< ୧କର 14 >

1 ଜୀୱୁ ନ଼ନାଣି ପାରାଦୁ, ଅ଼ଡ଼େ ସୁଦୁଜୀୱୁତି ଦା଼ନା ବେଟାଆ଼ହାଲି ବାରେତି କିହାଁ ଏ଼ନିକିଁ ମାହାପୂରୁ ଅଣ୍‌ପୁତି ବ଼ଲୁ ୱେ଼କ୍‌ହାଲି ଆ଼ଡିଦେରି, ଈଦାଆଁତାକି ହା଼ରେକା ଅଣ୍‌ପାଦୁ ।
ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥିନିମନ୍ତେ ଏକାନ୍ତ ଚେଷ୍ଟା କର।
2 ଇଚିହିଁ ଆମ୍ବାଆସି ଏଟ୍‌କା ଏଟ୍‌କାତି ହା଼ଡାତଲେ ଜ଼ଲିନେସି, ଏ଼ୱାସି ମାଣ୍‌ସିୟାଁଇଁ ଜ଼ଲଅସି, ସାମା ମାହାପୂରୁଇଁ ଜ଼ଲିନେସି, ଆମ୍ବାଆସି ଏ଼ଦାଆଁ ତେଲ୍‌ହଅସି, ସାମା ଏ଼ୱାସି ସୁଦୁଜୀୱୁ ବା଼ଡ଼୍‌ୟୁଟି ଡ଼ୁଗାମାନାଣି ୱେହ୍‌ନେସି ।
କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ବରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ପବିତ୍ର ଆତ୍ମା ଦ୍ୱାରା ନିଗୂଢ଼ ବିଷୟ କହେ।
3 ସାମା ଆମ୍ବାଆସି ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନେସି, ଏ଼ୱାସି ଲ଼କୁଇଁ ସା଼ୟେମି କିହାନା, ସା଼ସା ଅ଼ଡ଼େ ବା଼ର୍ସୁତି କାତା ୱେହନେସି ।
କିନ୍ତୁ ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ୱନାଜନକ କଥା କହେ।
4 ଆମ୍ବାଆସି ଏଟ୍‌କାତି ହା଼ଡାତଲେ ଜ଼ଲିନେସି ଏ଼ୱାସି ଜାହାରା ନାମୁତା ପାଡିକିହାଁ କଡିନେସି, ସାମା ଆମ୍ବାଆସି ମାହାପୂରୁ ଅଣ୍‌ପୁତି ବ଼ଲୁ ୱେ଼କ୍‌ନେସି ଏ଼ୱାସି କୁଲମିଇଁ ନାମୁତା ପାଡିକିନେସି ।
ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
5 ମୀରୁ ବାରେତେରି ଏଟ୍‌କା ହା଼ଡାତଲେ ଜ଼ଲାଦୁ ଇଞ୍ଜିଁ ନା଼ ଅଣ୍‌ପୁ, ସାମା ମୀରୁ ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ଦୁ ଈଦି ହା଼ରେକା ନା଼ ଅଣ୍‌ପୁ; ଆମ୍ବାଆସି ଏଟ୍‌କା ଏଟ୍‌କାତି ହା଼ଡାତଲେ ଜ଼ଲିନେସି ଏ଼ୱାସି କୁଲମିତି ପାଡିକିହାଲି ଏ଼ କାତାତି ଅର୍ତ ୱେହ୍‌ଅସି ଇଚିହିଁ ଏ଼ଦାଣିକିହାଁ ଆମ୍ବାଆସି ମାହାପୂରୁ ଅଣ୍‌ପୁତି ବ଼ଲୁ ୱେ଼କ୍‌ନେସି ଏ଼ୱାସି କାଜାସି ।
ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ।
6 ଏ଼ଦାଆଁତାକି ତାୟିୟାଁତେରି ନା଼ନୁ ମୀ ତା଼ଣା ୱା଼ହାନା ମାହାପୂରୁତି ୱେ଼କ୍‌ହି ବ଼ଲୁ, ବୁଦିତିକାତା, ମାହାପୂରୁ ଅଣ୍‌ପୁତି କାତା ୱେ଼କ୍‌ନାଣି କି ଜା଼ପ୍‌ନି କାତା ୱେହ୍‌ଆନା, ଏଟ୍‌କା ଏଟ୍‌କାତି ହା଼ଡାତଲେ ଜ଼ଲିଇଁ, ଆତିହିଁ ଏମ୍ବାଆଁ ନା଼ନୁ ମୀ ଏ଼ନି ଲା଼ବା କିତେଏଁ ।
ଏପରି ସ୍ଥଳେ ହେ ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ ପ୍ରକାଶିତ ବାକ୍ୟ, ବା ଜ୍ଞାନ, ବା ଭାବବାଣୀ, ବା ଶିକ୍ଷାର କଥା ନ କହି କେବଳ ପରଭାଷାରେ କଥା କହେ, ତେବେ ସେଥିରେ ମୁଁ ତୁମ୍ଭମାନଙ୍କର କଅଣ ଉପକାର କରିବି?
