< ମାତି 20 >

1 ଇଚିହିଁ ଲାକପୂରୁ ରା଼ଜି ଇଲେତି ର଼ ସା଼ୱୁକାରି ଲେହେଁତାୟି, ଲା଼ଇ ୱେ଼ୟାଲିଏ ତାନି ଅଙ୍ଗୁରି ବା଼ଡ଼ାତା କୂଲି କାମା କିୱିକିହାଲି ହାଚେସି ।
“କାରଣ ସ୍ୱର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ସକାଳ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ।
2 ଅ଼ଡ଼େ ଏ଼ୱାସି କୂଲି ଗାଟାରାଇଁ ଦିନାତାକି ର଼ ୱେଣ୍ତି ଟାକା ହିୟାଇଁ ଇଞ୍ଜିଁ ଏ଼ୱାରାଇଁ ତାନି ଅଙ୍ଗୁରି ବା଼ଡ଼ାତା ପାଣ୍ତିତେସି ।
ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ ଏକ ଦିନର ମୂଲ ପାଇଁ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ।
3 ଅ଼ଡ଼େ ନ଼ ଗଂଟା ବେ଼ଲାତା ଏ଼ୱାସି ପାଙ୍ଗାତା ହାଜାନା ଏଟ୍‌କାତାରି କାମା ପ୍ଣାଃଆନା ନିଚାମାଚାଣି ମେସାନା ଏ଼ୱାରାଇଁ ଜିକେଏ ଏଲେଇଚେସି,
ପୁଣି, ପ୍ରାୟ ନଅଟା ସମୟରେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ,
4 ମୀରୁ ଜିକେଏ ଅଙ୍ଗୁରି ବା଼ଡ଼ାତା ହାଜାନା କାମା କିଦୁ, ଇଞ୍ଜାଁ ଏ଼ନିକିଁ ତୀରି ଆ଼ହାମାନେ, ଏଲେକିହିଁ ମିଙ୍ଗେ ହିୟାଇଁ; ଇଞ୍ଜାଁ ଏ଼ୱାରି ହାଚେରି ।
‘ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି, ଯାହା ଉଚିତ୍, ତାହା ତୁମ୍ଭମାନଙ୍କୁ ଦେବି;’ ଆଉ ସେମାନେ ଗଲେ।
5 ଅ଼ଡ଼େ ମାଦେନା ବା଼ର ଗଂଟା ଇଞ୍ଜାଁ ତୀନି ଗଂଟା ବେ଼ଲାତା ପାଙ୍ଗାତା ହାଜାନା ଏଲେକିତେସି ।
ପୁଣି, ଥରେ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ।
6 ଇଞ୍ଜାଁ ମିଡ଼୍‌ଅଲା ପା଼ସା ଗଂଟା ବେ଼ଲାତା ପାଙ୍ଗାତା ହାଜାନା ଏଚରଜା଼ଣା ନିଚାମାନାଣି ମେସାନା ୱେଚେସି, ମୀରୁ ଏ଼ନାଆଁତାକି ମାଦେନା ୱେଡ଼ାଡୁମ୍ବେ କାମା କିଆନା ଉଜେଏ ନିଚାମାଞ୍ଜେରି?
ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ‘ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ନିଷ୍କର୍ମା ହୋଇ ଠିଆ ହୋଇଅଛ?’
