< କାମା 11 >

1 ଜୀହୁଦିଆ଼ଆତାରି ଜିକେଏ ମାହାପୂରୁତି ବ଼ଲୁ ନାମିତେରି, ଈ କାତା ପାଣ୍ତ୍‌ୱି ଆ଼ତାରି ଇଞ୍ଜାଁ ଜୀହୁଦା ରା଼ଜିତା ମାନି ତାୟିୟାଁ ୱେଚେରି ।
ଅଣଯିହୁଦୀମାନେ ମଧ୍ୟ ଯେ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ପ୍ରେରିତମାନେ ଓ ଯିହୂଦିୟା ପ୍ରଦେଶରେ ଥିବା ଭାଇମାନେ ଶୁଣିଲେ।
2 ପିତର ଏଚିବେ଼ଲା ଜିରୁସାଲମତା ୱା଼ତେସି, ଏଚିବେ଼ଲା ତ଼ଲୁ ଦା଼ପି ଆ଼ତି ସୀସୁୟାଁ ପିତର ତଲେ ବା଼ଦିବା଼ଦା ଆ଼ତେରି,
ଆଉ, ଯେତେବେଳେ ପିତର ଯିରୂଶାଲମ ସହରକୁ ଆସିଲେ, ସେତେବେଳେ ସୁନ୍ନତି ଶିଷ୍ୟମାନେ ତାହାଙ୍କ ସହିତ ବିବାଦ କରି କହିଲେ,
3 “ନୀନୁ ଜୀହୁଦିଆ଼ଆତି ଲ଼କୁ ଇଲ୍‌କାଣା ହାଜାନା ଏ଼ୱାରିତଲେ ତିଞ୍ଜାମାଞ୍ଜି!”
ତୁମ୍ଭେ ଅସୁନ୍ନତି ବିଶ୍ୱାସୀମାନଙ୍କ ଗୃହରେ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିଅଛ।
4 ସାମା ପିତର ଈ ବାରେ କାତାତି ମୂଲୁଟିଏ ୱେସାଲି ମା଼ଟ୍‌ହାନା ଏଲେଇଚେସି ।
କିନ୍ତୁ ପିତର ବିଷୟଟିର ସବୁ କଥା ବୁଝାଇବାକୁ ଆରମ୍ଭ କରି କହିଲେ,
5 “ନା଼ନୁ ଜାପ ଗା଼ଡ଼ାତା ପ୍ରା଼ତାନା କିହିମାଚେଏଁ, ଇଞ୍ଜାଁ ସେୟାଁଣା ହାପାନାତା ମେସ୍ତେଏଁ, ଏ଼ନିକିଁ ର଼ କାଜା ହିମ୍ବରିତି ସା଼ରି କନତା ଆସାହାଁ ଲାକପୂରୁଟି ଡ଼଼ଇ ରେ଼ଚା ୱା଼ହିମାଚେ, ଅ଼ଡ଼େ ଏ଼ଦି ନା଼ ପାତେକା ୱା଼ତେ;
ମୁଁ ଯାଫୋ ନଗରରେ ପ୍ରାର୍ଥନା କରୁଥିଲି ଏବଂ ମୂର୍ଚ୍ଛିତ ହୋଇ ଏହି ଦର୍ଶନ ପାଇଲି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ଆକାଶରୁ ଖସାଇ ଦିଆଯାଉଅଛି,
6 ନା଼ନୁ ଏମ୍ବାଆଁ ସିନିକିହାନା ଅଣ୍‌ପାଲି ମା଼ଟ୍‌ହେଏଁ, ଏମ୍ବାଆଁ ଦାର୍‌ତିତି ସା଼ରିଗଟା କଡାୟାଁ ତଲେ ତା଼କିନି ନା଼ସ୍‌କାତି ଜ଼ନ୍ତ ଇଞ୍ଜାଁ ଜା଼ଡ଼ାତି ଜ଼ନ୍ତ ଡ୍ରଗିୟାଁ ରା଼ସ୍‌କା ଅ଼ଡ଼େ ହା଼ଗୁତି ପଟାୟାଁ ମେସ୍ତେଏଁ,
ଆଉ ତାହା ମୋ ପର୍ଯ୍ୟନ୍ତ ଆସିଲା; ମୁଁ ତାହା ପ୍ରତି ଏକଦୃଷ୍ଟିରେ ଚାହିଁ ଚିନ୍ତା କରିବାକୁ ଲାଗିଲି ଓ ସେଥିରେ ପୃଥିବୀର ଚାରିଗୋଡ଼ିଆ ପ୍ରାଣୀ, ବନ୍ୟ-ପଶୁ, ସରୀସୃପ ଓ ଆକାଶର ପକ୍ଷୀସବୁ ଦେଖିଲି,
7 ଅ଼ଡ଼େ ନାଙ୍ଗେ ୱେସାମାଞ୍ଜାନି ଈ ହା଼ଡା ଜିକେଏ ୱେଚେଏଁ, ‘ପିତର; ନିଙ୍ଗାମୁ, ପା଼ୟାନା ତିନାମୁ!’