7 ପୀରୁଡ଼ି ଅ଼ଡ଼େ ସେର୍‌ଙ୍ଗି ଲେହେଁତି ଜୀୱୁ ହିଲାଆଗାଟି ବା଼ଜାୟାଁ ଊକିତିହିଁ ଜିକେଏ ଏମ୍ବାଆଁ ତାନି ଡିସା ହ଼ଏ ଇଚିହିଁ ପୀରୁଡ଼ି ଏ଼ନିକିଁ ଡ଼ୀହିମାନେ ସେର୍‌ଙ୍ଗି ଏ଼ନିକିଁ ଡ଼ୀହିମାନେ ଏ଼ଦାନି ଡିସା ଏ଼ନିକିଁ ପୁନେରି?
ବଂଶୀ ହେଉ ବା ବୀଣା ହେଉ, ନିର୍ଜୀବ ବାଦ୍ୟଯନ୍ତ୍ର ବାଜିଲେ ସୁଦ୍ଧା ଯଦି ସ୍ୱରରେ ପାର୍ଥକ୍ୟ ନ ଥାଏ, ତେବେ ବଂଶୀରେ କଅଣ ବାଜୁଅଛି ବା ବୀଣାରେ କଅଣ ବାଜୁଅଛି, ତାହା କିପରି ଜଣାଯିବ?
8 ଇଞ୍ଜାଁ ତୀତ୍ରି ଊକିନାସି ନେହିଁକିଁ ଊକଅସି ଆତିହିଁ ଆମ୍ବାଆସି ଜୁଜୁ ତାକି ତିୟାରା ଆ଼ନେସି ।
ପୁଣି, ତୂରୀ ଯଦି ଅସ୍ପଷ୍ଟ ଧ୍ୱନି କରେ, ତେବେ କିଏ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବ?
