< ମାତି 6 >

1 ଲ଼କୁ ମେସ୍ତାପେରିୱା ଇଞ୍ଜିଁ ଲ଼କୁ ନ଼କିତା ଦାର୍ମୁତି କାମା କିଆଦୁ, ଏ଼ଦାଆଁତାକି ମୀରୁ ଜାଗ୍ରାତା ଆ଼ଦୁ, ଆ଼ଆତିହିଁ ମୀ ଲାକପୂରୁତି ଆ଼ବା ନ଼କିତା ମିଙ୍ଗେ ଦା଼ନା ହିଲେଏ ।
ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ।
2 ଏ଼ଦାଆଁତାକି ଦା଼ନା ହୀନାଟି କୁଟୁ ଗାଟାରିଲେହେଁ ଜାହାରା ନ଼କିତା ତୀତ୍ରି ଊକାଆଦୁ; ଏ଼ୱାରି ଲ଼କୁ ତା଼ଣାଟି ମା଼ନି ବେଟାଆ଼ହାଲି ଜୀହୁଦି ଲ଼କୁତି କୁଟମି ଇଲୁତା ଅ଼ଡ଼େ ମାଦି ଆଂଗେଣିତା ଏଲେକିନେରି, ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ ଏ଼ୱାରି ତାମି ଦା଼ନା ବେଟାଆ଼ହାମାନେରି ।
ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
3 ସାମା ମୀରୁ ଦା଼ନା ହୀନାଟି ମୀ ଟିଃନି କେୟୁ ଏ଼ନାଆଁ କିହିମାନେ ମୀ ଟେ଼ବ୍ରି କେୟୁ ପୁନାଆପେ,
କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କଅଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ,
4 ଏ଼ନିକିଁ ମୀ ଦା଼ନା ହୀତାୟି ପୁନାଆରେ଼ଟୁ ଆ଼ନେ, ମୀ ଲାକପୂରୁତି ଆ଼ବା ଜିକେଏ ପୁନାଆରେ଼ଟୁ ମେହ୍‌ନାସି, ଏ଼ୱାସି ମିଙ୍ଗେ ଦା଼ନା ହିୟାନେସି ।
ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
5 ପ୍ରା଼ତାନା କିନାଟି କୁଟୁ ଗାଟାରିଲେହେଁ ଆ଼ଆଦୁ, ଏ଼ନାଆଁତାକି ଇଚିହିଁ ଏ଼ୱାରି ଲ଼କୁଣି ତ଼ସାଲି ତାକି, ଜୀହୁଦି ଲ଼କୁତି କୁଟମି ଇଲୁତା ଅ଼ଡ଼େ ଡେ଼ଡ଼ା ଜିରୁତି କନତା ନିଚାନା ପ୍ରା଼ତାନା କିହାଲି ରା଼ହାଁ ଆ଼ନେରି; ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ଏ଼ୱାରି ତାମି ଦା଼ନା ବେଟାଆ଼ହାମାନେରି ।
ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜଗୃହ ଓ ଛକକୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
6 ସାମା ମୀରୁ ପ୍ରା଼ତାନା କିନାଟି ମୀ ଇଲୁ ବିତ୍ରା ହାଜୁ, ଇଞ୍ଜାଁ ଦା଼ରା ସୁଣ୍ଡା କଡାଦୁ ଅ଼ଡ଼େ ତ଼ଞ୍ଜା ଆ଼ଆଗାଟି ମୀ ଆ଼ବା ମାହାପୂରୁ ତା଼ଣା ପ୍ରା଼ତାନା କିଦୁ; ଅ଼ଡ଼େ ମୀ ଆ଼ବା ଆମ୍ବାଆସି ଡ଼ୁଗାନା ମେସ୍ତାନେସି ଏ଼ୱାସି ମିଙ୍ଗେ ଦା଼ନା ହିୟାନେସି ।
କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି, ତୁମ୍ଭର ଦ୍ୱାର ବନ୍ଦ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
