< ୨କର 5 >
1 ୧ ମା଼ର ପୁଞ୍ଜାମାନାୟି, ଆମିନି ଦାର୍ତିତି ତୂମୁ ଲେହେଁତି ଇଲୁତା ନୀଏଁ ମା଼ର ବାସା କିହାମାନାୟି, ଏ଼ଦି ନସ୍ତ ଆ଼ତିସାରେ ମାହାପୂରୁ ମାଙ୍ଗେ ଲାକପୂରୁ ର଼ କା଼ଲାକା଼ଲାତି ଇଲୁ ମେଡ଼ି କିୟାନେସି । ଏ଼ଦି ମାଣ୍ସି କେୟୁଟି କେ଼ପିତାୟି ଆ଼ଏ, ମାହାପୂରୁ ତା଼ନୁଏ ଏ଼ଦାନି ଗା଼ଡ଼ିକିତାସି । (aiōnios )
କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ବରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ। (aiōnios )
2 ୨ ଈ ଦାର୍ତିତି ଇଲୁତା ମାଞ୍ଜାନା ମା଼ର ଲାକପୂରୁ ଇଲୁତି ହିମ୍ବରି ହୁଚାଲି ମ଼ନ କିହାନା ଡ଼ୀହି ମାନାୟି ।
ଯେଣୁ ଆମ୍ଭେମାନେ ତ ଆମ୍ଭମାନଙ୍କ ସ୍ୱର୍ଗୀୟ ଗୃହରୂପ ବସ୍ତ୍ରରେ ପରିହିତ ହେବାକୁ ଏକାନ୍ତ ଇଚ୍ଛା କରି ଏହି ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ;
3 ୩ ସାମା ଲାକପୂରୁତି ବାସା ଟା଼ୟୁତା ହ଼ଟିସାରେ ମା଼ର ଆଙ୍ଗା ହିଲାଆଗାଟାତାୟି ଆ଼ଆନା ନା଼ଗ୍ଡ଼ା ତ଼ଞ୍ଜା ଆ଼ଆୟି ।
ଏହିପରି ପରିହିତ ହେଲେ ଆମ୍ଭେମାନେ ଉଲଗ୍ନ ଦେଖାଯିବା ନାହିଁ।
4 ୪ ଇଚିହିଁ ମା଼ର ଈ ଦାର୍ତିତି ତୂମୁତା ବାସା ଆ଼ହାନା ବ଼ଜୁଗାଟି ହିୟାଁ ତଲେ ଡ଼ୀହି ମାନାୟି; ଇଚିହିଁ ମା଼ର ଦାର୍ତିତି ଆଙ୍ଗା ପିସାଲି ଅଣ୍ପିମାନାୟି ଏ଼ଦି ଆ଼ଏ, ସାମା ଜୀୱୁ ଏ଼ନିକିଁ ଦାର୍ତିତି ନା଼ସାକିନେ, ଈଦାଆଁତାକି ଈ ହା଼ନି ଆଙ୍ଗାତି ମୁହେଁ ଲାକପୂରୁତି ହିମ୍ବରି ହୁଚାଲି ମା଼ର ମ଼ନ କିହିମାନାୟି ।
କାରଣ ଆମ୍ଭେମାନେ ଏହି ତମ୍ବୁରେ ବାସ କରି ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଅଛୁ; ଯେଣୁ ଆମ୍ଭେମାନେ ଯେ ପରିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ, ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥିନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ।
5 ୫ ମାହାପୂରୁ ମାଙ୍ଗେ ଈ ବାଦ୍ଲୱି ଆ଼ନାଣି ତାକି ତିୟାରା କିହାଁ ମାଞ୍ଜାନେସି । ଅ଼ଡ଼େ ଈଦାଣି ତୀର୍ପୁକିନାଣି ଲେହେଁ ତାନି ସୁଦୁଜୀୱୁ ଏ଼ୱାସି ମାଙ୍ଗେ ହୀହାମାଞ୍ଜାନେସି ।