ପୁଣି, ମୋତେ କୁହାଯାଉଥିବା ଗୋଟିଏ ବାଣୀ ମଧ୍ୟ ମୁଁ ଶୁଣିଲି, “ହେ ପିତର, ଉଠ, ବଧ କରି ଭୋଜନ କର।”
8 ସାମା ନା଼ନୁ ଏଲେଇଚେଏଁ, ‘ଆ଼ଏ ପ୍ରବୁ! ଡୀଗାଆଗାଟି ଲାଗେଏ ପ଼ଲେଏତି କା଼ଦି ନା଼ନୁ ଏଚେଲାୱା ନା଼ ଗୂତିତା ଅ଼ହାହିଲଅଁ ।’
କିନ୍ତୁ ମୁଁ କହିଲି, ନାହିଁ ପ୍ରଭୁ, ଅପବିତ୍ର କି ଅଶୁଚି ବସ୍ତୁ ମୋହର ମୁଖରେ କେବେହେଲେ ପ୍ରବେଶ କରି ନାହିଁ।
9 ସାମା ଅ଼ର ଦେବା ଲାକପୂରୁଟି ଈ ହା଼ଡା ୱେସ୍ତାତେ, ‘ମାହାପୂରୁ ଏ଼ନାଆଁ ସୁଦୁ କିହାମାନେସି, ଏ଼ଦାଆଁ ନୀନୁ ଲାଗେଏତାୟି ଇନାଆନି ।’
କିନ୍ତୁ ଦ୍ୱିତୀୟ ଥର ଆକାଶରୁ ଗୋଟିଏ ସ୍ୱର ଉତ୍ତର ଦେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ।”
10 ୧୦ ଇଲାଆ଼ହିଁ ତୀନି ପା଼ଲି ଆ଼ତେ, ଅ଼ଡ଼େ ଡା଼ୟୁ ଏ଼ ବାରେ ୱେଣ୍ତେ ଲାକପୂରୁ ଅ଼ୱିଆ଼ତେ ।
ଏହି ପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା।
11 ୧୧ ଅ଼ଡ଼େ ମେହ୍‌ଦୁ, ଦେବୁଣିଏ ତୀନି ଜା଼ଣା ଲ଼କୁ ମା଼ମ୍ବୁ ଆମିନି ଇଲୁତା ମାଚମି ଏମ୍ବାଆଁ ୱା଼ହାନା ନିତେରି, ଏ଼ୱାରି କାୟିସରିୟାଟିଏ ନା଼ ତା଼ଣା ପାଣ୍ତ୍‌ୱି ଆ଼ହାମାଚେରି ।
ପୁଣି, ଦେଖନ୍ତୁ, ସେହିକ୍ଷଣି ତିନି ଜଣ ଲୋକ, ଆମ୍ଭେମାନେ ଯେଉଁ ଗୃହରେ ଥିଲୁ, ସେଥିର ସମ୍ମୁଖରେ ଆସି ଠିଆ ହେଲେ, ସେମାନେ କାଇସରିୟାରୁ ମୋ ନିକଟକୁ ପ୍ରେରିତ ହୋଇଥିଲେ।
12 ୧୨ ଇଞ୍ଜାଁ ଆନାମାନା ଆ଼ଆନା ଏ଼ୱାରିତଲେ ହାଜାଲି ଜୀୱୁ ନାଙ୍ଗେ ୱେସ୍ତାତେ, ଅ଼ଡ଼େ ଈ ସ଼ ଜା଼ଣା ତାୟିୟାଁ ଜିକେଏ ନା଼ ତଲେ ଜାପଟି କାୟିସରିୟାତା ୱା଼ତେରି, ଇଞ୍ଜାଁ ମା଼ମ୍ବୁ ଏ଼ କର୍ନଲିୟ ଇଜ ହାଚମି ।
ପୁଣି, କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯିବା ନିମନ୍ତେ ଆତ୍ମା ମୋତେ କହିଲେ। ଆଉ, ଏହି ଛଅ ଜଣ ଭାଇ ମଧ୍ୟ ମୋ ସାଙ୍ଗରେ ଗଲେ, ପୁଣି, ଆମ୍ଭେମାନେ ସେହି ବ୍ୟକ୍ତିଙ୍କ ଗୃହରେ ପ୍ରବେଶ କଲୁ।
