< ଲୂକ 1 >

1 ମୂଲୁଟିଏ ଆମ୍ବାଆରି ତୀରେ ମେସ୍ତାରି ଇଞ୍ଜାଁ ବ଼ଲୁ ୱେ଼କ୍‌ନାରି, ଏ଼ୱାରି ମାଙ୍ଗେ ହେର୍‌ପା ମାଞ୍ଜାନି ଲେହେଁ,
ଆରମ୍ଭରୁ ଯେଉଁମାନେ ଚାକ୍ଷୁଷ ସାକ୍ଷୀ ଓ ବାକ୍ୟର ପରିଚାରକ, ସେମାନେ ଆମ୍ଭମାନଙ୍କୁ ସମର୍ପଣ କରିବା ଅନୁସାରେ,
2 ମା଼ ବିତ୍ରା ଆ଼ହାମାନି କାମା ବାରେ ହା଼ରେକା ନେହିଁକିଁ ରା଼ଚାଲି ଜାଗ୍ରାତା ଆ଼ହାମାନେରି ।
ଆମ୍ଭମାନଙ୍କ ମଧ୍ୟରେ ଘଟିଥିବା ଘଟଣାବଳୀର ବିବରଣ ଅନେକେ ଶୃଙ୍ଖଳିତ ରୂପେ ଲିପିବଦ୍ଧ କରିବାକୁ ଆଗ୍ରହ ପ୍ରକାଶ କରିଅଛନ୍ତି।
3 ଜୀୱୁତି ତିୟପିଲ, ମୂଲୁଟିଏ ବାରେ କାତା ନେହିଁକିଁ ସିନିକିହାନା ଏମ୍ବାଆଁ ଏ଼ନାୟି ମାନେ ଏ଼ଦାଆଁ ନିଙ୍ଗେତାକି ରା଼ଚାଲି ନା଼ନୁ ଜିକେଏ ନେହେଁ ଇଞ୍ଜିଁ ଅଣ୍‌ପିତେଏଁ ।
ଅତଏବ, ହେ ମାନ୍ୟବର ଥୀୟଫିଲ, ଆରମ୍ଭରୁ ସମସ୍ତ ବିଷୟ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରି ସେଥିର ଧାରାବାହିକ ବିବରଣ ଆପଣଙ୍କ ନିମନ୍ତେ ଲେଖିବାକୁ ମୁଁ ମଧ୍ୟ ଉଚିତ୍ ମନେ କଲି,
4 ଏ଼ନିକିଁ ନୀନୁ ଏ଼ ବାରେ କାତା ଜା଼ପାମାଞ୍ଜି, ଏ଼ଦି ସାତା ଇଞ୍ଜିଁ ପୁଞ୍ଜାଲି ଆ଼ଡିଦି ।
ଯେପରି ଆପଣ ଯେ ସମସ୍ତ ବିଷୟ ଶିକ୍ଷା ପାଇଅଛନ୍ତି, ସେସବୁର ନିଶ୍ଚୟତା ଜାଣି ପାରନ୍ତି।
5 ଜୀହୁଦା ଦେ଼ସାତି ରାଜା ହେରଦ ବେ଼ଲାତା ଅବିୟ କୂଡ଼ାତି ଜିକରିୟ ଦ଼ରୁଗାଟି ର଼ ପୂଜେରା ମାଚେସି; ତାନି ଡକ୍ରି ହାରଣ କୂଡ଼ାତି ମା଼ଙ୍ଗା, ଏ଼ଦାନି ଦ଼ରୁ ଏଲିସାବେତ ।
ଯିହୂଦିୟା ପ୍ରଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରୀୟ ନାମରେ ଜଣେ ଯାଜକ ଥିଲେ; ତାହାଙ୍କ ଭାର୍ଯ୍ୟା ହାରୋଣ ବଂଶର କନ୍ୟା, ତାହାଙ୍କର ନାମ ଏଲୀଶାବେଥ।
6 ଜିକରିୟ ଅ଼ଡ଼େ ଏଲିସାବେତ ମାହାପୂରୁତି ହୁକୁମି ଇଞ୍ଜାଁ ମେ଼ରା ତଲେ ଦ଼ହ ହିଲାଆଗାଟାଇ ଆ଼ହାନା ମାହାପୂରୁ ନ଼କିତା ଦାର୍ମୁ ଗାଟାଇ ମାଚୁ ।
ସେମାନେ ଉଭୟେ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ନିୟମ ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରି ଈଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ।
7 ସାମା ଏ଼ୱାରାକି କକାରି ପ଼ଦାୟାଁ ହିଲାଆତୁ, ଇଚିହିଁ ଏଲିସାବେତ ବା଼ଞ୍ଜେଣି ମାଚେ, ଅ଼ଡ଼େ ଡକ୍ରି ଡକ୍ରା ରିଆରି ଜିକେଏ ଗାଡି ବୁଡ଼୍‌ହି ବୁଡ଼୍‌ହା ଆ଼ହାମାଚେରି ।
କିନ୍ତୁ ସେମାନଙ୍କର ସନ୍ତାନ ନ ଥିଲା, କାରଣ ଏଲୀଶାବେଥ ବନ୍ଧ୍ୟା ଥିଲେ, ପୁଣି, ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା।
8 ର଼ ଦିନା ଜିକରିୟ ତାମି ଗଚିତି ପା଼ଲି ଏଜାଲିଏ ମାହାପୂରୁ ନ଼କିତା ପୂଜେରା କାମା କିନି ବେ଼ଲାତା,
ସେ ଆପଣା ଦଳର ପାଳି ଅନୁସାରେ ଈଶ୍ବରଙ୍କ ନିକଟରେ ଯାଜକ କାର୍ଯ୍ୟ କରୁଥିବା ସମୟରେ,
9 ପୂଜେରା କାମାତି ମେ଼ରା ତଲେ ଆ଼ଚ୍‌ୱି ଆ଼ହାନା ଏ଼ୱାଣାକି ମାହାପୂରୁ ଇଲୁତା ହ଼ଡାନା ଦୁପ୍‌ଣି ହୀହାଲି ଆ଼ତେ,
ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ୱାରା ତାହାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା,
10 ୧୦ ଇଞ୍ଜାଁ ଦୁପ୍‌ଣି ହୀନି ବେ଼ଲାତା ବାରେ ଲ଼କୁ ପାଙ୍ଗାତା ପ୍ରା଼ତାନା କିହିମାଚେରି ।
ଆଉ ଧୂପ ଦେବା ସମୟରେ ସମସ୍ତ ଜନତା ବାହାରେ ପ୍ରାର୍ଥନା କରୁଥିଲେ।
11 ୧୧ ଏଚିବେ଼ଲା ମାହାପୂରୁତି ର଼ ଦୂତୁ ଦୁପ୍‌ଣି ପିଣ୍ତା ଟିଃନିୱାକି ନିଚାନା ଏ଼ୱାଣାଇଁ ତ଼ଞ୍ଜାଆ଼ତେ ।
ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଧୂପବେଦିର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇ ତାହାଙ୍କୁ ଦର୍ଶନ ଦେଲେ।
12 ୧୨ ଜିକରିୟ ଏ଼ଦାଣି ମେସାନା କାବାଆ଼ହାନା ଆଜିତେସି ।
ଜିଖରୀୟ ତାହାଙ୍କୁ ଦେଖି ବିଚଳିତ ଓ ଭୟଗ୍ରସ୍ତ ହେଲେ।
13 ୧୩ ସାମା ଦୂତୁ ଏ଼ୱାଣାଇଁ ଏଲେଇଚେ, “ଜିକରିୟ, ଆଜାଆନି, ଇଚିହିଁ ମୀ ଗ଼ହାରା ୱେଣ୍‌ମ୍ବି ଆ଼ହାମାନେ, ଇଞ୍ଜାଁ ନୀ ଡକ୍ରି ଏଲିସାବେତ ନିଙ୍ଗେତାକି ର଼ କକାଣାଇଁ ଜାର୍ନି କିନେ, ଇଞ୍ଜାଁ ଏ଼ୱାଣି ଦ଼ରୁ ଜହନ ଇଞ୍ଜିଁ ହୀଦେରି ।
କିନ୍ତୁ ଦୂତ ତାହାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି, ତୁମ୍ଭେ ତାହାର ନାମ ଯୋହନ ଦେବ।
14 ୧୪ ଇଚିହିଁ ଏ଼ୱାସି ମୀ ରା଼ହାଁତି ରା଼ହାଁ ଆ଼ନେସି, ଇଞ୍ଜାଁ ହା଼ରେକା ଏ଼ୱାଣି ଜାର୍ନାତା ରା଼ହାଁ କିନେରି ।
ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ପୁଣି, ଅନେକେ ତାହାର ଜନ୍ମରେ ଆନନ୍ଦ କରିବେ।
15 ୧୫ ଇଞ୍ଜାଁ ଏ଼ୱାସି ମାହାପୂରୁ ନ଼କିତା କାଜାସି ଆ଼ନେସି; ଏ଼ୱାସି ଅଙ୍ଗୁରି ରାସା କି କା଼ଡ଼ୁ ଏଚେଲାୱା ଗହ୍‌ଅସି, ଇଞ୍ଜାଁ ତାଲିନି ବାଣ୍ତିଟିଏ ସୁଦୁଜୀୱୁତା ବେଟାଆ଼ନେସି,
ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ; ସେ ଦ୍ରାକ୍ଷାରସ କି ମଦ୍ୟ କେବେ ହେଁ ପାନ କରିବ ନାହିଁ, ପୁଣି, ମାତାର ଉଦରରୁ ହିଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ,
16 ୧୬ ଏ଼ୱାସି ଇସ୍ରାୟେଲ ମୀର୍‌କା ବିତ୍ରାଟି ହା଼ରେକା ଲ଼କୁଇଁ ମାହାପୂରୁ ୱାକି ୱେଟ୍‌ହା ତାନେସି ।
ଆଉ ସେ, ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ବରଙ୍କ ପ୍ରତି ଫେରାଇବ।
17 ୧୭ ତାଞ୍ଜିୟାଁ ହିୟାଁ ମୀର୍‌କା ୱାକି ଇଞ୍ଜାଁ କାତା ମା଼ନୱି ଆ଼ଆଗାଟାରାଇଁ ତୀରିଗାଟି ବୁଦିତା ତା଼କାଲି ୱେଟ୍‌ହା ତାଚାଲି ଇଞ୍ଜାଁ ମାହାପୂରୁ ତାକି ତିୟାରା ଆ଼ହାମାନି ର଼ ଲ଼କୁତି କୁଲମି ଜାଗ୍ରାତା କିହାଲି ବାପ୍ତିସ୍ମ ହୀନି ଜହନ ଏଲିୟତି ଜୀୱୁ ଅ଼ଡ଼େ ବା଼ଡ଼୍‌ୟୁ ତଲେ ପ୍ରବୁତି ନ଼କିତା ତା଼କିନେସି ।”
ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବାକୁ ସେ ଏଲୀୟଙ୍କ ଆତ୍ମା ଓ ଶକ୍ତିରେ ପ୍ରଭୁଙ୍କ ଆଗରେ ଗମନ କରିବ।