7 ମୀରୁ ପ୍ରା଼ତାନା କିନାଟି ଜୀହୁଦିଆ଼ଆତାରି ଲେହେଁ ଉଜେ ଉଜେଏ ପେଚେପେଚେ ଜ଼ଲାଆଦୁ, ଏ଼ନାଆଁତାକି ଇଚିହିଁ ଏ଼ୱାରି ଅଣ୍‌ପିନେରି, ହା଼ରେକା ପ୍ରା଼ତାନା କିତିସାରେ ମା଼ ପ୍ରା଼ତାନା ମାହାପୂରୁ ୱେଞ୍ଜାନେସି ।
ପୁଣି, ପ୍ରାର୍ଥନା କରିବା ସମୟରେ ଅଣଯିହୁଦୀମାନଙ୍କ ପରି ଅନାବଶ୍ୟକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି।
8 ଏ଼ଦାଆଁତାକି ଏ଼ୱାରିଲେହେଁ ଆ଼ଆଦୁ, ଏ଼ନାଆଁତାକି ଇଚିହିଁ ମିଙ୍ଗେ ଏ଼ନାୟି ଲ଼ଡ଼ାମାନେ, ରୀହ୍‌ଆ ନ଼କେଏ ଏ଼ଦାଆଁ ମୀ ଆ଼ବା ମାହାପୂରୁ ବାରେ ପୁଞ୍ଜାମାନେସି ।
ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କଅଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ବର ତାହା ଜାଣନ୍ତି।
9 ଅ଼ଡ଼େ ମୀରୁ ଇଲେକିହିଁ ପ୍ରା଼ତାନା କିଦୁ; ଏ଼ ମା଼ ଲାକପୂରୁତି ଆ଼ବା, ନୀ ଦ଼ରୁ ନେହାୟି ଇଞ୍ଜିଁ ମା଼ନୱି ଆ଼ପେ;
ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ‘ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ।
10 ୧୦ ନୀ ରା଼ଜି ୱା଼ପେ; ଲାକପୂରୁତି ଲେହେଁ ଦାର୍‌ତିତା ଜିକେଏ ନୀ କାତେଏ ଆ଼ପେ,
ତୁମ୍ଭର ରାଜ୍ୟ ଆସୁ। ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ।
11 ୧୧ ନୀଞ୍ଜୁ ମାଙ୍ଗେ ଲ଼ଡ଼ା ଆ଼ନି ରା଼ନ୍ଦା ହିୟାମୁ,
ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।
12 ୧୨ ମା଼ କ଼ପାତଲେ ଦ଼ହ କିହାମାନି ଲ଼କୁଣି ମା଼ମ୍ବୁ ଏ଼ନିକିହିଁ ଦ଼ହ ଆହ୍‌ଅମି, ଏଲେକିହିଁ ମା଼ ଦ଼ହ ବାରେ ମ୍ଣେକ୍‌ହାମୁ ।
ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର।
13 ୧୩ ମାଙ୍ଗେ ପା଼ନ୍ଦାତା ମେତ୍‌ହାଆନି ଲାଗେଏ ପ଼ଲେଏ ତା଼ଣାଟି ପିସ୍‌ପି କିୟାମୁ, ଏ଼ନିଇଚିହିଁ ରା଼ଜି ବା଼ଡ଼୍‌ୟୁ କାଜାପା଼ଣା କା଼ଲା କା଼ଲାତାକି ନୀଦିଏ ଆ଼ପେ । ଆ଼ମେନ୍‌ ।
ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍।]’
14 ୧୪ ଇଚିହିଁ ମୀରୁ ଏଟ୍‌କା ଲ଼କୁତି ପା଼ପୁ ବାରେ ମ୍ଣେକ୍‌ହିସାରେ, ମୀ ଲାକପୂରୁତି ଆ଼ବା ମାହାପୂରୁ ଜିକେଏ ମୀ ପା଼ପୁ ମ୍ଣେକ୍‌ହାନେସି;
କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ;
15 ୧୫ ସାମା ମୀରୁ ଲ଼କୁତି ପା଼ପୁ ମ୍ଣେକ୍‌ଆସାରେ, ମୀ ଆ଼ବା ଜିକେଏ ମୀ ପା଼ପୁ ମ୍ଣେକ୍‌ହଅସି ।
କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ।
16 ୧୬ ଉପାସା କିନାଟି କୁଟୁ ଗାଟାରିଲେହେଁ ମୀ ମୂମ୍ବୁତି ୱା଼ଡ଼ି କିଆଦୁ, ଏ଼ନାଆଁତାକି ଇଚିହିଁ ଏ଼ୱାରି ଉପାସା କିହିମାନେରି ଇଞ୍ଜିଁ ଲ଼କୁଣି ତ଼ସାଲି ତାମି ମୂମ୍ବୁ ୱା଼ଡ଼ି କିନେରି; ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ ଏ଼ୱାରି ତାମି ଦା଼ନା ବେଟାଆ଼ହାମାନେରି ।
ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
17 ୧୭ ସାମା ମୀରୁ ଉପାସା କିନାଟି, ମୀ ତା଼ର୍ୟୁଁତା ନିୟୁଁ ଉହ୍‌ଦୁ ଅ଼ଡ଼େ ମୂମ୍ବୁ ନର୍‌ହା କଡାଦୁ ।
କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର,
18 ୧୮ ଏ଼ନିକିଁ ମୀରୁ ଉପାସା କିହିମାନେରି ଇଞ୍ଜିଁ ଲ଼କୁ ନ଼କିତା ତ଼ଞ୍ଜା ଆ଼ଆନା, ପୁନାଆରେ଼ଟୁ ମାନି ମୀ ଲାକପୂରୁତି ଆ଼ବା ନ଼କିତା ତ଼ଞ୍ଜା ଆ଼ଦେରି; ଅ଼ଡ଼େ ମୀ ଆ଼ବା ପୁନାଆରେ଼ଟୁ ମେସାନା ମିଙ୍ଗେ ଦା଼ନା ହିୟାନେସି ।
ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
19 ୧୯ “ଏମ୍ବିୟା ସୀର୍‌ନେ ଇଞ୍ଜାଁ ଲୀମ୍ବୁ ତିନେ ଅ଼ଡ଼େ ସ଼ର୍‌କା କାତି ତୂକ୍‌ହାନା ସ଼ରୁ କିହା ଅ଼ନେରି, ଇଲେତି ଦାର୍‌ତିତା ମିଙ୍ଗେତାକି ଦ଼ନ କୂଡ଼ିକିହାଁ ଇଟାଆଦୁ ।
ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ;
20 ୨୦ ସାମା ଆମ୍ବିୟା ସୀର୍‌ଏ ଇଞ୍ଜାଁ ଲୀମ୍ବୁ ତିନେଏ ଅ଼ଡ଼େ ସ଼ର୍‌କା କାତି ତୂକ୍‌ହାନା ମା଼ଣ୍‌ଚା ଅ଼ଅରି ଇଲେତି ଲାକପୂରୁ ମିଙ୍ଗେତାକି ଦ଼ନ କୂଡ଼ି କିଦୁ,
ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର,
21 ୨୧ ଇଚିହିଁ ଆମ୍ବିୟା ମୀ ଦ଼ନ ଏମ୍ବେଏ ମୀ ମ଼ନ ଜିକେଏ ମାନେ ।”
କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ।
22 ୨୨ କାନୁ ଆଙ୍ଗାତି ଦୀୱଁ ଲେହେଁ, ଇଚିହିଁ ମୀ କାନୁ ନେହିଁ ମାନେ, ଆତିହିଁ ମୀ ବାରେ ଆଙ୍ଗା ଉଜେଡ଼ି ଆ଼ନେ ।
ଚକ୍ଷୁ ଶରୀରର ପ୍ରଦୀପ। ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।
23 ୨୩ ସାମା ମୀ କାନୁ ଲାଗେଏ ମାନେ, ଆତିହିଁ ମୀ ବାରେ ଆଙ୍ଗା ଜିକେଏ ଆନ୍ଦେରି ଆ଼ନେ । ଏ଼ନାଆଁତାକି ଇଚିହିଁ ମୀ ଆଙ୍ଗାତି ଉଜେଡ଼ି ଆନ୍ଦେରି ଆତିହିଁ ଏ଼ ଆନ୍ଦେରି ଏଚେକା ଆଜିନାୟି ଆ଼ନେ ।
କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେ ଅନ୍ଧକାର କେଡ଼େ ଘୋରତର!