9 ଏଲେକିହିଁଏ ମୀରୁ ଜିକେଏ ଏଟ୍‌କା ହା଼ଡାତଲେ ନେହିଁ ତୀରିତଲେ ଜ଼ଲଅତେରି, ମୀରୁ ଏ଼ନାଆଁ ଜ଼ଲିତେରି ଏ଼ନିକିଁ ପୁନେରି, ଇଚିହିଁ ମୀରୁ ଜ଼ଲିନାୟି ଗା଼ଲିତି ଜ଼ଲିନିଲେହେଁ ଆ଼ନେ ।
ସେହିପରି ତୁମ୍ଭେମାନେ ମଧ୍ୟ ଯଦି ଜିହ୍ୱା ଦ୍ୱାରା ସହଜ ବୋଧଗମ୍ୟ କଥା ନ କୁହ, ତେବେ କଅଣ କହୁଅଛ, ତାହା କିପରି ଜଣାଯିବ? କାରଣ ତୁମ୍ଭେମାନେ ଶୂନ୍ୟକୁ କହିବା ପରି ହେବ।
10 ୧୦ ଦାର୍‌ତିତା ହା଼ରେକା ଡିସା ମାନେ, ଅ଼ଡ଼େ ଆମିନି ଡିସାତି ଅର୍ତ ହିଲାଆଗାଟାଇ ଆ଼ଏ ।
ଜଗତରେ ହୋଇପାରେ ଅନେକ ପ୍ରକାର ଶବ୍ଦ ଅଛି, ପୁଣି କୌଣସି ଶବ୍ଦ ଅର୍ଥଶୂନ୍ୟ ନୁହେଁ।
11 ୧୧ ସାମା ନା଼ନୁ ଏ଼ ଜ଼ଲିନି ହା଼ଡା ତେଲ୍‌ହଅଁ ଆତିହିଁ ଆମ୍ବାଆସି ଜ଼ଲିନେସି ନା଼ନୁ ଏ଼ୱାଣାକି ପୁନାଆତାତେଏଁ ଲେହେଁ ଆ଼ଇଁ, ଅ଼ଡ଼େ ଏ଼ୱାସି ନା଼ ତା଼ଣାଟି ପୁନାଆତାସି ଲେହେଁ ଆ଼ନେସି ।
ଏଣୁ ମୁଁ ଯଦି ସେହି ଶବ୍ଦର ଅର୍ଥ ନ ବୁଝେ, ତେବେ ଯେ କହେ, ମୁଁ ତାହା ପ୍ରତି ବର୍ବର ପରି ହେବି, ଆଉ ସେ ମୋʼ ନିକଟରେ ବିଦେଶୀୟ ପରି ହେବ।
12 ୧୨ ଏଲେକିହିଁଏ ମୀରୁ ଜିକେଏ ଜୀୱୁତି ଦା଼ନା ବେଟାଆ଼ହାଲି ଅଣ୍‌ପି ମାନାକି କୁଲମିତି ପାଡିକିହାଲି ଗାଡି ବେଟାଆ଼ହାଲି ଅଣ୍‌ପାଦୁ ।
ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆତ୍ମିକ ଦାନସବୁ ପାଇବାକୁ ଏକାନ୍ତ ଚେଷ୍ଟା କରୁଥିବାରୁ ମଣ୍ଡଳୀର ନିଷ୍ଠା ନିମନ୍ତେ ସେହିସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର।
13 ୧୩ ଆମ୍ବାଆସି ଏଟ୍‌କାତି ହା଼ଡାତଲେ ଜ଼ଲିନେସି, ଏ଼ୱାସି ଏ଼ନିକିଁ ଏମ୍ବାତି ଅର୍ତ ୱେସାଲି ଆ଼ଡିନେସି, ଏ଼ଦାଆଁତାକି ପ୍ରା଼ତାନା କିପେସି ।
ଅତଏବ, ଯେ ପରଭାଷାରେ କଥା କହେ, ସେ ଯେପରି ଅର୍ଥ କରିପାରେ, ଏଥିନିମନ୍ତେ ପ୍ରାର୍ଥନା କରୁ।
14 ୧୪ ଇଚିହିଁ ନା଼ନୁ ଏଟ୍‌କା ହା଼ଡାତଲେ ପ୍ରା଼ତାନା କିଇଁ, ଇଚିହିଁ ନା଼ ଜୀୱୁ ପ୍ରା଼ତାନା କିନେ, ସାମା ନା଼ ଅଣ୍‌ପୁ ଏମ୍ବାଟି ଏ଼ନି ଲା଼ବା ହିଲେଏ ।