ଆଉ ଯେ ଏଥିନିମନ୍ତେ ଆମ୍ଭମାନଙ୍କୁ ପ୍ରସ୍ତୁତ କରିଅଛନ୍ତି, ସେ ଈଶ୍ବର, ସେ ଆମ୍ଭମାନଙ୍କୁ ବଇନା ସ୍ୱରୂପେ ପବିତ୍ର ଆତ୍ମା ମଧ୍ୟ ଦାନ କରିଅଛନ୍ତି।
6 ୬ ଏ଼ଦାଆଁତାକି ମା଼ମ୍ବୁ ବାରେବେ଼ଲା ସା଼ସା ଆସାମାନମି । ମା଼ମ୍ବୁ ପୁଞ୍ଜାମାନମି, ଏଚରଦିନା ପାତେକା ଈ ଆଙ୍ଗାତା ବାସା କିହାମାନମି, ଏଚରଦିନା ପାତେକା ପ୍ରବୁତି ଇଲୁଟି ହେକ ମାଞ୍ଜାନା ନୀଡା ବାତ୍କିମାନମି,
ଅତଏବ ଆମ୍ଭେମାନେ ସର୍ବଦା ସାହସୀ ଅଟୁ, ଆଉ ଏହି ଶରୀରରେ ଯେପର୍ଯ୍ୟନ୍ତ ନିବାସ କରୁଅଛୁ, ସେପର୍ଯ୍ୟନ୍ତ ଯେ ପ୍ରଭୁଙ୍କଠାରୁ ଦୂରରେ ପ୍ରବାସ କରୁଅଛୁ, ଏହା ଜାଣୁ।
7 ୭ ଏ଼ନାଆଁତାକି ଇଚିହିଁ ମା଼ର ତ଼ଞ୍ଜାଆ଼ହିମାନି ଦିଣ୍ସୁ ଲାକ ଆ଼ଏ ସାମା ନାମୁ ଲାକ ନୀଡା ବାତ୍କି ମାନାୟି ।
(କାରଣ ଆମ୍ଭେମାନେ ଦୃଶ୍ୟ ବିଷୟ ଦେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଅଛୁ),
8 ୮ ଏ଼ନାଆଁକି ଇଚିହିଁ ମା଼ମ୍ବୁ ସା଼ସା ଗାଟାତମି, ଇଞ୍ଜାଁ ଈ ଆଙ୍ଗା ପିସାନା ପ୍ରବୁ ତଲେ ବାସା କିହାଲି ମା଼ମ୍ବୁ ହା଼ରେକା ରା଼ହାଁ ।
ହଁ, ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ।
9 ୯ ଏ଼ଦାଆଁତାକି ଇମ୍ବାଆଁ ଜାହାରା ଇଲୁତା ମାଚିହିଁ କି ହେକ ରା଼ଜି ମାଚିହିଁ ଜିକେଏ, ମାହାପୂରୁଇଁ ରା଼ହାଁ କିନାୟି ଏ଼ ମା଼ ରଣ୍ତିଏ ଅଣ୍ପୁ ।
ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା।
10 ୧୦ ଇଚିହିଁ ନେହେଁ ଆ଼ପେ କି ଲାଗେଏ ଆ଼ପେ, ବାରେଜା଼ଣା ଜାହାରା ଆଙ୍ଗା ତଲେ କିତି କାମାତି ଲେକାତଲେ ପା଼ଡ଼େୟି ବେଟାଆ଼ହାଲି ତାକି କ୍ରୀସ୍ତତି ନୀହାଁୟି କିନି ଟା଼ୟୁ ନ଼କିତା ବାରେତାୟି ମାଙ୍ଗେ ନିକା ହାଜାଲି ଆ଼ନେ ।
କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ଉପସ୍ଥିତ ହେବାକୁ ହେବ।
11 ୧୧ ପ୍ରବୁଇଁ ଆଜିନାଣି ପୁଞ୍ଜାମାନାକି ମା଼ମ୍ବୁ ମାଣ୍ସିୟାଁଇଁ ମା଼ତୱିକିହି ମାନମି, ସାମା ମା଼ମ୍ବୁ ମାହାପୂରୁ ନ଼କିତା ତ଼ଞ୍ଜା ଆ଼ହାମାନମି ଇଞ୍ଜାଁ ମୀ ଅଣ୍ପୁତା ଜିକେଏ ତ଼ଞ୍ଜା ଆ଼ହାମାନମି, ଈ କାତା ନା଼ନୁ ଆ଼ସା କିହିମାଇଁ ।
ଅତଏବ, ପ୍ରଭୁ ବିଷୟକ ଭୟ ଜ୍ଞାତ ହେବାରୁ ଆମ୍ଭେମାନେ ମନୁଷ୍ୟମାନଙ୍କୁ ମଣାଉଅଛୁ, କିନ୍ତୁ ଆମ୍ଭେମାନେ ଈଶ୍ବରଙ୍କ ଛାମୁରେ ପ୍ରକାଶିତ ଅଟୁ ଏବଂ ତୁମ୍ଭମାନଙ୍କ ବିବେକ ନିକଟରେ ମଧ୍ୟ ଯେ ପ୍ରକାଶିତ ଅଟୁ, ଏହା ମୁଁ ଆଶା କରେ।
