 ୨୩ ଇଚିହିଁ ନାଙ୍ଗେତାକି ଏ଼ନାୟି ଆ଼ନେ, ଏ଼ଦାଆଁ ପୁଚିସାରେ ଏ଼ୱାଣାଇଁ ମୀ ତା଼ଣା ପାଣ୍ତାଇଁ ଇଞ୍ଜିଁ ଆ଼ସା କିହିମାଇଁ;
ଅତଏବ, ମୋʼ ପ୍ରତି କଅଣ ଘଟିବ, ତାହା ଜାଣିବାମାତ୍ର ତାହାଙ୍କୁ ପଠାଇବି ବୋଲି ଭରସା କରୁଅଛି;
24 ୨୪ ପ୍ରବୁ ତା଼ଣା ବା଼ର୍ସୁ କିହିମାଇଁ ନା଼ନୁ ଜିକେଏ ମୀ ତା଼ଣା ତବେ ୱା଼ଇଁ ।
କିନ୍ତୁ ମୁଁ ପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି ଯେ, ମୁଁ ନିଜେ ମଧ୍ୟ ଶୀଘ୍ର ଯିବି।
25 ୨୫ ସାମା ନା଼ନୁ ନା଼ ତାୟି, ନା଼ ତଲେ କାମାକିନାସି, ନା଼ ୱାକିଟି ଜୁଜୁ କିନାସି, ଇଞ୍ଜାଁ ନା଼ ଲ଼ଡ଼ାମାନାଣି ସା଼ୟେମି କିହାଲି ମୀ ତା଼ଣାଟି ପାଣ୍ତ୍‌ୱିଆ଼ହାମାନି ସେ଼ବାକିନି ଏପାପ୍ରଦିତାଇଁ ମୀ ତା଼ଣା ପାଣ୍ତାଲି ଅଣ୍‌ପିମାଇଁ;
କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରାଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି;
26 ୨୬ ଇଚିହିଁ ଏ଼ୱାସି ବାରେତେରି ମିଙ୍ଗେ ମେସାଲି ହା଼ରେକା ଅଣ୍‌ପିମାନେସି, ଅ଼ଡ଼େ ଏ଼ୱାସି ଆ଼ଡିହିଲଅସି ଇଞ୍ଜିଁ ୱେଚାକି ହା଼ରେକା କିଲିବିଲି ଆ଼ହିମାନେସି;
କାରଣ ସେ ତୁମ୍ଭ ସମସ୍ତଙ୍କୁ ଦେଖିବା ପାଇଁ ଅତ୍ୟନ୍ତ ଇଚ୍ଛୁକ, ପୁଣି, ସେ ପୀଡ଼ିତ ଅଛନ୍ତି ବୋଲି ତୁମ୍ଭେମାନେ ଶୁଣିଥିବାରୁ ଅତ୍ୟନ୍ତ ବ୍ୟଥିତ;
27 ୨୭ ହାଅ, ଏ଼ୱାସି ହା଼ନିଲେହେଁ ଆ଼ହାମାଚେସି, ସାମା ମାହାପୂରୁ ଏ଼ୱାଣାଇଁ କାର୍ମା ମେସ୍ତେସି, ଏ଼ୱାଣାଇଁଦେହେଁ ଆ଼ଏ ସାମା ଏ଼ନିକିଁ ନାଙ୍ଗେ ଦୁକୁ ଲାକ ଦୁକୁ ୱା଼ଏ ଏ଼ଦାଆଁତାକି ନାଙ୍ଗେ ଜିକେଏ କାର୍ମା ଆୟାତେସି ।
ହଁ, ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ବର ତାହାଙ୍କୁ ଦୟା କଲେ, ଆଉ କେବଳ ତାହାଙ୍କୁ ନୁହେଁ, ମାତ୍ର ଯେପରି ମୋʼ ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋʼ ଉପରେ ମଧ୍ୟ ଦୟା କଲେ।
28 ୨୮ ଏ଼ଦାଆଁତାକି ମୀରୁ ଏ଼ୱାଣାଇଁ ୱେଣ୍ତେ ମେସାନା ରା଼ହାଁ ଆ଼ଦେରି ଇଞ୍ଜାଁ ନା଼ ଦୁକୁ ଏ଼ନିକିଁ ଊଣା ଆ଼ନେ, ଏ଼ଦାଆଁତାକି ନା଼ନୁ ଏ଼ୱାଣାଇଁ ପାଣ୍ତାଲି ହା଼ରେକା ଜାତ୍‌ନୁ ଆ଼ତେଏଁ ।
ଏଣୁ ତୁମ୍ଭେମାନେ ଯେପରି ତାହାଙ୍କୁ ପୁନର୍ବାର ଦେଖି ଆନନ୍ଦ କର ଓ ମୋʼ ଦୁଃଖ ଯେପରି ଊଣା ପଡ଼େ, ଏଥିପାଇଁ ମୁଁ ତାହାଙ୍କୁ ପଠାଇବା ନିମନ୍ତେ ଅଧିକ ଯତ୍ନବାନ ହେଲି।
29 ୨୯ ଏ଼ଦାଆଁତାକି ମୀରୁ ଏ଼ୱାଣାଇଁ ପ୍ରବୁତି ଦ଼ରୁତଲେ ହା଼ରେକା ରା଼ହାଁତଲେ ଆବାଦୁ, ଇଞ୍ଜାଁ ଇଲେତି ଗୂଣୁଗାଟି ଲ଼କୁଣି ମା଼ନି କିଦୁ;
ଅତଏବ, ପ୍ରଭୁଙ୍କ ହେତୁ ତାହାଙ୍କୁ ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହି ପ୍ରକାର ବ୍ୟକ୍ତିମାନଙ୍କୁ ସମାଦର କର;
30 ୩୦ ଏ଼ନାଆଁତାକି ଇଚିହିଁ ମୀରୁ ନାଙ୍ଗେ ଏମିନି ସା଼ୟେମି କିହାଲି ଆ଼ଡାଆତାଣି, ଏ଼ଦାଆଁ କିହାଲି ଏ଼ୱାସି କ୍ରୀସ୍ତତି କାମାତା ତାନି ଜୀୱୁତି ବା଼ଦା ହୀହାନା ହା଼ନିଲେହେଁ ଆ଼ହାମାଚେସି ।
କାରଣ ମୋʼ ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ।

< ପିଲିପି 2 >