18 ୧୮ ଏଚେଟିଏ ଜିକରିୟ ଦୂତୁଇଁ ଏଲେଇଚେସି, “ନା଼ନୁ ଆମିନି ସିନା ତଲେ ପୁଇଁ? ଇଚିହିଁ ନା଼ନୁ ବୁଡ଼୍‌ହାତେଏଁ, ଇଞ୍ଜାଁ ନା଼ ଡକ୍ରିନି ବାର୍ସା ଗାଡି ଆ଼ତେୟିଏ ।”
ଏଥିରେ ଜିଖରୀୟ ଦୂତଙ୍କୁ କହିଲେ, ମୁଁ କେଉଁ ଚିହ୍ନ ଦ୍ୱାରା ଏହା ଜାଣିବି? କାରଣ ମୁଁ ତ ବୃଦ୍ଧ, ପୁଣି, ମୋହର ଭାର୍ଯ୍ୟାଙ୍କ ବୟସ ଅଧିକ ହେଲାଣି।
19 ୧୯ ଦୂତୁ ଏ଼ୱାଣାଇଁ ଏଲେଇଚେ, “ନା଼ନୁ ଗାବ୍ରିୟେଲ, ନା଼ନୁ ମାହାପୂରୁ ନ଼କିତା ନିଚା ଡ଼ୟିନାତେଏଁ, ଇଞ୍ଜାଁ ନିଙ୍ଗେ ୱେସାଲି ଅ଼ଡ଼େ ଈ ନେହିଁ କାବ୍ରୁ ପୁଣ୍‌ମ୍ବି କିହାଲି ନା଼ନୁ ପାଣ୍ତ୍‌ୱି ଆ଼ହାମାଇଁ ।
ଦୂତ ତାହାଙ୍କୁ ଉତ୍ତର ଦେଲେ, ମୁଁ ଗାବ୍ରିଏଲ, ମୁଁ ଈଶ୍ବରଙ୍କ ଉପସ୍ଥିତିରେ ଠିଆ ହୁଏ, ଆଉ ତୁମ୍ଭକୁ କହିବାକୁ ଓ ଏହି ସୁସମାଚାର ଜଣାଇବାକୁ ମୁଁ ପଠାଯାଇଅଛି।
20 ୨୦ ମେହ୍‌ମୁ ଈ ବାରେ ଆ଼ଆପାତେକା ନୀନୁ ବେବ୍‌ଡ଼ା ଆ଼ହାନା ଡ଼ୟିଦି, ଇଚିହିଁ ନା଼ ଆମିନି କାତା ସାତା ଆ଼ନେ ଏ଼ ବାରେ ନୀନୁ ନାମାଆତି ।”
ଦେଖ, ଏହି ସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁ ସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହିସବୁ ତୁମ୍ଭେ ବିଶ୍ୱାସ କଲ ନାହିଁ।
21 ୨୧ ଏମ୍ବାଟିଏ ଲ଼କୁ ଜିକରିୟଇଁ କା଼ଚିମାଚେରି, ଇଞ୍ଜାଁ ମାହାପୂରୁ ଇଲୁତା ଇଚେକା ୱେ଼ଡ଼ା ଆ଼ତାକି କାବା ଆ଼ହିମାଚେରି ।
ଇତିମଧ୍ୟରେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ଆଉ ମନ୍ଦିରରେ ତାଙ୍କର ବିଳମ୍ବ ଘଟିବାରେ ସେମାନେ ଆଶ୍ଚର୍ଯ୍ୟ ହେଉଥିଲେ।
22 ୨୨ ସାମା ଏ଼ୱାସି ପାଙ୍ଗାତା ୱା଼ହାନା ଏ଼ୱାରାଇଁ କାତା ଆ଼ହାଲି ଆ଼ଡାଆତେସି; ଏମ୍ବାଟିଏ ଏ଼ୱାସି ମାହାପୂରୁ ଇଲୁତା ଏ଼ନାଆଁ ମେସାମାନେସି ଇଞ୍ଜିଁ ଏ଼ୱାରି ପୁଚେରି, ଇଞ୍ଜାଁ ଏ଼ୱାସି ଏ଼ୱାରାଇଁ କେୟୁ ହୂଟିହିଁ ତ଼ସାଲି ମା଼ଟ୍‌ହେସି ଇଞ୍ଜାଁ ବେବ୍‌ଡ଼ା ଆ଼ହାନା ଡ଼ୟିତେସି ।
କିନ୍ତୁ ସେ ବାହାରି ଆସି ସେମାନଙ୍କୁ କଥା କହି ପାରିଲେ ନାହିଁ; ଏଥିରେ ସେ ମନ୍ଦିରରେ ଦର୍ଶନ ପାଇଅଛନ୍ତି ବୋଲି ସେମାନେ ବୁଝିଲେ, ଆଉ ସେ ସେମାନଙ୍କୁ ସଙ୍କେତ କରିବାକୁ ଲାଗିଲେ ଓ ମୂକ ହୋଇ ରହିଲେ।
23 ୨୩ ଡା଼ୟୁ ମାହାପୂରୁ ଇଲୁତି ସେ଼ବା କାମା ରାୟାଲିଏ, ଏ଼ୱାସି ତାମି ଇଜ ହାଚେସି ।
ପରେ ତାହାଙ୍କ ସେବାପାଳିର ଦିନସବୁ ଶେଷ ହୁଅନ୍ତେ, ସେ ଆପଣା ଘରକୁ ଗଲେ।
24 ୨୪ ଏଚରଦିନା ହାଚି ଡା଼ୟୁ ତାନି ଡକ୍ରି ଏଲିସାବେତ ପୂରାମା଼ସା ଆ଼ତେ ଅ଼ଡ଼େ ଏ଼ଦି ପା଼ସା ଲେ଼ଞ୍ଜୁ ପାତେକା ଲ଼କୁଣି ତ଼ଞ୍ଜା ଆ଼ଆତେ ।
ଏଥିଉତ୍ତାରେ ତାହାଙ୍କ ଭାର୍ଯ୍ୟା ଏଲୀଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ଗୋପନରେ ରହି କହିଲେ,
25 ୨୫ ଏ଼ଦି ଏଲେଇଚେ, “ନୀଏଁ ନାଙ୍ଗେ ପ୍ରବୁ କାର୍ମାମେସାନା ଲ଼କୁ ନାଙ୍ଗେ ଲାଜା କିହିମାଞ୍ଜାତାଣି ପିସ୍‌ପି କିହାଲି ନାଙ୍ଗେ ଇଲେକିଁ କିହାମାଞ୍ଜାନେସି!”
ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋʼ ପ୍ରତି ଏପରି କରିଅଛନ୍ତି।
26 ୨୬ ଏଲିସାବେତ ପୂରାମା଼ସା ଆ଼ହାନା ସ଼ ଲେ଼ଞ୍ଜୁ ଆ଼ହାଲିଏ ଗାବ୍ରିୟେଲ ଦୂତୁ ମାହାପୂରୁ ତା଼ଣାଟି ଗାଲିଲିତି ନା଼ଜରିତ ଗା଼ଡ଼ାତି ର଼ ଡ଼ାଆ ପ଼ଦାନି ତା଼ଣା ପାଣ୍ତ୍‌ୱିଆ଼ତେ;
ଏଲୀଶାବେଥଙ୍କ ଗର୍ଭର ଛଅ ମାସରେ ଗାବ୍ରିଏଲ ଦୂତ ଈଶ୍ବରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପଠାଗଲେ;
27 ୨୭ ଏ଼ ଡ଼ାଆ ପ଼ଦାନି ଦାୱୁଦ କୂଡ଼ାତି ଜସେପ ଇନାଣାକି ରୀସା ମାଚେରି; ଏ଼ ଡ଼ାଆ ପ଼ଦା ଦ଼ରୁ ମରିୟମ ।
ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ।
28 ୨୮ ଦୂତୁ ପ଼ଦା ତା଼ଣା ୱା଼ହାନା ଏଲେଇଚେ, “ଆଲ ମାହାପୂରୁତି କାର୍ମା ମେହ୍‌ନାତି ନିଙ୍ଗେ ହିତ୍‌ଡ଼ି ଆୟାପେ!”
ସେ ଗୃହରେ ପ୍ରବେଶ କରି ତାହାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ।
29 ୨୯ ମରିୟମ ଏ଼ ହା଼ଡା ୱେଞ୍ଜାନା ଈଦି ଏ଼ନିଲେହେଁତି କାତା ଇଞ୍ଜିଁ ଆଜାନା ମ଼ନତା ଅଣ୍‌ପିତେ ।
କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ବିଚଳିତ ହୋଇ ଏହା କି ପ୍ରକାର ବାକ୍ୟ ବୋଲି ମନରେ ବିଚାର କରିବାକୁ ଲାଗିଲେ।
30 ୩୦ ଏମ୍ବାଟିଏ ଦୂତୁ ଏଲେଇଚେ, “ଆଲ ମରିୟମ ଆଜାଆନି; ନିଙ୍ଗେ ମାହାପୂରୁ କାର୍ମା ମେସାମାଞ୍ଜାନେସି ।
ସେଥିରେ ଦୂତ ତାହାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ବରଙ୍କ ଛାମୁରେ ଅନୁଗ୍ରହ ପାଇଅଛ।
31 ୩୧ ନୀନୁ ପୂରାମା଼ସା ଆ଼ହାନା ର଼ ମୀର୍‌ଏଣାଇଁ ବେଟାଆ଼ଦି ଏ଼ୱାଣି ଦ଼ରୁ ଜୀସୁ ଇଞ୍ଜିଁ ଇଟିଦେରି ।
ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ।
32 ୩୨ ଏ଼ୱାସି କାଜାସି ଆ଼ନେସି ଇଞ୍ଜାଁ ମାହାପୂରୁ ମୀର୍‌ଏସି ଇଞ୍ଜିଁ ୱେ଼ଙ୍ଗିନେସି; ପ୍ରବୁ ମାହାପୂରୁ ଏ଼ୱାଣାକି ତାମି ଆକୁ ଦାୱୁଦତି ସିଂଗାସାଣି ହୀନେସି,
ସେ ମହାନ ହେବେ ଓ ମହାନ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ବର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ,
33 ୩୩ ଏ଼ୱାସି ଜାକୁବ କୂଡ଼ାତା ଜୁଗୁ ଜୁଗୁତାକି ରା଼ଜି କିନେସି, ଇଞ୍ଜାଁ ଏ଼ୱାଣି ରା଼ଜି ଏଚେଲାୱା ରା଼ଏ!” (aiōn g165)
ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ। (aiōn g165)
34 ୩୪ ସାମା ମରିୟମ ଦୂତୁଇଁ ଏଲେଇଚେ, “ଈଦି ଏ଼ନିକିଁ ଆ଼ନେ? ନା଼ନୁ ଡକ୍ରାଇଁ ଜିକେଏ ପୁଞ୍ଜାହିଲଅଁ ।”
କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ।
35 ୩୫ ଦୂତୁ ଏଲେଇଚେ, “ସୁଦୁଜୀୱୁ ନୀ ଲାକ ରେ଼ଚାୱା଼ନେ ଅ଼ଡ଼େ ମାହାପୂରୁତି ବା଼ଡ଼୍‌ୟୁ ୱା଼ନେ, ଏ଼ଦାଆଁତାକି ନୀ ତା଼ଣାଟି ଜାର୍ନା ଆ଼ନେସି, ଏ଼ୱାସି ମାହାପୂରୁତି ମୀର୍‌ଏସି ଇଞ୍ଜିଁ ୱେ଼ଙ୍ଗିନେସି ।
ଦୂତ ତାହାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।
36 ୩୬ ଅ଼ଡ଼େ ମେହ୍‌ମୁ ନୀ କୂଡ଼ାତି ଏଲିସାବେତ ଜିକେଏ ବୁଡ଼୍‌ହି ବେ଼ଲାତା ପୂରାମା଼ସା ଆ଼ହାମାନେ । ଆମିନି ଇୟା ବା଼ଞ୍ଜେଣି ଇଞ୍ଜିଁ ୱେ଼ଙ୍ଗାମାନେ, ଏ଼ଦି ନୀଏଁ ସ଼ ଲେ଼ଞ୍ଜୁ ଆ଼ହାମାନେ;
ପୁଣି, ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି। ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଛଅ ମାସ ହେଲାଣି;
37 ୩୭ ଇଚିହିଁ ମାହାପୂରୁତି ବ଼ଲୁ ବା଼ଡ଼୍‌ୟୁ ହିଲାଆଗାଟାୟି ଆ଼ଏ ।”
କାରଣ ଈଶ୍ବରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ।