12 ୧୨ ମା଼ମ୍ବୁ ମୀ ତା଼ଣା ଅ଼ଡ଼େ ବଡପଣ ତ଼ସାଲି କିହିହିଲଅମି, ସାମା ଲ଼କୁତି ନେହିଁ ଅଣ୍ପୁ ତାକି ବଡପଣ ତ଼ହ୍ଆନା ୱାର୍ଇ ଏ଼ୱାରି ଆଙ୍ଗାତି ରା଼ହାଁତାକି ବଡପଣ ତ଼ହ୍ନାରାଇଁ ମୀରୁ ୱେଣ୍ଡେ ୱେସାଲି ଆ଼ଡିଦେରି, ଏ଼ଦାଆଁତାକି ମୀରୁ ମା଼ ତାକି ବଡପଣ ତ଼ସାଲି ଆ଼ଡିଦେରି ଇଞ୍ଜିଁ ୱେସିମାଞ୍ଜାନମି ।
ଆମ୍ଭେମାନେ ପୁନର୍ବାର ତୁମ୍ଭମାନଙ୍କ ନିକଟରେ ଆତ୍ମପ୍ରଶଂସା କରୁ ନାହୁଁ, କିନ୍ତୁ ଯେଉଁମାନେ ଆନ୍ତରିକ ବିଷୟରେ ଦର୍ପ ନ କରି ବାହ୍ୟ ବିଷୟରେ ଦର୍ପ କରନ୍ତି, ସେମାନଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିନିମନ୍ତେ ଆମ୍ଭମାନଙ୍କ ସପକ୍ଷରେ ଦର୍ପ କରିବା ନିମନ୍ତେ ତୁମ୍ଭମାନଙ୍କୁ ସୁଯୋଗ ଦେଉଅଛୁ।
13 ୧୩ ମା଼ମ୍ବୁ କି ବୁଦି ହିଲାଆ ଗାଟାତମି? ଏ଼ଦି ମାହାପୂରୁ ତାକି ଆ଼ହାମାନେ ମା଼ମ୍ବୁ କି ବୁଦିଗାଟାତମି ଆ଼ହାମାନମି? ମା଼ ନେହେଁ ମାଚିସାରେ, ମୀ ତାକି ଏଲେଆ଼ହିଁ ମାନମି ।
ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ବରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ।
14 ୧୪ ଇଚିହିଁ କ୍ରୀସ୍ତତି ଜୀୱୁ ନ଼ନି ତା଼ଣାଟି ସା଼ଲୱି ଆ଼ହିମାନାୟି, ଏ଼ଦାଆଁତାକି ମା଼ର ଈ କାତା ଅଣ୍ପିମାନାୟି, ରଅସି ବାରେଜା଼ଣା ତାକି ହା଼ହାମାନାକି ବାରେଜା଼ଣା ଏ଼ ହା଼କିତା ଆଣ୍ଡାମାନେରି ।
କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ;
15 ୧୫ ଏ଼ୱାସି ବାରେଜା଼ଣା ତାକି ହା଼ହାମାନାକି ଆମିନି ଗାଟାରି ନୀଡାମାନେରି, ଏ଼ୱାରି ଅ଼ଡ଼େ ଜାହାରାତାକି ନୀଡାଆନା ଏ଼ୱାଣି ତାକି ନୀଡିନେରି, ଏ଼ନାଆଁତାକି ଇଚିହିଁ ଏ଼ୱାରି ତାକି ଏ଼ୱାସି ହା଼ହାନା ୱେଣ୍ଡେ ନୀଡାମାନେସି ।
ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନଯାପନ କରନ୍ତି।
16 ୧୬ ଈଦାଆଁତାକି ମା଼ମ୍ବୁ ଆମ୍ବାଆରାଇଁ ମାଣ୍ସି ଅଣ୍ପୁ ତଲେ ବିଚାରା କିହିଲଅମି । ଦିନା ମାଚେ ଏଚିବେ଼ଲା ମା଼ମ୍ବୁ କ୍ରୀସ୍ତଇଁ ଜିକେଏ ମାଣ୍ସି ଅଣ୍ପୁ ତଲେ ଅଣ୍ପିମାଚମି, ସାମା ନୀଏଁ ମା଼ମ୍ବୁ ଅ଼ଡ଼େ ଏଲେ କିହିହିଲଅମି ।
