< ମାତି 4 >
1 ୧ ଏଚିବେ଼ଲା ଜୀସୁ ସୟତାନ ତା଼ଣାଟି ତାୟିପାରି କିୱି ଆ଼ହାଲି ସୁଦୁଜୀୱୁ ଲ଼କୁ ହିଲାଆ ଟା଼ୟୁତା ଅ଼ତେ ।
ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ,
2 ୨ ଜୀସୁ ରୀ କ଼ଡ଼ି ଦିନା ଲା଼ଆଁୟାଁ ମାଦେନା ଏ଼ନାଆଁ ତିନାଆନା ଉପାସା କିହାଁ ହାକି ଆ଼ତେସି ।
ପୁଣି, ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ।
3 ୩ ଏଚିବେ଼ଲା ସୟତାନ ତାନି ଦାରିତା ୱା଼ହାନା ଏଲେଇଚେ, “ନୀନୁ ମାହାପୂରୁ ମୀର୍ଏଣାତି ଇଚିସାରେ ଈ ୱାଲ୍କାଣି ରୂଟି ଆ଼ହାଲି ହୁକୁମି ହୀମୁ ।”
ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୁଟି ହେବା ପାଇଁ ଆଜ୍ଞା ଦିଅ।”
4 ୪ ସାମା ଜୀସୁ ଏଲେଇଚେସି, “ଦାର୍ମୁ ସା଼ସ୍ତେରିତା ରା଼ସ୍କି ଆ଼ହାମାନେ ମାଣ୍ସି ୱାର୍ଇ ରୂଟି ତିଞ୍ଜାନା ନୀଡଅସି, ସାମା ମାହାପୂରୁ ଗୂତିଟି ହ଼ଚିମାନି ବ଼ଲୁ ତଲେ ନୀଡିନେସି ।”
କିନ୍ତୁ ଯୀଶୁ ଉତ୍ତର ଦେଲେ, “ଲେଖାଅଛି, ‘ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ବରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ।’”
5 ୫ ଡା଼ୟୁ ସୟତାନ ଜୀସୁଇଁ ସୁଦୁ ଗା଼ଡ଼ା ଜିରୁସାଲମତା ଅ଼ହାନା, ମାହାପୂରୁ ଇଲୁ ତୂଡ଼ିୟା ଲାକ ନିପ୍ହାନା,
ତହିଁ ଉତ୍ତାରେ ଶୟତାନ ଯୀଶୁଙ୍କୁ ପବିତ୍ର ନଗରୀ ଯିରୂଶାଲମକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା,
6 ୬ ଏଲେଇଚେ, “ନୀନୁ ମାହାପୂରୁ ମୀର୍ଏଣାତି ଇଚିହିଁ ଇମ୍ବାଟି ଡ଼଼ଇକା ଗେ଼ମ୍ବାମୁ,” ଦାର୍ମୁ ସା଼ସ୍ତେରିତା ରା଼ସ୍କି ଆ଼ହାମାନେ, ନିଙ୍ଗ ଜାତ୍ନୁ କିହାଲିତାକି ମାହାପୂରୁ ତାନି ଦୂତୁୟାଁଇଁ ହୁକୁମି ହୀନେସି; “ନୀ କଡାୟାଁ ଏ଼ନିକିଁ ୱାଲ୍କାଣା ଆ଼ଡାଉ ଇଞ୍ଜାଁ ଦୂତୁୟାଁ ନିଙ୍ଗ କେସ୍କାତଲେ ପେର୍ହା ଆସ୍ତାନୁ ।”
“ତୁମ୍ଭେ ଯଦି ଈଶ୍ବରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖାଅଛି, ‘ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।’”
7 ୭ ଜୀସୁ ଏ଼ଦାନି ଏଲେଇଚେସି, “ଦାର୍ମୁ ସା଼ସ୍ତେରିତା ରା଼ସ୍କି ଆ଼ହାମାନେ, ନୀନୁ ପ୍ରବୁ ନୀ ମାହାପୂରୁଇଁ ତାୟିପାରି କିଆନି ।”
ଯୀଶୁ ତାହାଙ୍କୁ କହିଲେ, “ଆହୁରି ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପରୀକ୍ଷା କରିବ ନାହିଁ।’”