24 ୨୪ ଆମ୍ବାଆସି ଜିକେଏ ରୀ ସା଼ୱୁକାରି ତା଼ଣା ହ଼ଲେଏସି ଆ଼ହାଲି ଆ଼ଡଅସି; ଏ଼ନାଆଁତାକି ଇଚିହିଁ ଏ଼ୱାସି ରଅଣାଇଁ ଜୀୱୁ ନ଼ନେସି, ଅ଼ଡ଼େ ରଅଣାଇଁ ଅ଼ପଅସି, ରଅଣାଇଁ ମା଼ନି କିନେସି ଅ଼ଡ଼େ ରଅଣାଇଁ ମା଼ନୱି ଆ଼ଅସି, ମୀରୁ ମାହାପୂରୁ ଅ଼ଡ଼େ ଦ଼ନତି ହ଼ଲିୟାଙ୍ଗା ଆ଼ହାଲି ଆ଼ଡଅତେରି ।
କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ। ତୁମ୍ଭେମାନେ ଈଶ୍ବର ଓ ଧନ ଉଭୟର ଦାସ ହୋଇପାର ନାହିଁ।
25 ୨୫ ଏ଼ଦାଆଁତାକି ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ଏ଼ନାଆଁ ତିନାୟି ଏ଼ନାଆଁ ଗହନାୟି, ଏଲେକିଁ ମୀ ଜୀୱୁତାକି, ଏ଼ନାଆଁ ତୁର୍‌ନାୟି ଇଲେକିଁ ମୀ ଆଙ୍ଗା ତାକି ଅଣ୍‌ପାଆଦୁ, ରା଼ନ୍ଦାକିହା ଜୀୱୁ, ହିମ୍ବରିକା କିହାଁ ଆଙ୍ଗା କାଜାୟି ଆ଼ଏକି?
ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଜୀବନ ନିମନ୍ତେ କଅଣ ଖାଇବ ବା କଅଣ ପିଇବ, କିଅବା କଅଣ ପିନ୍ଧିବ, ଏଭଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ?
26 ୨୬ ପଟାୟାଁଣି ସିନିକିଦୁ, ଏ଼ୱି ମାଟାଉ କି ଦା଼ଉ କି ଗା଼ଦେୟିତା କୂଡ଼ିକିହାଁ ଇଟାଉ, ଏଲେଆ଼ତିୱା ଲାକପୂରୁତି ଆ଼ବା ଏ଼ୱାସିକାକି ତାମି ରା଼ନ୍ଦା ହୀହିମାନେସି, ଏ଼ୱାସିକା କିହାଁ ମୀରୁ କାଜାତେରି ଆ଼ଏକି?
ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?
27 ୨୭ ଅ଼ଡ଼େ ମୀ ବିତ୍ରାଟି ଆମ୍ବାଆସି ତାନି ଗାଡି ଅଣ୍‌ପୁ ତଲେ ତାନି ଜୀୱୁତି ଆଗାଡ଼ା ପାଡିକିହାଲି ଆ଼ଡିମାନେସି?
ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରିପାରେ?