ଅତଏବ ଆଜିଠାରୁ ଆମ୍ଭେମାନେ ଶରୀର ଅନୁସାରେ କାହାରିକୁ ଜାଣୁ ନାହୁଁ; ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁ ନାହୁଁ।
17 ୧୭ ଈଦାଆଁତାକି ଆମ୍ବାଆସି କ୍ରୀସ୍ତ ତା଼ଣା ମାଚିସାରେ ଆତିହିଁ ଏ଼ୱାସି ପୁଃନାସି ଆ଼ନେସି । ପା଼ଣ୍ଆୟି ବାରେ ମେଣ୍ଙ୍ଗାମାନେ, ମେହ୍ଦୁ ପୁଃନାୟି ଆ଼ହା ଆ଼ନେ ।
ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି।
18 ୧୮ ଈ ବାରେ ମାହାପୂରୁ ତା଼ଣାଟି ଆ଼ହାମାନେ, ଏ଼ୱାସି କ୍ରୀସ୍ତ ତା଼ଣାଟି ମାଙ୍ଗେ ତାନିତଲେ ଅ଼ଡ଼େ ଆଟ୍ହା ମାଞ୍ଜାନେସି ଇଞ୍ଜାଁ ତାନିତଲେ ସେ଼ବାକିନି ପା଼ଣା ଆଟ୍ହାଲି ଏ଼ୱାସି ମାଙ୍ଗେ ଦାୟିପତି ହୀହାମାଞ୍ଜାନେସି ।
କିନ୍ତୁ ସମସ୍ତ ବିଷୟ ଈଶ୍ବରଙ୍କଠାରୁ ହୋଇଅଛି; ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ସହିତ ଆମ୍ଭମାନଙ୍କୁ ସମ୍ମିଳିତ କରିଅଛନ୍ତି ଓ ସେହି ସମ୍ମିଳନର ସେବକପଦ ଆମ୍ଭମାନଙ୍କୁ ଦେଇଅଛନ୍ତି;
19 ୧୯ ଏ଼ ଆଣ୍ତିନି ବ଼ଲୁ ଈଦି, ମାହାପୂରୁ କ୍ରୀସ୍ତ ତା଼ଣା ଦାର୍ତିତି ତାନିତଲେ ଆଟ୍ହାମାଚେସି; ଏ଼ୱାସି ଦାର୍ତିତି ଲ଼କୁତି ଦ଼ହ ଆହ୍ଆନା ଏ଼ ଆଣ୍ତିନି ବ଼ଲୁତି ମା଼ ତା଼ଣା ହେର୍ପା ମାଞ୍ଜାନେସି ।
ସେହି ସମ୍ମିଳନର ବାକ୍ୟ ଏହି, ଈଶ୍ବର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ; ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି।
20 ୨୦ ଏ଼ଦାଆଁତାକି ମାହାପୂରୁ ମା଼ ୱାକିଟି ହା଼ଟିମାଞ୍ଜାନାକି ମା଼ର କ୍ରୀସ୍ତତି ୱାକିଟି ରାଜାତି କାବ୍ରୁ ୱେହ୍ନାତାୟି ଆ଼ହାମାନାୟି; କ୍ରୀସ୍ତ ତଲେ ମା଼ର ବାତିମା଼ଲି ମାଞ୍ଜାନମି, ମାହାପୂରୁ ତଲେ ଅ଼ଡ଼େ ଆଣ୍ତାଦୁ ।
ଅତଏବ, ଈଶ୍ବର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ; ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଈଶ୍ବରଙ୍କ ସହିତ ସମ୍ମିଳିତ ହୁଅ।
21 ୨୧ ଇଚିହିଁ କ୍ରୀସ୍ତକି ଇଚାୟି ପା଼ପୁ ହିଲାଆତି ଜିକେଏ, ମାହାପୂରୁ ତାଙ୍ଗେ ମା଼ ତାକି ପା଼ପୁ ଗାଟାଣିଲେହେଁ କିତେସି, ମା଼ର ଏ଼ନିକିଁ ତାନିତଲେ ଆଣ୍ଡାନା ମାହାପୂରୁତି ଦାର୍ମୁତା ଆଣ୍ଡାଲି ଆ଼ଡିନାୟି ।
ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ବରଙ୍କର ଧାର୍ମିକତାସ୍ୱରୂପ ହେଉ।