< ୨କର 6 >
1 ୧ ମାହାପୂରୁ ତଲେ ଆଣ୍ତ୍ୱି ଆ଼ହାନା କାମା କିହିମାନାକି ମା଼ମ୍ବୁ ମିଙ୍ଗେ ବାତିମା଼ଲି ମାଞ୍ଜାନମି, ମୀ ଜୀୱୁତା ମାହାପୂରୁତି କାର୍ମାମେହ୍ନାଣି ଉଜେଏ କିଆଦୁ ।
ଆହୁରି ମଧ୍ୟ ଈଶ୍ବରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ।
2 ୨ ମାହାପୂରୁ ଏଲେଇଞ୍ଜି ମାନେସି, “ମିଙ୍ଗେତାକି କାର୍ମା ମେସ୍ତାନି ଦିନା ୱା଼ହାଲିଏ ନା଼ନୁ ମୀ ଗ଼ହାରା ୱେଚେଏଁ, ଗେଲ୍ପିନି ଦିନା ନା଼ନୁ ମୀ ସା଼ୟେମି ଆୟାତେଏଁ” ମେହ୍ଦୁ! ଈଦି ଆ଼ହିମାନେ ମାହାପୂରୁତି କାର୍ମାମେହ୍ନାଣି ବେଟାଆ଼ନି ବେ଼ଲା । ନୀଞ୍ଜୁ ଆ଼ହିମାନେ ଗେଲ୍ପିଆ଼ନି ଦିନା ।
କାରଣ ସେ କହନ୍ତି, “ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ।” ଦେଖ, ଏବେ ମହା-ଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ।
3 ୩ ଏ଼ନିକିଁ ମା଼ ସେ଼ବା କାମା ନିନ୍ଦା ଆ଼ଏ, ଏ଼ଦାଆଁତାକି ମା଼ମ୍ବୁ ଆମ୍ବାଆରି କାମାତା ବା଼ଦା ହୀଆପ ଇଞ୍ଜିଁ ଅଣ୍ପିମାନମି ।
ଯେପରି ଆମ୍ଭମାନଙ୍କ ସେବକପଦ ନିନ୍ଦିତ ନ ହୁଏ, ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ ବାଧା ନ ଦେଉ,
4 ୪ ଏ଼ଦାଆଁତାକି ମା଼ମ୍ବୁ ବାରେବେ଼ଲା ମାହାପୂରୁତି ସେ଼ବା କିନାରା ଲେହେଁ ତ଼ସାକଡିମାନମି, ସାମା ଆ଼ଟ୍ୱା ତଲେ ବାରେଲେହେଁତି ବା଼ଦାତା, ହିଲାଆ ବେ଼ଲାତା କସ୍ତ ଅ଼ର୍ହିମାନମି,
ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ,
5 ୫ ମା଼ମ୍ବୁ ମା଼ଡା ବେଟାଆ଼ହାନା, କା଼ୟିଦିତା, ଲ଼କୁ ନ଼କିତା ନିନ୍ଦା ବେଟାଆ଼ହାନା, ଇଞ୍ଜାଁ ୱା଼ହୁ କାମାତା, ଇଦା କିଆନା, ରା଼ନ୍ଦା ତିନାଆନା ମାଚମି,
ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ,
6 ୬ ସୁଦୁଟି, ବୁଦିଟି, ଅ଼ର୍ହିନି ତା଼ଣାଟି, କାର୍ମାମେହ୍ନି ତା଼ଣାଟି, ସୁଦୁଜୀୱୁତା, କୁଟୁ ହିଲାଆନା ଜୀୱୁନ଼ନାୟି,
ପବିତ୍ରତାରେ, ଜ୍ଞାନରେ, ଦୀର୍ଘସହିଷ୍ଣୁତାରେ, କୋମଳଭାବରେ, ପବିତ୍ର ଆତ୍ମାଙ୍କଠାରେ, ନିଷ୍କପଟ ପ୍ରେମରେ,
7 ୭ ଅ଼ଡ଼େ ସାତା ନେହିଁ ବ଼ଲୁତା, ମାହାପୂରୁତି ବା଼ଡ଼୍ୟୁ ତଲେ, ଟିଃନି ଟେ଼ବ୍ରି କେୟୁଟି ଦାର୍ମୁତି ସାଜୁ ତଲେ,
ସତ୍ୟ ବାକ୍ୟରେ, ଈଶ୍ବରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ୱାରା,
8 ୮ ଗାୱୁରମି ଅ଼ଡ଼େ ଅ଼ପାଆ ତା଼ଣା, ମା଼ମ୍ବୁ ମା଼ନି ବେଟାଆ଼ହି ମାନମି ଇଞ୍ଜାଁ ଲାଜା ବେଟାଆ଼ହି ମାନମି; ଇଞ୍ଜାଁ ନା଼ଡ଼ିକିୱି ଆ଼ହିମାନମି, ଆ଼ତିଜିକେଏ ସାତା ଗାଟାତମି ।