8 ୮ ଅ଼ଡ଼େ ୱେଣ୍ତେ ସୟତାନ ଜୀସୁଇଁ କାଜା ହ଼ରୁ ଲାକ ଅ଼ହାନା ଦାର୍ତିତି ବାରେ ରା଼ଜି ଅ଼ଡ଼େ ଏମ୍ବାତି ବାରେ ଅ଼ଜୁ ଅ଼ଡ଼େ ଜୂପ୍କା ତ଼ସାନା ଏଲେଇଚେ,
ପୁନଶ୍ଚ ଶୟତାନ ଯୀଶୁଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ନେଇଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ୱର୍ଯ୍ୟ ଦେଖାଇ କହିଲା,
9 ୯ “ନୀନୁ ନାଙ୍ଗେ ମେଣ୍ତାକୁତାନା ଜହରା କିୟାଦି ଇଚିହିଁ ନା଼ନୁ ଈ ବାରେ ନିଙ୍ଗ ହିୟାଇଁ ।”
ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା।
10 ୧୦ ଏମ୍ବାଟିଏ ଜୀସୁ ଏଲେଇଚେସି, “ଏ଼ ସୟତାନ ନା଼ ତା଼ଣାଟି ହେକ ହାଲାମୁ! ଦାର୍ମୁ ସା଼ସ୍ତେରିତା ରା଼ସ୍କି ଆ଼ହାମାନେ, ‘ୱାର୍ଇ ନୀ ପ୍ରବୁ ମାହାପୂରୁଇଁ ଜହରା କିଦି ଅ଼ଡ଼େ ୱାର୍ଇ ତାଙ୍ଗେଏ ସେ଼ବା କିଦି ।’”
ତହିଁରେ ଯୀଶୁ ତାହାକୁ କହିଲେ, “ଦୂର ହ, ଶୟତାନ, କାରଣ ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରଣାମ କରିବ, ପୁଣି, କେବଳ ତାହାଙ୍କର ଉପାସନା କରିବ।’”
11 ୧୧ ଏ଼ ଦେବୁଣିଏ ସୟତାନ ଜୀସୁଇଁ ପିସାନା ହାଜାତୁସ୍ତେ; ଅ଼ଡ଼େ ଦୂତୁୟାଁ ୱା଼ହାନା ଏ଼ୱାଣି ସେ଼ବା କିତୁ ।
ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ।
12 ୧୨ ଜହନଇଁ କାୟିଦି ଇଲୁତା ଇଟିତେରି ଇଞ୍ଜିଁ ୱେଞ୍ଜାନା ଜୀସୁ ଏମ୍ବାଟିଏ ଗୁଚା ଆ଼ହାନା ଗାଲିଲିତା ୱା଼ତେସି;
ପରେ ଯୋହନ ଧରାପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲୀକୁ ପ୍ରସ୍ଥାନ କଲେ;
13 ୧୩ ଏ଼ୱାସି ନା଼ଜରିତତା ଡ଼ୟାଆତେସି, ସାମା କପର୍ନାହୁମତା ଡ଼ୟାଲି, ସୁବୁଲୁନ୍ ଅ଼ଡ଼େ ନପ୍ତାଲିତା ମାନି ର଼ ଗାଲିଲି ସାମ୍ଦୁରି ଗାଟୁତା ମାନି ଗା଼ଡ଼ାତା ହାଚେସି ।
ଆଉ ସେ ନାଜରିତ ପରିତ୍ୟାଗ କରି ସବୂଲୂନ ଓ ନପ୍ତାଲି ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫର୍ନାହୂମକୁ ଯାଇ ସେଠାରେ ବାସ କଲେ,
14 ୧୪ ଏ଼ନିକିହିଁ ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନି ଜିସାୟତି ହା଼ଡା ସାତା ଆ଼ନେ, ଏ଼ୱାସି ଏଲେଇଞ୍ଜାମାଚେସି;
ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,
15 ୧୫ “ସୁବୁଲୁନ୍ ଦେ଼ସା ଅ଼ଡ଼େ ନପ୍ତାଲି ଦେ଼ସା ସାମ୍ଦୁରି ଡାଗେ ଇଞ୍ଜାଁ ଜର୍ଦନ କାଡା ଆତାଲାୱାକିତି, ଜୀହୁଦିଆ଼ଆତି ଗାଲିଲି!
“ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱସ୍ଥ ଅଣଯିହୁଦୀମାନଙ୍କ ଗାଲିଲୀ,
16 ୧୬ ଆନ୍ଦେରିତା ବାସା କିହିମାନି ଲ଼କୁ କାଜା ଉଜେଡ଼ି ମେସ୍ତେରି ହା଼କିତି ନା଼ସ୍କା ଅ଼ଡ଼େ ସାହ୍ଡ଼ାତା ମାନି ଲ଼କୁତାକି ଉଜେଡ଼ି ତ଼ଞ୍ଜାଆ଼ନେ ।”
ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା।”
17 ୧୭ ଏ଼ ବେ଼ଲାଟିଏ ଜୀସୁ ତାନି କାତା ୱେ଼କ୍ହାଲି ମା଼ଟ୍ହେସି, “ମୀ ପା଼ପୁ ପିସାନା ମ଼ନ ୱେଟ୍ହା କଡାଦୁ, ଏ଼ନାଆଁତାକି ଇଚିହିଁ ଲାକପୂରୁ ରା଼ଜି ଏଗାୱା଼ହିମାନେ ।”
ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, “ମନ-ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ।”
18 ୧୮ ଜୀସୁ ଗାଲିଲି ସାମ୍ଦୁରି ଗାଟୁଟି ହାଜିମାଚାଟି ସିମନ ଇନି ପିତର ଅ଼ଡ଼େ ତାନି ତାୟି ଆନ୍ଦ୍ରିୟ, ଈ ତାୟି ରିଆରି ସାମ୍ଦୁରିତା ଜା଼ଲା ମେତ୍ହି ମାଚାଣି ମେସ୍ତେସି, ଏ଼ନାଆଁତାକି ଇଚିହିଁ ଏ଼ୱାରି ମୀଣ୍କା ଆହ୍ନାରି ମାଚେରି ।
ସେ ଗାଲିଲୀ ସମୁଦ୍ରକୂଳରେ ବୁଲୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ।
19 ୧୯ ଜୀସୁ ଏ଼ୱାରାଇଁ ଏଲେଇଚେସି, “ନା଼ ଜେ଼ଚ ୱା଼ଦୁ, ନା଼ନୁ ମିଙ୍ଗ ଲ଼କୁଣି ଆହ୍ନାଣି ଜା଼ପ୍ହାଇଁ ।”
ସେ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।”
20 ୨୦ ଏଚେଟିଏ ଏ଼ୱାରି ଦେବୁଣିଏ ଜା଼ଲା ପିସାନା ଏ଼ୱାଣି ଜେ଼ଚ ହାଚେରି ।
ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ।
21 ୨୧ ଏମ୍ବାଟିଏ ଜୀସୁ ନ଼କିତା ହାଜାନା ଜେବଦି ମୀର୍କା ଜାକୁବ ଅ଼ଡ଼େ ଏ଼ୱାଣି ତାୟି ଜହନ ଦ଼ରୁଗାଟାସି ଇଞ୍ଜାଁ ଅ଼ଡ଼େ ରିଆରି ତାୟିୟାଁ ତାମି ଆ଼ବା ଜେବଦି ତଲେ ଡଂଗତା ଜା଼ଲା ମୁଦା କିହିମାଚାଣି ମେସାନା ଏ଼ୱାରାଇଁ ଜିକେଏ ହା଼ଟିତେସି ।
ପୁଣି, ସେ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ନାମକ ଆଉ ଦୁଇ ଭାଇଙ୍କୁ ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ।
22 ୨୨ ଏଚେଟିଏ ଏ଼ୱାରି ଏ଼ ଦେବୁଣିଏ ଡଂଗ ଅ଼ଡ଼େ ତାମି ଆ଼ବାଇଁ ପିସାନା ଜୀସୁ ଜେ଼ଚ ହାଚେରି ।
ସେଥିରେ ସେମାନେ ସେହିକ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ।
23 ୨୩ ଡା଼ୟୁ ଜୀସୁ ଗାଲିଲି ଦେ଼ସାତା ରେ଼ଜି ରେ଼ଜିହିଁ ଜୀହୁଦି ଲ଼କୁତି କୁଟମି ଇଲ୍କାଣା ଜା଼ପ୍ହିହିଁ, ମାହାପୂରୁ ରା଼ଜିତି ନେହିଁ କାବ୍ରୁ ୱେସିହିଁ ର଼ଗଗାଟି ଲ଼କୁଣି ନେହିଁ କିହାଲି ମା଼ଟ୍ହେସି,
ପରେ ଯୀଶୁ ସେମାନଙ୍କ ସମାଜଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ,
24 ୨୪ ଅ଼ଡ଼େ ଏ଼ୱାଣି କାତା ଦେ଼ସାତି ସା଼ରିୱାକି ଇଞ୍ଜାଁ ସିରିୟା ଦେ଼ସାତା ଜିକେଏ ୱେ଼ଙ୍ଗାହାଚେ, ଇଞ୍ଜାଁ ଲ଼କୁ ବୂତୁୟାଁ ଆଲ୍ଗା ମାଚାରାଇଁ, କାଟିୱେତାରାଇଁ, ଇଞ୍ଜାଁ ଟଟ ୱା଼ୟିତାରାଇଁ; ଇଲେତି ହା଼ରେକା ର଼ଗଟି କସ୍ତ ଆ଼ହିମାନାରାଇଁ ଜୀସୁ ନ଼କିତା ତାତେରି, ଇଞ୍ଜାଁ ଏ଼ୱାସି ଏ଼ୱାରାଇଁ ନେହିଁ କିତେସି ।
ଆଉ ତାହାଙ୍କ ବିଷୟରେ ଜନରବ ସମୁଦାୟ ସିରିୟା ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି, ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ।
25 ୨୫ ଅ଼ଡ଼େ ଗାଲିଲି, ଦସଗଟା ନା଼ସ୍କା, ଜିରୁସାଲମ, ଜୀହୁଦା ଅ଼ଡ଼େ ଜର୍ଦନତି ଏ଼ ଗାଟୁତା ମାନି ନା଼ସ୍କାଟି ହା଼ରେକା ଲ଼କୁ ଜୀସୁ ଜେ଼ଚ ହାଚେରି ।
ପୁଣି, ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୂଦିୟା ପ୍ରଦେଶ ଓ ଯର୍ଦ୍ଦନ ନଦୀର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଶ୍ଚାତ୍ଗମନ କଲେ।