କାରଣ ମୁଁ ଯଦି ପରଭାଷାରେ ପ୍ରାର୍ଥନା କରେ, ତେବେ ମୋହର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ମୋହର ମନ ଫଳହୀନ ହୁଏ।
15 ୧୫ ଆତିହିଁ ନା଼ନୁ ଏ଼ନାଆଁ କିନାୟିମାନେ, ନା଼ନୁ ସୁଦୁଜୀୱୁ ତଲେ ପ୍ରା଼ତାନା କିଇଁ; ଇଞ୍ଜାଁ ବୁଦିତଲେ ଜିକେଏ ପ୍ରା଼ତାନା କିଇଁ; ସୁଦୁଜୀୱୁ ତଲେ ଜହରା ପା଼ଚୁ ପା଼ଚିଇଁ, ଅ଼ଡ଼େ ବୁଦିତଲେ ଜିକେଏ ଜହରା ପା଼ଚୁ ପା଼ଚିଇଁ ।
ତେବେ କର୍ତ୍ତବ୍ୟ କଅଣ? ମୁଁ ଆତ୍ମା ଦ୍ୱାରା ପ୍ରାର୍ଥନା କରିବି; ପୁଣି, ବୁଦ୍ଧି ସହିତ ମଧ୍ୟ ପ୍ରାର୍ଥନା କରିବି; ଆତ୍ମା ଦ୍ୱାରା ସ୍ତୁତିଗାନ କରିବି, ପୁଣି, ବୁଦ୍ଧି ସହିତ ମଧ୍ୟ ସ୍ତୁତିଗାନ କରିବି।
16 ୧୬ ନୀନୁ ୱାର୍‌ଇ ସୁଦୁଜୀୱୁ ତଲେ ମାହାପୂରୁଇଁ ଜହରା କିଦି, ଏମ୍ବାଆଁ କୁଗାମାନାସି ପୁନାଆନା ଏ଼ନିକିଁ ନୀ ପ୍ରା଼ତାନାତା ଡା଼ୟୁ ଆ଼ମେନ୍‌ ଇନେସି ।
ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍‍ କହିବ?
17 ୧୭ ଇଚିହିଁ ନୀନୁ ନେହିଁକିଁ ମାହାପୂରୁଇଁ ଜହରା କିହିମାଞ୍ଜି ସାତା, ସାମା ଏଟ୍‌କାତାସି ପାଡାଆ଼ଅସି ।
ଯେଣୁ ତୁମ୍ଭେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ, କିନ୍ତୁ ସେହି ଅନ୍ୟ ଜଣର ଉନ୍ନତି ହୁଏ ନାହିଁ।
18 ୧୮ ନା଼ନୁ ମୀ ବାରେକିହାଁ ହା଼ରେକା ଗାଡି ଏଟ୍‌କାତି ହା଼ଡାତଲେ ଜ଼ଲିଇଁ ଇଞ୍ଜିଁ ନା଼ନୁ ମାହାପୂରୁଇଁ ଜହରା କିହିମାଇଁ;
ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ପରଭାଷାରେ କଥା କହେ ବୋଲି ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି;
19 ୧୯ ଆ଼ତିଜିକେଏ ନା଼ନୁ ଏ଼ନିକିଁ ଏଟ୍‌କାତାରାଇଁ ଜା଼ପ୍‌ହାଲି ଆ଼ଡିଇଁ, ଏ଼ଦାଆଁତାକି କୁଲମିତା ଦସ ମା଼ଣା ଏଟ୍‌କାତି କାତାୟାଁ ଜ଼ଲିନି କିହାଁ ବୁଦିତଲେ ପା଼ସାଗଟା କାତା ୱେହ୍‌ନାୟି ନେହେଁ ।
ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥିନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ।
20 ୨୦ ଏ଼ ତାୟିୟାଁତେରି ବୁଦିତା ଊଣା କକାରି ଲେହେଁ ଆ଼ଆଦୁ, ସାମା ଲାଗେଏ ପ଼ଲେଏ କାତାତାକି ଊଣା କକାରି ଲେହେଁ ଆ଼ଦୁ, ସାମା ବୁଦିତା ଅ଼ଡ଼େ ଅଣ୍‌ପୁତା ପାଡାଆ଼ତି ଲ଼କୁଲେହେଁ ଆ଼ଦୁ ।
ହେ ଭାଇମାନେ, ବୁଦ୍ଧିରେ ବାଳକ ପରି ହୁଅ ନାହିଁ, ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ-ବୟସ୍କ ହୁଅ।
21 ୨୧ ମ଼ସା ମେ଼ରାତା ରା଼ସ୍‌କି ଆ଼ହାମାନେ, “ପ୍ରବୁ ଏଲେ ଇଞ୍ଜିମାନେସି, ଏଟ୍‌କା ଦେ଼ସାତି ଜ଼ଲିମାନି ହା଼ଡାତଲେ, ଏଟ୍‌କା ଲ଼କୁତି ଗୂତି ତଲେ ନା଼ନୁ ଈ ଲ଼କୁଣି ଜ଼ଲିଇଁ, ଆ଼ତିଜିକେଏ ଏ଼ୱାରି ନା଼ କାତା ୱେନଅରି ।”
ବ୍ୟବସ୍ଥାରେ ଲେଖାଅଛି, “ପ୍ରଭୁ କହନ୍ତି, ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା, ତାହାହେଲେ ସୁଦ୍ଧା ସେମାନେ ଆମ୍ଭର କଥା ଶୁଣିବେ ନାହିଁ।”
22 ୨୨ ଏ଼ଦାଆଁତାକି ଏଟ୍‌କା ହା଼ଡାତଲେ ଜ଼ଲିନାୟି ନାମୁ ଗାଟାରାକି ର଼ ସିନାଲେହେଁ ଆ଼ଏ, ସାମା ନାମାଆ ଗାଟାରାକି ସିନା ସମାନା; ଅ଼ଡ଼େ ଅ଼ରୱାକି ମାହାପୂରୁ ଅଣ୍‌ପୁତି ବ଼ଲୁ ୱେ଼କ୍‌ନାୟି ନାମାଆ ଗାଟାରାକି ସିନାଲେହେଁ ଆ଼ଏ, ସାମା ନାମିନାରାକି ସିନା ସମାନା ।
ଏଣୁ ପରଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ।
23 ୨୩ ଅ଼ଡ଼େ ଜିକେଏ ବାରେ କୁଲମିତି ଲ଼କୁ ରୁଣ୍ତା ଆତିହିଁ, ଇଞ୍ଜାଁ ବାରେଜା଼ଣା ଏଟ୍‌କା ଏଟ୍‌କା ହା଼ଡାତଲେ ଜ଼ଲିନେରି, ଅ଼ଡ଼େ ପୁନାଆତାରି କି ନାମାଆତାରି ଏମ୍ବାଆଁ ୱା଼ନେରି, ଆତିହିଁ ମିଙ୍ଗେ ବାୟା ଆ଼ତାରି ଇଞ୍ଜିଁ ଇନଅରି କି?
ଆହୁରି ମଧ୍ୟ ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି, ସାଧାରଣ ବା ଅବିଶ୍ୱାସୀ ଲୋକମାନେ ଆସନ୍ତି, ତାହାହେଲେ ତୁମ୍ଭେମାନେ ପାଗଳ ବୋଲି କଅଣ ସେମାନେ କହିବେ ନାହିଁ?
