< ଏବ୍ରି 11 >
1 ୧ ନାମୁ ଇଚିହିଁ ଆ଼ସା କିହିମାନାଣି ବାରେ ସାତେଏ ବେଟାଆ଼ନାୟି, ଇଞ୍ଜାଁ ତ଼ଞ୍ଜାଆ଼ଆଗାଟାୟି ସାତେଏ ମାନେ ଇଞ୍ଜିଁ ପୁନାୟିଏ ନାମୁ ।
ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।
2 ୨ ତଲିତି ମା଼ ଆକୁୟାଁ ମାହାପୂରୁଇଁ ନାମାଲିଏ ମାହାପୂରୁ ତା଼ଣା ୱେ଼ଙ୍ଗିତେରି ।
ତଦ୍ୱାରା ପ୍ରାଚୀନମାନେ ତ ସୁଖ୍ୟାତି ଲାଭ କଲେ।
3 ୩ ମା଼ର ନାମୁଟି ପୁନାୟି, ବାରେ ଦାର୍ତି ମାହାପୂରୁତି ବ଼ଲୁ ତଲେ ଗା଼ଡ଼ି ଆ଼ତେ, ଅ଼ଡ଼େ ଏ଼ନାୟିୱା ତ଼ଞ୍ଜା ଆ଼ଆଗାଟି ତା଼ଣାଟି ତ଼ଞ୍ଜା ଆ଼ନାୟି ଗା଼ଡ଼ି ଆ଼ହା ହିଲେଏ । (aiōn )
ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବୁଝୁ ଯେ, ସମସ୍ତ ବିଶ୍ୱ ଈଶ୍ବରଙ୍କ ବାକ୍ୟ ଦ୍ୱାରା ରଚିତ, ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟରୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇ ନାହିଁ। (aiōn )
4 ୪ ନାମୁଟି ହେବଲ ମାହାପୂରୁ ନ଼କିତା କୟିନ କିହାଁ ନେହିଁ ପୂଜା ହେର୍ପିତେସି ଇଞ୍ଜାଁ ଏ଼ଦାଣି ତଲେ ଏ଼ୱାସି ଦାର୍ମୁଗାଟାସି ଆ଼ତେସି; ମାହାପୂରୁ ତା଼ନୁଏ ତାନି ଦା଼ନାତାକି ସା଼କି ହୀତେସି, ଅ଼ଡ଼େ ଏ଼ୱାସି ହା଼ତି ଜିକେଏ ନୀଞ୍ଜୁପାତେକା ନାମୁଟି କାତା ଆ଼ହିମାନେସି ।
ବିଶ୍ୱାସ ଦ୍ୱାରା ହେବଲ ଈଶ୍ବରଙ୍କ ଛାମୁରେ କୟିନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ଓ ତଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ; ଈଶ୍ବର ନିଜେ ତାହାଙ୍କ ଦାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ଆଉ ସେ ମୃତ ହେଲେ ହେଁ ବିଶ୍ୱାସ ଦ୍ୱାରା ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି।
5 ୫ ନାମୁଟି ହନକ ହା଼ଆନା ମାହାପୂରୁ ତା଼ଣା ଅ଼ୱିଆ଼ତେସି ଇଞ୍ଜାଁ ମେଣ୍ଙ୍ଗିତେସି; ଅ଼ଡ଼େ ଏ଼ୱାସି ତ଼ଞ୍ଜା ଆ଼ଆତେସି, ଇଚିହିଁ ମାହାପୂରୁ ଏ଼ୱାଣାଇଁ ଅ଼ହାନା ମେଣ୍ଙ୍ଗିକିତେସି, ଏ଼ୱାସି ମାହାପୂରୁତି ରା଼ହାଁ ଗାଟାସି, ମେଣ୍ଙ୍ଗିନି ନ଼କେଏ ଏ଼ୱାସି ଏ଼ କାତା ୱେଞ୍ଜାମାଚେସି;
ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗ ନ କରି ଉର୍ଦ୍ଧ୍ବକୁ ଉତ୍ଥିତ ହେଲେ; ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ବର ତାହାଙ୍କୁ ଅନ୍ତର୍ହିତ କରିଥିଲେ। ସେ ଯେ ଈଶ୍ବରଙ୍କର ସନ୍ତୋଷପାତ୍ର, ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ;
6 ୬ ଅ଼ଡ଼େ ନାମୁ ହିଲାଆନା ଆମ୍ବାଆସି ମାହାପୂରୁଇଁ ରା଼ହାଁ କିହାଲି ଆ଼ଡଅସି, ଇଚିହିଁ ମାହାପୂରୁ ସାତେଏ ମାନେସି ଇଞ୍ଜିଁ, ଅ଼ଡ଼େ ଏ଼ୱାସି ତାଙ୍ଗେ ପାରିନାରାଇଁ ତାମି କିତି କାମାତି ପା଼ଡ଼େୟି ହୀନେସି, ଈଦାଆଁ ଏ଼ୱାଣି ତା଼ଣା ୱା଼ନି ଲ଼କୁ ନାମିନାୟିମାନେ ।
ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ।
7 ୭ ନାମୁଟି ନ଼ହ ଏ଼ ବେ଼ଲା ପାତେକା ତ଼ଞ୍ଜା ଆ଼ଆଗାଟି କାତାତାକି ହୁକୁମି ବେଟାଆ଼ହାନା ଆଜିତଲେ ତାନି କୁଟମି ଗେଲ୍ପାଲିତାକି ର଼ ଜା଼ଜା କେ଼ପିତେସି, ଇଞ୍ଜାଁ ଏ଼ ନାମୁତଲେ ଏ଼ୱାସି ଦାର୍ତିତି ଦ଼ହ କିହାନା ନାମୁତଲେ ମାହାପୂରୁ ନ଼କିତା ଦାର୍ମୁଗାଟାସି ଆ଼ତେସି ।
ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ।
8 ୮ ନାମୁଟି ଅବ୍ରାହାମ ମାହାପୂରୁ ତା଼ଣାଟି ହା଼ଟ୍କି ଆ଼ହାଲିଏ, ଆମିନି ଦେ଼ସା ଏ଼ୱାସି ବେଟାଆ଼ହାଲି ହାଜିମାଚେସି, କାତା ମା଼ନୱି ଆ଼ହାନା ଏମ୍ବାଆଁ ହାଜାଲି ହ଼ତେସି, ଏ଼ୱାସି ଏମ୍ବିୟା ହାଜିମାନେସି, ଏ଼ଦାଆଁ ଏ଼ୱାସି ପୁନାଆନା ଜିକେଏ ହ଼ଚାହାଚେସି ।
ବିଶ୍ୱାସ ଦ୍ୱାରା ଅବ୍ରହାମ ଆହ୍ୱାନ ପ୍ରାପ୍ତ ହୁଅନ୍ତେ, ଯେଉଁ ଦେଶ ସେ ଅଧିକାରସ୍ୱରୂପେ ପାଇବାକୁ ଯାଉଥିଲେ, ଆଜ୍ଞାବହ ହୋଇ ସେଠାକୁ ବାହାରିଗଲେ, ପୁଣି, ସେ କେଉଁଠାକୁ ଯାଉଅଛନ୍ତି, ତାହା ନ ଜାଣି ସୁଦ୍ଧା ବାହାରିଗଲେ।
9 ୯ ନାମୁଟି ଏ଼ୱାସି ଏଟ୍କା ଦେ଼ସାତାରିଲେହେଁ ଆ଼ଞ୍ଜାମାନି ଦେ଼ସାତା ବାସା କିତେସି, ଏ଼ୱାସି ତୂମୁତା ବାସା କିତେସି ଅ଼ଡ଼େ ଏ଼ୱାଣିଲେହେଁ ମାହାପୂରୁ ଆ଼ଞ୍ଜାଲିଏ ଇସାହାକ ଅ଼ଡ଼େ ଜାକୁବ ଜିକେଏ ତୂମୁ ଇଲୁତା ବାସା କିତେରି ।
ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସ୍ହାକ ଓ ଯାକୁବଙ୍କ ସହିତ ତମ୍ବୁରେ ବାସ କଲେ;
10 ୧୦ ଇଚିହିଁ ଆମିନି ଗା଼ଡ଼ା କା଼ଲେଏ ତାକି ପୁନାଦି ଲେହେଁ ଅ଼ଡ଼େ ମାହାପୂରୁ ତା଼ନୁଏ କେ଼ପାମାନେସି, ଅବ୍ରାହାମ ଏ଼ ଗା଼ଡ଼ା ବେଟାଆ଼ହାଲି କା଼ଚାମାଚେସି ।
କାରଣ ଯେଉଁ ନଗର ଭିତ୍ତିମୂଳବିଶିଷ୍ଟ, ପୁଣି, ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ବର, ଅବ୍ରହାମ ତହିଁର ଅପେକ୍ଷାରେ ଥିଲେ।
11 ୧୧ ନାମୁତଲେ ସାରା ବା଼ଞ୍ଜେଣି ଆ଼ହାଁ ତା଼ନୁଏ ଜିକେଏ ଆ଼ଞ୍ଜାମାନାଣାଇଁ ଦୂତି ବୁଡ଼୍ହି ଆ଼ହାମାଚି ଜିକେଏ ପୂରାମା଼ସା ଆ଼ହାଲି ବା଼ଡ଼୍ୟୁ ବେଟାଆ଼ତେ;
ବିଶ୍ୱାସ ଦ୍ୱାରା ସାରା ନିଜେ ମଧ୍ୟ ପ୍ରତିଜ୍ଞାକାରୀଙ୍କୁ ବିଶ୍ୱସ୍ତ ଜ୍ଞାନ କରି ଗତବୟସ୍କା ହେଲେ ହେଁ ଗର୍ଭଧାରଣ କରିବାକୁ ଶକ୍ତି ପ୍ରାପ୍ତ ହେଲେ;
12 ୧୨ ଅବ୍ରାହାମ ଦୂତି ବୁଡ଼୍ହା ଆ଼ହାମାଚି ଜିକେଏ ଏ଼ୱାଣି ତା଼ଣାଟି ହା଼ଗୁତି ହୁକାୟାଁ ଅ଼ଡ଼େ ସାମ୍ଦୁରିତି ବାଃଲି ଲେହେଁ ଏଜିକିହାଲି ଆ଼ଡାଆଗାଟି ର଼ ହା଼ରେକା କୂଡ଼ା ଜାର୍ନା ଆ଼ତେରି ।
ଏହେତୁରୁ ମଧ୍ୟ ମୃତକଳ୍ପ ଜଣେ ବ୍ୟକ୍ତିଙ୍କଠାରୁ ଆକାଶର ନକ୍ଷତ୍ରଗଣ ପରି ଅସଂଖ୍ୟ ଓ ସମୁଦ୍ରତୀରସ୍ଥ ବାଲୁକା ପରି ଅଗଣ୍ୟ ଏକ ଜାତି ଉତ୍ପନ୍ନ ହେଲା।
13 ୧୩ ଏ଼ ବାରେଜା଼ଣା ମାହାପୂରୁଇଁ ନାମାହାଁ ହା଼ତେରି; ଏ଼ୱାରି ମାହାପୂରୁ ଆ଼ଞ୍ଜାମାଚାଣି ପ୍ଣାଃଆତି ଜିକେଏ ହେକଟି ଏ଼ ବାରେ ମେସାନା ରା଼ହାଁ ଆ଼ତେରି ଇଞ୍ଜାଁ ଦାର୍ତିତା ମା଼ମ୍ବୁ ବୀଦେସା ଅ଼ଡ଼େ ବାସା କିହାମାନମି ଇଞ୍ଜିଁ ଜ଼ଲିତେରି ।
ଏସମସ୍ତେ ବିଶ୍ୱାସରେ ପ୍ରାଣତ୍ୟାଗ କଲେ; ସେମାନେ ପ୍ରତିଜ୍ଞାତ ଫଳପ୍ରାପ୍ତ ହେଲେ ନାହିଁ, ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ ଏବଂ ପୃଥିବୀରେ ଆପଣାମାନଙ୍କୁ ବିଦେଶୀ ଓ ପ୍ରବାସୀ ବୋଲି ସ୍ୱୀକାର କଲେ।
14 ୧୪ ଇଚିହିଁ ଆମିନି ଗାଟାରି ଇଲେତି କାତା ଜ଼ଲିନେରି, ଏ଼ୱାରି ତାମି ଅ଼ଡ଼େ ର଼ ଦେ଼ସା ପାରିମାନେରି ଇଞ୍ଜିଁ ୱେସିମାନେରି ।
