< ଏବ୍ରି 3 >

1 ଏ଼ଦାଆଁତାକି ଏ଼ ନା଼ ସୁଦୁଗାଟି ତାୟିୟାଁ ଅ଼ଡ଼େ ତାଙ୍ଗିସ୍କା ମୀରୁ ଆମିନି ମାହାପୂରୁତି ହା଼ଟ୍‌କି ଆ଼ହାମାନି ତା଼ଣା ଆଣ୍ତାମାନାତେରି ମା଼ ନାମୁତଲେ ପାଣ୍ତ୍‌ୱିଆ଼ହାମାନି କାଜା ପୂଜେରା ଜୀସୁତି କାତା ଅଣ୍‌ପାଦୁ;
ଅତଏବ, ହେ ସ୍ୱର୍ଗୀୟ ଆହ୍ୱାନର ସହଭାଗୀ ପବିତ୍ର ଭ୍ରାତୃଗଣ, ଆମ୍ଭମାନଙ୍କ ବିଶ୍ୱାସ ମତାନୁସାରେ ପ୍ରେରିତ ଓ ମହାଯାଜକ ଯୀଶୁଙ୍କ ବିଷୟ ବିବେଚନା କର;
2 ମ଼ସା ଏ଼ନିକିଁ ମାହାପୂରୁ ଇଲୁତା ମା଼ନିତଲେ କାମା କିହାମାଚେସି, ଜୀସୁ ଜିକେଏ ଏଲେକିହିଁ ତାଙ୍ଗେ ଆ଼ଚାମାନି ମାହାପୂରୁ ନ଼କିତା ମା଼ନି ଗାଟାସି ଆ଼ତେସି ।
ମୋଶା ଯେପରି ଈଶ୍ବରଙ୍କ ଗୃହରେ ବିଶ୍ୱସ୍ତ ଥିଲେ, ଯୀଶୁ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ୱସ୍ତ ଥିଲେ।
3 ଇଲୁ କିହାଁ ଇଲୁ କେ଼ପିତାସି ଏ଼ନିକିଁ ମା଼ନି ବେଟା ଆ଼ନେସି, ଏଲେକିହିଁଏ ମ଼ସା କିହାଁ ଜୀସୁ ହା଼ରେକା ଗାୱୁରମିତି ଜ଼ଗେ ଆ଼ହାମାନେସି ।
ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ମୋଶାଙ୍କ ଅପେକ୍ଷା ସେ ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି।
4 ଇଚିହିଁ ବାରେ ଇଲ୍‌କା ଆମ୍ବାଆରି ଆ଼ଆତିଁ ଆମ୍ବାଆରି ତା଼ଣାଟି କେ଼ପ୍‌ୱି ଆ଼ନୁ, ସାମା ମାହାପୂରୁ ବାରେତି ଗା଼ଡ଼ି କିନାସି ।
ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ବର।
5 ମ଼ସା ମାହାପୂରୁ ଇଲୁତା ହ଼ଲେଏସି ଲେହେଁ ନାମୁତଲେ ସେ଼ବା କାମା କିହାମାଚେସି, ଇଞ୍ଜାଁ ଏମିନି କାତା ମାହାପୂରୁ ଡା଼ୟୁ ୱେସାଲି ମ଼ନ କିହାମାଚେସି ଏ଼ କାତେଏ ଈଦି ।
ପରବର୍ତ୍ତୀ ବକ୍ତବ୍ୟ ବିଷୟ ସମ୍ବନ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ମୋଶା ତାହାଙ୍କ ଗୃହ ମଧ୍ୟରେ ସେବକ ସ୍ୱରୂପେ ପ୍ରକୃତରେ ବିଶ୍ୱସ୍ତ ଥିଲେ।
6 ସାମା ଜୀସୁ କ୍ରୀସ୍ତ ତାନି ଆ଼ବା ଇଲୁତି ମୁହେଁ ମୀର୍‌ଏଣା ଲେହେଁ ମା଼ନି ଗାଟାସି; ଇଞ୍ଜାଁ ମା଼ର ମା଼ ସା଼ସାତଲେ ଆ଼ଞ୍ଜାମାନାଣି ବେଟାଆ଼ନାୟି ଇଞ୍ଜିଁ ମା଼ ବା଼ର୍ସୁତି ଡା଼ୟୁ ପାତେକା ଜାଣ୍ତେ ଆସା ଡ଼ୟିନ, ଆତିହିଁ ମା଼ର ଜିକେଏ ଏ଼ୱାଣି ଇଲୁ ଲେହେଁ ଆ଼ନାୟି ।
କିନ୍ତୁ ଖ୍ରୀଷ୍ଟ ଈଶ୍ବରଙ୍କ ଗୃହ ଉପରେ ପୁତ୍ର ସ୍ୱରୂପେ ବିଶ୍ୱସ୍ତ ଅଟନ୍ତି; ଯଦି ଆମ୍ଭେମାନେ ଆମ୍ଭମାନଙ୍କ ସାହସ ପୁଣି, ଦର୍ପର କାରଣ ଯେ ଆମ୍ଭମାନଙ୍କ ଭରସା, ତାହା ଦୃଢ଼ ଭାବରେ ଶେଷ ପର୍ଯ୍ୟନ୍ତ ଧରି ରଖୁ, ତାହାହେଲେ ଆମ୍ଭେମାନେ ତ ତାହାଙ୍କ ଗୃହ ସ୍ୱରୂପ।