38 ୩୮ ଏମ୍ବାଟିଏ ମରିୟମ ଏଲେଇଚେ, “ନା଼ନୁତ ପ୍ରବୁତି ହ଼ଲେଣିତେଏଁ; ନୀ କାତେଏ ନାଙ୍ଗେତାକି ଆୟାପେ ।” ଏମ୍ବାଟିଏ ଦୂତୁ ଏ଼ଦାନି ତା଼ଣାଟିଏ ହାଚେ ।
ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋʼ ପ୍ରତି ଘଟୁ। ତାହା ପରେ ଦୂତ ତାହାଙ୍କ ନିକଟରୁ ପ୍ରସ୍ଥାନ କଲେ।
39 ୩୯ ଏମ୍ବାଟିଏ ମରିୟମ ନିଙ୍ଗାନା ଜୀହୁଦା ଦେ଼ସାତି ହ଼ର୍‌କା ରା଼ଜିତି ର଼ ଗା଼ଡ଼ାତା ତବେ ହାଚେ,
ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳର ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ,
40 ୪୦ ଅ଼ଡ଼େ ଜିକରିୟ ଇଜ ହାଜାନା ଏଲିସାବେତନି ଜହରା କିତେ ।
ପୁଣି, ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ।
41 ୪୧ ଅ଼ଡ଼େ ଏଲିସାବେତ ମରିୟମନି ଜହରା ୱେଣ୍‌ମ୍ବନିଏ ତାନି ବାଣ୍ତିତି ମୀଲା ୱୀଡିତେ, ଇଞ୍ଜାଁ ଏଲିସାବେତ ସୁଦୁଜୀୱୁଟି,
ଆଉ, ଏଲୀଶାବେଥ ମରୀୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାହାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ
42 ୪୨ କାଜା ଗିୟାଁତଲେ ଏଲେଇଚେ, “ଇୟାସିକା ବିତ୍ରାଟି ନୀନୁ ହା଼ରେକା ନେହାଁତି, ଇଞ୍ଜାଁ ନୀ ବାଣ୍ତିତି ମୀଲା ଜିକେଏ ନେହାୟି!
ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ।
43 ୪୩ ଅ଼ଡ଼େ ନା଼ ପ୍ରବୁତି ଇୟା ନା଼ ତା଼ଣା ୱା଼ନେ ଈ କାର୍ମା ନାଙ୍ଗେ ଏମ୍ବିଟି ୱା଼ତେ?
ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋʼ ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା?
44 ୪୪ ଇଚିହିଁ ନୀ ଜହରା ହା଼ଡା ନା଼ କିର୍ୟୁଁ ୱେଣ୍‌ମ୍ବନିଏ ନା଼ ବାଣ୍ତିତି ମୀଲା ରା଼ହାଁଟି ୱୀଡିତେ
କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋʼ କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋʼ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା।
45 ୪୫ ଆମିନି ଗାଟାୟି ନାମିତେ ଏ଼ଦାନାକି ନେହେଁ, ଇଚିହିଁ ପ୍ରବୁ ତା଼ଣାଟି ଏ଼ଦାନାକି ଏ଼ନାଆଁ ୱେସ୍‌ପି ଆ଼ହାମାନେ ଏ଼ ବାରେ ପୂରା ଆ଼ନେ!”
ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହିସବୁ ସଫଳ ହେବ।
46 ୪୬ ଏଚେଟିଏ ମରିୟମ ଏଲେଇଚେ, “ନା଼ ଜୀୱୁ ପ୍ରବୁତି ଜହରା କିହିମାନେ;
ଏଥିରେ ମରୀୟମ କହିଲେ, “ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି,
47 ୪୭ ଅ଼ଡ଼େ ନା଼ ଜୀୱୁ ନାଙ୍ଗେ ଗେଲ୍‌ପାନି ମାହାପୂରୁ ତା଼ଣା ରା଼ହାଁ ଆ଼ହିମାନେ,
ପୁଣି, ମୋହର ଆତ୍ମା ମୋʼ ତ୍ରାଣକର୍ତ୍ତା ଈଶ୍ବରଙ୍କଠାରେ ଆନନ୍ଦିତ ହୋଇଅଛି;
48 ୪୮ ଇଚିହିଁ ଏ଼ୱାସି ତାନି ହ଼ଲେଣିନି କାର୍ମା କା଼କୁଲି ମେସାମାନେସି । ଏ଼ନିଇଚିହିଁ ନୀଞ୍ଜୁଟିଏ ବାରେ ଲ଼କୁ ନାଙ୍ଗେ ନେହାୟି ଇଞ୍ଜିଁ ଜ଼ଲାନେରି,
କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି। ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ,
49 ୪୯ ଇଚିହିଁ ଆମ୍ବାଆସି ବାରେକିହାଁ ବାଡ଼୍‌ୟୁଗାଟି ମାହାପୂରୁ ଏ଼ୱାସି ନା଼ ତାକି କାଜା କାମା କିହାମାନେସି, ଏ଼ୱାଣି ଦ଼ରୁ ସୁଦୁ;
କାରଣ ଯେ ଶକ୍ତିମାନ, ସେ ମୋʼ ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର,
50 ୫୦ ଇଞ୍ଜାଁ ତାଙ୍ଗେ ଆଜିନାରାକି ପା଼ଟୁ ପା଼ଟୁ ତାକି ତାନି କାର୍ମାମେହ୍‌ନାୟି ଡ଼ୟିନେ ।
ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ।
51 ୫୧ ଏ଼ୱାସି ତାନି ବାଡ଼୍‌ୟୁଗାଟି କେୟୁଟି କାଜା କାମା କିହାମାନେସି, ଡା଼ହାରା ଗାଟାରାଇଁ ଏ଼ୱାରି ହିୟାଁତି ଅଣ୍‌ପୁତା ମାନାଣି ଗୁଚି କିହାମାନେସି;
ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଙ୍କାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି;
52 ୫୨ ଏ଼ୱାସି ସା଼ଲୱି କିନାରାଇଁ ତାମି ରାଜା ଗାଦି ପିସ୍‌ପି କିହାମାନେସି, କା଼କୁଲି ଗାଟାରାଇଁ ନିକ୍‌ହାମାନେସି,
ସେ ଶାସନକର୍ତ୍ତାମାନଙ୍କୁ ସିଂହାସନରୁ ବାହାର କରିଅଛନ୍ତି, ଦୀନହୀନମାନଙ୍କୁ ଉଠାଇଅଛନ୍ତି,
53 ୫୩ ଏ଼ୱାସି ହାକି ଗାଟାରାଇଁ ନେହିଁ ଆ଼ସ୍ତି ହୀହାନା ପାଞ୍ଜି କିହାମାନେସି, ଇଞ୍ଜାଁ ଦ଼ନ ଗାଟାରାଇଁ ୱାର୍‌ଇ କେୟୁଟି ପାଣ୍ତାମାନେସି ।
ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି।
54 ୫୪ କା଼ଲାକା଼ଲା ତାକି ଅଣ୍‌ପାଲି ତାନି ହ଼ଲେଏସି ଇସ୍ରାୟେଲତି କାର୍ମା ଆ଼ହାମାନେସି ।
ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ, ସେ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି,
55 ୫୫ କା଼ଲାକା଼ଲା ତାକି ଅବ୍ରାହାମ ଅ଼ଡ଼େ ତାନି ବାରେ କୂଡ଼ାତାରାଇଁ କାର୍ମାମେହ୍‌ନାଣି ବା଼ଣା ଆ଼ହାହିଲଅସି ।” (aiōn g165)
ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣଙ୍କ ଦାସ ଇସ୍ରାଏଲର ଉପକାର କରିଅଛନ୍ତି।” (aiōn g165)
56 ୫୬ ଅ଼ଡ଼େ ମରିୟମ ତୀନି ଲେ଼ଞ୍ଜୁ ଏଲିସାବେତ ତଲେ ଡ଼ୟାନା ତାମି ଇଜ ୱା଼ତେ ।
ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ।
57 ୫୭ ଡା଼ୟୁ ଏଲିସାବେତ ପୂରାମା଼ସା ଏଜାଲିଏ ର଼ କକାସି ଜାର୍ନା ଆ଼ତେସି,
ପରେ ଏଲୀଶାବେଥଙ୍କ ପ୍ରସବ କାଳ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ,
58 ୫୮ ଅ଼ଡ଼େ ମାହାପୂରୁ ଏ଼ଦାନି ହା଼ରେକା କାର୍ମା ମେସାମାନାଣି ୱେଞ୍ଜାନା ତାମି କୂଡ଼ାତାରି ଇଞ୍ଜାଁ ଅ଼ଡ଼େ ଆଟ୍‌ହିତାରି ଏ଼ଦାନିତଲେ ହା଼ରେକା ରା଼ହାଁ କିତେରି ।
ଆଉ ପ୍ରଭୁ ଯେ ତାହାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାହାଙ୍କ ପ୍ରତିବାସୀ ଓ ସମ୍ପର୍କୀୟମାନେ ତାହାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ।
59 ୫୯ କକାସି ୱା଼ରେକା ଆ଼ହାଲିଏ, ଏ଼ୱାରି ତ଼ଲୁ ଦା଼ଚାଲି ୱା଼ହାନା ତାମି ଆ଼ବା ଦ଼ରୁଲେହେଁ ତାନି ଦ଼ରୁ ଜିକରିୟ ଇଟାଲି ମ଼ନ କିତେରି ।
ଆଠ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାର ନାମ ଜିଖରୀୟ ଦେବାକୁ ଇଚ୍ଛା କଲେ।
60 ୬୦ ସାମା ତାମି ଇୟା ଏଲେଇଚେ, “ଆ଼ଏ! ଏ଼ୱାଣି ଦ଼ରୁ ଜହନ ଆ଼ନେ ।”
କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ।
61 ୬୧ ଏ଼ୱାରି ଏଲେଇଚେରି, “ମୀ କୂଡ଼ାତା ଆମ୍ବାଆରାକି ଏଲେତି ଦ଼ରୁ ହିଲେଏ!”
ସେମାନେ ତାହାଙ୍କୁ କହିଲେ, ତୁମ୍ଭର ସମ୍ପର୍କୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ।
62 ୬୨ ଏମ୍ବାଟିଏ ଏ଼ୱାରି ତାଞ୍ଜିଗାଟାଣାଇଁ କେୟୁ ହୂଟାନା କକାଣାଇଁ ଏ଼ନି ଦ଼ରୁ ଇଟିନାୟି ଇଞ୍ଜିଁ ୱେଚେରି ।
ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଅଛନ୍ତି, ତାହା ସଙ୍କେତ କରି ପଚାରିବାକୁ ଲାଗିଲେ।
63 ୬୩ ଜିକରିୟ ର଼ ରା଼ଚିନି ପା଼ଟା ରୀସାନା ଏ଼ୱାଣି ଦ଼ରୁ ଜହନ ଇଞ୍ଜିଁ ରା଼ଚିତେସି, ଏ଼ଦାଆଁ ମେସାନା ବାରେଜା଼ଣା କାବା ଆ଼ତେରି!