କାରଣ ଯେଉଁମାନେ ଏହିପରି କଥା କହନ୍ତି, ସେମାନେ ଯେ ନିଜର ଗୋଟିଏ ଦେଶ ଅନ୍ୱେଷଣ କରୁଅଛନ୍ତି, ଏହା ପ୍ରକାଶ କରନ୍ତି।
15 ୧୫ ଏ଼ୱାରି ଆମିନି ଦେ଼ସା ପିସା ୱା଼ହାମାଚେରି, ଏ଼ ଦେ଼ସାତି ଅ଼ଡ଼େ ଅଣ୍ପି ହିଲାଆତେରି । ଏ଼ୱାରି ଅଣ୍ପିତିହିଁମା ଏ଼ ଦେ଼ସାତା ୱେଣ୍ତେ ହାଜାଲି ଆ଼ଡିତେରିମା ।
ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ଥିଲା।
16 ୧୬ ସାମା ଏ଼ୱାରି ର଼ ହା଼ରେକା ନେହାଁଣି ଇଚିହିଁ ଲାକପୂରୁ ଦେ଼ସାତି ଅଣ୍ପିମାଚେରି; ଏ଼ଦାଆଁତାକି ମାହାପୂରୁଇଁ ଏ଼ୱାରି ମା଼ ମାହାପୂରୁ ଇଞ୍ଜିଁ ୱେ଼ଙ୍ଗି କିହାଲି ଲାଜା ଆ଼ହା ହିଲାଆତେରି, ଇଚିହିଁ ଏ଼ୱାସି ଏ଼ୱାରି ତାକି ର଼ ଗା଼ଡ଼ା ତୀରି କିହାମାନେସି ।
କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍, ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ବର ସେମାନଙ୍କ ଈଶ୍ବର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହଁନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି।
17 ୧୭ ନାମୁତଲେ ଅବ୍ରାହାମ ତାୟିପାରି କିୱିଆ଼ହାଁ ଇସାହାକଇଁ ପୂଜା କିହାଲି ହେର୍ପିତେସି, ଆମିନି ମାଣ୍ସି ଆ଼ଞ୍ଜାମାଚାଣି ମେ଼ଡ଼ା ଆ଼ହାମାଚେସି, ଆମ୍ବାଆରାଇଁ ଏଲେଇଞ୍ଜାମାଚେସି,
ବିଶ୍ୱାସ ଦ୍ୱାରା ଅବ୍ରହାମ ପରୀକ୍ଷିତ ହୋଇ ଇସ୍ହାକଙ୍କୁ ଉତ୍ସର୍ଗ କଲେ, ହଁ, ଯେଉଁ ବ୍ୟକ୍ତି ପ୍ରତିଜ୍ଞାସମୂହ ପ୍ରାପ୍ତ ହୋଇଥିଲେ, ଯାହାଙ୍କୁ କୁହାଯାଇଥିଲା ଯେ,
18 ୧୮ “ଇସାହାକ ତା଼ଣାଟି ନୀ କୂଡ଼ା ୱେ଼ଙ୍ଗିନେରି, ଏ଼ ମାଣ୍ସି ତାନି ରଣ୍ତିଏ ମୀର୍ଏଣାଇଁ ଡ଼ା଼କିନି ପୂଜା ହୀହାଲି ହାଜିମାଚେସି ।”
ଇସ୍ହାକଙ୍କଠାରୁ ତୁମ୍ଭର ବଂଶ ଖ୍ୟାତ ହେବ, ସେହି ବ୍ୟକ୍ତି ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଉତ୍ସର୍ଗ କରିବାକୁ ଯାଉଥିଲେ,