13 ୧୩ ଏ଼ୱାସି ଏ଼ନିକିଁ ର଼ ଦୂତୁଇଁ ସେୟାଁଣା ହାପାନାତା ମେସାମାଚେସି, ଏ଼ଦାଆଁ ମାଙ୍ଗେ ୱେସ୍ତାତେସି, ଏ଼ ଦୂତୁ ଏ଼ନିକିଁ ଏ଼ୱାଣି ଇଜ ନିଚାନା ୱେସ୍ତେ, ଜାପତା ଲ଼କୁଣି ପାଣ୍ତାନା ପିତର ଇନି ସିମନଇଁ ହା଼ଟାତାମୁ;
ସେ କିପରି ଜଣେ ଦୂତଙ୍କର ଦର୍ଶନ ପାଇଥିଲେ, ତାହା ଆମ୍ଭମାନଙ୍କୁ ଜଣାଇଲେ, ସେହି ଦୂତ କିପରି ତାହାଙ୍କ ଗୃହରେ ଠିଆ ହୋଇ କହିଲେ, ଯାଫୋ ସହରକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ଡକାଇ ଆଣ;
14 ୧୪ ଏ଼ୱାସି ମିଙ୍ଗେ ୱେସ୍ତାନି କାତାତଲେ ‘ମୀରୁ ଅ଼ଡ଼େ ମୀ ବାରେ କୁଟମି ଗେଲ୍‌ପି ଆ଼ଦେରି ।’
ଯେ ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହିସବୁ କହିବେ।
15 ୧୫ ଡା଼ୟୁ ନା଼ନୁ ଜ଼ଲାଲି ମା଼ଟ୍‌ହାଲିଏ ସୁଦୁଜୀୱୁ ମା଼ ଲାକ ଏ଼ନିକିଁ ରେ଼ଚାୱା଼ତେ, ଏଲେକିଁ ଏ଼ୱାରି ଲାକ ଜିକେଏ ରେ଼ଚାୱା଼ତେ ।
ପରେ ମୁଁ କଥା କହିବାକୁ ଆରମ୍ଭ କରିବା ସମୟରେ ପବିତ୍ର ଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲା ପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ।
16 ୧୬ ଏଚିବେ଼ଲା ପ୍ରବୁ ୱେସ୍ତି ଈ ହା଼ଡା ନା଼ ଅଣ୍‌ପୁତା ୱା଼ତେ; ‘ଜହନ ଏ଼ୟୁତଲେ ବାପ୍ତିସ୍ମ ହୀତେସି ସାତା, ସାମା ମୀରୁ ସୁଦୁଜୀୱୁ ତଲେ ବାପ୍ତିସ୍ମ ଆ଼ଦେରି ।’
ସେତେବେଳେ ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ମୋହର ସ୍ମରଣରେ ପଡ଼ିଲା, “ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।”
17 ୧୭ ଇଚିହିଁ ମା଼ର ପ୍ରବୁ ଜୀସୁ କ୍ରୀସ୍ତ ତା଼ଣା ନାମିତି ବେ଼ଲାତା ମାହାପୂରୁ ଏ଼ନିକିଁ ମାଙ୍ଗେ ଆମିନି ଦା଼ନା ହୀହାମାଞ୍ଜାତେସି, ଏଲେକିହିଁଏ ଏ଼ୱାରାକି ଜିକେଏ ସମାନା ଦା଼ନା ହୀତେସି; ନା଼ନୁ ଆମ୍ବାଆତେଏଁ ମାହାପୂରୁଇଁ କା଼ହି କିହାଲି ଆ଼ଡିଇଁ!”