24 ୨୪ ସାମା ବାରେଜା଼ଣା ମାହାପୂରୁ ଅଣ୍‌ପୁତି ବ଼ଲୁ ୱେ଼କ୍‌ନେରି, ରଅସି ପୁନାଆତାସି କି ନାମାଆତାସି ୱା଼ନେସି, ଆତିହିଁ ଏ଼ୱାସି ନା଼ନୁ ପା଼ପୁ ଗାଟାତେଏଁ ଇଞ୍ଜିଁ ପୁଞ୍ଜା କଡିନେସି ଅ଼ଡ଼େ ଏ଼ୱାସି ବାରେ ଲ଼କୁତା଼ଣା ଦ଼ହଗାଟାସି ଇଞ୍ଜିଁ ବିଚାରା ଆ଼ନେସି ।
କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ପୁଣି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ, ତେବେ ସେ ସମସ୍ତଙ୍କ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୁଏ, ସମସ୍ତଙ୍କ ଦ୍ୱାରା ବିଚାରିତ ହୁଏ,
25 ୨୫ ଅ଼ଡ଼େ ତାନି ହିୟାଁତା ଡ଼ୁଗାମାନି ପା଼ପୁତି ଅଣ୍‌ପୁ ବାରେ ତ଼ଞ୍ଜାଆ଼ନେ; ଇଞ୍ଜାଁ ଏ଼ୱାସି ମୁନୁ କୁତାହାଁ ମାହାପୂରୁଇଁ ଜହରା କିନେସି, ଇଞ୍ଜାଁ “ସାତେଏ ମାହାପୂରୁ ମୀ ତା଼ଣା ମାନେସି ଇଞ୍ଜିଁ ଇନେସି ।”
ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହୁଏ; ସେଥିରେ ସେ ମୁହଁ ମାଡ଼ି ପଡ଼ିବ ଓ ଈଶ୍ବର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ତାହାଙ୍କୁ ପ୍ରଣାମ କରିବ।
26 ୨୬ ଏ଼ଦାଆଁତାକି ଏ଼ ତାୟିୟାଁ ଅ଼ଡ଼େ ତାଙ୍ଗିସ୍କାତେରି, ଏ଼ନାଆଁ କିନାୟିମାନେ? ମୀରୁ ରୁଣ୍ତା ଆ଼ନାଟି ଆମ୍ବାଆରି ର଼ ପା଼ଚୁ, ଆମ୍ବାଆରି ର଼ କାତା ଜା଼ପ୍‌ନାୟି, ଆମ୍ବାଆରି ମାହାପୂରୁ ତ଼ସାମାନି ବ଼ଲୁ ୱେ଼କ୍‌ନାୟି, ଆମ୍ବାଆରି ଏଟ୍‌କା ଏଟ୍‌କାତି ହା଼ଡା ଜ଼ଲିନାୟି, ଆମ୍ବାଆରି ହା଼ଡାତି ଅର୍ତ ପୁଣ୍‌ମ୍ବିକିନାୟି, ଇଲେକିଁ ବାରେତାକି ଏ଼ନାୟି ଆ଼ଆତିଁ ଏ଼ନାୟି ମାନେ, ଈ ବାରେ କୁଲମିତି ପାଡିକିହାଲି କିୱିଆ଼ପେ ।
ହେ ଭାଇମାନେ, ତେବେ କର୍ତ୍ତବ୍ୟ କଅଣ? ତୁମ୍ଭେମାନେ ସମବେତ ହେବା ସମୟରେ ଗୀତ, ବା ଶିକ୍ଷା, ବା ପ୍ରକାଶିତ ବାକ୍ୟ, ବା ପରଭାଷା ବା ଭାଷାର ଅର୍ଥ, ଏପରି ପ୍ରତ୍ୟେକର କିଛି ନା କିଛି ଅଛି। ସମସ୍ତ ବିଷୟ ନିଷ୍ଠା ନିମନ୍ତେ କରାଯାଉ।
27 ୨୭ ଆମ୍ବାଆରି ଏଟ୍‌କା ହା଼ଡାତଲେ ଜ଼ଲିନେରି ଇଚିହିଁ ରିଆରି ଆ଼ଆତିଁ ତୀନିଜା଼ଣା ପା଼ଲି କିହିଁ ଜ଼ଲାପେରି ଅ଼ଡ଼େ ରଅସି ତାନି ଅର୍ତ ୱେସ୍‌ପାସି ।
ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ।
28 ୨୮ ସାମା ଆମ୍ବାଆସି ଅର୍ତ ତେଲ୍‌ହି କିନାସି ହିଲଅସି ଇଚିହିଁ ଏ଼ୱାସି କୁଲମିତା ପାଲେଏ ମାଣ୍‌ମ୍ବେସି, ଇଞ୍ଜାଁ ତା଼ନୁ ତାନି ହିୟାଁତା ମାହାପୂରୁଇଁ ୱେସ୍‌ପାସି ।
କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ବରଙ୍କୁ କହୁ।
29 ୨୯ ଅ଼ଡ଼େ ରିଆରି କି ତୀନି ଜା଼ଣା ମାହାପୂରୁ ଅଣ୍‌ପୁତି ବ଼ଲୁ ୱେସ୍‌ପେରି, ଅ଼ଡ଼େ ଏଟ୍‌କାତାରି ୱେସିମାନାଣି ନେହିଁକିଁ ୱେଣ୍‌ମ୍ବାରି ।
ଆଉ, ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି, ଅନ୍ୟମାନେ ବିଚାର କରନ୍ତୁ।
30 ୩୦ ସାମା ଏମ୍ବାଆଁ କୁଗାମାନାରି ବିତ୍ରା ଆମ୍ବାଆରାକି ମାହାପୂରୁତି ଏ଼ନି ବ଼ଲୁ ୱା଼ତିସାରେ ନ଼କେଏ ୱେସିମାନାସି ପାଲେଏ ମାଣ୍‌ମ୍ବେସି ।
କିନ୍ତୁ ଉପବିଷ୍ଟ ଅନ୍ୟ କାହାରି ପ୍ରତି ଯଦି କୌଣସି ବାକ୍ୟ ପ୍ରକାଶିତ ହୁଏ, ତାହାହେଲେ ପ୍ରଥମ ଜଣକ ନୀରବ ହେଉ।
31 ୩୧ ଇଚିହିଁ ଏ଼ନିକିଁ ବାରେଜା଼ଣା ଜା଼ପିନେରି, ଇଞ୍ଜାଁ ବାରେଜା଼ଣା ସେତ୍‌ନା ଆ଼ନେରି, ଏ଼ଦାଆଁତାକି ରଅ ରଅତେରି ମାହାପୂରୁ ଅଣ୍‌ପୁତି ବ଼ଲୁ ୱେସାଲି ଆ଼ଡିଦେରି ।
କାରଣ ଯେପରି ସମସ୍ତେ ଶିକ୍ଷା ପାଆନ୍ତି, ପୁଣି, ସମସ୍ତେ ଚେତନା ପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ସମସ୍ତେ ଜଣ ଜଣ କରି ଭାବବାଣୀ କହିପାର।
32 ୩୨ ସାମା ମାହାପୂରୁତି ବ଼ଲୁ ୱେହ୍‌ନି ବା଼ଡ଼୍‌ୟୁ ୱେହ୍‌ନାଣି ତା଼ଣାଟି ଲପ୍‌କି ଆ଼ନାୟି ମାନେ ।
ଭାବବାଦୀମାନଙ୍କ ଆତ୍ମା ଭାବବାଦୀମାନଙ୍କର ବଶୀଭୂତ।
33 ୩୩ ଏ଼ନାଆଁତାକି ଇଚିହିଁ ମାହାପୂରୁ ଗଡ଼୍‌ହା କିନି ମାହାପୂରୁ ଆ଼ଏ, ସାମା ହିତ୍‌ଡ଼ିତି ମାହାପୂରୁ । ଏ଼ନିକିଁ ମାହାପୂରୁ ସୁଦୁ ଲ଼କୁତି କୁଲମିତା ଆ଼ନେ ।
କାରଣ ଈଶ୍ବର ବିଶୃଙ୍ଖଳତାର ଈଶ୍ବର ନୁହଁନ୍ତି, ମାତ୍ର ଶାନ୍ତିର ଈଶ୍ବର।
34 ୩୪ ଏଲେକିଁ ଇୟାସିକା କୁଲମିତା ପାଲେଏ ମାଣ୍‌ମ୍ବୁ, ଇଚିହିଁ କାତା ଜ଼ଲାଲି ଏ଼ୱି ହେଲ ବେଟା ଆ଼ହାହିଲାଉ, ମ଼ସା ମେ଼ରାତା ରା଼ସ୍‌କି ଆ଼ହାମାନି ଲେହେଁ ଏ଼ୱି ମା଼ନି ତଲେ ମାନାପୁ ।
ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାନ୍ତି, ବରଂ ମୋଶାଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତ ହୋଇ ରହନ୍ତୁ।
35 ୩୫ ସାମା ଇୟାସିକା ଏ଼ନାଆଁ ପୁଞ୍ଜାଲି ଅଣ୍‌ପିତିହିଁ, ତାମି ଇଜ ତାମି ଡକ୍ରାୟାଁଣି ୱେଣ୍‌ମ୍ବୁ, ଇଚିହିଁ କୁଲମିତା କାତା ଜ଼ଲିନାୟି ଇୟାନାକି ଲାଜାତି କାତା ।
ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଘରେ ଆପଣା ଆପଣା ସ୍ୱାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀଲୋକ ପକ୍ଷରେ ଲଜ୍ଜାଜନକ।
36 ୩୬ ମାହାପୂରୁତି ବ଼ଲୁ ମୀ ତା଼ଣାଟି ହ଼ଚାମାନେ କି? ଇଞ୍ଜାଁ ୱାର୍‌ଇ ମିଙ୍ଗେତାକି ୱା଼ହାମାନେ କି?
କଅଣ? ଈଶ୍ବରଙ୍କ ବାକ୍ୟ କି ତୁମ୍ଭମାନଙ୍କଠାରୁ ବାହାରିଅଛି? ଅବା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି?
37 ୩୭ ଆମ୍ବାଆସି ନା଼ନୁ ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନାତେଏଁ, ଇଞ୍ଜାଁ ନେହିଁ ଜୀୱୁତି ଦା଼ନା ବେଟାଆ଼ହାମାଇଁ ଇଞ୍ଜିଁ ଅଣ୍‌ପିନେସି, ଆତିହିଁ ନା଼ନୁ ମିଙ୍ଗ ଏ଼ନା ଏ଼ନାଆଁ ରା଼ଚିମାଞ୍ଜାଇଁ, ଏ଼ଦି ବାରେ ମାହାପୂରୁତି ହୁକୁମି ଏ଼ଦାଆଁ ଏ଼ୱାସି ପୁନାପେସି ।
କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହିସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏହା ସେ ଜ୍ଞାତ ହେଉ।
38 ୩୮ ସାମା ଆମ୍ବାଆସି ତେଲ୍‌ହଅସି ଆତିହିଁ ଏ଼ୱାସି ଏ଼ନାଆଁ ତେଲ୍‌ହାଆନା ମାନାପେସି ।
କିନ୍ତୁ କେହି ଯଦି ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ।
39 ୩୯ ଏ଼ଦାଆଁତାକି ତାୟିୟାଁ, ମାହାପୂରୁ ଅଣ୍‌ପୁତି ବ଼ଲୁ ୱେ଼କ୍‌ହାଲି ଅଣ୍‌ପେମାଞ୍ଜୁ; ଇଞ୍ଜାଁ ଏଟ୍‌କାତି ହା଼ଡା ଜ଼ଲାଲି କା଼ହିକିଆଦୁ ।
ଏଣୁ ହେ ମୋହର ଭାଇମାନେ, ଭାବବାଣୀ କହିବାକୁ ଏକାନ୍ତ ଚେଷ୍ଟା କର; ପୁଣି, ପରଭାଷାରେ କଥା କହିବାକୁ ମନା ନ କର।
40 ୪୦ ସାମା ବାରେ କାମା ନେହିଁତଲେ ସୂସ୍ତି ତଲେ କିନାୟିମାନେ ।
କିନ୍ତୁ ସମସ୍ତ ବିଷୟ ସୁନ୍ଦରତାରେ ଓ ଶୃଙ୍ଖଳତାନୁସାରେ କରାଯାଉ।

< ୧କର 14 >