ତହିଁରେ ସେ ଖଣ୍ଡେ ଲିଖନ ପଟା ମାଗି ଏହା ଲେଖିଲେ, ତାହାର ନାମ ଯୋହନ। ଏଥିରେ ସମସ୍ତେ ଚକିତ ହେଲେ।
64 ୬୪ ଅ଼ଡ଼େ ଏ଼ ଦେବୁଣିଏ ଏ଼ୱାଣି ଗୂତି ଅ଼ଡ଼େ ୱେନ୍ଦରି ପିସ୍‌ପି ଆ଼ତେ ଅ଼ଡ଼େ ଏ଼ୱାସି ଜ଼ଲିହିଁ ମାହାପୂରୁତି ଜହରା କିତେସି ।
ଆଉ ସେହିକ୍ଷଣି ତାହାଙ୍କ ମୁଖ ଓ ଜିହ୍ୱା ଫିଟିଗଲା ଏବଂ ସେ କଥା କହି ଈଶ୍ବରଙ୍କ ପ୍ରଶଂସା କରିବାକୁ ଲାଗିଲେ।
65 ୬୫ ଏମ୍ବାଟିଏ ତାମି ଲ଼କୁ ବାରେ ଆଜାହାଚେରି, ଅ଼ଡ଼େ ଈ କାତା ଜୀହୁଦା ଦେ଼ସାତି ହ଼ର୍‌କା ରା଼ଜିତା ବାରେୱାକି ୱେ଼ଙ୍ଗିତେ,
ଏଥିରେ ସେମାନଙ୍କ ପ୍ରତିବାସୀ ସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଏହି ସମସ୍ତ କଥା ଯିହୂଦିୟା ପ୍ରଦେଶର ପାର୍ବତୀୟ ଅଞ୍ଚଳର ସବୁଆଡ଼େ ଲୋକେ କୁହାକହି ହେଲେ,
66 ୬୬ ଇଞ୍ଜାଁ ୱେନି ବାରେ ଲ଼କୁ ଏ଼ କାତା ତାମି ମ଼ନତା ଇଟାନା ଏଲେଇଚେରି, “ଆତିହିଁ ଈ କକାସି ଏ଼ନିଲେହେଁତାସି ଆ଼ନେସି?” ଏ଼ନିଇଚିହିଁ ପ୍ରବୁ ଈୱାଣି ତଲେ ମାନେସି ଇଞ୍ଜିଁ ପୁଚେରି ।
ପୁଣି, ଶୁଣିବା ଲୋକ ସମସ୍ତେ ସେହିସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କଅଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ।
67 ୬୭ ଅ଼ଡ଼େ ଜିକରିୟ ସୁଦୁଜୀୱୁ ତଲେ ଈ ଡା଼ୟୁ ଆ଼ନି କାତା ଏଲେଇଚେସି,
ଆଉ, ତାହାର ପିତା ଜିଖରୀୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଏହି ଭାବବାଣୀ କହିଲେ,
68 ୬୮ ଇସ୍ରାୟେଲତି ମାହାପୂରୁ ଜହରା! ଏ଼ନିଇଚିହିଁ ଏ଼ୱାସି ତାନି ଲ଼କୁଣି କାର୍ମାମେସାନା ଗେଲ୍‌ପି କିହାମାନେସି;
“ଧନ୍ୟ ପ୍ରଭୁ, ଇସ୍ରାଏଲର ଈଶ୍ବର, କାରଣ ସେ କୃପାଦୃଷ୍ଟି କରି, ଆପଣା ଲୋକଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି;
69 ୬୯ ଏ଼ୱାସି ତାନି ହ଼ଲେଏସି ଦାୱୁଦ କୂଡ଼ାଟି ମା଼ ତାକି ର଼ ଗେଲ୍‌ପିନାଣାଇଁ ହୀହାମାଞ୍ଜାନେସି ।
ସେ ଆପଣା ଦାସ ଦାଉଦଙ୍କ ବଂଶରେ ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣର ଶୃଙ୍ଗ ଉଠାଇ,
70 ୭୦ ତଲି କା଼ଲାଟିଏ ତାନି ନେହିଁ ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନାରି ଗୂତି ତଲେ ଏ଼ନିକିଁ ଜ଼ଲା ମାଚେରି, (aiōn g165)
ପ୍ରାଚୀନକାଳରୁ ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା ଯେପରି କହିଥିଲେ, (aiōn g165)
71 ୭୧ ଏଲେକିହିଁଏ ମାଙ୍ଗେ ମା଼ ସାତ୍ରୁୟାଁ ତା଼ଣାଟି ଅ଼ଡ଼େ ମାଙ୍ଗେ ଅ଼ପାଆଗାଟାରି ତା଼ଣାଟି ଗେଲ୍‌ପି କିହାମାଞ୍ଜାନେସି,
ସେପରି ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଓ ଆମ୍ଭମାନଙ୍କ ସମସ୍ତ ଘୃଣାକାରୀଙ୍କ ହସ୍ତରୁ ପରିତ୍ରାଣ ସାଧନ କରିଅଛନ୍ତି,