ଅତଏବ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମୟରେ ଈଶ୍ବର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ବରଙ୍କୁ ପ୍ରତିରୋଧ କରିପାରିଥାନ୍ତି?
18 ୧୮ ଏ଼ୱାରି ଈ ବାରେ କାତା ୱେଞ୍ଜାଲିଏ ଏ଼ୱାରି ପାଲେଏ ଆ଼ତେରି, ଇଞ୍ଜାଁ ମାହାପୂରୁଇଁ ଜହରା କିହିଁ ଏଲେଇଚେରି, “ଆତିହିଁ ମାହାପୂରୁ ଜୀହୁଦିଆ଼ଆତି ଲ଼କୁକି ଜିକେଏ ହିୟାଁ ୱେଟ୍‌ହାଲି ଅ଼ଡ଼େ ନୀଡାଲି ପାରୁ ହୀହାମାନେସି ।”
ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ବରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ବର ଅଣଯିହୁଦୀମାନଙ୍କୁ ମଧ୍ୟ ଜୀବନପ୍ରାପ୍ତି ନିମନ୍ତେ ମନ-ପରିବର୍ତ୍ତନ ଦାନ କରିଅଛନ୍ତି।
19 ୧୯ ଏଚେଟିଏ ସ୍ତିପାନ ହା଼ତି ଡା଼ୟୁ, ଏଚେକା ନାମୁଗାଟାରି କସ୍ତ ନିନ୍ଦା ଆ଼ତାକି ଆଲାରା ଆ଼ହାମାଚାରି ବିତ୍ରାଟି, ପୟିନିକିୟା, କୁପ୍ର ଅ଼ଡ଼େ ଆନ୍ତିୟକିୟା ପାତେକା ରେ଼ଜାନା ୱାର୍‌ଇ ଜୀହୁଦି ଲ଼କୁ ପିସ୍‌ପେ ଅ଼ଡ଼େ ଆମ୍ବାଆରି ତା଼ଣା ନେହିଁ କାବ୍ରୁ ୱେସିହିଲାଆ଼ତେରି ।
ଇତିମଧ୍ୟରେ ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁମାନେ ଛିନ୍ନଭିନ୍ନ ହୋଇ ଯାଇଥିଲେ, ସେମାନେ ଫୈନୀକିଆ ଅଞ୍ଚଳ, ସାଇପ୍ରସ୍ ଦ୍ୱୀପ ଓ ଆନ୍ତିୟଖିଆ ସହର ପର୍ଯ୍ୟନ୍ତ ଭ୍ରମଣ କରି କେବଳ ଯିହୁଦୀମାନଙ୍କ ବିନା ଆଉ କାହାରି ନିକଟରେ ବାକ୍ୟ ପ୍ରଚାର କରୁ ନ ଥିଲେ।
20 ୨୦ ସାମା ଏ଼ୱାରି ବିତ୍ରାଟି ଏଚରଜା଼ଣା କୁପ୍ର ଅ଼ଡ଼େ କୁରିଣିୟ ଲ଼କୁ ଆନ୍ତିୟକିୟା ୱା଼ହାନା ଗ୍ରିକ୍‌ ଲ଼କୁତା଼ଣା ଜିକେଏ କାତା ୱେସିହିଁ ପ୍ରବୁ ଜୀସୁତି ନେହିଁ କାବ୍ରୁ ୱେ଼କ୍‌ହେରି ।
କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସାଇପ୍ରସ୍ ଓ କୂରୀଣୀୟ ଲୋକ ଆନ୍ତିୟଖିଆକୁ ଗ୍ରୀକ୍‌ମାନଙ୍କ ନିକଟରେ ମଧ୍ୟ କଥା କହି ପ୍ରଭୁ ଯୀଶୁଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।