ଗୌରବ ଓ ଅନାଦର ଦ୍ୱାରା, ଅଖ୍ୟାତି ଓ ସୁଖ୍ୟାତି ଦ୍ୱାରା, ପ୍ରତାରକ ତୁଲ୍ୟ, ଅଥବା ସତ୍ୟବାଦୀ,
9 ୯ ପୁଣ୍ମ୍ବି ଆ଼ଆତି ଲ଼କୁ ଲେହେଁ, ଆ଼ତି ଜିକେଏ ନେହିଁ ପୁଣ୍ମ୍ୱିଆ଼ତି ଲ଼କୁ, ହା଼ତାରି ଲେହେଁ ଆ଼ତି ଜିକେଏ ମେହ୍ଦୁ ମା଼ମ୍ବୁ ନୀଡାମାନମି, ମା଼ମ୍ବୁ ଡଣ୍ତ ବେଟାଆ଼ହାମାନମି ସାମା ହା଼ହା ହିଲଅମି,
ଅପରିଚିତ ତୁଲ୍ୟ, ଅଥବା ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥବା ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ,
10 ୧୦ ମା଼ମ୍ବୁ ଦୁକୁ ତଲେ ମାଚିହିଁ ଜିକେଏ ବାରେବେ଼ଲା ରା଼ହାଁ ତଲେ ମାନମି, ମା଼ମ୍ବୁ କା଼କୁଲି ଗାଟାତମି ଲେହେଁ, ସାମା ହା଼ରେକା ଲ଼କୁତାକି ବାତ୍କା ମାନମି, ମାଙ୍ଗେ ଏ଼ନାୟି ହିଲାଆଲେହେଁ ସାମା ମା଼ମ୍ବୁ ସାତାତଲେ ବାରେତି ଅଦିକାରା ଗାଟାତମି; ଈ ବାରେତା଼ଣା ମା଼ମ୍ବୁ ମାହାପୂରୁତି ସେ଼ବା କିନାତମି ଲେହେଁ ଜାହାରାଇଁ ଜ଼ଗେ ଗାଟାତମି ଇଞ୍ଜିଁ ତ଼ସାକଡି ମାନମି ।
ଅଥବା ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥବା ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ବରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ।
11 ୧୧ କରନ୍ତିତା ମାନି ଜୀୱୁତି ତାୟିୟାଁ ଅ଼ଡ଼େ ତାଙ୍ଗିସ୍କାତେରି, କୁଟୁ ହିଲାଆଲେହେଁ ମିଙ୍ଗେ ବାରେ ୱେସା ମାଞ୍ଜାନମି । ମୀ ତା଼ଣା ମା଼ ହିୟାଁ ଦେଚାମାନମି ।
ହେ କରିନ୍ଥୀୟମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ମୁଖ ଉନ୍ମୁକ୍ତ ହୋଇଅଛି, ଆମ୍ଭମାନଙ୍କ ହୃଦୟ ପ୍ରଶସ୍ତ ହୋଇଅଛି।
12 ୧୨ ମିଙ୍ଗେତାକି ମା଼ ଜୀୱୁନ଼ନାୟି ଊଣା ଆ଼ହା ହିଲେଏ ସାମା ମା଼ ତାକି ମୀ ଜୀୱୁନ଼ନାୟି ଊଣା ଆ଼ହାମାନେ ।
ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ସଙ୍କୁଚିତ ନୁହେଁ, କିନ୍ତୁ ତୁମ୍ଭମାନଙ୍କର ସ୍ନେହ ସଙ୍କୁଚିତ।
13 ୧୩ ମିଙ୍ଗେ ନା଼ ମୀର୍କା ମା଼ସ୍କା ଇଞ୍ଜିଁ ଅଣ୍ପାନା ଈ ବାରେ ୱେସିମାଞ୍ଜାଇଁ, ମା଼ମ୍ବୁ ଜୀୱୁନ଼ହିଁ ମାଞ୍ଜାନାକି ମୀ ହିୟାଁ ଦେପି ଆ଼ପେ ।
ନିଜର ସନ୍ତାନମାନଙ୍କୁ କହିବା ପରି ମୁଁ କହୁଅଛି, ଅନୁରୂପ ପ୍ରତିଦାନ ନିମନ୍ତେ ତୁମ୍ଭେମାନେ ମଧ୍ୟ ପ୍ରଶସ୍ତମନା ହୁଅ।
14 ୧୪ ମୀରୁ ନାମାଆଗାଟାରି ତଲେ ରଲେଏତାତେରି ଆ଼ତି ଲେହେଁ କାମା କିଆଦୁ, ଦାର୍ମୁ କାମାତା ଲାଗେଏତି କାମା ଏ଼ନିକିଁ ଆଣ୍ତିନେ? ଅ଼ଡ଼େ ଆନ୍ଦେରି ତଲେ ଉଜେଡ଼ି ଏ଼ନିକିଁ ଆଣ୍ତିନେ?
ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଭାଗିତା? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା?
15 ୧୫ କ୍ରୀସ୍ତ ଇଞ୍ଜାଁ ବିଲିୟାର୍ ଏ଼ନିକିଁ ଜାଟୁ ଆ଼ନେରି? ନାମିତାରି ଇଞ୍ଜାଁ ନାମାଆତାରି ଆମିନି କାତାତା ରଣ୍ତିଏ ଆ଼ନେରି?
ବିଲିୟାର୍ ସହିତ ଖ୍ରୀଷ୍ଟଙ୍କର କି ମିଳନ? କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ଅଂଶ?
16 ୧୬ ମାହାପୂରୁତି ଇଲୁତା, ଏ଼ନିକିଁ ପେ଼ଣ୍କାତି ପୂଜା ଆ଼ନେ? ସାମା ମା଼ର ନୀଡାମାନି ମାହାପୂରୁତି ଇଲୁତାୟି, ଇଚିହିଁ ମାହାପୂରୁ ତା଼ନୁଏ ଏଲେଇଞ୍ଜା ମାନେସି, “ନା଼ ଲ଼କୁତଲେ ନା଼ନୁ ବାସା କିଇଁ, ଅ଼ଡ଼େ ଏ଼ୱାରିତଲେ ମାଇଁ, ନା଼ନୁ ଏ଼ୱାରି ମାହାପୂରୁ ଆ଼ଇଁ, ଅ଼ଡ଼େ ଏ଼ୱାରି ନା଼ ଲ଼କୁ ଆ଼ନେରି ।”
ପ୍ରତିମା ସହିତ ଈଶ୍ବରଙ୍କ ମନ୍ଦିରର କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ବରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ବର କହିଅଛନ୍ତି, “ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ବର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ।”
17 ୧୭ ଏ଼ଦାଆଁତାକି ପ୍ରବୁ ଏଲେଇଞ୍ଜି ମାନେସି, “ମୀରୁ ଏ଼ୱାରି ତା଼ଣାଟି ହ଼ଚା ୱା଼ଦୁ, ଏ଼ୱାରି ତା଼ଣାଟି ଏଟ୍କା ଆ଼ଦୁ, ଏ଼ନି ଲାଗେଏତି ଦିଣ୍ସୁ ଡୀଗାଆଦୁ, ଆତିହିଁ ନା଼ନୁ ମିଙ୍ଗେ ଆବାଇଁ,
ଏଣୁ ପ୍ରଭୁ ଏହା କହନ୍ତି, “ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ ହୁଅ, ଆଉ, ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା”
18 ୧୮ ନା଼ନୁ ମୀ ଆ଼ବା ଆ଼ଇଁ, ଅ଼ଡ଼େ ମୀରୁ ନା଼ ମୀର୍କା ମା଼ସ୍କାତେରି ଆ଼ଦେରି, ବାରେକିହାଁ ବା଼ଡ଼୍ୟୁଗାଟି ପ୍ରବୁ ଈଦାଆଁ ୱେସିମାଞ୍ଜାନେସି ।”
“ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି, ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି।”