28 ୨୮ ହିମ୍ବରିକା ତାକି ଏ଼ନାଆଁତାକି ଅଣ୍‌ପିମାଞ୍ଜେରି? ଜା଼ଡ଼ାତି ପୂଙ୍ଗାଣି ସିନିକିହାଁ ଅଣ୍‌ପାନା ଜା଼ପାଦୁ, ଏ଼ୱି ଏ଼ନିକିଁ ପାଡାଆ଼ନୁ; ଏ଼ୱି କସ୍ତ କିଉ କି ଲୂଲୁ ଦା଼ଉ,
ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ? କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ,
29 ୨୯ ଆ଼ତିଜିକେଏ ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ରାଜା ସଲମନ ଗାଡି ଦାରାତି ହିମ୍ବରିକା ହୁଚିମାଚିହିଁ ଜିକେଏ ଏ଼ ପୂଙ୍ଗା ବିତ୍ରାଟି ର଼ ପୂୟୁ ଲେହେଁ ଅ଼ଜା ହିଲାଆତେସି ।
ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ।
30 ୩୦ ସାମା ଗୁଡିୟାତା ଡ଼ୟିନି ଗାର୍କି ଜା଼ଡ଼ା ନୀଞ୍ଜୁ ମାନେ ୱିଏ ହଲୁତା ହୂଡ୍‌କିଆ଼ନେ, ଏ଼ଦାନାକି ମାହାପୂରୁ ଇଚେକା ନେହିଁ ଅ଼ଜୁ ହୀତିହିଁ, ଏ଼ ନାମୁ ହିଲାଆଗାଟାତେରି ମିଙ୍ଗେ ହା଼ରେକା ଗାଡି ହିମ୍ବରିକା ହିୟଅସିକି?
କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ?
31 ୩୧ ଏ଼ଦାଆଁତାକି ଏ଼ନାଆଁ ତିନମି, ଏ଼ନାଆଁ ଗହ୍‌ନମି, ଏ଼ନାଆଁ ପର୍‌ନମି ଏଲେକିହିଁ ଅଣ୍‌ପାଆଦୁ ।
ଏଣୁ କଅଣ ଖାଇବା? ଅବା କଅଣ ପିଇବା? କିଅବା କଅଣ ପିନ୍ଧିବା? ଏହା କହି ଚିନ୍ତିତ ହୁଅ ନାହିଁ।
32 ୩୨ ଇଚିହିଁ ଜୀହୁଦିଆ଼ଆତି ଲ଼କୁ ଈ ବାରେ ପାରିନେରି, ଅ଼ଡ଼େ ଈ ବାରେ ମିଙ୍ଗେ ଲ଼ଡ଼ାମାନେ ଇଞ୍ଜିଁ ମୀ ଲାକପୂରୁତି ଆ଼ବା ପୁଞ୍ଜାମାନେସି ।
କାରଣ ଅଣଯିହୁଦୀମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି। ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି।
33 ୩୩ ସାମା ମୀରୁ ନ଼କେଏ ମାହାପୂରୁତି ରା଼ଜି ଅ଼ଡ଼େ ଦାର୍ମୁତି ପାରାଦୁ, ଆତିହିଁ ମୀ ଲ଼ଡ଼ାମାନି ବାରେ ହୀପ୍‌କିଆ଼ନେ ।
କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।
34 ୩୪ ଇଚିହିଁ ୱିଏତାକି ଅଣ୍‌ପାଆଦୁ, ଏ଼ନାଆଁତାକି ଇଚିହିଁ ୱିଏତି ଅଣ୍‌ପୁ ୱିଏ ମୀରୁ ମିଙ୍ଗେତାକି ଅଣ୍‌ପିଦେରି, ଇଚିହିଁ ନୀଞ୍ଜୁତି କସ୍ତ ନୀଞ୍ଜୁତାକି ସା଼ରି ।
ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ।

< ମାତି 6 >