21 ୨୧ ଅ଼ଡ଼େ, ଏ଼ୱାରିତଲେ ପ୍ରବୁତି ବା଼ଡ଼୍‌ୟୁ ମାଚେ, ଅ଼ଡ଼େ ହା଼ରେ ହା଼ରେକା ଲ଼କୁ ନାମାହାଁ ପ୍ରବୁ ୱାକି ୱେଣ୍ଡାୱା଼ତେରି ।
ଆଉ ସେମାନଙ୍କ ସହିତ ପ୍ରଭୁଙ୍କର ହସ୍ତ ଥିଲା, ପୁଣି, ଅନେକ ଅନେକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ଫେରିଲେ।
22 ୨୨ ଏ଼ୱାରି ହା଼ଡା ଜିରୁସାଲମତି କୁଲମିତା ଏଗାହାଚେ, ଏମ୍ବାଟିଏ ଏ଼ୱାରି ଆନ୍ତିୟକିୟା ପାତେକା ବର୍ନବାଇଁ ପାଣ୍ତାତେରି ।
ସେମାନଙ୍କ ବିଷୟକ ସମ୍ବାଦ ଯିରୂଶାଲମସ୍ଥ ମଣ୍ଡଳୀର କର୍ଣ୍ଣଗୋଚର ହେଲା, ସେଥିରେ ସେମାନେ ଆନ୍ତିୟଖିଆ ପର୍ଯ୍ୟନ୍ତ ବର୍ଣ୍ଣବ୍ବାଙ୍କୁ ପ୍ରେରଣ କଲେ।
23 ୨୩ ଏ଼ୱାସି ଏମ୍ବାଆଁ ଏଜାନା ମାହାପୂରୁତି କାର୍ମାମେସାନା ରା଼ହାଁ ଆ଼ତେସି, ଇଞ୍ଜାଁ ଏ଼ୱାରି ଏ଼ନିକିଁ ହିୟାଁତା ରଣ୍ତିଏ ରା଼ହାଁତଲେ ପ୍ରବୁ ତା଼ଣା ମାନାପେରି ଇଞ୍ଜିଁ ଏ଼ୱାରାକି ବା଼ର୍ସୁ ହୀତେସି ।
ସେ ଉପସ୍ଥିତ ହୋଇ ଈଶ୍ବରଙ୍କର ଅନୁଗ୍ରହ ଦେଖି ଆନନ୍ଦିତ ହେଲେ, ଆଉ ଯେପରି ସେମାନେ ହୃଦୟର ଏକାଗ୍ରତାରେ ପ୍ରଭୁଙ୍କ ପ୍ରତି ଆସକ୍ତ ହୋଇ ରୁହନ୍ତି, ସେଥିନିମନ୍ତେ ସମସ୍ତଙ୍କୁ ଉତ୍ସାହ ଦେଲେ;
24 ୨୪ ବର୍ନବା ର଼ ନେହିଁ ଲ଼କୁ, ନାମୁତା ଇଞ୍ଜାଁ ସୁଦୁଜୀୱୁ ବେଟାଆ଼ହାମାନାସି ମାଚେସି, ଇଞ୍ଜାଁ ଇଲେତି ବ଼ଲୁ ୱେ଼କ୍‌ନି ତା଼ଣା ହା଼ରେକା ଲ଼କୁ ପ୍ରବୁ ତା଼ଣା ଆଣ୍ତିତେରି ।
କାରଣ ସେ ଜଣେ ଉତ୍ତମ ବ୍ୟକ୍ତି, ପୁଣି, ପବିତ୍ର ଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ। ଏହି ପ୍ରକାରେ ଅନେକ ଅନେକ ଲୋକ ପ୍ରଭୁଙ୍କଠାରେ ସଂଯୁକ୍ତ ହେଲେ।
25 ୨୫ ଡା଼ୟୁ ବର୍ନବା ସା଼ୱୁଲଇଁ ପାରାଲି ତାର୍ସ ଗା଼ଡ଼ାତା ହାଚେସି,
ପରେ ସେ ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷକୁ ବାହାରିଗଲେ,
26 ୨୬ ଇଞ୍ଜାଁ, ଏ଼ୱାସି ଏ଼ୱାଣାଇଁ ବେଟାଆ଼ହାନା ଆନ୍ତିୟକିୟାତା ତାଚିହିଁ ୱା଼ତେସି, ଏ଼ୱାରି ର଼ ବାର୍ସା ପାତେକା କୁଲମି ତଲେ ମାଞ୍ଜାନା ହା଼ରେକା ଲ଼କୁଣି ଜା଼ପ୍‌ହେରି, ଅ଼ଡ଼େ ଆନ୍ତିୟକିୟାତି ସୀସୁୟାଁ ତଲିଏ କ୍ରୀସ୍ତାନା ଇଞ୍ଜିଁ ୱେ଼ଙ୍ଗିତେରି ।