19 ୧୯ ଇସାହାକଇଁ ମାହାପୂରୁ ହା଼ତାରି ତା଼ଣାଟି ଜିକେଏ ନିକ୍ହାଲି ଆ଼ଡିମାନେସି ଇଞ୍ଜିଁ ଅଣ୍ପାମାଚେସି, ଇଞ୍ଜାଁ ଅବ୍ରାହାମ ସାତେଏ ଇସାହାକଇଁ ହା଼କିଟି ୱେଣ୍ଡେ ବେଟାଆ଼ତେସି ।
କାରଣ ଈଶ୍ବର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଆକ୍ଷରିକ ଭାବେ, ସେ ମଧ୍ୟ ତାହାଙ୍କୁ ଦୃଷ୍ଟାନ୍ତଭାବେ ମୃତ୍ୟୁରୁ ଫେରି ପାଇଲେ।
20 ୨୦ ନାମୁତଲେ ଇସାହାକ ୱା଼ହିନି ଦିନାତା ନେହିଁ ଆ଼ପେ ଇଞ୍ଜିଁ ଅଣ୍ପାନା ଜାକୁବ ଅ଼ଡ଼େ ଏସାୱୁଇଁ ବ଼ର ହୀତେସି ।
ବିଶ୍ୱାସ ଦ୍ୱାରା ଇସ୍ହାକ ଭବିଷ୍ୟତ ବିଷୟରେ ମଧ୍ୟ ଯାକୁବ ଓ ଏଷୌଙ୍କୁ ଆଶୀର୍ବାଦ କଲେ।
21 ୨୧ ନାମୁତଲେ ଜାକୁବ ହା଼ନି ବେ଼ଲାତା ଜସେପତି ରୀ ମୀର୍କାଣି ବ଼ର ହୀତେସି, ଇଞ୍ଜାଁ ତାନି କୁତା ବାଡ଼୍ଗାତା ଗେ଼ଣ୍ଡାନା ମାହାପୂରୁଇଁ ଜହରା କିତେସି ।
ବିଶ୍ୱାସ ଦ୍ୱାରା ଯାକୁବ ମୃତ୍ୟୁ ସମୟରେ ଯୋଷେଫଙ୍କର ପ୍ରତ୍ୟେକ ପୁତ୍ରଙ୍କୁ ଆଶୀର୍ବାଦ କଲେ, ପୁଣି, ଆପଣା ଯଷ୍ଟିର ଅଗ୍ରଭାଗରେ ଆଉଜିପଡ଼ି ପ୍ରଣାମ କଲେ।
22 ୨୨ ଜସେପ ହା଼ନି ବେ଼ଲାତା ନାମୁତଲେ ଇସ୍ରାୟେଲ ଲ଼କୁ ମିସର ଦେ଼ସାଟି ହ଼ଚାହାନି କାତା ୱେସ୍ତେସି । ଇଞ୍ଜାଁ ତାନି ପେଡ଼୍କା ଡୁମ୍କା ତାକି ହୁକୁମି ହୀତେସି ।
ବିଶ୍ୱାସ ଦ୍ୱାରା ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ଆପଣା ଅସ୍ଥି ସମ୍ବନ୍ଧରେ ଆଜ୍ଞା ଦେଲେ।
23 ୨୩ ନାମୁତଲେ ମ଼ସାତି ତାଲି ତାଞ୍ଜି ଏ଼ୱାଣି ଜାର୍ନାଆ଼ତି ଦିନାଟିଏ ଏ଼ୱାଣାଇଁ ର଼ ଅ଼ଜିତି କକାସି ଇଞ୍ଜିଁ ମେସାନା ରାଜା ହୁକୁମି ଆଜାଆନା ତୀନି ଲେ଼ଞ୍ଜୁ ପାତେକା ଏ଼ୱାଣାଇଁ ଡ଼ୁକ୍ହାନା ଇଟାମାଚୁ ।
ବିଶ୍ୱାସ ଦ୍ୱାରା ମୋଶାଙ୍କ ପିତାମାତା ତାହାଙ୍କ ଜନ୍ମ ହେବା ସମୟରେ ତାହାଙ୍କୁ ଗୋଟିଏ ସୁନ୍ଦର ପିଲା ବୋଲି ଦେଖି ରାଜାଜ୍ଞାକୁ ଭୟ ନ କରି ତିନି ମାସ ପର୍ଯ୍ୟନ୍ତ ତାହାଙ୍କୁ ଗୋପନରେ ରଖିଲେ।
24 ୨୪ ମ଼ସା ନାମୁତଲେ ପାଡାଆ଼ତି ଡା଼ୟୁ ପା଼ର ରାଜା ମା଼ଙ୍ଗାତି ମୀର୍ଏସି ଇଞ୍ଜିଁ ୱେ଼ଙ୍ଗାଲି କୂତେସି ।
ବିଶ୍ୱାସ ଦ୍ୱାରା ମୋଶା ବୟସପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ;
