< ୨ଜହ 1 >
1 ୧ ନା଼ନୁ, କୁଲମିତି ପ୍ରାଚିନାତେଏଁ, ମାହାପୂରୁ ଆ଼ଚାମାନି ଇୟା ଅ଼ଡ଼େ ତାନି ମୀର୍କା ମା଼ସ୍କାକି ଈ ଆ଼କୁ ରା଼ଚିମାଇଁ, ନା଼ନୁ ଏ଼ୱାରାଇଁ ସାତା ଜୀୱୁ ନ଼ହିଁମାଇଁ, ଅ଼ଡ଼େ ୱାର୍ଇ ନା଼ନୁ ଆ଼ଏ, ସାମା ସାତାତି ପୁଞ୍ଜାମାନି ବାରେଜା଼ଣା ଜୀୱୁନ଼ହିଁ ମାଞ୍ଜାନେରି ।
ମୁଁ ଯେ ପ୍ରାଚୀନ, ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସେମାନଙ୍କୁ ମୁଁ ବାସ୍ତବରେ ପ୍ରେମ କରେ, ଆଉ କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜାଣିଥିବା ସମସ୍ତ ଲୋକ ମଧ୍ୟ ପ୍ରେମ କରନ୍ତି।
2 ୨ ଆମିନି ସାତା ମା଼ ହିୟାଁତା ଡ଼ୟାମାନେ ଅ଼ଡ଼େ କା଼ଲାକା଼ଲାତାକି ମା଼ ତା଼ଣା ଡ଼ୟିନେ । (aiōn )
ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ। (aiōn )
3 ୩ ଆ଼ବା ମାହାପୂରୁ ଅ଼ଡ଼େ ତାନି ମୀର୍ଏଣା ଜୀସୁ କ୍ରୀସ୍ତ ତା଼ଣାଟି କାର୍ମାମେହ୍ନାୟି, ହିତ୍ଡ଼ି ଜୀୱୁ ହୀହାନା, ସାତା ଅ଼ଡ଼େ ଜୀୱୁ ନ଼ୱିଆ଼ହାନା ଡ଼ୟିଦେରି ।
ପିତା ଈଶ୍ବର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ।
4 ୪ ନୀ ମୀର୍କା ମା଼ସ୍କା ବିତ୍ରାଟି ଏଚରଜା଼ଣା ଆ଼ବା ତା଼ଣାଟି ମାଙ୍ଗେ ହୀହାମାଞ୍ଜାନି ହୁକୁମି ଲେହେଁ ସାତାତି ତା଼କିନି ତା଼କୁ ମେସାନା ନା଼ନୁ ହା଼ରେକା ରା଼ହାଁ ଆ଼ହିମାଇଁ ।
ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ।
5 ୫ ଏ଼ ଜୀୱୁତି ଇୟା ନା଼ନୁ ନୀଏଁ ନିଙ୍ଗେ ର଼ ପୁଃନି ହୁକୁମି ରା଼ଚିମାଞ୍ଜାଇଁ ଏ଼ଦି ଆ଼ଏ, ସାମା ତଲିଟିଏ ବେଟାଆ଼ହାମାନି ହୁକୁମି ରା଼ଚାନା ବାତିମା଼ଲିମାଞ୍ଜାଇଁ, ମା଼ର ରଅତାୟି ରଅଣାଇଁ ଜୀୱୁନ଼ନାୟି ମାନେ ।
ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ।
6 ୬ ମା଼ର ତାନି ହୁକୁମି ମା଼ନୱି ଆ଼ହାନା ମାଞ୍ଜେ ମାନାୟି, ଈଦିଏ ଜୀୱୁ ନ଼ନି କାତା, ମୀରୁ ତଲିଟିଏ ଏ଼ନାଆଁ ୱେଞ୍ଜାମାଞ୍ଜେରି, ଏଲେଆ଼ହିଁଏ ମାଞ୍ଜୁ, ଈଦି ଏ଼ ହୁକୁମି ।
ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା।
7 ୭ ନା଼ନୁ ୱେସିମାଇଁ, ଇଚିହିଁ ଆମିନି ଗାଟାରି ଜୀସୁ କ୍ରୀସ୍ତ ମାଣ୍ସି ୱା଼ଣା ତଲେ ୱା଼ହାହିଲଅସି ଇଞ୍ଜିଁ ଇନେରି, ଇଲେତି ହା଼ରେକା ନା଼ଡ଼ିକିନାରି ଦାର୍ତିତା ହ଼ଚା ୱା଼ହାମାନେରି, ଇଲେତି ଲ଼କୁ ନା଼ଡ଼ିକିନାରି ଅ଼ଡ଼େ ନା଼ଡ଼ିକିନି କ୍ରୀସ୍ତ ।
କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ।
8 ୮ ସାମା ମୀ ତାକି ମା଼ମ୍ବୁ କିହାମାନି କାମାତି ପା଼ଡ଼େୟି ବାରେ ଜା଼କ୍ଆନା ଏ଼ନିକିଁ ଏମ୍ବାଟି ହା଼ରେ ପୁରେ ବ଼ର ବେଟାଆ଼ଦେରି ଏ଼ଦାଆଁତାକି ଜାଗ୍ରାତା ଆ଼ଦୁ ।
ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ।
9 ୯ ଆମ୍ବାଆସି କ୍ରୀସ୍ତ ଜା଼ପ୍ହା ମାନାଣି କିହାଁ ଆଗାଡ଼ା ଗା଼ଣ୍ନେସି, ଏ଼ୱାସି ମାହାପୂରୁଇଁ ବେଟାଆ଼ହାହିଲଅସି; ଆମ୍ବାଆସି କ୍ରୀସ୍ତ ଜା଼ପ୍ହା ମାନାଣି ତଲେ ଡ଼ୟିନେସି, ଏ଼ୱାସି ଆ଼ବା ଅ଼ଡ଼େ ମୀର୍ଏସି ଈ ରିଆରାଇଁ ଜିକେଏ ବେଟାଆ଼ହାମାନେସି ।
ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ବରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି।
10 ୧୦ ଆମ୍ବାଆସି ଇଲେକିଁ ଜା଼ପ୍ନାଣି ଆସାନା ମୀ ତା଼ଣା ୱା଼ଅସି, ଏ଼ୱାଣାଇଁ ମୀ ଇଜ ହା଼ଟାଆଦୁ, ଇଞ୍ଜାଁ ନେହିଁମାଞ୍ଜି କି ଜିକେଏ ଇନାଆଦୁ;
କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ;
11 ୧୧ ଏ଼ନାଆଁତାକି ଇଚିହିଁ ଆମ୍ବାଆସି ଏ଼ୱାଣାଇଁ ନେହିଁମାଞ୍ଜି କି ଇନେସି, ଏ଼ୱାସି ତାନି ଲାଗେଏତି କାମାତା ଆଣ୍ତିନାସି ଆ଼ନେସି ।
କାରଣ ଯେକେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ।
12 ୧୨ ନା଼ନୁ ମିଙ୍ଗେ ହା଼ରେକା କାତା ରା଼ଚିନାୟି ମାନେ, ସାମା ଆ଼କୁତା ଇଞ୍ଜାଁ ସୀରା ତଲେ ରା଼ଚାଲି ଅଣ୍ପି ହିଲଅଁ; ମୀ ତା଼ଣା ୱା଼ହାନା ମୂମ୍ବୁ ମେସ୍ପି ଆ଼ହାନା ଗୂତି ତଲେ ଜ଼ଲ୍କି ଆୟାଲି ଆ଼ସା କିହିମାଇଁ, ଏ଼ନିକିଁ ମା଼ ରା଼ହାଁ ହା଼ରେକା ଆ଼ନେ ।
ତୁମ୍ଭମାନଙ୍କ ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋହର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ।
13 ୧୩ ମାହାପୂରୁ ଆ଼ଚାମାନି ନୀ ତାଙ୍ଗିନି ମୀର୍କା ମା଼ସ୍କା ମିଙ୍ଗେ ଜହରା କିହିମାଞ୍ଜାନେରି । ଆ଼ମେନ୍ ।
ତୁମ୍ଭର ମନୋନୀତା ଭଉଣୀର ସନ୍ତାନମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।