ପୁଣି, ସେ ତାହାଙ୍କୁ ପାଇ ଆନ୍ତିୟଖିଆକୁ ଘେନି ଆସିଲେ। ସେମାନେ ସମ୍ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ମଣ୍ଡଳୀର ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ, ପୁଣି, ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ନାମିତ ହେଲେ।
27 ୨୭ ଏଚିବେ଼ଲାତା ଏଚରଜା଼ଣା ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନାରି ଜିରୁସାଲମଟି ଆନ୍ତିୟକିୟାତା ୱା଼ତେରି ।
ସେହି ସମୟରେ କେତେକ ଜଣ ଭାବବାଦୀ ଯିରୂଶାଲମ ସହରରୁ ଆନ୍ତିୟଖିଆକୁ ଆସିଲେ।
28 ୨୮ ଏ଼ୱାରି ବିତ୍ରାଟି ଆଗାବ ଦ଼ରୁଗାଟି ର଼ ଲ଼କୁ ନିଙ୍ଗାନା ବାରେ ଦାର୍‌ତିତା କାଜା କା଼ତାରା ଆ଼ନେ ଇଞ୍ଜିଁ ଜୀୱୁତି ବା଼ଡ଼୍‌ୟୁ ତଲେ ୱେସ୍ତେସି; ଏ଼ଦି କ୍ଲାୱୁଦିୟା ସା଼ଲୱି କିନାଣି ବେ଼ଲାତା ଆ଼ତେ ।
ସେମାନଙ୍କ ମଧ୍ୟରୁ ଆଗାବ ନାମକ ଜଣେ ବ୍ୟକ୍ତି ଉଠି ସମୁଦାୟ ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ ବୋଲି ଆତ୍ମାଙ୍କ ଦ୍ୱାରା ଜଣାଇଲେ; ତାହା କ୍ଲାଉଦିଅଙ୍କ ସମୟରେ ଘଟିଲା।
29 ୨୯ ଏମ୍ବାଟିଏ ସୀସୁୟାଁ ତା଼ମ୍ବୁ ତାମି ଆ଼ଡିନି ଲେହେଁ ଜୀହୁଦା ରା଼ଜିତା ମାନି ନାମିତି ତାୟିୟାଁକି ସା଼ୟେମି କିୟାଲି ତୀରି କିତେରି,
ସେଥିରେ ଶିଷ୍ୟମାନେ ପ୍ରତ୍ୟେକ ଜଣ ଆପଣା ଶକ୍ତି ଅନୁସାରେ ଯିହୂଦିୟା ପ୍ରଦେଶ ନିବାସୀ ଭାଇମାନଙ୍କ ନିମନ୍ତେ ସାହାଯ୍ୟ ପ୍ରେରଣ କରିବାକୁ ସ୍ଥିର କଲେ,
30 ୩୦ ଅ଼ଡ଼େ, ଏ଼ୱାରି ଜିକେଏ ଟାକାୟାଁ କୂଡ଼ି କିହାନା ଏ଼ କୁଲମିତି ପ୍ରାଚିନାଙ୍ଗା କେୟୁତା ହୀହାଲି ବର୍ନବା ଅ଼ଡ଼େ, ସା଼ୱୁଲ କେୟୁତା ଟାକାୟାଁ ପାଣ୍ତିତେରି ।
ଆଉ ସେମାନେ ମଧ୍ୟ ତାହା କରି ବର୍ଣ୍ଣବ୍ବା ଓ ଶାଉଲଙ୍କ ହସ୍ତରେ ପ୍ରାଚୀନମାନଙ୍କ ନିକଟକୁ ପଠାଇଦେଲେ।

< କାମା 11 >