25 ୨୫ ଗା଼ଡ଼େକା ତାକି ପା଼ପୁ ତଲେ ରା଼ହାଁ ବେଟାଆ଼ନାଣି କିହାଁ ମାହାପୂରୁ ଲ଼କୁତଲେ ଦୁକୁ କସ୍ତ ଅ଼ର୍ହିନାୟି ନେହାୟି ଇଞ୍ଜିଁ ଅ଼ପିତେସି ।
ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ବରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ,
26 ୨୬ ମିସର ବାରେ ଦେ଼ସାତି ଦ଼ନ କିହାଁ କ୍ରୀସ୍ତତି ନିନ୍ଦା ବେଟାଆ଼ନାୟି ବାରେକିହାଁ କାଜା ଦ଼ନ ଇଞ୍ଜିଁ ଅଣ୍ପିତେସି, ଇଚିହିଁ ଏ଼ୱାସି ୱା଼ନି ଦିନାଣା ବେଟାଆ଼ନି ଦ଼ନତି ସିନିକିତେସି ।
ପୁଣି, ମିସରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ଭାବି ପୁରସ୍କାର ଦାନ ପ୍ରତି ଦୃଷ୍ଟିପାତ କଲେ।
27 ୨୭ ମ଼ସା ନାମୁତଲେ ରାଜା କ଼ପାତି ଆଜାଆନା ମିସର ଦେ଼ସା ପିସାହାଚେସି, ଇଞ୍ଜାଁ ଆମ୍ବାଆସି ମେହ୍ଆଗାଟି ମାହାପୂରୁଇଁ ମେସ୍ତିଲେହେଁ ଅ଼ର୍ହାନା ଡ଼ୟିତେସି ।
ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ।
28 ୨୮ ନାମୁତଲେ ଏ଼ୱାସି ପିସ୍ପିଆ଼ନି ପାର୍ବୁତି ଅ଼ଡ଼େ ନେତେରି ଡ଼ାଞ୍ଜିନି ମେ଼ରା ମା଼ନୱି ଆ଼ତେସି, ଏ଼ନିକିଁ ପା଼ଣ୍ୱା ମୀର୍କାଣି ପା଼ୟିନାସି ଇସ୍ରାୟେଲ ମୀର୍କାଣି ଡୀଗେଏ ।
ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତ ସେଚନ ବିଧି ପାଳନ କଲେ, ଯେପରି ପ୍ରଥମଜାତମାନଙ୍କର ସଂହାରକ ସେମାନଙ୍କୁ ସ୍ପର୍ଶ ନ କରନ୍ତି।
29 ୨୯ ଇସ୍ରାୟେଲ ଲ଼କୁ ନାମୁତଲେ ୱା଼ୟିତି ବୂମିତା ତା଼କିନି ଲେହେଁ ସୁପ ସାମ୍ଦୁରି ଗା଼ଣ୍ତେରି, ସାମା ମିସର ଦେ଼ସାତାରି ଏଲେକିଁ ଗା଼ଣ୍ଚାଲି ଅଣ୍ପାନା ସାମ୍ଦୁରିତା ମୁଞ୍ଜାନା ହା଼ତେରି ।
ବିଶ୍ୱାସ ଦ୍ୱାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୂଫ ସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିସରୀୟମାନେ ପାର ହେବାକୁ ଚେଷ୍ଟା କରିବାକୁ ଯାଇ ବୁଡ଼ି ମଲେ।
30 ୩୦ ଇସ୍ରାୟେଲ ଲ଼କୁ ନାମୁତଲେ ସାତା ଦିନା ପାତେକା ଜିରିହ ଗା଼ଡ଼ାତି କ଼ଟା ସା଼ରିସୁଟୁ ରେ଼ଚିଡାୟୁ ବିଡ଼୍ହାହାଚେ ।