7 ଏ଼ୱାରି ଏ଼ୱାଣାଇଁ ଏଲେଇଚେରି, ଆମ୍ବାଆରି ମାଙ୍ଗେ କାମା ହେର୍‌ପା ମାଞ୍ଜଅରି । ଏ଼ୱାସି ଏ଼ୱାରାଇଁ ଏଲେଇଚେସି ମୀରୁ ଜିକେଏ ଅଙ୍ଗୁରି ବା଼ଡ଼ାତା ହାଜୁ ।
ସେମାନେ ତାହାଙ୍କୁ କହିଲେ, ‘କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାନ୍ତି।’ ସେ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ।’
8 ଡା଼ୟୁ ମିଡ଼୍‌ଅଲା ଆ଼ହାଲିଏ, ଅଙ୍ଗୁରି ବା଼ଡ଼ାତି ସା଼ୱୁକାରି ତାନି ଗୁମୁସ୍ତାଇଁ ଏଲେଇଚେସି, କୂଲି ଗାଟାରାଇଁ ହା଼ଟାନା ଡା଼ୟୁ ୱା଼ତି ଲ଼କୁ ତା଼ଣାଟିଏ ମା଼ଟ୍‌ହାନା ନ଼କିତା ୱା଼ତି ଲ଼କୁ ପାତେକା କୂଲି ହୀମୁ ।
ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆପଣା ବେବର୍ତ୍ତାଙ୍କୁ କହିଲେ, ‘ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ।’
9 ଏଚେଟିଏ ଆମିନି ଗାଟାରି ପା଼ସା ଗଂଟା ବେ଼ଲାତା କାମାତା ପାଣ୍ତ୍‌ୱି ଆ଼ହାମାଚେରି, ଏ଼ୱାରି ୱା଼ହାନା ର଼ ୱେଣ୍ତି ଟାକା ଲାକା ବେଟାଆ଼ତେରି ।
ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଏକ ଦିନର ମୂଲ ଲେଖାଏଁ ପାଇଲେ।
10 ୧୦ ଇଞ୍ଜାଁ ନ଼କେଏ କାମାତା ପାଣ୍ତ୍‌ୱି ଆ଼ହାମାନାରି ୱା଼ହାନା ଗାଡି ବେଟାଆ଼ନେରି ଇଞ୍ଜିଁ ଅଣ୍‌ପିତେରି; ସାମା ଏ଼ୱାରି ଜିକେଏ ଏ଼ ର଼ ୱେଣ୍ତି ଟାକା ଲାକା ବେଟାଆ଼ତେରି ।
ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଏକ ଦିନର ମୂଲ ଲେଖାଏଁ ପାଇଲେ।
11 ୧୧ ସାମା ଏଲେକିଁ ବେଟାଆ଼ହାନା ଏ଼ୱାରି ସା଼ୱୁକାରିଇଁ କ଼ପା ଆ଼ହାନା ଲା଼ଗିତେରି ।
କିନ୍ତୁ ତାହା ପାଇ ସେମାନେ ଘରର କର୍ତ୍ତାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ,
12 ୧୨ ଈ ଡା଼ୟୁତି ଲ଼କୁ ୱାର୍‌ଇ ର଼ ଗଂଟା କାମା କିତେରି, ଇଞ୍ଜାଁ ମା଼ମ୍ବୁ ୱେ଼ଡ଼ା ଡୁମ୍ବେ ୱା଼ହୁ ଆ଼ହିଁ କାରା ୱେହିଁ କାମା କିତିହିଁ ଜିକେଏ ନୀନୁ ଏ଼ୱାରାକି ମା଼ ସମାନା କିତି ।
‘ଏହି ଶେଷର ଲୋକମାନେ ଘଣ୍ଟାଏ ମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳି ପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ।’
13 ୧୩ ଏ଼ୱାରି ବିତ୍ରାଟି ରଅଣାଇଁ ସା଼ୱୁକାରି ଏଲେଇଚେସି ଏ଼ ତ଼ଣେ, ୱେନାମୁ, ନା଼ନୁ ନିଙ୍ଗେ ନା଼ଡ଼ି କିହିମାଞ୍ଜଅଁ; ନୀନୁ ନା଼ ତଲେ ର଼ ୱେଣ୍ତି ଟାକା ତାକି ରା଼ଜି ଆ଼ହାହିଲାଆତି କି?
କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ‘ଭାଇ, ତୋʼ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ; ତୁ କଅଣ ମୋ ସାଙ୍ଗରେ ଏକ ଦିନର ମୂଲ ପାଇଁ ଚୁକ୍ତି କରି ନ ଥିଲୁ?