7 ଏ଼ଦାଆଁତାକି ସୁଦୁଜୀୱୁ ୱେସିମାନିଲେହେଁ, “ନୀଞ୍ଜୁ ମୀରୁ ଏ଼ୱାଣି ହା଼ଡା ୱେଞ୍ଜେରି,
ଅତଏବ ପବିତ୍ର ଆତ୍ମା ଶାସ୍ତ୍ରରେ ଯେପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ
8 ଆତିହିଁ ମୀ ଆକୁ ଆ଼ବାୟାଁ ଲେହେଁ ମୀ ହିୟାଁତି ଆ଼ଟ୍‌ୱା କିଆଦୁ, ଲ଼କୁ ହିଲାଆ ବାଟାତା ଏ଼ ଦିନା ଏ଼ୱାରି ମାହାପୂରୁଇଁ ତାୟିପାରି କିହାନା ଏ଼ୱାଣି କ଼ପାଟି ନିଙ୍ଗାମାଚେରି,
ପ୍ରାନ୍ତରରେ ପରୀକ୍ଷା ଦିନରେ ଓ ବିରକ୍ତି ଜନ୍ମାଇବା ସ୍ଥାନରେ ଯେପରି ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର,”
9 ଏ଼ ବାଟାତା ମୀ ଆକୁ ଆ଼ବାୟାଁ ନାଙ୍ଗେ ତାୟିପାରି କିହାଁ ନାଙ୍ଗେ ମେସ୍ତାତେରି, ଅ଼ଡ଼େ ରୀ କ଼ଡ଼ି ବାର୍ସା ପାତେକା ମା଼ କାମା ସିନିକିତେରି ।
“ସେହି ପ୍ରାନ୍ତରରେ ତୁମ୍ଭମାନଙ୍କ ପିତୃ-ପୁରୁଷମାନେ ଆମ୍ଭକୁ ପରୀକ୍ଷା କରି ଆମ୍ଭର ଅନୁସନ୍ଧାନ କଲେ, ଆଉ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭର କାର୍ଯ୍ୟ ଦେଖିଲେ।”
10 ୧୦ ଈଦାଆଁତାକି ନା଼ନୁ ଈ କୂଡ଼ାତି ଲ଼କୁଇଁ କାର୍‌ବି ଆ଼ହାନା ଏଲେଇଚେଏଁ, ‘ଏ଼ୱାରି ବାରେବେ଼ଲା ହିୟାଁତା ମା଼ନି ହିଲାଆ ଗାଟାରି, ଏ଼ୱାରି ନା଼ ଜିରୁ ପୁଞ୍ଜାହିଲଅରି ।’
“ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାନ୍ତି।
11 ୧୧ ଈଦାଆଁତାକି ନା଼ନୁ ନା଼ କ଼ପାଟି ପାର୍‌ମାଣା କିତେଏଁ, ନା଼ନୁ ଆମିନି ଦେ଼ସାତା ଏ଼ୱାରାଇଁ ଜ଼ମାଲି ହୀତେଏଁମା ଏ଼ ଦେ଼ସାତା ଏ଼ୱାରି ଏଚେଲାୱା ହ଼ଡାଲି ଆ଼ଡଅରି ।”
ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।”
12 ୧୨ ଏ଼ ତାୟି ତାଙ୍ଗିସ୍କା, ଜାଗ୍ରାତା, ପା଼ପୁ ଅ଼ଡ଼େ ନାମାଆଗାଟି ହିୟାଁ ମୀ ଆମ୍ବାଆରି ତା଼ଣା ହିଲେଏ, ଏ଼ନିକିଁ ମୀରୁ ଜୀୱୁଗାଟି ମାହାପୂରୁ ତା଼ଣାଟି ହେକ ଆ଼ଅତେରି ।
ହେ ଭାଇମାନେ, ସାବଧାନ, ଯେପରି ଜୀବନ୍ତ ଈଶ୍ବରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ।
13 ୧୩ ସାମା ଏଚେ଼ତା ପା଼ପୁ ତଲେ ନା଼ଡ଼ିକିୱି ଆ଼ହାନା ମୀ ବିତ୍ରାଟି ଆମ୍ବାଆରି ହିୟାଁ ଆ଼ଟ୍‌ୱା ଆ଼ଏ, ଈଦାଆଁତାକି ନୀଞ୍ଜୁ ଦିନା ମାନାଟିଏ ବାରେଦିନା ରଅତେରି ରଅଣାଇଁ ବା଼ର୍ସୁତି କାତା ଜ଼ଲାନା ସା଼ୟେମି କିଦୁ;
କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥିନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ;
14 ୧୪ ଇଚିହିଁ ନ଼କେଏ ମା଼ ଆମିନି ନାମୁ ମାଚେ, ଏ଼ଦାଆଁ ଡା଼ୟୁ ପାତେକା ଜାଣ୍ତେ ଆସା ଡ଼ୟିନାୟି ଆତିହିଁ କ୍ରୀସ୍ତ ତା଼ଣା ଆଣ୍ତାନା ଡ଼ୟିନାୟି ।
କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ।
15 ୧୫ ଦାର୍ମୁ ସା଼ସ୍ତେରିତା ରା଼ସ୍‌କି ଆ଼ହାମାନେ, “ନୀଞ୍ଜୁ ମାହାପୂରୁତି ହା଼ଡା ୱେଚିସାରେ, ଏ଼ନିକିଁ କାର୍‌ବି କିୱିକିନି ଟା଼ୟୁତା ଆ଼ହାମାଚେ, ଏଲେକିହିଁ ମୀ ଆକୁ ଆ଼ବାୟାଁ ଲେହେଁ ହିୟାଁତି ଆ଼ଟ୍‌ୱା କିଆଦୁ!”
ଯେପରି ଶାସ୍ତ୍ରରେ ଉକ୍ତ ଅଛି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର।”
16 ୧୬ ଆତିହିଁ ଆମ୍ବାଆରି ମାହାପୂରୁତି ହା଼ଡା ୱେଞ୍ଜାନା ଏ଼ୱାଣାଇଁ କା଼କ୍ରି କିହାମାଚେରି, ମ଼ସା ତା଼ଣାଟି ଆମିନି ଗାଟାରି ମିସର ଦେ଼ସାଟି ହ଼ଚା ୱା଼ହାମାଚେରି, ଏ଼ୱାରି ବାରେ ଆ଼ଏକି?
ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ? ମୋଶାଙ୍କ ଦ୍ୱାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେ ସମସ୍ତେ କଅଣ ନୁହଁନ୍ତି?
17 ୧୭ ଅ଼ଡ଼େ ଆମ୍ବାଆରି ମୁହେଁ ରୀ କ଼ଡ଼ି ବାର୍ସା ପାତେକା ଏ଼ୱାସି କାର୍‌ବି ଆ଼ହାମାଚେସି, ଆମ୍ବାଆରି ପା଼ପୁ କିହାମାଚେରି, ଆମ୍ବାଆରି ମ଼ଡ଼ା ଲ଼କୁ ଡ଼ୟାଆ ବାଟାତା ରିହାମାଚେ, ଏ଼ୱାରି ଆ଼ଏକି?
ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ି ରହିଥିଲା, କଅଣ ସେମାନଙ୍କ ଉପରେ ନୁହେଁ?
18 ୧୮ ମାହାପୂରୁ ଏଚିବେ଼ଲା ପାର୍‌ମାଣା କିହାନା ଏଲେଇଞ୍ଜାମାଚେସି, ଏ଼ୱାରି ଏଚେଲାୱା ମାହାପୂରୁତି ଜ଼ମିନି ତା଼ଣା ହ଼ଡଅରି, ଏଚିବେ଼ଲା ଏ଼ୱାସି ଆମ୍ବାଆରି କାତା ଏଲେଇଞ୍ଜାମାଚେସି? ଆମ୍ବାଆରି କାତା ମା଼ନୱି ଆ଼ହା ହିଲାଆତେରି, ଏ଼ୱାରି ତାକି ଏ଼ କାତା ଏଲେଇଞ୍ଜାମାଚେସି ।
ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ, ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ?
19 ୧୯ ଇଲେକିହିଁ ନା଼ନୁ ମେସିମାଇଁ, ଏ଼ୱାରି ନାମାଆତାକି ଏ଼ ଆ଼ଞ୍ଜାମାନି କିଣାନ ଦେ଼ସାତା ହ଼ଡାଲି ଆ଼ଡାଆତେରି ।
ଆମ୍ଭେମାନେ ଦେଖୁ ଯେ, ଅବିଶ୍ୱାସ ହେତୁ ସେମାନେ ବିଶ୍ରାମରେ ପ୍ରବେଶ କରିପାରିଲେ ନାହିଁ।

< ଏବ୍ରି 3 >