ବିଶ୍ୱାସ ଦ୍ୱାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ଘେରିଲା ଉତ୍ତାରେ ଭୂମିସାତ୍ ହେଲା।
31 ୩୧ ନାମୁତଲେ ରାହାବ୍ ଦା଼ରେଣି ଦେ଼ସା ସିନିକିହାଲି ମେଣେଏ ୱା଼ହାମାଚାରାଇଁ ଟା଼ୟୁ ହୀତାକି ମାହାପୂରୁଇଁ ମା଼ନୱି ଆ଼ଆଗାଟାରି ତଲେ ନା଼ସା ଆ଼ଆନା ହିତ୍ଡ଼ି ବେଟାଆ଼ତେ ।
ବିଶ୍ୱାସ ଦ୍ୱାରା ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆଶ୍ରୟ ଦେବାରୁ ଅନାଜ୍ଞାବହମାନଙ୍କ ସହିତ ବିନଷ୍ଟ ହେଲେ ନାହିଁ।
32 ୩୨ ଅ଼ଡ଼େ ଆଗାଡ଼ା ଏ଼ନାଆଁ ୱେସ୍ତାଇଁ, ଗିଦିୟନ, ବାରକ୍, ସାମ୍ସନ୍, ଜିପ୍ତହ, ଦାୱୁଦ, ସାମୁୟେଲ ଅ଼ଡ଼େ ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାରି କାତା ମିଙ୍ଗେ ୱେସାଲି ବେ଼ଲା ହାଲେଏ ।
ଆଉ ଅଧିକ କଅଣ କହିବି? ଗିଦିୟୋନ, ବାରକ, ଶାମ୍ଶୋନ୍, ଯିପ୍ତହ, ଦାଉଦ, ଶାମୁୟେଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ;
33 ୩୩ ନାମୁତଲେ ଏ଼ୱାରି ହା଼ରେକା ରା଼ଜିୟାଁଣି ଜୁଜୁ କିହାନା ଜୀଣା ଆ଼ତେରି, ଦାର୍ମୁକାମା କିତେରି, ମାହାପୂରୁ ଆ଼ଞ୍ଜାମାନାଣି ବେଟାଆ଼ତେରି, ସିହଁ କ୍ଡାଃନିୟାଁ ଗୂତି ମୁଦା କିତେରି ।
ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖରୁ ବଞ୍ଚିତ ହେଲେ,
34 ୩୪ ଏ଼ୱାରି ଆଜିହ଼ପେତି ଡ଼ୀଞ୍ଜିନି ହିଚୁ ଡୁପ୍ହେରି, ଟୂଣ୍ନି ତା଼ଣାଟି ପିସ୍ପିଆ଼ତେରି, ଏ଼ୱାରି ବା଼ଡ଼୍ୟୁ ହିଲାଆ ବେ଼ଲାତା ବା଼ଡ଼୍ୟୁ ବେଟାଆ଼ତେରି, ଜୁଜୁତା ଜୀଣା ଆ଼ତେରି, ଅ଼ଡ଼େ ମାହାପୂରୁଇଁ ନାମାଆତାରି ଜୁଜୁକିନି କ଼ସ୍କାଣି ଜୀଣାଆ଼ହାନା ପେ଼ର୍ହାତୁସ୍ତେରି ।
ଅଗ୍ନିର ତେଜ ନିବାରଣ କଲେ, ଖଡ୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୁଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ।
35 ୩୫ ନାମୁଟି ଆୟାସିକା ତାମି ଲ଼କୁ ବିତ୍ରାଟି ହା଼ତାରାଇଁ ନିପ୍କି ଆ଼ହାନା ୱେଣ୍ଡେ ବେଟାଆ଼ତୁ; ଏଚରଜା଼ଣା ୱେଣ୍ତେ ନିଙ୍ଗିନାଣି ମେ଼ଡ଼ା ଆ଼ହାଲିତାକି ଗେଲ୍ପି ଆ଼ହାଲି ମ଼ନ କିଆନା ଆଜିହ଼ପେତି କସ୍ତ ବେଟାଆ଼ତେରି ।
ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ।
36 ୩୬ ଏଚର ଜା଼ଣାଇଁ ନିନ୍ଦା କିହାନା କାକ୍ହେରି, ଏଚର ଜା଼ଣାଇଁ ସା଼ଟ୍ଣି ଡ଼଼ରି ତଲେ ୱେ଼ତେରି, ଏଚର ଜା଼ଣାଇଁ ହିକ୍ଣିୟାଁ ତଲେ ଦସାନା କା଼ୟିଦି ଇଲୁ ତା଼ଣାଟି ତାୟିପାରି କିୱି ଆ଼ତେରି ।
ଅନ୍ୟମାନେ ବିଦ୍ରୂପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ;
37 ୩୭ ଆମ୍ବାଆରି ୱାଲ୍କାତଲେ ପା଼ୟ୍ୱି ଆ଼ତେରି, ଆମ୍ବାଆରି କ଼ର୍ତ ତଲେ ରୀ ଗାଣ୍ତ୍ରା କିହିଁ ରାତ୍ପିଆ଼ତେରି, ଇଞ୍ଜାଁ କାଣ୍ତାତଲେ ପା଼ୟ୍ୱି ଆ଼ତେରି, ଆମ୍ବା ଆମ୍ବାଆରି ମେ଼ଣ୍ତା ଅ଼ଡ଼େ ଗରି ତ଼ଲ୍କା, ହୁଚାନା ରା଼ନ୍ଦାକୁଚା ବେଟାଆ଼ଆନା କସ୍ତ, ଲା଼ଗି ବେଟାଆ଼ହିଁ ଇତାଲା ଆତାଲା ରେ଼ଚେରି ।
କେହି ଅବା ପ୍ରସ୍ତରାଘାତରେ ହତ, କେହି ଅବା ନିର୍ଯ୍ୟାତିତ, କେହି କରତ ଦ୍ୱାରା ଦ୍ୱିଖଣ୍ଡିତ, ପୁଣି, କେହି ଅବା ଖଡ୍ଗ ଦ୍ୱାରା ନିହତ ହେଲେ, କେହି କେହି ମେଷ ଓ ଛାଗଳର ଚର୍ମରେ ଆଚ୍ଛାଦିତ, ଅଭାବଗ୍ରସ୍ତ, କ୍ଳିଷ୍ଟ ଓ ତାଡନାପ୍ରାପ୍ତ ହୋଇ
38 ୩୮ ଏ଼ୱାରି ଦେ଼ସାଟି ଲ଼କୁ ହିଲାଆ ତା଼ଣା, ହ଼ର୍କାଣା, ପା଼ୱୁୟାଁଣା ଅ଼ଡ଼େ ଗା଼ଣ୍ଙ୍ଗାଣା ବାସା କିତେରି; ଦାର୍ତିତି ଏ଼ୱାରାକି ନୀଡାଲି ଜ଼ଗେ ହିଲାଆତେ ।
ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା।
39 ୩୯ ଏ଼ୱାରି ନାମୁତଲେ ଈ ବାରେ ନେହିଁ ୱେ଼ଙ୍ଗାମାଚି ଜିକେଏ ଆ଼ଞ୍ଜାମାଚାଣି ବେଟାଆ଼ଆତେରି,
ବିଶ୍ୱାସ ଦ୍ୱାରା ଏହି ସମସ୍ତେ ସୁଖ୍ୟାତି ଲାଭ କରି ସୁଦ୍ଧା ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ ନାହିଁ,
40 ୪୦ ଇଚିହିଁ ମାହାପୂରୁ ମାଙ୍ଗେତାକି ହା଼ରେକା ନେହାଁଣି କିହାଁ ଇଟାମାନେସି, ଏ଼ନିକିଁ ଏ଼ୱାରି ମା଼ ତଲେ ଏ଼ନିକିଁ ତୀରି ଆ଼ନେରି ଇଞ୍ଜିଁ ମାହାପୂରୁତି ଅଣ୍ପୁ ମାଚେ ।
ଯେଣୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେପରି ସେମାନେ ଆମ୍ଭମାନଙ୍କ ବିନା ସିଦ୍ଧ ଲାଭ ନ କରନ୍ତି।