14 ୧୪ ନୀନୁ ଏଚେକା ପା଼ଣ୍‌ନାୟି ମାନେ ଏଚେକା ଆସାନା ହାଜାତୁହ୍‌ମୁ, ସାମା ଈ ଡା଼ୟୁତି ଲ଼କୁକି ଜିକେଏ ନୀ ଲେହେଁକି ହିୟାଲି ନା଼ ମ଼ନ ।
ତୋର ଯାହା, ତାହା ନେଇ ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋʼ ପରି ଦେବା ପାଇଁ ମୋହର ଇଚ୍ଛା।
15 ୧୫ ନା଼ ଦ଼ନତି ନା଼ ମ଼ନ ଲେହେଁ ଲେ଼ମ୍ବାଲି ନା଼ ଅଦିକାରା ହିଲେଏ କି? ନା଼ନୁ କାର୍ମାମେସାନା ହିୟାଲିଏ ନୀନୁ ଏ଼ନାଆଁତାକି ଡା଼ହାରା ଆ଼ହିମାଞ୍ଜାଦି ।
ନିଜ ସମ୍ପତ୍ତିକୁ ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋହର ଅଧିକାର ନାହିଁ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ?’
16 ୧୬ ଏଲେକିହିଁଏ ଡା଼ୟୁ ମାନି ଲ଼କୁ ନ଼କିତା ଆ଼ନେରି, ଇଞ୍ଜାଁ ନ଼କିତା ମାନି ଲ଼କୁ ଡା଼ୟୁ ଆ଼ନେରି ।
ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ।”
17 ୧୭ ଜୀସୁ ଜିରୁସାଲମତା ହାଜିମାଚାଟି ବା଼ରଜା଼ଣାତି ସୀସୁୟାଁଇଁ ଏଟ୍‌କା କିହାନା, ଜିରୁତା ଏ଼ୱାରାଇଁ ଏଲେଇଚେସି,
ଯୀଶୁ ଯିରୂଶାଲମ ସହରକୁ ଯାତ୍ରା କରିବା ନିମନ୍ତେ ଉଦ୍ୟତ ହେଉଥିବା ସମୟରେ ଦ୍ୱାଦଶଙ୍କୁ ପୃଥକ୍ କରି ପଥ ମଧ୍ୟରେ ସେମାନଙ୍କୁ କହିଲେ,
18 ୧୮ ମେହ୍‌ଦୁ ମା଼ର ଜିରୁସାଲମତା ହାଜିମାନାୟି, ମାଣ୍‌ସି ମୀର୍‌ଏସି କାଜା ପୂଜେରାଙ୍ଗା ଅ଼ଡ଼େ ମେ଼ରାପୁନାରି କେୟୁତା ହେର୍‌ପିଆ଼ନେସି,
“ଦେଖ, ଆମ୍ଭେମାନେ ଯିରୂଶାଲମ ସହରକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ,
19 ୧୯ ଅ଼ଡ଼େ ଏ଼ୱାରି ଏ଼ୱାଣାଇଁ ହା଼ନି ଡଣ୍ତ ହୀହାନା ଏଟ୍‌କା କୂଡ଼ାତାରି କେୟୁତା ହେର୍‌ପିନେରି, ଏଚେଟିଏ ଏ଼ୱାରି ଏ଼ୱାଣାଇଁ କିଜୱି କିନେରି, ସା଼ଟ୍‌ଣି ଡ଼଼ରିତଲେ ୱେ଼ନେରି, ଅ଼ଡ଼େ ପା଼ସି ମୁଣ୍ତାତା ଏ଼କ୍‌ହାନା ପା଼ୟିନେରି, ଇଞ୍ଜାଁ ତୀନି ଦିନାଟିଏ ହା଼କିଟି ୱେଣ୍ତେ ନିଙ୍ଗିନେସି ।
ପୁଣି, ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉଠିବେ।”
20 ୨୦ ଏଚିବେ଼ଲା ଜେବଦି ଡକ୍ରି ତାନି ରୀ ମୀର୍‌କା ତଲେ ଜୀସୁ ତା଼ଣା ୱା଼ହାନା ଜହରା କିହାନା ଏ଼ୱାଣି ତା଼ଣା ବାତିମା଼ଲିହିଁ ଏଲେଇଚେ ।
ସେତେବେଳେ ଜେବଦୀଙ୍କ ସ୍ତ୍ରୀ ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ନେଇ ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କଠାରୁ କିଛି ମାଗିଲେ।