72 ୭୨ ଏ଼ୱାସି ଏଲେ ଇଞ୍ଜାମାନେସି, ଏ଼ୱାସି ମା଼ ଆକୁୟାଁଣି କାର୍ମା ମେସାମାଇଁ ଅ଼ଡ଼େ ତାନି ସୁଦୁଗାଟି ରା଼ଜିମା଼ନାତି ଅଣ୍‌ପିନେସି ।
ଯେପରି ସେ ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ପ୍ରତି ଦୟା ବ୍ୟବହାର କରନ୍ତି,
73 ୭୩ ମା଼ ଆ଼ବା ଅବ୍ରାହାମ ତା଼ଣା ଏନିମି ପାର୍‌ମାଣା କିହାଁ ଆ଼ଞ୍ଜାମାନାଣି ଅଣ୍‌ପାନା ପୂରା କିହାମାନେସି,
ଆମ୍ଭମାନଙ୍କ ପିତା ଅବ୍ରହାମଙ୍କ ନିକଟରେ ଯେଉଁ ଶପଥ କରିଥିଲେ, ଆପଣାର ସେହି ପବିତ୍ର ନିୟମ ସ୍ମରଣ କରନ୍ତି,
74 ୭୪ ଅ଼ଡ଼େ ମା଼ ସାତ୍ରୁୟାଁ ତା଼ଣାଟି ଗେଲ୍‌ପି ଆ଼ହାନା, ଆଜାଆନା କା଼ଲେଏ ତାଙ୍ଗେ ସେ଼ବା କିହାଲି ଆ଼ଡିନାୟି,
ପୁଣି, ଯେପରି ଶତ୍ରୁ ହସ୍ତରୁ ଉଦ୍ଧାର ପାଇ ନିର୍ଭୟରେ ଚିରକାଳ ତାହାଙ୍କ ଛାମୁରେ,
75 ୭୫ ତାନି ନ଼କିତା ମା଼ର ନୀଡାମାନି ପାତେକା ସୁଦୁ ଅ଼ଡ଼େ ଦାର୍ମୁ ଗାଟାତାୟି ଆ଼ହାନା ଡ଼ୟିନାୟି ।
ପବିତ୍ରତା ଓ ଧାର୍ମିକତାରେ ତାହାଙ୍କର ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତି।
76 ୭୬ ଏ଼ ନା଼ ମୀର୍‌ଏଣାତି ନୀନୁ ବାରେତି କିହାଁ ବା଼ଡ଼୍‌ୟୁଗାଟି ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନାତି ଇଞ୍ଜିଁ ୱେ଼ଙ୍ଗିଦି;
ଆଉ ହେ ଶିଶୁ, ତୁ ପରାତ୍ପରଙ୍କ ଭାବବାଦୀ ବୋଲି ଖ୍ୟାତ ହେବୁ;
77 ୭୭ ପା଼ପୁ ମ୍ଣେପ୍‌କି ଆ଼ହାନା ଏ଼ୱାରି ଗେଲ୍‌ପି ଆ଼ନାଣି ବେଟାଆ଼ନେରି, ଏ଼ କାତା ପୁଣ୍‌ମ୍ବି କିହାଲି ତାକି ତାନି ଲ଼କୁତା଼ଣା ହାଜି ।
କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,
78 ୭୮ ଇଞ୍ଜାଁ ମାଙ୍ଗେ ହିତ୍‌ଡ଼ି ଜିରୁତା ତାଚାଲି ମା଼ ମାହାପୂରୁତି ଜୀୱୁନ଼ନି କାର୍ମାତଲେ ଲାକପୂରୁଟି ମାଙ୍ଗେତାକି ୱେ଼ଡ଼ା ହ଼ଚିମାନି ଲେହେଁ ଆ଼ନେ,
ପୁଣି, ଆମ୍ଭମାନଙ୍କ ପାଦ ଶାନ୍ତିପଥକୁ ଆଣିବା ନିମନ୍ତେ, ଆମ୍ଭମାନଙ୍କ ଈଶ୍ବରଙ୍କର ଯେଉଁ ସ୍ନେହପୂର୍ଣ୍ଣ କରୁଣା ହେତୁ, ସ୍ୱର୍ଗରୁ ଆମ୍ଭମାନଙ୍କ ପ୍ରତି ଊର୍ଦ୍ଧ୍ୱରୁ ସୂର୍ଯ୍ୟୋଦୟ ହେବ,
79 ୭୯ ଆମ୍ବାଆରି ହା଼ନିଲେହେଁତି ତା଼ଣା ବାସା କିନେରି, ହିତ୍‌ଡ଼ି ଜିରୁତା ଅ଼ହାଲି ତାକି ଏ଼ୱାସି ବାରେତି ଲାକ ଲାକପୂରୁଟି ଉଜେଡ଼ି ହୀନେସି ।
ସେହି ସ୍ନେହପୂର୍ଣ୍ଣ କରୁଣା ହେତୁ ପ୍ରଭୁଙ୍କ ଲୋକମାନଙ୍କୁ ସେମାନଙ୍କ ପାପମୋଚନ ଦ୍ୱାରା ପରିତ୍ରାଣ ଜ୍ଞାନ ଦେବା ନିମନ୍ତେ ତୁ (ବାପ୍ତିଜକ ଯୋହନ) ତାହାଙ୍କ ପଥ ପ୍ରସ୍ତୁତ କରିବାକୁ ତାହାଙ୍କର ଅଗ୍ରଗାମୀ ହେବୁ।”
80 ୮୦ ଇଞ୍ଜାଁ ଏ଼ କକାସି ଆଙ୍ଗାତା ଜୀୱୁତା ପାଡାଆ଼ହାନା ଇସ୍ରାୟେଲ ଲ଼କୁତା଼ଣା ୱେ଼ଙ୍ଗାଆ ପାତେକା ଲ଼କୁ ହିଲାଆ ଟା଼ୟୁତା ଡ଼ୟିତେସି ।
ପୁଣି, ଶିଶୁ ବୃଦ୍ଧି ପାଇ ଆତ୍ମାରେ ଶକ୍ତିମାନ ହେବାକୁ ଲାଗିଲେ ଏବଂ ଇସ୍ରାଏଲ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ପ୍ରାନ୍ତରରେ ରହିଲେ।

< ଲୂକ 1 >