21 ୨୧ ଏଚେଟିଏ ଜୀସୁ ଏ଼ଦାନି ୱେଚେସି, “ନୀନୁ ଏ଼ନାଆଁ ମ଼ନ କିହିମାଞ୍ଜି?” ଏ଼ଦି ଏଲେଇଚେ, “ନୀ ରା଼ଜିତା ନା଼ ରୀ ମୀର୍‌କା ବିତ୍ରାଟି ରଅସି ନୀ ଟିଃନିୱାକି ଅ଼ଡ଼େ ରଅସି ନୀ ଟେ଼ବ୍ରିୱାକି କୁଗିନେରି ଇଞ୍ଜିଁ ହୁକୁମି ହୀମୁ ।”
ସେଥିରେ ସେ ତାହାଙ୍କୁ ପଚାରିଲେ, “ତୁମ୍ଭେ କଅଣ ଇଚ୍ଛା କରୁଅଛ?” ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି, ଏହା ଆଜ୍ଞା କରନ୍ତୁ।
22 ୨୨ ସାମା ଜୀସୁ ଏଲେଇଚେସି, “ମୀରୁ ଏ଼ନାଆଁ ରୀସିମାଞ୍ଜେରି ଏ଼ଦାଆଁ ପୁଞ୍ଜିହିଲଅତେରି । ନା଼ନୁ ଆମିନି ସ଼ଲାତା ଗସାଲି ହାଜିମାଇଁ, ଏ଼ଦାଆଁ ମୀରୁ ଗସାଲି ଆ଼ଡିଦେରି?” ଏ଼ୱାରି ଏ଼ୱାଣାଇଁ ଏଲେଇଚେରି, “ଆ଼ଡିନମି ।”
କିନ୍ତୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ। ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରିପାର?”
23 ୨୩ ଜୀସୁ ଏ଼ୱାରାଇଁ ଏଲେଇଚେସି, “ମୀରୁ ନା଼ ସ଼ଲାତା ଗହ୍‌ଦେରି ସାତା, ସାମା ନା଼ ଟିଃନି କି ଟେ଼ବ୍ରିୱାକି କୁଗାଲି ହୀନି ନା଼ ଅଦିକାରାତି କାତା ଆ଼ଏ, ଇଚିହିଁ ଆମିନି ଗାଟାରାକି ନା଼ ଆ଼ବା ତା଼ଣାଟି ଟା଼ୟୁ କିୱିଆ଼ହାମାନେ ଏ଼ୱାରି କୁଗିନେରି ।”
ସେମାନେ ତାହାଙ୍କୁ କହିଲେ, ପାରୁ। ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ମୋହର ପିତାଙ୍କ ଦ୍ୱାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ।”
24 ୨୪ ଏଟ୍‌କାତି ଦସ ଜା଼ଣା ଈ କାତା ୱେଞ୍ଜାନା ଏ଼ ତାୟି ରିଆରାଇଁ କ଼ପା ଆ଼ତେରି ।
ଅନ୍ୟ ଦଶ ଜଣ ଶିଷ୍ୟ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ।
25 ୨୫ ସାମା ଜୀସୁ ଏ଼ୱାରାଇଁ ଡାଗେ ହା଼ଟାନା ଏଲେଇଚେସି, “ଏଟ୍‌କା କୂଡ଼ାତାରି ସା଼ଲୱି କିନାରି କାଜା ବା଼ଡ଼୍‌ୟୁ ତଲେ ତାମି କାଜାପା଼ଣା ତ଼ହ୍‌ନେରି, ଈଦାଆଁ ମୀରୁ ପୁଞ୍ଜାମାଞ୍ଜେରି ।
କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, “ଅଣଯିହୁଦୀମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ।
26 ୨୬ ମୀ ବିତ୍ରା ଏଲେକିହିଁ ଆ଼ଏ, ସାମା ମୀ ବିତ୍ରା ଆମ୍ବାଆସି କାଜାସି ଆ଼ହାଲି ଅଣ୍‌ପିନେସି, ଏ଼ୱାସି ମୀ ସେ଼ବା କିନାସି ଆ଼ପେସି;
ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ,
27 ୨୭ ଅ଼ଡ଼େ ଆମ୍ବାଆସି କାଜାପା଼ଣା ବେଟାଆ଼ହାଲି ମ଼ନ କିନାସି ଏ଼ୱାସି ମୀ ହ଼ଲେଏସି ଆ଼ପେସି,
ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ,
28 ୨୮ ଏ଼ନିକିଁ ମାଣ୍‌ସି ମୀର୍‌ଏସି ଜିକେଏ ସେ଼ବା ବେଟାଆ଼ହାଲି ୱା଼ହାହିଲଅସି, ସାମା ସେ଼ବା କିହାଲି ଅ଼ଡ଼େ ହା଼ରେକା ଲ଼କୁଣି ଗେଲ୍‌ପାଲି ଜୀୱୁ ହୀହାଲି ୱା଼ହାମାନେସି ।”
ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ପାଇଁ ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି।”
29 ୨୯ ଜୀସୁ ଅ଼ଡ଼େ ତାନି ସୀସୁୟାଁ ଜିରିହଟି ହାଜିମାଚାଟି ହା଼ରେକା ମାନ୍ଦା ଲ଼କୁ ତାନି ଜେ଼ଚ ହାଚେରି ।
ସେମାନେ ଯିରୀହୋରୁ ପ୍ରସ୍ଥାନ କରିବା ସମୟରେ ବହୁସଂଖ୍ୟକ ଲୋକ ତାହାଙ୍କର ପଛେ ପଛେ ଗଲେ।
30 ୩୦ ଅ଼ଡ଼େ ଜିରୁ ଦାରିତା ରିଆରି କା଼ଣାୟାଁ ଜୀସୁ ଏ଼ ଜିରୁଟି ହାଜିମାନେସି ଇଞ୍ଜିଁ ୱେଞ୍ଜାନା, କାଜା ଗିୟାଁତଲେ ଏଲେଇଚେରି, “ଏ଼ ପ୍ରବୁ ଦାୱୁଦ ମୀର୍‌ଏଣାତି! ମାଙ୍ଗେ କାର୍ମା ମେସ୍ତାମୁ!”
ଆଉ ଦେଖ, ପଥ ପାର୍ଶ୍ୱରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ।
31 ୩୧ ସାମା ଲ଼କୁ ଏ଼ୱାରାଇଁ ପାଲେଏ ଆ଼ହାଲି ଦାକା ହୀତେରି, ସାମା ଏ଼ୱାରି ଅ଼ଡ଼େ କାଜା ଗିୟାଁତଲେ ଏଲେଇଚେରି, “ଏ଼ ପ୍ରବୁ ଦାୱୁଦ ମୀର୍‌ଏଣାତି! ମାଙ୍ଗେ କାର୍ମା ମେସ୍ତାମୁ!”
ମାତ୍ର ଲୋକସମୂହ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ, କିନ୍ତୁ ସେମାନେ ଆହୁରି ଉଚ୍ଚସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ।
32 ୩୨ ଏମ୍ବାଟିଏ ଜୀସୁ ନିଚାନା ଏ଼ୱାରାଇଁ ହା଼ଟାନା ୱେଚେସି, “ନା଼ନୁ ମିଙ୍ଗେତାକି ଏ଼ନାଆଁ କିଇଁ ଇଞ୍ଜିଁ ମୀରୁ ଅଣ୍‌ପିମାଞ୍ଜେରି?”
ସେଥିରେ ଯୀଶୁ ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ?”
33 ୩୩ ଏ଼ୱାରି ଏ଼ୱାଣାଇଁ ଏଲେଇଚେରି, “ଏ଼ ପ୍ରବୁ ଏ଼ନିକିଁ ମା଼ କାଣ୍‌କା ଦେପି ଆ଼ନୁ ।”
ସେମାନେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମ୍ଭମାନଙ୍କର ଆଖି ଫିଟିଯାଏ।
34 ୩୪ ଅ଼ଡ଼େ ଜୀସୁ କାର୍ମା ଆ଼ହାନା ଏ଼ୱାରି କାଣ୍‌କା ଡୀଗିତେସି, ଇଞ୍ଜାଁ ଏ଼ ଦେବୁଣିଏ ଏ଼ୱାରି ମେସ୍ତେରି ଇଞ୍ଜାଁ ଏ଼ୱାଣି ଜେ଼ଚ ହାଚେରି ।
ଆଉ ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ସେହିକ୍ଷଣି ସେମାନେ ଦେଖି ପାରିଲେ ଓ ଯୀଶୁଙ୍କ ପଛେ ପଛେ ଚାଲିବାକୁ ଲାଗିଲେ।

< ମାତି 20 >